• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Golden chance to become manager in rbi without exam
ବିନା ପରୀକ୍ଷାରେ RBIରେ ମ୍ୟାନେଜର୍ ହେବାର ସୁବର୍ଣ୍ଣ ସୁଯୋଗ

RBIରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆସିଷ୍ଟାଣ୍ଟ୍‌ ମ୍ୟାନେଜର ଏବଂ ଡେପୁଟି ମ୍ୟାନେଜର୍‌ ପଦବୀ ପୂରଣ ପାଇଁ RBI ଆବେଦନ ଜାରି କରିଛି। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ କରିପାରିବେ ଚାକିରି।

Is Janhvi Kapoor dating to his childhood friend Akshat Rajan
ପିଲାଦିନର ସାଙ୍ଗ ସହ ରୋମାଣ୍ଟିକ୍ ମୁଡ୍‌ରେ ଜାହ୍ନବୀ; କରୁଛନ୍ତି କି ଡେଟ୍

ନିଜ ପିଲାଦିନର ସାଙ୍ଗ ଅକ୍ଷତ ରାଜନଙ୍କୁ ଡେଟ୍ କରୁଛନ୍ତି କି ଜାହ୍ନବୀ କପୁର? ତାଙ୍କ ସହ ଅଛି କି ତାଙ୍କର ପ୍ରେମ ସମ୍ପର୍କ। ସୋସିଆଲ୍ ମିଡିଆରେ ତାଙ୍କ ସହ ଅଭିନେତ୍ରୀଙ୍କ ଭାଇରାଲ୍ ହେଉଛି ରୋମାଣ୍ଟିକ୍ ଫଟୋ। ଆପଣ ଦେଖି ଅନୁମାନ କରନ୍ତୁ।

Kannada film industry would shut down anytime
ମରିଯାଇଥାନ୍ତା କନ୍ନଡ ସିନେମା; କେଜିଏଫ୍ ଦେଲା ନୂଆ ଜୀବନ

କିଛି ବର୍ଷ ପୂର୍ବେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅବସ୍ଥା ଏପରି ଥିଲା ଯେ ଏହା ଯେକୌଣସି ସମୟରେ ବି ବନ୍ଦ ହୋଇଯାଇଥାନ୍ତା। କିନ୍ତୁ ଜଣେ ହିଁ ବ୍ୟକ୍ତି ଥିଲେ ଯିଏ ଫିଲ୍ମ ନିର୍ମାଣ ଏବଂ ସେସବୁରେ ବହୁ ଅର୍ଥ ଖର୍ଚ୍ଚ କରିବାରେ ବିଶ୍ୱାସ କରୁଥିଲେ। ସେହି ବ୍ୟକ୍ତି ‘କେଜିଏଫ୍’...

Suryakiran airshow
କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’

ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିଥିଲା। ଏହାକୁ ଦେଖିବା ପାଇଁ ଲୋନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଭିଡ ଏତେ ହୋଇଯାଇଥିଲା ଯେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା।

Elephant wriggles out of a house after eating tasty snacks
ଘରେ ପଶି ସୁସ୍ୱାଦୁ ଜଳଖିଆ ଖାଇ ବାହାରକୁ ଆସିଲା ହାତୀ

ଖାଦ୍ୟର ବାସ୍ନା ହାତୀକୁ ଘର ଭିତରକୁ ଟାଣି ଆଣିଲା। ଘର ଭିତରେ ପଶି ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପରେ ବାହାରକୁ ଆସିଲା ହାତୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା ଏକ ଛୋଟ ଦ୍ୱାର ଦେଇ ଏତେ ବଡ ହାତୀ କିପରି ବାହାରକୁ ଆସିଲା।

Alia Bhatt reacts on the post of Mumbai police as brahmastra reference
ଟ୍ରାଫିକ୍ ସଚେତନତା ପାଇଁ ମୁମ୍ବାଇ ପୋଲିସ୍ ନେଲା ‘ବ୍ରହ୍ମାସ୍ତ୍ର’ର ସାହାରା

ବଲିଉଡ୍‌ ଏବଂ ମୁମ୍ବାଇ ପୋଲିସର ରହିଛି ପୁରୁଣା ସମ୍ପର୍କ। ବଲିଉଡ୍‌ରେ ଅନେକ ଫିଲ୍ମ ମଧ୍ୟ ପୋଲିସ ଉପରେ ନିର୍ମିତ ହୋଇଛି। ସେହିଭଳି ମୁମ୍ବାଇ ପୋଲିସ ମଧ୍ୟ ଫିଲ୍ମ ଓ ଏହାର ସଂଳାପକୁ ନେଇ ଲୋକଙ୍କୁ ସଚେତନ କରିଛି। ଏହି କ୍ରେଜ୍ ଏବେ ବ୍ରହ୍ମାସ୍ତ୍ର କ୍ଷେତ୍ରରେ ଦେଖିବାକୁ ମିଳିଛି।

Navratri 2022 starting date shubh yog and durga puja
ହାତୀ ବାହନରେ ଆସୁଛନ୍ତି ମା’; ଖେଳିଯିବ ସୁଖ-ସମୃଦ୍ଧି

ଚଳିତ ବର୍ଷ ନବରାତ୍ରୀର ୯ ଦିନରେ ଅନେକ ଶୁଭ ସଂଯୋଗ ରହିଛି। ସେପ୍ଟେମ୍ବର ୨୬ ସୋମବାରରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ। ମା ହାତୀ ବାହନରେ ଧରାପୃଷ୍ଠକୁ ଆସିବେ, ଯାହା ସୁଖ ଏବଂ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ।

Fraud, Priest loot 30 lakhs
ଚିତା ଚୈତନ୍ୟ କାଟି ଲୁଟୁଥିଲେ, ନାମ ନେଲେ

ଅସଲି ପୂଜକଙ୍କ ନକଲି କାଣ୍ଡ। ଲୋକଙ୍କୁ ଚାକିରି ଦେବା, ବଡ ହସ୍‌ପିଟାଲରେ ଚିକିତ୍ସା କରିବା କହି ଲୁଟୁଥିଲେ। ଧରା ପଡିଗଲା ଏବେ ସବୁ କିଛି। ପୂଜକ ଭାବି ଲୋକେ କରିଥିଲେ ବିଶ୍ୱାସ, ହେଲେ ମିଳିଲା ବିଷ।

Bumper vacancy for these posts in bhel
ଗ୍ରାଜୁଏସନ୍ ସହିତ ଏହି ଯୋଗ୍ୟତା ଥିଲେ BHELରେ ଚାକିରି

BHEL ରେ ଇଞ୍ଜିନିୟର / କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ବାହାରିଛି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧୩ ରୁ ଆରମ୍ଭ ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୫୦ଟି ପଦବୀ ପୂରଣ ହେବ।

Who will play dev in brahmastra part 2
ବ୍ରହ୍ମାସ୍ତ୍ର ପାର୍ଟ -୨ ରେ କିଏ ହେବ ଦେବ୍ ?

‘ବ୍ରହ୍ମାସ୍ତ୍ର’ ଏବେ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରୁଛି। ଏହାର ଦ୍ୱିତୀୟ ଭାଗକୁ ନେଇ ମଧ୍ୟ ଦର୍ଶକେ ଉତ୍ସାହିତ ହୋଇପଡିଲେଣି। ଦ୍ୱିତୀୟ ଭାଗର ମୁଖ୍ୟ ଭୂମିକାରେ ରଣବୀର କପୁର ନା ହ୍ରିତିକ ରୋଶନ ନଜର ଆସିବେ, ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ତେବେ କିଏ ଏହି ଭୂମିକାରେ...

Brahmastra day 5 box office collection
‘ବ୍ରହ୍ମାସ୍ତ୍ର’ର ସଫଳତା; ୧୫୦ କୋଟି କ୍ଲବ୍‌ରେ ସାମିଲ ହେଲା

ବୟକଟ୍ ବିରୋଧ ପରେ ବି ‘ବ୍ରହ୍ମାସ୍ତ୍ର’ର ରୋଜଗାରରେ କୌଣସି ଫରକ ପଡିନି। ଆରମ୍ଭରୁ ଫିଲ୍ମ ଭଲ ରୋଜଗାର କରୁଥିବା ବେଳେ ଏବେ ବି ଏହାର ରୋଜଗାରରେ କୌଣସି ଫରକ ପଡିନି। ୧୫୦ କୋଟି କ୍ଲବ୍‌ରେ ସାମିଲ ହେବାରେ ସଫଳ ହୋଇଛି।

Viral aeroplane graveyard in Thailand and America
ଏଇଠି ଅଛି ବିମାନ ପାଇଁ କବରସ୍ଥାନ; ଦେଖନ୍ତୁ…

ଆପଣ କେବେ ଶୁଣିଛନ୍ତି କି ବିମାନ ପାଇଁ ବି ଅଛି କବରସ୍ଥାନ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଠାରେ ଅକାମି ବିମାନଗୁଡିକୁ ଫିଙ୍ଗି ଦିଆଯାଏ। ଜାଣନ୍ତୁ ଏମିତି ଜାଗା କୋଉଠି ଅଛି।

Internet Is Flooded With Memes On Alia Bhatt For Having Only One Dialogue In 'Brahmastra'
'ବ୍ରହ୍ମାସ୍ତ୍ର'ରେ ଗୋଟିଏ ଡାଏଲଗ୍ ପାଇଁ ଆଲିଆ ଭଟ୍ଟଙ୍କୁ ଟ୍ରୋଲ୍‌

'ବ୍ରହ୍ମାସ୍ତ୍ର'ରେ ଅଭିନୟ ନେଇ ଟ୍ରୋଲ୍‌ ହେଉଛନ୍ତି ଆଲିଆ ଭଟ୍ଟ। ଫିଲ୍ମରେ କେବଳ ଗୋଟିଏ ଡାଏଲଗ୍‌ ପାଇଁ ତାଙ୍କୁ ଥଟ୍ଟା କରାଯାଉଛି। ଏହାକୁ ନେଇ ସେସିଆଲ୍ ମିଡିଆରେ ହେଉଛି ମେସ୍ସ ବର୍ଷା।

Malyalam actress Leena Antony giving 10th class exams
୧୦ମ ପରୀକ୍ଷା ଦେଲେ ୭୩ ବର୍ଷୀୟ ଅଭିନେତ୍ରୀ ଲୀନା ଆଣ୍ଟୋନି

ପାଠ ପଢିବାର କୌଣସି ବୟସ ନଥାଏ। ଏହାକୁ ସତ କରି ଦେଖେଇଛନ୍ତି ୭୩ ବର୍ଷୀୟ ଅଭିନେତ୍ରୀ ଲୀନା ଆଣ୍ଟୋନି। ଏ ବୟସରେ ସେ ୧୦ମ ପରୀକ୍ଷା ଦେଇଛନ୍ତି।

Tributes to Arindam on his birth place
‘କେନ୍ଦୁଝର ମାଟି ଅରିନ୍ଦମଙ୍କ ପରି ଜଣେ ସାହସୀ ପୁଅ ପାଇ ଗର୍ବିତ’

ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଜନ୍ମମାଟିରେ ଅରିନ୍ଦମଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି। କେନ୍ଦୁଝର ରାଇକଳାରେ ଅରିନ୍ଦମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ।

Good news for you who wanted to buy a house
ଘର କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର

ଘର କ୍ରେତାଙ୍କ ଲାଗି ଖୁସି ଖବର। ଚୁକ୍ତି ବେଳର ରେଟ୍ ହିଁ ହେବ ଚୂଡ଼ାନ୍ତ ମୂଲ୍ୟ। ଜିଏସ୍‌ଟି, ସେବାକର ଓ ଡେଭଲପ୍‌ମେଣ୍ଟ୍‌ ଫି ନାଁରେ ଶୋଷଣରୁ ମିଳିବ ମୁକ୍ତି। ବିଲ୍ଡର ନେଇପାରିବେନି ଅଧିକ ମୋଟା ଅଙ୍କର ଟଙ୍କା।

Lots of money found from bus passenger
ବସ ଯାତ୍ରୀଙ୍କ ଠାରୁ ଜବତ ହେଲା ୩୩ ଲକ୍ଷରୁ ଅଧିକ ଟଙ୍କା

ଗଂଜେଇ ଯାଞ୍ଚ ବେଳେ ମିଳିଲା ବିଡ଼ା ବିଡ଼ା ନୋଟ୍। ବସ୍‌ଯାତ୍ରୀଙ୍କ ଠାରୁ ମିଳିଛି ଏହି ଟଙ୍କା। ଏହାର ପରିମାଣ ୩୩ ଲକ୍ଷରୁ ଅଧିକ। କୁଆଡ଼େ ନେଉଥିଲେ ଏତେ ପରିମାଣର ନୋଟ୍ ? ପାର୍ବଣ ପୂର୍ବରୁ ଅପରାଧୀଙ୍କ ଗତିବିଧିକୁ ନେଇ ଚିନ୍ତା ଘାରିଛି।

Akshay Kumar new car advertisement in controversy
ବିବାଦରେ ପୁଣି ଅକ୍ଷୟ କୁମାର; ବିଜ୍ଞାପନକୁ ନେଇ ଫସିଲେ

ପାନ ମସଲା ବିଜ୍ଞାପନ ପରେ ପୁଣି ବିବାଦରେ ଫସିଛନ୍ତି ଅକ୍ଷୟ କୁମାର। ଜନହିତର ଏକ ବିଜ୍ଞାପନକୁ ନେଇ ତାଙ୍କୁ ବିରୋଧ କରାଯାଉଛି। ତାଙ୍କର ଏହି କାର୍ ବିଜ୍ଞାପନ ଯୌତୁକ ପ୍ରଥାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି।

Railway jobs 12th pass jobs for sports quota
ଆପଣ ଦ୍ୱାଦଶ / ସ୍ନାତକ ପାଶ୍‌ କରିଛନ୍ତି କି? ଆପଣଙ୍କ ପାଇଁ ଏହି ଖବର

ଦ୍ୱାଦଶ / ସ୍ନାତକ ପାଶ୍‌ କରି ଆପଣ ଯଦି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରେଳବାଇରେ ବାହାରିଛି ଅନେକ ପଦବୀ। ଆପଣଙ୍କ ପାଖରେ ଯଦି ଖେଳ କୋଟା ଅଛି ତେବେ ବିନା ପରୀକ୍ଷାରେ ଚାକିରି।

Brahmastra beats the Kashmir files
କାମ ଦେଉନି ‘ବୟକଟ୍’ ଟ୍ରେଣ୍ଡ୍; 'କାଶ୍ମୀର ଫାଇଲ୍ସ'କୁ ପଛରେ ପକେଇଲା 'ବ୍ରହ୍ମାସ୍ତ୍ର'

‘ବୟକଟ୍’ ବିବାଦ ପରେ ବି ଭଲ ରୋଜଗାର କରିଚାଲିଛି 'ବ୍ରହ୍ମାସ୍ତ୍ର'। ବଲିଉଡ୍‌ର ସବୁ ଫିଲ୍ମ ଫ୍ଲପ୍‌ ପରେ ଫ୍ଲପ୍ ହୋଇଚାଲିଥିଲେ ବି ଏହା କିପରି ଏଥିରୁ ବାଦ୍ ପଡିଲା ତାହା ଲୋକେ ବିଶ୍ୱାସ କରିପାରୁ ନାହାନ୍ତି। ତେବେ ଏହାରି ଭିତରେ 'ବ୍ରହ୍ମାସ୍ତ୍ର' 'କାଶ୍ମୀର ଫାଇଲ୍ସ'ର ରେକର୍ଡ ଭାଙ୍ଗିଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।