ବିମାନ ଯାତ୍ରା ସମୟରେ ପାଇଲଟ ୩ ଜରୁରୀ ଜିନିଷକୁ ନିଜ ପାଖରେ ରଖନ୍ତି। ଜଣେ ମହିଳା ପାଇଲଟ୍ ଏହି ଖୁଲାସା କରିଛନ୍ତି। ଆପଣ ବି ବିମାନ ଯାତ୍ରାରେ ଏହି ୩ ଜିନିଷକୁ ପାଖରେ ନେବା ଜରୁରୀ। ତେବେ ସେସବୁ କ’ଣ ଆସନ୍ତୁ ଜାଣିବା।
ଆପଣ ଜାଣିଛନ୍ତି କି ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦ୍ୱାରା ଲେଖାଯାଇଥିବା ଏକ ଗୁପ୍ତ ଚିଠି ବିଷୟରେ? ୧୯୮୫ରେ ଏହି ଚିଠି ଲେଖାଯାଇଥିଲା। ଏହା ଏବେ ସିଡ୍ନୀରେ ଲୁଚାହୋଇ ରହିଛି। ଜାଣନ୍ତୁ ଏହାକୁ କେବେ ଖୋଲାଯିବ…
ଏକ ଏନଜିଓ ଛାଡପତ୍ର ହୋଇଥିବା ପୁରୁଷଙ୍କ ପାଇଁ 'ବିବାହ ବିଚ୍ଛେଦ ସମାରୋହ' ଆୟୋଜନ କରିବାକୁ ସ୍ଥିର କରିଥିଲା। କିନ୍ତୁ କିଛି ସଂଗଠନର ବିରୋଧ ପରେ ସେପ୍ଟେମ୍ବର ୧୧ ରବିବାର ଦିନ ଏହାକୁ ବାତିଲ କରିଦିଆଯାଇଛି।
ଡୋଗ୍ରା ରେଜିମେଣ୍ଟରେ ବାହାରିଛି ଅନେକ ପଦବୀ। ଏଥିପାଇଁ ଅଫ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆବେଦନ ଫର୍ମ ଅକ୍ଟୋବର ୧୦ ସୁଦ୍ଧା ସମ୍ପୃକ୍ତ ଠିକଣାରେ ପହଞ୍ଚିଯିବା ଉଚିତ।
ଆଜିବି ଲୋକଙ୍କ ଭିତରେ ରହିଛି ପୁଷ୍ପା କ୍ରେଜ୍। ଲୋକେ ଏହାର ଦ୍ୱିତୀୟ ପାର୍ଟକୁ ଉତ୍ସାହର ସହ ଚାହିଁ ବସିଛନ୍ତି। ଏହାରି ଭିତରେ ପୁଷ୍ପାକୁ ମିଳିଛି ସୀମା ବେଷ୍ଟ୍ ଫିଲ୍ମ୍ ଆୱାର୍ଡ। ଏହା ପଛରେ ରହିଛି ଅନେକ କାରଣ। ଆସନ୍ତୁ ନଜର ପକେଇବା…
ଥଣ୍ଡା ପଡିଯାଇଥିବା ହିନ୍ଦି ସିନେମାରେ ଜୀବନ ଭରିଛି 'ବ୍ରହ୍ମାସ୍ତ୍ର'। ସାରା ବିଶ୍ୱରେ ଏହାର ପ୍ରଥମ ସପ୍ତାହର ରୋଜଗାରକୁ ଦେଖିଲେ ଏହା ନମ୍ବର ୱାନ୍ ହୋଇଛି। ବିଦେଶ ବଜାରରେ କରୁଛି ବୋବାଲ୍।
ମନରେ ଦୃଢ ଇଛାଶକ୍ତି ଆଉ ଆଗକୁ ଯିବାର ଲକ୍ଷ ତାଙ୍କୁ ଆଜି କରିଦେଇଛି IAS ଅଧିକାରୀ। ସଫଳତାର କୌଣସି ସର୍ଟକଟ୍ ନାହିଁ ବୋଲି ସେ କହିଛନ୍ତି। ଏନେଇ ସେ ଦିନକୁ କେତେ ପରିଶ୍ରମ କରନ୍ତି ଆସନ୍ତୁ ସେ ବିଷୟରେ ଜାଣିବା।
ଆଜିକାଲି ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ପ୍ରଜନନ ସମସ୍ୟା ବଢିବାରେ ଲାଗିଛି। ଅନେକ ଲୋକ ଏନେଇ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ଯେଉଁମାନେ ବିନା ଖର୍ଚ୍ଚରେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହି ଯୋଗ ଟିପ୍ସ।
ପିଲାଙ୍କୁ ଚାପଗ୍ରସ୍ତ କରୁଛି ପରୀକ୍ଷା ବୋଝ ଓ ରେଜଲ୍ଟ। ବେଶି ଚାପରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାର୍ଥୀ। NCERT ସର୍ଭେ ରିପୋର୍ଟର ତଥ୍ୟକୁ ନେଇ ଚିନ୍ତା। ସ୍କୁଲ୍ରେ କାଉନ୍ସେଲିଂ ଡେସ୍କ ପ୍ରତିଷ୍ଠା ଦାବି।
କୋହିନୂର ହୀରାକୁ ଭାରତ ଫେରାଇ ଆଣିବାକୁ ବଢ଼ିଲା ଦାବି। କୋହିନୂରର ଅସଲ ମାଲିକ ଶ୍ରୀଜଗନ୍ନାଥ ବୋଲି ଦାବି କରି ଦରକାର ହେଲେ ଅନ୍ତର୍ଜାତୀୟ ଅଦାଲତ ଯିବୁ ବୋଲି କହିଛି ଜଗନ୍ନାଥ ସେନା। ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଇବ କି କୋହିନୂର?
CTO, CDO ଏବଂ CISO ପଦବୀ ପୂରଣ ପାଇଁ LIC ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକ ପୋଷ୍ଟ୍ ପୂରଣ ହେବ।
ବଲିଉଡ୍ର ବୟକଟ୍ ଜାଲରେ ବି ଫସିଥିଲା 'ବ୍ରହ୍ମାସ୍ତ୍ର'। ଚଳିତ ବର୍ଷର ପ୍ରାୟ ସବୁ ଫିଲ୍ମକୁ ‘ବୟକଟ୍’ କ୍ଷତି ଦେଇଛି। କୌଣସି ଫିଲ୍ମ ଚାଲିପାରି ନଥିବା ବେଳେ 'ବ୍ରହ୍ମାସ୍ତ୍ର' ବିରୋଧୀଙ୍କୁ ପରାସ୍ତ କରିଛି।
ପୁରୁଣା ଟ୍ୱିଟ୍କୁ ନେଇ ଜେଲ୍ରେ ଥିବା KRKକୁ ବେଲ୍ ମିଳିଛି। ଜେଲ୍ରୁ ଆସୁ ଆସୁ କରିଛନ୍ତି ଟ୍ୱିଟର ଆକ୍ରମଣ। ସେପଟେ ତାଙ୍କ ଜୀବନ ବିପଦରେ ଅଛି ବୋଲି କହିଛି ପୁଅ ଫୈସଲ।
୧୦ ଦିନର ରାଜକୀୟ ଶୋକ ପରେ ମହାରାଣୀ ଏଲିଜାବେଥ୍ଙ୍କ ଶବଦାହ କରାଯିବ। ବର୍ତ୍ତମାନ ତାଙ୍କ ଦ୍ୱାରା ବ୍ୟବହୃତ ଅସାଧାରଣ ଜିନିଷଗୁଡିକୁ ନିଲାମ କରାଯାଉଛି। ତାଙ୍କର ଏକ ଚା’ବ୍ୟାଗ ତାଲିକାଭୁକ୍ତ ହୋଇଛି। ଆପଣ ଏହି ଚା’ବ୍ୟାଗ୍ର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
RRC ପଶ୍ଚିମ ରେଳବାଇ (WR) ଅଧୀନରେ ଥିବା ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଏହି ପ୍ରକ୍ରିୟାରେ ଅନେକଗୁଡିଏ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ରାଜପଦ ସମ୍ଭାଳିଛନ୍ତି କିଙ୍ଗ୍ ଚାର୍ଲ୍ସ ତୃତୀୟ। ଦିନେ ଅନେକ ପ୍ରେମ ସମ୍ପର୍କକୁ ନେଇ ସେ ଚର୍ଚ୍ଚାରେ ଥିଲେ। ୨୦ରୁ ଅଧିକ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ବେଳେ ଚର୍ଚ୍ଚାରେ ଅଛନ୍ତି ଏହି ପାଞ୍ଚ। ଜାଣନ୍ତୁ କିଏ…
‘ବୟକଟ୍’ ଟ୍ରେଣ୍ଡରେ ଥାଇ ବି ବାଜି ମାରିଛି 'ବ୍ରହ୍ମାସ୍ତ୍ର'। ଫିଲ୍ମର କ୍ରେଜ୍ ଏମିତି ଛାଇ ଯାଇଛି ଯେ ରୋଜଗାର କ୍ଷେତ୍ରରେ ଏହା ବିଶ୍ୱସ୍ତରରେ ‘ବାହୁବଳୀ’ର ରେକର୍ଡ ଭାଙ୍ଗିଛି। ଏହି ହିସାବରେ ପ୍ରଭାସଙ୍କୁ ପଛରେ ପକେଇ ଦେଇଛନ୍ତି ରଣବୀର କପୁର।
ଆଜିକାଲି ପ୍ରାୟ ସମସ୍ତେ କେଶ ଝଡିବା ସମସ୍ୟାରେ ପୀଡ଼ିତ। ଏହାକୁ ରୋକିବାକୁ ସମସ୍ତେ ବିଭିନ୍ନ ଉପାୟ ଅନୁସରଣ କରୁଥିଲେ ବି ସେମିତି ସଫଳତା ମିଳି ନଥିବା ଦେଖାଯାଏ। ଏ ଦିଗରେ ଯୋଗ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଆସନ୍ତୁ ଜାଣିବା କେଉଁ ଯୋଗାସନ ଅଭ୍ୟାସ କେଶ...
ଘରଟିଏ ହେଲେ ସେଥିରେ ଦର୍ପଣ ବ୍ୟବହାର ଏକ ଆବଶ୍ୟକୀୟ ସାମଗ୍ରୀ। ଏହି ଦର୍ପଣ ବ୍ୟବହାର ନେଇ ମଧ୍ୟ ରହିଛି ଅନେକ ବାସ୍ତୁ ନିୟମ। ଏହାର ଭୁଲ ବ୍ୟବହାର ଘରେ ଆର୍ଥିକ କ୍ଷତି ପକାଇଥାଏ। ଏହାର ସଠିକ ବ୍ୟବହାର ଜାଣିବା ପାଇଁ ପଢନ୍ତୁ।
ସୂର୍ଯ୍ୟରୁ ବାହାରିଛି ସବୁଠାରୁ ବଡ ବିସ୍ଫୋଟକ। ଏହା ଶୁକ୍ର ସହ ଧକ୍କା ଖାଇଛି। ଏହି ସପ୍ତାହରେ ଏମିତି ଦୁଇ ଥର ହେଲାଣି। ଏହି ପ୍ଲାଜ୍ମା ସୂର୍ଯ୍ୟଙ୍କ ବିପରୀତ ପାର୍ଶ୍ୱରୁ ବାହାରିଥିବାରୁ ତାହା ପୃଥିବୀରୁ ଦେଖାଯାଇ ନାହିଁ।