• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Black in Potato, good or bad
କଳା ପଡୁଥିବା ଆଳୁ ଖାଇବାଯୋଗ୍ୟ ନା ନାଇଁ?

ଆଳୁକୁ ଦେଶ ଦୁନିଆରେ ପନିପରିବାର ରାଜା ବୋଲି କୁହାଯାଏ। ପନିପରିବା ବ୍ୟତୀତ ଚିପ୍ସ ଓ ହାଲ୍ୱା ମଧ୍ୟ ଆଳୁରୁ ତିଆରି ହୋଇଥାଏ। ଏହା ବର୍ଷସାରା ଖିଆଯାଉଥିବା ଏକ ପରିବା। କିନ୍ତୁ ଅଫ୍‌ସିଜିନ୍ ତଥା ଯେତେବେଳେ ଆଳୁର ନୂଆ ଫସଲ ଆସିବାକୁ ଥାଏ ସେତେବେଳେ ପୁରୁଣା ଆଳୁରେ ଏକା ପ୍ରକାର...

Why you will have to pay two electric charges here
ଏଠାରେ ଆସେ ଦୁଇଟି ବିଦ୍ୟୁତ୍ ବିଲ୍: କାହିଁକି?

ଖାଲି ଯେ ଭାରତ ତାହା ନୁହେଁ ଅନ୍ୟ ଦେଶରେ ମଧ୍ୟ ବିଦ୍ୟୁତ ମହାଙ୍ଗାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ଏମିତିରେ ଭାରତର କୌଣସି ଏକ ସହରରେ ଅତିକମରେ ଦୁଇଟି କୋଠରୀବିଶିଷ୍ଟ ଘରେ ରହୁଥିବା ଏକ ମଧ୍ୟବର୍ଗୀୟ ପରିବାରର ପାଖାପାଖି ୩ରୁ ୪ ହଜାର ଟଙ୍କାର ମାସିକ ବିଲ ଆସିଯାଏ।...

Dengue alert do not take painkillers
ଡେଙ୍ଗୁ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଜୀବନ ଚାଲିଯାଇ ପାରେ

ଏବେ ସାରା ଦେଶରେ ଡେଙ୍ଗୁର ଆତଙ୍କ ଦେଖା ଦେଇଛି। ଅନେକ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ସାଧାରଣତଃ ଡେଙ୍ଗୁ ଜୀବନ ପ୍ରତି ଏତେ ବିପଦ ନୁହେଁ। ଯଦି ଆପଣ କିଛି ମାତ୍ରାରେ ସାବଧାନ ରହିବେ ତେବେ ଘରେ ବସି ହିଁ ଏହି ରୋଗରୁ ମୁକ୍ତି ପାଇପାରିବେ। ଏଠାରେ ସାବଧାନର...

Rajinikanth received Dada Saheb falke award
ବସ୍ କଣ୍ଡକ୍ଟରରୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ପର୍ଯ୍ୟନ୍ତ ରଜନୀକାନ୍ତଙ୍କ ଲମ୍ବା ଯାତ୍ରା

ସୁପରଷ୍ଟାର ରଜନୀକାନ୍ତଙ୍କୁ ଭାରତୀୟ ସିନେମାର ସବୁଠାରୁ ବଡ ସମ୍ମାନ ‘ଦାଦା ସାହେବ ଫାଲ୍‌କେ ଆୱାର୍ଡ’ ମିଳିଛି। ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ସାମିଲ ହୋଇ ରଜନୀକାନ୍ତ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ସେ ଦେଶର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ ଠାରୁ ଗ୍ରହଣ କରିଛନ୍ତି। ଏହି...

Bunty Aur Babli-2 official trailer release
‘ବଣ୍ଟି ଔର୍ ବବଲୀ ୨’ ଟ୍ରେଲର ରିଲିଜ୍ : ନୂଆ ପୁରୁଣା ଭିତରେ ହେବ ଲଢେଇ

ହିନ୍ଦୀ ଫିଲ୍ମ ‘ବଣ୍ଟି ଔର୍ ବବଲୀ ୨’ ର ଟ୍ରେଲର ରିଲିଜ୍ ହୋଇଯାଇଛି। ଏଥିରେ ସୈଫ୍ ଅଲ୍ଲୀ ଖାନ୍, ରାନୀ ମୁଖାର୍ଜୀ, ସିଦ୍ଧାନ୍ତ ଚତୁର୍ବେଦୀ ଓ ଶରବରୀଙ୍କ ମଧ୍ୟରେ ମଜାଦାର ଲଢେଇ ଦେଖିବାକୁ ମିଳିବ। ସବୁଠାରୁ ମଜା କଥା ହେଲା ଏଥିରେ ଦୁଇ ହଳ ବଣ୍ଟି-ବବଲୀଙ୍କୁ ଦେଖିବାକୁ ମିଳିବ।...

Unbelievable facts of the world
ବିଲେଇକୁ ଡରୁଥିଲେ ହିଟ୍‌ଲର୍, ପଶୁମାନଙ୍କୁ ଖାଉଥିଲେ ଡାରୱିନ୍‌

ମଗ୍ର ବିଶ୍ୱରେ ଅନେକ ଅଜବ-ଗଜବ ରହସ୍ୟ ଅଛି, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ। ଏଥିମଧ୍ୟରେ ଦୁନିଆର ଏପରି ଅନେକ ହସ୍ତୀ ଅଛନ୍ତି, ଯାହାର ଅନେକ ରହସ୍ୟ ମଧ୍ୟ ଅଛି । ଏହାକୁ ଶୁଣିଲା ପରେ ବି ସହଜରେ ବିଶ୍ୱାସ କରି ହେବ ନାହିଁ। ଉଦାହରଣ ସ୍ୱରୂପ,...

Priyanka Gandhi and congress future in up assembly election
ଜାତି-ଧର୍ମରେ ବନ୍ଧା ୟୁପି ଭୋଟ୍ : କାମ ଦେବ କି ପ୍ରିୟଙ୍କାଙ୍କ ମହିଳା କାର୍ଡ

ଗତ କିଛି ମାସ ଧରି ଉତ୍ତରପ୍ରଦେଶରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟତା ରାଜ୍ୟରେ ଦଳର ଦୁର୍ଦ୍ଦଶା ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସମସ୍ତଙ୍କ ଓଠରେ ଗୋଟିଏ ପ୍ରଶ୍ନ, ପ୍ରିୟଙ୍କାଙ୍କ ସକ୍ରିୟତା ନିର୍ବାଚନ ଫଳାଫଳକୁ ପରିବର୍ତ୍ତନ କରିପାରିବ କି? ଦଳ ଏହାର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାକୁ...

A man married his lover in ICU
ସଚ୍ଚା ପ୍ରେମର କାହାଣୀ : ପ୍ରେମିକାର ମୃତ୍ୟୁ ହେବା ଜାଣି ବି ବିବାହ କଲେ

କୁହାଯାଏ ପ୍ରେମ ହେଉଛି ଶକ୍ତି। ଏହା ସଚ୍ଚା ପ୍ରେମୀମାନଙ୍କୁ ଦେଖେଇଥାଏ ବାଟ। ଆଉ ଏହା ମଧ୍ୟ କୁହାଯାଏ ଯେ ସଚ୍ଚାପ୍ରେମ କେବେ ଶେଷ ହୁଏ ନାହିଁ। ସଚ୍ଚା ପ୍ରେମିକ କେବେ ବି ପ୍ରେମରେ ହାର ମାନେ ନାହିଁ। ତାକୁ ତା’ ଜୀବନସାଥୀ ମିଳୁ ବା ନ ମିଳୁ କୌଣସି...

Woman gave birth to a child alone
ଏକା ଏକା ମା’ ହେଲେ ମହିଳା

ମା’… ଖାଲି ଏକ ଶବ୍ଦ ନୁହେଁ। ଏହା ସ୍ନେହ, ମମତା, ପ୍ରେମର ଏକ ସ୍ପୁଲିଙ୍ଗ। ଦୁନିଆର ସବୁ ସମ୍ପର୍କର ଉର୍ଦ୍ଧ୍ୱରେ ମା’। ମାତୃତ୍ୱ ବିନା ଗୋଟେ ନାରୀର ଜୀବନ ଅଧୁରା ରହିଯାଏ ବୋଲି କୁହାଯାଏ। ତେଣୁ ପ୍ରତ୍ୟେକ ମହିଳା ଏହି ସୁଖକୁ ପାଇବାକୁ ଚାହାନ୍ତି। ଗୋଟେ ସନ୍ତାନର ଅଳି...

Priyanka Chopra education struggle
ଏହି କାରଣରୁ ପ୍ରିୟଙ୍କାଙ୍କ ପାଠ ପଢା ଅଧା ରହିଗଲା

ବଲିଉଡର ସଫଳ ନାୟିକାମାନଙ୍କ ତାଲିକା ଦେଖିଲେ ପ୍ରିୟଙ୍କା ଚୋପ୍ରା ବାଦ ପଡିବେ ନାହିଁ। ଖାଲି ବଲିଉଡ୍ ନୁହେଁ ପ୍ରିୟଙ୍କା ହଲିଉଡ୍‌ରେ ମଧ୍ୟ ନିଜର ଏକ ଶକ୍ତ ପରିଚୟ ତିଆରି କରି ସାରିଲେଣି। ତେବ ସଫଳତା ସିଡିର ଏହି ସ୍ଥାନରେ ପହଞ୍ଚିବା ନେଇ ତାଙ୍କୁ କମ ପରିଶ୍ରମ କରିବାକୁ ପଡିନି।...

Sanjeev Kumars tragic love
ପ୍ରେମ ଯୋଗୁଁ ସାରା ଜୀବନ ବାଡୁଅ ରହିଗଲେ ସଞ୍ଜୀବ କୁମାର

ହିନ୍ଦି ସିନେମାର ବରିଷ୍ଠ ଅଭିନେତା ସଞ୍ଜୀବ କୁମାର ଯେବେ ବି ପରଦାକୁ ଆସନ୍ତି ନିଜର ଗମ୍ଭୀରତାରେ ସେ ଦର୍ଶକଙ୍କ ହୃଦୟ ଜିତି ନିଅନ୍ତି। ତାଙ୍କ ସମୟରେ ଯେତେ ବି ଅ‍ଭିନେତା ଥିଲେ ସମସ୍ତଙ୍କ ଠାରୁ ସଞ୍ଜୀବ ଅଲଗା ବାରି ହୋଇ ପଡୁଥିଲେ। ସେ ମମୟରେ ସେ ସବୁଠାରୁ ହ୍ୟାଣ୍ଡସମ୍‌...

People don’t want to go office
ଲୋକେ ଆଉ ଚାହୁଁ ନାହାନ୍ତି ଅଫିସ୍ ଯିବାକୁ; ଆପଣେଇ ନେଲେଣି ୱାର୍କ ଫ୍ରମ୍ ହୋମ୍

କରୋନା ମହାମାରୀ କାରଣରୁ ଆମ ଜୀବନରେ ଅନେକ କିଛି ବଦଳି ଯାଇଛି। କିଛି ଜିନିଷ ଏପରି ଭାବରେ ବଦଳିଗଲା ଯେ ବର୍ତ୍ତମାନ ଏହା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ତେବେ ଆଜିର ଏହି ଡିଜିଟାଲ ଯୁଗ ନିଶ୍ଚିତ ଆମ ପାଇଁ ଆଶୀର୍ବାଦ ଯେ ଏହା ମହାମାରୀ ସମୟରେ ଘରେ...

Kids eat poisonous fruit looking like apple
ମରଣ ଫଳ ଖାଇ ଚାଲିଗଲା ଦୁଇ ନିରୀହ ପିଲାଙ୍କ ଜୀବନ

ଦୁନିଆରେ ଏପରି ଅନେକ ଫଳ ଅଛି ଯାହାକୁ ଖାଇ ହେବ ନାହିଁ। କାରଣ ଏହି ଫଳଗୁଡ଼ିକ ଅତ୍ୟଧିକ ବିଷାକ୍ତ ହୋଇଥାଏ। ଯଦି ଜଣେ ବ୍ୟକ୍ତି ଭୁଲରେ ମଧ୍ୟ ଏହି ଫଳ ଖାଏ, ତେବେ ତା’ର ମୃତ୍ୟୁ ନିଶ୍ଚିତ। ଠିକ ଗଛ ଓ ଫଳ ସାଧାରଣ ଲୋକଙ୍କ ଦ୍ୱାରା ସହଜରେ...

Human brains decreased in size
କାହିଁକି ଛୋଟ ହେଉଛି ମାନବ ମସ୍ତିଷ୍କ, ଜାଣନ୍ତୁ କ’ଣ କହିଲେ ବୈଜ୍ଞାନିକ

ମାନବ ମସ୍ତିଷ୍କକୁ ଅଧ୍ୟୟନ କରିବା ବୈଜ୍ଞାନିକମାନଙ୍କ ପାଇଁ ଏକ ଆକର୍ଷଣୀୟ ବିଷୟ ହୋଇଥାଏ। ସେମାନେ ଆଶା କରନ୍ତି ଯେ ଏହାକୁ ଅଧ୍ୟୟନ କରି ସେମାନେ ମଣିଷର ବିବର୍ତ୍ତନକୁ ବୁଝିପାରିବେ। ବୈଜ୍ଞାନିକମାନେ ମଧ୍ୟ ମସ୍ତିଷ୍କର ଉତ୍ପତ୍ତି ବିଷୟରେ ଅଧ୍ୟୟନ କରୁଛନ୍ତି, ଯେଉଁଠି ସବୁଠାରୁ ବଡ ପ୍ରଶ୍ନ ହେଉଛି ଏହି ମସ୍ତିଷ୍କ...

Amitabh Bachchan remembers shooting days of Yaarana
‘ୟାରାନା’ ଅମିତାଭଙ୍କୁ ଦେଇଥିଲା ସଫଳତା; କ’ଣ କହିଲେ ବିଗ୍ ବି

ବଲିଉଡ୍‌ର ମହାନାୟକଙ୍କ କଥା ପଡିଲେ ସର୍ବପ୍ରଥମେ ବିଗ୍ ବି ଅମିତାଭ ବଚ୍ଚନଙ୍କ ନାମ ଆସିବା ଥୟ। ସେ ଅନେକ ଫିଲ୍ମରେ ନିଜ ଅଭିନୟର ସର୍ବୋତ୍ତମ ଦେଇଥିଲେ ବି ତାଙ୍କର ଏହି ସଫଳତାରେ ଉଚ୍ଚାରେ ପହଞ୍ଚିବା ନେଇ ‘ୟାରାନା’ ଫିଲ୍ମର ବଡ ଭୂମିକା ରହିଛି। ୨୩ ଅକ୍ଟୋବର ୧୯୮୧ରେ ମୁକ୍ତିଲାଭ...

Engineer actress Taapsee Pannu
ତାପସୀ ପନ୍ନୁଙ୍କ ପଢା ପ୍ରତି ଥିଲା ରୁଚି; CAT ପାଇଥିଲେ, ଏକ ଆପ୍ ତିଆରି କରିଥିଲେ

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ନାମ ଏମିତି କିଛି ଅଭିନେତ୍ରୀଙ୍କ ତାଲିକାରେ ଗଣାଯାଉଛି ଯେଉଁମାନେ ନିଜର ଦକ୍ଷତା ବଳରେ ଫିଲ୍ମକୁ ସୁପରହିଟ୍ କରେଇଦିଅନ୍ତି। ନିକଟରେ ଫିଲ୍ମ ‘ରଶ୍ମୀ ରକେଟ୍’ରେ ତାପସୀଙ୍କ ନିଷ୍ଠା ଓ ପରିଶ୍ରମ ସମସ୍ତେ ଦେଖିଛନ୍ତି। ପ୍ରକାଶଥାଉ ଯେ ଏହି ଅଭିନେତ୍ରୀ ପିଲା ଦିନେ ବହୁତ ପାଠ...

Minoo Mumtaz passed away
ଆଉ ନାହାନ୍ତି ଅଭିନେତ୍ରୀ ମିନୁ ମୁମତାଜ୍

ସିନେ ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ଆମ ଗହଣରେ ଆଉ ନାହାନ୍ତି ଡ୍ୟାନ୍ସର ତଥା ଅଭିନେତ୍ରୀ ମିନୁ ମୁମତାଜ୍। କାନାଡାରେ ତାଙ୍କର ପରଲୋକ ହୋଇଛି। ସେ ଜଣାଶୁଣା କମେଡିଆନ୍ ମହମୁଦ ଅଲୀଙ୍କ ଭଉଣୀ ଥିଲେ। ମୁମତାଜ୍‌ଙ୍କ ମୃତ୍ୟୁ ଖବର ତାଙ୍କ ଭାଇ ଅନ୍‌ୱର୍‌ ଅଲୀ ଦେଇଛନ୍ତି। ୫୦...

Husband fulfill wife desire
ଅନ୍ୟ ପୁରୁଷ ସହ ସଂପର୍କ ରଖିବାକୁ ଇଛା କଲେ ସ୍ତ୍ରୀ; ସ୍ୱାମୀ ଦେଲେ...

ପତି-ପତ୍ନୀଙ୍କ ସଂପର୍କ ଦୁନିଆର ସବୁଠାରୁ ପବିତ୍ର ହୋଇଥାଏ। ଏହାର ମୂଳରେ ଥାଏ ଏକ ସମର୍ପଣର ଭାବ। ଏହାରି ମାଧ୍ୟମରେ ହିଁ ଦୁହେଁ ଦୁହିଁଙ୍କର ଇଛାକୁ ପୂରଣ କରିଥାନ୍ତି। ଯଦି ଉଭୟଙ୍କ ମଧ୍ୟରୁ ଜଣକର ଉଦ୍ଦେଶ୍ୟ ପ୍ରତାରଣା କରିବା ହୁଏ ତେବେ କ’ଣ କରାଯିବ? ଭାରତରେ ଏଭଳି ମାମଲା ସିଧାସଳଖ...

No way to go to crematorium, muslim families give land
ଏମିତି ଆମ ଦେଶ : ହିନ୍ଦୁଙ୍କ ଶ୍ମଶାନ ପାଇଁ ଜାଗା ଛାଡିଲେ ମୁସଲମାନ

ଝାଡଖଣ୍ଡର ଲାତେହରରେ ଗ୍ରାମବାସୀ ଏକତାର ଉଦାହରଣ ସୃଷ୍ଟି କରିଛନ୍ତି। ମନିକା ବ୍ଲକ୍‌ର ସେମରୀ ଗ୍ରାମରେ ଥିବା ହିନ୍ଦୁମାନଙ୍କ ଶ୍ମଶାନ ଘାଟରେ ପହଞ୍ଚିବା ପାଇଁ କୌଣସି ରାସ୍ତା ନ ଥିଲା। ସେମରୀ ଓ ବାରୱାଡିହର ଉଭୟ ହିନ୍ଦୁ-ମୁସଲମାନ ସମ୍ପ୍ରଦାୟର ଲୋକମାନେ ପାରସ୍ପରିକ ଚୁକ୍ତି କରିଛନ୍ତି। ଏହା ପରେ ମୁସଲମାନ ସମ୍ପ୍ରଦାୟର...

Bearded woman inundated by male
ମହିଳାଙ୍କ ମୁହଁ ସାରା ଦାଢି;‍ ତଥାପି ପୁରୁଷ ଆକୃଷ୍ଟ

ଶରୀରରୁ ଅବାଞ୍ଛିତ କେଶକୁ ବାହାର କରିବା ପାଇଁ ମହିଳାମାନେ ବିଭିନ୍ନ ପଦ୍ଧତି ଅବଲମ୍ବନ କରନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବଜାରରେ ଅନେକ ଉପାୟ ମଧ୍ୟ ରହିଛି। କିନ୍ତୁ ଏପରି ଜଣେ ମହିଳା ଅଛନ୍ତି, ତାଙ୍କ ମୁହଁରେ ଅନେକ କେଶ ଥିଲେ ମଧ୍ୟ ତାଙ୍କୁ କୌଣସି ଫରକ୍ ପଡୁନି।...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।