• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Success story of ias rukmani riar who failed in 6th class
ଦିନେ ପାଠ ପ୍ରତି ନଥିଲା ରୁଚି, ଏବେ IAS ଅଫିସର୍

ପିଲାଦିନୁ ନଥିଲା ପାଠ ପ୍ରତି ରୁଚି। ୬ଷ୍ଠରେ ହୋଇଯାଇଥିଲେ ଫେଲ୍। ଯିଦି ଧରିଲେ କିଛି କରିଦେଖେଇବେ। କଲେ କଠିନ ପରିଶ୍ରମ। ତାଙ୍କ ପରିଶ୍ରମ ତାଙ୍କୁ କରିଦେଲା IAS ଅଫିସର୍। ଆସନ୍ତୁ ଜାଣିବା ସେ କିପରି କରୁଥିଲେ ଅଭ୍ୟାସ।

Career tips in automobile designing
କରନ୍ତୁ ଅଟୋମୋବାଇଲ୍ ଡିଜାଇନିଂରେ କ୍ୟାରିଅର୍; ଦରମା ୧୦ ରୁ ୨୦ ଲକ୍ଷ

ଆପଣଙ୍କର ଗାଡି ପ୍ରତି ଆଗ୍ରହ ଅଛି କି? ଏହା ସହ ଆପଣ ପାଖରେ କିଛି କ୍ରିଏଟିଭ୍ ଆଇଡିଆ ଅଛି କି? ତେବେ ଆପଣ ବି ହୋଇପାରିବେ ଅଟୋମୋବାଇଲ୍ ଡିଜାଇନର୍। ୧୦ ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଦରମା ବି ପାଇପାରିବେ।

SalmanKhan reacts to his fees
‘ବିଗ୍ ବସ୍ ସିଜନ ୧୬’..କାହିଁକି ବାରମ୍ବାର ହୋଷ୍ଟ କରୁଛନ୍ତି ସଲମାନ, ଖୁଲାସା କଲେ କାରଣ

ପରଦାରେ ଖୁବ୍ ଶିଘ୍ର ଆସିବ ‘ବିଗ୍ ବସ୍ ସିଜନ ୧୬’। ସଲମାନ ଖାନ ପୁଣି ହୋଷ୍ଟ୍ କରୁଥିବା ନଜର ଆସିବେ। ତେବେ ସେ କାହିଁକି ବାରମ୍ବାର ହୋଷ୍ଟ କରୁଛନ୍ତି, ତା’ର ଖୁଲାସା କରିଛନ୍ତି

Bal naren the movie on swachh bharat abhiyan release on 14 october
ସ୍ୱଚ୍ଛ ଭାରତ ଅଭିଯାନକୁ ନେଇ ଆସୁଛି ‘ବାଲ୍ ନରେନ୍’; ଜାଣନ୍ତୁ କେବେ ହେବ ରିଲିଜ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତର କାହାଣୀ କହିବ ‘ବାଲ୍ ନରେନ୍’ । ପୱନ ନାଗପାଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଏହି ଦିନ ରିଲିଜ୍ ହେବାକୁ ଯାଉଛି। ଜାଣନ୍ତୁ କ’ଣ ରହିଛି କାହାଣୀ…

Lata Mangeshkar loved cricket because of raj singh dungarpur
କ୍ରିକେଟ୍‌କୁ ଖୁବ୍ ପସନ୍ଦ କରୁଥିଲେ ଲତା; ଥିଲା କି କାହାର ଭଲ ପାଇବା

ସ୍ୱରର ମଲ୍ଲିକା ତାଙ୍କର ଅବସର ସମୟରେ ରିୟାଜ୍ କରନ୍ତି କିମ୍ବା ତାଙ୍କ ପ୍ରିୟ ଖେଳ କ୍ରିକେଟ୍ ଦେଖିବାକୁ ପସନ୍ଦ କରନ୍ତି। ୧୯୮୩ ମସିହାରେ ଲର୍ଡସ୍‌ରେ ଆୟୋଜିତ ଗୌରବମୟ ବିଶ୍ୱ କ୍ରିକେଟ୍ କପ୍ ବିଜୟର ସାକ୍ଷୀ ମଧ୍ୟ ଲତା ମଙ୍ଗେସ୍‌କର୍। ତେବେ ଆସନ୍ତୁ ଜାଣିବା କିପରି ଲତା ଜୀଙ୍କ କ୍ରିକେଟ୍...

Guinness world record for oldest living siblings 4 sisters
ରେକର୍ଡ କଲେ ଚାରି ଭଉଣୀ: ବୟସ ମିଶି ୩୮୯

ରେକର୍ଡ କରିବା ପାଇଁ ସାଧନା ଓ ପରିଶ୍ରମର ଆବଶ୍ୟକତା ଥିବାବେଳେ ଏମିତି ଚାରି ଭଉଣୀଙ୍କ ପାଖକୁ ସୁଯୋଗ ଆପେ ଆପେ ଆସିଯାଇଛି। ସବୁଠାରୁ ଅଧିକ ବର୍ଷ ବଞ୍ଚିବା ନେଇ ସେମାନେ ରେକର୍ଡ କରିଛନ୍ତି। ଆସନ୍ତୁ ଜାଣିବା ଏମାନେ କିଏ…

Lata Mangeshkar Birth Anniversary
ଆଜି କୋକିଳକଣ୍ଠୀ ଲତା ଦିଦିଙ୍କ ଜୟନ୍ତୀ: ପିଲାବେଳୁ ମୁଣ୍ଡେଇ ଥିଲେ ପରିବାର ବୋଝ

ସଙ୍ଗୀତର ଶିଖର ଛୁଇଁଥିବା ଲତା ମଙ୍ଗେଶକର ଦର୍ଶକଙ୍କୁ ହଜାର ହଜାର ଗୀତ ଭେଟିଦେଇଛନ୍ତି। ସ୍ୱର କୋଳିଳ ଲତା ମଙ୍ଗେଶକରଙ୍କ ଜନ୍ମଦିନ ଅବସରରେ ଅଯୋଧ୍ୟାରେ ଉଦ୍‌ଘାଟିତ ହେବ ଲତା ମଙ୍ଗେଶକର ଛକ।

This brinjal save you from cancer
ଅଦ୍ଭୁତ ବାଇଗଣ! ଦୂର କରିବ କର୍କଟ

ଅନୁସନ୍ଧାନକାରୀମାନେ ବାଇଗଣୀ ରଙ୍ଗର ଟମାଟୋ ପ୍ରସ୍ତୁତ କରିଛନ୍ତି ଏବଂ ଆମେରିକାର କୃଷି ବିଭାଗ ଏହାକୁ ବିକ୍ରି କରିବାକୁ ଅନୁମତି ମଧ୍ୟ ଦେଇଛି। ଏହି ଟମାଟୋରେ ମଧ୍ୟ ଅନେକ ବିଶେଷତା ଅଛି। ବୈଜ୍ଞାନିକମାନେ ଏହାକୁ ପ୍ରସ୍ତୁତ ଏବଂ ପରୀକ୍ଷଣ କରିଛନ୍ତି ଯେ ସାଧାରଣ ଟମାଟୋ ଅପେକ୍ଷା ଏଥିରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ୍‌...

Bumper vacancy on these posts for 12th pass in cisf
୧୨ଶ ପାସ୍‌ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; CISF ରେ ଚାକିରି

CISFରେ ହେଡ୍ କନଷ୍ଟେବଳ ଏବଂ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପଦବୀ ଖାଲି ପଡିଛି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୫୪୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।

Asha Parekh to be honoured with dadasaheb phalke award
ଦିନେ ଦେଖୁଥିଲେ ଆଇଏଏସ୍ ହେବାର ସ୍ୱପ୍ନ; ହେଇଗଲେ ଅଭିନେତ୍ରୀ

‘ଦାଦାସାହେବ ଫାଲକେ ପୁରସ୍କାର’ରେ ସମ୍ମାନିତ ହେବେ ଆଶା ପାରେଖ। ପିଲାବେଳେ ଦେଖୁଥିଲେ ଡାକ୍ତର ବା ଆଇଏଏସ୍ ହେବାର ସ୍ୱପ୍ନ। ଭାଗ୍ୟ କରିଦେଲା ଅଭିନେତ୍ରୀ। ଅନେକ ବିବାଦର ସମ୍ମୁଖିନ ହୋଇଥିବା ଆଶାଙ୍କ ଜୀବନରେ ରହିଛି ଅନେକ ରୋଚକ କଥା। ଆସନ୍ତୁ ଜାଣିବା…

Woman print her resume on cake to show her crative skill
ଚାକିରି ନ ମିଳିବାରୁ ଶେଷରେ କେକ୍‌ ଉପରେ ପ୍ରିଣ୍ଟ୍ କଲେ ନିଜ ବାୟୋଡାଟା

ଚାକିରି ପାଇଁ ମହିଳାଙ୍କ ଅଜବ ରିଜ୍ୟୁମ୍। ନିଜ ସୃଜନଶୀଳତା ଦେଖେଇବା ନେଇ କେକ୍‌ରେ ପ୍ରିଣ୍ଟ୍ କଲେ ନିଜ ବାୟୋଡାଟା। ଏହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା।

Mother drives e-rickshaw with baby strapped to her chest
ମଝି ରାସ୍ତାରେ ଛାଡିଦେଲେ ସ୍ୱାମୀ; ଛୁଆ ପାଇଁ ଚଞ୍ଚଲଙ୍କ ଜୀବନ ସଂଗ୍ରାମ

ଜୀବନ ଅଛି ତ ସଂଘର୍ଷ ଅଛି। କେହି କେହି ଏହି ସଂଘର୍ଷ ଆଗରେ ହାରି ଯାଉଥିବା ବେଳେ ଆଉ କେହି ଏହାର ସାମ୍ନା କରି ସଫଳତା ପାଆନ୍ତି। ସେମିତି ଏକ କାହାଣୀ ହେଲା ଚଞ୍ଚଲ ଶର୍ମାଙ୍କର। ଆସନ୍ତୁ ଜାଣିବା ପିଲା ପାଇଁ କିପରି ସେ ଲଢୁଛନ୍ତି ଜୀବନ...

The brave story of Bhagat Singh
ଅମର ସହିଦ ଭଗତ ସିଂହଙ୍କ ବୀରତ୍ୱର କାହାଣୀ

ଆଜି ସହିଦ ଭଗତ ସିଂହଙ୍କ ଜନ୍ମଦିନ। ସେ ଦେଶର ସ୍ୱାଧୀନତା ପାଇଁ କମ ବୟସରେ ଫାଶି ଖୁଣ୍ଟରେ ଝୁଲିଯାଇ ନିଜ ନାଁକୁ ମୁକ୍ତି ସଂଗ୍ରାମରେ ଲେଖିଦେଲେ। ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।

Vacancy for these posts in state staff selection commission
OSSCରେ ବାହାରିଛି ଅନୁସନ୍ଧାନକାରୀ ପଦବୀ; ଜାଣନ୍ତୁ କେବେଠୁ ହେବ ଆବେଦନ

OSSCର ଅର୍ଥନୀତି ଏବଂ ପରିସଂଖ୍ୟାନ ବିଭାଗ ଅନୁସନ୍ଧାନକାରୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ପୂରଣ ହେବ ୩୬ ଟି ପଦବୀ। ଆପଣ ଯଦି ଆବେଦନ କରିବାକୁ ଚାହୁଛନ୍ତି ତେବେ ଏହି ଖବର ପଢନ୍ତୁ।

Navadurga and chakra sadhana
କ’ଣ ରହିଛି ନବଦୁର୍ଗାଙ୍କ ବିଶେଷତ୍ୱ; କିପରି କରାଯାଏ ସାଧନା

ନବରାତ୍ରୀରେ ନଅ ପ୍ରକାରର ଦୁର୍ଗାଙ୍କୁ ପୂଜା କରାଯାଏ। ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନବଦୁର୍ଗାଙ୍କ ପୂଜା କରାଯାଏ। ତେବେ ଏହି ନବଦୁର୍ଗା ଓ ଶରୀରର ତତ୍ତ୍ୱ ସହିତ କ’ଣ ରହିଛି ସମ୍ପର୍ଣ୍ଣ ଆସନ୍ତୁ ଜାଣିବା।

Shah Rukh khan wrote romantic note for his shirt
ଶାହରୁଖଙ୍କ ସାର୍ଟଲେସ୍ ଫଟୋ ଦେଖି ଏମିତି କହିଲେ ପତ୍ନୀ ଗୌରୀ ଖାନ୍

ଶାହରୁଖ ସୋସିଆଲ ମିଡିଆରେ ତାଙ୍କର ଏକ ସାର୍ଟଲେସ୍ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କର ଟୋନ୍ ଆବ୍ସ ଦେଖିବାକୁ ମିଳିଛି। ପତ୍ନୀ ଗୌରୀ ଖାନ୍ ଏହା ଦେଖି ଏକ ମଜାଳିଆ ଢଙ୍ଗରେ ଏମିତି କହିଛନ୍ତି।

Movie Ram Setu teaser out
'ରାମ ସେତୁ' ଟିଜର୍ ଦେଖି ଉତ୍ସାହିତ ହେଲେ ଦର୍ଶକ

ରିଲିଜ୍ ହୋଇଛି 'ରାମ ସେତୁ'ର ଟିଜର୍। ଏଥିରେ ଅକ୍ଷୟଙ୍କୁ ଏକ ଦମ୍‌ଦାର୍‌ ଲୁକ୍‌ ଓ ଆକ୍ସନରେ ଦେଖିବାକୁ ମିଳିବେ। ଦର୍ଶକ ଏହାକୁ ଦେଖି ଫିଲ୍ମ ପାଇଁ ଉତ୍ସାହିତ ହୋଇପଡିଛନ୍ତି।

Woman had 41 lakh in her purse for over a month with no idea
ପର୍ସରେ ଧରି ବୁଲୁଥିଲେ ୪୧ ଲକ୍ଷ ଟଙ୍କା; ମହିଳାଙ୍କୁ ନଥିଲା ଜଣା

ପର୍ସରେ ଥିଲା ୪୧ ଲକ୍ଷ ଟଙ୍କା। ଏହାକୁ ମାସ ମାସ ଧରି ବୁଲୁଥିଲେ ବି ମହିଳାଙ୍କୁ ଜଣା ନଥିଲା। ଯେତେବେଳେ ଜାଣିଲେ ସେ ଖୁସିରେ ପାଗଳ ହୋଇଗଲେ। କିଏ ଏହି ମହିଳା ଆଉ କେଉଁଠିକାର ଜାଣିବା ପାଇଁ ପଢନ୍ତୁ।

The Iranian government's policy of suppressing women in the name of hijab
ହିଜାବ ନାଁରେ ଇରାନ୍ ସରକାରର ମହିଳା ଦମନ ନୀତି

ଇରାନୀ ମହିଳାମାନେ ଏବେ ହିଜାବ ପରିଧାନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଆସିଥିବା ବେଳେ ଇରାନ୍ ସରକାର ସେମାନଙ୍କୁ ବଳପୂର୍ବକ ଘଉଡାଇବା ପାଇଁ ସବୁପ୍ରକାର ପ୍ରୟାସ କରୁଛି। ଏମିତି କି ମାଡ ମାରି ହତ୍ୟାକରିବାକୁ ବି ପଛଉ ନାହିଁ। ଏହା କ’ଣ ଇରାନ୍ ସରକାରର ମହିଳା ଦମନ ନୀତି ନୁହେଁ...

For assistant legal consultant posts apply by 10 october
ONGC ରେ ଆଇନ ପରାମର୍ଶଦାତା ହେବାକୁ ଚାହୁଁଛନ୍ତି କି; ଦେଖନ୍ତୁ

ONGC ସହକାରୀ ଆଇନ ପରାମର୍ଶଦାତା ପଦବୀ ପାଇଁ ଆବେଦନ ଜାରି କରିଛି। ଆବେଦନ ପ୍ରକ୍ରିୟା ଚାଲିଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ ଓ କିପରି କରିବେ ଆବେଦନ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।