• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Demolition of Twin Tower
୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ୍ ଟାଓ୍ୱାର

ଇତିହାସ ପାଲଟିଲା ଉତ୍ତରପ୍ରଦେଶ। ନୋଏଡ଼ାସ୍ଥିତ ବହୁଚର୍ଚ୍ଚିତ ସୁପରଟେକ୍ ଟ୍ୱିନ୍ ଟାଓ୍ୱାର୍। ସେକ୍ଟର ୯୩ରେ ଥିବା ଏହି ଆପେକ୍ସ ଓ ସେୟାନ୍ ଟାଓ୍ୱାର୍ ନିର୍ମାଣକୁ ସୁପ୍ରିମ୍‌କୋର୍ଟ ବେଆଇନ ଦର୍ଶାଇବା ପରେ, ଏହାକୁ ନିୟନ୍ତ୍ରିତ ବିସ୍ଫୋରଣ ଜରିଆରେ ମାଟିରେ ମିଶାଇ ଦେଇଛି ପ୍ରଶାସନ।

Ganesh Idol Controversy
ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଶିଳ୍ପୀଙ୍କୁ ପୋଲିସ ତାଗିଦ

ଗଣେଶ ପୂଜାକୁ ଆଉ ମାତ୍ର ଦୁଇ ଦିନ। ନା ମୂର୍ତ୍ତି କାରିଗରଙ୍କୁ ତର ଅଛି ନା ପୂଜା କମିଟିକୁ ସମୟ ଅଛି। ଏହାରି ଭିତରେ କଟକରେ ସାମ୍ନାକୁ ଆସିଛି ନୂଆ ବିବାଦ। ଗଣେଶ ମୂର୍ତ୍ତିକୁ ବିକୃତ କରିବା ଅଭିଯୋଗରେ କିଛି ଶିଳ୍ପୀଙ୍କୁ ଥାନାକୁ ଡାକି ପୋଲିସ ତାଗିଦ କରିବା...

If you are 10th pass and graduate then govt job will be available in aai
ଆପଣ ଯଦି ୧୦ମ ପାଶ୍‌ ଓ ଗ୍ରାଜୁଏଟ୍ ତେବେ ଏଇଠି ମିଳିପାରେ ସରକାରୀ ଚାକିରି

AAI ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀ ପୂରଣ କରିବାକୁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକଗୁଡିଏ ପଦବୀ ପୂରଣ ହେବାକୁ ଥିବାବେଳେ ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା।

Allu Arjun takes 125 cr and Rashmika Mandanna 5 cr for Pushpa part 2
‘ପୁଷ୍ପା ୨’ ପାଇଁ ଅଲ୍ଲୁ ଅର୍ଜୁନଙ୍କ ଚାର୍ଜ ୧୨୫ କୋଟି; ଜାଣନ୍ତୁ କେତେ ନେବେ ରଶ୍ମିକା ମନ୍ଦାନା

‘ପୁଷ୍ପା’ର ପ୍ରଥମ ଭାଗର ଜବରଦସ୍ତ ସଫଳତା ପରେ ଏବେ ଦ୍ୱିତୀୟ ଭାଗ ପାଇଁ ଚାଲିଛି ଯୋଜନା। ଏହି ଫିଲ୍ମ ପାଇଁ ଅଲ୍ଲୁ ଅର୍ଜୁନ ୧୨୫ କୋଟି ଟଙ୍କା ନେଉଥିବା ବେଳେ ତାଙ୍କ ବିପକ୍ଷରେ ଥିବା ରଶ୍ମିକା ମନ୍ଦାନା କେତେ ନେଉଛନ୍ତି ଜାଣିବା ପାଇଁ ପଢନ୍ତୁ।

Ekan Anekan prisoner writes movie script from jail
ଜେଲ୍‌ରେ ବସି ବସି ଲେଖିଦେଲେ ଫିଲ୍ମର କାହାଣୀ

ଖୁବ ଶୀଘ୍ର ରିଲିଜ୍ ହେବ ‘ଏକନ ଅନେକନ’। ଯିଏ ଏହାର ସ୍କ୍ରିପ୍ଟ ଲେଖିଛନ୍ତି ସେ ଜଣେ କଏଦୀ। କୌଣସି ଏସି ରୁମ୍‌ରେ ବସି ନୁହେଁ ବରଂ ଜେଲ୍‌ର ଚାରିକାନ୍ଥ ଭିତରେ ରହି ସେ ଏହି ଫିଲ୍ମର କାହାଣୀ ଲେଖି ଦେଇଛନ୍ତି। ଆସନ୍ତୁ ଏ ବିଷୟରେ ଜାଣିବା…

Stray animals second biggest reason for road accidents
‘ସଡକ ଦୁର୍ଘଟଣାର ଦ୍ୱିତୀୟ ମୁଖ୍ୟ କାରଣ ବୁଲା ପଶୁ’

ଅଧିକାଂଶ ସଡକ ଦୁର୍ଘଟଣା 'ଅନ୍ୟ ଡ୍ରାଇଭର' ଯୋଗୁଁ ହେଉଥିବା ବେଳେ ଦ୍ୱିତୀୟ ସର୍ବାଧିକ ଦୁର୍ଘଟଣାର କାର୍ଣ ହେଉଛନ୍ତି ବୁଲା ପଶୁ। କୁକୁର ଏବଂ ମଇଁଷି ଯୋଗୁଁ ୨୫.୪% ଦୁର୍ଘଟଣା ହୋଇଥାଏ।

Nuakhai leave controversy
ପଶ୍ଚିମ ଓଡ଼ିଶାରେ ଘନଉଛି ନୂଆଖାଇ ଛୁଟି ବିବାଦ

ବଢୁଛି ନୂଆଖାଇ ଛୁଟି ବିବାଦ। ପଶ୍ଚିମ ଓଡ଼ିଶାରେ ତୀବ୍ର ହେଉଛି ବିକ୍ଷୋଭ ସହ ଆନ୍ଦୋଳନ। କେଉଁଠି ଜିଲ୍ଲାପାଳଙ୍କ ଅଫିସ୍‌ରେ ପଶି ହଙ୍ଗାମା କଲେଣି ତ ଆଉ କେଉଁଠି ସ୍ମାରକପତ୍ର ଦେଇ ଚେତାବନୀ ଶୁଣାଇଲେ। ବରଗଡ଼ରୁ ବଲାଙ୍ଗିର, ସମ୍ବଲପୁରରୁ ସୁବର୍ଣ୍ଣପୁର ସବୁଠି ଦେଖାଦେଇଛି ଅସନ୍ତୋଷର ବାତାବରଣ।

Insufficient of fertilizer in odisha
ସାର ଅଭାବକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ସାର ଅଭାବକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି। କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଏହାର ଜବାବ ଦେଇଛନ୍ତି। ରାଜ୍ୟ ଯେତିକି ସାର ମାଗିଥିଲା ତା’ଠାରୁ ଯଥେଷ୍ଟ ଅଧିକ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି। ହେଲେ…

How will be a worship place in house according to vastu
କେମିତି କରିବେ ପୂଜାଘର, ଶୁଭ ଫଳ ପାଇଁ ୧୦ ପଏଣ୍ଟ୍

ଘର ତିଆରି ବେଳେ ପ୍ରତ୍ୟେକ ହିନ୍ଦୁ ପରିବାର ଏକ ଠାକୁର ଘର ନିର୍ମାଣର ଚିନ୍ତା କରିଥାନ୍ତି। ଘରେ ସର୍ବଦା ଈଶ୍ୱର କରୁଣା ରହୁ ଏହା ସମସ୍ତଙ୍କର ଲକ୍ଷ ଥାଏ। ତେବେ ଏହି ଠାକୁର ଘର କିପରି ହେଲେ ଶୁଭ ଫଳ ମିଳିବ ଆସନ୍ତୁ ଜାଣିବା।

Anupam Kher says bollywood selling stars
ସାଉଥ୍ କାହାଣୀ ତିଆରି କରୁଛି, ବଲିଉଡ୍ ଷ୍ଟାର୍ ବିକୁଛି : ଅନୁପମ ଖେର୍

ଏବେ ସାଉଥ୍ ଓ ବଲିଉଡ୍‌କୁ ନେଇ ଚାଲିଛି ଟଣା ଓଟରା। ଏହାରି ଭିତରେ ଅନୁପମ ଖେର୍‌ଙ୍କ ମତ ଚର୍ଚ୍ଚାରେ ରହିଛି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।

Agra Royal Family Descendant Claims Ownership Of Qutub Minar
କୁତବ ମିନାରର ମାଲିକାନା ଦାବି କଲା ରାଜ ପରିବାର; ASIର ବିରୋଧ

ତୋମର ରାଜର ସ୍ୱଘୋଷିତ ବଂଶଧର କୁୱର ମହେନ୍ଦ୍ର ଧ୍ୱଜ ପ୍ରସାଦ ସିଂହଙ୍କ କୁତବ ମିନାରର ମାଲିକାନା ଦାବିକୁ ବିରୋଧ କରିଛି ASI। ବିଭାଗ କହିଛି ଯେ ହସ୍ତକ୍ଷେପ ଆବେଦନ ଭିତ୍ତିହୀନ ଏବଂ ଏହାର କୌଣସି ଯୁକ୍ତିଯୁକ୍ତ କିମ୍ବା ଆଇନଗତ ତର୍କ ନାହିଁ।

Why August 26 Is Known As Women's Equality Day
ଅଗଷ୍ଟ ୨୬କୁ ବିଶ୍ୱ କାହିଁକି ପାଳନ କରୁଛି ‘ମହିଳା ସମାନତା ଦିବସ’

ଆଜି ବିଶ୍ୱ ‘ମହିଳା ସମାନତା ଦିବସ’। ଏହା ପଛରେ କ’ଣ ରହିଛି ଇତିହାସ। ଏହି ଦିବସ ପାଳନର ଉଦ୍ଦେଶ୍ୟ କ’ଣ। କେତେ ମିଳିଛି ସଫଳତା; ଜାଣିବା ପାଇଁ ପଢନ୍ତୁ।

Worlds biggest cheeks woman now grows horns
ମନକୁ ପାଇଲା ନାହିଁ ‌ଈଶ୍ୱରଦତ୍ତ ଚେହେରା; ବଦଳେଇ ଏମିତି କରିଦେଲେ

ଭଗବାନ ଦ୍ୱାରା ଦିଆଯାଇଥିବା ଚେହେରା ଭଲ ଲାଗିଲା ନାହିଁ। ଚାହିଁଲେ ଏହାକୁ ପରିବର୍ତ୍ତନ କରିବା ପାଇଁ। ପ୍ଲାଷ୍ଟିକ୍ ସର୍ଜରୀ କରି ଫୁଲେଇ ଦେଲେ ଗାଲ ଆଉ କପାଳରେ ଉଠେଇଦେଲେ ଶିଙ୍ଗ।

3 pet snakes make a person poor
ସାପ ପାଳିବା ମହଙ୍ଗା ପଡିଲା; କାଙ୍ଗାଳ ହେଲେ, କେସ୍ ନେଲେ

ନିଜର ଶୌକ ପାଇଁ ଅନେକ ଜୀବ ଜନ୍ତୁ ପାଳନ କରନ୍ତି। ଏହି ଶୌକ ଏମିତି ହୋଇଯାଏ ଯେ ଏନେଇ ଲୋକେ ପାନି ଭଳି ଟଙ୍କା ଖର୍ଚ୍ଚ କରନ୍ତି। ଜଣେ ବ୍ୟକ୍ତି ସାପ ପାଳି କାଙ୍ଗାଳ ହୋଇଯାଇଛନ୍ତି। ଆସନ୍ତୁ ଜାଣିବା…

If you want to become a manager in fci then you should have this qualification
FCI ରେ ମ୍ୟାନେଜର ହେବାକୁ ଚାହୁଛନ୍ତି କି, ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

FCI ମ୍ୟାନେଜର ପଦବୀ ପୂରଣ ପାଇଁ ଆବେଦନକୁ ଜାରି କରିଛି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୭ରୁ ଆରମ୍ଭ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୧୩ଟି ପଦ ପୂରଣ ହେବ।

US Smuggler Caught With 60 Snakes, Lizards And Reptiles In His Pants
୬୦ଟି ସରୀସୃପଙ୍କୁ ପକେଟ୍‌ରେ ନେଉଥିବା ବେଳେ ଧରାପଡିଲେ

ବନ୍ୟଜନ୍ତୁ ଚୋରା ଚାଲାଣ କରିବାରେ ମାହିର ଥିଲେ ଜଣେ ବ୍ୟକ୍ତି। ଗାଡିରେ ନିଜ ପକେଟ୍‌ରେ ୬୦ଟି ସାପ ଓ ଝିଟିପିଟି ଲୁଚେଇ ନେଉଥିଲେ। ଧରାପଡିବାରୁ ୪୫ ବର୍ଷ ଜେଲ ଦଣ୍ଡ।

Shah Rukh Khan talks about boycott
'ବୟକଟ୍' ନା ମତେ ନା ମୋ ଫିଲ୍ମକୁ ପ୍ରଭାବିତ କରିପାରିବ : ଶାହରୁଖ ଖାନ୍

ସୋସିଆଲ୍ ମିଡିଆରେ ‘ବୟକଟ୍ ବଲିଉଡ୍ ଟ୍ରେଣ୍ଡ୍ କରୁଛି’। ଏନେଇ ବଳି ପଡିଲାଣି ଅନେକ ଫିଲ୍ମ। ଏହାକୁ ନେଇ କିନ୍ତୁ କିଙ୍ଗ୍ ଖାନ ବ୍ୟସ୍ତ ନଥିବା ଜଣାଯାଏ। ଏହା ତାଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ସେ କହିଥିବା ତାଙ୍କର ଏକ ଭାଇରାଲ ଭିଡିଓରେ ଶୁଣିବାକୁ ମିଳେ।

Success story of ifs anisha tomar
ସଂଘର୍ଷରୁ ସଫଳତା; IFS ଅନିଶା ତୋମରଙ୍କ କାହାଣୀ

UPSC ପାଇବା ପାଇଁ ତାଙ୍କୁ କରିବାକୁ ପଡିଛି ଅନେକ କଷ୍ଟ। ପରୀକ୍ଷା ସମୟରେ ହୋଇଛି ଦେହ ଖରାପ, ହେଲେ ଛାଡି ନ ଥିଲେ ଲକ୍ଷ। ନିଜର ଧୈର୍ଯ୍ୟ ଆଜି ଅନିଶା ତୋମରଙ୍କୁ IFS କରିଦେଇଛି।

Parents washed daughters feet with milk and then drank
ବାପା-ମାଆ ଝିଅର ପାଦକୁ କ୍ଷୀରରେ ଧୋଇଦେଲେ ଆଉ ପିଇଦେଲେ

ଏକ ଦମ୍ପତି ନିଜ ଝିଅର ବିଦାୟ ପୂର୍ବରୁ ତାଙ୍କ ପାଦକୁ କ୍ଷୀରରେ ଧୋଇ ପିଇ ଦେଉଛନ୍ତି। ପାଦଚିହ୍ନ ନେଇ ଏହାକୁ ଏକ ସୁନ୍ଦର ସ୍ମୃତି ଭାବରେ ଘରେ ରଖୁଛନ୍ତି। ଏହି ଭାଇରାଲ୍ କ୍ଲିପ୍ ଦେଖିବା ପରେ ଲୋକମାନେ ସେମାନଙ୍କର ଭିନ୍ନ ମତ ଦେବା ଆରମ୍ଭ କରିଛନ୍ତି। ତେବେ ଆସନ୍ତୁ...

Gadget can print dosas for you
ବଜାରକୁ ଆସିଲା ଦୋସା ପ୍ରିଣ୍ଟର୍; ମୁହୂର୍ତ୍ତକରେ ଟିଫିନ୍ ପ୍ଲେଟ୍ ରେଡି

ଦୋସା ପ୍ରେମୀଙ୍କ ପାଇଁ ଖୁସି ଖବର। ଘରେ ସହଜରେ ତିଆରି କରି ଖାଇପାରିବେ ଦୋସା। ବଜାରକୁ ଆସିଯାଇଛି ଦୋସା ପ୍ରିଣ୍ଟର। ମୁହୂର୍ତ୍ତକରେ ତିଆରି କରିଦେଉଛି ଦୋସା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।