ଖୁବ କମ ବୟସରେ ସ୍ୱାସ୍ଥ୍ୟ ଖରାପ ହେତୁ କୁନି ଝିଅର କାନ କଟିଯାଇଥିଲା। ଫଳରେ ସେ ସବୁଦିନ ପାଇଁ ହରେଇ ବସିଥିଲା ଶ୍ରବଣ ଶକ୍ତି। ଏବେ ତା’ ମୁହଁରେ ଫୁଟି ଉଠିଛି ହସ। କାରଣ ସେ ଏବେ ଶୁଣିବାକୁ ସକ୍ଷମ ହୋଇଛି।
କେବେ ଦେଖି ନଥିବେ କି ଭାବି ବି ନଥିବେ ଏମିତି କଳା ବିଷୟରେ। ଭାରତର ଏହି ଜାଗାରେ ଅଛନ୍ତି ଏମିତି ଜଣେ ମହିଳା ଯିଏ ଏଭଳି ନିଆରା କଳାରେ ସିଦ୍ଧହସ୍ତ। ସେ ମା’ କ୍ଷୀରରୁ ତିଆରି କରିପାରୁଛନ୍ତି ବିଭିନ୍ନ ପ୍ରକାର ଅଳଙ୍କାର। ଜାଣନ୍ତୁ ସେ କିପରି କରୁଛନ୍ତି ଏହି...
SSC GD କନଷ୍ଟେବଳ ନିଯୁକ୍ତିକୁ ନେଇ ପ୍ରାର୍ଥୀଙ୍କ ଅପେକ୍ଷାର ଅନ୍ତ ହୋଇଛି। SSC ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୨୪,୩୬୯ ପଦବୀରେ ନିଯୁକ୍ତ କରିବ। ଏଥିରେ ବିଭିନ୍ନ ସୁରକ୍ଷା ବାହିନୀର ପୋଷ୍ଟ ଯେପରିକି BSF, CRPF, ITBP ଏବଂ ଅନ୍ୟାନ୍ୟ ପଦ ସାମିଲ୍ ରହିଛି।
ବଲିଉଡ୍ରେ ହିରୋଇନ୍ମାଙ୍କ ପାଇଁ ଷ୍ଟଣ୍ଟ୍ ଦେବାକୁ ହେଲେ ପୁରୁଷ ଷ୍ଟଣ୍ଟ୍ କଳାକାରଙ୍କ ଆବଶ୍ୟକ ହେଉଥିଲା। ମହିଳାଙ୍କ ବେଶରେ ସେମାନେ ଦେଉଥିଲେ ଷ୍ଟଣ୍ଟ୍। କିନ୍ତୁ ସବୁକିଛି ବଦଳିଗଲା ଯେତେବେଳେ ରେଶମା ପଠାନଙ୍କ ହେଲା ପ୍ରବେଶ। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ।
ଆଜି ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଜନ୍ମଦିନ ଏବଂ ସେ ୨୪ ବର୍ଷରେ ପାଦ ଦେଇଛନ୍ତି। ୨୦୧୯ରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଆଜି, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ତାଙ୍କ ତାଙ୍କ ସହ ଜଡିତ କିଛି ରୋଚକ କଥା ବିଷୟରେ ଜାଣିନେବା।
ସାମ୍ନାକୁ ଆସିଲା ନୂଆ ଆଣ୍ଡ୍ରଏଡ୍ ଭାଇରସ୍। ୧୮ ବ୍ୟାଙ୍କ୍ ଉପଭୋକ୍ତାଙ୍କୁ ଟାର୍ଗେଟ୍ କରୁଛି। ଚୋରି କରୁଛି କ୍ରେଡିଟ୍ କାର୍ଡ CVV, PIN ଆଉ କି-ଡିଟେଲ୍ସ। କିପରି ରହିବେ ସାବଧାନ ଜାଣନ୍ତୁ।
ଆପଣ ୧୦ ପାଶ୍ କରିଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପରମାଣୁ ଉର୍ଜା ବିଭାଗରେ ଅଛି ସରକାରୀ ଚାକିରି। ମୋଟ ୩୨୧ଟି ପଦବୀ ଖାଲି ଅଛି। ଏନେଇ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ।
ପଶ୍ଟିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ବିବାଦରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଏବେ ତାଙ୍କର ଦମଦାର ପ୍ରତ୍ୟାବର୍ତ୍ତନ ହୋଇଥିବା ଜଣାଯାଇଛି। ଜାଣନ୍ତୁ ଏନେଇ ସେ କ’ଣ କହିଛନ୍ତି।
ନିଜ ଶରୀରକୁ ଅଧିକ ଆକର୍ଷଣୀୟ କରିବାକୁ ଅନେକ କଳାକାର ପ୍ଲାଷ୍ଟିକ୍ ସର୍ଜରୀକୁ ବାଛି ନେଉଥିବା ଦେଖାଯାଏ। ଏହାକୁ ନେଇ ବେଳେ ବେଳେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିବା ମଧ୍ୟ ନଜିର ରହିଛି। ଏବେ କ୍ୟାଟ୍ରିନା କୈଫ୍ ସେହି ପ୍ରକ୍ରିୟାକୁ ଆପଣେଇ ନେଲେ କି?
ସବୁ ମା’ ନିଜ ପିଲାମାନମାନଙ୍କୁ ଭଲ ପାଆନ୍ତି। ସେ ମଣିଷ ହୁଅନ୍ତୁ ବା ପଶୁ। ଛୁଆ ପ୍ରତି ଯଦି ବି ଟିକିଏ ଆଘାତ ଆସେ ମା’ର ହୃଦୟ ଫାଟିଯାଏ। କିନ୍ତୁ ଏବେ ଯେଉଁ ଭିଡିଓଟି ଭାଇରାଲ ହେଉଛି ତାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଥିରେ ଏକ ମା’...
IB ରେ ଚାକିରି ସୁଯୋଗ। ୧୦ମ ପାଶ୍ କରିଥିଲେ ମିଳିପାରେ ଚାକିରି। ସୁରକ୍ଷା ସହାୟକ ଏବଂ ମଲ୍ଟି ଟାସ୍କିଂ ଷ୍ଟାଫ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି।
କ୍ୟାଟ୍ରିନା ଏବଂ ଭିକି ବିବାହ ପୂର୍ବରୁ ନିଜ ସମ୍ପର୍କକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିଥିଲେ କିନ୍ତୁ ବିବାହ ପରେ ଉଭୟ ପରସ୍ପରଙ୍କୁ ଖୁବ ଭଲ ପାଉଥିବା ଜଣାଯାଏ। ତେବେ ସେଇ ଭଲ ପାଇବାକୁ ନେଇ ଆସନ୍ତୁ ଜାଣିବା କାଟ୍ରିନାଙ୍କୁ ରାତିରେ ନିଦ ନ ହେଲେ କ’ଣ କରନ୍ତି ଭିକି କୌଶଲ।
'ବ୍ରହ୍ମାସ୍ତ୍ର ୨'ରେ ଦେବ ଭୂମିକାରେ କିଏ ଅଭିନୟ କରିବେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଏହି ଚରିତ୍ରକୁ ନେଇ କେତେବେଳେ ରଣବୀର ସିଂହଙ୍କ ନାମ ଆସିଛି ତ ପୁଣି କେତେବେଳେ ହ୍ରିତିକ ରୋଶନ। ଏବେ ଏମିତି ଜଣେ ସୁପରଷ୍ଟାରଙ୍କ ନାମ ଆସିଛି ଯାହାକୁ ନେଇ ତାଙ୍କ...
ନିରନ୍ତର ଅଭ୍ୟାସ ଏବଂ ଇଚ୍ଛାଶକ୍ତି ହିଁ ଯେକୌଣସି 'ଅକ୍ଷମତା'କୁ ଏକ ଆଶ୍ଚର୍ଯ୍ୟଜନକ 'ଦକ୍ଷତା'ରେ ପରିଣତ କରିଦିଏ। ଭାଇରାଲ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ଏହାର ପ୍ରମାଣ ପାଇଯିବେ।
ନିକଟରେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ବ୍ରିଟେନର ସର୍ବ କନିଷ୍ଠ ତଥା ପ୍ରଥମ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଖାଲି ରିଷି ସୁନକ ନୁହଁନ୍ତି, ଏମିତି ଅନେକ ମୂଳ ଭାରତୀୟ ଅଛନ୍ତି ଯେଉଁମାନେ ଏବେ ବିଦେଶକୁ ନେତୃତ୍ୱ ଦେଉଛନ୍ତି। ତେବେ ଆସନ୍ତୁ ଏମିତି କିଛି ଭାରତୀୟ ବଂଶୋଦ୍ଭବ ନେତାଙ୍କ ଉପରେ ନଜର...
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ୭ ନଭେମ୍ବର ରହିଛି ଶେଷ ତାରିଖ।
ଆଜି ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ଆଜି ୪୮ ବର୍ଷ ହୋଇଛି। ଏହା ଭିତରେ ବଲିଉଡରେ ତାଙ୍କର ତିନି ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି। ରବୀନା ଡେବ୍ୟୁ କରିବା ସମୟରେ ଯେମିତି ଗ୍ଲାମର ଓ ଫିଟ୍ ଥିଲେ ଆଜି ବି ସେମିତି...
ନିଆରା କାହାଣୀ ଯୋଗୁଁ ଲୋକମାନେ 'ଥ୍ୟାଙ୍କ୍ ଗଡ୍'ର ମୁକ୍ତିଲାଭକୁ ଅପେକ୍ଷା କରିଥିଲେ। ଏଭଳି ପରିସ୍ଥିତିରେ ଅଜୟ ଦେବଗନଙ୍କ ଫିଲ୍ମ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି।
ମହିଳା ଓକିଲଙ୍କୁ ନେଇ ଆସିଲା ଅଜବ ନୋଟିସ୍। କୋର୍ଟ ପରିସରରେ ସେମାନେ ନିଜ କେଶ ସଜେଇ ପାରିବେ ନାହିଁ। ଏମିତି କରିବା ଦ୍ୱାରା ଏହା କୋର୍ଟର ପ୍ରକ୍ରିୟାକୁ ବ୍ୟାହତ କରୁଛି ବୋଲି କୁହାଯାଇଛି। ଭାରତର କେଉଁଠୁ ଆସିଛି ଏହି ନୋଟିସ୍ ଜାଣିବା ପାଇଁ ପଢନ୍ତୁ।
ରିଷି ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ବର୍ଷରେ ଅକ୍ଷତା ୧୨୬.୬୧ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି। ତେବେ ଆସନ୍ତୁ ତାଙ୍କ ସମ୍ପତ୍ତି ଓ ରୋଜଗାରର ବିଭିନ୍ନ ଦିଗ ବିଷୟରେ ନଜର ପକେଇବା।