ପଶ୍ଟିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ବିବାଦରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଏବେ ତାଙ୍କର ଦମଦାର ପ୍ରତ୍ୟାବର୍ତ୍ତନ ହୋଇଥିବା ଜଣାଯାଇଛି। ଜାଣନ୍ତୁ ଏନେଇ ସେ କ’ଣ କହିଛନ୍ତି।
ନିଜ ଶରୀରକୁ ଅଧିକ ଆକର୍ଷଣୀୟ କରିବାକୁ ଅନେକ କଳାକାର ପ୍ଲାଷ୍ଟିକ୍ ସର୍ଜରୀକୁ ବାଛି ନେଉଥିବା ଦେଖାଯାଏ। ଏହାକୁ ନେଇ ବେଳେ ବେଳେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିବା ମଧ୍ୟ ନଜିର ରହିଛି। ଏବେ କ୍ୟାଟ୍ରିନା କୈଫ୍ ସେହି ପ୍ରକ୍ରିୟାକୁ ଆପଣେଇ ନେଲେ କି?
ସବୁ ମା’ ନିଜ ପିଲାମାନମାନଙ୍କୁ ଭଲ ପାଆନ୍ତି। ସେ ମଣିଷ ହୁଅନ୍ତୁ ବା ପଶୁ। ଛୁଆ ପ୍ରତି ଯଦି ବି ଟିକିଏ ଆଘାତ ଆସେ ମା’ର ହୃଦୟ ଫାଟିଯାଏ। କିନ୍ତୁ ଏବେ ଯେଉଁ ଭିଡିଓଟି ଭାଇରାଲ ହେଉଛି ତାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଥିରେ ଏକ ମା’...
IB ରେ ଚାକିରି ସୁଯୋଗ। ୧୦ମ ପାଶ୍ କରିଥିଲେ ମିଳିପାରେ ଚାକିରି। ସୁରକ୍ଷା ସହାୟକ ଏବଂ ମଲ୍ଟି ଟାସ୍କିଂ ଷ୍ଟାଫ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି।
କ୍ୟାଟ୍ରିନା ଏବଂ ଭିକି ବିବାହ ପୂର୍ବରୁ ନିଜ ସମ୍ପର୍କକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିଥିଲେ କିନ୍ତୁ ବିବାହ ପରେ ଉଭୟ ପରସ୍ପରଙ୍କୁ ଖୁବ ଭଲ ପାଉଥିବା ଜଣାଯାଏ। ତେବେ ସେଇ ଭଲ ପାଇବାକୁ ନେଇ ଆସନ୍ତୁ ଜାଣିବା କାଟ୍ରିନାଙ୍କୁ ରାତିରେ ନିଦ ନ ହେଲେ କ’ଣ କରନ୍ତି ଭିକି କୌଶଲ।
'ବ୍ରହ୍ମାସ୍ତ୍ର ୨'ରେ ଦେବ ଭୂମିକାରେ କିଏ ଅଭିନୟ କରିବେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଏହି ଚରିତ୍ରକୁ ନେଇ କେତେବେଳେ ରଣବୀର ସିଂହଙ୍କ ନାମ ଆସିଛି ତ ପୁଣି କେତେବେଳେ ହ୍ରିତିକ ରୋଶନ। ଏବେ ଏମିତି ଜଣେ ସୁପରଷ୍ଟାରଙ୍କ ନାମ ଆସିଛି ଯାହାକୁ ନେଇ ତାଙ୍କ...
ନିରନ୍ତର ଅଭ୍ୟାସ ଏବଂ ଇଚ୍ଛାଶକ୍ତି ହିଁ ଯେକୌଣସି 'ଅକ୍ଷମତା'କୁ ଏକ ଆଶ୍ଚର୍ଯ୍ୟଜନକ 'ଦକ୍ଷତା'ରେ ପରିଣତ କରିଦିଏ। ଭାଇରାଲ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ଏହାର ପ୍ରମାଣ ପାଇଯିବେ।
ନିକଟରେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ବ୍ରିଟେନର ସର୍ବ କନିଷ୍ଠ ତଥା ପ୍ରଥମ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଖାଲି ରିଷି ସୁନକ ନୁହଁନ୍ତି, ଏମିତି ଅନେକ ମୂଳ ଭାରତୀୟ ଅଛନ୍ତି ଯେଉଁମାନେ ଏବେ ବିଦେଶକୁ ନେତୃତ୍ୱ ଦେଉଛନ୍ତି। ତେବେ ଆସନ୍ତୁ ଏମିତି କିଛି ଭାରତୀୟ ବଂଶୋଦ୍ଭବ ନେତାଙ୍କ ଉପରେ ନଜର...
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ୭ ନଭେମ୍ବର ରହିଛି ଶେଷ ତାରିଖ।
ଆଜି ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ଆଜି ୪୮ ବର୍ଷ ହୋଇଛି। ଏହା ଭିତରେ ବଲିଉଡରେ ତାଙ୍କର ତିନି ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି। ରବୀନା ଡେବ୍ୟୁ କରିବା ସମୟରେ ଯେମିତି ଗ୍ଲାମର ଓ ଫିଟ୍ ଥିଲେ ଆଜି ବି ସେମିତି...
ନିଆରା କାହାଣୀ ଯୋଗୁଁ ଲୋକମାନେ 'ଥ୍ୟାଙ୍କ୍ ଗଡ୍'ର ମୁକ୍ତିଲାଭକୁ ଅପେକ୍ଷା କରିଥିଲେ। ଏଭଳି ପରିସ୍ଥିତିରେ ଅଜୟ ଦେବଗନଙ୍କ ଫିଲ୍ମ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି।
ମହିଳା ଓକିଲଙ୍କୁ ନେଇ ଆସିଲା ଅଜବ ନୋଟିସ୍। କୋର୍ଟ ପରିସରରେ ସେମାନେ ନିଜ କେଶ ସଜେଇ ପାରିବେ ନାହିଁ। ଏମିତି କରିବା ଦ୍ୱାରା ଏହା କୋର୍ଟର ପ୍ରକ୍ରିୟାକୁ ବ୍ୟାହତ କରୁଛି ବୋଲି କୁହାଯାଇଛି। ଭାରତର କେଉଁଠୁ ଆସିଛି ଏହି ନୋଟିସ୍ ଜାଣିବା ପାଇଁ ପଢନ୍ତୁ।
ରିଷି ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ବର୍ଷରେ ଅକ୍ଷତା ୧୨୬.୬୧ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି। ତେବେ ଆସନ୍ତୁ ତାଙ୍କ ସମ୍ପତ୍ତି ଓ ରୋଜଗାରର ବିଭିନ୍ନ ଦିଗ ବିଷୟରେ ନଜର ପକେଇବା।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ମି ଅର୍ଡାନ୍ସ ଡିପୋ ଏବଂ ୟୁନିଟ୍ରେ ମେଟେରିଆଲ୍ ଆସିଷ୍ଟାଣ୍ଟ୍ ଯୁକ୍ତିର ବିଜ୍ଞପ୍ତି ପ୍ରକାଶ ପାଇଛି। କେଉଁମାନେ କରିପାରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ।
୬୭ ବର୍ଷ ହେଲା ସେ ଗାଧୋଇ ନଥିଲେ। ପାଣିକୁ ଥିଲା ତାଙ୍କର ଡର। ଲୋକେ ଜବରଦସ୍ତ ଗାଧୋଇଦେଲେ। ଚାଲିଗଲା ଜୀବନ। ପୂରା କାହାଣୀ ଜାଣିବାକୁ ପଢନ୍ତୁ…
କନ୍ନଡର ନୂଆ ଫିଲ୍ମ 'କାନ୍ତାରା' ଦିନକୁ ଦିନ ନୂଆ ରେକର୍ଡ କରିଚାଲିଛି। ଏହାର ରୋଜଗାରରେ ବହୁତ ବଡ ସଫଳତା ମିଳିଛି। ଫିଲ୍ମ 'କେଜିଏଫ୍' କୁ ଅତିକ୍ରମ କରି ଏହା କନ୍ନଡ଼ର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରରେ ହୋଇପାରିଛି। ।
ବ୍ରିଟେନର ଶାସନ ଭାର ଗ୍ରହଣ କରିଥିବା ରିଷି ସୁନକଙ୍କ ବାପା-ମା ହେଉଛନ୍ତି ମୂଳ ଭାରତୀୟ। ନୂତନ ପ୍ରଧାନମନ୍ତ୍ରୀ ପଦ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ, ରିଷି ସୁନକ ଏବଂ ପେନି ମର୍ଡାଣ୍ଟ ଦୌଡରେ ଥିଲେ। ବୋରିସ୍ ଜନସନ ପଛକୁ ହଟିଲା ପରେ ରିଷି ସୁନକଙ୍କ ରାସ୍ତା ସହଜ...
ଦୀପାବଳିରେ ବଡବଡୁଆ ଡାକ ଓଡିଶାର ଏକ ନିଆରା ପରମ୍ପରା। ମହଳା ଦେଇ ପୂର୍ବପୁରୁଷଙ୍କୁ ଡାକିଥିବା ଲୋକେ ଏହିଦିନ ସେମାନଙ୍କୁ ବିଦାୟ ଦେଇଥାନ୍ତି। ଏମିତି କିଛି ଦୃଶ୍ୟ ଏହିସବୁ ଫଟୋରେ ଦେଖିବାକୁ ମିଳିଛି।
ଅଫିସର୍ ପଦବୀ ପାଇଁ UPSC ବିଜ୍ଞପ୍ତି ଜାରି କରିଛି। ଏନେଇ ଆବେଦନ ପ୍ରକ୍ରିୟା ଜାରି ରହିଛି। ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ବିନା ପରୀକ୍ଷାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ରହିଛି। ଜାଣନ୍ତୁ କିପରି କରିବେ ଆବେଦନ।
ଅନେକ ଭାରତୀୟ ତାରକା ବିଦେଶୀ ଚଳଚ୍ଚିତ୍ରରେ ନିଜ ଭାଗ୍ୟ ପରୀକ୍ଷା କରୁଥିବାବେଳେ ଅନେକ ବିଦେଶୀ ଅଭିନେତା ମଧ୍ୟ ବଲିଉଡରେ ଭାଗ୍ୟ ପରୀକ୍ଷା କରିବାକୁ ଆସନ୍ତି। ପଡୋଶୀ ଦେଶ ପାକିସ୍ତାନର ଅନେକ ତାରକା ମଧ୍ୟ ବଲିଉଡ୍ ଚଳଚ୍ଚିତ୍ରରେ ଅଭିନୟ କରି ଚକ୍ମା ଦେଖେଇଛନ୍ତି। ସେମାନେ କିଏ ଆସନ୍ତୁ ଜାଣିବା...