ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭରୋଭ ଭାରତୀୟ ପ୍ରତିପକ୍ଷ ଏସ୍. ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ କହିଛନ୍ତି, ଆମେରିକା ତା’ର ରାଜନୀତିକୁ ଅନୁସରଣ କରିବା ପାଇଁ ଅନ୍ୟମାନଙ୍କୁ ବାଧ୍ୟ କରୁଛି। ହେଲେ ଆମେରିକାର ଚାପ ଭାରତ-ରୁଷ୍ ସହଭାଗିତାକୁ ଯେ ପ୍ରଭାବିତ କରିବନି।
ଭାରତ ସ୍ୱାଧିନତା ପୂର୍ବରୁ ସମ୍ବଲପୁରରେ ଓଡିଆ ଭାଷା ବଦଳରେ କୋର୍ଟ କଚେରୀରେ ହିନ୍ଦି ଭାଷା ପ୍ରଚଳନ ଉଦ୍ୟମକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ। ପରେ ପରେ ଓଡିଶାର ବିଭିନ୍ନ ପ୍ରାନ୍ତକୁ ବ୍ୟାପିଥିଲା।
ଏସ୍ଏସ୍ ରାଜାମୌଲୀଙ୍କ ‘ଆର୍ଆର୍ଆର୍’ ଏବେ ଚାରିଆଡେ ଧମାଲ କରୁଛି। ଯିଏ ଦେଖୁଛି ସିଏ ପ୍ରଶଂସା କରୁଛି। ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏହି ଫିଲ୍ମ ଦେଖିଛନ୍ତି ଆଉ ପ୍ରଶଂସା କରିଛନ୍ତି। ଫିଲ୍ମକୁ ସେ ବ୍ଲକ୍ବଷ୍ଟର କହିଛନ୍ତି।
ମହାମନିଷୀମାନଙ୍କ ଆପ୍ରାଣ ଉଦ୍ୟମ ଫଳରେ ଆଜକୁ ୮୬ ବର୍ଷ ତଳେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ପ୍ରତିଷ୍ଠା ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ। ଯେଉଁମାନଙ୍କ ଯୋଗୁଁ ଆମେ ଆଜି ଓଡିଆ ଜାତି ବୋଲି ମୁଣ୍ଡ ଟେକିଛେ, ଗର୍ବ କରୁଛେ, କହିବାକୁ ଗଲେ ଯିଏ ଗଢିଥିଲେ ଓଡ଼ିଶା, ସେଇମାନଙ୍କ...
କଙ୍କଡାଙ୍କ ଆକ୍ରମଣରେ ଦେଶର ଉପସାଗରୀୟ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ଦେଖାଯାଏ। ତେବେ ଏହି ଘଟଣା ପ୍ରଥମ ନୁହେଁ। ସେମାନେ ପ୍ରତିବର୍ଷ ବାହାରକୁ ଆସୁଥିବା ବେଳେ ଏଥର ଶୀଘ୍ର ଆସିଯାଇଛନ୍ତି। ସ୍ଥାନୀୟ ସରକାର ଏପର୍ଯ୍ୟନ୍ତ ସେମାନଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ ନଥିଲେ, ଯେଉଁ କାରଣରୁ ଲୋକମାନେ ଅସୁବିଧାର ସମ୍ମୁଖୀନ...
ଓଡିଆ ସାହିତ୍ୟର କିଟସ୍ କହିଲେ ଗଙ୍ଗାଧର ମେହେରଙ୍କୁ ବୁଝାଯାଏ। ମେହେର ହେଉଛନ୍ତି ଜଣେ ବିରଳ ବ୍ୟକ୍ତିତ୍ୱ ଓ ସମଗ୍ର ଓଡିଆ ସାହିତ୍ୟ ଶୃଙ୍ଖଳାର କବିମାନଙ୍କ ମଧ୍ୟରେ ଅନନ୍ୟ।
ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଭାଷା, ସ୍ୱାସ୍ଥ୍ୟ ଏବଂ ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲେ। ତାଙ୍କ ଶାସନ ସମୟରେ ରୂପ୍ସା-ବାରିପଦା ମଧ୍ୟରେ ନାରୋ ଗଜ୍ ରେଲ୍ୱେ ଆରମ୍ଭ ହୋଇଥିଲା।
ଊନବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗ ଦେଶର ବିଭିନ୍ନ ଅଞ୍ଚଳରେ ମହାମାନବ ଓ ମହିୟସୀ ମହିଳାଙ୍କୁ ଜନ୍ମ ଦେଇଥିଲା। ଉତ୍କର୍ଷ, ସାମାଜିକ ସଂସ୍କାର, ଶିକ୍ଷା, ଆଇନ ଏବଂ ସାହିତ୍ୟ କ୍ଷେତ୍ର ଚମତ୍କାର ଥିଲା। ଗୋପବନ୍ଧୁ ଦାସ ଥିଲେ ଏପରି ଜାତି ନିର୍ମାତାଙ୍କ ମଧ୍ୟରୁ ଅନ୍ୟତମ।
ଭାରତ ସ୍ଵାଧୀନତାର ବହୁ ବର୍ଷ ପୂର୍ବରୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଠନ କରାଯାଇଥିଲା। ୧୮୬୬ରେ ଆରମ୍ଭ ହୋଇଥିବା ଆନ୍ଦୋଳନ ୧୯୦୩ରେ ବିଶାଳ ରୂପ ନେଇଥିଲା। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ବ୍ୟକ୍ତିବିଶେଷମାନେ ଏହି ଜାତୀୟତାବାଦ ଅନ୍ଦୋଳନକୁ ଆଗେଇ ନେଉଥିଲେ।
ଊନବିଂଶ ଶତାବ୍ଦୀ ଶେଷ ଓ ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ସେ ଓଡିଆ ସାହିତ୍ୟର ବିକାଶ ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଫକୀରମୋହନ। ଓଡିଆ ଜାତୀୟତା ଓ ଆଧୁନିକ ଓଡିଆ ସାହିତ୍ୟର ସ୍ରଷ୍ଟା ଭାବେ ଫକୀରମୋହନ ସେନାପତିଙ୍କୁ ସମ୍ମାନ କରାଯାଏ। ଆସନ୍ତୁ ଜାଣିବା ଏହି ମହାନ ଓଡିଆ...
ଗଭୀର ଚିନ୍ତନ ଯୋଗୁଁ ଆମର ପୂର୍ବଜମାନେ ଓଡିଆ ଭାଷା ଭିତ୍ତିରେ ଓଡିଶା ରାଜ୍ୟ ଗଠନର ଦାବି ଉପସ୍ଥାପିତ କଲେ ଏବଂ ଆମର ଓଡିଶା ପ୍ରଦେଶ ଗଠନ ହେଲା । କାରଣ ଏହି ଗଭୀର ଚିନ୍ତା ଆବଶ୍ୟକ କରେ ଯାହାସବୁ ତଥ୍ୟ ରହିଛି ତାକୁ ଧାରାବାହିକ ଓ ପର୍ଯ୍ୟାୟକ୍ରମେ ଆଲୋଚନା...
ଶ୍ରୀଜଗନ୍ନାଥଙ୍କ ପାଖକୁ ଇନ୍ଦ୍ରଙ୍କ ଠାରୁ ଆସିଥିଲା ଚିଠି। ଲେଖାଥିଲା ସଂସ୍କୃତରେ। ଏହାର ଉତ୍ତର ଓଡିଆରେ ରଖିଥିଲେ ପ୍ରଭୁ ଜଗନ୍ନାଥ। ଏଥିରୁ ଜଣାଯାଏ ଓଡିଆ ଭାଷାକୁ ଜଗନ୍ନାଥ କେତେ ଭଲ ପାଆନ୍ତି।
ପ୍ରଜାହିତୈଷୀ ଓ ସଂସ୍କୃତି ପ୍ରିୟ ରାଜା ମଧ୍ୟରେ କୃଷ୍ଣଚନ୍ଦ୍ର ଗଜପତି ଅନ୍ୟତମ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟଧାରା ମଧ୍ୟରେ ପାରଳାଖେମୁଣ୍ଡି ସହ ନୂଆପଡ଼ାକୁ ରେଳ ସଂଯୋଗ, ଗବେଷଣାରତ ଶିକ୍ଷାର୍ଥୀଙ୍କ ପାଇଁ ତାଙ୍କ ରାଜପ୍ରାସାଦରେ ଏକ ବଡ଼ ପାଠାଗାର ନିର୍ମାଣ ଇତ୍ୟାଦି ରହିଛି।
୧୯୧୧ରେ ସେ କଲିକତାରୁ ଫେରିବା ପରେ ପଣ୍ଡିତ ନୀଳକଣ୍ଠ ସତ୍ୟବାଦୀ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ। ପରେ ପରେ ସେ ଓଡ଼ିଆ ଓ ଦର୍ଶନଶାସ୍ତ୍ରରେ ପ୍ରଫେସର ଭାବେ ଯୋଗ ଦେଇଥିଲେ। କିନ୍ତୁ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାକୁ ପଡ଼ିବାରୁ ତାଙ୍କୁ ଏହି ବୃତ୍ତି ଛାଡ଼ିବାକୁ ପଡ଼ିଥିଲା।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅନେକ ମନୀଷିଙ୍କ ହାତ ରହିଛି। ସେମାନଙ୍କ ମଧ୍ୟରୁ କୁଳବୃଦ୍ଧ ମଧୁସୂଦନ ଦାସ ଅନ୍ୟତମ। ତେବେ ଆସନ୍ତୁ ଜାଣିନେବା ତାଙ୍କ ଜୀବନର କିଛି ନିଚ୍ଛକ ଜଳଛବି।
ଅନୁପମ ଖେର୍ଙ୍କ ଘରେ ପଣ୍ଡିତ। ଅନୁପମଙ୍କ ଉପରେ ପକଉଛନ୍ତି ଫୁଲ। ପଢୁଛନ୍ତି ଲଗାତର ମନ୍ତ୍ର। କରୁଛନ୍ତି ପୂଜା-ପାଠ।
ଋଷ ବର୍ତ୍ତମାନ ବିଶ୍ୱକୁ ଶାସନ କରିବ କି? ଋଷ୍ ଆମେରିକାକୁ ଅତିକ୍ରମ କରି ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ହେବ କି? ଏହି ପ୍ରଶ୍ନଗୁଡ଼ିକ ଉଙ୍କିମାରିବା ପଛରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ରହିଛି। ସେ ପୂର୍ବାନୁମାନ କରିଛନ୍ତି ଯେ ଦିନେ ଋଷ୍ ବିଶ୍ୱର ସ୍ୱାମୀ ହେବ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଶେୟାର ହେଉଛି ଯାହା ତୁମ ଆଖିକୁ ଛଳ ଛଳ କରିଦେବ। ଏହି ଭିଡିଓରେ ଦେଖାଯାଉଛି ଯେ ହ୍ୱିଲ୍ ଚେୟାରରୁ ଉଠିପଡି ସୈନିକ ପୁଅକୁ ସାଲ୍ୟୁଟ୍ ମାରୁଛନ୍ତି ବାପା।
ଚଢେଇ ହେଇଗଲା ତାଙ୍କ ବନ୍ଧୁ। ତାଙ୍କୁ ଛାଡି ରହି ପାରିଲା ନାହିଁ। ତାଙ୍କ ଚୁଟିରେ ତିଆରି କଲା ବସା ଆଉ ସେଇଠି ରହିଲା।
ଦିନକୁ ଦିନ ମାଟିର ମାନ କମି କମି ଯାଉଛି। ଏହା ଭବିଷ୍ୟତ ବଂଶଧର ପାଇଁ ସତର୍କ ଘଣ୍ଟି। ଏହାକୁ ନେଇ କ’ଣ କୁହନ୍ତି ସନ୍ଥ ସଦଗୁରୁ ଆସନ୍ତୁ ଜାଣିବା…