• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Why is world chess day celebrated know where it first started
World Chess Day 2024: ଦୁନିଆର ଏହି ସ୍ଥାନରେ ୨୧୯ଘଣ୍ଟା ୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ଚେସ୍ ଖେଳ

ଚେସ୍ ହେଉଛି ଏକ ପ୍ରାଚୀନ ଖେଳ, ଯାହା ଷଷ୍ଠ ଶତାବ୍ଦୀରେ ଭାରତରେ ଚତୁରଙ୍ଗ ଏକ ଖେଳ ସହିତ ଆରମ୍ଭ ହୋଇଥିଲା। ଏହା ଧୀରେ ଧୀରେ ପଶ୍ଚିମ ଦିଗକୁ ବ୍ୟାପିଥିଲା ଏବଂ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ୟୁରୋପର ସବୁଠାରୁ ଲୋକପ୍ରିୟ ଖେଳ ହୋଇପାରିଥିଲା।

Kareena kapoor said mostly we fight for ac temperature
ବଲିଉଡ୍‌ରେ ବଢୁଛି ଛାଡ଼ପତ୍ର; କରୀନା କହିଲେ ସୈଫ୍ ଓ ମୋ ଭିତରେ ସବୁବେଳେ ଝଗଡ଼ା

ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ବଚ୍ଚନ ପରିବାର ଏବଂ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମତଭେଦ ହେବାର ଖବର ସାମ୍ନାକୁ ଆସୁଛି। ଏହି ଖବର ମଧ୍ୟରେ ବଲିଉଡ ବେବୋ ବା କରୀନା କପୁର ନିଜର ଏବଂ ସୈଫ୍ ଅଲି ଖାନଙ୍କ ମଧ୍ୟରେ ଝଗଡାକୁ ନେଇ କଥା ଉଠେଇଛନ୍ତି।

Mashco piro largest uncontacted indigenous tribe makes rare appearance
Viral Video: ହଠାତ୍‌ କ୍ୟାମେରା ଆଗକୁ ଆସିଗଲେ ଏହି ଜନଜାତି; ପିନ୍ଧିଛନ୍ତି ଅଜବ ପ୍ରକାର ପୋଷାକ

ଅନେକ ଜନଜାତି ଅଛନ୍ତି ଯେଉଁମାନଙ୍କ ସହ ଆଜି ପର୍ଯ୍ୟନ୍ତ ବି ଯୋଗାଯୋଗ ହୋଇପାରିନି। ନିକଟରେ ଏପରି ଏକ ଜନଜାତିର କିଛି ଲୋକ ହଠାତ୍ ନଦୀ କୂଳରେ ଥିବା ଜଙ୍ଗଲ ବାହାରେ କ୍ୟାମେରାରେ କଏଦ ହୋଇଯାଇଛନ୍ତି। ସେମାନଙ୍କୁ ଦେଖି ସାରା ବିଶ୍ୱ ଆଶ୍ଚର୍ଯ୍ୟ ପ୍ରକଟ କରିଛି… କିନ୍ତୁ କାହିଁକି ?

How to protect youtube channel from hacked
Technology: ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ହ୍ୟାକ୍ ହେବାରୁ ଏମିତି ଦିଅନ୍ତୁ ସୁରକ୍ଷା; ଫଟାଫଟ୍ କରନ୍ତୁ ଏହି କାମ

ଅନେକ ସମୟରେ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ୟୁଟ୍ୟୁବ୍ ହ୍ୟାକ୍ ହୁଏ। ତେବେ ଏଭଳି ପରିସ୍ଥିତିରେ ଏହାକୁ ଏଡେଇବା ପାଇଁ କ’ଣ କରିବା ଉଚିତ, ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ସାଇବର ଅପରାଧୀଙ୍କଠାରୁ କିପରି ରକ୍ଷା କରାଯାଇପାରିବ ସେ ବିଷୟରେ ଜାଣିବା ଦରକାର।

Beauty tips blackberry seed powder for grey hair
Hair Care Tips: ଚୁଟିରେ ଏମିତି ଲଗାନ୍ତୁ ଜାମୁକୋଳି ମଞ୍ଜି ପାଉଡର୍; ଚୁଟି ପାଚିବନି, ଝଢିବନି

ଲୋକେ ଜାଣିବା ଦରକାର ଯେ ଜାମୁକୋଳି ଖାଇବାକୁ ଯେମିତି ସ୍ୱାଦିଷ୍ଟ, ଏହା ମଞ୍ଜି ମଧ୍ୟ ଦେହ ପାଇଁ ବହୁତ ଉପକାରୀ। ଏହି କୋଳିର ମଞ୍ଜିକୁ ଶୁଖାଇ ଗ୍ରାଇଣ୍ଡ୍ କରି ଏକ ପାଉଡର ପ୍ରସ୍ତୁତ କରାଯାଏ। ଏହା ପେଟର ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ଚୁଟି ପାଇଁ ମଧ୍ୟ...

Indian Army Recruitment  Apply for 381 posts
Indian Army Recruitment: ଭାରତୀୟ ସେନାରେ ଅଫିସର୍ ହେବାକୁ ଚାହୁଁଛନ୍ତି କି… ଦେଖନ୍ତୁ ଏହି ଖବର

ଭାରତୀୟ ସେନାରେ ଅଫିସର ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ସେନା ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଭାରତୀୟ ସେନାରେ ଯୋଗଦେବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବରକୁ ବିସ୍ତୃତଭାବେ ପଢନ୍ତୁ।

How Zaheer iqbal told shatrughan sinha he wanted to marry with daughter sonakshi sinha
ଜହୀର ଇକ୍‌ବାଲ୍‌ କହିଲେ ସେ କିପରି ଶତ୍ରୁଘ୍ନ ସିହ୍ନାଙ୍କୁ ମାଗିଥିଲେ ତାଙ୍କ ଝିଅର ହାତ

ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଜହୀର ଇକବାଲଙ୍କ ପତ୍ନୀ ହୋଇଯାଇଛନ୍ତି। ଯେତେବେଳେ ଅଭିନେତ୍ରୀ ବିବାହ କଲେ, ତାଙ୍କ ବିବାହକୁ ଲଭ୍ ଜିହାଦ ସହିତ ଯୋଡାଗଲା। ତେବେ ଆସନ୍ତୁ ଜାଣିବା ଜହୀର ଆଉ ସୋନାକ୍ଷୀ କିପରି ଶତ୍ରୁଘ୍ନ ସିହ୍ନାଙ୍କୁ ସେମାନଙ୍କ ବିବାହ କଥା କହିଥିଲେ।

Abhishek bachchan throwback post viral amid separation rumours
ଛାଡପତ୍ର ଖବରରେ ଇନ୍ଧନ ଢାଳିଲେ ଅଭିଷେକ ବଚ୍ଚନ; ଅମିତାଭ କହିଲେ ଏମିତି

ଅମ୍ବାନୀ ପରିବାରର ବିବାହ ପାର୍ଟୀ ପରେ ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର ଚର୍ଚ୍ଚାରେ ରହିଛି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅମିତାଭ ବଚ୍ଚନଙ୍କ ପରିବାର ମଧ୍ୟରେ କ’ଣ ମତଭେଦ ଚାଲିଛି ତାହ ପ୍ରଶଂସକ ଜାଣିବାକୁ ଚାହୁଁଛନ୍ତି। ଏହି ଖବର ଥମି ଆସୁଥିବା ବେଳେ ଅଭିଷେକ...

Mandela Day
Nelson Mandela International Day: ଗରିବୀ ଜୀବନ ବିତାଉଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ପାଞ୍ଚଟି ମୁଖ୍ୟ ଦିଗ ପ୍ରତି ଧ୍ୟାନ

ମଣ୍ଡେଲା ଦିବସ ୨୦୧୯-୨୦୨୯ ପାଇଁ ପାଞ୍ଚଟି ମୁଖ୍ୟ ଦିଗ ପ୍ରତି ଧ୍ୟାନ ଏବଂ ଲକ୍ଷ୍ୟର ରୂପଦେଖ ପ୍ରସ୍ତୁତ କରିଛି, ଯାହା ଦକ୍ଷିଣ ଆଫ୍ରିକା ଏବଂ ବିଶ୍ୱର ଗରିବୀ ଜୀବନ ବିତାଉଥିବା ଲୋକଙ୍କୁ ସାହାଯ୍ୟ କରିବ। ଆସନ୍ତୁ ସେ ବିଷୟରେ ଜାଣିବା।

Common Eye Infection in Monsoon and its solution
Health Tips: ବର୍ଷା ଦିନ ଆସିଲେ ଅନେକଙ୍କ ଆଖି ସଂକ୍ରମଣ ହୋଇଥାଏ; ଯୋଗ ଦ୍ୱାରା ହୋଇପାରିବ ସମାଧାନ

ବର୍ଷା ଆସିବା ମାତ୍ରେ ଥଣ୍ଡା ଏବଂ କାଶ ଭଳି ସମସ୍ୟା କେବଳ ବଢିଯାଏ ନାହିଁ ବରଂ ଅନ୍ୟାନ୍ୟ ସମସ୍ୟା ସହ ଆଖି ସଂକ୍ରମଣ ମଧ୍ୟ ଆରମ୍ଭ ହୁଏ। ତେବେ ଆସନ୍ତୁ ୫ଟି ସାଧାରଣ ଆଖି ସଂକ୍ରମଣ ଓ ଏହାର ସମାଧାନ ବିଷୟରେ ଜାଣିନେବା।

Know how many kinds of pana in lord Jagannath culture
Ratha Jatra 2024: ଠାକୁରଙ୍କ ଭୋଗରେ ପଣା ନୀତି; ଜାଣନ୍ତୁ କେତେ ପ୍ରକାର ପଣା ଭୋଗ ହୁଏ

ଶ୍ରୀମନ୍ଦିରର ରାଜଭୋଗ ଏବଂ ଛପନ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ପଣା ଭୋଗ ଠାକୁରଙ୍କ ନିତିଦିନିଆ ନୀତି ସମେତ କେତେକ ବିଶେଷ ପର୍ବପର୍ବାଣିରେ ମଧ୍ୟ ହୋଇଥାଏ। ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ଆସନ୍ତୁ ସେସବୁ ବିଷୟରେ ଜାଣିବା।

Amitabh bachchan shared a romantic picture with his wife jaya
ଅମିତାଭ ବଚ୍ଚନ ଜୟାଙ୍କ ସହ ଶେୟାର କଲେ ରୋମାଣ୍ଟିକ୍ ଫଟୋ; ଲୋକେ କହିଲେ…

ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଆଲବମରୁ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏହାକୁ ଦେଖିଲେ ଆପଣଙ୍କ ବି କହିବେ ପତ୍ନୀଙ୍କ ପ୍ରତି ତାଙ୍କ ମନରେ କେତେ ପ୍ରେମ! ହେଲେ କିଛି ଲୋକ ଏମିତି କହି କରୁଛନ୍ତି ଟ୍ରୋଲ୍।

Indian Navy Recruitment  Apply for 741 posts
Indian Navy Recruitment: ଭାରତୀୟ ନୌସେନାରେ ପୂରଣ ହେବ ୭୦୦ରୁ ଅଧିକ ପଦବୀ; ଦଶମ ପିଲା ବି କରିବେ ଆବେଦନ

ଆପଣ ଯଦି ଭାରତୀୟ ନୌସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖିଛନ୍ତି ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଏନେଇ ଭାରତୀୟ ନୌସେନା ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଦଶମ ପାଶ୍ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ।

See new poster of rajkummar rao film stree 2
ଆସୁଛି 'ସ୍ତ୍ରୀ ୨'; ପୋଷ୍ଟର୍ ବଢାଇଲା ଉତ୍ସାହ

ରାଜକୁମାର ରାଓ ଆଜିକାଲି ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସ୍ତ୍ରୀ ୨' କୁ ନେଇ ବହୁତ ବ୍ୟସ୍ତ ଅଛନ୍ତି। ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଚଳଚ୍ଚିତ୍ର 'ସ୍ତ୍ରୀ ୨'ର ନୂଆ ପୋଷ୍ଟର ରିଲିଜ ହେବା ମାତ୍ରେ ଭାଇରାଲ୍‌ ହେବାରେ ଲାଗିଛି। ଏବେ ଦର୍ଶକମାନେ ଫିଲ୍ମର ଟ୍ରେଲରକୁ ଅପେକ୍ଷା...

Suna Besa 2024
Ratha Jatra 2024: ଆଜି ସୁନାରେ ଝଲସିବେ ଚତୁର୍ଦ୍ଧାମୂର୍ତ୍ତି; ଜାଣନ୍ତୁ କେଉଁ ଶିଖ୍ ସମ୍ରାଟ ମନ୍ଦିରକୁ ଦେଇଥିଲେ ପ୍ରଚୁର ସୁନା

ପ୍ରତି ଓଡ଼ିଆଙ୍କ ମନର ରାଜା ଆଜି ସମସ୍ତଙ୍କ ସମ୍ମୁଖରେ ଧାରଣ କରିବେ ରାଜରାଜେଶ୍ୱର ରୂପ। କିଏବା ଏହାକୁ ହାତଛଡା କରିବ। ଏନେଇ ଦେଶ ବିଦେଶରୁ ଛୁଟିଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆଜି ରଥ ଉପରେ ଦର୍ଶନ କରିବେ କାଳିଆର ସୁନାବେଶକୁ। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ...

What is expiry date of smartphones know details
Technology: ସ୍ମାର୍ଟଫୋନର ବି ଥାଏ ଏକ୍ସପାୟରୀ ଡେଟ୍; ଜାଣନ୍ତୁ କେବେ ଗୁରୁତ୍ୱ ହରେଇବ ଆପଣଙ୍କ ଫୋନ୍

ଆପଣ ଜାଣନ୍ତି କି ସ୍ମାର୍ଟଫୋନର ମଧ୍ୟ ଏକ ଏକ୍ସପାୟରୀ ଡେଟ୍ ଥାଏ। ଏ କଥା ଶୁଣି ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେଣି। ଏହା କିନ୍ତୁ ସତ। ବହୁତ କମ୍ ଲୋକ ଏହା ବିଷୟରେ ଜାଣିଥିବେ। ଯଦି ଆପଣ ଏହା ବିଷୟରେ ଜାଣି ନାହାଁନ୍ତି ତେବେ ନିମ୍ନରେ ଏହାର ସମ୍ପୂର୍ଣ୍ଣ...

plants to keep away snakes from home
Tips and Tricks: ବର୍ଷାଦିନ ଆସିଛି, ସାପ ଭୟ ରହିଛି; ଲଗାନ୍ତୁ ଏହି ୫ ଗଛ, ଘରେ ପଶିବେନି ସାପ

ବର୍ଷା ଦିନେ ସାପ ଭୟ ବଢିଯାଏ। ଗାତରେ ପାଣି ପଶିଯିବାରୁ ସେମାନେ ବାହାରକୁ ଉଠିଆସନ୍ତି ଆଉ ଘର ଆଡକୁ ମଧ୍ୟ ପଶିଯାଆନ୍ତି। କିନ୍ତୁ ଏମିତି କିଛି ଗଛ ଅଛି ଜାହାକୁ ଘର ଆଗରେ ରଖିଲେ ସାପମାନେ ପଶିବେ ନାହିଁ। ଆସନ୍ତୁ ସେହି ଗଛଗୁଡିକ କ’ଣ ଜାଣିବା।

Indian Army Bharti Apply for 76 posts
Indian Army Bharti 2024: NCC ଥିଲେ ସେନାରେ ଚାକିରି; ଦରମା ଦେଢ ଲକ୍ଷ ପରେ

ଭାରତୀୟ ସେନା ସ୍ପେସାଲ୍ ଏଣ୍ଟ୍ରୀ ସ୍କିମ୍ ୫୭ତମ କୋର୍ସ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏନେଇ ଏନ୍‌ଡିଏ କିମ୍ବା ସିଡିଏସ୍ ପରି ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ ନାହିଁ। କେବଳ ଏକ ପ୍ରତ୍ୟକ୍ଷ SSB ସାକ୍ଷାତକାର ହେବ।

Cbfc asks makers to edit intimate scene of from bad newz
ଭିକି କୌଶଲଙ୍କ 'ବ୍ୟାଡ୍ ନ୍ୟୁଜ୍' ରିଲିଜ୍ ପୂର୍ବରୁ ଲାଗିଲା ସିବିଏଫ୍‌ସି କଇଁଚି; କଟିବ ଏହି ୩ ସିନ୍

ଭିକି କୌଶଲଙ୍କ ଫିଲ୍ମ 'ବ୍ୟାଡ୍ ନ୍ୟୁଜ୍' ରିଲିଜ୍‌ ହେବାକୁ ମାତ୍ର ତିନି ଦିନ ବାକି ଅଛି। ଏହାପୂର୍ବରୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍‌ସି) ନିର୍ମାତାଙ୍କୁ ଫିଲ୍ମରୁ ଅନ୍ତରଙ୍ଗ ଦୃଶ୍ୟ ହଟାଇବାକୁ କହିଛି।

Rajkummar rao starrer stree-2 trailer will be released on this day
Stree 2: ଏହିଦିନ ରିଲିଜ୍ ହେବ 'ସ୍ତ୍ରୀ ୨'ର ଟ୍ରେଲର୍‌; ନୂଆ ପୋଷ୍ଟର୍ ଦେଖିଲେ ଲୋମ ଟାଙ୍କୁରି ଉଠିବ

ଅମର କୌଶିକଙ୍କ ନିର୍ଦ୍ଦେଶିତ 'ସ୍ତ୍ରୀ ୨'ର ଟ୍ରେଲର୍‌କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଆଜି ଶ୍ରଦ୍ଧା କପୁର ଫିଲ୍ମର ଟ୍ରେଲର୍‌ ରିଲିଜ ତାରିଖ ପ୍ରକାଶ କରିଛନ୍ତି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।