• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Shilpa Shetty new hair cut
ଶିଳ୍ପା ଶେଟ୍ଟୀଙ୍କ ନୂଆ ହେୟାର୍‌ଷ୍ଟାଇଲ୍ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ବଲିଉଡ୍‌ ଗ୍ଲାମରସ୍ ଗାର୍ଲ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାନ୍ତି। ସେ ତାଙ୍କ ଫିଟ୍‌ନେସ୍‌କୁ ନେଇ କିଛି ନା କିଛି ପଟୋ ବା ଭିଡିଓ ଶେୟାର କରନ୍ତି। ଏ ସବୁକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ଖୁବ ପସନ୍ଦ କରନ୍ତି। ସେ ପ୍ରାୟ ସମୟରେ ନିଜର ୱାର୍କଆଉଟ୍...

Three headed snake is something else
ତିନି ମୁଣ୍ଡିଆ ସାପ ନା ଆଉ କିଛି!

ସୋସିଆଲ ମିଡିଆ ହେଉଛି ଏକ ମହାସାଗର, ଆପଣ ଯେତେ ଗଭୀରକୁ ଯିବେ ସେତେ ଅଧିକ ନୂଆ ନୂଆ ଜିନିଷ ଦେଖିବାକୁ ପାଇବେ। ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଫଟୋରେ ଏକ ତିନି ମୁଣ୍ଡିଆ ସାପ ଦେଖିବାକୁ ମିଳେ। ଏହି ସାପକୁ ଦେଖିବା...

Woman slept near the corpse
ଶବ ଠାରୁ ମାତ୍ର ୩ ଫୁଟ ଦୂରରେ ୨ମାସ ଶୋଇଥିଲେ ମହିଳା

ଆମେରିକାରେ କରୋନା ମହାମାରୀ ସମୟରେ ଜଣେ ମହିଳାଙ୍କ ସହ ଯାହା ଘଟିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଯେତେବେଳେ କରୋନା ଆମେରିକାର ଶିଖରରେ ଥିଲା, ଏହି ମହିଳା ଜଣକ ମାତ୍ର ତିନି ଫୁଟ ଦୂରରେ ଏକ ଶବ ନିକଟରେ ଅନେକ ଦିନ ଶୋଇଥିଲେ କିନ୍ତୁ ଏ ବିଷୟରେ ସେ...

India producing cheapest solar power
ଭାରତରେ ପ୍ରସ୍ତୁତ ହେଉଛି ବିଶ୍ୱର ଶସ୍ତା ସୋଲାର ବିଜୁଳି

ଦେଶରେ କିଛି ଦିନ ହେବ କୋଇଲା ସଂକଟ କାରଣରୁ ସମ୍ଭାବିତ ବିଜୁଳି ସଂକଟ ଦେଖାଦେଇଛି। କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଭଲ ଖବର। ଭାରତରେ ହିଁ ପ୍ରସ୍ତୁତ ହେଉଛି ବିଶ୍ୱର ସବୁଠାରୁ ଶସ୍ତା ସୋଲାର ବିଜୁଳି। ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନଜରରେ ରଖି କୋଇଲା ଭଳି...

Why hindus leave Bangladesh
ବାଂଲାଦେଶରେ କାହିଁକି କମୁଛି ହିନ୍ଦୁଙ୍କ ସଂଖ୍ୟା; ୩୦ ବର୍ଷ ପରେ ରହିବେ ନାହିଁ କେହି

ନିକଟରେ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସା କାରଣରୁ ଏହାର ସୁରକ୍ଷା ନେଇ ଉଠିଛି ପ୍ରଶ୍ନ। ଏହି ହିଂସାରେ ୧୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଘର ଛାଡିବାକୁ ପଡିଛି। ଦୁର୍ଗାପୂଜା ଅବସରରେ ଏହି ହିଂସା ତାଜା ହୋଇଛି। କୁହାଯାଉଛି ଯେ କୋରାନକୁ ଅପମାନ...

Sushmita sen does not allow anyone to gift diamonds
ସୁସ୍ମିତା ସେନ୍‌ଙ୍କୁ କେହି ବି ଦେଇପାରିବେ ନାହିଁ ଡାଏମଣ୍ଡ ଗିଫ୍ଟ

ଅଭିନେତ୍ରୀ ସୁସ୍ମିତା ସେନ୍ ନିଜ କାମ ଓ ଚିନ୍ତାକୁ ନେଇ ପ୍ରାୟ ସମୟରେ ପ୍ରଶଂସକଙ୍କୁ ପ୍ରଭାବିତ କରି ଆସୁଛନ୍ତି। କିଛି ଦିନ ପୂର୍ବରୁ ଏହି ଅଭିନେତ୍ରୀ କହିଥିଲେ ଯେ ମହିଳାମାନେ ନିଜେ ନିଜର ଡାଏମଣ୍ଡ କିଣିବା ଉଚିତ। ବର୍ତ୍ତମାନ ନିଜର ଆଉ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ...

Salman Khan fims Antim tops IMDB
ରିଲିଜ୍ ପୂର୍ବରୁ ଆଇଏମ୍‌ଡିବିରେ ଶୀର୍ଷରେ ରହିଲା ସଲମାନଙ୍କ ‘ଅନ୍ତିମ’

ଅନେକ ସିନେ ପ୍ରେମୀ ସଲମାନ ଖାନଙ୍କ ପ୍ରୋଜେକ୍ଟକୁ ଚାହିଁ ବସିଥାନ୍ତି। ପରଦାକୁ ସଲମାନଙ୍କ ଫିଲ୍ମ ଆସିବା ମାତ୍ରେ ସେମାନେ ଖୁସିରେ ଆତ୍ମହରା ହୋଇପଡନ୍ତି। ଆଗକୁ ଆସୁଛି ସଲମାନ ଖାନ ଓ ଆୟୁଷ ଶର୍ମାଙ୍କ ଫିଲ୍ମ ‘ଅନ୍ତିମ : ଦ ଫାଇନାଲ ଟ୍ରୁଥ୍’। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ...

Vicky Kaushal on roka rumour with Katrina Kaif
ଭିକୀ କୌଶଲଙ୍କ କଟ୍ରୀନା କୈଫ୍‌ ସହ ନିର୍ବନ୍ଧକୁ ନେଇ କ’ଣ କହିଲେ ଅଭିନେତା

ବଲିଉଡ ଅଭିନେତା ଭିକୀ କୌଶଲଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସରଦାର ଉଦ୍ଧମ’ ରିଲିଜ୍ ହୋଇସାରିଛି। ଦର୍ଶକେ ଏହାକୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି। ଭିକୀଙ୍କ ବ୍ୟତୀତ ଏହି ଫିଲ୍ମରେ ବନିତା ସନ୍ଧୁ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଆଜିକାଲି ନିଜ ଫିଲ୍ମ ‘ସରଦାର ଉଦ୍ଧମ’ର ସଫଳତାକୁ ଓ ପ୍ରଶଂସାକୁ...

Ordered iphone 12 on flipkart but got Nirma Soap
ଫ୍ଲିପ୍‌କାର୍ଟରେ ଅର୍ଡରକଲେ ଆଇଫୋନ୍; ଆସିଲା ନିର୍ମା ସାବୁନ୍

ଆଜିକାଲି ଅନ୍‌ଲାଇନ୍ ମାର୍କେଟିଂ ଟ୍ରେଣ୍ଡ୍ ହୋଇଛି। ଫ୍ଲିପ୍‌କାର୍ଟରେ ଚାଲିଛି ମେଗା ସେଲ୍। ନିକଟରେ ଏହି ବିକ୍ରିରେ ଅନେକ ଉତ୍ପାଦ ଉପରେ ରିହାତି ଦିଆଯାଉଥିଲା। ଏହି ସେଲ୍‌ରେ, ଆଇଫୋନ୍ ୧୨ ମଧ୍ୟ ବହୁତ କମ୍ ଦାମ୍‌ରେ ବିକ୍ରି ହେଉଥିଲା। ଏନେଇ ଅନେକ ଗ୍ରାହକ ଆଇଫୋନ୍ ୧୨ ଅର୍ଡର କରିଥିଲେ କିନ୍ତୁ...

ମୁଣ୍ଡ ଉପରେ ୭୩୫ ଅଣ୍ଡା; କରିଲେ ୱାର୍ଲ୍ଡ ରେକର୍ଡ
ମୁଣ୍ଡ ଉପରେ ୭୩୫ ଅଣ୍ଡା; କରିଲେ ୱାର୍ଲ୍ଡ ରେକର୍ଡ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ୨ କି ୩ ନୁହେଁ, ତାଙ୍କ ଟୋପି ଉପରେ ସେ ୭୩୫ ଟି ଅଣ୍ଡା ରଖି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଗିନିଜ୍‌ ୱାର୍ଲ୍ଡ ରେକର୍ଡ ଏହାର ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛି ଯାହା...

Doctors had to cut the private part of the young man
ନିଶା ନେଇଗଲା ପ୍ରାଇଭେଟ୍ ପାର୍ଟ

ମହଙ୍ଗା ପଡିଲା ମଦ୍ୟପାନ କରି ଗାଡି ଚଳେଇବା। ଏନେଇ ଜଣେ ଯୁବକଙ୍କୁ ହରେଇବାକୁ ହେଲା ତାଙ୍କ ପ୍ରାଇଭେଟ୍ ପାର୍ଟ। ମଦ୍ୟପାନ କରି ଏହି କାର୍‌ ଡ୍ରାଇଭିଂ କାରଣରୁ ଦୁର୍ଘଟଣା ଘଟିଥିଲା। ଏହି କାରଣରୁ ଯୁବକ ଜଣକ ବେହୋସ ହୋଇଯାଇଥିଲେ। ଶେଷକୁ କଥା ଏମିତି ହେଲା ଯେ ଡାକ୍ତରଙ୍କୁ ତାଙ୍କ...

Rich woman have paid boyfriend
ବଜାରରେ ମିଳୁଛି ବୟଫ୍ରେଣ୍ଡ୍; ଦରମା ଦେଲେ ସବୁ କରୁଛନ୍ତି

ଜଣେ ୪୪ ବର୍ଷୀୟ ମହିଳା ମାସକୁ ଦରମା ଦେଇ ରଖିଛନ୍ତି ବୟଫ୍ରେଣ୍ଡ୍। ମହିଳାଙ୍କ ଠାରୁ ତାଙ୍କ ବୟଫ୍ରେଣ୍ଡ ୧୫ ବର୍ଷ ସାନ। ତାଙ୍କ ସମ୍ପର୍କକୁ ନେଇ ମହିଳା ଜଣକ ସୋସିଆଲ୍ ମିଡିଆରେ ଅନେକ କିଛି କହିଛନ୍ତି।

Amazon festival offer on gaming laptop
ଲାପ୍‌ଟପ୍‌ରେ ମେଗା ଅଫର୍‌; ରହିଛି ହାଇ ପ୍ରୋସେସର୍

ଆମାଜନରେ ମହା ପାର୍ବଣ ବିକ୍ରି ଚାଲିଛି। ବର୍ତ୍ତମାନ ସମୟରେ ଆପଣ ଗେମିଂ ଲାପ୍‌ଟପ୍ ଭଳି କିଛି ଦାମୀ ଇଲେକ୍ଟ୍ରୋନିକ୍ ଡିଭାସ୍‌କୁ ବହୁ ଶସ୍ତାରେ କିଣିପାରିବେ। ତେବେ ସେହି ଗେମିଂ ଲାପ୍‌ଟପ୍ ବିଷୟରେ ଯେଉଁଠିରେ ମିଳୁଛି ବମ୍ଫର ରିହାତି। ଏବେ ଗେମିଂ ଲାପ୍‌ଟପ୍‌ ଉପରେ ଟପ୍ ଡିଲ୍ସ ଚାଲିଥିବା ବେଳେ...

Prabhas hikes his fees to 150 crore
ପ୍ରଭାସ ବଢେଇଲେ ଫିସ୍ : ଗୋଟେ ଫିଲ୍ମ ପାଇଁ ୧୫୦କୋଟି

ବଲିଉଡ୍ ତଥା ଟଲିଉଡ୍ ଅଭିନେତା ପ୍ରଭାସଙ୍କୁ ‘ବାହୁବଳୀ’ ପରେ ଜବରଦସ୍ତ ଫେମ୍ ମିଳିଛି। ଖାଲି ଭାରତ ନୁହେଁ ବିଦେଶରେ ବି ପ୍ରଭାସଙ୍କ ଅନେକ ଫ୍ୟାନ୍‌-ଫଲୋର୍ସ ଅଛନ୍ତି। ପ୍ରଭାସଙ୍କୁ ପାନ୍ ଇଣ୍ଡିଆ ଷ୍ଟାର୍ କୁହାଯାଏ। ତାଙ୍କ ହାତରେ ଅନେକ ଫିଲ୍ମ ମଧ୍ୟ ରହିଛି। ନିର୍ମାତାମାନଙ୍କ ପାଖରେ ତାଙ୍କ ଡିମାଣ୍ଡ୍‌ ମଧ୍ୟ...

Urvashi Rautela 40lakh gown
ଉର୍ବଶୀ ରୌତେଲାଙ୍କ ଡ୍ରେସ୍‌ର ଦାମ୍ ୪୦ ଲ‍କ୍ଷ

ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଫେସନ ଲୁକ୍ ସବୁବେଳେ ଚର୍ଚ୍ଚାରେ ଥାଏ। ଏହି ଅଭିନେତ୍ରୀ ଦର୍ଶକଙ୍କ ଧ୍ୟାନ ଭଙ୍ଗ କରିବା ଓ ନିଜ ଚେହେରା ଦ୍ୱାରା ସେମାନଙ୍କୁ ପାଗଳ କରିବାରେ କେବେ ବି ବିଫଳ ହୋଇ ନାହାନ୍ତି। ତାଙ୍କୁ ସବୁ ପ୍ରକାରର ଲୁକ୍ ମାନିଥାଏ। ତାହା କାଜୁଆଲ୍ ହେଉ...

Release Anatara Chakraborty Rabidra Sangeeta Solo album
ମୁକ୍ତିଲାଭ କଲା ଅନ୍ତରା ଚକ୍ରବର୍ତ୍ତୀଙ୍କ ରବୀନ୍ଦ୍ର ସଂଗୀତ ଆଲ୍‌ବମ୍‌

ଓଡିଶାର ଆଗଧାଡିର ଗାୟିକା ଅନ୍ତରା ଚକ୍ରବର୍ତ୍ତୀ କେବଳ ଓଡିଶା ନୁହେଁ, ନିଜ ପ୍ରତିଭାକୁ ସେ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠା କରିପାରିଛନ୍ତି। ସେ ଓଡିଆ ସମେତ ହିନ୍ଦୀ ଓ ବଙ୍ଗଳା ଗୀତରେ ମଧ୍ୟ ନିଜ ସୁମଧୁର କଣ୍ଠଦାନ କରି ଶ୍ରୋତାମାନଙ୍କର ଅତି ପ୍ରିୟ ହୋଇପାରିଛନ୍ତି। ନିକଟରେ ଦୁର୍ଗାପୂଜା ଅବସରରେ ଅନ୍ତରାଙ୍କର...

Coal shortage in India power crisis
ଦେଶରେ କୋଇଲା ସଙ୍କଟ; ଅଛିକି ଭାରତ ପାଖେ ବିକଳ୍ପ?

ଦେଶର ସମ୍ଭାବ୍ୟ ଶକ୍ତି ସଙ୍କଟ ଯୋଗୁଁ କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ଉପରେ ବିତର୍କ ଚାଲିଛି। ପ୍ରଶ୍ନ ଉଠିଛି ଯେ ଯଦି କୋଇଲା ଯୋଗାଣର ଏହି ଅବସ୍ଥା ଳାଗି ରହେ, ତେବେ ଏହାକୁ ଦୂରକରିବା ପାଇଁ ଭାରତ ସାମ୍ନାରେ କୌଣସି ଉପାୟ ଅଛି କି? କିନ୍ତୁ ଆଜି...

Korean web series squid game
ଲୋକପ୍ରିୟ ହେଉଛି ଜୀବନ ନିଆ ଖେଳ ସ୍କ୍ୱୁଇଡ୍ ଗେମ୍

ସାଉଥ୍ କୋରିଆର ନେଟ୍‌ପ୍ଲିକ୍ସ ଓରିଜିନାଲ୍ ଡ୍ରାମା ସ୍କ୍ୱୁଇଡ୍ ଗେମ୍ (Squid Game) ଗ୍ଲୋବାଲ୍ ହିଟ୍ ହୋଇସାରିଛି। ସେପ୍ଟେମ୍ବର ୧୭ରେ ରିଲିଜ୍ ହୋଇଥିବା ଏହି ୱେବ୍ ସିରିଜ୍ ଦୁଇ ସପ୍ତାହ ଭିତରେ ଦୁନିଆର ସବୁଠାରୁ ଅଧିକ ଦେଖାଯାଇଥିବା ନେଟ୍‌ପ୍ଲିକ୍ସ ଶୋ’ ହୋଇଯାଇଛି। ତେବେ ଏହି ଖେଳରେ ଏମିତି କ’ଣ ରହିଛି...

Old woman singing with harminium
ସାମ୍ନାକୁ ଆସିଲେ ଆଉ ଜଣେ ରାନୁ ମଣ୍ଡଳ ; ଦେଖନ୍ତୁ କେତେ ସୁନ୍ଦର ଗାଉଛନ୍ତି ବୁଢୀମା

ବର୍ତ୍ତମାନ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ଜଣେ ବୟସର ଅପରାହ୍ଣରେ ପହଞ୍ଚିଥିବା ବୁଢୀମା ରାସ୍ତା ମଝିରେ ବସି ନିଜେ ହାରମୋନିୟମ ବଜେଇ ଗୀତ ଗାଉଥିବା ଦେଖାଯାଏ। ତେବେ ଏହି ବୁଢୀମା ଯେଉଁଭଳି ଭାବେ ହାରମୋନିୟମ ବଜଉଛନ୍ତି ଓ...

Nawazuddin Siddiqui says industry has more racism problem than nepotism
ବଂଶବାଦ ଅପେକ୍ଷା ବଲିଉଡ୍‌ରେ ବର୍ଣ୍ଣବୈଷମ ବେଶି ରହିଛି : ସିଦ୍ଦୀକୀ

ନବାଜୁଦ୍ଦୀନ୍ ସିଦ୍ଦୀକୀ କହିଛନ୍ତି ଯେ ଆମ ସିନେମା ଶିଳ୍ପରେ ବହୁତ ଭେଦଭାବ ରହିଛି। ଫିଲ୍ମରେ ଇନ୍ଦିରା ତିୱାରୀ ମୁଖ୍ୟ ଭୂମିକାରେ ଥିଲେ। ତାଙ୍କ ସହିତ କାମ କରି ମୁଁ ବହୁତ ଖୁସି। ଯଦି ବି ଆଗକୁ କିଛି ତାଙ୍କ ସହିତ କାମ କରିବାର ସୁଯୋଗ ମିଳେ ତେବେ ମୁଁ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।