• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Shraddha kapoor reveals about relationship
ମୁଁ ମୋ ପାର୍ଟନର୍‌ଙ୍କ ସହ ରାତ୍ରୀ ଭୋଜନ କରିବାକୁ ଖୁବ ଭଲ ପାଏ; ଶ୍ରଦ୍ଧା କପୁର

ଶ୍ରଦ୍ଧା କପୁର ସ୍ୱୀକାର କରିଛନ୍ତି ଯେ ମୀନ ରାଶି ସହିତ ତାଙ୍କର କିଛି ବିଶେଷତା ରହିଛି, ବିଶେଷକରି ପ୍ରେମ ପ୍ରତି ତାଙ୍କର କେତେ ଆକର୍ଷଣ ଅଛି ତାହା ସେ ବୋଲି ବର୍ଣ୍ଣନା କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେପର୍ଯ୍ୟନ୍ତ ତାଙ୍କ ପାର୍ଟନର୍ ଥିବେ, ତାଙ୍କର ଆଉ କାହାର ଆବଶ୍ୟକତା...

Disha patani shared photos wearing lehenga on dussehra looks
ଦଶହରାରେ ଦିଶା ଦେଖେଇଲେ ଦେଶୀ ଲୁକ୍; ଦିବାନା ହେଲେ ପ୍ରଶଂସକ

ସାଧାରଣ ଲୋକମାନଙ୍କ ସହିତ ବଲିଉଡ ତାରକାମାନେ ମଧ୍ୟ ଉତ୍ସାହର ସହ ଦଶହରାକୁ ପାଳନ କରୁଛନ୍ତି। ସେମାନେ ଇନ୍‌ଷ୍ଟାଗ୍ରାମରେ ଅଭିନନ୍ଦନ ବାର୍ତ୍ତା ସହିତ ଉତ୍ସବରେ ନିଜର ଆକର୍ଷଣୀୟ ଫଟୋ ପୋଷ୍ଟ କରୁଛନ୍ତି। ଦିଶା ପାଟନୀ ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଅବସରରେ ନିଜର ଆକର୍ଷଣୀୟ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ...

Ravana dead body still present in this cave srilanka
Dussehra 2024: ହେଇନି ଅନ୍ତିମ ସଂସ୍କାର, ଏବେ ବି ସୁରକ୍ଷିତ ଅଛି ରାବଣର ମୃତଦେହ; ଜାଣନ୍ତୁ କେଉଁଠି ଓ କିପରି ରଖାଯାଇଛି

କୁହାଯାଏ ଯେ ଶ୍ରୀଲଙ୍କାରେ ଭଗବାନ ଶ୍ରୀରାମ ଏବଂ ରାବଣର ଲଙ୍କା ସହ ଜଡିତ ଅନେକ ପ୍ରତୀକ ଏବଂ ପ୍ରମାଣ ବର୍ତ୍ତମାନ ମଧ୍ୟ ରହିଛି। ଏକ ଅନୁସନ୍ଧାନରେ କୁହାଯାଇଛି ଯେ ଶ୍ରୀଲଙ୍କାରେ ଥିବା ଏକ ପାହାଡରେ ନିର୍ମିତ ଗୁମ୍ଫାରେ ରାବଣର ମୃତ ଶରୀର ଏବେ ମଧ୍ୟ ସୁରକ୍ଷିତ ଅଛି। ଆସନ୍ତୁ...

How to check if your phone number and email id has been leaked or not
Technology: ଆପଣଙ୍କ ମେଲ୍ ଆଇଡି କିମ୍ବା ଫୋନ୍ ନମ୍ବର ହ୍ୟାକରମାନେ ବ୍ୟବହାର କରୁ ନାହାନ୍ତି ତ… ଜାଣନ୍ତୁ

ପ୍ରତିଦିନ ଅନେକ ସୋସିଆଲ ମିଡିଆ ସାଇଟ୍‌ର ତଥ୍ୟ ଚୋରି କରାଯାଉଛି। ପରେ ଏହି ତଥ୍ୟକୁ ଡାର୍କ ୱେବ୍‌ରେ ବିକ୍ରି ହୁଏ ଏବଂ ତା’ପରେ ଏହି ତଥ୍ୟକୁ ଭୁଲ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। ହେଲେ ଆପଣ ଏହାକୁ ମଧ୍ୟ ଯାଞ୍ଚ କରିପାରିବେ ଯେ ଆପଣଙ୍କ ନମ୍ବର ହ୍ୟାକର୍‌ମାନଙ୍କ ପାଖରେ ଅଛି...

Yoga Tips For Weakness
Yogasana: ଆପଣ ଦିନସାରା ଦୁର୍ବଳ ଅନୁଭବ କରୁଛନ୍ତି କି… କରନ୍ତୁ ଏହି ୪ ଆସନ, ଶରୀର ହେବ ଶକ୍ତିଶାଳୀ

ଖରାପ ଜୀବନଶୈଳୀ କାରଣରୁ ଆଜିକାଲି ଲୋକମାନେ ଦିନସାରା କ୍ଳାନ୍ତ ଅନୁଭବ କରୁଛନ୍ତି। ଯେତେ ଶୋଇଲେ ବି ଏହି ଥକାପଣ ଦୂର ହେଉନି। ଏପରି ପରିସ୍ଥିତିରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗ ହିଁ ଏକମାତ୍ର ଉପାୟ। ତେବେ କେଉଁ ଯୋଗ କଲେ ଥକାପଣ ଦୂର ହେବ ଜାଣନ୍ତୁ।...

Durga Puja 2024
Durga Puja 2024: ବିଜୟାଦଶମୀରେ କାହିଁକି ସବୁ କାର୍ଯ୍ୟ ସିଦ୍ଧି ହୁଏ… ଜାଣନ୍ତୁ କ’ଣ କହେ ଜ୍ୟୋତିଷବିଦ୍ୟା

ଅସତ୍ୟ ଉପରେ ସତ୍ୟର ବିଜୟର ସବୁଠାରୁ ବଡ ପର୍ବ ଦଶହରା। ଏହାକୁ ବିଜୟାଦଶମୀ ଭାବେ ସାରା ଭାରତରେ ଖୁବ ଧୂମଧାମ୍‌ରେ ପାଳନ କରାଯାଏ। ଏହିଦିନ କାହିଁକି ରାବଣର କୁଶପୁତ୍ତଳିକା ପୋଡାଯାଏ ଆସନ୍ତୁ ଜାଣିବା।

Registration for pm internship scheme starts today
PM Internship Scheme: ଆରମ୍ଭ ହେଲା PM ଇଣ୍ଟର୍ନସିପ୍ ସ୍କିମ୍ ପାଇଁ ପଞ୍ଜୀକରଣ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଆରମ୍ଭ ହୋଇଛି PM ଇଣ୍ଟର୍ନସିପ୍ ସ୍କିମ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା। ଇଣ୍ଟର୍ନସିପ୍ ସ୍କିମ୍ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ PM ଇଣ୍ଟର୍ନସିପ୍ ସ୍କିମ୍‌ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Monalisa look so beautiful in simple saree see her stunning poses
ନିଦ ହଜେଇଲା ମୋନାଲିସାଙ୍କ ଶାଢି ଲୁକ୍; ହେଉଛି ଭାଇରାଲ୍

ଭୋଜପୁରୀ ଅଭିନେତ୍ରୀ ମୋନାଲିସା ନିଜର ବୋଲ୍ଡ ଲୁକ୍ ଯୋଗୁଁ ସୋସିଆଲ ମିଡିଆରେ ସବୁବେଳେ ଖବରରେ ରହିଥା’ନ୍ତି। ଯେତେବେଳେ ସେ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ପୋଷ୍ଟ୍‌ କରନ୍ତି, ପ୍ରଶଂସକଙ୍କ ଆଖିରୁ ତାଙ୍କ ଠାରେ ଲାଖିଯାଏ। ତାଙ୍କ ଚେହେରା ସମସ୍ତଙ୍କୁ ବଶୀଭୂତ କରିଦିଏ।

South superstar Chiranjeevi will make a fuss
Vishwambhara Teaser: ଆସିଲା ‘ବିଶ୍ୱମ୍ଭରା’ର ଟିଜର୍; ହଙ୍ଗାମା କରିବେ ସାଉଥ୍ ସୁପର୍‌ଷ୍ଟାର୍ ଚିରଞ୍ଜୀବୀ

ଲାଗୁଛି ୨୦୨୫ ଏକ ଧମାକାଦାର ଆରମ୍ଭ ହେବାକୁ ଯାଉଛି। ଏହା ଆମେ କହୁନାହୁଁ ବରଂ କିଛି ସମୟ ପୂର୍ବରୁ ନିର୍ମାତା ରିଲିଜ୍ କରିଥିବା ସାଉଥ୍ ମେଗାଷ୍ଟାରଙ୍କ ଆଗାମୀ ଫିଲ୍ମ ‘ବିଶ୍ୱମ୍ଭରା’ର ଟିଜର୍‌ କହୁଛି। ଏହି ଫିଲ୍ମରେ ସୁପର୍‌ଷ୍ଟାର୍‌ ଚିରଞ୍ଜୀବୀଙ୍କ ଏକ ଚମତ୍କାର ଅବତାର ଦେଖିବାକୁ ମିଳୁଛି।

Hair Care Tips How to to get smooth and shining hair
Hair Care Tips: ଭେଣ୍ଡିରେ ତିଆରି କରନ୍ତୁ ହେୟାର ସ୍ପା ଜେଲ୍‌; ସବୁବେଳେ ଚକ୍‌ଚକ୍ କରିବ ଚୁଟି

ବଜାରରେ ଉପଲବ୍ଧ ରାସାୟନିକ କେଶ ଉତ୍ପାଦଠାରୁ ଦୂରରେ ରହି, ଲୋକମାନେ ବର୍ତ୍ତମାନ ଘରେ ତିଆରି ହେୟାର ଜେଲ୍‌ କିମ୍ବା ହେୟାର ମାସ୍କ ବ୍ୟବହାର କରୁଛନ୍ତି। ଆଜିକାଲି ଏହିପରି ଗୋଟିଏ ପଦ୍ଧତି ବେଶ୍ ଲୋକପ୍ରିୟ ହେଉଛି ଏବଂ ତାହା ହେଉଛି ଭେଣ୍ଡିରୁ ତିଆରି DIY ହେୟାର ସ୍ପା ଜେଲ୍।

Jellyfish parenting is in trend now know its features
Parenting Tips: ଏବେ ଚର୍ଚ୍ଚାରେ ଜେଲିଫିସ୍ ପ୍ୟାରେଣ୍ଟିଂ; ଜାଣନ୍ତୁ ଏଥିରେ କିପରି ନିଆଯାଏ ପିଲାର ଯତ୍ନ

ଜେଲିଫିସ୍ ପ୍ୟାରେଣ୍ଟିଂରେ ପିଲାମାନଙ୍କୁ ନିଜ ନିଷ୍ପତ୍ତି ନେବାକୁ ସ୍ୱାଧୀନତା ଦିଆଯାଏ। ବାପାମାଆମାନେ ପିଲାମାନଙ୍କର ପସନ୍ଦ ଏବଂ ଆଗ୍ରହକୁ ସମ୍ମାନ କରନ୍ତି ଏବଂ ସେମାନଙ୍କୁ ସେମାନଙ୍କର ବିଚାରକୁ ପ୍ରକାଶ କରିବାକୁ ଉତ୍ସାହିତ କରନ୍ତି। ଜାଣନ୍ତୁ ଏହାର ସୁବିଧା ଓ ଅସୁବିଧା।

Why the holy idol of the goddess Durga made of clay in the brothel
Durga Puja 2024: ବେଶ୍ୟାଳୟ ମାଟିରେ କାହିଁକି ତିଆରି ହୁଏ ଦେବୀଙ୍କ ପବିତ୍ର ପ୍ରତିମା…

ମାତା ଦୁର୍ଗାଙ୍କର ନବମ ଶକ୍ତି ହେଉଛନ୍ତି ମା’ ସିଦ୍ଧିଦାତ୍ରୀ। ସେ ହେଉଛନ୍ତି ସମସ୍ତ ସିଦ୍ଧି ସଫଳତା ପ୍ରଦାନକାରୀ। ନବରାତ୍ରୀ ପୂଜାର ନବମ ଦିନରେ ଏହି ଦେବୀଙ୍କୁ ପୂଜା କରିବାର ବିଧି ରହିଛି।

OSSC LTRT Recruitment 2024 Post apply for 6025 LTR Teacher
OSSC LTRT Recruitment 2024: ଓଡ଼ିଶା ସରକାରୀ ଚାକିରି; ପୂରଣ ହେବ ୬୦୦୦ରୁ ଅଧିକ ଶିକ୍ଷକ ପଦବୀ

ଅନେକ ଯୁବକ ଶିକ୍ଷକ ହେବାର ସ୍ୱପ୍ନ ଦେଖୁଥାନ୍ତି। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(OSSC) ଏହି ସୁଯୋଗ ନେଇ ଆସିଛି।

Disha patani new hot and sizzling look goes viral on social media
ଷ୍ଟାଇଲିସ୍ ଲୁକ୍‌ରେ ଲୋକଙ୍କୁ ଦିବାନା କଲେ ବୋଲ୍ଡ ଅଭିନେତ୍ରୀ ଦିଶା ପାଟନୀ

ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ଦିଶା ପାଟନୀ ପୁଣି ଥରେ ନିଜର ଷ୍ଟାଇଲିସ୍ ଲୁକ୍ ସହ ସୋସିଆଲ ମିଡିଆରେ ହେଡ୍‌ଲାଇନ୍‌ ସୃଷ୍ଟି କରିଛନ୍ତି। ଦିଶା ଏହି ଫଟୋ ପୋଷ୍ଟ କରିବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ଏହା ଏକ ବିରାଟ କ୍ରେଜ୍ ହୋଇଯାଇଛି। ଖୁବ୍ କମ ସମୟ ମଧ୍ୟରେ ତାଙ୍କ ପୋଷ୍ଟରେ...

When amitabh bachchan slept on marine drive with rats
Amitabh Bachchan Birthday: ଅମିତାଭ ବଚ୍ଚନଙ୍କ ସଂଘର୍ଷର କାହାଣୀ; ଦିନେ ଶୋଇବାକୁ ନ ଥିଲା ଯାଗା

ଅମିତାଭ ବଚ୍ଚନ ହେଉଛନ୍ତି ବଲିଉଡର ଗର୍ବ ଏବଂ ଗୌରବ। ସେ କେବଳ ହିନ୍ଦୀ ସିନେମାରେ ନୁହେଁ ସାଉଥ୍‌ରେ ମଧ୍ୟ କାମ କରିଛନ୍ତି ଏବଂ ତାଙ୍କ ଅଭିନୟ ଏବଂ ଗୀତରେ ଲୋକଙ୍କୁ ପ୍ରଭାବିତ କରିଛନ୍ତି। ଆଜି ବଲିଉଡ୍‌ରେ ଚତୁର୍ଥ ଧନୀ ସେଲିବ୍ରେଟି ଭାବେ ଗଣା ହେଉଥିବା ବିଗ୍ ବି’ଙ୍କ ପାଖରେ...

How pandav do tough fasts what they eat in it
Mahabharat Katha: ପାଣ୍ଡବମାନେ କିପରି କରୁଥିଲେ ଉପବାସ; ଭାଙ୍ଗିବା ପରେ କ’ଣ ଖାଉଥିଲେ

ମହାଭାରତ ସମୟରେ ପାଣ୍ଡବମାନେ ମଧ୍ୟ ଉପବାସ ପାଳୁଥିଲେ। ସେମାନେ କିପରି ଉପବାସ କରୁଥିଲେ, କିପରି ଉପବାସ ଭାଙ୍ଗୁଥିଲେ, ସେମାନଙ୍କର ଡାଏଟ୍ କ’ଣ ଥିଲା ତାହା ଆପଣ ଜାଣନ୍ତି କି? ଆସନ୍ତୁ ସେ ବିଷୟରେ ଜାଣିବା।

Sharadiya Navratri 2024 Kanya Pujan Vidhi
Navratri 2024: ଗୋଟିଏ ଦିନରେ ଅଷ୍ଟମୀ-ନବମୀ; ଜାଣନ୍ତୁ କେବେ କରିବେ କନ୍ୟା ପୂଜା

ଭକ୍ତମାନେ ନବରାତ୍ରୀର ଅଷ୍ଟମୀରେ ଏବଂ କେତେକ ନବମୀ ତିଥିରେ ମଧ୍ୟ ପୂଜା କରନ୍ତି। କିନ୍ତୁ କ୍ୟାଲେଣ୍ଡର ଅନୁଯାୟୀ, ଚଳିତ ବର୍ଷ ଅଷ୍ଟମୀ ଏବଂ ନବମୀ ତିଥି ଗୋଟିଏ ଦିନରେ ପଡୁଛି। ତେଣୁ କନ୍ୟା ପୂଜା କେବେ କରାଯିବା ଉଚିତ ସେନେଇ ଭକ୍ତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି।

World Mental Health Day 2024
World Mental Health Day 2024: ବଢି ଚାଲିଛି ମାନସିକ ସ୍ୱାସ୍ଥ୍ୟ ସମସ୍ୟା; ପରିବର୍ତ୍ତନ କରନ୍ତୁ ଏହି ଅଭ୍ୟାସ, ରହିବେ ସୁସ୍ଥ ଏବଂ ଫିଟ୍

ମାନସିକ ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ସଠିକ୍ ଖାଦ୍ୟ ଅଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଠିକ୍ ଡାଏଟ୍ ମସ୍ତିଷ୍କର କାର୍ଯ୍ୟକୁ ପ୍ରୋତ୍ସାହିତ କରିଥାଏ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ତେବେ କ’ଣ ଖାଇବା ଓ ନ ଖାବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଠିକ୍ ରୁହେ ଆସନ୍ତୁ...

Odisha Police Driver  Recruitment 2024 Apply for 405 posts
Odisha Police Recruitment 2024: ଓଡ଼ିଶା ପୋଲିସ୍‌ରେ ପୂରଣ ହେବ ଡ୍ରାଇଭର୍ ପଦବୀ

ଓଡ଼ିଶା ପୋଲିସ୍‌ରେ ଚାକିରି ପାଇଁ ଅନେକ ଯୁବକ ସ୍ୱପ୍ନ ଦେଖୁଥାନ୍ତି। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡିଶା ପୋଲିସ ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା...

Sara ali khan snapped at gym in juhu see her latest stunning poses
ସାରା ଅଲି ଖାନଙ୍କ ଜିମ୍ ଲୁକ୍ ଦେଖି ଲୋକଙ୍କ ଆଖି ଲାଖିଲା

ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ ନିଜର କ୍ୟୁଟ୍‌ନେସ୍ ଏବଂ ବୋଲ୍ଡ ଲୁକ୍ ଯୋଗୁଁ ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ। ତାଙ୍କର ଚମତ୍କାର ଚେହେରା ଦେଖି ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାରେ କଦାପି କ୍ଲାନ୍ତ ହୁଅନ୍ତି ନାହିଁ। ଏହି ସମୟରେ ଅଭିନେତ୍ରୀଙ୍କ ଜିମ୍ ଲୁକ୍ ଦେଖି ଲୋକଙ୍କ ଆଖି...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।