କଂଗ୍ରେସର ‘ଭାରତ ଯୋଡା ଯାତ୍ରା’କୁ ନେଇ ବିଜେପିର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍। ଟି-ସାର୍ଟର ମୂଲ୍ୟକୁ ନେଇ ରାହୁଲଙ୍କୁ ଆକ୍ରମଣ କରିଛି ବିଜେପି। କଂଗ୍ରେସ ପ୍ରତିଆକ୍ରମଣରେ ମୋଦିଙ୍କ ସୁଟ୍ ଓ ଚଷମା କଥା ଉଠେଇଛି।
AAIରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଜୁନିଅର୍ ଆସିଷ୍ଟାଣ୍ଟ୍ ଏବଂ ସିନିୟର୍ ଆସିଷ୍ଟାଣ୍ଟ୍ ପଦବୀରେ ପୂରଣ ହେବ ଅନେକ ପୋଷ୍ଟ୍। ଆପଣ ଯଦି ଏଠି ଚାକିରି କରିବାକୁ ଚାହାନ୍ତି ତେବେ ଦେଖନ୍ତୁ ଏହି ଖବର।
ପ୍ରଭାସଙ୍କ ଫ୍ୟାନ୍ଙ୍କୁ ନିରାଶ କରୁଛି ଏକ ନୂଆ ଖବର। ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା 'ସାଲାର୍'ରେ ପ୍ରଭାସ ବ୍ୟସ୍ତ ଥିବା ବେଳେ ତାଙ୍କ ଉପରେ ରାଗିଛନ୍ତି ନୀଲ୍। ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା।
ଏବେ ସବୁ ସେଲୁନ୍ରେ ରକି ଭାଇ ହେୟାର୍ କଟ୍ ପ୍ରଥମ ପସନ୍ଦ। ପ୍ରାୟ ଗ୍ରାହକ ନିଜ ଚେହେରାଙ୍କୁ ୟଶ୍ ଲୁକ୍ ଦେବାକୁ କରୁଛନ୍ତି ଦାବି। ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଜଣେ ସେଲୁନ୍ ମାଲିକ।
ଗୁରୁବାର ଅପରାହ୍ଣରେ ବ୍ରିଟେନ୍ ରାଣୀ ଏଲିଜାବେଥ୍ଙ୍କ ମୃତ୍ୟୁ ହୋଇଛି। ସ୍କଟ୍ଲାଣ୍ଡର ବାଲ୍ମୋରାଲ୍ ରାଜପ୍ରାସାଦରେ ତାଙ୍କ ଦେହାନ୍ତ ହୋଇଛି। ସେ ୧୯୫୨ରେ ସିଂହାସନ ଆରୋହଣ କରିଥିଲେ। ତେବେ ଆସନ୍ତୁ ତାଙ୍କର କିଛି ନିଆରା ଫଟୋ ଉପରେ ନଜର ପକେଇ ନେବା।
ନିଆରା ସୃଷ୍ଟି। ଜଣେ ବ୍ୟକ୍ତି ମାତ୍ର ୩ ଦିନ ମଧ୍ୟରେ ତାଙ୍କ ହୁଣ୍ଡାଇ ସାଣ୍ଟ୍ରୋକୁ ଏକ ବୈଦ୍ୟୁତିକ ଯାନରେ ପରିଣତ କରିଦେଇଛନ୍ତି। ଏନେଇ ତାଙ୍କୁ ମାତ୍ର ୨.୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। କିପରି କଲେ ଆସନ୍ତୁ ଜାଣିବା।
ଶୋଇ ଶୋଇ ସଫଳତା। ଦୀର୍ଘ ସମୟ ଶୋଇଥିବାରୁ ହେଲେ ଚାମ୍ପିଅନସିପ୍ ବିଜେତା। ଯେଉଁ କାମ ପାଇଁ ଦିନେ ସମସ୍ତେ ଘୃଣା କରୁଥିଲେ ଆଜି ତାଙ୍କୁ ଏନେଇ ପ୍ରଶଂସାର ସୁଅ ଛୁଟିଛି। ଏନେଇ ସେ ମାଲାମାଲ୍ ମଧ୍ୟ ହୋଇଯାଇଛନ୍ତି।
କ୍ଲର୍କ କ୍ୟାଡରରେ ଜୁନିଅର ଆସୋସିଏଟ୍ ପଦବୀ ପୂରଣ ପାଇଁ ଏସ୍ବିଆଇ ଆବେଦନ ଜାରି କରିଛି। ଏହି ପ୍ରକ୍ରିୟାରେ ୫ ହଜାରରୁ ଅଧିକ ପୋଷ୍ଟ୍ ପୂରଣ ହେବ। ଏନେଇ ଆଜିଠାରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା। ଅଧିକ ତଥ୍ୟ ଜାଣିବା ପାଇଁ ପଢନ୍ତୁ…
ଦୀର୍ଘ ଦିନ ଧରି ଲୁଚାଛପା ସଂପର୍କରେ ରହିଲା ପରେ ଗତ ବର୍ଷ ଡିସେମ୍ବରରେ ଭିକି କୌଶଲ-କ୍ୟାଟ୍ରିନା କୈଫ୍ ବିବାହ କରିଥିଲେ। ଏବେ ‘କଫି ୱିଥ୍ କରନ ସିଜନ ୭’ ରେ କ୍ୟାଟ୍ରିନା କୈଫ୍ ଭିକିଙ୍କୁ ନେଇ ଅନେକ ଖୁଲାସା କରିଛନ୍ତି। ସେ ତାଙ୍କ ରାଡରରେ ନଥିବା କହିବା ସହ...
ରିଲିଜ୍ ହୋଇଛି ଐଶ୍ୱର୍ଯ୍ୟା ରାୟଙ୍କ 'ପୋନ୍ନିୟିନ୍ ସେଲ୍ଭନ୍'ର ଟ୍ରେଲର୍। ଏଥିରେ ପ୍ରତ୍ୟେକ ଚରିତ୍ରଙ୍କ ଦମଦାର ଭୂମିକା ଦେଖିବାକୁ ମିଳିଛି। ଟ୍ରେଲର୍ ଏତେ ଜବରଦସ୍ତ ହୋଇଛି ଯେ ଲୋକେ ଫିଲ୍ମକୁ ଆଗ୍ରହର ସହ ଚାହିଁ ବସିଛନ୍ତି। କୁହାଯାଉଛି ଏହାକୁ ଦେଖିଲା ପରେ ଲୋକେ ‘ବାହୁବଳୀ’କୁ ବି ଭୁଲିଯିବେ।
ଇତିହାସ କରିଛନ୍ତି ଆଦିବାସୀ ଝିଅ ଗୋପିକା ଗୋବିନ୍ଦ। କେରଳର ଏକ ଗରିବ ପରିବାରରେ ଜନ୍ମ ହୋଇ ବି ସେ ହୋଇପାରିଛନ୍ତି ଏୟାର ହୋଷ୍ଟେସ୍। ଏନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ଭାଇରାଲ୍ ହେଉଛି ଲୋମଟାଙ୍କୁରା ଭିଡିଓ। ଜଣେ ଯାତ୍ରୀ ଟ୍ରେନ୍ରୁ ଖସି ପଡୁଥିଲେ। ଗୋଟିଏ ମୁହୂର୍ତ୍ତ ବି ଡେରି ହୋଇଥିଲେ ଚାଲିଯାଇଥାନ୍ତା ଜୀବନ। ସେଠାରେ ଥିବା ଜଣେ ରେଲ୍ୱେ ପୁଲିସ୍ ତାଙ୍କ ପାଖକୁ ଦୌଡିଗଲେ ଆଉ ତାଙ୍କୁ ଟ୍ରେନ୍ ଭିତରକୁ ଠେଲିଦେଲେ।
ମିଳିଛି ୫ ଲକ୍ଷ ବର୍ଷର ହାତୀ ଦାନ୍ତ। ଏହାର ଲମ୍ବ ଓ ଓଜନ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଦାନ୍ତରୁ ଅନୁସନ୍ଧାନକାରୀମାନେ ଅନୁମାନ କରୁଛନ୍ତି ସେତେବେଳର ହାତୀ ପ୍ରାୟ ୧୬ ଫୁଟ ଲମ୍ବର ଥିଲେ। ତେବେ ଜାଣନ୍ତୁ ଏହି ଦାନ୍ତର ଲମ୍ବ ଓ ଓଜନ...
ଭାରତରେ ଏମିତି ଅନେକ ନିଆରା ଜାଗା ଅଛି ଯାହାକୁ ଆପଣ ପ୍ରାୟ ଦେଖିଥିବେ। କିନ୍ତୁ ଏଇ ଭାରତରେ ଏମିତି କିଛି ଜାଗା ଅଛି ଯାହା ଅନ୍ତିମ ଜାଗା। ଆପଣ କେବେ ଏ ଜାଗା ବିଷୟରେ ଜାଣିଛନ୍ତି କି? ଜାଣିବା ପାଇଁ ପଢନ୍ତୁ…
ରେଳ ଟ୍ରାକ୍ରେ ପଡିଗଲେ ଯୁବକ। ଟ୍ରେନ୍ ଆସି କ୍ଷିପ୍ର ଗତିରେ ତାଙ୍କ ଉପରେ ଚାଲିଗଲା। ଯୁବକଙ୍କ ଉପସ୍ଥିତ୍ ବୁଦ୍ଧି ଯୋଗୁଁ ବଞ୍ଚିଗଲେ। ଭାଇରାଲ୍ ହେଉଛି ଏହି ଭିଡିଓ।
SAILରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଏଥିପାଇଁ SAIL ଆଟେଣ୍ଡାଣ୍ଟ୍-କମ୍-ଟେକ୍ନିସିଆନ୍ ଟ୍ରେନି ପଦରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
'ଦୁଲ୍ହେ ରାଜା'ର ରିମେକ୍ ଅଧିକାର ହାସଲ କଲା ଶାହରୁଖଙ୍କ ପ୍ରଡକ୍ସନ୍ ବ୍ୟାନର। ୧୯୯୮ର ଏହି କମେଡି-ଡ୍ରାମା ଫିଲ୍ମରେ ଗୋବିନ୍ଦା ଏବଂ ରବିନା ଟଣ୍ଡନ୍ ମୁଖ୍ୟ ଭୂମିକାରେ ଥିଲେ। ତେବେ ଆଜିର ଦର୍ଶକଙ୍କୁ ଏହାକୁ କିପରି ପରଷିଦିଆଯିବ ତାହା ସମୟ କହିବ।
ଅମିତାଭ ବଚ୍ଚନ ଆଜି ଯେଉଁ ଜାଗାରେ ପହଞ୍ଚିଛନ୍ତି କୌଣସି କାମ ନ କଲେ ବି ଅଭାବ ରହିବ ନାହିଁ। ତାଙ୍କୁ ୭୯ ବୟସ ହେଲାଣି। ତଥାପି ଥକି ନାହାନ୍ତି। ଏ ବୟସରେ ବି ସେ ଦୀର୍ଘ ୧୪ ଘଣ୍ଟା ପରିଶ୍ରମ କରନ୍ତି।
ବିନା ଗୁରୁରେ କେହି ସଫଳତା ପାଇନି। ଗୁରୁ ହିଁ ଦେଖେଇଥାନ୍ତି ଆଲୋକର ମାର୍ଗ। ସଫଳତାର ଶୀର୍ଷରେ ପହଞ୍ଚାଇବାର ରାସ୍ତା। ଭାରତୀୟ ପୁରାଣରେ ଅନେକ ମହାନ ଗୁରୁଙ୍କ ଉଦାହରଣ ରହିଛି ଯେଉଁମାନଙ୍କ ଶିକ୍ଷା ସେମାନଙ୍କ ଶିଷ୍ୟମାନଙ୍କୁ କରିଛି ଶକ୍ତିଶାଳୀ। ଆସନ୍ତୁ ସେମିତି କିଛି ଗୁରୁଙ୍କ ବିଷୟରେ ଜାଣିନେବା।
ଆଜି ସାରା ଦେଶର ବିଭିନ୍ନ ଶୈକ୍ଷିକ ଅନୁଷ୍ଠାନରେ ପାଳନ ହେଉଛି ଗୁରୁଦିବସ। ଏହି ଅବସରେ ବିଭିନ୍ନ ସ୍କୁଲ୍, କଲେଜ୍ ଓ ବିଶ୍ୱବିଦ୍ୟାଳୟର ପିଲାମାନେ ଗୁରୁଙ୍କୁ ନେଇ ଭାଷଣ ଦେବାକୁ ନିଜକୁ ପ୍ରସ୍ତୁତ କରୁଥିବେ। ଯେଉଁମାନେ ଏମିତି କରୁଛନ୍ତି ସେମାନଙ୍କ ପାଇଁ ଏହି ଲେଖା ଅତ୍ୟନ୍ତ ଉପକାରୀ।