ବଲିଉଡ୍ ସଂକଟ ଦେଇ ଗତି କରୁଥିବା ବେଳେ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣିବା ପାଇଁ ନିର୍ମାତାମାନେ ଅନେକ ପ୍ରକାରର ଅଫର ଦେଉଛନ୍ତି। ବର୍ତ୍ତମାନ ନିର୍ମାତା ଅଜୟ ଦେବଗନଙ୍କ ଫିଲ୍ମ 'ଦୃଶ୍ୟମ୍ ୨'କୁ ନେଇ ଏମିତି କିଛି ଯୋଜନା କରିଛନ୍ତି। ଜାଣନ୍ତୁ ସେ କ’ଣ ଅଫର୍ ଦେଉଛନ୍ତି।
ଦୀପାବଳି ଅବସରରେ ଏକ ରୋଚକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି ରକେଟ୍ ଛାଡିବା ପାଇଁ ଭିନ୍ନ ଧରଣର ଉପାୟକୁ ଆପଣେଇ ନେଇଛନ୍ତି। ଏହାକୁ ଦେଖିଲେ ଆପଣ ବି ଡରିଯିବେ।
ଆଜି ବିଶ୍ୱ ପୋଲିଓ ଦିବସ। ଏହି ଅବସରରେ ଲୋକଙ୍କୁ ସଚେତନ କରିବା ପାଇଁ WHO ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ମାନିବା ସହିତ ପ୍ରତ୍ୟେକ ବ୍ୟକ୍ତି ପୋଲିଓ ଦୂର କରିବାରେ ସାହାଯ୍ୟ କରିବା ଉଚିତ।
ଭାରତରେ ଆଲୋକର ପର୍ବ ଦୀପାବଳିକୁ ଖୁବ୍ ଧୁମ୍ଧାମରେ ପାଳନ କରାଯାଏ। କିନ୍ତୁ ଦେଶରେ ଏମିତି ଅନେକ ଜାଗା ଅଛି ଯେଉଁଠି ଏହି ପର୍ବକୁ ଲୋକେ ପାଳନ କରନ୍ତି ନାହିଁ। ଏହା ପଛରେ ରହିଛି ଅନେକ କାରଣ। ଆସନ୍ତୁ ନଜର ପକେଇବା।
ମାନସିକ ଅଶାନ୍ତି ଖାଲି ମନ ଉପରେ ପ୍ରଭାବ ପକାଏ ନାହିଁ, ଏହା ହୃଦୟ ଉପରେ ବି ପ୍ରଭାବ ପକାଏ। ଏପରିକି ହାର୍ଟ ଫେଲ୍ୱରର ବି ସମ୍ଭାବନା ଥାଏ। ଜାଣନ୍ତୁ କ’ଣ କହୁଛି ନୂଆ ଅନୁସନ୍ଧାନ।
ରଣବୀର କପୁର ଓ ଆଲିଆ ଭଟ୍ଟ ଅଭିନୀତ 'ବ୍ରହ୍ମାସ୍ତ୍ର: ଶିବା' ଓଟିଟି ଦୁନିଆରେ ପ୍ରବେଶ କରିଛି। ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରୁ ନିଜ ପସନ୍ଦର ଭାଷା ଚୟନ କରି ଦର୍ଶକମାନେ ଏହାକୁ ଦେଖିପାରିବେ। ନଭେମ୍ବର ୪, ୨୦୨୨ ରେ ଏହା ବଡ ପରଦାରେ ରିଲିଜ୍ ହୋଇଥିଲା।...
ଦୀପାବଳିକୁ ଉପଭୋଗ କରିବା ପାଇଁ ସମସ୍ତେ ବାଣ ଫୁଟାନ୍ତି। ଏହି ଦିନ ଫୁଲଝରୀ, ଆକାଶ ଗୁଳି ଏବଂ ଅନ୍ୟାନ୍ୟ ବାଣ ସହିତ ଅନେକ ଆତସବାଜି ହୋଇଥାଏ। କିନ୍ତୁ କେତେକ ଅସାବଧାନତା ଦୁର୍ଘଟଣାର କାରଣ ହୋଇଥାଏ। ଏହିସବୁ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହି ୮ ନିୟମ ଉପରେ ନଜର ପକାନ୍ତୁ।
ଆଜିକାଲି ପାନ୍ ଇଣ୍ଡିଆ ସୁପର୍ଷ୍ଟାର୍ ପ୍ରଭାସ୍ଙ୍କ ଡିମାଣ୍ଡ କହିଲେ ନସରେ। ତାଙ୍କୁ ଏବେ ସବୁ ନିର୍ମାତା ନେବାକୁ ଇଛା କରୁଛନ୍ତି। ଏହା ଭିତରେ ସେ ୨ଟି ଫ୍ଲପ୍ ଫିଲ୍ମ ଦେଇଥିଲେ ବି ତାଙ୍କ ଉପରେ ଏହାର କୌଣସି ଫରକ ପଡିନି। ଏବେ ବି ତାଙ୍କ ହାତରେ ୧୨୦୦ କୋଟିରୁ...
ଆଜି ‘ବାହୁବଲୀ’ ଫେମ୍ ପ୍ରଭାସଙ୍କ ଜନ୍ମଦିନ। ସେ ଏତେ ଝିଅଙ୍କ ହୃଦୟରେ ରାଜ୍ କରନ୍ତି ଯେ ଦିନେ ତାଙ୍କ ପାଖକୁ ଆସିଥିଲା ୬ ହଜାର ଝିଅଙ୍କ ପ୍ରସ୍ତାବ। ଏସବୁକୁ କିନ୍ତୁ ସେ ଗ୍ରହଣ କରି ନଥିଲେ। ହେଲେ କାହିଁକି ଆସନ୍ତୁ ଜାଣିବା।
ମାଲିକ ସିନା ପର କରିଦେଲା, ହେଲେ ସେ ଏତେ ବିଶ୍ୱସ୍ତ ଯେ ପାରିଲାନି ଦୂର କରି। ମାଲିକର ଏହି ଆଚରଣକୁ ସେ ବୁଝିପାରିଲାନି। ଦୁଇ ସପ୍ତାହ ଧରି ଘର ବାହାରେ ସେମିତି ଜଗି ରହିଲା। ଆସନ୍ତୁ ଜାଣିବା ପୂରା କାହାଣୀ।
ହଲିଉଡ୍ରେ ରିମେକ୍ ହେବ ବଲିଉଡ୍ର ଏକ ଫିଲ୍ମ। ଏନେଇ ଆମେରିକାରୁ ଆସିଛି ଅଫର୍। ଏନେଇ ଏହି ଫିଲ୍ମର ନିର୍ମାତା ଭିପୁଲ ଅମ୍ରୁତଲାଲ୍ ଶାହାଙ୍କ ଖୁସି କହିଲେ ନ ସରେ। ଏହା କେଉଁ ଫିଲ୍ମ ଜାଣିବା ପାଇଁ ଦେଖନ୍ତୁ…
ଭାରତ ପାକିସ୍ତାନ ଶତ୍ରୁତା ବିଷୟରେ କିଏ ନ ଜାଣେ। ଉଭୟ ଦେଶର ଲୋକେ ପରସ୍ପରକୁ ଘୃଣା ଚକ୍ଷୁରେ ଦେଖିବା ସ୍ୱାଭାବିକ ହୋଇଯାଇଛି। କିନ୍ତୁ ଏକ କୁନିଝିଅ ଆଗରେ ଏସବୁ ଫିକା ପଡିଯାଇଛି । ଜାଣନ୍ତୁ ପୂରା ଖବର…
ଦୀପାବଳି ଅବସରରେ ଜିଓ ଗ୍ରାହକଙ୍କୁ ଦେଇଛି ଭେଟି। ଆରମ୍ଭ କରିଛି 5G ସେବା। ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ଜିଓ 5G ସେବା ଆରମ୍ଭ କରିଛନ୍ତି। ଜାଣନ୍ତୁ କେଉଁଠି ଆରମ୍ଭ ହେଲା…
ପିଲାଦିନରୁ ଥିଲା IAS ହେବାର ସ୍ୱପ୍ନ। ତାଙ୍କର ଏହି ସ୍ୱପ୍ନକୁ ପୂରା କରିବା ପାଇଁ ଗରିମା କରିଥିଲେ ଅଦମ୍ୟ ପରିଶ୍ରମ। ପ୍ରସ୍ତୁତି ପାଇଁ କେବେ ବି ଯାଇ ନଥିଲେ କୌଣସି କୋଚିଂ ସେଣ୍ଟର। କେବଳ ନେଇଥିଲେ ୟୁଟ୍ୟୁବ୍ର ସାହାରା ଆଉ ପ୍ରଥମ ଚେଷ୍ଟାରେ ହିଁ ପାଇଗଲେ ସଫଳତା।
ଆଜିକାଲି ଯୁଗରେ ମାନବ ଜୀବନ ଯେତିକି ସହଜ ଏବଂ ସରଳ ହୋଇପାରିଛି ତାହା କେବଳ ଟେକ୍ନୋଲୋଜୀ ଏବଂ ଆଇଟି କ୍ଷେତ୍ରର ଅବଦାନ ଯୋଗୁଁ। ଏନେଇ ଏହା ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ସର୍ବୋତ୍ତମ କ୍ୟାରିୟର ହୋଇଯାଇଛି। ଏବେ କମ୍ପ୍ୟୁଟର ସାଇନ୍ସ ବିନା ମଧ୍ୟ ଆଇଟି କ୍ଷେତ୍ରରେ ଚାକିରି କରିବାର...
ଟ୍ରାଫିକ ନିୟମ ଆଗରେ ସମସ୍ତେ ସମାନ। ସେହିଭଳି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଫଟୋରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ଟ୍ରାଫିକ ପୋଲିସ ଅନ୍ୟ ଜଣେ ପୋଲିସଙ୍କର ଚାଲାଣ କାଟୁଛନ୍ତି।
ଭାରତୀୟ ନୌସେନା ssc ଅଧିକାରୀ ପଦ ପାଇଁ ବିଜ୍ଞପ୍ତି ଜାରି କରିଛି। ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ ଓ କିପରି କରିବେ ଆବେଦନ?
ସାଉଥ୍ ଫିଲ୍ମ 'କାନ୍ତାରା' ବକ୍ସ ଅଫିସରେ ହିଟ୍ ହେବା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଯିଏ ଦେଖୁଛି ସିଏ ପ୍ରଶଂସାରେ ପୋତି ପକଉଛି। କଙ୍ଗନା ଏହାକୁ ସପ୍ତାହେ ପର୍ଯ୍ୟନ୍ତ ଭୁଲିବେ ନାହିଁ ବୋଲି କହିଛନ୍ତି। ଜାଣନ୍ତୁ ଆଉ କ'ଣ କହିଲେ।
ଯୌନ ନିର୍ଯାତନା ମାମଲାରେ ଫଶିଛନ୍ତି ଜଣାଶୁଣା ନିର୍ଦ୍ଦେଶକ ସାଜିଦ୍ ଖାନ୍। ତାଙ୍କ ବିରୁଦ୍ଧରେ ମାମଲା ଆଣିଛନ୍ତି ଶର୍ଲିନ୍ ଚୋପ୍ରା। ଯୌନ ମାମଲାକୁ ନେଇ ସେ ଯାହା ଅଭିଯୋଗ ଆଣିଛନ୍ତି ଆପଣ ଜାଣିଲେ ଲାଜରେ ମୁଣ୍ଡ ନଇଁଯିବ।
ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଥିବା ବେଳେ ଏବେ ଆଉ ଏକ ଭବିଷ୍ୟବାଣୀ ସାରା ଦୁନିଆକୁ ଡରଉଛି। ତୃତୀୟ ବିଶ୍ୱଯୁଦ୍ଧ ଭବିଷ୍ୟବାଣୀକୁ ନେଇ ଏବେ ସାରା ଦୁନିଆ ସ୍ତବ୍ଧ ହୋଇଯାଇଛି।