ବିଭିନ୍ନ ପଦବୀ ପାଇଁ IWAI ବିଜ୍ଞପ୍ତି ଜାରି କରିଛି। ଅନଲାଇନ୍ ଆବେଦନ ନଭେମ୍ବର ୧୮ରୁ ଆରମ୍ଭ ହେବ। ଅନ୍ୟାନ୍ୟ ସୂଚନା ପାଇଁ ଦେଖନ୍ତୁ।
ଚତୁର୍ଥ ବିବାହ ବାର୍ଷିକୀ ପାଳନ କରିଛନ୍ତି ରଣବୀର ସିଂହ ଏବଂ ଦୀପିକା। ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ରଣବୀର ଦୀପିକା ପାଦୁକୋନଙ୍କୁ ସୁନ୍ଦର ସର୍ପ୍ରାଇଜ୍ ଦେଇଛନ୍ତି। ଜାଣନ୍ତୁ କ’ଣ ସର୍ପ୍ରାଇଜ୍ ଦେଲେ।
ଆଉ ୫ କିମି ଦୂରରୁ ନୁହେଁ ୨୦କିମି ଦୂରରୁ କରିପାରିବେ ଜେନେରାଲ୍ ଟିକେଟ୍ ବୁକିଂ। ଭାରତୀୟ ରେଳ ମନ୍ତ୍ରଣାଳୟ ଘୋଷଣା କରିଛି ଏମିତି ସୁବିଧା। ଜାଣନ୍ତୁ କିପରି ପାଇବେ ଏହି ସୁବିଧା।
ବଲିଉଡ୍ ପ୍ରେମୀଙ୍କ ପାଇଁ ଦୁଃଖ ଖବର। ଆଉ ଅଭିନୟ କରିବେ ନାହିଁ ମିଷ୍ଟର ପର୍ଫେକ୍ଟ୍ ଆମିର୍ ଖାନ୍। 'ଚାମ୍ପିଅନ୍ସ'କୁ ନେଇ ଲୋକେ ଉତ୍ସାହିତ ଥିବା ବେଳେ ସେ ଏଥିରେ ଅଭିନୟ କରିବେ ନାହିଁ ବୋଲି କହିଛନ୍ତି। ଆସନ୍ତୁ ଜାଣିବା ସେ କାହିଁକି ନେଲେ ବିରତି…
ଆଜିକାଲି ପ୍ରାୟ କ୍ଷେତ୍ରରେ ଅନ୍ଲାଇନ୍ ସାକ୍ଷାତକାର ଚାଲିଛି। ଏହା ଏକ ନୂଆ ଧାରା ହୋଇଥିବାରୁ ଅନେକ ଏଥିରେ ସହଜ ମନେକରନ୍ତି ନାହିଁ। ଆପଣ ଯଦି ଏମିତି କିଛି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ଆପଣଙ୍କ ପାଇଁ କେତେକ ଟିପ୍ସ।
ପୂର୍ବତନ ବିଶ୍ୱ ନମ୍ବର-୧ ଡବଲ୍ସ ତାରକା ସାନିଆ ମିର୍ଜା ତାଙ୍କ ନାମରେ ଅନେକ ଟାଇଟଲ୍ ଜିତିଛନ୍ତି। ତାଙ୍କ ନାମରେ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ୍ ଅଛି। ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ପରାସ୍ତ କରିଥିବା ଏହି ଟେନିସ୍ ସେନ୍ସେସ୍ ଅନେକ ବିବାଦରେ ମଧ୍ୟ ଛନ୍ଦି ହୋଇଛନ୍ତି। ଆସନ୍ତୁ ଜାଣିବା…
NALCO ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର, ଡେପୁଟି ମ୍ୟାନେଜର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଖବର ଦେଖି ତୁରନ୍ତ ଆବେଦନ କରନ୍ତୁ।
ଇଂଲଣ୍ଡ ଟିମ୍କୁ ଅଭିନନ୍ଦନ ଜଣାଇ ପରେ ପାକିସ୍ତାନୀ ଟିମ୍ର ପ୍ରଶଂସକମାନେ ଅଦନାନ୍ ସାମିଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ମାମଲା ଏତେ ବଢିଯାଇଛି ଯେ ଅଦନାନ୍ ପାକିସ୍ତାନର ସତ୍ୟକୁ ଶୀଘ୍ର ବିଶ୍ୱ ସାମ୍ନାକୁ ଆଣିବା ନେଇ କହିଛନ୍ତି।
ଟ୍ୱିଟର ଏବଂ ମେଟା ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ହଟେଇଦେଇଛନ୍ତି। ଉଭୟ କମ୍ପାନୀ ଅର୍ଥନୀତିର ମାନ୍ଦାବସ୍ଥାକୁ ଭୟ କରି ସେମାନଙ୍କ କର୍ମଚାରୀଙ୍କୁ ତଡି ଦେଉଛନ୍ତି। ଏହାରି ଭିତରେ ଭାରତୀୟଙ୍କ ପାଇଁ ଆସିଛି ଖୁସି ଖବର। ଏହି କମ୍ପାନୀ ସେମାନଙ୍କୁ ଚାକିରି ଦେବାକୁ ପ୍ରସ୍ତୁତ ଅଛି।
ବର୍ତ୍ତମାନ ସରକାର 'ବ୍ଲୁ ଆଧାର କାର୍ଡ' ବା ବାଲ୍ ଆଧାର କାର୍ଡ’ ଆରମ୍ଭ କରିଛନ୍ତି। ଏହାକୁ ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଆବେଦନ କରାଯିବ। ଏହାକୁ କିପରି କରିବେ ଆବେଦନ ଆସନ୍ତୁ ଜାଣିବା।
ବିଷାକ୍ତ ଜୀବ କଥା ପଡିଲେ ମନକୁ ସାପର ଚିତ୍ର ଚାଲିଆସେ। ଆପଣ କେବେ ଭାବିପାରୁଛନ୍ତି କି ବେଙ୍ଗ ବି ବିଷାକ୍ତ ହୋଇପାରେ! ହଁ, ଦୁନିଆରେ ଏମିତି ବି ବେଙ୍ଗ ଅଛନ୍ତି ଯେଉଁମାନଙ୍କୁ ଛୁଇଁଲେ ଚାଲିଯିବ ପ୍ରାଣ।
ଭାରତରେ ଅନେକ ସରକାରୀ ଚାକିରିରେ ଶରୀର ଉପରେ ଟାଟୁ କରିବା ନିଷେଧ। ଯଦି ଆପଣ ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କୁ ହୁଏତ ଆପଣଙ୍କର ଏହି ସୌକ୍କୁ ବାଧା ଦେବାକୁ ପଡିବ।
ବାପାମା’ଙ୍କଠାରୁ ଏକ ଉପହାର ପାଇବା ପରେ ଝିଅ କେତେ ମାତ୍ରାରେ ଖୁସି ହେଇଯାଇଛି ତାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବାପାମାଆ ଝିଅକୁ ଏକ ଆଇଫୋନ୍ ଉପହାର ଦେଇ ତା ଖୁସିକୁ ଦ୍ୱିଗୁଣିତ କରିଦେଇଛନ୍ତି।
UPSC ଅଧ୍ୟାପକ ସହିତ ବିଭିନ୍ନ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହିସବୁ ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆପଣଙ୍କୁ ମାତ୍ର ୨୫ ଟଙ୍କା ଦେଇ ଆଦେବନ କରିବାକୁ ପଡ଼ିବ।
ଆଜି ଅଭିନେତା ହରମାନ ବାୱେଜାଙ୍କ ଜନ୍ମଦିନ। ତାଙ୍କୁ ହ୍ରିତିକ ରୋଶନଙ୍କ କାର୍ବନ କପି ବୋଲି କୁହାଯାଉଥିଲା। ସେ ଉଭୟ ବଲିଉଡ୍ ଆଉ ପ୍ରେମରେ ବିଫଳ ହେଲେ। ପ୍ରିୟଙ୍କା ଚୋପ୍ରାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ମଧ୍ୟ ଏଥିରେ ଦେଖାଦେଇଥିଲା ବିଚ୍ଛେଦ। ଆସନ୍ତୁ ଜାଣିବା ପ୍ରିୟଙ୍କା କାହିଁକି ତାଙ୍କୁ ବାହାହେବାକୁ...
ନିଜ ହସରେ ସମସ୍ତଙ୍କୁ ପାଗଳ କରୁଥିବା ଜୁହୀ ଚାୱଲାଙ୍କ ଆଜି ଜନ୍ମଦିନ। ସେ ୫୫ ବୟସରେ ପହଞ୍ଚିଥିଲେ ବି ଆଜି ବି ତାଙ୍କ ଦେହରୁ ସୌନ୍ଦର୍ଯ୍ୟର ଛାପ ଖସିନି। ସେ ତାଙ୍କ କ୍ୟାରିୟର୍ରେ ପ୍ରାୟ ସବୁ ବଡ ବଡ ଅଭିନେତାଙ୍କ ସହ କାମ କରିଛନ୍ତି। କିନ୍ତୁ ସଲମାନଙ୍କ ସହ...
ପିଲାମାନଙ୍କୁ ଉନ୍ନତ ଜୀବନଯାପନ ଓ ଉତ୍ତମ ଶିକ୍ଷା ପ୍ରଦାନ କରିବା ସମାଜ ତଥା ଦେଶର ଦାୟିତ୍ୱ। ଏନେଇ ଭବିଷ୍ୟତର ପ୍ରତିଭାମାନଙ୍କ ମୁହଁରେ ହସ ଆଣିବା ପାଇଁ ଭାରତ ପ୍ରତିବର୍ଷ ନଭେମ୍ବର ୧୪କୁ ‘ଶିଶୁ ଦିବସ’ ଭାବରେ ପାଳନ କରିଥାଏ। ଏହି ଅବସରରେ ଆସନ୍ତୁ ଜାଣିନେବା ୫ ଗୁରୁତ୍ୱପୂର୍ଣ୍ଣ କଥା।
ବିଶ୍ୱ ଆଜି ମଧୁମେହରେ ପୀଡିତ। ତଥ୍ୟ ଅନୁଯାୟୀ ପ୍ରତିବର୍ଷ ୪୩ ଲକ୍ଷ ରୋଗୀ ମଧୁମେହରେ ମୃତ୍ୟୁ ବରଣ କରୁଛନ୍ତି। ଏନେଇ ଏ ବିଷୟରେ ଜନ ସଚେତନତା ପାଇଁ ପ୍ରତିବର୍ଷ ନଭେମ୍ବର ୧୪କୁ ‘ବିଶ୍ୱ ମଧୁମେହ ଦିବସ’ ଭାବେ ପାଳନ କରାଯାଉଛି। ଆସନ୍ତୁ ଜାଣିବା କିପରି ଏଥିରୁ ମିଳିବ ମୁକ୍ତି।
ଏ ବର୍ଷ ବାଲିଯାତ୍ରାରେ ତଳ ଓ ଉପର ପଡିଆକୁ ମିଶାଇ ପ୍ରାୟ ୬ ଶହରୁ ଅଧିକ ଫୁଡ୍ ଷ୍ଟଲ୍ ଖୋଲିଥିବା ବେଳେ, ସେଠି ମିଳୁଛି ଆମିଷ ନିରାମିଷର ଭଳି କି ଭଳି ଖାଦ୍ୟ। ଆସିଛି ଏମିତି ଖାଦ୍ୟ, ଖାଇଲେ ପାଟି କାନରୁ ବାହାରୁଛି ଧୂଆଁ।
ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ। ଏହା ସହିତ କରୋନା କ୍ଷତିପୂରଣ ବାବଦକୁ ଦିଆଯାଇଥିବା ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ କେତେ ସଫଳ ହୋଇଛି, ତାହା ଜାଣିବାକୁ ହେବ ସ୍ୱତନ୍ତ୍ର ପରୀକ୍ଷା।