• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

World Suicide Prevention Day 2024
World Suicide Prevention Day 2024: ପିଲାମାନେ ବି ନେଉଛନ୍ତି ଆତ୍ମହତ୍ୟା ଭଳି ପଦକ୍ଷେପ; ଜାଣନ୍ତୁ ରୋକିବାର ୫ ଟିପ୍ସ

ସାରା ବିଶ୍ୱରେ ଆତ୍ମହତ୍ୟା ଏକ ବଡ ସମସ୍ୟା ପାଲଟିଛି। ଆଜିକାଲି କେବଳ ବୟସ୍କମାନେ ନୁହେଁ ଯୁବପିଢି ଓ ଛୋଟ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଆତ୍ମହତ୍ୟା ଭଳି ସାଂଘାତିକ ପଦକ୍ଷେପ ଦେଖାଦେଉଛି। ତେବେ ଆସନ୍ତୁ ଜାଣିବା ଏହାର କାରଣ ଓ ନିରାକରଣ।

youtube channel terminated policy how to save it
Technology: ଆପଣଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି କି… ଭୁଲ୍‌ରେ କରନ୍ତୁ ନାହିଁ ଏହି ଭୁଲ୍, ହୋଇଯିବ ବନ୍ଦ

ଅନେକ ଲୋକ AI ସାହାଯ୍ୟରେ ୟୁଟ୍ୟୁବ୍ ପରି ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ଭୁଲ୍ ଭିଡିଓ କଣ୍ଟେଣ୍ଟ୍ ଅପଲୋଡ୍ କରୁଛନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି, ତେବେ ଆପଣ ଅନେକ ସୂଚନା ବିଷୟରେ ଜାଣିବା ଦରକାର, ନଚେତ୍ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

How to make adivasi hair oil in home to avoid fake products
Tips and Tricks: ନକଲି ପ୍ରତି ସାବଧାନ… ଘରେ ତିଆରି କରନ୍ତୁ ଆଦିବାସୀ ହେୟାର ଅଏଲ୍

ଆଜିକାଲି ବଜାରରେ ନକଲି ଆଦିବାସୀ ହେୟାର ତେଲ ମିଳୁଥିବାରୁ ଏହା ଚୁଟିର ଉପକାର ବଦଳରେ ଅନେକ କ୍ଷତି କରିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ବଜାର ଉପରେ ନିର୍ଭର ନ କରି ଘରେ ହିଁ ତିଆରି କରିପାରିବେ ଏହି ଆଦିବାସୀ ଚୁଟି ତେଲ।

Indian Navy Recruitment 2024  Apply for Medical Assistance posts
Indian Navy Recruitment 2024: ଭାରତୀୟ ନୌସେନା ବାହାରିଲା ଚାକିରି; ଦ୍ୱାଦଶ ପିଲା କରିବେ ଆବେଦନ

ଭାରତର ଅନେକ ଯୁବକଙ୍କ ସ୍ୱପ୍ନ ଥାଏ ପ୍ରତିରକ୍ଷା ବିଭାଗରେ ଚାକିରି କରିବା ପାଇଁ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ଭାରତୀୟ ନୌସେନା(Indian Navy) ଏହି ସୁଯୋଗ ନେଇ ଆସିଛି।

actress anushka shared photos in bodycon dress see her stunning looks
ଭାଇରାଲ୍ ହେଉଛି ଅନୁଷ୍କା ସେନ୍ ଦମଦାର ଲୁକ୍; ରୂପର ଦିବାନା ବନିଗଲେଣି ପ୍ରଶଂସକ

ଟିଭି କଳାକାର ଅନୁଷ୍କା ସେନ୍ ସର୍ବଦା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ଅପ୍‌ଡେଟ୍ ଫଟୋସୁଟର ଫଟୋ ଶେୟାର୍ କରନ୍ତି। ଇଣ୍ଟର୍‌ନେଟ୍‌ରେ ଆସୁ ଆସୁ ତାଙ୍କର ବୋଲ୍ଡ ଲୁକ୍ ଭାଇରାଲ୍ ହେବାରେ ଲାଗେ। ବର୍ତ୍ତମାନ ଅଭିନେତ୍ରୀ ଅନୁଷ୍କା ସେନ୍ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଏମିତି କିଛି ବୋଲ୍ଡ ଫଟୋ ଶେୟାର କରିଛନ୍ତି।...

Malayalam actor vinayakan arrested misbehaving with passengers at Hyderabad airport
ଫିଲ୍ମର ଭିଲେନ୍ ସାଜିଲେ ବାସ୍ତବ ଭିଲେନ୍; ବିମାନବନ୍ଦରରେ ହଙ୍ଗାମା କରି ଗିରଫ ହେଲେ

ରିଲ୍‌ ଲାଇଫ୍‌ର ଖଳନାୟକ ସାଜିଲେ ରିଏଲ୍ ଲାଇଫ୍‌ ଖଳନାୟକ। ହାଇଦ୍ରାବାଦର ଶମଶାବାଦ୍ ବିମାନବନ୍ଦରରେ ମାଲାୟାଲମ୍ ଅଭିନେତା ବିନାୟକନଙ୍କୁ ଗିରଫ କରାଯାଇଛି। ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'ରେ ଭୟଙ୍କର ଭିଲେନ୍‌ ଭୂମିକାରେ ଅଭିନୟ କରି ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବିନାୟକନ।

Allu arjun wife sneha reddy shares lovely photos worshiping lord ganesh
ଗଣେଶଙ୍କୁ ସ୍ୱାଗତ କଲେ ଅଲୁ ଅର୍ଜୁନଙ୍କ ପରିବାର; ପତ୍ନୀ ସ୍ନେହା ରେଡ୍ଡୀ ପୋଷ୍ଟ୍ କଲେ ଫଟୋ

ଅଲୁ ଅର୍ଜୁନ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ପୁଷ୍ପା ୨: ଦି ରୁଲ୍' ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଅଲୁଙ୍କ ପ୍ରଶଂସକମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ ଅଲୁ ଏବଂ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀ ଗଣେଶ ଚତୁର୍ଥୀକୁ ଖୁବ ଉତ୍ସାହର ସହିତ ପାଳିଛନ୍ତୁ।...

Khudurukuni Osha 2024 The sad story of Tapoi
Khudurukuni Osha 2024: ନଣନ୍ଦ ତଅପୋଇକୁ ଭଲ ପାଉଥିବା ଭାଉଜମାନେ କାହିଁକି ଦେଲେ ଏତେ ନିର୍ଯାତନା

ପ୍ରତ୍ୟେକ ଓଡ଼ିଆ କୁଆଁରୀ ଝିଅମାନେ ଭାଇଙ୍କ ଶୁଭ ମନାସୀ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି। ଓଡିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ। ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ପଡିଥାଏ। ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ କହେ ଏହି ଖୁଦୁରୁକୁଣୀ...

International Literacy Day increasing Literacy in india
International Literacy Day 2024: ଭାରତରେ ବଢୁଛି ସାକ୍ଷରତା ହାର; ଜାଣନ୍ତୁ ପୁରୁଷ ତୁଳନାରେ ମହିଳା କେତେ

ପ୍ରତିବର୍ଷ ୮ ସେପ୍ଟେମ୍ବରରେ ପାଳନ କରାଯାଉଥିବା ‘ଆନ୍ତର୍ଜାତୀୟ ସାକ୍ଷରତା ଦିବସ’ ହେଉଛି ବ୍ୟକ୍ତିଗତ ବିକାଶ, ସାମାଜିକ ବିକାଶ ତଥା ଦେଶ ତଥା ବିଶ୍ୱର ଆର୍ଥିକ ପ୍ରଗତିର ଗୁରୁତ୍ୱକୁ ଦର୍ଶାଇବା ପାଇଁ ଏକ ବିଶ୍ୱସ୍ତରୀୟ ପଦକ୍ଷେପ। ସାକ୍ଷରତା କେବଳ ଏକ ମୌଳିକ ଅଧିକାର ନୁହେଁ ବରଂ ଦାରିଦ୍ର ତଥା ଅସମାନତାର...

5 mistakes of parents can be the reason inferiority complex in kids
Parenting Tips: ବାପାମାଆଙ୍କର ୫ଟି ଭୁଲ ଯୋଗୁଁ କମ ବୟସର ପିଲାମାନେ ହୀନଭାବନାର ଶିକାର ହୁଅନ୍ତି

ଯଦି ପିଲାମାନଙ୍କର ବ୍ୟାକ୍‌ଗ୍ରାଉଣ୍ଡ୍, ବିଚାର, ଚେହେରା କିମ୍ବା ବ୍ୟକ୍ତିତ୍ୱକୁ ନେଇ କୌଣସି ନକାରାତ୍ମକ ମନ୍ତବ୍ୟ ଦିଆଯାଏ, ତେବେ ସେମାନେ ଗଭୀର ଭାବରେ ପ୍ରଭାବିତ ହୁଅନ୍ତି ଏବଂ ସେମାନଙ୍କର ଆତ୍ମବିଶ୍ୱାସ କମିଯାଏ। ବାପାମାଆଙ୍କର କେତେକ ଭୁଲ୍ ହିଁ ପିଲାମାନଙ୍କ ମନରେ ହୀନଭାବନା ସୃଷ୍ଟି କରେ।

US man praises indian hospitality with American one
Viral Video: ଭାରତୀୟଙ୍କ ଆତିଥ୍ୟକୁ ଖୁବ୍ ପ୍ରଶଂସା କଲେ ବିଦେଶୀ, ଆଉ କହିଲେ ଆମେରିକା ହୋଇଥିଲେ…

ଯଦି ଜଣେ ବିଦେଶୀ ଭାରତକୁ ଏକ ବିକଶିତ ଦେଶ ସହିତ ତୁଳନା କରେ ଏବଂ ଏହାକୁ ଉନ୍ନତ ବୋଲି କୁହେ ତେବେ କୋଉ ଭାରତୀୟ ବା ଗର୍ବ ନ କରିବ। ବର୍ତ୍ତମାନ ସେମିତି ଏକ ଭିଡିଓ ଭାଇରାଲ୍ ହେଉଛି।

SBI Recruitment 2024  Apply for 58 posts
SBI Recruitment 2024: SBIରେ ପୂରଣ ହେବ ଅଫିସର୍ ପଦବୀ; ବାର୍ଷିକ ଦରମା ୪୫ ଲକ୍ଷ ଟଙ୍କା

ବ୍ୟାଙ୍କରେ ଅଫିସର୍ ହେବାକୁ କିଏ ବା ନ ଚାହେଁ। ଆପଣ ଯଦି ବ୍ୟାଙ୍କରେ ସରକାରୀ କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ସୁଯୋଗ ଆପଣ ପାଇଁ। ଏହି ସୁଯୋଗ ନେଇଆସିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌(SBI)। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Sara ali khan shared stunning photos on instagram
ହାଲୁକା ବାଦାମୀ ରଙ୍ଗର ଟ୍ୟୁବ୍ ପୋଷାକରେ ସାରା ଅଲି ଖାନଙ୍କ ଝଲକ; ଲାଗିଲେ ବାର୍ବୀ ଡଲ୍

ଯେତେବେଳେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ ସମୟ ପାଆନ୍ତି, ସେ ସୋସିଆଲ ମିଡିଆରେ ବିତାଇବାକୁ ପସନ୍ଦ କରନ୍ତି। ସାରା ଅଲି ପ୍ରାୟତଃ ତାଙ୍କ ସୁନ୍ଦର ଏବଂ ଗ୍ଲାମରସ୍‌ ଫଟୋ ଏବଂ ଭିଡିଓଗୁଡ଼ିକୁ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ତାଙ୍କ ଷ୍ଟାଇଲ୍ ଏବଂ ଫଟୋ-ଭିଡିଓ ମଧ୍ୟ ତାଙ୍କ...

The person in front of you constantly telling lies know in these easy ways
Tips and Tricks: ଆପଣଙ୍କ ସାମ୍ନା ଲୋକ ବାରମ୍ବାର ମିଛ କହୁଛି କି… ଜାଣନ୍ତୁ ଧରିବାର ଟିପ୍ସ

ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ ମିଛ କହିବାକୁ ଭଲ ପାଆନ୍ତି। ଯେଉଁମାନେ ମିଛ କହିବାରେ ଅଭ୍ୟସ୍ତ ସେମାନଙ୍କ ମୁହଁରେ ମିଥ୍ୟାର ସଂକତେ ସ୍ପଷ୍ଟ ଦେଖାଯାଏ। ଆପଣ ଯଦି ଏଭଳି ଲୋକଙ୍କୁ ଜାଣିବାକୁ ଚାହାନ୍ତି ତେବେ ପଢନ୍ତୁ।

How to create your own qr code know step by step process
Technology: ଆପଣ ନିଜେ ନିଜର QR Code ସୃଷ୍ଟି କରିବାକୁ ଚାହାନ୍ତି କି… ଏହି ଷ୍ଟେପ୍‌କୁ ଅନୁକରଣ କରନ୍ତୁ

ଯଦି ଆପଣ ଚାହାଁନ୍ତି, ଆପଣ ମଧ୍ୟ ନିଜର QR କୋଡ୍ ସୃଷ୍ଟି କରିପାରିବେ ଏବଂ ଏହାକୁ ଆପଣଙ୍କର ଉତ୍ପାଦ କିମ୍ବା ଆପଣଙ୍କ ଭ୍ରମଣ କାର୍ଡ କିମ୍ବା ଟି-ସାର୍ଟରେ ପ୍ରିଣ୍ଟ୍ କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ନିଜର QR କୋଡ୍ ସୃଷ୍ଟି କରିହେବ।

If you want to make your child intelligent learn them these qualities of Ganesh
Ganesh Puja 2024: ନିଜ ପିଲାକୁ ବୁଦ୍ଧିମାନ କରିବାକୁ ଚାହାନ୍ତି କି… ଶିଖାନ୍ତୁ ଗଣେଶଙ୍କ ଏହି ଗୁଣ

ହିନ୍ଦୁ ପୌରାଣିକ କଥାବସ୍ତୁ ଅନୁସାରେ ଭଗବାନ ଗଣେଶ ହେଉଛନ୍ତି ବୁଦ୍ଧିର ଦେବତା। ଆପଣ ଯଦି ନିଜ ପିଲାଙ୍କୁ ବୁଦ୍ଧିମାନ ଏବଂ ସଫଳ କରିବାକୁ ଚାହାନ୍ତି ତେବେ ଏହି ଗଣେଶ ଚତୁର୍ଥୀରେ ଭଗବାନ ଗଣେଶଙ୍କ ଜୀବନରୁ କିଛି ଶିକ୍ଷା ଦେଇ ଏହା କରି ପାରିବେ। ଆସନ୍ତୁ ସେ ବିଷୟରେ ଜାଣିନେବା

Ganesh Chaturthi
Ganesh Puja 2024: ଭଗବାନ ଗଣେଶ ବ୍ରହ୍ମଚାରୀ ହୋଇ ମଧ୍ୟ କାହିଁକି ରିଦ୍ଧି-ସିଦ୍ଧିଙ୍କୁ ବିବାହ କଲେ

ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଭଗବାନ ଗଣେଶଙ୍କୁ ସବୁଠାରୁ ଜ୍ଞାନୀ ଭାବେ ଗଣାଯାଏ। ସବୁ ଶୁଭ କାମରେ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିବା ପଛରେ ତାଙ୍କ ଦୁଇ ପତ୍ନୀ ରିଦ୍ଧି-ସିଦ୍ଧିଙ୍କର ମଧ୍ୟ ଭୂମିକା ଥିବା କିମ୍ବଦନ୍ତୀ କୁହେ। ତେବେ ଆସନ୍ତୁ ଜାଣିନେବା ଭଗବାନ ଗଣେଶ କାହିଁକି ଦୁଇଟି ବିବାହ...

SSC GD 2025 Constable Application  Apply for 39481  posts
SSC GD Constable Recruitment: ପୂରଣ ହେବ ୩୯୪୦୦ରୁ ଅଧିକ କନଷ୍ଟେବଳ ପଦବୀ; ଓଡ଼ିଆରେ ହେବ ପରୀକ୍ଷା

ଲକ୍ଷ ଲକ୍ଷ ଆଶାୟୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ SSC GD(ଜେନେରାଲ୍ ଡ୍ୟୁଟି) କନଷ୍ଟେବଳ ନିଯୁକ୍ତି ପରୀକ୍ଷା ପାଇଁ କର୍ମଚାରୀ ଚୟନ ଆୟୋଗ(SSC) ବିଜ୍ଞପ୍ତି ପ୍ରକାଶ କରିଛି।

Thalapathy vijays goat on first day with 73 crore worldwide opening
ହଙ୍ଗାମା କଲା ବିଜୟଙ୍କ GOAT; ପ୍ରଥମ ଦିନର ରୋଜଗାର ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବିଜୟଙ୍କ ଫିଲ୍ମ GOAT ବିଶ୍ୱବ୍ୟାପୀ ମୁକ୍ତିଲାଭ ପରେ ଚର୍ଚ୍ଚା ଜୋର୍ ଧରିଛି। ପ୍ରଥମ ଦିନରେ ଫିଲ୍ମଟି କେତେ କୋଟି ଟଙ୍କାରେ ଖାତା ଖୋଲିଛି ତାହାର ସୂଚନା ମଧ୍ୟ ପ୍ରକାଶ ପାଇଛି, ଯାହା ପ୍ରଶଂସକଙ୍କ ପାଇଁ କୌଣସି ଏକ ଖୁସି ଖବରଠାରୁ ବି କମ୍ ନୁହେଁ।

Salman khan keep smiling as he interacts with village old women
Viral Video: ଗାଉଁଲି ବୃଦ୍ଧ ମହିଳାଙ୍କ ସହ ମିଶି ହସି ହସି କଥା ହେଲେ ଭାଇଜାନ୍; ଲୋକେ କହିଲେ ସେ ଜଣେ ଦୟାଳୁ ସୁପରଷ୍ଟାର

ବର୍ତ୍ତମାନ ସୁପର୍‌ଷ୍ଟାର୍‌ଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ବୃଦ୍ଧ ମହିଳାଙ୍କ ସହ ମଜ୍ଜା କରୁଥିବା ଓ ହସି ହସି କଥା ହେଉଥିବା ଦେଖିବାକୁ ମିଳେ। ଲୋକେ କହୁଛନ୍ତି ସେ ଜଣେ ସାଧାରଣ ତାରକା ନୁହଁନ୍ତି, ସେ ହେଉଛନ୍ତି ସବୁଠାରୁ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।