ଅକ୍ଷୟ ତୃତୀୟା ଦିନ ସୁନା, ରୂପା କିମ୍ବା ଅନ୍ୟ କୌଣସି ଧାତୁ ସାମଗ୍ରୀ କିଣିବାର ପରମ୍ପରା ଅଛି। ଏହା ପଛରେ ଏକ ବିଶ୍ୱାସ ଅଛି ଯେ ଏସବୁ କିଣିବା ଏବଂ ଘରକୁ ଆଣିବା ଦ୍ୱାରା ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି।
ବର୍ତ୍ତମାନ ଦେଶରେ ଅନେକ ମହିଳା ବିଚାରପତି ଅଛନ୍ତି ଯେଉଁମାନେ ହାଇକୋର୍ଟରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଯେଉଁ ମହିଳା ପ୍ରଥମ ଥର ପାଇଁ ଦେଶର କୌଣସି ହାଇକୋର୍ଟର ବିଚାରପତି ଭାବରେ ସ୍ଥାନ ପାଇ ଏହି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଏ ଦିଗରେ ବାଟ ଫିଟେଇଦେଇଛନ୍ତି ଆସନ୍ତୁ ତାଙ୍କ ବିଷୟରେ ଜାଣିବା।
ବସିବା ଜୀବନଶୈଳୀ ହେତୁ ଲୋକଙ୍କ ଅଣ୍ଟା, ପିଠି ଯନ୍ତ୍ରଣାରୁ ନେଇ ସର୍ଭାଇକଲ୍ ଏବଂ ଫ୍ରୋଜେନ୍ ସୋଲ୍ଡର ଭଳି ସମସ୍ୟା ଦେଖାଯାଉଛି। ଯେଉଁମାନେ ଏଭଳି ସମସ୍ୟାରେ ପିଡିତ ସେମାନଙ୍କ ଏକମାତ୍ର ସମାଧାନର ବାଟ ହେଉଛି ଯୋଗ। ତେବେ ଆସନ୍ତୁ ଜାଣିନେବା ଏହି ସମସ୍ୟାରୁ ମୁକ୍ତି ପାଇଁ କେଉଁ ସବୁ ଯୋଗାସନ...
ଶାସ୍ତ୍ର ଅନୁସାରେ, ସତ୍ୟ ଏବଂ ତ୍ରେତୟା ଯୁଗର ଆରମ୍ଭ ଅକ୍ଷୟ ତୃତୀୟାରୁ ହୋଇଥିଲା। ମା’ ମାତଙ୍ଗୀ ଦେବୀ ଏବଂ ଭଗବାନ ପର୍ଶୁରାମଙ୍କ ଅବତରଣ ମଧ୍ୟ ଅକ୍ଷୟ ତୃତୀୟାରେ ହୋଇଥିଲା ବୋଲି କେତେକ କୁହନ୍ତି।
ଭାରତୀୟ କ୍ରିକେଟର ମିତାଲି ରାଜଙ୍କ କ୍ୟାରିୟର କଥା କହିବ 'ସାବାସ୍ ମିଟ୍ଠୁ' । ବଡ ପରଦାରେ ସମସ୍ତଙ୍କୁ କୁହାଯିବ ଯେ ସେ କିପରି ଏକ ଆନ୍ତର୍ଜାତୀୟ ଖେଳାଳି ଭାବରେ ନିଜ କ୍ୟାରିୟରରେ ସଫଳତାର ଶିଖରରେ ପହଞ୍ଚିଛନ୍ତି।
୧୦ମ୍ ପାସ୍ କରିଥିବା ଯୁବକଙ୍କ ପାଇଁ ଭାରତୀୟ ନୌସେନାରେ ସରକାରୀ ଚାକିରି। ଫାର୍ମାସିଷ୍ଟ, ଫାୟାର୍ମ୍ୟାନ୍ ଏବଂ ପେଷ୍ଟ୍ କଣ୍ଟ୍ରୋଲର କର୍ମୀଙ୍କ ପାଇଁ ପଦବୀ ବାହାରିଛି। ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ୍ ୨୬ ପର୍ଯ୍ୟନ୍ତ ରହିଛି। ନୌସେନାରେ ନିଯୁକ୍ତି ପାଇଁ ଆବେଦନ ଅଫ୍ଲାଇନ୍ରେ କରାଯିବ।
ବଲିଉଡ୍ରେ ଏମିତି କିଛି ତାରକା ଅଛନ୍ତି ଯେଉଁମାନେ ଇଣ୍ଡଷ୍ଟ୍ରିରେ କ୍ୟାରିୟର ତିଆରି କରିବା ପାଇଁ ସେମାନଙ୍କୁ ପରିବାର ବିରୋଧରେ ଯିବାକୁ ପଡିଥିଲା। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ତାରକାମାନେ ପରିବାର ବିରୋଧରେ ଯାଇ ଆଜି ବଲିଉଡ୍ରେ ସେମାନଙ୍କ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି।
୪୪ ବିଲିୟନ ଡଲାରରେ ଟ୍ୱିଟର କିଣିଲେ ଏଲନ ମସ୍କ। ଏହି ଟଙ୍କାରେ ଶ୍ରୀଲଙ୍କା ଋଣମୁକ୍ତ ହୋଇପାରେ। ଦୁଇ ବର୍ଷ ପାଇଁ ଭାରତରେ ୮୦ କୋଟି ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଇପାରେ। AIIMS ପରି ୧୫୦ଟି ଡାକ୍ତରଖାନା ନିର୍ମାଣ ହୋଇପାରେ।
ଆମେରିକାର ଏକ ଯୋଜନାର ଖୁଲାସା ହୋଇଛି। ଏହି ଖୁଲାସା ପରେ ସାରାଦୁନିଆରେ ଉତ୍ତେଜନା ଦେଖାଦେଇଛି। ଏକ ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ ଚନ୍ଦ୍ରରେ ପରମାଣୁ ବମ ବିସ୍ଫୋରଣ ପାଇଁ ଆମେରିକା ଯୋଜନା ଉପରେ ବିଚାର କରୁଛି।
ସଠିକ୍ ଉପାୟରେ ସୂର୍ଯ୍ୟ ନମସ୍କାର ଅଭ୍ୟାସ କରିବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ। ଏହାର ଭୁଲ ଅନେକ କୁପ୍ରଭାବ ମଧ୍ୟ ଆଣିପାରେ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ନମସ୍କାର ଅଭ୍ୟାସ କରିବାବେଳେ କେଉଁ ତ୍ରୁଟିରୁ ଦୂରେଇ ରହିବା ଉଚିତ।
ଆଜି ସକଳ କ୍ଷେତ୍ରରେ ସମୟ ସହ ତାଳଦେଇ ଆଗକୁ ବଢୁଛି ନାରୀ। ଅସମ୍ଭବ କାମକୁ ସମ୍ଭବ କରିଦେଖାଉଛି। ସେଥିପାଇଁ ତ ସେ ଅନନ୍ୟା। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ସେମିତି ଜଣେ ନାରୀ ହେଲେ ସୁଚିସ୍ମିତା ନନ୍ଦ। ଆସନ୍ତୁ ଜାଣିବା ତାଙ୍କ ପିଲାଦିନର...
ପଦଯାତ୍ରାକୁ ପ୍ରଶାସନର ବାରଣ ସତ୍ତ୍ୱେ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ତେବେ ତାଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ଼।
ରାଜରାସ୍ତାକୁ ଆସିଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତ। କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଗୁରୁ ମାୟାଧର ପ୍ରଦାନଙ୍କ ଘରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଫଳରେ ୯୧ ବର୍ଷୀୟ ଓଡ଼ିଶୀ ନୃତ୍ୟ ଗୁରୁ ଏବେ ନିରାଶ୍ରୟ ପାଲଟିଛନ୍ତି।...
ଓଡିଆ ଯୁବକଙ୍କୁ ସୁରଟରେ ହତ୍ୟା। ଡଷ୍ଟ୍ବିନ୍ରେ ଲୁଚାଯାଇଥିଲା ଶବ। ବୁଟ୍ର ରକ୍ତ ଦାଗରୁ ହତ୍ୟାକାରୀଙ୍କୁ ଧରିଲା ପୋଲିସ୍।
ଦୀପିକା ପାଦୁକୋନଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର। ସେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ର ମୁଖ୍ୟ ଜୁରୀର ଏକ ଅଂଶ ହେବେ। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ରେ ଏହି ସୂଚନା ଦେଇଛନ୍ତି।
ବୟସ ମାତ୍ର ୧୧, କିନ୍ତୁ ସଫଳତା ବହୁର ବଡ। ଓଭିୟା ନାମକ ଏହି ଝିଅଟି ଅଳ୍ପ ବୟସରେ ହାସଲ କରିଥିବା ଉପଲବ୍ଧି ପ୍ରତ୍ୟେକ ଝିଅ ଓ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଯାଇଛନ୍ତି।
ଭ୍ରାମରୀ ପ୍ରାଣାୟାମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ। ଶ୍ୱାସକୁ ସ୍ଥିର ରଖିବାବେଳେ ମନକୁ ଶାନ୍ତ ରଖିବାରେ ଏହି ପ୍ରାଣାୟାମ ବହୁତ ଉପକାରୀ। ଏହାକୁ ଅଭ୍ୟାସ କରିବାର ଦ୍ୱାରା ସୁଖ ନିଦ୍ରା ମଧ୍ୟ ହୋଇଥାଏ। ଏହି ପ୍ରାଣାୟାମ ଚାପ, କ୍ରୋଧ ଏବଂ ଚିନ୍ତା ମଧ୍ୟ ଦୂର କରେ। ଆସନ୍ତୁ ଜାଣିବା...
ଆଉ ନାହାଁନ୍ତି ଦୁନିଆର ସବୁଠୁ ବୟସ୍କ ମହିଳା କେନ୍ ତନାକା । ଜାପାନର ବାସିନ୍ଦା କେନ୍ ୧୧୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
୯ ପତ୍ନୀଙ୍କୁ ଏକାଠି ଖୁସି ରଖିବା ପାଇଁ ଯୁବକ ବିବାହ ପରେ ଏକ ରୁଟିନ୍ କଲେ। ଏଥିରେ ସେ କାହାକୁ ବି ଏକାକୀ ଅନୁଭବ ନ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ବର୍ତ୍ତମାନ ଆର୍ଥର୍ ନିଜ ରୁଟିନ୍ରେ ବିରକ୍ତ ହେଉଛନ୍ତି।
ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସରକାରୀ ଚାକିରି କରି କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏହି ଚାକିରି ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତରଫରୁ ବାହାରିଛି। ମୋଟ ୬୯୬ ପୋଷ୍ଟ୍ ପୂରଣ ହେବ।