ସଡକ ଦୁର୍ଘଟଣାରେ ଜୀବନ ହାରିଛନ୍ତି ବିଶିଷ୍ଟ ଶିଳ୍ପପତି ସାଇରସ୍ ମିସ୍ତ୍ରୀ। ଟାଟା ସନ୍ସ ସହିତ ଜଡିତ ଥାଇ ଅନେକ ଜନସେବା କରିଥିଲେ। ଆସନ୍ତୁ ଜାଣିବା ସାଇରସ୍ଙ୍କ ସହ ଜଡିତ ଅନ୍ୟାନ୍ୟ ତଥ୍ୟ।
BARC ବିଭିନ୍ନ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ବୈଜ୍ଞାନିକ ପଦବୀ ସହିତ ଅନ୍ୟାନ୍ୟ ପଦବୀ ମଧ୍ୟ ବାହାରିଛି। ଏହାର ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୭ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
ବିବେକ ଅଗ୍ନିହୋତ୍ରୀ ଆୟାନ ମୁଖାର୍ଜୀ ଏବଂ କରଣ ଜୋହରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଆୟାନଙ୍କୁ ବ୍ରହ୍ମାସ୍ତ୍ର କହିବା ଆସୁ ନଥିବା କହିବା ସହ କରଣଙ୍କୁ ଟାର୍ଗେଟ୍ କରି ବିବେକ କହିଛନ୍ତି ଯେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ LGBTQଙ୍କୁ ପରିହାସ କରାଯାଇଛି।
ବକ୍ସ ଅଫିସ୍ରେ ବିଫଳ ହୋଇଛି ଆମିର୍ ଖାନଙ୍କ ‘ଲାଲ୍ ସିଂହ ଚଡ୍ଢା’। ଲୋକେ ଫ୍ଲପ୍ର ବିଭିନ୍ନ କାରଣ କହୁଥିବା ବେଳେ ସିନେ ନିର୍ମାତା ପ୍ରକାଶ ଝା ଆମିର ଖାନଙ୍କୁ ଟାର୍ଗେଟ କରି କହିଛନ୍ତି ତାଙ୍କୁ ଏପରି କାହାଣୀ ତିଆରି କରିବାକୁ ପଡିବ ଯାହା ଲୋକଙ୍କ ସହ ଜଡିତ।
ଜଣେ ବଡି ବିଲ୍ଡର୍ ଏକ ପ୍ଲାଷ୍ଟିକ କଣ୍ଢେଇକୁ ବିବାହ କରିଥିଲେ। ଏହାପରେ ତାଙ୍କ ମନ କଣ୍ଢେଇ ପ୍ରତି ଭରିଗଲା। ବର୍ତ୍ତମାନ ତାଙ୍କ ହୃଦୟ ଏକ ଟେଡି ବିଅର୍ ଉପରକୁ ଆସିଛି। କଣ୍ଢେଇକୁ ଛାଡପତ୍ର ଦେଇ ସେ ଏବେ ଟେଡି ସହ କରୁଛନ୍ତି ରୋମାନ୍ସ।
ବିବାଦର କାଠଗଡ଼ାରେ ବିଚାରପତି ସୁବାସଙ୍କ ରହସ୍ୟଜନକ ମୃତ୍ୟୁ। ପୁଅକୁ ହତ୍ୟା ଅଭିଯୋଗ ଆଣି ଥାନାକୁ ଗଲେ ବୃଦ୍ଧ ମା। କହିଲେ ଦାମ୍ପତ୍ୟ ବିବାଦରୁ ବୋହୂ ଦେଉଥିଲେ ମାନସିକ ଓ ଶାରିରୀକ ନିର୍ଯାତନା। ବୋହୂ ଓ ଶଳା ହତ୍ୟା କରିଥିବା ନେଇ ଏତଲା ପରେ ବଢ଼ିଲା ସସ୍ପେନ୍ସ।
ସ୍ୱାଧୀନତାର ୭୫ ବର୍ଷ ପରେ ବି ପରାଧୀନ ଜୀବନ। ଘାରୁଛି ସମାଜର ଭୟ, କୁଳ ପକ୍ଷରୁ ଅର୍ଥତଣ୍ଡର ଡର। ୮୫ ପରିବାର ଉପରେ ୭୦ ବର୍ଷର ବାସନ୍ଦ ବୋଝ। ତାଲିବାନୀ କଟକଣା ଯୋଗୁଁ ଆଖପାଖରେ ଦେଇହେଉନି ଝିଅ, କରିହେଉନି ପୁଅ ବାହା।
‘ବ୍ରହ୍ମାସ୍ତ୍ର’କୁ ନେଇ ଏମିତି କହିଲେ ଜୁନିୟର୍ ଏନ୍ଟିଆର୍। ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି ଯେ ବ୍ରହ୍ମାସ୍ତ୍ର ପ୍ରକୃତରେ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବ୍ରହ୍ମାସ୍ତ୍ର ରୂପେ ଉଭା ହେଉ ବୋଲି କହିବା ସହ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ନେଇ ମତ ଦେଇଛନ୍ତି।
ବଲିଉଡ୍ ଅଭିନେତ୍ରୀ ସନୀ ଲିଓନୀଙ୍କୁ ଆପଣ ସବୁବେଳେ ବୋଲ୍ଡ ଅବତାରରେ ଦେଖିଥିବେ। ସେ ମଧ୍ୟ ପାରମ୍ପରିକ ପୋଷାକରେ ଖୁବ ସୁନ୍ଦର ଲାଗନ୍ତି। ତାଙ୍କର ଏମିତି କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆପଣ ବି ଦେଖିଲେ ପ୍ରଶଂସା ନ କରି ରହିପାରିବେ ନାହିଁ।
ଆଜିର ଦିନରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ହୋଇଯାଇଛି। ନିଜ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ୍ କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଆପଣ ଏହା ଯଦି କରି ନାହାନ୍ତି ତେବେ ଜାଣନ୍ତୁ କେମିତି କରିବେ…
ପାଦ ଶରୀରର ଏକ ମୁଖ୍ୟ ଅଙ୍ଗ ହୋଇଥିଲେ ବି ଏହାର ସୁସ୍ଥତାକୁ ପ୍ରାୟ ଅଣଦେଖା କରିଥାନ୍ତି। ଏହି କାରଣରୁ ଆର୍ଥ୍ରାଇଟିସ୍ ଏବଂ ମାଂସପେଶୀ ସହିତ ଜଡିତ ଅନ୍ୟାନ୍ୟ ସମସ୍ୟା ଦେଖାଦିଏ। ତେବେ କେଉଁ ଯୋଗ ଏଥିରୁ ମୁକ୍ତି ଦେବ ଆସନ୍ତୁ ଜାଣିବା।
ବାସ୍ତୁରେ ଅନିୟମିତତା ହେଲେ ଓଭର୍ହେଡ୍ ପାଣି ଟାଙ୍କି ଆଣିଥାଏ ଘୋର ଆର୍ଥିକ ସମସ୍ୟା। ଖାଲି ଏମିତି ନୁହେଁ, ଘରେ ବିବାଦ ସୃଷ୍ଟି କରିବା ସହ ସମ୍ମାନରେ ମଧ୍ୟ ହାନୀ ଆଣିଥାଏ। ତେବେ ଏନେଇ କ’ଣ ରହିଛି ବାସ୍ତୁ ନିୟମ ଆସନ୍ତୁ ଜାଣିବା।
ପାଇଲଟ୍ ଦେଖେଇଲେ ଉଦାରତା। ପରିବାରର ଅନ୍ୟ ସଦସ୍ୟମାନେ ବିମାନରେ ଚଢିଯାଇଥିବା ବେଳେ ରହିଯାଇଥିଲେ ବାପା ଝିଅ। ଏହା ଦେଖି ରନ୍ୱେରୁ ବିମାନକୁ ଫେରେଇ ଆଣିଲେ ପାଇଲଟ୍। ଜାଣନ୍ତୁ ପୂରା କାହାଣୀ।
ନଡିଆର ଗୁଣକୁ ବୁଝି ବିଶ୍ୱ ଆଜି ପାଳନ କରୁଛି ନଡିଆ ଦିବସ। ନଡିଆ ଯେ ଖାଲି ଏକ ସୁସ୍ୱାଦୁ ଖାଦ୍ୟ, ତା’ ନୁହେଁ ଏଥିରେ ରହିଛି ଅନେକ ପୋଷକ ତତ୍ତ୍ୱ। ଏହାକୁ ‘ଜୀବନ ଗଛ’ ବି କୁହାଯାଏ। ତେବେ ଆସନ୍ତୁ ଜାଣିବା ନଡିଆରେ ଏମିତି କ’ଣ ଅଛି ଯାହା...
AWES ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୦୫ । ଏବେ ଜାଣନ୍ତୁ କ’ଣ ରହିଛି ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା।
କପିଲ ଶର୍ମା ଖୁବ ଶୀଘ୍ର ଏକ ଫିଲ୍ମରେ ନଜର ଆସିବେ। ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ରିଲିଜ୍ କରିବାବେଳେ ସେ ଫିଲ୍ମର ଟ୍ରେଲର ରିଲିଜ ତାରିଖ ମଧ୍ୟ କହିଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ନଜର ଆସିବେ ସାଉଥ୍ର ଖୁବ ଜଣାଶୁଣା ଏହି ନାୟିକା। ଆସନ୍ତୁ ଜାଣିବା।
ଆଜିକାଲି ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ପାଇଁ ହେଡ୍ଲାଇନ୍ରେ ଅଛନ୍ତି ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ । ପିଲାଦିନରୁ ଜ୍ୟାକ୍ଲିନ୍ ଫିଲ୍ମ ଜଗତରେ ନିଜର ସ୍ଥାନ ସୃଷ୍ଟି କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଅଭିନୟ ପାଠ ମଧ୍ୟ ପଢିଛନ୍ତି। ଆପଣ ଜାଣନ୍ତି କି ତାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଜାଣନ୍ତୁ…
ଉଭୟ ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ନଟରାଜାସନ ଅନ୍ୟତମ। କିପରି କରିବେ ଏହି ଆସନ ଜାଣିଛନ୍ତି କି? ଆସନ୍ତୁ ଏହାର ପଦ୍ଧତି ଓ ଉପକାର ବିଷୟରେ ଜାଣିନେବା।
NASA ର ନୂଆ ଆବିଷ୍କାର। ଅନୁସନ୍ଧାନକାରୀଙ୍କ ଏକ ଦଳ ପୃଥିବୀଠାରୁ ପ୍ରାୟ ୧୦୦ ଆଲୋକ ବର୍ଷ ଦୂରରେ ଏକ ଗ୍ରହ ଆବିଷ୍କାର କରିଛନ୍ତି। ସେଠାରେ ପାଣି ରହିଛି। ଏହା ସାଜିବ କି ପୃଥିବୀର ବିକଳ୍ପ?
ଭାରତରେ ଅଛି ଏମିତି ଗାଁ ଯେଉଁଠି ପ୍ରାୟ ଘରେ ଦେଖାଯାଆନ୍ତି ଜଣେ ଜଣେ ୟୁଟ୍ୟୁବର୍। ଏହି ଗାଁ ଏବେ ୟୁଟ୍ୟୁବ୍ ହବ୍ ପାଲଟିଛି। ୟୁଟ୍ୟୁବର୍ ହେବା ପାଇଁ ଲୋକେ ସରକାରୀ ଚାକିରି ମଧ୍ୟ ଛାଡିଦେଉଛନ୍ତି। ଜାଣନ୍ତୁ ଏହି ଗାଁ କେଉଁଠି…