/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681285249.jpg)
Data Entry Operator
ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ନିୟମିତ ହେବେ ରାଜ୍ୟର ଠିକା ଡାଟା ଏଣ୍ଟ୍ରି ଅପରେଟର । ବିଭିନ୍ନ ତହସିଲରେ କାର୍ଯ୍ୟ କରୁଥିବା ୬ ଶହ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Advertisment
ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠର ରାୟକୁ ଡିଭିଜନ ବେଞ୍ଚ କାଏମ କରିଛନ୍ତି । ୩ ମାସ ଭିତରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୩ ସେପଟେମ୍ବର ୧୭ ବିଜ୍ଞପ୍ତି ଠାରୁ ସମସ୍ତ ସୁବିଧା ସୁଯୋଗ ସହିତ ସ୍ଥାୟୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଆଗରୁ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହି ରାୟ ଦେଇଥିଲେ । ଏହା ବିରୋଧରେ ରାଜ୍ୟ ସରକାର ଡିଭିଜନ ବେଞ୍ଚକୁ ଯାଇଥିଲେ । ଡିଭିଜନ ବେଞ୍ଚ ପୂର୍ବ ରାୟକୁ କାଏମ ରଖିଛନ୍ତି । ...
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)