• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Ukraine war prediction reduces Russian soldiers wife to tears
ଥମୁନି ଋଷ-ୟୁକ୍ରେନ ଯୁଦ୍ଧ; ଆଉ ଏତେ ବର୍ଷ ଚାଲିବ ବୋଲି ବାବା ଭେଙ୍ଗାଙ୍କ ପୂର୍ବାନୁମାନ

ଫେବୃଆରୀ ୨୨ରୁ ଆରମ୍ଭ ହୋଇଥିବା ଋଷ-ୟୁକ୍ରେନ ଯୁଦ୍ଧ ନିକଟରେ ଶେଷ ହେବାର କୌଣସି ସଂକେତ ଦେଖାଯାଉନି। ଆହୁରି ଏତେ ବର୍ଷ ଚାଲିବ ବୋଲି ପୂର୍ବାନୁମାନ କରିଥିଲେ ବାବା ଭେଙ୍ଗା। ଏହାକୁ ନେଇ ସୈନିକଙ୍କ ମଧ୍ୟ ଦେଖାଦେଇଛି ଅନିଶ୍ଚିତତାର ପରିବେଶ।

Success story of IAS Anju Sharma
ଦଶମ ଓ ଦ୍ୱାଦଶରେ ଫେଲ୍ ହୋଇ ବି ପ୍ରଥମ ପ୍ରୟାସରେ ହୋଇଗଲେ IAS

ପରିଶ୍ରମ କରୁଥିବା ବ୍ୟକ୍ତି କୌଣସି ପରିସ୍ଥିତିରେ ବି ହାର୍ ମାନେନା ବୋଲି ପ୍ରମାଣିତ କରିଛନ୍ତି IAS ଅଞ୍ଜୁ ଶର୍ମା। ଦଶମ ଦ୍ୱାଦଶରେ ଫେଲ୍ ହୋଇବି ହାରିଯାଇ ନଥିଲେ ସେ। ପରିଶ୍ରମକୁ କରିଥିଲେ ଦୁଇଗୁଣ। ମାତ୍ର ୨୨ ବର୍ଷରେ ହୋଇଗଲେ IAS ଅଫିସର୍।

Significance importance history of October 8
ଆଜି ବାୟୁସେନା ଦିବସ : ଏଥରର ବାର୍ତ୍ତା...‘ଗର୍ବର ସହ ଆକାଶକୁ ଛୁଇଁବା’

ବର୍ତ୍ତମାନ ଭାରତୀୟ ବାୟୁସେନାରେ ଶକ୍ତିଶାଳୀ ଯୁଦ୍ଧ ବିମାନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ ଶୀଘ୍ର ଏହି ଶକ୍ତିଶାଳୀ ବିମାନର କାର୍ଯ୍ୟଦକ୍ଷତା ଦେଖିବାକୁ ପାଇବେ। ଦେଶ ପ୍ରତି ବର୍ଷ ଭାରତୀୟ ବାୟୁସେନା ଦିବସକୁ ବାର୍ଷିକ ଉତ୍ସବ ଭାବରେ ପାଳନ କରିଥାଏ। ତେବେ ଆସନ୍ତୁ ଜାଣିବା ବାୟୁସେନା ଦିବସ କେବେ,...

Vacancies for these posts for graduate candidates
ITBP ଜାରି କରିଛି ଆବେଦନ; ଦରମା ୮୧ ହଜାର

ITBPରେ ପୂରଣ ହେବ ହେଡ୍ କନଷ୍ଟେବଳ ପଦବୀ। ୮୧ ହଜାର ଟଙ୍କା ଦରମା ମିଳିବ। ଆବେଦନ ପ୍ରକ୍ରିୟା କେବେ ଆରମ୍ଭ ହେବ ଜାଣିବା ପାଇଁ ପଢନ୍ତୁ।

Ayesha Jhulka revealed salman khan donate food to beggars at midnight
ଅଧ ରାତିରେ ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଥିଲେ ସଲମାନ

ସଲମାନ ଖାନ୍ ବର୍ତ୍ତମାନ ‘ବିଙ୍ଗ୍ ହ୍ୟୁମାନ’ ସଂସ୍ଥା ଗଠନ କରି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କର ଏଭଳି ମନୋଭାବ ଆଜିକାଲିର ନୁହେଁ। ସୁଟିଂ ସରିବା ପରେ ସମସ୍ତେ ଯେତେବେଳେ ଘରକୁ ଫେରିଯାଉଥିଲେ ସେତେବେଳେ ସଲମାନ ରାତି ଅଧରେ ରାସ୍ତାକଡ ଭିକାରୀଙ୍କୁ ଖାଦ୍ୟ ବାଣ୍ଟୁଥିଲେ।

Birth anniversary of Vinod Khanna 10 interesting facts about actor
ଓଶୋଙ୍କ ଆଶ୍ରମରେ ବି ବାସନ ଧୋଉଥିଲେ ବିନୋଦ ଖାନ୍ନା

ଜୀବନକୁ ତିନି ସ୍ତରରେ ଜୀଇଛନ୍ତି ବିନୋଦ ଖାନ୍ନା। ଗ୍ଲାମର ଦୁନିଆରେ ଚଳଚଞ୍ଚଳ, ସବୁ ମୋହ ଛାଡି ସନ୍ନ୍ୟାସୀ, ରାଜନୀତିରେ ପ୍ରବେଶ, ସବୁକୁ ଉପଭୋଦ କରିଛନ୍ତି ସେ। ତେବେ ଆସନ୍ତୁ ଏହାକୁ ନେଇ ତାଙ୍କ ସହ ଜଡିତ ୧୦ ରୋଚକ କଥା ବିଷୟରେ ଜାଣିନେବା।

Old man marries young girl at 78 after 3 years of dating
ଅଜବ ବିବାହ: ୧୮ ବର୍ଷର କନିଆଁକୁ ୭୮ ବର୍ଷର ବର

ଜେଜେବାପା ବୟସର ଜଣେ ବ୍ୟକ୍ତି ତାଙ୍କ ନାତୁଣୀ ବୟସର ଜଣେ ଝିଅଙ୍କୁ ବିବାହ କରିନେଇଛନ୍ତି। ୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ପ୍ରେମ, ଏବେ ନେଲା ବିବାହ ରୂପ। ଏବେ ପରିବାର ପାଇଁ କରୁଛନ୍ତି ଯୋଜନା।

Disadvantages of changing jobs too soon
ଆପଣ ବାରମ୍ବାର ଚାକିରି ପରିବର୍ତ୍ତନ କରୁଛନ୍ତି କି; ହେଇପାରେ କ୍ୟାରିଅର୍ ନଷ୍ଟ

ଅନେକ ନିଜ କ୍ୟାରିଅରରେ ଆଗକୁ ବଢିବା ପାଇଁ ବାରମ୍ବାର ଚାକିରି ପରିବର୍ତ୍ତନ କରନ୍ତି। ସେମାନେ ଭାବନ୍ତି ଏହା କରିବା ଦ୍ୱାରା ଭଲ ଦରମା ହୋଇଥାଏ। କିନ୍ତୁ ଏହା କ୍ୟାରିଅରକୁ କ୍ଷତି ପହଞ୍ଚାଇ ପାରେ।

Karenjeet kaur bains sets Guinness world record for most bodyweight squats in a minute
ଗୋଟିଏ ମିନିଟ୍‌ରେ ସବୁଠୁ ଅଧିକ ବଡିୱେଟ୍ ସ୍କ୍ୱାଟ୍ କରି ରେକର୍ଡ କଲେ ମହିଳା

ନିଜ ଶରୀରର ଓଜନ ଅପେକ୍ଷା ଅଧିକ ସ୍କ୍ୱାଟ ଲିଫ୍ଟ ଉଠାଇବାରେ ରେକର୍ଡ କରିଛନ୍ତି ମହିଳା। ଗିନିଜ୍ ୱାର୍ଲ୍ଡ ରେକର୍ଡ ରିପୋର୍ଟ ଅନୁସାରେ ସେ ପୁରୁଷ ପ୍ରାଧାନ୍ୟ କ୍ରୀଡ଼ାରେ ଜଣେ ସଫଳ ମହିଳା, କିନ୍ତୁ ପାୱାରଲିଫ୍ଟରେ ସେ ଗ୍ରେଟ୍ ବ୍ରିଟେନର ପ୍ରତିନିଧିତ୍ୱ କରିଥିବା ପ୍ରଥମ ବ୍ରିଟିଶ୍ ଶିଖ୍ ମହିଳା।

Farewell to Maa Durga in Sindoor Khela
ଚାରିଆଡେ ଖୁସିର ମାହୋଲ; ସିନ୍ଦୂର ଖେଳରେ ମାଆଙ୍କୁ ବିଦାୟ

ବିଜୟା ଦଶମୀରେ ପୂଜା ମଣ୍ଡପରେ ମହିଷାମର୍ଦ୍ଦିନୀଙ୍କୁ ଭକ୍ତିପୂତ ଆରାଧନା। ଶାରଦୀୟ ଦୁର୍ଗୋତ୍ସବର ଅନ୍ତିମ ପର୍ବରେ ଦେଖାଦେଇଛି ସିନ୍ଦୁର ଖେଳ। ସିନ୍ଦୂର ଖେଳି ମାଆଙ୍କୁ ବିଦାୟ ଦେଉଛନ୍ତି ବଙ୍ଗୀୟ ମହିଳା।

BJP's special strategy for capturing power
ଦୁର୍ବଳ ବୁଥ୍ ସବଳ ଲାଗି ନଡ୍ଡାଙ୍କ A, B, C ଫର୍ମୁଲା

୨୦୨୪ ମିଶନ୍ ପାଇଁ ବିଜେପି ଫୋକସରେ ମୋ ବୁଥ୍, ସବୁଠୁ ମଜଭୁତ୍ ଅଭିଯାନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ A, B, C ଓ A+ ଫର୍ମୁଲାରେ କାମ ଆରମ୍ଭ କରିଛି। ରାଜ୍ୟ ବିଜେପି ଦଳକୁ ମିଳିଥିବା ଭୋଟ୍ ପ୍ରତିଶତ ଅନୁସାରେ ବୁଥ୍ଗୁଡ଼ିକୁ ଏଭଳି ଗ୍ରେଡେସନ୍...

Flourishing everywhere in Vijaya Dashami
ବିଜୟା ଦଶମୀରେ ପ୍ରଫୁଲ୍ଲିତ ଚଉଦିଗ; କେଉଁଠି ଦହିପଖାଳ, କେଉଁଠି ମାଛ ଭୋଗ

ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଦିବସ ବିଜୟା ଦଶମୀରେ ଆଜି ମାଆ ମହିଷାମର୍ଦ୍ଦିନୀଙ୍କୁ ସ୍ୱତନ୍ତ୍ର ଆରାଧନା ସହ ପୂଜାର୍ଚ୍ଚନା କରାଯାଇଛି। ବିଭିନ୍ନ ପୂଜାମଣ୍ଡପରେ ମାଆଙ୍କୁ ଭଳି କି ଭଳି ସ୍ୱତନ୍ତ୍ର ନୈବେଦ୍ୟ ଲାଗି ହୋଇଛି ଆଉ ବଙ୍ଗୀୟ ସଂପ୍ରଦାୟର ମହିଳାମାନେ ସିନ୍ଦୂର ଖେଳରେ ମାତିଛନ୍ତି। ଆସନ୍ତାକାଲି ମାଆଙ୍କୁ ମେଲାଣି ପାଇଁ...

Bumper vacancy for these posts in border roads organization
BRO ରେ ଅନେକ ପଦବୀ ଖାଲି; ଚାଲିଛି ଆବେଦନ ପ୍ରକ୍ରିୟା

ସୀମା ସଡକ ସଂଗଠନ MTS ସହିତ ଅନ୍ୟାନ୍ୟ ଅନେକ ପଦବୀ ପୂରଣ ପାଇଁ ଆବେଦନ କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସମୁଦାୟ ୩୨୭ ଟି ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ବିବରଣୀ।

Know 10 weird things of in Adipurush which spoiled the fun
ବିବାଦରେ ‘ଆଦିପୁରୁଷ’; ରହିଛି ୧୦ ତ୍ରୁଟି

ଫିଲ୍ମ ଆଦିପୁରୁଷକୁ ନେଇ ଦେଖାଦେଇଛି ବିବାଦ। ରାବଣର ଚେହେରାକୁ ନେଇ ସବୁଠାରୁ ଅଧିକ ବିବାଦ ଦେଖାଦେଇଥିବା ବେଳେ ଏଥିରେ ରହିଛି ଆହୁରି ୧୦ ତ୍ରୁଟି। କ’ଣ ଏହିସବୁ ତ୍ରୁଟି ଆସନ୍ତୁ ଜାଣିବା।

Adipurush teaser controversy vhp says hindu values ridiculed
'ଆଦିପୁରୁଷ'ରେ ରାମ ରାବଣ ଚରିତ୍ରକୁ ନେଇ ତାତିଲା ବିଶ୍ୱ ହିନ୍ଦୁ ପରିଷଦ

ରିଲିଜ୍ ହୋଇଛି 'ଆଦିପୁରୁଷ'ର ଟିଜର୍। ଏହା ପରଠାରୁ ବିବାଦ ବଢିବାରେ ଲାଗିଛି। ରାମ, ଲକ୍ଷ୍ମଣ ଏବଂ ରାବଣଙ୍କ ଭଳି ଚରିତ୍ରକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଆପତ୍ତି କରିଛି। ପରିଷଦ ଚେତାବନୀ ଦେଇ ଏମିତି କହିଛି…

Baji Raut the youngest freedom fighter of India
ବାଜି ରାଉତ : ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ

ଇଂରେଜମାନଙ୍କ ଆଦେଶକୁ ନ ମାନି ଛାତିରେ ଗୁଳି ଖାଇ ଶହୀଦ ହୋଇଗଲେ ବାଜି ରାଉତ। ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଭାବେ ନିଜ ନାଁକୁ ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲେଖିଗଲେ। ତେବେ ଆସନ୍ତୁ ଏହି କୁନି ଶହୀଦଙ୍କ ବୀର କାହାଣୀ ଉପରେ ନଜର ପକେଇ ନେବା।

Why world teachers day celebrated on 5 october
ଅକ୍ଟୋବର ୫କୁ ବିଶ୍ୱ କାହିଁକି ପାଳନ କରୁଛି ଗୁରୁ ଦିବସ

ସାରା ବିଶ୍ୱ ଅକ୍ଟୋବର ୫କୁ ଗୁରୁ ଦିବସ ଭାବେ ପାଳନ କରୁଛି। ଏହା ପଛରେ କ’ଣ ରହିଛି ଗୁରୁତ୍ୱ? କେବେଠୁ ଆରମ୍ଭ ହୋଇଛି ଏହି ଦିବସ? ଚଳିତ ବର୍ଷର କ’ଣ ରହିଛି ବିଷୟ ବସ୍ତୁ, ଜାଣିବା ପାଇଁ ପଢନ୍ତୁ…

Why did Putin occupy 4 states of Ukraine?
ୟୁକ୍ରେନ୍‌ର ୪ ରାଜ୍ୟକୁ କାହିଁକି ଅକ୍ତିଆର କଲେ ପୁତିନ୍; ଜାଣନ୍ତୁ କାରଣ

ପୁତିନ୍ ୟୁକ୍ରେନର ୪ ରାଜ୍ୟକୁ ନିଜ ଭୌଗୋଳିକ ସୀମାରେ ମିଶାଇଦେଇଛନ୍ତି। ତେବେ ପୁତିନ୍ ଏସବୁ କରିବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି। କ’ଣ ସେ କାରଣ ଆସନ୍ତୁ ନଜର ପକେଇବା।

The Kapil Sharma show tribute to Raju Srivastava
'ଦି କପିଲ ଶର୍ମା ଶୋ'ର ନିଆରା ଢଙ୍ଗରେ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି

ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ପରେ ଦେଶର କମେଡି ଇଣ୍ଡଷ୍ଟ୍ରିରେ ଏକ ଶୂନ୍ୟସ୍ଥାନ ତିଆରି ହୋଇଛି। ଦେଶର ସମସ୍ତ କଳାକାର ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବର୍ତ୍ତମାନ 'ଦି କପିଲ ଶର୍ମା ଶୋ' ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ନିଆରା ଏପିଶୋଡ୍...

Vivek Agnihotri purchased new apartment with wife Pallavi Joshi
'ଦ କାଶ୍ମୀର ଫାଇଲ୍ସ'ର ସଫଳତା ଖୁସିରେ ଆପାର୍ଟମେଣ୍ଟ କିଣିଲେ ବିବେକ ଅଗ୍ନିହୋତ୍ରୀ

'ଦ କାଶ୍ମୀର ଫାଇଲ୍ସ'ର ସଫଳତାର ଖୁସିକୁ ଆଜି ବି ଉପଭୋଗ କରୁଛନ୍ତି ବିବେକ ଅଗ୍ନିହୋତ୍ରୀ। ଏହି ଖୁସିରେ ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ଏବେଇ ସେ କୋଟି କୋଟି ଟଙ୍କା ଦେଇଛନ୍ତି। ଜାଣନ୍ତୁ କେତେ ଟଙ୍କା ଦେଇ କିଣିଲେ ଆପାର୍ଟମେଣ୍ଟ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।