• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

ITBP Constable Recruitment 2024
ITBP Constable Recruitment 2024: ITBPରେ ପୂରଣ ହେବ କନଷ୍ଟେବଲ ପଦବୀ; ଦଶମ ପିଲା କରିପାରିବେ ଆବେଦନ

ITBPରେ ସରକାରୀ ଚାକିରି ପାଇ ଦେଶ ସେବା କରିବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଅଛି। ନିଯୁକ୍ତି ପାଇଁ ITBP ଦ୍ୱାରା ବିଜ୍ଞପ୍ତି ଜାରି କରିଛି। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।

Birthday of sara ali khan view some of his attractive photos
କୋଟି କୋଟି ଟଙ୍କାର ମାଲିକାଣୀ ହୋଇ ବି ଭାରି କଞ୍ଜୁସ୍ ନବାବ ରାଜକନ୍ୟା ଏହି ସୁନ୍ଦରୀ

ସାରା ଅଲି ଖାନ ନିଜର ସୌନ୍ଦର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଜି ସାରା ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଆଜି ତାଙ୍କୁ ୨୯ ବର୍ଷ ହୋଇଛି। ଏତେ କମ୍ ବର୍ଷରେ ବି ଅଭିନେତ୍ରୀ କୋଟି କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି। ହେଲେ ସେ ଭାରି କଞ୍ଜୁସ୍ ବୋଲି...

Kanguva trailer released
Kanguva Trailer: ଆସିଲା ‘କଙ୍ଗୁଭା’ର ଧୂଆଁଧାର୍ ଟ୍ରେଲର୍; ‘ଆନିମଲ୍’ ଠାରୁ ଆହୁରି ଭୟଙ୍କର ବବି ଦେଓଲ୍

ଆଜି ନିର୍ମାତା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଙ୍ଗୁଭା’ର ଚମତ୍କାର ଟ୍ରେଲର ରିଲିଜ୍ କରିଛନ୍ତି, ଯାହା ୟୁଟ୍ୟୁବରେ ଆସିବା ମାତ୍ରେ ଟ୍ରେଣ୍ଡ୍‌ କରୁଥିବା ଦେଖାଯାଉଛି। ଏଥିରେ ଫିଲ୍ମ ‘ଆନିମଲ୍’ ଠାରୁ ଆହୁରି ଭୟଙ୍କର ଦେଖାଯାଉଛନ୍ତି ବବି ଦେଓଲ୍।

International Youth Day 2024 five steps a govt should take to develop youth
International Youth Day 2024: ଯୁବକମାନଙ୍କ ବିକାଶ ପାଇଁ ସରକାର ଏହି ପଦକ୍ଷେପ ନେବା ଜରୁରୀ

ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଅବସ୍ଥା ପାଇଁ ଯୁବକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ଯୁବକମାନଙ୍କ ବିକାଶ ପାଇଁ ସରକାର ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ। ତେବେ ଏମିତି କିଛି ପଦକ୍ଷେପ ଅଛି, ଯୁବକମାନଙ୍କ ବିକାଶ ପାଇଁ ସରକାର ନେବା ଜରୁରୀ। ଆସନ୍ତୁ ସେସବୁ ଜାଣିବା।

Behavior that impresses a girl’s parents
Relationship Tips: ପ୍ରେମିକାର ବାପାମା'ଙ୍କ ହୃଦୟ ଜିତିବାକୁ ଚାହୁଁଛନ୍ତି କି… ଏହି ୬ଟି କଥା ମାନନ୍ତୁ

ଯଦି ଜଣେ ପୁଅ କୌଣସି ଝିଅକୁ ପସନ୍ଦ କରେ ଆଉ ବିବାହ କରିବାକୁ ଚାହେଁ ତେବେ ଏଥିରେ ସବୁଠାରୁ ବଡ ଆହ୍ୱାନ ହେଉଛି ଝିଅର ବାପାମାଆଙ୍କ ହୃଦୟ ଜିତିବା। ଆମ ସମାଜରେ କିନ୍ତୁ ଏମିତି କିଛି ଆଚରଣ ଅଛି ଯାହା ଦ୍ୱାରା ଜଣେ ସେମାନଙ୍କ ଭରସାକୁ ଜିତିପାରେ। ଆସନ୍ତୁ...

RRB Paramedical Recruitment 2024  Apply for 1376 posts
RRB Paramedical Recruitment: ପୂରଣ ହେବ ୧୩ ଶହରୁ ଅଧିକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଆପଣ ଯଦି ଭାରତୀୟ ରେଳବାଇରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ଆପଣଙ୍କ ପାଇଁ। ଏନେଇ RRB ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ ପାରାମେଡିକାଲ୍ ପଦବୀ ପୂରଣ ହେବ। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି...

Vaani kapoor looks gorgeous in saree fans fell in love
ବାଣୀ କପୁରଙ୍କ ଶାଢି ଲୁକ୍ ଦେଖି ଦିୱାନା ହେଲେ ଯୁବକ

ଆଜିକାଲି ବାଣୀ କପୁର ତାଙ୍କ ଫିଲ୍ମ 'ଖେଲ୍‌ ଖେଲ୍‌ ମେ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ ଏହି ସୁନ୍ଦରୀ ନିଜକୁ ସଜେଇ ପ୍ରତ୍ୟେକ ଇଭେଣ୍ଟରେ ପହଞ୍ଚୁଛନ୍ତି। ତାଙ୍କ ଷ୍ଟାଇଲ୍‌କୁ ଲୋକେ ଖୁବ ପସନ୍ଦ କରୁଛନ୍ତି। ତେବେ ଆସନ୍ତୁ ନିକରେ ସେ ତାଙ୍କୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ୍ କରିଥିବା କିଛି...

Press photographer pradeep bandekar dies at 70
ଚାଲିଗଲେ ସିନେ ଷ୍ଟାର୍‌ଙ୍କ ପ୍ରିୟ ମଣିଷ; ଦୁଃଖରେ ଭାସିଲା ବଲିଉଡ୍

ଫଟୋଗ୍ରାଫର ପ୍ରଦୀପ ବାନ୍ଦେକର ୭୦ ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ANIରେ ପ୍ରଦୀପଙ୍କ ପୁଅ ପ୍ରଥମେଶ ତାଙ୍କ ଦେହାନ୍ତ ଦେଇ କହିଛନ୍ତି ଯେ ରବିବାର ସକାଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଛି।

Kusha kapila gives arjun kapoor a hashtag amid dating rumors
ମଲାଇକା ଆରୋରାଙ୍କ ସହ ବ୍ରେକ୍‌ଅପ୍ ଖବର ଭିତରେ ଅର୍ଜୁନ କପୁରଙ୍କ ଜୀବନରେ ନୂଆ ନାୟିକା ଏଣ୍ଟ୍ରୀ!

ଗତ ବର୍ଷ ସ୍ୱାମୀ ଜୋରୱାର ସିଂହ ଅହଲୁୱାଲିଆଙ୍କଠାରୁ ଅଲଗା ହେବା ପରେ ସୋସିଆଲ ମିଡିଆ ସେନ୍‌ସେସ୍ କୁଶା କପିଲାଙ୍କ ନାମ ଅର୍ଜୁନ କପୁରଙ୍କ ସହ ଜଡିତ ଥିଲା। ସେମାନଙ୍କ ଲିଙ୍କ୍‌ଅପ୍‌କୁ ନେଇ ଅନେକ ଆଲୋଚନା ହୋଇଥିଲା। ଏବେ ଏହାକୁ ଚର୍ଚ୍ଚା ପୁଣି ବଢିଛି।

To make children understanding Parents should talk should do these things before bedtime
Parenting Tips: ପିଲାମାନଙ୍କୁ ଦାୟିତ୍ୱବାନ କରିବାକୁ ଚାହୁଁଛନ୍ତି କି… ଶୋଇବା ପୂର୍ବରୁ ଏହି ୩ ଜିନିଷକୁ ଗୁରୁତ୍ୱ ଦିଅନ୍ତୁ

ପିତାମାତାଙ୍କ ସହିତ ପିଲାର ସମ୍ପର୍କ ଏବଂ ଏକାଠି ବିତାଇଥିବା ସମୟ ପିଲାମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ଆଜିକାଲି, ଉଭୟ ପିତାମାତା ବ୍ୟସ୍ତ ରହୁଥିବାରୁ ସେମାନେ ପିଲାମାନଙ୍କୁ ଅଧିକ ସମୟ ଦେବାରେ ସକ୍ଷମ ହେଉ ନାହାନ୍ତି। ଏଭଳି ପିତାମାତାଙ୍କ ପାଇଁ କିଛି ଟିପ୍ସ…

When should the marriage take place during the day or at night
Relationship Tips: ବିବାହ ପାଇଁ ରାତି ଠିକ ନା ଦିନ; ଜାଣନ୍ତୁ କ’ଣ କହିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ

ଦିନ ନା ରାତିରେ ବିବାହ କେତେବେଳେ ହେବା ଉଚିତ? ଏହି ପ୍ରଶ୍ନର ଉତ୍ତର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀଶ୍ରୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଜୀ ପ୍ରଦାନ କରିଛନ୍ତି। ଶାସ୍ତ୍ର ଅନୁଯାୟୀ ବିବାହ ପାଇଁ ରାତି ନା ଦିନ କେଉଁ ସମୟ ଠିକ ଆସନ୍ତୁ ଜାଣିବା।

How to watch youtube videos in offline mode without internet
Technology: ଇଣ୍ଟର୍‌ନେଟ୍ ବିନା ବି ଦେଖିପାରିବେ Youtube; ଜାଣନ୍ତୁ ଏହାର ଟ୍ରିକ୍ସ

ବେଳେବେଳେ ଏମିତି ହୁଏ ଯେ ଆମେ ଏପରି ଏକ ସ୍ଥାନରେ ଥିବା ଯେଉଁଠାରେ ଇଣ୍ଟର୍‌ନେଟ୍ ସଂଯୋଗ ହୋଇପାରୁ ନାହିଁ। ଏହିପରି ସ୍ଥାନରେ ଆମେ ୟୁଟ୍ୟୁବରେ ଭିଡିଓ ଦେଖିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉ। ତେବେ ଏକ କୌଶଳ ଅଛି ଯାହା ସାହାଯ୍ୟରେ ଆମେ ଇଣ୍ଟରନେଟ୍ ବିନା ୟୁଟ୍ୟୁବ୍ ବ୍ୟବହାର...

Who is kriti sanon rumoured boyfriend kabir bahia
କୃତି ସାନନ୍ ଏହି ଷ୍ଟାଇଲିସ୍ ବୟଙ୍କୁ କରୁଛନ୍ତି ଡେଟ୍; ଜାଣନ୍ତୁ ସେ କିଏ ଆଉ କେତେ ସମ୍ପତ୍ତିର ମାଲିକ

କୃତି ସାନନ ଲଣ୍ଡନ ରାସ୍ତାରେ ଜଣେ ହ୍ୟାଣ୍ଡସମ୍ ଯୁବକ ହାତ ଧରି ବୁଲୁଥିବାର ନଜର ଆସିଲା ପରେ ସେମାନଙ୍କ ସମ୍ପର୍କକୁ ଗୁଜବ ପ୍ରଚାର ଉଠିଛି। ଏହା ପରେ ସମସ୍ତଙ୍କ ନଜର ଏହି ବ୍ୟକ୍ତି ଜଣଙ୍କ କିଏ? ତାଙ୍କ ସମ୍ପତି କ’ଣ? ସେ କେମିତି କୃତିଙ୍କୁ ଭେଟିଲେ ଆଉ କେମିତି...

Sobhita dhulipala shares first post with naga chaitanya after engagement
ଭାଇରାଲ୍ ହେଉଛି ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ଏନ୍‌ଗେଜ୍‌ମେଣ୍ଟ୍ ଫଟୋ

ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ୮ ଅଗଷ୍ଟ ଗୁରୁବାର ଦିନ ଏନ୍‌ଗେଜ୍‌ମେଣ୍ଟ୍ ହୋଇଛି। ଦୁହେଁ ଡେଟିଂ କରୁଥିଲେ ବୋଲି ଅନେକ କଳ୍ପନାଜଳ୍ପନା ପରେ ନାଗା ଚୈତନ୍ୟଙ୍କ ବାପା ନାଗାର୍ଜୁନ ସୋସିଆଲ ମିଡିଆରେ ସେମାନଙ୍କ ବିବାହ ଫଟୋ ଶେୟାର କରିବା ପରେ ସେମାନଙ୍କ ସମ୍ପର୍କ ନିଶ୍ଚିତ ହୋଇଛି। ନାଗା...

Woman dancing on Vicky kaushal trending song tauba tauba and slipped
Viral Video: ରାସ୍ତା ଉପରେ ନାଚୁଥିଲେ, ଫାଡିହୋଇ ପଡିଲେ; ଭିଡିଓ ଦେଖି ହସି ହସି ଗଡିବେ

ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ନାଲି ରଙ୍ଗର ଶାଢି ପିନ୍ଧିଥିବା ଜଣେ ଗାଉଁଲି ମହିଳା ରାସ୍ତା ଉପରେ ଭିକି କୌଶଲଙ୍କ ତୌବା ତୌବା ଗୀତର ସିଗ୍ନେଚର ଷ୍ଟେପ୍ କପି କରୁଥିବା ଦେଖିବାକୁ ମିଳୁଛି। ସବୁଠାରୁ ମଜାଦାର କଥା ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ସହ...

GAIL Non-Executive Recruitment 2024
GAIL Recruitment 2024: GAIL ରେ ପୂରଣ ହେବ ଅଣ-କାର୍ଯ୍ୟନିର୍ବାହୀ ପଦବୀ; ଦରମା ୧ ଲକ୍ଷ ୩୮ ହଜାର

ଆପଣ ଯଦି GAILରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥାନ୍ତି ସୁଯୋଗ ଆପଣଙ୍କ ପାଇଁ। ଏନେଇ GAIL ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ଅଣ-କାର୍ଯ୍ୟନିର୍ବାହୀ ପଦବୀ ପୂରଣ ହେବ। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।

This doctor is becoming the reason for aishwarya rai and abhishek bachchans divorce rumor
ଐଶ୍ୱର୍ଯ୍ୟା ରାୟଙ୍କ ଜୀବନରେ ଏହି ଡାକ୍ତର ଥିବାରୁ ଉଠିଛି ଛାଡପତ୍ର ଗୁଜବ; ଭାଇରାଲ୍ ହେଉଛି ସେମାନଙ୍କ ଚୁମ୍ବନ ଫଟୋ

ଛାଡପତ୍ରର ଗୁଜବ କାରଣରୁ ବଲିଉଡ୍‌ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ଏହି ଗୁଜବକୁ ନେଇ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କୁହାଯାଉଛି ଯେ ଜଣେ ଡାକ୍ତରଙ୍କ କାରଣରୁ ଐଶ୍ୱର୍ଯ୍ୟା...

Rashmika Mandana's stylish photo pose is going viral
ମନ କିଣୁଛି ରଶ୍ମିକା ମନ୍ଦାନାଙ୍କ ଷ୍ଟାଇଲିସ୍ ଫଟୋ ପୋଜ୍, ହେଉଛି ଭାଇରାଲ୍

ବଲିଉଡ ଏବଂ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ନିଜର ଉତ୍କୃଷ୍ଟ ଚଳଚ୍ଚିତ୍ର ସହିତ କ୍ରମାଗତ ଭାବରେ ସମସ୍ତଙ୍କ ହୃଦୟ ଜିତିଛନ୍ତି ରଶ୍ମିକା ମନ୍ଦନା। ସମସ୍ତେ ଏବେ ରଶ୍ମିକା ମନ୍ଦାନାଙ୍କୁ ପସନ୍ଦ କରୁଛନ୍ତି ଏବଂ ତାଙ୍କୁ ସେମାନଙ୍କ ସୁପରଷ୍ଟାର ଭାବରେ ବିବେଚନା କରୁଛନ୍ତି। ଆଜିକାଲି ରଶ୍ମିକା ମନ୍ଦାନା ତାଙ୍କ ଆଗାମୀ ବହୁ...

Sanjay dutt on uk visa application rejection
ସଞ୍ଜୟ ଦତ୍ତଙ୍କୁ ବଡ ଝଟ୍‌କା… ବ୍ରିଟେନ ଦେଲା ଧୋକା; ଏମିତି ପ୍ରତିକ୍ରିୟା ଦେଲେ ଅଭିନେତା

ଭିସା ବାତିଲକୁ ନେଇ ସଞ୍ଜୟ ଦତ୍ତ ପ୍ରତିକ୍ରିୟା ଦେଇଛନ୍ତି। ଭିସା ବାତିଲ୍‌ ହେବା ପରେ ତାଙ୍କୁ ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ 'ସନ୍‌ ଅଫ୍ ସର୍ଦ୍ଦାର ୨' ହରାଇବାକୁ ପଡିଛି ବୋଲି ଶୁଣାଯାଉଥିଲା। ଏହାକୁ ନେଇ ଏବେ ଯେଉଁ ନୂଆ ରିପୋର୍ଟ ସାମ୍ନାକୁ ଆସିଛି ତାହା ଖୁବ ଚକିତ...

Nagasaki Day 2024
Nagasaki Day 2024: ନାଗାସାକିର ବୋମା ବିସ୍ଫୋରଣ ମନେପକେଇଦିଏ ସେହି ଲୋମହର୍ଷଣକାରୀ ଦୃଶ୍ୟ

ଆଣବିକ ଅସ୍ତ୍ରର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ‘ନାଗାସାକି ଦିବସ’ ସାରା ବିଶ୍ୱରେ ପାଳନ କରାଯାଏ। ଏହା ହିରୋସିମା ନାଗାସାକି ଦିବସ ଭାବରେ ମଧ୍ୟ ଜଣାଶୁଣା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।