ନବରାତ୍ରୀର ଅଷ୍ଟମୀ ବା ନବମୀ ଯେକୌଣସି ଦିନ କନ୍ୟାପୂଜା କରାଯାଇପାରେ। ଦୁର୍ଗାଷ୍ଟମୀ ଦିନ କେତେକ ଭକ୍ତ କନ୍ୟା ପୂଜା କରି ସେମାନଙ୍କୁ ଭୋଜନ ଦେଇଥାନ୍ତି ତ କେହି କେହି ନବମୀ ତିଥିଙ୍କୁ ଅଧିକ ଶୁଭ ବୋଲି ମନେ କରନ୍ତି। ତେବେ ଆସନ୍ତୁ ନଜର ପକେଇବା କେତେକ ସାମଗ୍ରୀ ଉପରେ...
ଦଶହରା ଓଡିଶାର ଏକ ପ୍ରମୁଖ ପର୍ବ। ଏନେଇ କଟକର ସ୍ଥାନ ସ୍ୱତନ୍ତ୍ର। ମା’ଙ୍କ ପୂଜା ବିଧିରେ ଭୋଗ ଏକ ନିଆରା ପରମ୍ପରା। କେତେକ ମଣ୍ଡପରେ ସାଧାରଣ ଭୋଗ ହେଉଥିବା ବେଳେ ଆଉ କେତେକ ମଣ୍ଡପର ଭୋଗକୁ ନେଇ ରହିଛି ସ୍ୱତନ୍ତ୍ରତା। ଆସନ୍ତୁ ନଜର ପକେଇବା…
UPSSSC ଫରେଷ୍ଟ୍ ଗାର୍ଡ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଏହି ଦିନରୁ ଆରମ୍ଭ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୭୦୧ଟି ପଦବୀ ପୂରଣ ହେବ।
ଆଜି ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିନ। ସେ ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ସିନେ ନିର୍ମାତା ମନୋଜ କୁମାରଙ୍କୁ ଚାଷୀମାନଙ୍କ ଉପରେ ଆଧାର କରି ଏକ ଫିଲ୍ମ ତିଆରି କରିବାକୁ ଉପଦେଶ ଦେଇଥିଲେ। ମନୋଜ କୁମାର ମାତ୍ର ୨୪ ଘଣ୍ଟାରେ ଏହି ଫିଲ୍ମର କାହାଣୀ ତିଆରି କରିଦେଲେ। ଜାଣନ୍ତୁ ସେ...
ତାଙ୍କ ଜୀବନ ଥିଲା ସରଳ କିନ୍ତୁ ଚିନ୍ତା ଥିଲା ଉଚ୍ଚ। ଭାରତ-ପାକିସ୍ତାନ ଯୁଦ୍ଧରେ ସେ ଦେଶର ମଙ୍ଗ ଧରି ସେନାକୁ ଉପଯୁକ୍ତ ନିର୍ଦ୍ଦେଶ ଦେଇଥିଲେ। ସେ ହେଲେ ଲାଲ୍ ବାହାଦୂର ଶାସ୍ତ୍ରୀ। ତେବେ ଆସନ୍ତୁ ଜନ୍ମଦିନରେ ତାଙ୍କ ଜୀବନ ଏବଂ ଦେଶରେ ତାଙ୍କ ନେତୃତ୍ୱ ସହିତ ଜଡିତ କିଛି...
ଆଜି ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ। ଗାନ୍ଧୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ରାଜନୈତିକ ଏବଂ ଆଧ୍ୟାତ୍ମିକ ନେତା ଥିଲେ ଯିଏ ଅହିଂସାରେ ଯୁଦ୍ଧ ବିଜୟର ସ୍ୱପ୍ନ ଦେଖିଥିଲେ। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।
ଅନ୍ତ ହୋଇଛି 'ବିଗ୍ ବସ୍ ୧୬' ପାଇଁ ଅପେକ୍ଷା କରିଥିବା ଦର୍ଶକଙ୍କର। ଏଥିରେ କୃଷ୍ଣା ଅଭିଷେକଙ୍କୁ ଏକ ଭିନ୍ନ ଢଙ୍ଗରେ ଦେଖିବାକୁ ମିଳିବ। ଆସନ୍ତୁ ଜାଣିବା ଏଥିରେ ତାଙ୍କର କ’ଣ ଭୂମିକା ରହିଛି…
ପ୍ରଥମ ଦିନରୁ ମନ ମୋହିଲା 'ପୋନ୍ନିୟନ ସେଲ୍ଭନ୍-୧'। ରୋଜଗାରରେ 'ବିକ୍ରମ ବେଧା'କୁ ପଛରେ ପକେଇଲା। ଓପେନିଙ୍ଗ୍ ମାମଲାରେ ହେଲା ତୃତୀୟ ସର୍ବୋଚ୍ଚ ତାମିଲ ଫିଲ୍ମ।
ଗୃହର ଐଶାନ୍ୟ କୋଣ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି କୋଣରେ ଦୋଷତୃଟି ଥିଲେ ଗୃହବାସୀଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଥାଏ। ଏଣୁ ଏହି କୋଣର ଦୋଷ ତୃଟିକୁ ଜାଣିବା ସହ ଏହି ସ୍ଥାନକୁ ଏତେ ଗୁରୁତ୍ୱ କାହିଁକି ଦିଆଯାଏ ଆସନ୍ତୁ ଜାଣିବା।
ଇତିହାସ ରଚିଲେ ମିକା ସିଂହ। ନିଜର ଏକ ଦ୍ୱୀପ କିଣି ହେଲେ ପ୍ରଥମ ଭାରତୀୟ। ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର୍ ଧରିଛି।
ବୃତ୍ତିଗତ ପରାମର୍ଶଦାତା ହେଉଛନ୍ତି ସେମାନେ ଯେଉଁମାନେ ଉଭୟ ନୂଆ ଏବଂ ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ପାଇଁ ଏକ ରୋଡ୍ ମାପ୍ ତିଆରି କରିବାରେ ସାହାଯ୍ୟ କରିଥାନ୍ତି। ତେବେ ଆସନ୍ତୁ ଭାରତର ସର୍ବଶ୍ରେଷ୍ଠ ୧୦ ଜଣ ବ୍ୟବସାୟୀଙ୍କ ବିଷୟରେ ଜାଣିବା ଯେଉଁମାନେ ଏକ ବ୍ୟବସାୟକୁ ସଠିକ ଦର୍ଶନ ଏବଂ ଦିଗ ଦେଇଛନ୍ତି।
ତାଲିମ୍ ରିମେକ୍ ‘ବିକ୍ରମ ବେଧା’ ରିଲିଜ୍ ହୋଇଥିବା ବେଳେ ବାସ୍ତବ ଲାଗୁନି ହ୍ରିତିକ୍ଙ୍କ ଚରିତ୍ର। ତାଙ୍କର ମଇଳା ଚେହେରା, ଦାଢି ଓ ଚୁଟି ତାଙ୍କୁ ଫିଟ୍ ହେଉ ନଥିବା ଦେଖାଯାଏ। ତାମିଲ୍ର ମୂଳ ଫିଲ୍ମରେ ବେଧା ଚରିତ୍ର ଜଣେ ବାସ୍ତବ ଖଳନାୟକ ଭଲି ଲାଗୁଥିବା ବେଳେ ଏଥିରେ ସିନେମାଟିକ୍...
୨୪ ବର୍ଷର ଯୁବତୀ ପୋଷା ପଶୁମାନଙ୍କୁ ସହଯୋଗ କରିବା ନେଇ ଏକ ଫୁଡ୍ ବ୍ୟାଙ୍କ୍ କରିଛନ୍ତି। ଯେଉଁ ମାଲିକମାନେ ସେମାନଙ୍କ ଗୃହପାଳିତ ପଶୁଙ୍କ ପାଇଁ ଖର୍ଚ୍ଚ କରି ନ ପାରୁଛନ୍ତି ସେମାନେ ଏଥିରେ ଉପକୃତ ହେବେ।
ପିଲାଦିନୁ ନଥିଲା ପାଠ ପ୍ରତି ରୁଚି। ୬ଷ୍ଠରେ ହୋଇଯାଇଥିଲେ ଫେଲ୍। ଯିଦି ଧରିଲେ କିଛି କରିଦେଖେଇବେ। କଲେ କଠିନ ପରିଶ୍ରମ। ତାଙ୍କ ପରିଶ୍ରମ ତାଙ୍କୁ କରିଦେଲା IAS ଅଫିସର୍। ଆସନ୍ତୁ ଜାଣିବା ସେ କିପରି କରୁଥିଲେ ଅଭ୍ୟାସ।
ଆପଣଙ୍କର ଗାଡି ପ୍ରତି ଆଗ୍ରହ ଅଛି କି? ଏହା ସହ ଆପଣ ପାଖରେ କିଛି କ୍ରିଏଟିଭ୍ ଆଇଡିଆ ଅଛି କି? ତେବେ ଆପଣ ବି ହୋଇପାରିବେ ଅଟୋମୋବାଇଲ୍ ଡିଜାଇନର୍। ୧୦ ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଦରମା ବି ପାଇପାରିବେ।
ପରଦାରେ ଖୁବ୍ ଶିଘ୍ର ଆସିବ ‘ବିଗ୍ ବସ୍ ସିଜନ ୧୬’। ସଲମାନ ଖାନ ପୁଣି ହୋଷ୍ଟ୍ କରୁଥିବା ନଜର ଆସିବେ। ତେବେ ସେ କାହିଁକି ବାରମ୍ବାର ହୋଷ୍ଟ କରୁଛନ୍ତି, ତା’ର ଖୁଲାସା କରିଛନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତର କାହାଣୀ କହିବ ‘ବାଲ୍ ନରେନ୍’ । ପୱନ ନାଗପାଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଏହି ଦିନ ରିଲିଜ୍ ହେବାକୁ ଯାଉଛି। ଜାଣନ୍ତୁ କ’ଣ ରହିଛି କାହାଣୀ…
ସ୍ୱରର ମଲ୍ଲିକା ତାଙ୍କର ଅବସର ସମୟରେ ରିୟାଜ୍ କରନ୍ତି କିମ୍ବା ତାଙ୍କ ପ୍ରିୟ ଖେଳ କ୍ରିକେଟ୍ ଦେଖିବାକୁ ପସନ୍ଦ କରନ୍ତି। ୧୯୮୩ ମସିହାରେ ଲର୍ଡସ୍ରେ ଆୟୋଜିତ ଗୌରବମୟ ବିଶ୍ୱ କ୍ରିକେଟ୍ କପ୍ ବିଜୟର ସାକ୍ଷୀ ମଧ୍ୟ ଲତା ମଙ୍ଗେସ୍କର୍। ତେବେ ଆସନ୍ତୁ ଜାଣିବା କିପରି ଲତା ଜୀଙ୍କ କ୍ରିକେଟ୍...
ରେକର୍ଡ କରିବା ପାଇଁ ସାଧନା ଓ ପରିଶ୍ରମର ଆବଶ୍ୟକତା ଥିବାବେଳେ ଏମିତି ଚାରି ଭଉଣୀଙ୍କ ପାଖକୁ ସୁଯୋଗ ଆପେ ଆପେ ଆସିଯାଇଛି। ସବୁଠାରୁ ଅଧିକ ବର୍ଷ ବଞ୍ଚିବା ନେଇ ସେମାନେ ରେକର୍ଡ କରିଛନ୍ତି। ଆସନ୍ତୁ ଜାଣିବା ଏମାନେ କିଏ…
ସଙ୍ଗୀତର ଶିଖର ଛୁଇଁଥିବା ଲତା ମଙ୍ଗେଶକର ଦର୍ଶକଙ୍କୁ ହଜାର ହଜାର ଗୀତ ଭେଟିଦେଇଛନ୍ତି। ସ୍ୱର କୋଳିଳ ଲତା ମଙ୍ଗେଶକରଙ୍କ ଜନ୍ମଦିନ ଅବସରରେ ଅଯୋଧ୍ୟାରେ ଉଦ୍ଘାଟିତ ହେବ ଲତା ମଙ୍ଗେଶକର ଛକ।