ଅଭିନେତା ଆମିର ଖାନଙ୍କ ଝିଅ ଆଇରା ଖାନଙ୍କ ତାଙ୍କ ପ୍ରେମିକ ନୁପୁର ଶିଖରଙ୍କ ସହ ନିର୍ବନ୍ଧ ହୋଇଯାଇଛି। ସେ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଏହାର ଫଟୋ ଶେୟାର କରିଛନ୍ତି।
ହିନ୍ଦୁ ଧର୍ମର ଅନେକ ଦେବତାମାନଙ୍କ ମଧ୍ୟରୁ ଭୈରବନାଥଙ୍କ ପ୍ରସାଦଙ୍କୁ ଅନନ୍ୟ ବିବେଚନା କରାଯାଏ। କାରଣ ତାଙ୍କୁ ଦିଆଯାଇଥିବା ଭୋଗ ବା ପ୍ରସାଦ ଅନ୍ୟ ଦେବତାମାନଙ୍କଠାରୁ ଖୁବ ଭିନ୍ନ। ଏଠି ୬୦ ପ୍ରକାରର ସିଗାରେଟ୍ ପ୍ୟାକେଟ୍, ୪୦ ପ୍ରକାରର ମଦ ଭୋଗ କରାଯାଏ।
ଭାରତୀୟ ସେନା ପ୍ରତି ସେମାନଙ୍କର ଅହେତୁକ ଭଲ ପାଇବା। ସେନାଙ୍କ ପ୍ରତି ମନରେ ରହିଛି ଅନେକ ସମ୍ମାନ। ଏନେଇ ସେନାକୁ ପଠେଇଲେ ବିବାହର ନିମନ୍ତ୍ରଣ ପତ୍ର। ଜାଣନ୍ତୁ କ’ଣ କହିଲେ…
ପଦ୍ମପୁରରେ ଜମିଲାଣି ନିର୍ବାଚନୀ ପ୍ରଚାର। ବିଜେଡିର ମଙ୍ଗ ଧରିବେ ବିବାଦୀୟ ନେତା। ବିଜେଡିରୁ ବାଦ୍ ପଡିଲେ କୋଟେରୀ ଗ୍ରୁପ୍ ଅର୍ଜୁନ ମୁଣ୍ଡାଙ୍କ ସହ ୪ କେନ୍ଦ୍ରମନ୍ତ୍ରୀ କରିବେ କ୍ୟାମ୍ପେନ୍।
ପାରାମିଲିଟାରୀ ଫୋର୍ସରେ ଯୋଗଦେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ଏଥିପାଇଁ କେନ୍ଦ୍ରୀୟ ଔଦ୍ୟୋଗୀକ ସୁରକ୍ଷା ବଳ (CISF) କନଷ୍ଟେବଳ / ଟ୍ରେଡ୍ସମ୍ୟାନ୍ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି।
ନିକଟରେ ଜିମ୍ରେ ବ୍ୟାୟାମ କରି ଅନେକ ସେଲିବ୍ରିଟିଙ୍କ ଜୀବନ ଗଲାଣି। ନିଜକୁ ଫିଟ୍ ରଖିବା ନେଇ ଜିମ୍ଖାନା ମାୟାରେ ପଡୁଥିଲେ ମଧ୍ୟ ଏହା ମୃତ୍ୟୁଖାନାରେ ପରିଣତ ହେଉଛି। ଏହାର କାରଣ ବିଷୟରେ କହିଲେ ସୁନୀଲ୍ ଶେଟ୍ଟୀ।
ଆଜି ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି ସୁସ୍ମିତା ସେନ୍। ଅଭିନେତ୍ରୀଙ୍କ ପ୍ରେମ ସମ୍ପର୍କକୁ ନେଇ ରହିଛି ଅନେକ ରୋଚକ କଥା। ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କ ନାମକୁ କେଉଁମାନଙ୍କ ସହ ଜଡିତ କରାଯାଇ ଚର୍ଚ୍ଚା ହୋଇଛି।
ଆଜି ଆନ୍ତର୍ଜାତୀୟ ପୁରୁଷ ଦିବସ। ପୁରୁଷମାନଙ୍କ ପ୍ରତି ସଚେତନତା ବୃଦ୍ଧି ଲକ୍ଷ୍ୟରେ ଏହି ଦିବସ ପ୍ରତିବର୍ଷ ନଭେମ୍ବର ୧୯ରେ ପାଳନ କରାଯାଏ। ଆସନ୍ତୁ ଜାଣିବା କ’ଣ ରହିଛି ଚଳିତ ବର୍ଷର ଥିମ୍।
ଆପଣ ଯଦି କୌଣସି ହୋଟେଲ୍ ବୁକ୍ କରୁଛନ୍ତି ତେବେ ଧ୍ୟାନ ଦେବା ଜରୁରୀ। ଅନେକ ହୋଟେଲ୍ରେ ସିକ୍ରେଟ୍ କ୍ୟାମେରା ଲାଗିଥିବା ଖବର ସାମ୍ନାକୁ ଆସୁଛି। ତେବେ ଆପଣ କିପରି ଏହାକୁ ଖୋଜି ପାଇପାରିବେ ଜାଣନ୍ତୁ ଟିପ୍ସ।
CCL ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଜୁନିଅର ଡାଟା ଏଣ୍ଟ୍ରି ଅପରେଟର (ଟ୍ରେନିଂ) ପାଇଁ ମୋଟ ୧୩୯ଟି ପୋଷ୍ଟରେ ଏହି ନିଯୁକ୍ତି କରାଯିବ। ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।
ଖୁସିରେ ଭୁଲ୍ କରିଦେଲେ ନୀତୁ କପୁର। ସୋସିଆଲ୍ ମିଡିଆରେ ଏମିତି ଏକ ଫଟୋ ଶେୟାର କରିଦେଲେ ଯେ ପୁଅ ରଣବୀରଙ୍କର ସିକ୍ରେଟ୍ ପଦାରେ ପଡିଗଲା। ଜାଣନ୍ତୁ ସେ କ’ଣ ଭୁଲ୍ କଲେ।
ମର୍ଡର ଷ୍ଟାର୍ ମଲ୍ଲିକା ଶେରାୱତ ସୋସିଆଲ୍ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ପାଗଳ କରିବାର କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ। ଏବେ ସୋସିଆଲ୍ ମିଡିଆରେ ଏକ ରିଲ୍ ଶେୟାର କରିଛନ୍ତି ଏବଂ ସେ କିପରି ସବୁଦିନ ପାଇଁ 'ସେକ୍ସି' ଦେଖାଯାଉଛନ୍ତି, ତା’ର ରହସ୍ୟ ଖୋଲିଛନ୍ତି।
ଆଜି ମାଣବସା ଗୁରୁବାରର ଦ୍ୱିତୀୟ ପାଳି। ଏହି ଅବସରରେ ଆସନ୍ତୁ ମହାଲକ୍ଷ୍ମୀଙ୍କୁ ନେଇ ଏକ କାହାଣୀ ଉପରେ ନଜର ପକେଇନେବା।
ଅଜବ ଛେଳି ଛୁଆର ଜନ୍ମ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଛେଳିଟି ମାନବ ଚେହେରା ଥିବା ପିଲା ଜନ୍ମ ଦେଇଛି। ଲୋକେ ଏହାକୁ ଚମତ୍କାର ଭାବୁଛନ୍ତି।
ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (PGCIL), ଫିଲ୍ଡ ଇଞ୍ଜିନିୟର ଏବଂ ଫିଲ୍ଡ ସୁପର୍ଭାଇଜର୍ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ପ୍ରକ୍ରିୟାରେ ୮୦୦ ପଦବୀ ପୂରଣ ହେବ। ଜାଣନ୍ତୁ କିପରି କରିବେ ଆବେଦନ।
ଆଜି ଆଦିତ୍ୟ ରୟ କପୁରଙ୍କ ୩୭ତମ ଜନ୍ମଦିନ। ଲଗାତର ଫ୍ଲପ୍ ଫିଲ୍ମ ଦେଲା ପରେ ‘ଆଶିକ୍ ୨’ ଦେଇଥିଲା ସଫଳତା। ଆଜି, ଏହି ଅଭିନେତାଙ୍କ ଜନ୍ମଦିନ ଅବସରରେ, ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡିତ କିଛି ମଜାଦାର କାହାଣୀ-
ଭାଇରାଲ୍ ହେଉଛି ଏକ ମଜାଦାର ଭିଡିଓ। ଗୋଟିଏ ସାଇକେଲ୍ରେ ୯ ଜଣ ପିଲା ଲଦାଲଦି ହୋଇଯାଉଛନ୍ତି। ଜଣେ ସାଇକେଲ କ୍ୟାରିୟର୍ରେ ବସିଥିବା ବେଳେ ଜଣେ କାନ୍ଧରେ ଓହଳିଛନ୍ତି, ଆଉ କେହି ସାଇକେଲ୍ ଆଗ ରଡ୍ରେ ତ ଆଉ କେହି ଆଗ ଚକରେ ବସିଥିବା ଦେଖାଯାଏ। ଦେଖନ୍ତୁ ଏହି ଭିଡିଓ…
ଅଭିଷେକ ବଚ୍ଚନ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସା କରିବାବେଳେ ସମାଲୋଚକମାନଙ୍କୁ ଚ୍ୟାଲେଞ୍ଜ୍ କରିଛନ୍ତି। କହିଛନ୍ତି ଯେଉଁମାନେ ସବୁବେଳେ ସମାଲୋଚନା କରିବାର ଭାବନା ରଖନ୍ତି ସେମାନେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରି କାମ କରି ଦେଖାନ୍ତୁ।
କାନ୍ଦୁଛନ୍ତି ଓ ନିଜର ଦୁଃଖକୁ ପ୍ରକାଶ କରୁଛନ୍ତି ‘ଗ୍ରାଜୁଏଟ୍ ଚାଆବାଲୀ’। ବିହାରର ବାସିନ୍ଦା ପ୍ରିୟଙ୍କା ଗୁପ୍ତା ଏକ ଚା’ ଷ୍ଟଲ୍ ଖୋଲିଥିଲେ। ଏହି ଚା’ ଦୋକାନର ନାମ ହେଉଛି ‘ଗ୍ରାଜୁଏଟ୍ ଚାଆବାଲୀ’। ଝିଅମାନଙ୍କର ସୀମା କେବଳ ରୋଷେଇ ଘର ବୋଲି ସେ କହିଛନ୍ତି। ପୂରା ଖବର ଜାଣିବା ପାଇଁ...
ପ୍ରଥମାଷ୍ଟମୀ ଓଡ଼ିଶାର ଏକ ପାରମ୍ପରିକ ପର୍ବ। ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ଏହାକୁ କାହିଁକି କୁହାଯାଏ ପ୍ରଥମାଷ୍ଟମୀ, କ’ଣ ରହିଛି ପରମ୍ପରା ଆସନ୍ତୁ ଜାଣିବା।