• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

How to do negotiation about salary during interview
ନିଜ ଇଛା ଅନୁସାରେ ଦରମା ପାଇବାକୁ ଚାହୁଁଥିଲେ ଏମିତି ରଖନ୍ତୁ ମତ

ଅନେକ ପ୍ରାର୍ଥୀ ନିଜ ଇଛା ଅନୁସାରେ ଦରମା ଦାବି କରି ପାରନ୍ତି ନାହିଁ। ଫଳରେ ସବୁବେଳେ ଏହାକୁ ନେଇ ଚିନ୍ତାରେ ରୁହନ୍ତି। ଏହା ପଛରେ ରହିଛି ଦରମା ଦାବି ନ କରି ପାରିବାର କୌଶଳ। ଏହି ଟିପ୍ସ ମାନିଲେ ନିଜ ଇଛା ଅନୁସାରେ ମିଳିପାରିବ ଦରମା।

Very Uniqe Wedding Invitation Card
ବିବାହ କାର୍ଡ ନା ଟାବ୍‌ଲେଟ୍ ଷ୍ଟ୍ରିପ୍, ଯିଏ ଦେଖିଲା ସିଏ ହସିଲା

ଅଜବ ବିବାହ କାର୍ଡ। ଆପଣ ଏହାକୁ ହଠାତ ଦେଖିଲେ ଲାଗିବ ମେଡିସିନ୍‌ ଷ୍ଟ୍ରିପ୍ ପରି। ଭଲକି ଦେଖିଲେ ଜାଣିବେ ଏହା ଏକ ବିବାହ କାର୍ଡ। ସୋସିଆଲ୍ ମିଡିଆରେ ଏହା ଏବେ ଭାଇରାଲ୍ ହେବାରେ ଲାଗିଛି।

Liger boycott controversy vijay deverakonda reaction
'ବୟକଟ୍‌ ଲାଇଗର୍‌'କୁ ନେଇ ପ୍ରତିକ୍ରିୟା ଦେଲେ ବିଜୟ, କହିଲେ ଦେଖିବା କିଏ ରୋକିବ

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ ହେଉଛି ବୟକଟ୍‌ ଲାଇଗର୍‌। ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜୟ ଦେବରକୋଣ୍ଡା। ସେ କହିଛନ୍ତି ଦେଖିବା ଏହାକୁ କିଏ ରୋକିବ।

Boss gives employees electricity bonus of 18 thousand
ବଢିଗଲା ବିଦ୍ୟୁତ୍ ବିଲ୍; କମ୍ପାନୀ କର୍ମଚାରୀଙ୍କୁ ଦେଲା ୧୮,୦୦୦ରୁ ଅଧିକ ବୋନସ୍‌

କମ୍ପାନୀର କର୍ମଚାରୀ ପ୍ରୀତି। ସେମାନେ କିପରି ସୁବିଧାରେ ରହିବେ ଏନେଇ ଚିନ୍ତା କରେ ଏମିତି ଏକ କମ୍ପାନୀ। ବିଦ୍ୟୁତ ବିଲ୍ ବଢିଯିବାରୁ କମ୍ପାନୀ ନେଇଛି ଏମିତି ଏକ ପଦକ୍ଷେପ। କର୍ମଚାରୀଙ୍କୁ ପ୍ରତି ମାସରେ ଦେଉଛି ୧୮,୦୦୦ରୁ ଅଧିକ ବୋନସ୍‌।

Who is responsible to destroy the natural resource
ପ୍ରାକୃତିକ ଶକ୍ତିର ଉତ୍ସକୁ ଖାଲି କରିବାରେ ଦାୟୀ କିଏ…

ୟୁରୋପୀୟ ଦେଶଗୁଡ଼ିକ ଇନ୍ଧନ (ପେଟ୍ରୋଲିୟମ୍)କୁ ନେଇ ଆଜି ବି ବେପରୁଆ। ପାଖରେ ପର୍ଯ୍ୟାପ୍ତ ଅର୍ଥ ଥିବାରୁ ନିଜ ମନଇଚ୍ଛା ଇନ୍ଧନର ଅପବ୍ୟବହାର କରୁଛନ୍ତି। ଇନ୍ଧନର ମୂଲ୍ୟ ଯେତେ ଅଧିକ ହେଲେ ମଧ୍ୟ ସେମାନଙ୍କ ଉପରେ ସେସବୁର କୌଣସି ପ୍ରଭାବ ପଡ଼ୁନାହିଁ, କିନ୍ତୁ ସେମାନଙ୍କ ଏ ପ୍ରକାର ଖାମଖିଆଲି ମନୋଭାବ...

Plane crashes onto motorway and skids onto driveway pilot saved
ବିମାନ ହେଲା ଦୁର୍ଘଟଣାଗ୍ରସ୍ତ ; ପାଇଲଟ୍‌ଙ୍କ କିଛି ହେଲାନି

ଆକାଶରେ ଉଡିବାବେଳେ ପାଇଲଟ୍ ଜାଣିପାରିଥିଲେ ଯେ ବିମାନଟିର ଇନ୍ଧନ ସରିଯାଇଛି। ଏହା ଜାଣିବା ପରେ ସେ ଏହାକୁ ରାସ୍ତାର ପାର୍ଶ୍ୱରେ ଥିବା ମୋଟର୍‌ୱେକୁ ନେଇ ସିଧା ଦୁର୍ଘଟଣା କରିଦେଲେ। ସେ ଏହା ଭିତରୁ ଆରାମ୍‌ରେ ବାହାରକୁ ଆସିଲେ, ସତେ ଯେମିତି କିଛି ହେଇନି।

Ward attendant and other posts 97 vacancy in cip
CIP ରେ ବାହାରିଛି ଚାକିରି : ପୂରଣ ହେବ ଏହି ସବୁ ପଦବୀ

ୱାର୍ଡ ଆଟେଣ୍ଡାଣ୍ଟ୍‌ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ CIP ଆବେଦନ ଜାରି କରିଛି। ମୋଟ ୯୭ଟି ପଦବୀ ପୂରଣ ହେବ। ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୩୦।

Sonam kapoor opened up about being trolled for her pregnancy photoshoot
ମାଟର୍‌ନିଟୀ ଫଟୋସୁଟ୍‌କୁ ନେଇ ଟ୍ରୋଲ୍ ହେଇଥିଲେ ସୋନମ୍‌, ଏବେ ଜବାବ ଦେଲେ

ନିକଟରେ ଏକ ପୁତ୍ର ସନ୍ତାନର ମା’ ହୋଇଥିବା ସୋନମ କପୁର ତାଙ୍କ ପ୍ୟାରେଣ୍ଟିଂ ଡ୍ୟୁଟି ଏବଂ ପିଲାର ସ୍କୁଲ୍ ଶିକ୍ଷାକୁ ନେଇ ଯୋଜନା କରୁଥିବା କହିଛନ୍ତି। ଏହାରି ଭିତରେ ସେ ତାଙ୍କ ମାଟର୍‌ନିଟୀ ଫଟୋସୁଟ୍‌କୁ ନେଇ ହେଉଥିବା ଟ୍ରୋଲ୍‌ର ଜବାବ ଦେଇଛନ୍ତି।

Kapil Sharma did ramp walk in a very funny way
ଭାଇରାଲ୍‌ ହେଉଛନ୍ତି କପିଲ୍ ଶର୍ମା; ଫଟୋ ଦେଖିଲେ ଚିହ୍ନି ପାରିବେ ନାହିଁ

ଏକ ଫ୍ୟାଶନ ଶୋ’ରେ ରାମ୍ପ୍‌ରେ ଚାଲିଛନ୍ତି କପିଲ୍ ଶର୍ମା। ଏଠି ବି ସେ କମେଡି କରିଛନ୍ତି। ତାଙ୍କ ଲୁକ୍ ଏତେ ବଦଳିଯାଇଛି ଯେ ସେ ଆହୁରି ଯୁବକ ଲାଗୁଛନ୍ତି, ତାଙ୍କୁ ଚିହ୍ନିବା ମୁସ୍କିଲ୍।

An unmarried woman can have an abortion
ଏଣିକି ଗର୍ଭପାତ କରାଇପାରିବେ ଅବିବାହିତା ମହିଳା

ଅବିବାହିତାମାନେ ବି ଭୃଣ ହତ୍ୟା (ଗର୍ଭପାତ) କରିପାରିବେ। ଚିକିତ୍ସା ବିଶେଷଜ୍ଞମାନେ ଏଥିପାଇଁ ତାଙ୍କୁ ମନା କରିପାରିବେ ନାହିଁ। ଏ ପ୍ରସଙ୍ଗରେ ମାନ୍ୟବର କୋର୍ଟଙ୍କ ମତ ଦେଇଛନ୍ତି। ଜାଣନ୍ତୁ କୋର୍ଟ କ’ଣ କହିଛନ୍ତି…

Woman sleeps in sun for 30 minutes wake up with plastic skin
ଅଧ ଘଣ୍ଟା ସୂର୍ଯ୍ୟକିରଣରେ ଶୋଇପଡିଲେ; ପ୍ଲାଷ୍ଟିକ୍ ଭଳି ତରଳି ଗଲା ମୁହଁ

ସୁନ୍ଦର ଚେହେରା ପାଇଁ ଅଧ ଘଣ୍ଟା ସୂର୍ଯ୍ୟକିରଣରେ ଶୋଇପଡିଲେ ଯୁବତୀ। ଉଠିଲା ପରେ ଯାହା ଦେଖିଲେ ତାଙ୍କ ହୋସ୍ ଉଡିଗଲା। ମୁହଁର ଚମଡା ପ୍ଲାଷ୍ଟିକ୍ ଭଳି ତରଳିଯାଇଥିଲା। ଧିରେ ଧିରେ ଝଡିବାକୁ ଲାଗିଲା।

Woman sued job interviewer paid more than 3 lakh
ସାକ୍ଷାତକାର ବେଳେ ବୟସ ପଚାରିବାରୁ କେସ୍ ଦେଇଦେଲେ ମହିଳା

ଜଣେ ମହିଳାଙ୍କୁ ଚାକିରି ନ ମିଳିବାରୁ ସେ କମ୍ପାନୀ ବିରୋଧରେ ଭେଦଭାବ ମାମଲା ଦାୟର କରିଥିଲେ। ସେ କ୍ଷମା ପ୍ରାର୍ଥନା ଏବଂ କ୍ଷତିପୂରଣ ଦାବି କରିଥିଲେ। ଏନେଇ ତାଙ୍କୁ ୩ ଲକ୍ଷ ୭୮ ହଜାର ଟଙ୍କା କ୍ଷତିପୂରଣ ମିଳିଛି।

The funeral done after carrying a dead body in a chest of water
ଛାତିଏ ପାଣିରେ କୋକେଇ ବୋହି ନଈ ପାର ପରେ ହେଲା ଶବ ସତ୍କାର

ଗୋଟିଏ ପଟେ ବର୍ଷା ଅନ୍ୟପଟେ ନାଳର ପ୍ରଖର ସୁଅ, ତା’ରି ଭିତରେ ବହୁ କଷ୍ଟ ସହି ଶବ ସତ୍କାର କରିବାର ଯନ୍ତ୍ରଣା ଅଙ୍ଗେ ନିଭାଇଛନ୍ତି ପରିବାର ଓ ସମ୍ପର୍କୀୟ। ଆସନ୍ତୁ ଜାଣିବା କେଉଁଠି ଘଟିଛି ଏଭଳି ଦୁର୍ଦ୍ଦଶା।

There is a terrible situation in Subarmnarekha, a big flood may come
ସୁବର୍ଣ୍ଣରେଖାରେ ଦେଖାଦେଇଛି ଭୟଙ୍କର ରୂପ; ଆସିପାରେ ବଡ ବନ୍ୟା

ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍‌ରେ ଖୋଲିଛି ୧୬ଟି ଗେଟ୍। ମୟୂରଭଞ୍ଜ ଓ ବାଲେଶ୍ୱରକୁ ମାଡ଼ି ଆସୁଛି ୬ ଲକ୍ଷ କ୍ୟୁସେକ୍ ପାଣି। ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଆଜି ରାତିରୁ ବିପତ୍ତି।

Sanitary napkins concern during flood problem
ପୁରୀ ଗୋପରେ ସ୍ୱଚ୍ଛତାର ସ୍ଥିତି ପରଖିଲା ଓଟିଭି

ଜଳବନ୍ଦୀ ସମସ୍ୟା ଭିତରେ ସାନିଟାରୀ ନାପ୍‌କିନ୍ ଚିନ୍ତା। କପଡ଼ା ବ୍ୟବହାର ଯୋଗୁଁ ବଢୁଛି ସଂକ୍ରମଣ ଆଶଙ୍କା। ରିଲିଫ୍ ସାମଗ୍ରୀରେ ମହିଳାଙ୍କୁ ପ୍ୟାଡ୍ ଦେବାକୁ ଦାବି।

If you have this degree you will get govt job on these posts in rcfl
RCFL ରେ ନିଯୁକ୍ତି ସୁଯୋଗ ; ତୁରନ୍ତ କରନ୍ତୁ ଆବେଦନ

RCFL ମ୍ୟାନେଜ୍‌ମେଣ୍ଟ୍‌ ଟ୍ରେନୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ହାତରେ ଆଉ ମାତ୍ର ୧୦ ଦିନ ବାକି ଅଛି।

Taapsee said to KRK Idiot
କେଆର୍‌କେ-ତାପସୀ ପନ୍ନୁଙ୍କ ଭିତରେ ବାକ୍ ଯୁଦ୍ଧ : ତାପସୀ କହିଲେ ମୂର୍ଖ

ତାପସୀ ପନ୍ନୁଙ୍କୁ ଟାର୍ଗେଟ୍ କେଆର୍‌କେଙ୍କୁ ପଡିଲା ମହଙ୍ଗା। ସାମ୍ନା କରିବାକୁ ହେଲା ବାକ୍ ଯୁଦ୍ଧ। କିଏ କହୁଛି 'ପେଡ୍ ମନ୍‌ଷ୍ଟର୍' ତ କିଏ କହୁଛି ମୂର୍ଖ।

Vijay deverakonda film boycott liger has trend on social media
ଆମିର୍‌ଙ୍କୁ ପ୍ରଶଂସା କରି ଫସିଲେ ବିଜୟ ଦେବରକୋଣ୍ଡା : #BoycottLigerMovie କରୁଛି ଟ୍ରେଣ୍ଡ୍

ବୟକଟ୍ ଧାରା ଯୋଡିହେଲା 'ଲାଇଗର'। ନିକଟରେ ‘ଲାଲ ସିଂହ ଚଡ୍‌ଢା’କୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ ବିଜୟ ଦେବରକୋଣ୍ଡା। ଆମିର ଖାନଙ୍କ ଫିଲ୍ମକୁ ମଧ୍ୟ ସମର୍ଥନ କରିଥିଲେ। ଏନେଇ ସେ ଫସିଛନ୍ତି।

Nfhs survey exposed women have more sex partners than men
ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ସେକ୍ସ ପାର୍ଟନର୍ ଅଛନ୍ତି : NFHS

NFHSର ରିପୋର୍ଟରୁ ଜଣାପଡିଛି ଯେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ଅଧିକ ସେକ୍ସ ପାର୍ଟନର୍ ଅଛନ୍ତି। ଦେଶର ୭୦୭ଟି ଜିଲ୍ଲାର ୧.୧ ଲକ୍ଷ ମହିଳା ଏବଂ ୧ ଲକ୍ଷ ପୁରୁଷଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ଗ୍ରାମୀଣ ମହିଳା ଅଧିକ ଅଛନ୍ତି

The plight of flooded area
ବନ୍ୟାଞ୍ଚଳରେ ଦିନଠୁ ବଳି ରାତିର ଦୁଃଖ : ଜରିପାଲ ପାଲଟିଛି ସାହାରା

ଦିନଠୁ ବଳି ରାତିର ଦୁଃଖ। ପାଣିରେ ଘରଦ୍ୱାର ବୁଡ଼ିଛି, ଜରିପାଲ ପାଲଟିଛି ସାହାରା। ଗୃହପାଳିତ ପଶୁ ସହ ନଦୀବନ୍ଧ ଓ ଉଚ୍ଚସ୍ଥାନରେ କଟୁଛି ବିପନ୍ନଙ୍କ ରାତି। ରାତି ହେଲେ ବଇରି ସାଜୁଛି ପେଟର ଭୋକ, ଆଖିର ନିଦ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।