ଭାରତୀୟଙ୍କ ପାଇଁ ଜାତୀୟ ସଂଗୀତ ପରିବେଷଣ କଲେ ପାକିସ୍ତାନୀ କଳାକାର। ‘ଜନ ଗଣ ମନ’କୁ ବଜେଇ ସେ ଭାରତୀୟଙ୍କ ପ୍ରୀୟ ହୋଇଯାଇଛନ୍ତି। ପ୍ରତି ଭାରତୀୟଙ୍କ ପାଖରୁ ଛୁଟୁଛି ପ୍ରଶଂସାର ସୁଅ।
ନାରୀ ଆଜି ସଫଳତାର ଶୀର୍ଷରେ। ନିଜର ପରିଶ୍ରମ ଏବଂ ଉଦ୍ୟମ ବଳରେ ସେ ଆଜି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଛି। ଆମ ଭିତରେ ଏମିତି ଅନେକ ନାରୀ ଅଛନ୍ତି ଯେଉଁମାନେ ଓଡ଼ିଶାର କଳା, ସଂସ୍କୃତି ଓ ପରଂପରାକୁ ଆଗକୁ ନେବା ସହିତ ବିଶ୍ୱବନ୍ଦିତ ହୋଇପାରିଛନ୍ତି। ସେମିତି...
ବାବା ଭେଙ୍ଗା ଏଭଳି ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସତ ହୋଇସାରିଛି। ୨୦୨୨ ପାଇଁ ସେ ୬ଟି ଭବିଷ୍ୟବାଣୀ କରିଛନ୍ତି, ୨ଟି ସତ ହେଲାଣି। ଚଳିତ ବର୍ଷ ଭାରତ ପାଇଁ ରହିଛି ଏହି ଭୟଙ୍କର ଭବିଷ୍ୟବାଣୀ, ଜାଣନ୍ତୁ…
ଭାରତର ଉଦ୍ବେଗକୁ ଶ୍ରୀଲଙ୍କାର ଅଣଦେଖା। ହାମ୍ବାନଟୋଟା ବନ୍ଦରରେ ପ୍ରବେଶ ଲାଗି ଚୀନ୍ ସ୍ପାଏ ସିପ୍ ୟୁଆନ୍ ଓ୍ୱାଙ୍ଗ-ଫାଇଭ୍କୁ ଅନୁମତି ଦେଇଛନ୍ତି ସେଠିକାର ସରକାର। ଏକାଧିକ ଆଧୁନିକ ରାଡାର୍ ଖଞ୍ଜାଥିବା ଏହି ସ୍ପାଏ ସିପ୍ ଶ୍ରୀଲଙ୍କାକୁ ଆସିବା ଯୋଗୁଁ ଭାରତର ଦକ୍ଷିଣରେ ଥିବା ବିଭିନ୍ନ ସାମରିକ ଓ କ୍ଷେପଣାସ୍ତ୍ର...
NALCO ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନିଂ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୧ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଆବେଦନର ଶେଷ ତାରିଖ ଓ ଅନ୍ୟାନ୍ୟ ସୂଚନା।
ସମସ୍ତ ବିରୋଧ ପରେ ମଧ୍ୟ ପର୍ଫେକ୍ଟନିଷ୍ଟ ଆମିରଙ୍କ ଫିଲ୍ମକୁ ପ୍ରଶଂସା କରାଯାଉଛି। ସମାଲୋଚକମାନେ ଏହି ଫିଲ୍ମକୁ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି। ଫିଲ୍ମ ଆରମ୍ଭ ଦିନର ଆୟ ଆଶା ଠାରୁ କମ୍ ଥିଲା ଏବଂ ଦ୍ୱିତୀୟ ଦିନରେ ଏହାର ଆୟରେ ମଧ୍ୟ ହ୍ରାସ ଘଟିଥିଲା।
ସୋସିଆଲ୍ ମିଡିଆରେ ବିପାଶା ବସୁ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସେ ତାଙ୍କ ବେବି ବମ୍ପ୍ ଫଟୋ ଶେୟାର କରିଛନ୍ତି। ଏହା ଦେଖି ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି ‘ପୋଷାକ ତ ପିନ୍ଧନ୍ତୁ’।
ଜଳବାୟୁ ପରିବର୍ତ୍ତନଜନିତ ଗମ୍ଭୀର ପରିବେଶର ସମସ୍ୟା ସାଙ୍ଗକୁ ମହାବିନାଶକ ଅସ୍ତ୍ରଶସ୍ତ୍ରର ଭଣ୍ଡାର ଏବଂ ମହାକାଶ ଯୁଦ୍ଧର ସମ୍ଭାବନା କାରଣରୁ ଭୂପୃଷ୍ଠ ବା ପୃଥିବୀର ଜୀବନଦାୟୀନୀ କ୍ଷମତା ସଙ୍କଟରେ ପଡୁଛି। ଏ ବାବଦରେ ଅନେକ ବିଶେଷଜ୍ଞ ଓ ବୈଜ୍ଞାନିକ ଅନେକବାର ଚେତାବନୀ ମଧ୍ୟ ଦେଇସାରିଲେଣି। ଏହା ସମକାଳୀନ ଦୁନିଆର ସବୁଠାରୁ...
ସମସ୍ତେ ‘ଆଜାଦି କା ଅମୃତ ମହୋତ୍ସବ’କୁ ନିଜ ନିଜ ଢଙ୍ଗରେ ପାଳନ କରିଛନ୍ତି। ବିଶେଷକରି ଯୁବକମାନଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖାଦେଇଛି। ଦେଶପ୍ରେମରେ ପରିପୂର୍ଣ୍ଣ ଏପରି ଜଣେ ଯୁବକ ଏବେ ସାମ୍ନାକୁ ଆସିଛନ୍ତି ଯାହାଙ୍କ ବିଷୟରେ ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହେବେ।
OLA ଇଲେକ୍ଟ୍ରିକ୍ କାର୍ ଲଞ୍ଚ୍ କରିବାକୁ ଘୋଷଣା କରିଛି। ଲଞ୍ଚିଂ ଇଭେଣ୍ଟ୍ରେ ଏହି ଦିନ କାର୍ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ଏହାର ବ୍ୟାଟେରୀ କ୍ଷମତା ୫୦୦ କିଲୋମିଟର ରହିବ। ଜାଣନ୍ତୁ ଅନ୍ୟାନ୍ୟ ଫିଚର…
ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କୁ ଲଡୁଗୋପାଳ ରୂପରେ ପୂଜା କରାଯାଏ। ଲଡୁଗୋପାଳଙ୍କ ପ୍ରତିମୂର୍ତ୍ତିର ଛାତିରେ ଏକ ପାଦଚିହ୍ନ ରହିଛି। ଏହାର କାରଣ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ଏହି ପାଦଚିହ୍ନର ରହସ୍ୟ କ’ଣ?
ବିକଶିତ ଭାରତର ସ୍ୱପ୍ନ ଦେଖାଇଲେ ପ୍ରଧାନମନ୍ତ୍ରୀ। ଦୁର୍ନୀତି ଓ ପରିବାରବାଦ ଦୂର ଉପରେ ଦେଲେ ଗୁରୁତ୍ୱ। ସେପଟେ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ।
ଝାରସୁଗୁଡ଼ାରେ ସେଲ୍ସମ୍ୟାନ୍ଙ୍କୁ ପିଟିପିଟି ହତ୍ୟା। ମିଳିମିଶି ମାରିଦେଲେ ଗହଣା ଦୋକାନୀଙ୍କ ପୁଅ ଓ କର୍ମଚାରୀ। ମାଲିକଙ୍କ ଅଭିଯୋଗ, ଚୋରି ସୁନା ବନ୍ଧକ ରଖିଥିଲେ ସେଲ୍ସମ୍ୟାନ୍।
ସାରା ଦେଶ ଏବେ ଦ୍ୱନ୍ଦ୍ୱରେ। ଦେଶ ୭୫ ନା ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି ତାହାକୁ ନେଇ ସମସ୍ତେ ସନ୍ଦେହରେ। ଯଦି ଆପଣ ବି ଏହି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ଜାଣନ୍ତୁ ପ୍ରକୃତ କଥା।
ଅନିଲ୍ କପୁର୍ ଏମିତି ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେଉଛି। ସେ ହାତରେ ତ୍ରିରଙ୍ଗା ଧରି ଖୁବ୍ ଜୋର୍ରେ ଦୌଡୁଥିବା ନଜର ଆସିଛନ୍ତି। ତାଙ୍କର ଏହି ଷ୍ଟାଇଲ୍ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ 'ଏଭରଗ୍ରୀନ୍ ଅଭିନେତା'କୁ ସଲାମ କରୁଛନ୍ତି।
LICରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ବାହାରିଛି ଅନେକଗୁଡିଏ ପଦବୀ। ଦେଖନ୍ତୁ କେଉଁ ପଦବୀ ପାଇଁ ରହିଛି କ’ଣ ଯୋଗ୍ୟତା ଓ କେତେ ପାଇବେ ଦରମା।
ଆମିର୍ଙ୍କ ପାଇଁ ଖୁସି ଖବର। ଭାରତରେ 'ଲାଲ୍ ସିଂହ ଚଡ୍ଢା'ର ରୋଜଗାର ଧିରେ ଧିରେ ବଢୁଛି। ନିଜ ଦେଶରେ ଆମିରଙ୍କ ଏହି ଫିଲ୍ମକୁ ଘୋର ବିରୋଧ କରାଯାଉଥିବା ବେଳେ ବିଦେଶରେ କିନ୍ତୁ ଦମଦାର ଚାଲୁଛି। ଆସନ୍ତୁ ଜାଣିବା କେଉଁଠି କେତେ ରୋଜଗାର କଲାଣି।
ଆଜି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଥିବାରୁ ସମସ୍ତେ ମାତୃଭୂମି ପ୍ରତି ସମ୍ମାନ ଜଣାଇଛନ୍ତି। ଭାରତକୁ ବ୍ରିଟିଶ କବଳରୁ ମୁକ୍ତ କରିବାରେ ଦେଶର ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ଏହି ବୀରମାନଙ୍କୁ ନେଇ ଅନେକ ଦମଦାର ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ତେବେ ଆସନ୍ତୁ...
ଭାରତ ସରକାର 'ହର୍ ଘର୍ ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି। ଏନେଇ ସାଧାରଣ ଭାରତୀୟ ମଧ୍ୟ ନିଜ ଘରେ ତ୍ରିରଙ୍ଗା ବାନ୍ଧି ଦେଶପ୍ରେମର ପତାକା ଉତ୍ତୋଳନ କରୁଛନ୍ତି। ସେଲିବ୍ରେଟିମାନେ ମଧ୍ୟ ଏଥିରେ ପଛରେ ପଡି ନାହାଁନ୍ତି। ସବୁଠୁ ଆଶ୍ଚର୍ଯ୍ୟ କରିଛନ୍ତି ଜଣେ ବୃଦ୍ଧ ଦମ୍ପତ୍ତି।
ଆଜି ଦେଶ ପାଳୁଛି ‘ଆଜାଦୀ କା ଅମୃତ ମହୋତ୍ସବ’। ଦେଶକୁ ସ୍ୱାଧୀନତା ଦେବା ନେଇ ଅନେକ ସଂଗ୍ରାମୀ ନିଜ ଜୀବନକୁ ବଳି ଦେଇଛନ୍ତି। ଖାଲି ପୁରୁଷ ନୁହେଁ ଏଥିରେ ମହିଳାମାନଙ୍କର ବି ଅନେକ ଭୂମିକା ରହିଛି। ଆସନ୍ତୁ ସେମିତି ୫ ଶକ୍ତିଶାଳୀ ମହିଳାଙ୍କ ଉପରେ ନଜର ପକେଇ ନେବା।