ଏପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ଅନେକ ଷ୍ଟାରକିଡ୍ସଙ୍କ ଫିଟ୍ନେସ୍ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ପ୍ରସିଦ୍ଧ ବଲିଉଡ ଗାୟକ ସୋନୁ ନିଗମଙ୍କ ପୁଅ ନିଭାନ ନିଗମ୍ଙ୍କ କିଛି ଫଟୋ ଆଣିଛୁ। ଏଥିରେ ଆପଣ ତାଙ୍କ ଶରୀରର ପରିବର୍ତ୍ତନ ଦେଖି ଚକିତ ହୋଇଯିବେ। ଏହି ଫଟୋଗୁଡ଼ିକ ଏବେ...
ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’ ଇଦ୍ରେ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ୨୦୨୫ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର। ତେବେ ଆପଣ ଏହି ଫିଲ୍ମ କାହିଁକି ଦେଖିବେ ତାହାର ୫ଟି କାରଣ ଜାଣନ୍ତୁ।
ଆକ୍ସନ୍-ପ୍ୟାକ୍ ପିରିୟଡ୍ ଡ୍ରାମା ଫିଲ୍ମ 'ଛାଭା' ୨୦୨୫ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି। ସବୁଠାରୁ କୌତୁହଳର ବିଷୟ ହେଉଛି ଏହି ଫିଲ୍ମ ଗତ ୧୪ ଦିନ ଧରି ଦୁଇ ଅଙ୍କ ବିଶିଷ୍ଟ ରୋଜଗାର କରୁଛି। ତେବେ ଜାଣିବା ଭିକି କୌଶଲଙ୍କ 'ଛାଭା' ବର୍ତ୍ତମାନ ପର୍ଯ୍ୟନ୍ତ କେତେ...
ଆଜିକାଲି ବଜାରରେ ନକଲି ଆଦିବାସୀ ହେୟାର ଅଏଲ୍ ମିଳୁଥିବାରୁ ଏହା ଚୁଟିର ଉପକାର ବଦଳରେ ଅନେକ କ୍ଷତି କରିଥାଏ। ଆପଣ ବଜାର ଉପରେ ନିର୍ଭର ନ କରି ଘରେ ବି ତିଆରି କରିପାରିବେ ଏହି ଆଦିବାସୀ ଚୁଟି ତେଲ।
ଆଜିକାଲି ବଜାରରେ ମିଳୁଥିବା ବାଇଗଣରେ କେମିକାଲ ବ୍ୟବହାର ହେଉଛି। ଆପଣ ଯଦି ଜୈବିକ ସାର ଦ୍ୱାରା ହୋଇଥିବା ବାଇଗଣର ମଜା ନେବାକୁ ଚାହାନ୍ତି ଚାହାଁନ୍ତି, ତେବେ ଏହାକୁ ନିଜ ଘର ବଗିଚାରେ କରିପାରିବେ। କୁଣ୍ଡ କିମ୍ବା ପ୍ଲାଷ୍ଟିକ୍ ବୋତଲରେ ମଧ୍ୟ ଚାଷ କରିପାରିବେ।
ମୋନାଲିସା ପୁଣି ଥରେ ଇଣ୍ଟର୍ନେଟ୍ରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ଏଥର ସେ ସଲମାନ ଖାନଙ୍କ ସୁପର୍ହିଟ ଫିଲ୍ମ ଦବଙ୍ଗରୁ 'ଚୋରି କିୟାରେ ଜିଆ' ଗୀତରେ ଏକ ଚମତ୍କାର ରିଲ୍ ତିଆରି କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି। ଭିଡିଓ ମଧ୍ୟ ରାତାରାତି ଭାଇରାଲ୍ ହୋଇଛି।
ମାତା ସୀତା ପୃଥିବୀକୁ ଆସିଥିଲେ ସତ, କିନ୍ତୁ ସେ କୌଣସି ମାତୃ ଗର୍ଭରୁ ଜନ୍ମ ହୋଇ ନ ଥିଲେ। ରାଜା ଜନକ କ୍ଷେତରେ ହଳ କରୁଥିବା ବେଳେ ସେ ମାଟିରୁ ସୀତା ପାଇଥିଲେ। ଏମିତି କାହିଁକି ହେଲା? ଆସନ୍ତୁ ଜାଣିବା ଏ ବିଷୟରେ।
ଅଁଳା ହେଉଛି ଏମିତି ଏକ ଫଳ ଯେଉଁଥିରେ ଅନେକ ଔଷଧୀୟ ଗୁଣ ଥାଏ। ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। କିନ୍ତୁ ଅନେକ ସମୟରେ ଏହାକୁ ଖାଇବା ଉଚିତ ନୁହେଁ। ଆସନ୍ତୁ ସେ ବିଷହରେ ଜାଣିବା…
ଆଜିର ସ୍ମାର୍ଟଫୋନ ଯୁଗରେ ଅନେକ ପ୍ରକାରର ଫିଚର ଅଛି, କିନ୍ତୁ ଅଧିକାଂଶ ଲୋକ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା ରଖନ୍ତି ନାହିଁ। କ୍ୟାମେରା ଏବଂ ଷ୍ଟୋରେଜ୍ ବ୍ୟତୀତ ଫୋନରେ ଏପରି ଅନେକ ଟୁଲ୍ସ ଅଛି, ଯାହା ସାହାଯ୍ୟରେ ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ।
ଭାରତୀୟ ରେଳବାଇରେ ଚାକିରି ସୁଯୋଗ। ଏନେଇ ଭାରତୀୟ ରେଳବାଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ସାମ୍ନାଙ୍କୁ ଆସିଲା ହରର୍ କମେଡି ‘ଦି ଭୂତ୍ନୀ’ର ଟିଜର୍। ଆଶ୍ଚର୍ଯ୍ୟ କରୁଛି ସଞ୍ଜୟ ଦତ୍ତଙ୍କ ଶିବ ଶ୍ଲୋକ। ମୌନୀ ରାୟଙ୍କୁ ଭୂତ ରୂପରେ ଦେଖିବାକୁ ମିଳିଛି। ଚାରିଆଡେ ଭୟ… ଭୟ… ଭୟ…
ମହାଶିବରାତ୍ରୀର ପବିତ୍ର ଅବସରରେ, ଆସନ୍ତୁ କିଛି ଯୋଗାସନ ବିଷୟରେ ଜାଣିବା ଯାହା ଭଗବାନ ଶିବଙ୍କ ସହ ଜଡିତ। ଯଦି ଆପଣ ଏହି ଯୋଗାସନକୁ ନିୟମିତ କରନ୍ତି, ଏହା କେବଳ ଶରୀରକୁ ମଜବୁତ କରିବ ନାହିଁ ବରଂ ମାନସିକ ଶାନ୍ତି ମଧ୍ୟ ଦେବ।
ରଣବୀର ଆହ୍ଲାବାଦିଆଙ୍କ ଅଶ୍ଳୀଳ ପ୍ରଶ୍ନକୁ ନେଇ ବିବାଦ ଏତେ ବଢିଯାଇଛି ଯେ ପୋଲିସଠାରୁ ମାମଲା କୋର୍ଟରେ ପହଞ୍ଚିଲାଣି। ରଣବୀର ସ୍ୱୀକାର କରିଛନ୍ତି ଯେ ଯେଉଁ ଲାଇନ୍କୁ ନେଇ ବିବାଦ ଦେଖାଦେଇଛି ତାହା କହିବା ତାଙ୍କର ଭୁଲ ଥିଲା।
ଆଜିକାଲି ସମୟ ବଦଳିଛି। ଝିଅମାନଙ୍କର ସାମଗ୍ରିକ ବିକାଶ ପାଇଁ ବାପାଙ୍କ ଭୂମିକା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ବାପା ଯଦି ଝିଅର ଯତ୍ନ ନେବାରେ ସହଯୋଗ କରିବେ ତେବେ ଝିଅଟି ମଧ୍ୟ ବିକାଶରେ ବହୁ ଆଗକୁ ଯାଇପାରିବ।
ସମସ୍ତେ ମଜବୁତ ଏବଂ ଚକଚକିଆ ଦାନ୍ତ ପାଇବାକୁ ଇଚ୍ଛା କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦାମୀ ଟୁଥ୍ପେଷ୍ଟ ଏବଂ ବ୍ରଶ ବିନା ମଧ୍ୟ ଦାନ୍ତକୁ ସୁସ୍ଥ ରଖାଯାଇପାରିବ? ପୁରୁଣା କାଳରେ, ଲୋକଙ୍କ ଦାନ୍ତ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ମଧ୍ୟ ଦୃଢ ରହୁଥୁଲା। ଏହାର କାରଣ କ’ଣ ଜାଣିଛନ୍ତି କି?...
ଦ୍ରୌପଦୀଙ୍କ ପୁଅ ପରି ଥିଲେ ଘଟୋତ୍କଚ। ସେ ଭୀମ-ହିଡିମ୍ବାଙ୍କର ପୁଅ ଥିଲେ। ପାଞ୍ଚ ପାଣ୍ଡବଙ୍କ ମଧ୍ୟରେ ଭୀମ ଦ୍ରୌପଦୀଙ୍କ ଅଧିକ ଯତ୍ନ ନେଉଥିଲେ। ତେବେ ସେ କାହିଁକି ତାଙ୍କ ସ୍ୱାମୀଙ୍କ ପୁଅ ଉପରେ ଏତେ ରାଗିଗଲେ ଯେ ଆଉ ମୃତ୍ୟୁ ଅଭିଶାପ ଦେଇଦେଲେ?
ଭଗବାନ ଶିବଙ୍କୁ ସନାତନ ଧର୍ମର ସବୁଠାରୁ ରହସ୍ୟମୟ ଦେବତା ଭାବରେ ବିବେଚନା କରାଯାଏ। ଶିବ ଗୃହସ୍ଥ ହୋଇଥିଲେ ମଧ୍ୟ ଶ୍ମଶାନରେ ରୁହନ୍ତି। ସେ ଏହା ଦ୍ୱାରା ଦୁନିଆକୁ କି ବାର୍ତ୍ତା ଦେବାକୁ ଚାହାନ୍ତି? ଏଭଳି ଅନେକ ପ୍ରଶ୍ନ ଅନେକଙ୍କ ମନରେ ଆସୁଥିବ। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
ମାର୍ଚ୍ଚ ୮, ୯ରେ ପୋଲିସ SI ପରୀକ୍ଷା ହେବା ନେଇ ସୂଚନା ଜାରି ହୋଇଛି। ମୋଟ ୯୩୩ ପଦବୀ ପାଇଁ ହେବ ପରୀକ୍ଷା। ଏହା ସହିତ SI ରାଙ୍କର ଅନ୍ୟ ସବୁ ପଦବୀ ପାଇଁ ବି ହେବ ପରୀକ୍ଷା। ବିଭିନ୍ନ ଜିଲ୍ଲା କେନ୍ଦ୍ରରେ OMR ସିଟ୍ରେ ହେବ ଏହି...
ଅନେକ ଲୋକ ଅଛନ୍ତି ଯେଉଁମାନେ ଖରାପ ମନ୍ତବ୍ୟ ଶୁଣି ହଠାତ୍ ପ୍ରତିକ୍ରିୟା କରନ୍ତି ଏବଂ ଆକ୍ରମଣାତ୍ମକ ହୋଇପଡନ୍ତି। ପରେ କିନ୍ତୁ ପରିସ୍ଥିତି ଅଣାୟତକୁ ଚାଲିଯାଏ। ତେବେ ଏଭଳି ପରିସ୍ଥିତିରେ କିପରି ରଖିବେ ନିଜ ଉତ୍ତର ଆସନ୍ତୁ ଜାଣିବା।
ଭାଇରାଲ୍ ଭିଡିଓରେ ପବିତ୍ର ବୁଡ ପକାଇବା ପାଇଁ ସନ୍ନି ଘାଟକୁ ଯାଉଥିବା ନଜର ଆସନ୍ତି। ଏହି ଭିଡିଓରେ ସନ୍ନି ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ଏହା ସହିତ ସେ ଭାରୀ କାନଫୁଲ ଏବଂ ବିନ୍ଦି ପିନ୍ଧି ନିଜକୁ ସଜ୍ଜାଇଛନ୍ତି। ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍...