• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Girl earning in lakhs by renting out her dresses
ପିନ୍ଧା ପୋଷାକକୁ ଭଡାରେ ଦେଇ ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି ଯୁବତୀ

ଯେଉଁ ପୋଷାକ ପିନ୍ଧନ୍ତି ସେଇ ପୋଷାକ ଭଡାରେ ଦିଅନ୍ତି। ଏହି ବ୍ୟବସାୟ କରି ଯୁବତୀ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ରୋଜଗାରରେ କିଣିପାରିଛନ୍ତି ୩.୫ କୋଟିର ଘର। ତେବେ ଜାଣନ୍ତୁ କେମିତି କରନ୍ତି ବ୍ୟବସାୟ ଓ ଗୋଟିଏ ପୋଷାକରେ କେତେ ହୁଏ ରୋଜଗାର?

Worlds loneliest house empty for 100 years in remote mountain
ରହସ୍ୟମୟ ଘର: ଦେଖିଛନ୍ତି ସବୁ, ଯାଇ ନାହାନ୍ତି କେହି

ଏ ପୃଥିବୀରେ ଏମିତି ଏକ ଘର ଅଛି ଯାହା ଶହ ଶହ ବର୍ଷ ଧରି ବନ୍ଦ ହୋଇ ପଡିଛି। ଏହା ସମୁଦ୍ର ପତ୍ତନ ଠାରୁ ପ୍ରାୟ ୯ ହଜାର ଫୁଟ ଉପରେ ରହିଛି। ତେବେ ଏହାକୁ କିଏ, କେତେବେଳେ, କେଉଁଠି ଓ କାହିଁକି ନିର୍ମାଣ କଲା ଆସନ୍ତୁ ଜାଣିବା।

CDS Bipin Rawat was a great devote of Lord Jagannath
ମହାପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ସିଡିଏସ୍ ବିପିନ ରାଓ୍ୱତ୍

ସିଡିଏସ୍ ଜେନେରାଲ୍ ବିପିନ୍ ରାଓ୍ୱତଙ୍କର ରହିଛି ସ୍ମୃତିଭରା ଓଡ଼ିଶା ଲିଙ୍କ୍। ମହାପ୍ରଭୁ ଜଗନ୍ନାଥଙ୍କର ବି ସେ ଜଣେ ପରମଭକ୍ତ ଥିଲେ ବୋଲି ବଖାଣିଛନ୍ତି। ତାଙ୍କୁ ଦୁଇ ଦୁଇ ଥର ଠାକୁର ଦର୍ଶନ କରାଇଥିବା ଡିଫେନ୍ସ ପଣ୍ଡା ତା ସହ କହିଛନ୍ତି କିଛିଦିନ ତଳେ ଆଉଥରେ ପୁରୀ ଆସିବାକୁ ରାଓ୍ୱତ୍‌ଙ୍କୁ...

Increasing Beggar in state
ରାଜ୍ୟରେ ବଢିଚାଲିଛି ଭିକାରି ସଂଖ୍ୟା

ରୀବ ଓ ଅନାଥଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା । ହେଲେ ସବୁ ବାଟବଣା। ବଢୁଥିବା ଭିକାରିଙ୍କ ସ୍ଥିତିକୁ ଦେଖିଲେ ଏହା ହିଁ କୁହାଯିବ। ରାଜଧାନୀରୁ ରାଜ୍ୟବ୍ୟାପି ସଂଖ୍ୟା ଛୁଇଁବାକୁ ବସିଛି ୭ ହଜାର ପାଖାପାଖି।

CDS BIPIN RAWAT
ସିଡିଏସ୍‌ ବିପିନ୍ ରାୱତଙ୍କ ଚପର୍ କ୍ରାସ୍‌ ଘଟଣା : କ’ଣ ରହିଛି ଭିଆଇପି ନିୟମ

ସିଡିଏସ୍‌ ବିପିନ୍ ରାୱତଙ୍କ ଚପର୍ କ୍ରାସ୍‌ ଘଟଣା ପରେ ଏବେ ଦେଶର ଭିଆଇପିମାନଙ୍କ ପାଇଁ ବିମାନ ଏବଂ ଚପର୍‌ ଯାତ୍ରାକୁ ନେଇ ଭୟ ସୃଷ୍ଟି ହୋଇଛି। ବିମାନ ଏବଂ ଚପର୍‌ ଯାତ୍ରା ନିୟମ ଜାଣିବା ମଧ୍ୟ ଜରୁରୀ ହୋଇପଡିଛି। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।

When India population start to decline and how much
କମିବ ଭାରତର ଜନସଂଖ୍ୟା; ଜାଣନ୍ତୁ କେବେ ଓ କେତେ

ଏକ ଅଧ୍ୟୟନ ଅନୁସାରେ ଭାରତରେ କମିବାକୁ ଯାଉଛି ଜନସଂଖ୍ୟା। ଏନେଇ ରହିଛି ବିଭିନ୍ନ କାରଣ। ତେବେ ଏହି କାରଣଗୁଡିକ କ’ଣ? କେବେ ଓ କେତେ ପରିମାଣରେ ହ୍ରାସ ପାଇବ ଜନସଂଖ୍ୟା ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ।

Katrina Kaif family life
କ୍ୟାଟ୍ରିନାଙ୍କ ଜୀବନ କାହାଣୀ; ପିଲାଟି ଦିନରୁ ଛାଡିଦେଇଥିଲେ ବାପା

କ୍ୟାଟ୍ରିନା କୈଫ୍‌ଙ୍କ ପିଲାଦିନ ଥିଲା ବହୁ ଦୁଃଖମୟ। ସେ ଛୋଟ ଥିଲା ବେଳେ ତାଙ୍କ ବାପା-ମା’ଙ୍କର ହୋଇଥିଲା ବିଛେଦ। ତେବେ ଏହା ପରେ କ’ଣ ହୋଇଥିଲା, କିପରି ହୋଇଥିଲା ତାଙ୍କ ଜୀବନ ଯାପନ ଆସନ୍ତୁ ସେ ବିଷୟରେ ଜାଣିନେବା।

Coffin shaped suicide machine can kill in just 1 minute
ବଜାରକୁ ଆସୁଛି ଆତ୍ମହତ୍ୟା ମେସିନ, ୧ ମିନିଟ୍‌ରେ ଜୀବନ ନେବ

ଆତ୍ମହତ୍ୟାକୁ ରୋକିବା ନେଇ ସାରା ବିଶ୍ୱ ପ୍ରୟାସ କରୁଥିବା ବେଳେ ଏମିତି ଏକ ଦେଶ ଅଛି ଯିଏ ଏ ଦିଗରେ ପ୍ରୋତ୍ସାହିତ କରୁଛି। ଏନେଇ ଏକ ଆତ୍ମହତ୍ୟା ମେସିନକୁ ଦେଇଛି ମଞ୍ଜୁରୀ, ଯାହା ନିମିଷରେ ନେବ ଜୀବନ।

Woman distributing leftover food from brothers marriage
ମହିଳାଙ୍କ ମହତ କାମ : ବଳିଥିବା ଖାଦ୍ୟକୁ ବାଣ୍ଟିଲେ

ଭାଇଙ୍କର ଥିଲା ବିବାହ ପାର୍ଟି। ବଳିପଡିଲା ଅନେକ ଖାଦ୍ୟ। ନଷ୍ଟ ହେବା ଭାବି ସହିପାରିଲେ ନାହିଁ ମହିଳା। ଉଠିଲେ, ଖାଦ୍ୟ ଧରି ସିଧା ଚାଲିଲେ ରେଳ ଷ୍ଟେସନ ଆଉ ଗରିବଙ୍କୁ ବାଣ୍ଟିଦେଲେ। ଏହା ଦେଖି ଲୋକେ କହିଲେ ସାବାସ୍।

Cat owner said she bought gold necklace worth 4 lakh for pet cat
ବିଲେଇ ପିନ୍ଧୁଛି ସାଢେ ୪ ଲକ୍ଷ ଟଙ୍କାର ସୁନା ଚେନ୍, କରୁଛି ସ୍ପା

ଭାଗ୍ୟବାନ ବିଲେଇ। ରହୁଛି ରାଜକୀୟ ଠାଣିରେ। ପିନ୍ଧୁଛି ଲକ୍ଷ ଲକ୍ଷ ଟଙ୍କାର ସୁନା ଚେନ୍ ଆଉ କରୁଛି ସ୍ପା।

Vicky Kaushal and Katrina Kaif love story
କେବେ-କେଉଁଠି-କିପରି ଭିକୀଙ୍କ ପାଖରେ ହୃଦୟ ହାରିଥିଲେ କ୍ୟାଟ୍ରିନା

ଭିକୀ କୌଶଲ ଓ କ୍ୟାଟ୍ରୀନା କୈଫ୍‌ଙ୍କ ବିବାହକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଉଭୟଙ୍କ ମଧ୍ୟରେ କେବେ, କେଉଁଠି ଓ କିପରି ହୋଇଯାଇଥିଲା ପ୍ରେମ ତାହା କେହି ଜାଣିପାରି ନଥିଲେ। ତେବେ ଆସନ୍ତୁ ଜାଣିବା ଏହି ଦୁଇ ତାରକାଙ୍କ ପ୍ରେମ କାହାଣୀ ବିଷୟରେ।

Bollywood most controversial marriages
ବିବାଦରେ ରହିଆସିଛି ଏହି ତାରକାମାନଙ୍କ ବିବାହ

ବଲିଉଡ୍‌ରେ ରହିଛି ଏମିତି କିଛି ବିବାଦୀୟ ବିବାହ ଯାହା ସବୁବେଳେ ଚର୍ଚ୍ଚାରେ ରହିଆସିଛି। ତେବେ କେଉଁ କେଉଁ ବିବାହ ହୋଇପଡିଛି ବିବାଦୀୟ ଓ ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିନେବା।

Little girl dances on Manike Mage Hithe
କୁନି ଝିଅର ନାଚ ଦେଖି ଆପଣ ବି ହୋଇଯିବେ ତାଜୁବ

ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି କୁନି ଝିଅ। ‘ମାନିକେ ମାଗେ ହିତେ’ ଗୀତରେ ଏମିତି ନାଚୁଛି ଯେ ସମସ୍ତଙ୍କ ହୃଦୟ କିଣିବାକୁ ବାଧ୍ୟ ହେଉଛି। ଆପଣ ବି ଯଦି ଦେଖିବେ ଚକିତ ହୋଇ ରହିଯିବେ।

Dog become writer and wrote book
କୁକୁର ସାଜିଲା ଲେଖକ; ଲେଖିଲା ବହି

କୁହାଯାଏ ପଶୁମାନେ ହେଉଛନ୍ତି ମୂକ ଆଉ ବିଚାରଶୂନ୍ୟ। ସେମାନେ ନା କିଛି କହିପାରନ୍ତି ନା କିଛି ବୁଝିପାରନ୍ତି। ସମାଜ ଠାରୁ ସେମାନେ ବହୁ ଦୂରରେ। କିନ୍ତୁ ମଣିଷର ଏହି ଚିନ୍ତାଧାରାକୁ ଏକ କୁକୁର ଭୁଲ ପ୍ରମାଣିତ କରିଛି। ସେ ଏବେ ଲେଖକ ହୋଇପାରିଛି ଆଉ ଏକ ବହି ମଧ୍ୟ...

10 year old girl has own business
ବୟସ ମାତ୍ର ୧୦, ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ଯେଉଁ ବୟସରେ ଖେଳକୁଦ କରି ପାଠ ପଢିବା କଥା ସେହି ବୟସରେ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା। ବୟସ ମାତ୍ର ୧୦ ହୋଇଥିଲେ ବି ସେ ମାସକୁ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରି ପାରୁଛନ୍ତି। ତେବେ ଆସନ୍ତୁ ଜାଣିବା କିଏ ଏହି ବାଳିକା?

Sadhu Amar Bharati kept hand raised for past 48 years
ଏମିତି ସାଧୁ, ଦୀର୍ଘ ୪୮ ବର୍ଷ ହେବ ଶୂନ୍ୟରେ ରଖିଛନ୍ତି ହାତ

ପୁରାଣ ଶାସ୍ତ୍ର ହେଉ ବା ସିନେମା ହେଉ ଆମେ ବିଭିନ୍ନ ଚମତ୍କାର ବିଷୟରେ ଶୁଣିଛେ ଆଉ ଦେଖିଛେ। ବାସ୍ତବରେ ଏସବୁ ଦେଖିବା କଳ୍ପନା ବାହାରେ ହୋଇଥିଲେ ମଧ୍ୟ ଜଣେ ସାଧୁ ଏହା କରି ଦେଖେଇଛନ୍ତି। ସେ ଦୀର୍ଘ ୪୮ ବର୍ଷ ହେବ ନିଜ ହାତକୁ ଉପରକୁ ଉଠେଇ ରଖିଛନ୍ତି।

KRK claim Ayushmann and Vaanis film Chandigarh Kare Aashiqui is soft porn
ଫିଲ୍ମ 'ଚଣ୍ଡିଗଡ଼ କରେ ଆଶିକୀ'କୁ ସଫ୍ଟ ପର୍ଣ୍ଣ ଫିଲ୍ମ କହିଲେ କେଆର୍‌କେ

ଆୟୁଷ୍ମାନ ଖୁରାନା ଓ ବାଣୀ କପୁରଙ୍କ ଅଭିନୀତ ଫିଲ୍ମ 'ଚଣ୍ଡିଗଡ଼ କରେ ଆଶିକୀ' ମୁକ୍ତିଲାଭ ଅପେକ୍ଷାରେ। କିନ୍ତୁ ଏହାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କେଆର୍‌କେ। ସେ କହିଛନ୍ତି ଯେ ଏହା ହେଉଛି ଏକ ‘ସପ୍ଟ ପର୍ଣ୍ଣ ଫିଲ୍ମ’।

Film Tadap box office collection day 3
ଜବରଦସ୍ତ ରୋଜଗାର କରିଚାଲିଛି ‘ତଡପ୍’

ଅହାନ ଶେଟ୍ଟୀ ଓ ତାରା ସୁତାରିଆଙ୍କ ଅଭିନୀତ ‘ତଡପ୍‌’ ବକ୍ସ ଅଫିସ୍‌ରେ ଧମାଲ କରିଚାଲିଛି। ଆଗଧାଡିର ଅଭିନେତାଙ୍କୁ ଟକ୍କର ଦେଇ ଭଲ ରୋଜଗାର କରିଚାଲିଛି।

Why pilots and co-pilots served different meals in aeroplane
କାହିଁକି ପାଇଲଟ୍ ଓ କୋ-ପାଇଲଟ୍‌ଙ୍କ ଖାଦ୍ୟ ଅଲଗା ହୋଇଥାଏ

ଗୋଟିଏ ବିମାନରେ ଯାତ୍ରା କରନ୍ତି ପାଇଲଟ୍ ଓ କୋ-ପାଇଲଟ୍, କିନ୍ତୁ ଖାଆନ୍ତି ଅଲଗା ଅଲଗା ଖାଦ୍ୟ। ଏହା ପଛରେ ରହିଛି କି କାରଣ। ପଢନ୍ତୁ ଓ ଜାଣନ୍ତୁ…

Boyfriend shocked to meet girlfriend mom
ପ୍ରେମିକାର ମା’ ଦିନେ ଥିଲା ପ୍ରେମିକା, ଏବେ ଶାଶୁଭାବେ ଦେଖି ଆଶ୍ଚର୍ଯ୍ୟ ହେଲେ ଯୁବକ

ପ୍ରେମିକାଙ୍କ ମା’ଙ୍କୁ ଭେଟି ଆଶ୍ଚର୍ଯ୍ୟ ହେଇଗଲେ ଯୁବକ। କାରଣ ୨ ବର୍ଷ ପୂର୍ବରୁ ସେ ତାଙ୍କୁ ଭଲ ପାଉଥିଲେ। ସେବେବେଳେ ଯୁବକ ଜଣକ ୧୯ ବର୍ଷର ଥିବା ବେଳେ ମହିଳା ଜଣକ ୪୦ ବର୍ଷର ଥିଲେ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।