• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

CBSE exam wrong question case
ସୁଧୁରିଲା ତ୍ରୁଟି, ମିଳିଲା ଫୁଲ୍ ମାର୍କ

ଦଶମ ଟର୍ମ-୧ ଓଡିଆ ପ୍ରଶ୍ନପତ୍ରରେ ତ୍ରୁଟିଯୁକ୍ତ ପ୍ରଶ୍ନ ପ୍ରସଙ୍ଗ। ଉତ୍ତର ଦେବାକୁ ଚେଷ୍ଟା କରିଥିବା ପିଲାଙ୍କୁ ମିଳିଲା ଫୁଲ୍ ମାର୍କ। ଏକ୍ସପର୍ଟ କମିଟି ରିପୋର୍ଟ ଆଧାରରେ ଫୁଲ୍ ମାର୍କ ଦେଲା CBSE।

Anupam Kher on Kapil Sharma show controversy
କପିଲ ଶର୍ମାଙ୍କୁ ନେଇ ଭିଡିଓରେ ସତ ଉଗାରିଲେ ଅନୁପମ ଖେର୍‌

'ଦ କାଶ୍ମୀର ଫାଇଲ୍ସ'କୁ ନେଇ ବିବାଦର ଅଛନ୍ତି କପିଲ୍ ଶର୍ମା। ‘ଦ କପିଲ ଶର୍ମା ଶୋ’ରେ ଫିଲ୍ମର ପ୍ରମୋଶନ କରିବାର ସୁଯୋଗ ଦିଆଯାଇ ନଥିବା କହିଛନ୍ତି ନିର୍ଦ୍ଦେଶକ। କିନ୍ତୁ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି ଅନୁପମ ଖେର୍। ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

RRR to KGF chapter-2 imdb list of top 5
IMDbର ଟପ୍ ୫ରେ ଆସିଲା ଅକ୍ଷୟ କୁମାରଙ୍କ ବଚ୍ଚନ ପାଣ୍ଡେ

ଆଗକୁ ଆସୁଥିବା ବଡ ବଜେଟ୍‌ର ଫିଲ୍ମ ମଧ୍ୟରେ IMDbର ବହୁ ପ୍ରତୀକ୍ଷିତ ଫିଲ୍ମ ଭିତରେ ଅନେକ ସାଉଥ୍ ଫିଲ୍ମ ରହିଛି। ସାଉଥ୍ ଫିଲ୍ମ ଆଗରେ ଧିରେ ଧିରେ ଫିକା ପଡି ଚାଲିଛି ବଲିଉଡ୍। ତେବେ ଏହାରି ଭିତରେ ଅକ୍ଷୟ କୁମାରଙ୍କ ‘ବଚ୍ଚନ ପାଣ୍ଡେ’ କିଛି ମାତ୍ରାରେ ଆଶା ସଂଚାର...

Harmful effects of holi colours
ଆଗକୁ ହୋଲି; ଟିକିଏ ବେହୁସିଆରୀ ହୋଇପାରେ ବିପଦ

ଆସୁଛି ରଙ୍ଗର ପର୍ବ ହୋଲି। ଟିକିଏ ଅସାବଧାନତା ଅନେକ ସମସ୍ୟାରେ ପକେଇପାରେ। ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ କେଉଁ ପଦକ୍ଷେପ ନେଲେ ଏଥିରୁ ରକ୍ଷା ପାଇ ପାରିବା।

Rush-Ukraine war make the farmer billionaire
ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ ବଦଳେଇ ଦେଲା ଚାଷୀଙ୍କ ଭାଗ୍ୟ; ହେଇଗଲେ କୋଟିପତି

ଋଷ୍‌ର ଆକ୍ରମଣରେ ୟୁକ୍ରେନ୍‌ ଛାରଖାର ହୋଇଯାଇଛି। ୧୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୟୁକ୍ରେନ୍‌ବାସୀ ଏବେ ବିକାଶର ବହୁ ପଛକୁ ଚାଲିଯାଇଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଏହି ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ର ଜଣେ କୃଷକର ଭାଗ୍ୟ ଖୋଲିଯାଇଛି।

Sosamma Iype found Padma Shri for saving vechur breed cows
୩୦ ବର୍ଷ ଧରି ବିଲୁପ୍ତ ହେଉଥିବା ଏହି ଗାଈଙ୍କ ରକ୍ଷକ ସାଜିଛନ୍ତି ମହିଳା

ବିଲୁପ୍ତପ୍ରାୟ ଏକ ପ୍ରଜାତି ଗା‍ଈର ରକ୍ଷକ ସାଜିଛନ୍ତି ସୋସମ୍ମା। ସେ ପ୍ରାୟ ୩୦ ବର୍ଷ ଧରି ଏହି କାମ କରିଆସୁଛନ୍ତି। ଏହି ପ୍ରଜାତି ଦେଖିବାକୁ ଆକାରରେ ବହୁତ ଛୋଟ କିନ୍ତୁ ଏହା ବହୁ ପରିମାଣରେ କ୍ଷୀର ଦେଇଥାନ୍ତି। ଖାଲି ଏତିକି ନୁହେଁ ଏହି ଗା‌ଈର କ୍ଷୀର ଔଷଧୀୟ ଗୁଣରେ...

BJP meeting on UP govt formation yogi government
ଯୋଗୀ କ୍ୟାବିନେଟ୍‌ରେ କିଏ କିଏ ରହିବେ, ୧୯-୨୦ ଗୁରୁତ୍ୱପୂର୍ଣ୍ଣ ବୈଠକ!

ୟୁପିରେ ସରକାର ଗଠନକୁ ନେଇ ଲକ୍ନୌାହରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ଚାଲିଛି। ଯୋଗୀ କ୍ୟାବିନେଟ୍‌ରେ କେଉଁ ଚେହେରାକୁ ଅନ୍ତର୍ଭୁକ୍ତ କରାଯିବ, ତାହା କେବଳ ବିଜେପି ହାଇକମାଣ୍ଡଙ୍କ ସହ ସାକ୍ଷାତ ପରେ ନିଷ୍ପତ୍ତି ନିଆଯିବ।

Benefits pf Rakshya Sutra
ରକ୍ଷାସୂତ୍ର ଦୂର କରେ ରକ୍ତଚାପ, ରକ୍ତ ଶର୍କରା, ହୃଦସ୍ପନ୍ଦନ

ହିନ୍ଦୁ ଧର୍ମ ବିଚାରରେ ପ୍ରତ୍ୟେକ ଶୁଭକାର୍ଯ୍ୟରେ ହାତରେ ରକ୍ଷାସୂତ୍ର ବନ୍ଧାଯାଇଥାଏ। ଏହି ଲାଲ ଏବଂ ହଳଦିଆ ସୂତ୍ରର ବିଶେଷ ମହତ୍ତ୍ୱ ରହିଛି। ଏହା ଦ୍ୱାରା ରକ୍ତଚାପ, ରକ୍ତ ଶର୍କରା, ହୃଦସ୍ପନ୍ଦନ ଭଲି ଅନେକ ରୋଗ ନିୟନ୍ତ୍ରଣକୁ ଆସିଯାଏ।

Kajal Aggarwal is looking very beautiful in pregnancy
ମା’ ହେବେ କାଜଲ; ଖୁସି କହିଲେ ନ ସରେ

ମା ହେବାକୁ ଯାଉଛନ୍ତି କାଜଲ୍। ଏହି ଖୁସିରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ବେବି ବମ୍ପ୍ ସହିତ ଫଟୋ ଶେୟାର କରୁଛନ୍ତି।

The Kashmir Files IMDb rating no-1
‘RRR’, ‘ରାଧେଶ୍ୟାମ’କୁ ପଛରେ ପକେଇ ଆଗରେ ‘ଦ କାଶ୍ମୀର ଫାଇଲ୍ସ’

‘ଦ କାଶ୍ମୀର ଫାଇଲ୍ସ’ କମ୍ ବଜେଟ୍‌ରେ ସିନା ହୋଇଛି ନିର୍ମାଣ କିନ୍ତୁ ବଡ ବଡ ଫିଲ୍ମକୁ ବି ପକେଇଲାଣି ପଛରେ। ମାତ୍ର ୪ ଦିନରେ ଉଠେଇଦେଲାଣି ଲାଭ।

Woman saved 6 lakh rupees by donating eggs
ନିଜେ ସିନା ନିଃସନ୍ତାନ; ଅନ୍ୟର କୋଳ ଭରିବା ପାଇଁ ଦେଇଦେଲେ ଡିମ୍ବକୋଷ

ନିଃସନ୍ତାନ ହେବାର ଦୁଃଖ କେବଳ ଆଉ ଜଣେ ନିଃସନ୍ତାନ ମାଆ ହିଁ ବୁଝିପାରେ। ଏହାକୁ ଜଣେ ମହିଳା ବୁଝିଥିଲେ ବୋଲି ନିଜେ ସନ୍ତାନ ହୀନ ଥାଇ ବି ଅନ୍ୟ ମହିଳାଙ୍କ କୋଳକୁ ପୂର୍ଣ୍ଣ କରିବା ନେଇ ଦାନ କରିଦେଲେ ନିଜ ଡିମ୍ବକୋଷ।

Social worker Sanjukta Bharatiya
ନିଜେ ସଶକ୍ତ ହେବା ସହିତ ଅନ୍ୟକୁ ସଶକ୍ତ କରୁଛନ୍ତି ସଂଯୁକ୍ତା ଭାରତୀୟ

ମାନସିକ ଅନଗ୍ରସର ମହିଳାଙ୍କ ଦେବଦୂତ ସାଜିଛନ୍ତି ସଂଯୁକ୍ତା ଭାରତୀୟ। କୁଟାଖିଅରେ ଭାସିଯାଉଥିବା ଜୀବନକୁ ଉଦ୍ଧାର କରି ଜୀବନ ଜିଇଁବାର ବାଟ ଦେଖାଉଛନ୍ତି ସେ। ଏମିତି କରି ଆମ ସମାଜ ପାଇଁ ଉଦାହରଣ ସାଜିଛନ୍ତି ସଂଯୁକ୍ତା।

Birds having fun in the sky
ଖୋଲା ଆକାଶରେ ଷ୍ଟଣ୍ଟ୍ ଦେଲେ ଦୁଇ ପକ୍ଷୀ

ଖୋଲା ଆକାଶରେ ଷ୍ଟଣ୍ଟ୍ ଦେଉଛନ୍ତି ଦୁଇ ପକ୍ଷୀ। ଏହି ଭିଡିଓଟି ଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ ଯେ ଏହା ଏକ ବାସ୍ତବ ବୋଲି। ଆପଣ ନିଶ୍ଚିତ ଭାବିବେ ଯେ ଏହା କୌଣସି ଫିଲ୍ମ ସୁଟିଂର ଦୃଶ୍ୟ।

Controversy man Prasant Jagdev
‘ପ୍ରଶାନ୍ତ ଜଗଦ୍ଦେବଙ୍କ କାଣ୍ଡ କୌଣସି ସୁସ୍ଥ ମସ୍ତିଷ୍କ ବ୍ୟକ୍ତିର ହୋଇପାରେନା’

ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ମଡା ଘଟଣାକୁ ନେଇ ସବୁ ମହଲରୁ ନିନ୍ଦା। ତେବେ ଚିଲିକା ବିଧାୟକଙ୍କ ଗୁଣ୍ଡାଗିରି ନୂଆ ନୁହେଁ। ପୂର୍ବରୁ ଅନେକ ଥର ନିଜ କାରନାମାକୁ ନେଇ ବିବାଦରେ ରହିଛନ୍ତି ଏହି ଜନ ପ୍ରତିନିଧି।

Royal enfield new upcoming bikes in 350cc
ଆସୁଛି ରୟାଲ୍‌ ଏନ୍‌ଫିଲ୍ଡର ୩୫୦ସିସିର ନୂଆ ବାଇକ୍; ଜାଣନ୍ତୁ କ’ଣ ରହିଛି ଫିଚର୍

ବଜାରକୁ ଆସୁଛି ରୟାଲ୍‌ ଏନ୍‌ଫିଲ୍ଡର ୩୫୦ସିସିର ନୂଆ ବାଇକ୍। ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍, ପିଲାର ବ୍ୟାକରେଷ୍ଟ ସହିତ ରହିଛି ଆହୁରି ଅନେକ ଫିଚର୍।

Ajay Devgn-Amitabh Bachchan’s Runway-34 motion posters and release date unveiled
ଏକାଠି ଆସୁଛନ୍ତି ଅମିତାଭ – ଅଜୟ; କମ୍ପିବ ପ୍ରେକ୍ଷାଳୟ

ପୁଣି ଥରେ ଏକାଠି ନଜର ଆସିବେ ବଲିଉଡ୍‌ ଆଙ୍ଗ୍ରୀ ୟଙ୍ଗ୍‌ ମ୍ୟାନ୍ ଅମିତାଭ ବଚ୍ଚନ ଓ ଆକ୍ସନ ହୀରୋ ଅଜୟ ଦେବଗନ। 'ରନ୍‌ୱେ ୩୪'ରେ ଦର୍ଶକଙ୍କୁ ଦେବେ ଢେର ମନୋରଂଜନର ଖୋରାକ୍। ଉତ୍ସାହରେ ଅନେଇ ବସିଛନ୍ତି ଦର୍ଶକେ।

Radhe Shyam and The Kashmir files leaks online
ଅନ୍‌ଲାଇନ୍‌ରେ ଲିକ୍ ହେଲା 'ରାଧେ ଶ୍ୟାମ' ଓ 'ଦ କାଶ୍ମୀର ଫାଇଲ୍‌'

ଫିଲ୍ମଗୁଡିକର ଅନ୍‌ଲାଇନ୍ ଲିକ୍ ଅନେକ ସମୟରେ ନିର୍ମାତାମାନଙ୍କୁ ମହଙ୍ଗା ପଡେ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଫିଲ୍ମଗୁଡିକ ଅନ୍‌ଲାଇନରେ ଲିକ୍ ହେତୁ ନିର୍ମାତାଙ୍କୁ ବହୁ କ୍ଷତିର ସମ୍ମୁଖୀନ ହେବାକୁ ପଡେ। ଏବେ 'ରାଧେ ଶ୍ୟାମ' ଓ 'ଦ କାଶ୍ମୀର ଫାଇଲ୍‌' ଲିକ୍ ହୋଇଛି।

Earthlike planet may be orbiting
ବ୍ରହ୍ମାଣ୍ଡରେ ମିଳିଗଲା ଆଉ ଏକ ପୃଥିବୀ

ବୈଜ୍ଞାନିକମାନେ ବ୍ରହ୍ମାଣ୍ଡରେ ପୃଥିବୀ ପରି ଗ୍ରହ ଆବିଷ୍କାର କରିଛନ୍ତି। ସମ୍ପ୍ରତି ଏକ ଅନୁସନ୍ଧାନରୁ ପ୍ରକାଶ ପାଇଛି ଯେଉଁଥିରେ ଏହି କଥା କୁହାଯାଇଛି। ବୈଜ୍ଞାନିକମାନେ ଏହି ଗ୍ରହରେ ଜୀବନର ସମ୍ଭାବନା ପ୍ରକାଶ କରିଛନ୍ତି।

The man made a luxurious building for the birds
ପକ୍ଷୀଙ୍କ ପାଇଁ ତିଆରି କରିଦେଲେ ଲକ୍‌ଜୁରିଅସ୍ ଘର

ମଣିଷ ପରି ପଶୁପକ୍ଷୀମାନେ ମଧ୍ୟ ଭଲରେ ରହିବାକୁ ଚାହାନ୍ତି। ହେଲେ ସେମାନଙ୍କ ପାଖରେ ନଥାଏ ଏକ ସ୍ଥାୟୀ ଘର। ଜଣେ ବ୍ୟକ୍ତି ପକ୍ଷୀମାନଙ୍କ ପାଇଁ ବହୁତଳ କୋଠା ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।

Child point out his mother from many women
ପିଲା ଆଖିରୁ ମାଆକୁ କ’ଣ ଲୁଚେଇ ହୁଏ!

ଏବେ ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ କୁନି ପୁଅ ତା’ ମାଆକୁ ଖୋଜୁଛି। ବିଶ୍ୱାସ କରାଯାଏ ଯେ, ମାଆ ପାଇଁ ପିଲା ପ୍ରେମଠାରୁ ଆଉ କିଛି ବଡ଼ ନୁହେଁ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।