• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Disha Patani disclose she was not want to be an actress
ଲାଜକୁଳୀ ଥିଲେ ଦିଶା ପାଟନୀ; ଲକ୍ଷ୍ୟ ଥିଲା ପାଇଲଟ୍

ବଲିଉଡର ଜଣେ ସଫଳ ନାୟିକା ଭାବେ ଦିଶା ପାଟନୀଙ୍କ ନାମ ଆସେ। ସେ ପିଲାବେଳେ ଖୁବ୍ ଲାଜକୁଳୀ ଥିବା ବେଳେ କେବେ ବି ଚାହୁଁ ନଥିଲେ ହିରୋଇନ୍ ହେବାକୁ। ସେ ଚାହୁଁଥିଲେ ଜଣେ ପାଇଲଟ୍ ହେବେ ଆଉ ଉଡାଜାହାଜ ଚଲେଇବେ। କିନ୍ତୁ ଏମିତି କ’ଣ ହେଲା ଯେ ସେ...

Social boycott of Atrangi Re trends on twitter
ଅକ୍ଷୟ କୁମାରଙ୍କ ଫିଲ୍ମ 'ଅତରଙ୍ଗି ରେ'କୁ ବିରୋଧ କାହିଁକି?

ନିକଟରେ ରିଲିଜ୍ ହୋଇଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ଅତରଙ୍ଗି ରେ'କୁ ଜୋରଦାର ବିରୋଧ କରାଯାଉଛି। କୁହାଯାଉଛି ଯେ ଏହି ଫିଲ୍ମରେ ହିନ୍ଦୁ ଧର୍ମକୁ ଟାର୍ଗେଟ୍ କରାଯାଉଛି ଆଉ ଅପମାନ କରାଯାଉଛି। କାହିଁକି ଜାଣନ୍ତୁ…

Sahdev Dirdo health update
ଚେତା ଫେରିପାଇଲେ 'ବଚପନ୍‌ କା ପ୍ୟାର୍‌' ଫେମ୍ ସହଦେବ ଡିର୍ଡୋ

'ବଚପନ୍‌ କା ପ୍ୟାର୍‌' ଗୀତର ଗାୟକ ସହଦେବ ଡିର୍ଡୋଙ୍କ ହୋସ୍ ଫେରିଆସିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଛି। ମଙ୍ଗଳବାର ଏକ ସଡକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

Precious fruit is more expensive than diamond
ହୀରା ଠାରୁ ବି ଅଧିକ ମୂଲ୍ୟବାନ ଏହି ଫଳ

ଦୁନିଆରେ ରହିଛି ଏମିତି ଫଳ ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା। ତେବେ ଏହି ଫଳରେ ଏମିତି କ’ଣ ଅଛି, ଏହା କେଉଁଠି ହୁଏ, ଏହାର ମୂଲ୍ୟ କେତେ ଆସନ୍ତୁ ସେ ବିଷୟରେ ଜାଣିନେବା।

Woman gets 1.5 lakh rupees only for messaging
ମେସେଜ୍‌ରେ ପ୍ରେମାଳାପ ପାଇଁ ଯୁବତୀ ନିଅନ୍ତି ଦେଢ ଲକ୍ଷ ଟଙ୍କା

ପ୍ରେମର ଉଠାନ୍ତି ଢେର ଫାଇଦା। କେବଳ ମେସେଜ୍‌ରେ କରନ୍ତି ରୋମାଣ୍ଟିକ୍ କଥା ଆଉ ବ୍ୟକ୍ତିଙ୍କ ଠାରୁ ମାସକୁ ପାଆନ୍ତି ଦେଢ ଲକ୍ଷ ଟଙ୍କା। ଉଠାନ୍ତି ନିଜର ଘର ଖର୍ଚ୍ଚ।

Why is code written on LPG gas cylinder
କାହିଁକି ଥାଏ ରୋଷେଇ ଗ୍ୟାସ୍ ସିଲିଣ୍ଡରରେ ଏକ ସାଂକେତିକ ନମ୍ବର

ଆଜିକାଲି ପ୍ରାୟ ସମସ୍ତେ ନିଜ ଘରେ ରୋଷେଇ ଗ୍ୟାସ୍ ବ୍ୟବହାର କରୁଛନ୍ତି। ଏହିସବୁ ସିଲିଣ୍ଡରରେ ଏକ ସଂକେତ ଲେଖାଯାଇଥାଏ, ଏହା ପ୍ରାୟ ଦେଖିଥିବେ। ଏହା ବିଷୟରେ ଜାଣିଥିଲେ ଆପଣଙ୍କ ଜୀବନ ସୁରକ୍ଷିତ ହୋଇପାରିବ।

Mercedes Maybach s650 car included in PM Modi’s convoy
ଏବେ ମୋଦିଙ୍କୁ ସୁରକ୍ଷା ଦେବ ଏହି ଶକ୍ତିଶାଳୀ କାର୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହାଇଦ୍ରାବାଦ ହାଉସ୍‌ରେ ଏହି କାର୍‌ ପ୍ରଥମେ ଦେଖାଯାଇଥିଲା। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ମାବାକ୍ S650 ପ୍ରଥମେ ଦେଖାଯାଇଥିଲା। ଏହା ପୂର୍ବର ରେଞ୍ଜ ରୋଭର୍‌ ଭୋଗ୍‌ ଏବଂ ଟୋୟୋଟା ଲ୍ୟାଣ୍ଡ୍‌ କ୍ରୁଜରର...

OPTCL recruitment, apply for 250 apprentice posts
ସୁବର୍ଣ୍ଣ ସୁଯୋଗ : OPTCL ରେ ନିଯୁକ୍ତି; ୨୫୦ ପଦବୀ ଖାଲି

OPTCL ରେ ନିଯୁକ୍ତି ସୁଯୋଗ। ଖାଲି ପଡିଛି ୨୫୦ ପଦବୀ । ତୁରନ୍ତ କରନ୍ତୁ ଆବେଦନ

Rajesh Khanna’s biopic on silver screen
ରାଜେଶ ଖାନ୍ନାଙ୍କ ରୋମାଣ୍ଟିକ୍ ଜୀବନୀକୁ ନେଇ ତିଆରି ହେବ କି ବାୟୋପିକ୍ !

୮୦ ଦଶକରେ ବଲିଉଡ୍‌କୁ ନିଜ ହାତମୁଠାରେ ରଖିଥିଲେ ରାଜେଶ ଖାନ୍ନା। ତାଙ୍କୁ ନେଇ ଦର୍ଶକ ମହଲରେ ଏତେ ପାଗଳପଣ ଖେଳିଯାଇଥିଲା ଯେ ତାଙ୍କ ମହିଳା ପ୍ରଶଂସକମାନେ ତାଙ୍କୁ ରକ୍ତରେ ଚିଠି ଲେଖୁଥିଲେ। ଏହିସବୁ କାହାଣୀକୁ ନେଇ ହେବାକୁ ଯାଉଛି ଏହି ମହାନ କଳାକାରଙ୍କ ବାୟୋପିକ୍।

Amitabh Bachchan share post regarding his writing
ଅମିତାଭଙ୍କ ରକ୍ତରେ ରହିଛି ଶବ୍ଦର ଯାଦୁଗରୀ କଳା, ଲେଖନ୍ତି ରାତିରେ

ସୋସିଆଲ୍ ମିଡିଆର ସବୁ ପ୍ଳାଟ୍‌ଫର୍ମରେ ବିଗ୍ ବି ସବୁବେଳେ ତାଙ୍କ ପ୍ରଶଂସକଙ୍କ ସହିତ ଜଡିତ ରୁହନ୍ତି। ସେ ତ ଅନେକ ବର୍ଷ ହେଲା ବ୍ଲଗ୍‌ରେ ତାଙ୍କର ଚିନ୍ତାଧାରା, ଚଳଚ୍ଚିତ୍ର ଏବଂ ପରିବାର ବିଷୟରେ ଲେଖିଆସୁଛନ୍ତି। ତେବେ ବର୍ତ୍ତମାନ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ଲେଖାଲେଖିର ଅଭ୍ୟାସକୁ ନେଇ ଏକ...

What happened when rain comes in winters
ଶୀତ ଦିନେ ବର୍ଷା; ଏମିତି ହେଉଛି କାହିଁକି ?

ସାରାଦେଶ ଶୀତରେ ଥରୁଥିବା ବେଳେ ବର୍ଷାର ଆଗମନ ଲୋକଙ୍କୁ ଚିନ୍ତାରେ ପକେଇଛି। ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ବାରମ୍ବାର ଚେତାବନୀ ଦେଇଛନ୍ତି ଯେ, ଚଳିତ ବର୍ଷ ଥଣ୍ଡା ଅଧିକ ହେବ।

A small boy proved smarter than Einstein
ଆଇନଷ୍ଟାଇନଙ୍କୁ ଟପିଗଲେ ୧୨ ବର୍ଷର ବାଳକ

IQ ସ୍କୋରରେ ଆଇନଷ୍ଟାଇନଙ୍କୁ ପଛରେ ପକେଇଦେଲେ ୧୨ ବର୍ଷର ବାଳକ। ଆଇନଷ୍ଟାଇନଙ୍କ IQ ସ୍ତର ୧୬୦ ଥିବାବେଳେ ଏହି ପିଲାର IQ ସ୍ତର ଏହାଠାରୁ ୨ ପଏଣ୍ଟ ଅଧିକ ରହିଛି।

Toddler playing with 10 feet long python
୧୦ ଫୁଟ ଅଜଗର ସହ ନିର୍ଭୟରେ ଖେଳୁଛି ୨ ବର୍ଷର ଶିଶୁ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଛାତିଥରା ଭିଡିଓ। ଏହି ଭିଡିଓରେ ଏକ ଛୋଟ ପିଲା ବିରାଟକାୟ ଅଜଗର ସହିତ ବେପରୁଆ ଭାବରେ ଖେଳୁଛି। ଆପଣ ଏହି ଭିଡିଓ ଦେଖିଲେ ଆଖି ବୁଜି ପକେଇବେ। କିନ୍ତୁ ପିଲାଟିର ଏଥି ପ୍ରତି ଟିକେ ବି ଭୟ ନାହିଁ।

A baby stone about 2 kg was found in stomach
ଗର୍ଭରୁ ବାହାରିଲା ୩୫ ବର୍ଷର ‘ବେବି ଷ୍ଟୋନ୍’

ଜଣେ ବୃଦ୍ଧାଙ୍କ ପେଟରେ ବହୁ ବର୍ଷ ଧରି ଏକ ଭୃଣ ଥିଲା। ଧୀରେ ଧୀରେ ଭୃଣ ପଥରରେ ପରିଣତ ହୋଇଥିଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ମହିଳା ଜଣକ ଏ ବିଷୟରେ କିଛି ବି ଜାଣିପାରି ନ ଥିଲେ।

Predictions- New Year 2022 global warming to new virus, Alien attack
ଭବିଷ୍ୟବାଣୀ : ଆସିବ କରୋନା ଠାରୁ ଭୟଙ୍କର ଭୂତାଣୁ !

୨୦୨୨ର ବିପଜ୍ଜନକ ଭବିଷ୍ୟବାଣୀ। କରୋନା ଠାରୁ ବି ଭୟଙ୍କର ଭୂତାଣୁ ଆସିବ। ଏଲିୟନମାନେ ପୃଥିବୀ ଉପରେ ଆକ୍ରମଣ କରିବେ। ଭାରତରେ ଅନାହାର ଦେଖାଦେବ ଯାହା ପଙ୍ଗପାଳଙ୍କ ଆକ୍ରମଣରୁ ଉତ୍ପନ୍ନ ହେବ।

Saregama to replace Madhuban song
ବଦଳିବ 'ମଧୁବନ'ର ଲିରିକ୍ସ; ୩ ଦିନରେ ଆସିବ ନୂଆ ଗୀତ

ବିବାଦରେ 'ମଧୁବନ'ର ଲିରିକ୍ସ। ବିବାଦ ପରେ କମ୍ପାନୀ ଏହାର ଲିରିକ୍ସ ଓ ଗୀତକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ତିନି ଦିନ ଭିତରେ ନୂଆ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସିବ ଗୀତ।

Salman Khan’s first girlfriend Shaheen Jaffery
ଜାଣନ୍ତୁ କିଏ ଥିଲେ ସଲମାନ ଖାନଙ୍କ ପ୍ରଥମ ପ୍ରେମିକା

ଆଜିଯାଏ ବାଡୁଅ ଥିବା ସଲମାନ ଖାନଙ୍କ ପ୍ରେମିକାର ଅଭାବ ନାହିଁ। ୧୯ ବର୍ଷରୁ ହିଁ ଆରମ୍ଭ ହୋଇଥିଲା ତାଙ୍କ ପ୍ରେମ ଅଭିଯାନ। ସଂପର୍କ ବାହାଘର କାର୍ଡ ଛପା ପର୍ଯ୍ୟନ୍ତ ପହଞ୍ଚିଥିଲେ ବି ହୋଇପାରିନି ବାହାଘର।

Girl only had bread and cheese spread for 16 years
୧୬ ବର୍ଷରେ ପ୍ରଥମ ଥର ପାଇଁ ମହିଳା ଖାଇଲେ ପୂର୍ଣ୍ଣ ଖାଦ୍ୟ

ପିଲାଟି ଦିନରୁ ଖାଦ୍ୟ ପ୍ରତି ଥିଲା ଭୟ। କେବଳ ରୁଟି ଆଉ ପନିର ସାଣ୍ଡୱିଚ୍ ଖାଇ ବଞ୍ଚୁଥିଲେ। ପ୍ରଥମ ଥର ପାଇଁ ୧୬ ବର୍ଷରେ ବାଳିକା ଖାଇଲେ ସଂପୂର୍ଣ୍ଣ ଖାଦ୍ୟ।

Woman started working as cleaner left 40 lak rupees salary
୪୦ ଲକ୍ଷର ଚାକିରୀ ଛାଡି କାମବାଲୀ ହେଲେ ମହିଳା

୨୦୦୧ରେ ଏକ ବ୍ୟାଙ୍କ୍‌ରେ ଗ୍ରାହକ ସେବା ପ୍ରତିନିଧୀ ଭାବରେ ଚାକିରୀ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କର ବାର୍ଷିକ ଦରମା ୧୫ ଲକ୍ଷ ଟଙ୍କା ଥିଲା। ୨୦୧୭ ପଦୋନ୍ନତି ହୋଇଥିଲା ଏବଂ ତାଙ୍କ ବାର୍ଷିକ ଦରମା ୪୦ଲକ୍ଷ ଟଙ୍କା ହୋଇଯାଇଥିଲା। ପରେ ସେ ଏହାକୁ ଛାଡି କାମବାଲୀ ହୋଇଥିଲେ। ଜାଣନ୍ତୁ...

61 year old woman become bride first time, married 70 year old man
୬୧ ବର୍ଷରେ କନ୍ୟା ସାଜିଲେ ମହିଳା, ୭୦ ବର୍ଷ ବ୍ୟକ୍ତିଙ୍କୁ ବିବାହ କଲେ

୬୧ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମହିଳା। ସେ ୭୦ ବର୍ଷର ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଏହି ବିବାହରେ ବହୁତ ଖୁସି ଅଛନ୍ତି ମହିଳାଙ୍କ ବାପା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।