• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

how to check adulteration and purity of mustard oil at home
Tips and Tricks: ଆପଣ ଅସଲି ସୋରିଷ ତେଲ ଖାଉଛନ୍ତି ତ… ଜାଣିବା ପାଇଁ ୬ଟି ଟିପ୍ସ

ଆଜିକାଲି ଭେଜାଲ ଘିଅକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହିପରି ସୋରିଷ ତେଲ ମଧ୍ୟ ଏଥିରୁ ବଞ୍ଚିତ ନୁହେଁ। ବର୍ତ୍ତମାନ ଯେଉଁମାନେ ସୋରିଷ ତେଲ ଅଧିକ ବ୍ୟବହାର କରନ୍ତି, ସେମାନେ ନିଶ୍ଚୟ ଜାଣିବା ଉଚିତ୍ ଯେ ସେମାନେ ଖାଉଥିବା ତେଲ ଅସଲି ନା ନକଲି

Kareena kapoor look gorgeous in white dress outfit
ସୋସିଆଲ୍ ମିଡିଆରେ କରୀନା ଝଡ; ଦିବାନା ହେଲେ ପ୍ରଶଂସକ

ବଲିଉଡ ଅଭିନେତ୍ରୀ କରୀନା କପୁର ଯେଉଁଆଡେ ଯାଆନ୍ତି, ପାପାରାଜିଙ୍କ ଆଖି ତାଙ୍କ ଉପରେ ଥାଏ। ତାଙ୍କର ଲାଟେଷ୍ଟ୍ ଲୁକ୍ ପ୍ରାୟତଃ ଇଣ୍ଟରନେଟ୍‌କୁ ଆସିବା ମାତ୍ରେ ହଙ୍ଗାମା ସୃଷ୍ଟି କରେ। ବର୍ତ୍ତମାନ, ଅଭିନେତ୍ରୀଙ୍କୁ ପୁଣି ଥରେ ପାପାରାଜି ଫଲୋ କରିଛନ୍ତି ଆଉ ତାଙ୍କୁ ନିଜ କ୍ୟାମେରାରେ କଏଦ କରିଛନ୍ତି।...

Assam Rifles Recruitment Rally 2024 Apply for 38 posts
Assam Rifles Recruitment: ଆସାମ ରାଇଫଲ୍ସରେ ପୂରଣ ହେବ ରାଇଫଲ୍‌ମେନ୍‌/ଓମେନ୍

ଆସାମ ରାଇଫଲ୍ସରେ ପୂରଣ ହେବ ରାଇଫଲ୍‌ମେନ୍‌/ଓମେନ୍ ପଦବୀ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Rohit Shetty cop universe film Singham again earns 200 crore before release
‘ସିଂଘମ୍ ଏଗେନ୍’କୁ ନେଇ ବଡ଼ ଚର୍ଚ୍ଚା; ରୋଜଗାର କଲାଣି ୨୦୦ କୋଟି ଟଙ୍କା

‘ସିଂଘମ୍ ଏଗେନ୍’କୁ ଏବେ ଲୋକଙ୍କ ବଡ ଅପେକ୍ଷା। ରୋହିତ ଶେଟ୍ଟୀଙ୍କ କପ-ୟୁନିଭର୍ସର ଏହି ପଞ୍ଚମ ଫିଲ୍ମ, ଆକ୍ସନ୍-ଡ୍ରାମାରେ ଭରପୂର। ରିଲିଜ୍ ହେବାର କିଛି ସପ୍ତାହ ପୂର୍ବରୁ ଏହା ୨୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଜାଣନ୍ତୁ କେମିତି…

These complementary things you can take home free from hotel room
Travel Tips: ଏପରି କିଛି ଜିନିଷ ଅଛି ଯାହାକୁ ଷ୍ଟାର୍ ହୋଟେଲ୍‌ରୁ ଘରକୁ ନେଇଯାଇପାରିବେ; ଏସବୁ କ’ଣ ଜାଣନ୍ତୁ…

ଆପଣ ଯଦି କୌଣସି ଷ୍ଟାର୍ ହୋଟେଲ୍‌ ବୁକ୍ କରି ରହିଛନ୍ତି ତେବେ ଏଠି ଥିବା ଅନେକ ଜିନିଷ ଆପଣ ବ୍ୟାଗ୍‌ରେ ପୂରେଇ ନେଇଯାଇପାରିବେ। ତେବେ ସେଗୁଡିକ କ’ଣ ଆସନ୍ତୁ ଜାଣିବା।

Arum delicacy with amazing health benefits for digestion stress
Health Tips: ଭାରି ଉପକାରୀ ସାରୁ; ରକ୍ତଚାପକୁ ନିୟନ୍ତ୍ରଣ କରେ, ହୃଦରୋଗକୁ ରୋକେ

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସାରୁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଉଛି। ଧୀରେ ଧୀରେ ଏହା ଲୋକଙ୍କ ପ୍ରିୟ ପନିପରିବାରେ ପରିଣତ ହେଉଛି। ତେବେ ସାରୁର ଏହି ଲୋକପ୍ରିୟତା ପଛର କାରଣ ହେଉଛି ଏହାର ଔଷଧୀୟ ଗୁଣ ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ।

RRB Technician Recruitment 2024 Apply for 14298 posts
RRB Technician Recruitment: ରେଳବାଇରେ ପୂରଣ ହେବ ୧୪ ହଜାରରୁ ଅଧିକ ପଦବୀ: ସୁଯୋଗ ନେବେ ଦଶମ ପ୍ରାର୍ଥୀ

ରେଳ ନିଯୁକ୍ତି ବୋର୍ଡ (RRB) ନେଇ ଆସିଛି ନିଯୁକ୍ତି ସୁଯୋଗ । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Janhvi kapoor shared latest look from iifa award 2024 see her sizzling poses
IIFA 2024 ପୁରସ୍କାର ଉତ୍ସବରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଜାହ୍ନଭୀ କପୁର

ବଲିଉଡ ଅଭିନେତ୍ରୀ ଜାହ୍ନଭୀ କପୁର ତାଙ୍କ ଚମତ୍କାର ଫ୍ୟାଶନ ଷ୍ଟେଟ୍‌ମେଣ୍ଟ ଯୋଗୁଁ ସୋସିଆଲ ମିଡିଆରେ ସର୍ବଦା ଲାଇମଲାଇଟ୍‌ରେ ରହିଥା’ନ୍ତି। ତାଙ୍କ ବୋଲ୍ଡ ଲୁକ୍ ଇଣ୍ଟରନେଟ୍‌ରେ ପଡିବା ମାତ୍ରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରେ। ଆଜିକାଲି ଆବୁଧାବିରେ IIFA 2024 ପୁରସ୍କାର ଉତ୍ସବ ଅନୁଷ୍ଠିତ ହେଉଛି, ଯେଉଁଥିରେ ଅନେକ...

Iifa 2024 shah rukh khan rani mukerji big win
IIFA 2024 ପୁରସ୍କାର: ବାଜି ମାରିଲେ ରାନୀ ମୁଖାର୍ଜୀ, ଶାହରୁଖ ଖାନ

IIFA 2024 ପୁରସ୍କାର ଉତ୍ସବ ଆବୁଧାବିରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଶାହରୁଖ ଖାନଙ୍କ ତିନୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ତାଙ୍କର ଦମଦାର୍ ଅଭିନୟ ପାଇଁ ତାଙ୍କୁ ଗତ ବର୍ଷ ମୁକ୍ତିଲାଭ କରିଥିବା 'ଜବାନ' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି।

What is the golden period of a heart attack know the lifeline
World Heart Day 2024: ହୃଦଘାତରେ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ 'ଗୋଲ୍ଡେନ୍ ଟାଇମ୍‌'; ଜାଣନ୍ତୁ ଏହା କ’ଣ...

ଆଜିକାଲି ହୃଦ୍‌ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ତଥାପି, ଯଦି ଏହାର 'ଗୋଲ୍ଡେନ୍ ଟାଇମ୍‌'କୁ ଧ୍ୟାନ ଦିଆଯାଏ ତେବେ ଅନେକଙ୍କ ଜୀବନ ରକ୍ଷା ହୋଇପାରିବ। ତେବେ କ’ଣ ଏହି 'ଗୋଲ୍ଡେନ୍ ଟାଇମ୍‌' ଆସନ୍ତୁ ଜାଣିବା।

Yoga for heart disease prevention
Yogasana: ହୃଦ୍‌ଘାତକୁ ଏଡାଇବା ପାଇଁ ସହଜ ଆସନ ଓ ପ୍ରାଣାୟାମ

ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ହୃଦୟ ସମ୍ବନ୍ଧୀୟ ରୋଗ ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଜଣେ ନିଜ ଦୈନନ୍ଦିନ କାର୍ଯ୍ୟରେ ଯୋଗାସନକୁ ଅନ୍ତର୍ଭୁକ୍ତ କରି ହୃଦୟ ସମ୍ବନ୍ଧୀୟ ସମସ୍ୟାକୁ ରୋକିପାରିବ। ତେବେ ଆସନ୍ତୁ କେଉଁ ଯୋଗାସନ ଦ୍ୱାରା ହୃଦଘାତର ଆଶଙ୍କା ହ୍ରାସ କରାଯାଇପାରିବ ସେସବୁ...

If you are filling the rrb ntpc recruitment form then take these precautions
RRB NTPC ପାଇଁ ଆବେଦନ କରୁଛନ୍ତି କି… କରନ୍ତୁ ନାହିଁ ଏମିତି ଭୁଲ୍, ଭାଙ୍ଗି ଯାଇପାରେ ସ୍ୱପ୍ନ

ରେଳବାଇରେ ଆବେଦନ କରିବା ସମୟରେ ଗୋଟିଏ ଭୁଲ ମଧ୍ୟ ଆପଣଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇପାରେ। ଏଭଳି ପରିସ୍ଥିତିରେ ଫର୍ମ ପୂରଣ କରିବା ସମୟରେ ବିଶେଷ ଯତ୍ନ ନେବା ଆବଶ୍ୟକ। ଆସନ୍ତୁ ସେ ବିଷୟରେ ଜାଣିବା।

Bhumi pednekar brutally trolled for her naagincore look
ଭୂମିଙ୍କ ଛାତିରେ ସାପଗୁଡ଼ା ପୋଷାକ ଦେଖି ଲୋକେ ଖପା; କହିଲେ…

ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡନେକର ତାଙ୍କ କାମ ଅପେକ୍ଷା ତାଙ୍କ ପୋଷାକକୁ ନେଇ ସବୁବେଳେ ଅଧିକ ହେଡ୍‌ଲାଇନ୍‌ ସୃଷ୍ଟି କରନ୍ତି। ତାଙ୍କର ଅସାଧାରଣ ପୋଷାକ ପ୍ରାୟତଃ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ‘GQ ଶ୍ରେଷ୍ଠ ପୋଷାକ ପୁରସ୍କାର’ରେ ତାଙ୍କର ଏଥେନିକ୍ ପୋଷାକ ଏତେ ପ୍ରଭାବଶାଳୀ ଥିଲା ଯେ ଲୋକମାନେ...

In IIFA Utsavam 2024 aishwarya rai film
IIFA ଉତ୍ସବମ୍‌ରେ ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମର ଦବ୍‌ଦବା; ଜିତିଲା ୫ ଆୱାର୍ଡ

IIFA ଉତ୍ସବମ୍ ୨୦୨୪ ଆରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ଦକ୍ଷିଣ ଭାରତୀୟ ଏବଂ ବଲିଉଡ୍‌ ସିନେମାର ସବୁଠାରୁ ବଡ ତାରକାଙ୍କୁ ଏକାଠି ଦେଖିବାକୁ ମିଳିଛି। ସିନେମାର ସବୁଠାରୁ ବଡ ପୁରସ୍କାର ବିତରଣ ଉତ୍ସବର ପ୍ରଥମ ରାତି ପୂରା ଗ୍ଲାମରରେ ଭରପୂର ଥିଲା।

Bride parents dance in wedding users confused them with bride and groom
Viral Video: କନ୍ୟା ବାପାମାଆଙ୍କ ନାଚ ଦେଖି ଲୋକେ ଆଶ୍ଚର୍ଯ୍ୟ; ଭାବିଲେ ଏମାନେ ବର-କନ୍ୟା

ଏକ ବିବାହ ମଞ୍ଚରେ ବାପାମାଆଙ୍କ ଏକ ଦମଦାର ଡ୍ୟାନ୍ସର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଆସିବ, ଯଦି ବାପାମାଆ ଏମିତି ତେବେ ସେମାନଙ୍କ ଝିଅ କ’ଣ ନ ହୋଇଥିବ!

Start your day with these 5 yoga poses to boost fertility
Yogasana: ଅଛି କି ପ୍ରସବ ସମସ୍ୟା… ପ୍ରତିଦିନ ସକାଳେ କରନ୍ତୁ ଏହି ୫ ଆସନ

ଅନେକ ଦମ୍ପତି ପ୍ରଜନନ ସମସ୍ୟା ସହିତ ସଂଘର୍ଷ କରନ୍ତି, ଯାହା ସେମାନଙ୍କର ମାନସିକ ଏବଂ ଭାବନାତ୍ମକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋଗ ଆସନ ବିଷୟରେ କହିବୁ ଯାହା ଆପଣଙ୍କର ଗର୍ଭଧାରଣ କ୍ଷମତା ବୃଦ୍ଧିରେ ସାହାଯ୍ୟ କରିବ।

Why kids run away from studying know common reasons
Parenting Tips: ଆପଣଙ୍କ ପିଲା ପାଠପଢା ନାଁ ଶୁଣିଲେ ଦୌଡୁଛି କି… ଏମିତି କରନ୍ତୁ ପଢା ପ୍ରତି ସୃଷ୍ଟି ହେବ ଆଗ୍ରହ

ଏମିତି କିଛି ପିଲା ଥାଆନ୍ତି ଯେଉଁମାନେ ପାଠପଢା ନାଁ ଶୁଣିଲେ ଦୌଡନ୍ତି। ତେବେ ପିଲାମାନେ ପାଠପଢା ନାଁ ଶୁଣିଲେ ଦୌଡି ପଳେଇବାର ଅନେକ କାରଣ ମଧ୍ୟ ଥାଇପାରେ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ପିଲା ପାଠପଢା ନାଁ ଶୁଣିଲେ ପଳାଇବାର କାରଣ କ’ଣ ହୋଇପାରେ ଏବଂ ଆପଣ ତାଙ୍କୁ...

How to track lost iphone after switched off
Technology: ସୁଇଚ୍ ଅଫ୍ ପରେ ବି ହଜିଯାଇଥିବା ଫୋନ୍ ପାଇପାରିବେ; ଫୋନ୍‌ରେ କରନ୍ତୁ ଏମିତି ସେଟିଂ

ସବୁଠାରୁ ବଡ ସମସ୍ୟା ସେତେବେଳେ ହୁଏ ଯେତେବେଳେ ଚୋରି କିମ୍ବା ହଜିଯାଇଥିବା ଫୋନ୍ ସୁଇଚ୍ ଅଫ୍ ହୋଇଯାଏ। ତେବେ ନିଜ ଫୋନରେ ଏକ ସେଟିଂକୁ ଟର୍ନ୍ ଅନ୍ କରିଦିଅନ୍ତୁ। ଆପଣ ନିଜ ଫୋନକୁ ଟ୍ରାକ୍ କରିପାରିବେ।

Junior ntr cutout burnt outside theater in Hyderabad
Viral Video: ‘ଦେବରା’ କାହାଣୀରେ କିଛି ନୂଆ ନାହିଁ; ଜୁନିଅର ଏନ୍‌ଟିଆର୍‌ଙ୍କ କଟ୍‌ଆଉଟ୍‌କୁ ପୋଡ଼ିଦେଲେ ଲୋକେ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଅଭିନେତା ଜୁନିଅର ଏନ୍‌ଟିଆର୍‌ଙ୍କ କୁଶପୁତଳିକା ଦାହ କରାଯାଉଥିବା ଦେଖାଯାଏ। ଏହି ଭାଇରାଲ ଭିଡିଓରେ କୁହାଯାଇଛି ଯେ ଜୁନିଅର ଏନ୍‌ଟିଆର୍‌ଙ୍କ ପ୍ରଶଂସକମାନେ ହାଇଦ୍ରାବାଦର ଥିଏଟର ବାହାରେ ତାଙ୍କ କଟ୍‌ଆଉଟ୍‌କୁ ପୋଡି ଦେଇଛନ୍ତି।

kartik aaryan vidya balan upcoming film bhool bhulaiyaa 3 teaser out
Teaser Out: ରିଲିଜ ହେଲା 'ଭୁଲ୍ ଭୁଲୈୟା ୩'ର ଦମଦାର ଟିଜର; ଶୁଣିବାକୁ ମିଳିଲା ମଞ୍ଜୁଲିକାଙ୍କ ଲୋମଟାଙ୍କୁରା ଡାଏଲଗ୍‌

ଫିଲ୍ମ 'ଭୁଲ୍ ଭୁଲୈୟା ୩' ର ଟିଜର ରିଲିଜ ହୋଇଛି। ଏଥର ଫିଲ୍ମରେ କାର୍ତ୍ତିକ ଅର୍ଥାତ୍ ରୁହ ବାବାଙ୍କ ପ୍ରତିଦ୍ୱନ୍ଦ୍ୱିତା ବିଦ୍ୟା ବାଲାନ୍ ଅର୍ଥାତ୍ ମଞ୍ଜୁଲିକାଙ୍କ ସହିତ ହେବାକୁ ଯାଉଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।