ଆଜି ପବିତ୍ର ମହାଳୟା ଅମାବାସ୍ୟା ସହ ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ। ପିତୃକୂଳ ଓ ମାତୃକୁଳକୁ ଆଜି ପୁଅମାନେ ପିଣ୍ଡଦାନ କରିଥାନ୍ତି । ଯେଉଁମାନେ ତାଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନଥିଲେ ସେମାନେ ଆଜି ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ତେବେ ଆସନ୍ତୁ ଜାଣିନେବା ଏହା ପଛରେ କ’ଣ ରହିଛି...
ଦାବି ହେଉଛି ଯେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଗିରଫ କରାଯାଇଛି। ଏଥସହ ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ ଏ ବିଷୟରେ ଟୁଇଟ୍ କରି ଏକ ସମ୍ବେଦନଶୀଳତା ସୃଷ୍ଟି କରିଛନ୍ତି।
ଘର ଭିତରେ ଯଦି ଶୋଚାଳୟ ନିର୍ମାଣ କରୁଛନ୍ତି ତେବେ କେତେକ ବାସ୍ତୁ ନିୟମ ମାନିବାକୁ ହୋଇଥାଏ। ଯଦି ଭୁଲ୍ ବାସ୍ତୁ ଥାଏ ତେବେ ଅନେକ ସମସ୍ୟା ହୋଇଥାଏ। ଯଦି ବି ଶୋଚାଳୟ ନିର୍ମାଣରେ ଭୁଲ ହୋଇଥାଏ ତେବେ କେତେକ ପ୍ରତିକାର ବିଷୟରେ ନଜର ପକାନ୍ତୁ।
ପଞ୍ଜାବ ସରକାର ଦ୍ୱାରା ବିଶ୍ୱାସ ମତ ହାସଲ କରିବା ନେଇ ଡକାଯାଇଥିବା ବିଧାନସଭାର ଏକ ଦିନିଆ ସ୍ୱତନ୍ତ୍ର ଅଧିବେଶନକୁ ରାଜ୍ୟପାଳ ବନ୍ୱାରିଲାଲ ପୁରୋହିତ ବାତିଲ କରିଛନ୍ତି। ସେ ରାଜ୍ୟ ସରକାରକୁ ଦିଆଯାଇଥିବା ଅନୁମତିକୁ ପ୍ରତ୍ୟାହାର କରିଛନ୍ତି। ଏନେଇ ଦେଖାଦେଇଛି ତିକ୍ତତା।
IOCL ଟ୍ରେନିଂ ଆପ୍ରେଣ୍ଟିସ୍ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ…
ନିକଟରେ ‘ବିଗ୍ ବସ୍ ୧୦’ରେ ଭାଗ ନେଇଥିଲେ ରାହୁଲ ଦେବ। ଏଥିରେ ଭାଗ ନେବାକୁ ସେ ଚାହୁଁନଥିଲେ ବି ତାଙ୍କୁ କରିବାକୁ ପଡିଛି ବୋଲି ସେ କହିଛନ୍ତି। ହେଲେ ତାଙ୍କୁ ଏମିତି କାହିଁକି କରିବାକୁ ପଡିଲା ଆସନ୍ତୁ ଜାଣିବା।
ଅକ୍ଷୟ କୁମାର ଅନ୍ଧେରୀ ପଶ୍ଚିମ ଅଞ୍ଚଳରେ ଥିବା ତାଙ୍କର ଏକ ଫ୍ଲାଟ୍କୁ ବିକ୍ରି କରିଛନ୍ତି। ଏହି ଫ୍ଲାଟ୍କୁ ସେ ୬ କୋଟିରେ ବିକ୍ରି କରିଛନ୍ତି। ଜାଣନ୍ତୁ ଏହାକୁ କିଏ ନେଲେ…
ସେ ଥିଲେ ମହାରାଣୀ, ସେ ଥିଲେ ବର୍ବର। ନୃଶସ ମହିଳା ସିରିଏଲ୍ କିଲର୍ଭାବେ ସେ ଜଣାଶୁଣା। ନିଜ ସୌନ୍ଦର୍ଯ୍ୟ ପାଇଁ କରୁଥିଲେ ରକ୍ତସ୍ନାନ। ଏଥି ପାଇଁ ମାରି ଦେଇଛନ୍ତି ୬୦୦ରୁ ଅଧିକ ଯୁବତୀ। ସେମାନଙ୍କ ସହ ଆଉ କ’ଣ ସବୁ କରୁଥିଲେ ଜାଣିବା ପାଇଁ ପଢନ୍ତୁ।
ନେପାଳରୁ ଆସି ଭାରତରେ ରହି ପେଟ ପୋଷୁଥିଲେ ଭରତ। ଦୁବାଇରେ ରହି କରୁଥିଲେ କାର୍ ସଫା। ହଠାତ ଲାଗିଗଲା ଲଟେରୀ ଆଉ ସେ ହୋଇଗଲେ କୋଟିପତି।
ରାଜ୍ୟ ଜୁନିଅର ପୁରୁଷ ହକିରେ ବାଜିମାତ କଲା ସୁନ୍ଦରଗଡ। ଦେଓଗଡକୁ ୦-୧ରେ ହରାଇ ଚମ୍ପିଅନ୍ସ ହେଲା ସୁନ୍ଦରଗଡ। ଏହି ମ୍ୟାଚ୍ ଭୁବନେଶ୍ୱରସ୍ଥ କିଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିଲା।
ଯୁଦ୍ଧକୁ ନେଇ ହରଡ଼ଘଣାରେ ପୁଟିନ୍। ରିଜର୍ଭ ଫୋର୍ସ ମୁତୟନ ଲାଗି ଘୋଷଣା ପରେ ଛନକା। ତୁଚ୍ଛାଟାରେ ଯୁଦ୍ଧ ନ ଲଢ଼ିବାକୁ ଦେଶ ଛାଡୁଛନ୍ତି ଋଷୀୟ ନାଗରିକ।
ଏଣିକି ସରକାରୀ କାର୍ଯ୍ୟକ୍ରମରେ ମାଣ୍ଡିଆ ଟିଫିନ୍ ଓ ସ୍ନାକ୍ସ। ସବୁ ବିଭାଗକୁ କୃଷି ପ୍ରମୁଖ ସଚିବଙ୍କ ଚିଠି। ଏନେଇ ଓଡ଼ିଶା ମିଲେଟ୍ ମିଶନର ପ୍ରଚାର ପ୍ରସାର ଉଦ୍ୟମ। ଚାଷୀଙ୍କ ସହ ଭଲ ବେପାର ଆଶାରେ ବ୍ୟବସାୟୀ ବି ଖୁସ୍।
SBI, PO ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପୂରଣ ହେବ ୧୬୭୩ ପଦବୀ। ଜାଣନ୍ତୁ ଯୋଗ୍ୟତା, ବୟସ ସୀମା, ଫି’, ଦରମା ଓ ଅନ୍ୟାନ୍ୟ ତଥ୍ୟ।
'RRR ଓସ୍କାର ପୁରସ୍କାର ନାମାଙ୍କନରେ ସ୍ଥାନ ପାଇବାରେ ବିଫଳ ହୋଇଛି। ଏନେଇ ଭାରତୀୟ ଜୁରୀ ଗୁଜୁରାଟୀ ଫିଲ୍ମ 'ଛେଲୋ ଶୋ'କୁ ଚୟନ କରିଛନ୍ତି। ତେବେ ଜୁରୀର ଏହି ନିଷ୍ପତ୍ତିକୁ ଲୋକମାନେ ପସନ୍ଦ କରୁନାହାଁନ୍ତି।
କୁହାଯାଏ ସମସ୍ୟା ହିଁ ନୂଆ କିଛି କରିବାର ବାଟ ଦେଖେଇଥାଏ। ଏହାକୁ ଏବେ ସତ କରି ଦେଖେଇଛନ୍ତି ଜଣେ ବୃଦ୍ଧ ବାବା। ଗରମରୁ ରକ୍ଷା ପାଇବା ପାଇଁ ସେ ତାଙ୍କ ମୁଣ୍ଡରେ ଏକ ଫ୍ୟାନ୍ ଲଗେଇ ଦେଇଛନ୍ତି।
ଆପଣ ଦ୍ୱାଦଶ ପରେ କ’ଣ କରିବେ କ’ଣ ନ କରିବେ ଏହାକୁ ନେଇ ଚିନ୍ତା କରୁଛନ୍ତି କି। ତେବେ ଚିନ୍ତାରୁ ମୁକ୍ତ ହୁଅନ୍ତୁ। ବିଜ୍ଞାନ ରଖି ଆପଣ ଯଦି ଦ୍ୱାଦଶ ପାଶ୍ କରିଛନ୍ତି ତେବେ କ’ଣ କରିବେ ଏଠି ଦେଖନ୍ତୁ।
ପୂଜା ଆସିଲେ ଚଳଚଞ୍ଚଳ ହୋଇଉଠନ୍ତି ସିନେ ଦୁନିଆ। ତରଙ୍ଗ ସିନେ ପ୍ରଡକ୍ସନ ମଧ୍ୟ ଏଥିରୁ ବାଦ ପଡିନି। ଏହି ବ୍ୟାନର୍ରେ ପ୍ରସ୍ତୁତ ହେଉଛି ନୂଆ ଫିଲ୍ମ ‘ମହିଷାସୁର’। ଦଶହରାରେ କହିବ ଆତଙ୍କବାଦର କାହାଣୀ।
ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ଦିଲ୍ଲୀ AIIMS ରେ ମୃତ୍ୟୁ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ହୃଦଘାତ ଯୋଗୁଁ ଦେଶର ଅନେକ ଯୁବ କଳାକାରଙ୍କ ମୃତ୍ୟୁ ଘଟିଛି। ତେବେ ଆସନ୍ତୁ ଏହି ସେଲିବ୍ରିଟିମାନଙ୍କ ବିଷୟରେ ଜାଣିବା।
ଆଉ ଦେଖିବାକୁ ମିଳିବନି ରାଜୁ ଶ୍ରୀବାସ୍ତଙ୍କ କମେଡି। କମେଡି କିଙ୍ଗ୍ ହେବା ନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଦିନେ ଅଭାବ ଅସୁବିଧାରେ ଥାଇ ମୁମ୍ବାଇ ରାସ୍ତାରେ ଚଳାଉଥିଲେ ଅଟୋ। ତେବେ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ଅକ୍ଟୋବର ୧୭ ରେ ହେବେ କଂଗ୍ରେସର ସଭାପତି ଚୟନ। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ୫ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି। ସେମାନେ ନାମାଙ୍କନପତ୍ରରୁ ପ୍ରାର୍ଥୀ ହେବା ପର୍ଯ୍ୟନ୍ତ ଏବଂ ଦଳରେ ଅଂଶଗ୍ରହଣ କରିବା ଏବଂ ସମଗ୍ର ନିର୍ବାଚନ ପ୍ରକ୍ରିୟା କରିବେ। ଜାଣନ୍ତୁ କିଏ ଏମାନେ?