• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର � ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Yoga poses for long and thick hair
Yogasana: ଲମ୍ବା ଏବଂ ମୋଟା ଚୁଟି ପାଇଁ କରନ୍ତୁ ଏହି ଯୋଗାସନ

ସମସ୍ତେ ଲମ୍ବା ଏବଂ ମୋଟା ଚୁଟି ଚାହାଁନ୍ତି। କିନ୍ତୁ ଖରାପ ଜୀବନଶୈଳୀ ଏବଂ ପ୍ରଦୂଷଣ ଚୁଟି ଉପରେ ନକାରାତ୍ମକ ପ୍ରଭାବ ପକାଏ। ପ୍ରାୟତଃ ଲୋକମାନେ ଚୁଟି ଝଡ଼ିବା, ଚୁଟି ନ ବଢିବା ଏବଂ ଦୁର୍ବଳ ଓ ଶୁଖିଲା ଚୁଟିର ଅଭିଯୋଗ କରନ୍ତି। ଏହି ସମସ୍ୟା ଦୂର କରିବା ପାଇଁ...

Mahatma Gandhi Death Anniversary 2025
Mahatma Gandhi Death Anniversary: ଦୁଦୁରା ଫଳ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଗାନ୍ଧୀ; କାହିଁକି ଜାଣନ୍ତୁ…

ମହାତ୍ମା ଗାନ୍ଧୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ରାଜନୈତିକ ଏବଂ ଆଧ୍ୟାତ୍ମିକ ନେତା ଥିଲେ ଯିଏ ଅହିଂସାରେ ଯୁଦ୍ଧ ବିଜୟର କଥା କହୁଥିଲେ। ଆଜି ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଆସନ୍ତୁ ଗାନ୍ଧୀଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା ଯାହା ତାଙ୍କୁ ଆଜି ବି ସ୍ୱତନ୍ତ୍ର...

Six Morning Habits Keep Diseases Away
Health Tips: ସକାଳେ କରନ୍ତୁ ଏହି ୬ କାମ; ପାଖ ମାଡିବନି ଡାଏବେଟିସ୍-ହାର୍ଟ ଆଟାକ୍‌

ଶରୀରକୁ ଫିଟ୍ ରଖିବା ପାଇଁ ଆପଣ ସକାଳେ ଅତି କମରେ ୫ଟି କାମ କରିପାରିବେ। ଏହା କରିବା ଦ୍ୱାରା, ଆପଣ ନିଜକୁ ବହୁ ପରିମାଣରେ ସୁସ୍ଥ ରଖିପାରିବେ ଏବଂ ଆପଣଙ୍କ ଜୀବନକୁ ଉପଭୋଗ କରିପାରିବେ। ଆସନ୍ତୁ ଜାଣିବା ଏହି ୬ଟି କାମ କ’ଣ…

Monkey attacks toddler on roof
Viral Video: କି ନିର୍ଦ୍ଦୟ ବାପା-ମା ! ମାଙ୍କଡ଼ ସହ ହାତାହାତି ହେଉଛି କୁନି ପୁଅ; ପରିବାର ଲୋକେ ଦେଖୁଛନ୍ତି

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ବାପା-ମାଙ୍କ ନିର୍ଦ୍ଦୟ ହୃଦୟ! ଗୋଟେ ଛୋଟ ଛୁଆ ଛାତ ଉପରେ ଆଣ୍ଠେଇ ଆଣ୍ଠେଇ ଯାଉଥିବା ବେଳେ ଏକ ମାଙ୍କଡ ତାକୁ ଆକ୍ରମଣ କରୁଛି। ପରିବାର ଲୋକେ ବସି ଦେଖୁଛନ୍ତି।

IGNOU Admission 2025 B.Ed and B.Sc Course
IGNOU Admission 2025 : B.Ed ଏବଂ B.Sc ନର୍ସିଂରେ ଆଡ୍‌ମିଶନ୍‌ ନେବାକୁ ଚାହୁଁଛନ୍ତି କି…ଖୋଲିଲା ଲିଙ୍କ୍

IGNOU ଏବେ B.Ed ଏବଂ B.Sc (ପୋଷ୍ଟ ବେସିକ୍) ନର୍ସିଂରେ ଆଡ୍‌ମିଶନ୍‌ ପାଇଁ ରେଜିଷ୍ଟ୍ରେସନ୍ ଲିଙ୍କ୍‌ ଖୋଲିଛି। B.Ed ଏବଂ B.Sc ନର୍ସିଂ କୋର୍ସ କରିବାକୁ ଇଚ୍ଛା କରୁଥିବା ପ୍ରାର୍ଥୀମାନେ IGNOUର ଅଫିସିଆଲ୍ ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ।

x money digital payments service unveiled platform
Technology: ଏଲୋନ୍ ମସ୍କଙ୍କ ନୂଆ ପେମେଣ୍ଟ୍ ସର୍ଭିସ୍; ବ୍ୟାଙ୍କ ଆକାଉଣ୍ଟରୁ କରିପାରିବେ ଟ୍ରାନ୍ସ୍‌ଫର୍

ଉପଭୋକ୍ତାମାନେ ଏବେ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଡିଜିଟାଲ୍‌ ୱାଲେଟକୁ ଟଙ୍କା ପଠାଇବା ନେଇ ସକ୍ଷମ ହେବେ ଏବଂ ପରେ ଏହାକୁ ପ୍ଲାଟ୍‌ଫର୍ମରେ ଥିବା ଅନ୍ୟ ୱାଲେଟ୍‌କୁ ମଧ୍ୟ ପଠାଇ ପାରିବେ। ଏଲୋନ୍ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ X (ପୂର୍ବରୁ ଟ୍ୱିଟର୍‌) X Money ଘୋଷଣା କରିଛି।

Kumbha Mela monalisa viral in short dress
Kumbha Mela Monalisa: ବଦଳିଗଲା ମୋନାଲିସାଙ୍କ ଲୁକ୍ ! ସଟ୍ ବଡିକନ୍ ଡ୍ରେସ୍‌ରେ ଜଲୱା !

ମହାକୁମ୍ଭ ୨୦୨୫ରେ ବିଭିନ୍ନ ବାବାମାନଙ୍କ ବ୍ୟତୀତ ସବୁଠାରୁ ଯିଏ ଅଧିକ ଚର୍ଚ୍ଚାରେ ରହିଛି ସେ ଇନ୍ଦୋରର ମହେଶ୍ୱର ଗାଁରେ ରହୁଥିବା ମୋନାଲିସାଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି। ଏବେ ତାଙ୍କୁ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳୁଛି।

Dangers of drying clothes at night
Health Tips: ଆପଣ ରାତିରେ ଲୁଗାପଟା ଶୁଖାଉଛନ୍ତି କି… ଯାଇପାରନ୍ତି ଡାକ୍ତରଖାନା

ଯଦି ଆପଣ ମଧ୍ୟ ରାତିରେ ଲୁଗାପଟା ଶୁଖାଉଛନ୍ତି, ତେବେ ସାବଧାନ। ଏହା କପଡାରେ ବ୍ୟାକ୍ଟେରିଆ ଏବଂ କୀଟାଣୁ ଆଶଙ୍କା ବଢାଇପାରେ ଯାହା ପିଲାମାନଙ୍କର ସ୍ୱାସ୍ଥ୍ୟକୁ କ୍ଷତିକାରକ। ଦିନରେ ଲୁଗାପଟା ଶୁଖାଇବା ଭଲ, କାରଣ ସୂର୍ଯ୍ୟ କିରଣ ବ୍ୟାକ୍ଟେରିଆକୁ ନଷ୍ଟ କରିଦିଏ ଏବଂ କପଡାକୁ ଶୀଘ୍ର ଶୁଖାଇଦିଏ, ଯାହାଦ୍ୱାରା ଉତ୍ତମ...

Malaika Arora showed her style in a bodycon dress
Malaika Arora: ସୋସିଆଲ ମିଡିଆରେ ଲୋକଙ୍କ ହୋସ୍‌ ଉଡେଇଲେ ‘ଛେୟାଁ ଛେୟାଁ’ ଗର୍ଲ

ବଲିଉଡର ‘ଛେୟାଁ ଛେୟାଁ’ ଗର୍ଲ ମଲାଇକା ଅରୋରା ସୋସିଆଲ ମିଡିଆରେ ଖୁବ ସକ୍ରିୟ। ସେ ନିଜର ସୌନ୍ଦର୍ଯ୍ୟ ଏବଂ ଆକର୍ଷଣୀୟ ଚେହେରା ସହିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ନିକଟରେ ସେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ୍ କରୁଛନ୍ତି।

Indian Newspaper Day 2025
Indian Newspaper Day 2025: ଭାରତର ପ୍ରଥମ ଖବରକାଗଜ କ’ଣ… କେବେ କେଉଁଠି ହୋଇଥିଲା ପ୍ରକାଶିତ

ଆଜିର ଡିଜିଟାଲ ଯୁଗରେ, ପ୍ରିଣ୍ଟ ମିଡିଆର ଅବସ୍ଥା ସଂକଟରେ। ମହାମାରୀ ପରେ ପ୍ରିଣ୍ଟ ମିଡିଆର ଅବସ୍ଥା ବିଗିଡି ଯାଇଛି। ପ୍ରିଣ୍ଟ ମିଡିଆକୁ ଆର୍ଥିକ ସହାୟତା ପ୍ରଦାନ କରିବା ସରକାରଙ୍କ ଦାୟିତ୍ୱ ହେବା ଜରୁରୀ।

Home remedies for long hair
Hair Care Tips: ଚୁଟିକୁ ମଜବୁତ କରିବା ପାଇଁ ଘରେ ତିଆରି କରନ୍ତୁ ଏହି ଆୟୁର୍ବେଦିକ ତେଲ

ଚୁଟିକୁ ମଜବୁତ କରିବା ପାଇଁ ଏକ ଘରୋଇ ଉପଚାର କଥା କହିବା। ଏହାକୁ ଯଦି ସଠିକ୍ ଭାବରେ ବ୍ୟବହୃତ ହୁଏ, ତେବେ ଆପଣଙ୍କ ଚୁଟିର ବୃଦ୍ଧି ବହୁତ ଭଲ ଭାବରେ ହେବ ଏବଂ କିଛି ଦିନ ମଧ୍ୟରେ ଆପଣଙ୍କ ଚୁଟି ଅଣ୍ଟା ପର୍ଯ୍ୟନ୍ତ ପଡିଯିବ। ତେବେ ଆସନ୍ତୁ ଏହି...

Shruti haasan 39th birthday know more about her hit and flop movies
Shruti Haasan: ସାଇକୋଲୋଜିରେ ଡିଗ୍ରୀ, ଆମେରିକାରେ ସଙ୍ଗୀତ ଅଧ୍ୟୟନ; ହେଲେ ଅଭିନୟରେ…

ସାଉଥ୍ ସୁପର୍‌ଷ୍ଟାର୍‌ କମଲ ହାସନଙ୍କ ଝିଅ ଶ୍ରୁତି ହାସନ ଆଜି ତାଙ୍କର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୮ ଜାନୁଆରୀ ୧୯୮୬ରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ଶ୍ରୁତି ତାଙ୍କ ଅଭିନୟ ଅପେକ୍ଷା ସୌନ୍ଦର୍ଯ୍ୟ ପାଇଁ ଅଧିକ ଖବରରେ ଥାଆନ୍ତି। ତାଙ୍କର ଫିଲ୍ମ କ୍ୟାରିୟର୍‌ରେ ସେ ବିଶେଷ କିଛି...

How to prepare for government jobs with full time job
Career Tips: ଆପଣ ଫୁଲ୍ ଟାଇମ୍ ଜବ୍ କରି ସରକାରୀ ଚାକିରି ପାଇଁ ଆଶାୟୀ କି…ଏମିତି କରନ୍ତୁ ପ୍ରସ୍ତୁତି, ହେବେ ସଫଳ

ଅନେକ ପ୍ରାର୍ଥୀ ଘରୋଇ ଚାକିରି ସହିତ ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତି। ଏକ ଫୁଲ୍ ଟାଇମ୍ ଚାକିରି ଅର୍ଥାତ୍ ୯ଟାରୁ ୫ଟା ପର୍ଯ୍ୟନ୍ତ ଚାକିରି କରି ଆପଣ କିପରି ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହୋଇପାରିବେ ଜାଣନ୍ତୁ।

Rashmika mandanna opens up on boyfriend amid dating rumours
Rashmika Mandanna: ମୁଁ ସେହି ଲୋକମାନଙ୍କ ପ୍ରତି ଆକର୍ଷିତ, ଯାହା ପାଖରେ ସୁନ୍ଦର ହସ ଅଛି: ରଶ୍ମିକା ମନ୍ଦାନା

ବର୍ତ୍ତମାନ ପର୍ଯ୍ୟନ୍ତ ରଶ୍ମିକା ଏବଂ ବିଜୟ ସେମାନଙ୍କ ସମ୍ପର୍କକୁ ସର୍ବସାଧାରଣରେ ଗ୍ରହଣ କରିନାହାଁନ୍ତି, ତଥାପି ସେମାନଙ୍କ ମଧ୍ୟରେ ଥିବା ହାବଭାବ ଦର୍ଶାଏ ଯେ ସେମାନଙ୍କ ମଧ୍ୟରେ କିଛି ଖାସ୍ ଅଛି।

Rakhi sawant ready for third marriage
Rakhi Sawant: ଆଉ ଥରେ ବାହା ହେବେ ରାଖୀ ସାୱନ୍ତ; ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ

ଦୁଇଥର ପ୍ରେମର ଯନ୍ତ୍ରଣା ପରେ ରାଖୀ ଏବେ ପୁଣି ବିବାହ କରିବାକୁ ସ୍ଥିର କରିଛନ୍ତି। ଏଥର ଆଉ ଭାରତରେ ନୁହେଁ, ବାହାରେ କରିବେ ବିବାହ। କେଉଁଠି ହେବ ଏହି ବିବାହ, କିଏ ହେବେ ତାଙ୍କ ଜୀବନ ସାଥୀ ଆସନ୍ତୁ ଜାଣିବା।

Tips for making perfect fluffy rotis follow these steps
Tips and Tricks: ଯେତେ ଚେଷ୍ଟା କଲେ ବି ରୁଟି ଫୁଲୁନି… ଜାଣନ୍ତୁ ଏହି ୬ଟି ସହଜ ଉପାୟ

ନୂଆ ନୂଆ ରୋଷେଇ କରୁଥିବା ଲୋକଙ୍କ ପାଇଁ ଅନେକ ସମୟରେ ରୁଟି କରିବା ଭାରି ପଡିଯାଏ। ରୁଟି ଯଦି ଠିକସେ ନ ଫୁଲେ ଏହା ସ୍ୱାଦିଷ୍ଟ ଲାଗେନି, ଟାଣ ମଧ୍ୟ ହୁଏ। ତେବେ ଆଜି ଜାଣିନିଅନ୍ତୁ ରୁଟି ଫୁଲିବାର ସହଜ ଉପାୟ।

Actress sanya malhotra shared latest pics in simple saree
Sanya Malhotra: ଭାରତୀୟ ଶାଢିରେ ନିଜ ସୌନ୍ଦର୍ଯ୍ୟ ଦେଖାଇଲେ 'ଦଙ୍ଗଲ ଗାର୍ଲ'

'ଦଙ୍ଗଲ ଗାର୍ଲ' ଭାବେ ଜଣାଶୁଣା ଅଭିନେତ୍ରୀ ସାନ୍ୟା ମାଲହୋତ୍ରାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ତାଙ୍କ ଅଭିନୟରେ ତାଙ୍କ ପ୍ରଶଂସକଙ୍କୁ ଏତେ ପାଗଳ କରିଦେଇଛନ୍ତି ଯେ ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ ହେଳା କରନ୍ତି ନାହିଁ। ଯେତେବେଳେ ବି ସେ ସୋସିଆଲ ମିଡିଆରେ ତାଙ୍କ ଫଟୋ...

Prem anand maharaj advises aniruddhacharya to avoid greed for wealth
Premanand Maharaj: ଅନିରୁଦ୍ଧାଚାର୍ଯ୍ୟଙ୍କୁ ପ୍ରେମାନନ୍ଦ ମହାରାଜଙ୍କ ସତର୍କବାଣୀ: ଟଙ୍କାକୁ ପାଦ ତଳେ ରଖ

ପ୍ରେମାନନ୍ଦ ମହାରାଜଙ୍କ ଦରବାରକୁ ଆସିଥିଲେ ଅନିରୁଦ୍ଧାଚାର୍ଯ୍ୟ। ସେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ପ୍ରେମାନନ୍ଦ ମହାରାଜଙ୍କୁ ନିମନ୍ତ୍ରଣ ଦେବାକୁ ଆସିଥିଲେ। ଏଠାରେ ସେ ତାଙ୍କୁ ଯେଉଁ ଉପଦେଶ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି।

Lala Lajpat Rai Birthday 2025
Lala Lajpat Rai Birthday 2025: ଲାଲା ଲଜପତଙ୍କ ସ୍ଲୋଗାନରେ ଥରି ଉଠିଥିଲା ବ୍ରିଟିଶ୍ ସାମ୍ରାଜ୍ୟ

ସାଇମନ୍ କମିଶନଙ୍କ ବିରୋଧରେ ଲାଲା ଲଜପତ ରାୟଙ୍କ ଆନ୍ଦୋଳନ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ବହୁତ କମ ଲୋକ ଜାଣିଥିବେ ଯେ ବ୍ରିଟିଶଙ୍କୁ ଦେଶ ଛାଡିବାର ସ୍ଲୋଗାନ ପ୍ରଥମେ ଲାଲା ଲଜପତ ରାୟ ହିଁ ଦେଇଥିଲେ। ସାଇମନ୍ କମିଶନଙ୍କୁ ବିରୋଧ କରୁଥିବାବେଳେ ସେ ଏହି ସ୍ଲୋଗାନ୍‌ ଦେଇଥିଲେ।...

Free UPSC Coaching
Free UPSC Coaching: ଭାରତରେ ଅଛି ୮ଟି ମାଗଣା UPSC କୋଚିଂ ସେଣ୍ଟର୍; ଜାଣନ୍ତୁ କେଉଁଠି…

ଅନେକ ରାଜ୍ୟ ସରକାର ଏବଂ ଶିକ୍ଷାନୁଷ୍ଠାନ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ପ୍ରାର୍ଥୀଙ୍କ ପାଇଁ UPSC ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ମାଗଣା କୋଚିଂ ପ୍ରଦାନ କରନ୍ତି। ଏଥିରେ ଆଡ୍‌ମିଶନ୍‌ କରି ଆପଣ ମାଗଣାରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।