• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

How to prevent your gym clothes from smelling bad
Tips and Tricks: ଆପଣଙ୍କ ଦେହ ଝାଳୁଆ ଗନ୍ଧଉଛି କି… କଟୁ ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ୫ ଉପାୟ

ଯେତେବେଳେ ଜିମ୍‌ରେ ପରିଶ୍ରମ କରିବା ପରେ ଦେହରୁ ଝାଳ ବୋହି ଏହା ଆପଣଙ୍କୁ ଖୁସି ଦିଏ, ସେତେବେଳେ ଏହା ଜିମ୍‌ରେ ଥିବା ଅନ୍ୟ ଲୋକଙ୍କ ନାକକୁ ରୁନ୍ଧି ଦେଇପାରେ। ତେବେ ଏମିତି କିଛି ସହଜ ଟିପ୍ସ ରହିଛି ଯାହାକୁ ଆପଣେଇବା ଦ୍ୱାରା ଝାଳର ଏହି କଟୁ ଦୁର୍ଗନ୍ଧରୁ ମୁକ୍ତି...

Natasha poonawalla shared photos her Louis vuitton bag
ନତାଶାଙ୍କ ହାତରେ ଘର ଭଳି ବ୍ୟାଗ୍; ହୋସ୍ ଉଡେଇ ଦେବ ଏହାର ମୂଲ୍ୟ

ଭାରତର କିମ୍ବଦନ୍ତୀ 'ଭ୍ୟାକ୍ସିନ୍ ମ୍ୟାନ୍' ଭାବରେ ପ୍ରସିଦ୍ଧ ଆଧାର ପୁନାୱାଲାଙ୍କ ପତ୍ନୀ ନତାଶା ପୁନାୱାଲାଙ୍କୁ କିଏ ନା ନ ଜାଣେ? ନତାଶା ତାଙ୍କ ଷ୍ଟାଇଲିସ୍ ଲୁକ୍ ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସବୁବେଳେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଯେତେବେଳେ ବି ସେ ତାଙ୍କର କୌଣସି ଫଟୋ ପୋଷ୍ଟ...

Today is the second day of Navaratri
Navratri 2024: ଆଜି ନବରାତ୍ରୀର ଦ୍ୱିତୀୟ ଦିନ; ଜାଣନ୍ତୁ କେଉଁ ଦେବୀଙ୍କୁ, କିପରି କରିବେ ପୂଜା

ହିନ୍ଦୁ ଧର୍ମରେ ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ। ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗାଙ୍କ ପୂଜା କରାଯାଏ। ଆଜି ନବରାତ୍ରୀର ଦ୍ୱିତୀୟ ଦିନ ହୋଇଥିବାରୁ ଶ୍ରଦ୍ଧାଳିମାନେ ଦେବୀଙ୍କ ବ୍ରହ୍ମଚାରିଣୀ ରୂପକୁ ଆରାଧନା କରିବାର ବିଧି ରହିଛି।

Mallika sherawat claims in old viral video that a hero would knock her door at 12 am
Viral Video: ସୁଟିଂ ସମୟରେ ଫିଲ୍ମର ହିରୋ ରାତି ଅଧରେ ମୋ ବେଡ୍‌ରୁମ୍‌କୁ ଆସିବାକୁ ଚାହୁଁଥିଲେ: ମଲ୍ଲିକା ଶେରାୱତ୍‌

ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିବା ପରେ ବର୍ତ୍ତମାନ ‘ମର୍ଡର’ ଗାର୍ଲ ଦୀର୍ଘ ସମୟ ପରେ ମଲ୍ଲିକା ଫିଲ୍ମ 'ବିକି ବିଦ୍ୟା କା ୱୋ ବାଲା ଭିଡିଓ'ରେ ନଜର ଆସିବେ। ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସେ ତାଙ୍କ ଜୀବନ ସହ ଜଡିତ ଏକ...

Five simple exercises natural ways to boost and detox liver
Health Tips: ଆପଣଙ୍କ ଲିଭର୍ ଖରାପ ହୋଇଯାଉଛି କି… ଠିକ୍ କରିବା ପାଇଁ ୫ ପ୍ରଭାବଶାଳୀ ବ୍ୟାୟାମ

ଖାଦ୍ୟ, ପାନୀୟ, ମଦ୍ୟପାନ ଏବଂ ଔଷଧରୁ କ୍ଷତିକାରକ ପଦାର୍ଥ ଲିଭର୍‌ରେ ଜମା ହୋଇଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଲିଭର୍‌ ଡିଟକ୍ସ କରିବା ଅତ୍ୟନ୍ତ ଜରୁରୀ। ଲିଭର୍‌କୁ ସଫା କରିବା ପାଇଁ ଭଲ ଖାଇବା ଅଭ୍ୟାସ, ଉନ୍ନତ ଜୀବନଶୈଳୀ ଏବଂ ନିୟମିତ ବ୍ୟାୟାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଜାଣିବା...

Ask Questions For PTM School
Parenting Tips: ସ୍କୁଲ୍‌ PTM ରେ ଶିକ୍ଷକଙ୍କୁ ପଚାରନ୍ତୁ ଏହି ୬ଟି ପ୍ରଶ୍ନ; ପିଲା ପାଠପଢା ହେବ ମଜଭୁତ

ବିଦ୍ୟାଳୟଗୁଡ଼ିକ ସମୟ ସମୟରେ ଅଭିଭାବକ-ଶିକ୍ଷକ ମିଟିଙ୍ଗ(PTM) କରନ୍ତି। ଅଭିଭାବକମାନେ ପ୍ରାୟତଃ ଏହି PTM ରେ ଶିକ୍ଷକମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିବାକୁ ଭୁଲିଯାଆନ୍ତି। ତେବେ ପିଲାମାନଙ୍କର ସବଳତା ଏବଂ ଦୁର୍ବଳତା ଜାଣିବା ପାଇଁ, ଆପଣ PTM ରେ ଶିକ୍ଷକମାନଙ୍କୁ କିଛି ପ୍ରଶ୍ନ ପଚାରିପାରିବେ।

How to strengthen friendships over time
Relationship Tips: ସାରା ଜୀବନ ଆପଣଙ୍କ ବନ୍ଧୁତାକୁ ଦୃଢ ରଖିବାକୁ ଚାହାନ୍ତି କି… ଆପଣାନ୍ତୁ ଏହି ୫ ଉପାୟ

ଏମିତି କିଛି ଟିପ୍ସ ଅଛି ଯାହା ସାହାଯ୍ୟରେ ଜଣେ ଜୀବନସାରା ପାଇଁ ନିଜ ସାଙ୍ଗମାନଙ୍କ ସହିତ ଏକ ଦୃଢ ସଂପର୍କ ବଜାୟ ରଖିପାରିବେ। ଏହି ପଦ୍ଧତିଗୁଡ଼ିକ ସହଜ ଏବଂ ସମ୍ପର୍କ ବଜାୟ ରଖିବାରେ ମଧ୍ୟ ବହୁତ ସାହାଯ୍ୟ କରେ। ତେବେ ଆସନ୍ତୁ ଏମିତି ୫ଟି ଉପାୟ ବିଷୟରେ ଜାଣିବା।

NABARD Recruitment 2024
NABARD Recruitment 2024: ନାବାର୍ଡରେ ପୂରଣ ହେବ ଗ୍ରୁପ୍ 'C' ଅଫିସ୍ ଆଟେଣ୍ଡାଣ୍ଟ୍‌ ପଦବୀ; ଓଡ଼ିଶାରେ ଏତେ ଖାଲି

ଦଶମ ପାଶ୍ କରି ସରକାରୀ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି କି? ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ୍ (NABARD) ଏହି ସୁଯୋଗ ନେଇଆସିଛି।

Tara sutaria reacted to dating rumours with actor arunoday singh
ଅଭିନେତା ଅରୁଣୋଦୟ ସିଂହଙ୍କୁ ଡେଟିଂ କରୁଛନ୍ତି କି ତାରା ସୂତାରିଆ

ତାରା ସୂତାରିଆ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ। କିନ୍ତୁ ବର୍ତ୍ତମାନ ତାଙ୍କ ହାତରେ କାମର ଅଭାବ ଦେଖାଯାଉଛି। ତାଙ୍କ ବୃତ୍ତିଗତ ଜୀବନ ବ୍ୟତୀତ ତାରା ଏବେ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ପୂର୍ବରୁ ତାରା ତାଙ୍କର ପୂର୍ବ କଥିତ ପ୍ରେମିକ ଆଦର ଜୈନଙ୍କ ବିବାହକୁ ନେଇ ଚର୍ଚ୍ଚାରେ...

Mukesh khanna says amitabh bachchan once accused him of copying him
ଅମିତାଭଙ୍କୁ ମୁକେଶ ଖାନ୍ନାଙ୍କ ଟାର୍ଗେଟ୍; କହିଲେ ସେ କିଏ ଯିଏ ମୋ କ୍ୟାରିଅରକୁ ରୋକିପାରିବେ

ନିକଟରେ ମୁକେଶ ଖାନ୍ନା ଏକ ସାକ୍ଷାତକାର ଦେଇଛନ୍ତି, ଯାହା ପରେ ସେ ହେଡଲାଇନରେ ଅଛନ୍ତି। ଅମିତାଭ ବଚ୍ଚନଙ୍କ ଏକ ପୁରୁଣା ମତକୁ ନେଇ ସେ ଟାର୍ଗେଟ୍ କରି କହିଛନ୍ତି, “ଅମିତାଭ କିଏ ଯିଏ ମୋ କ୍ୟାରିଅରକୁ ରୋକି କରିପାରିରେ? କିଏ ସେ?”

Lal Bahadur Shastri the worshiper of honesty
Birthday of Lal Bahadur Shastri 2024: ଶାସ୍ତ୍ରୀଙ୍କ ସଚ୍ଚୋଟତା; ପୁଅର ଏହି ଛୋଟ ଭୁଲ୍ ପାଇଁ ଗଣିଥିଲେ ଟଙ୍କା

ଦୁର୍ନୀତି ବିରୋଧରେ ତାଙ୍କର ନିଷ୍ପତ୍ତି ଏବଂ ତାଙ୍କର ନମ୍ର ସ୍ୱଭାବ ପାଇଁ ଲାଲ ବାହାଦୂର ଶାସ୍ତ୍ରୀ ବେଶ ଜଣାଶୁଣା। ତାଙ୍କର ସରଳତା, ସଚ୍ଚୋଟତା ଏବଂ ଦେଶପ୍ରେମ ପାଇଁ ସେ ଯୁଗେ ଯୁଗେ ପୂଜ୍ୟ। ଆଜି ଏହି ମହାମାନବଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ ଜାଣିବା।

If you know these 10 tricks of google chrome you will become smart in the office
Technology: ଗୁଗୁଲ୍ କ୍ରୋମ୍‌ର ଏହି ୧୦ଟି ଟ୍ରିକ୍ସ ଜାଣିନେଲେ ଆପଣ ଅଫିସ୍‌ରେ ହୋଇଯିବେ ସବୁଠାରୁ ସ୍ମାର୍ଟ

କ୍ରୋମ୍ ବ୍ରାଉଜରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଫିଚର୍‌ ମଧ୍ୟ ଅଛି ଯାହା ଆପଣଙ୍କର ବ୍ରାଉଜିଂ ଅଭିଜ୍ଞତାକୁ ଉନ୍ନତ କରିପାରିବ। ଆପଣ ଯଦି ଏହିସବୁ ବ୍ରାଉଜିଂ ଫିଚର୍‌ ବିଷୟରେ ଜାଣିନେବେ ତେବେ ଅଫିସ୍‌ରେ ସବୁଠାରୁ ସ୍ମାର୍ଟ୍ ହୋଇଯିବେ। ତେବେ ଆସନ୍ତୁ ସେ ବିଷୟରେ କିଛି ଭଲ ଟିପ୍ସ ଜାଣିବା।

Mahatma Gandhi, the worshiper of truth, also lied and stole
Gandhi Jayanti 2024: ସତ୍ୟର ପୂଜାରୀ ମହାତ୍ମା ଗାନ୍ଧୀ ମଧ୍ୟ କହିଥିଲେ ମିଛ, କରିଥିଲେ ଚୋରି

ସତ୍ୟର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଅନେକ ଖରାପ ଅଭ୍ୟାସ ମଧ୍ୟ ଥିଲା ଯାହାକୁ ଗାନ୍ଧିଜୀ ତାଙ୍କ ଆତ୍ମଜୀବନୀ ସତ୍ୟର ପ୍ରୟୋଗରେ ବର୍ଣ୍ଣନା କରିଛନ୍ତି। ସାଧାରଣ ପିଲାମାନଙ୍କ ପରି ଗାନ୍ଧିଜୀ ମଧ୍ୟ ତାଙ୍କ ପିଲାଦିନରେ ଅନେକ ଭୁଲ କରିଥିଲେ। କିନ୍ତୁ ସବୁଠାରୁ ବଡ କଥା ହେଲା ସେ ନିଜ...

Yoga Asanas For Back Pain Relief
Yogasana: ବସିବା-ଉଠିବା-ନଇଁବା ବେଳେ ଅଣ୍ଟା- ପିଠି ଯନ୍ତ୍ରଣା ହେଉଛି କି… କରନ୍ତୁ ଏହି ୩ ଆସନ; ମିଳିବ ଆରାମ

ଆଜିକାଲି ଅଧିକାଂଶ ମହିଳା ଉଠିବା, ବସିବା ଏବଂ ନଇଁବା ସମୟରେ ପିଠି ଏବଂ ଅଣ୍ଟା ଯନ୍ତ୍ରଣା ଭୋଗୁଛନ୍ତି। ତେବେ ଏଠାରେ, କିଛି ଯୋଗାସନ ଏବଂ ସେସବୁର ଅଭ୍ୟାସର ପଦ୍ଧତିଗୁଡିକ ଜାଣିବା, ଯାହା ଦ୍ୱାରା ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିବ।

Five great qualities of Gandhi that made him Mahatma
Gandhi Jayanti 2024: ଗାନ୍ଧୀଙ୍କ ପାଞ୍ଚଟି ମହାନ ଗୁଣ ଯାହା ତାଙ୍କୁ କରିଦେଲା ମହାତ୍ମା

ଯଦିଓ ମହାତ୍ମା ଗାନ୍ଧୀଙ୍କ ବିଚାରକୁ ନେଇ କିଛି ବିବାଦ ଏବଂ ବିତର୍କ ରହିଛି, ତଥାପି ତାଙ୍କଠାରୁ ଶିଖିବାକୁ ଅନେକ ଜ୍ଞାନ ରହିଛି। ଗାନ୍ଧୀଙ୍କ ପାଖରେ ଅନେକଗୁଡିଏ ମହାନ ଗୁଣ ଥିଲା ଯାହା ତାଙ୍କୁ ମହାତ୍ମା କରିଦେଲା। ଆମେ ଏହିସବୁ ଗୁଣକୁ ମହାତ୍ମା ଗାନ୍ଧୀଙ୍କ ମହାନ ଜୀବନରୁ ଶିଖିବା ଉଚିତ।...

Urfi javed bold and sizzling looks which shocked social media users
ସୋସିଆଲ୍ ମିଡିଆର ସକ୍‌ ଦେଲେ ସେନ୍ସେସ୍‌ ଗାର୍ଲ ଉର୍ଫି ଜାଭେଦ୍

ଆଜିକାଲି ସୋସିଆଲ୍ ମିଡିଆ ସେନ୍ସେସ୍‌ର ଏକ ତାଲିକା କଲେ ଟପ୍‌ ୱାନ୍‌ରେ ଉର୍ଫି ଜାଭେଦ୍ ହିଁ ରହିବେ। ନିଜର ଅନନ୍ୟ ଫ୍ୟାଶନ୍ ସେନ୍ସ କାରଣରୁ ସେ ପ୍ରତିଦିନ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ତାଙ୍କ ବୋଲ୍ଡ ଚେହେରା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି।

Celebrities who accidentally shot themselves
ଗୋବିନ୍ଦାଙ୍କ ଗୋଡରେ ହଠାତ୍ ବାଜିଲା ଗୁଳି; ଜାଣନ୍ତୁ ଏମିତି ଘଟଣାକୁ ସାମ୍ନା କରିଥିବା ଅନ୍ୟ ସେଲିବ୍ରେଟି

ଗୋବିନ୍ଦାଙ୍କ ଗୋଡରେ ହଠାତ୍ ଗୁଳି ବାଜିଛି। କୁହାଯାଉଛି ଯେ ଗୋବିନ୍ଦା ସେହି ସମୟରେ ଘରେ ଏକୁଟିଆ ଥିଲେ ଏବଂ ଲାଇସେନ୍ସପ୍ରାପ୍ତ ରିଭଲ୍‌ଭର୍‌ ସଫା କରୁଥିବା ବେଲେ ଗୁଳି ଫୁଟିଥିଲା। ତେବେ ଖାଲି ଗୋବିନ୍ଦା ଏହିପରି ଘଟଣାର ଶିକାର ହୋଇ ନାହାନ୍ତି। ଏହା ପୂର୍ବରୁ ଆହୁରି ଅନେକ ସେଲିବ୍ରେଟି ମଧ୍ୟ...

Shah rukh khan says film industry sways to my fingertips
ଶାହରୁଖ କହିଲେ; 'ମୋ ଉପରେ କେହି ରହିପାରିବେ ନାହିଁ, ମୁଁ ସମସ୍ତ କଳାକାରଙ୍କ ଛାତ'

ଶାହରୁଖ ଖାନ କରଣ ଜୋହରଙ୍କ ପ୍ରଶ୍ନର ମଜାଳିଆ ଉତ୍ତର ଦେଉଥିବାର ନଜର ଆସିଛନ୍ତି। ପ୍ରଶ୍ନର ଉତ୍ତରରେ କିଙ୍ଗ୍‌ ଖାନ କହିଛନ୍ତି ଯେ ତାଙ୍କୁ ନାଚିବାକୁ ଆବଶ୍ୟକ ପଡେ ନାହିଁ, କାରଣ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ଆଙ୍ଗୁଠିରେ ନାଚିଥାଏ।

World Vegetarian Day 2024 Health benefits for Vegetarian lifestyle
World Vegetarian Day 2024: ଆପଣଙ୍କ ସ୍ୱାସ୍ଥ୍ୟ ଓ ପରିବେଶକୁ ସୁରକ୍ଷା ଦିଏ ଶାକାହାରୀ ଭୋଜନ

ଶାକାହାରୀ ଜୀବନଶୈଳୀ ଏକ ସୁସ୍ଥ ଜୀବନ ଦେବା ସହ ପରିବେଶ ଏବଂ ନୈତିକ ଲାଭ ଦେଇଥାଏ। ତେବେ ପରିବେଶ ସନ୍ତୁଳନ ବଜାୟ ରଖିବାରେ ଶାକାହାରୀ ଭୋଜନ କିପରି ସାହାଯ୍ୟ କରେ ତାହା ଆସନ୍ତୁ ଜାଣିବା।

International Day of Older Persons 2024 tips on caring for elderly parents at home
International Day of Older Persons 2024: ଆପଣ ଯଦି ଜଣେ ଚାକିରିଆ ବ୍ୟକ୍ତି, ତେବେ ଜାଣନ୍ତୁ କିପରି ନିଜ ବୃଦ୍ଧ ବାପାମାଆଙ୍କ ଯତ୍ନ ନେବେ

ବୃଦ୍ଧ ବ୍ୟକ୍ତି ହେଉଛନ୍ତି ଦେଶର ମୂଳଦୁଆ। ତେଣୁ ସେମାନଙ୍କ ଯତ୍ନ ନେବା ଜରୁରୀ। ଯଦି ଆପଣଙ୍କ ଘରେ ବୃଦ୍ଧ ବାପାମାଆ ଅଛନ୍ତି ତେବେ ସେମାନଙ୍କ ଯତ୍ନ ନେବା ଜରୁରୀ। ଆପଣ ଯଦି ଚାକିରି କରିଛନ୍ତି ଆଉ ସେମାନଙ୍କ ଯତ୍ନ ପାଇଁ ଯଥେଷ୍ଟ ସମୟ ନାହିଁ ତେବେ ଏହାକୁ କିପରି...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।