• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Bhasani Yatra of maa durga in padmabati village
ସହର ଠାରୁ ବଳିଯାଉଛି ଗାଁ ଦଶହରା

ଦୁର୍ଗାପୂଜାର ଭସାଣି ଯାତ୍ରା କେବଳ ସହର ନୁହେଁ ଛୋଟ ବଡ ଗାଁରେ ମଧ୍ୟ ଧୂମଧାମରେ ପାଳନ ହୋଇଛି। ଓଡିଶାର ଏହି ଗାଁରେ ଦେଖିବାକୁ ମିଳିଥିଲା ୧୪ଟି ମେଢ ଭସାଣି ଯାତ୍ରାରେ ସାମିଲ୍ ହେବାର। ପ୍ରବଳ ବର୍ଷା ବି ସାଜି ନଥିଲା ବାଧକ। ଦେଖିବାକୁ ମିଳିଥିଲା ୫ ହଜାରରୁ ଅଧିକ...

Hannah Carroll vs Baba Vanga prediction for 2022
ଯୁବତୀଙ୍କ ୨୦୨୨ ବର୍ଷ ପାଇଁ ୨୮ ଭବିଷ୍ୟବାଣୀ; ସତ ହେଲାଣି ୧୦

ସାମ୍ନାକୁ ଆସିଲେ ଆଉ ଜଣେ ଭବିଷ୍ୟଦ୍ରଷ୍ଟା। ସତ ହେଉଛି ଅନେକ କଥା। ଭବିଷ୍ୟଦ୍ରଷ୍ଟା ଭାବେ ବାବା ଭେଙ୍ଗାଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ଏବେ କମ ବୟସର ଏହି ଯୁବତୀ ସେ ତାଲିକାରେ ସାମିଲ ହୋଇଛନ୍ତି। ଆସନ୍ତୁ ଜାଣିବା ସେ କିଏ ଓ ୨୦୨୨ ପାଇଁ କ’ଣ ରହିଛି...

Why is China afraid of cartoons?
ଜିନ୍‌ପିଙ୍ଗ୍‌ଙ୍କ  କାର୍ଟୁନ୍ ଭୟ ଦେଖି ହସୁଛି ସାରା ବିଶ୍ୱ

ସ୍କୁଲ ବହିରେ କାର୍ଟୁନକୁ ନେଇ ମାତ୍ରାଧିକ ଉତ୍‌କ୍ଷିପ୍ତ ଚୀନ୍ ସରକାର। ଏହି ଖବର ପ୍ରଚାରିତ ହେବା ପରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଉପରେ ଏବେ ସମଗ୍ର ବିଶ୍ୱ ହସୁଛି। ଛପା ଯାଇଥିବା କାର୍ଟୁନ୍‌କୁ ନେଇ ଚୀନ୍ ସରକାର ଏତେ ମାତ୍ରାରେ ବ୍ୟସ୍ତ ବିବ୍ରତ ହେବାର କାରଣ କ’ଣ...

Cocaine Worth ₹ 502 Crore Seized From Fruit Container
ଫଳ ପେଟିରେ ୫୦୨ କୋଟି ଟଙ୍କାର କୋକେନ

ଫଳ ପେଟିରୁ ୫୦୨ କୋଟି ଟଙ୍କାର ୫୦ କିଲୋଗ୍ରାମରୁ ଅଧିକ "ଉଚ୍ଚମାନର" କୋକେନ ଜବତ। ନିକଟ ଅତୀତରେ ଏକ ଫଳ ପେଟିରେ ଡ୍ରଗ୍ ଚୋରା ଚାଲାଣ ଉଦ୍ୟମ ବେଳେ ଜବତ ହୋଇଥିବା କୋକେନ୍ର ଏହା ହେଉଛି ସବୁଠାରୁ ବଡ ମାମଲା ବୋଲି କୁହାଯାଇଛି।

Bowling tension on the way to Mission T20 World Cup
ମିଶନ୍ ଟି-୨୦ ବିଶ୍ୱକପ୍ ପଥରେ ବୋଲିଂ ଟେନ୍‌ସନ୍‌

ନା ଆମ ପାଖରେ ଅଷ୍ଟ୍ରେଲୀୟ ପିଚ୍‌ରେ ଖେଳିବାରେ ଅଭିଜ୍ଞ ରେଡିମେଡ୍ ପେସର୍ ଅଛନ୍ତି ନା (ଅନଭିଜ୍ଞ) ଯୁବ ବୋଲରଙ୍କ ଠାରୁ ସେଠାରେ କୌଣସି କମାଲ୍ ଆଶା କରାଯାଉଛି। ତା’ହେଲେ ରୋହିତ ସେନା ଟି-୨୦ ବିଶ୍ୱକପ୍ ଜିତିବ କେମିତି?

Shahrukh Khan, Pathan
ଶାହାରୁଖ ଖାନ୍‌ଙ୍କ ଫିଲ୍ମ 'ପଠାନ' ରିଲିଜ୍ ପୂର୍ବରୁ ସିକ୍ୱେଲ୍‌କୁ ନେଇ ଚର୍ଚ୍ଚା

ଶାହାରୁଖ ଖାନ୍‌ଙ୍କ ଫିଲ୍ମ 'ପଠାନ'କୁ ନେଇ ଦର୍ଶକ ମହଲରେ ଉତ୍ସାହର ସୀମା ନାହିଁ। ଏହାରି ଭିତରେ ଏହାର ସିକ୍ୱେଲ୍‌ର ଚର୍ଚ୍ଚା ସେମାନଙ୍କ ଉତ୍ସାହକୁ ଦୁଇଗୁଣିତ କରିଦେଇଛି। ସିକ୍ୱେଲ୍ କିଛି ଭିନ୍ନ ହେବାକୁ ସୂଚନା ଆସିଛି। ଜାଣନ୍ତୁ କ’ଣ ରହିଛି ଏହି ଭିନ୍ନତା।

Adipurush controversy mukesh khanna gajendra chauhan reacts
ହଜାରେ କାହାଣୀ କରିପାରିବେ କିନ୍ତୁ ଆମ ଦେବୀ-ଦେବତାଙ୍କୁ ଉପହାସ କରିପାରିବେ ନାହିଁ

ବୟକଟ୍ ମାମଲାରେ ଫସିଛି 'ଆଦିପୁରୁଷ'। ବିବାଦ ବଢି ବଢି ଚାଲିଛି। ଏହି ବିବାଦ ଭିତରକୁ ଡେଇଁଛନ୍ତି ମୁକେଶ ଖାନ୍ନା। ଚରିତ୍ରକୁ ନେଇ ଉଠେଇଛନ୍ତି ଆପତ୍ତି। ଆମ ଦେବୀ-ଦେବତାଙ୍କୁ ଉପହାସ କରିବା ପ୍ରସଙ୍ଗକୁ ନେଇ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

Ukraine war prediction reduces Russian soldiers wife to tears
ଥମୁନି ଋଷ-ୟୁକ୍ରେନ ଯୁଦ୍ଧ; ଆଉ ଏତେ ବର୍ଷ ଚାଲିବ ବୋଲି ବାବା ଭେଙ୍ଗାଙ୍କ ପୂର୍ବାନୁମାନ

ଫେବୃଆରୀ ୨୨ରୁ ଆରମ୍ଭ ହୋଇଥିବା ଋଷ-ୟୁକ୍ରେନ ଯୁଦ୍ଧ ନିକଟରେ ଶେଷ ହେବାର କୌଣସି ସଂକେତ ଦେଖାଯାଉନି। ଆହୁରି ଏତେ ବର୍ଷ ଚାଲିବ ବୋଲି ପୂର୍ବାନୁମାନ କରିଥିଲେ ବାବା ଭେଙ୍ଗା। ଏହାକୁ ନେଇ ସୈନିକଙ୍କ ମଧ୍ୟ ଦେଖାଦେଇଛି ଅନିଶ୍ଚିତତାର ପରିବେଶ।

Success story of IAS Anju Sharma
ଦଶମ ଓ ଦ୍ୱାଦଶରେ ଫେଲ୍ ହୋଇ ବି ପ୍ରଥମ ପ୍ରୟାସରେ ହୋଇଗଲେ IAS

ପରିଶ୍ରମ କରୁଥିବା ବ୍ୟକ୍ତି କୌଣସି ପରିସ୍ଥିତିରେ ବି ହାର୍ ମାନେନା ବୋଲି ପ୍ରମାଣିତ କରିଛନ୍ତି IAS ଅଞ୍ଜୁ ଶର୍ମା। ଦଶମ ଦ୍ୱାଦଶରେ ଫେଲ୍ ହୋଇବି ହାରିଯାଇ ନଥିଲେ ସେ। ପରିଶ୍ରମକୁ କରିଥିଲେ ଦୁଇଗୁଣ। ମାତ୍ର ୨୨ ବର୍ଷରେ ହୋଇଗଲେ IAS ଅଫିସର୍।

Significance importance history of October 8
ଆଜି ବାୟୁସେନା ଦିବସ : ଏଥରର ବାର୍ତ୍ତା...‘ଗର୍ବର ସହ ଆକାଶକୁ ଛୁଇଁବା’

ବର୍ତ୍ତମାନ ଭାରତୀୟ ବାୟୁସେନାରେ ଶକ୍ତିଶାଳୀ ଯୁଦ୍ଧ ବିମାନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ ଶୀଘ୍ର ଏହି ଶକ୍ତିଶାଳୀ ବିମାନର କାର୍ଯ୍ୟଦକ୍ଷତା ଦେଖିବାକୁ ପାଇବେ। ଦେଶ ପ୍ରତି ବର୍ଷ ଭାରତୀୟ ବାୟୁସେନା ଦିବସକୁ ବାର୍ଷିକ ଉତ୍ସବ ଭାବରେ ପାଳନ କରିଥାଏ। ତେବେ ଆସନ୍ତୁ ଜାଣିବା ବାୟୁସେନା ଦିବସ କେବେ,...

Vacancies for these posts for graduate candidates
ITBP ଜାରି କରିଛି ଆବେଦନ; ଦରମା ୮୧ ହଜାର

ITBPରେ ପୂରଣ ହେବ ହେଡ୍ କନଷ୍ଟେବଳ ପଦବୀ। ୮୧ ହଜାର ଟଙ୍କା ଦରମା ମିଳିବ। ଆବେଦନ ପ୍ରକ୍ରିୟା କେବେ ଆରମ୍ଭ ହେବ ଜାଣିବା ପାଇଁ ପଢନ୍ତୁ।

Ayesha Jhulka revealed salman khan donate food to beggars at midnight
ଅଧ ରାତିରେ ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଥିଲେ ସଲମାନ

ସଲମାନ ଖାନ୍ ବର୍ତ୍ତମାନ ‘ବିଙ୍ଗ୍ ହ୍ୟୁମାନ’ ସଂସ୍ଥା ଗଠନ କରି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କର ଏଭଳି ମନୋଭାବ ଆଜିକାଲିର ନୁହେଁ। ସୁଟିଂ ସରିବା ପରେ ସମସ୍ତେ ଯେତେବେଳେ ଘରକୁ ଫେରିଯାଉଥିଲେ ସେତେବେଳେ ସଲମାନ ରାତି ଅଧରେ ରାସ୍ତାକଡ ଭିକାରୀଙ୍କୁ ଖାଦ୍ୟ ବାଣ୍ଟୁଥିଲେ।

Birth anniversary of Vinod Khanna 10 interesting facts about actor
ଓଶୋଙ୍କ ଆଶ୍ରମରେ ବି ବାସନ ଧୋଉଥିଲେ ବିନୋଦ ଖାନ୍ନା

ଜୀବନକୁ ତିନି ସ୍ତରରେ ଜୀଇଛନ୍ତି ବିନୋଦ ଖାନ୍ନା। ଗ୍ଲାମର ଦୁନିଆରେ ଚଳଚଞ୍ଚଳ, ସବୁ ମୋହ ଛାଡି ସନ୍ନ୍ୟାସୀ, ରାଜନୀତିରେ ପ୍ରବେଶ, ସବୁକୁ ଉପଭୋଦ କରିଛନ୍ତି ସେ। ତେବେ ଆସନ୍ତୁ ଏହାକୁ ନେଇ ତାଙ୍କ ସହ ଜଡିତ ୧୦ ରୋଚକ କଥା ବିଷୟରେ ଜାଣିନେବା।

Old man marries young girl at 78 after 3 years of dating
ଅଜବ ବିବାହ: ୧୮ ବର୍ଷର କନିଆଁକୁ ୭୮ ବର୍ଷର ବର

ଜେଜେବାପା ବୟସର ଜଣେ ବ୍ୟକ୍ତି ତାଙ୍କ ନାତୁଣୀ ବୟସର ଜଣେ ଝିଅଙ୍କୁ ବିବାହ କରିନେଇଛନ୍ତି। ୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ପ୍ରେମ, ଏବେ ନେଲା ବିବାହ ରୂପ। ଏବେ ପରିବାର ପାଇଁ କରୁଛନ୍ତି ଯୋଜନା।

Disadvantages of changing jobs too soon
ଆପଣ ବାରମ୍ବାର ଚାକିରି ପରିବର୍ତ୍ତନ କରୁଛନ୍ତି କି; ହେଇପାରେ କ୍ୟାରିଅର୍ ନଷ୍ଟ

ଅନେକ ନିଜ କ୍ୟାରିଅରରେ ଆଗକୁ ବଢିବା ପାଇଁ ବାରମ୍ବାର ଚାକିରି ପରିବର୍ତ୍ତନ କରନ୍ତି। ସେମାନେ ଭାବନ୍ତି ଏହା କରିବା ଦ୍ୱାରା ଭଲ ଦରମା ହୋଇଥାଏ। କିନ୍ତୁ ଏହା କ୍ୟାରିଅରକୁ କ୍ଷତି ପହଞ୍ଚାଇ ପାରେ।

Karenjeet kaur bains sets Guinness world record for most bodyweight squats in a minute
ଗୋଟିଏ ମିନିଟ୍‌ରେ ସବୁଠୁ ଅଧିକ ବଡିୱେଟ୍ ସ୍କ୍ୱାଟ୍ କରି ରେକର୍ଡ କଲେ ମହିଳା

ନିଜ ଶରୀରର ଓଜନ ଅପେକ୍ଷା ଅଧିକ ସ୍କ୍ୱାଟ ଲିଫ୍ଟ ଉଠାଇବାରେ ରେକର୍ଡ କରିଛନ୍ତି ମହିଳା। ଗିନିଜ୍ ୱାର୍ଲ୍ଡ ରେକର୍ଡ ରିପୋର୍ଟ ଅନୁସାରେ ସେ ପୁରୁଷ ପ୍ରାଧାନ୍ୟ କ୍ରୀଡ଼ାରେ ଜଣେ ସଫଳ ମହିଳା, କିନ୍ତୁ ପାୱାରଲିଫ୍ଟରେ ସେ ଗ୍ରେଟ୍ ବ୍ରିଟେନର ପ୍ରତିନିଧିତ୍ୱ କରିଥିବା ପ୍ରଥମ ବ୍ରିଟିଶ୍ ଶିଖ୍ ମହିଳା।

Farewell to Maa Durga in Sindoor Khela
ଚାରିଆଡେ ଖୁସିର ମାହୋଲ; ସିନ୍ଦୂର ଖେଳରେ ମାଆଙ୍କୁ ବିଦାୟ

ବିଜୟା ଦଶମୀରେ ପୂଜା ମଣ୍ଡପରେ ମହିଷାମର୍ଦ୍ଦିନୀଙ୍କୁ ଭକ୍ତିପୂତ ଆରାଧନା। ଶାରଦୀୟ ଦୁର୍ଗୋତ୍ସବର ଅନ୍ତିମ ପର୍ବରେ ଦେଖାଦେଇଛି ସିନ୍ଦୁର ଖେଳ। ସିନ୍ଦୂର ଖେଳି ମାଆଙ୍କୁ ବିଦାୟ ଦେଉଛନ୍ତି ବଙ୍ଗୀୟ ମହିଳା।

BJP's special strategy for capturing power
ଦୁର୍ବଳ ବୁଥ୍ ସବଳ ଲାଗି ନଡ୍ଡାଙ୍କ A, B, C ଫର୍ମୁଲା

୨୦୨୪ ମିଶନ୍ ପାଇଁ ବିଜେପି ଫୋକସରେ ମୋ ବୁଥ୍, ସବୁଠୁ ମଜଭୁତ୍ ଅଭିଯାନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ A, B, C ଓ A+ ଫର୍ମୁଲାରେ କାମ ଆରମ୍ଭ କରିଛି। ରାଜ୍ୟ ବିଜେପି ଦଳକୁ ମିଳିଥିବା ଭୋଟ୍ ପ୍ରତିଶତ ଅନୁସାରେ ବୁଥ୍ଗୁଡ଼ିକୁ ଏଭଳି ଗ୍ରେଡେସନ୍...

Flourishing everywhere in Vijaya Dashami
ବିଜୟା ଦଶମୀରେ ପ୍ରଫୁଲ୍ଲିତ ଚଉଦିଗ; କେଉଁଠି ଦହିପଖାଳ, କେଉଁଠି ମାଛ ଭୋଗ

ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଦିବସ ବିଜୟା ଦଶମୀରେ ଆଜି ମାଆ ମହିଷାମର୍ଦ୍ଦିନୀଙ୍କୁ ସ୍ୱତନ୍ତ୍ର ଆରାଧନା ସହ ପୂଜାର୍ଚ୍ଚନା କରାଯାଇଛି। ବିଭିନ୍ନ ପୂଜାମଣ୍ଡପରେ ମାଆଙ୍କୁ ଭଳି କି ଭଳି ସ୍ୱତନ୍ତ୍ର ନୈବେଦ୍ୟ ଲାଗି ହୋଇଛି ଆଉ ବଙ୍ଗୀୟ ସଂପ୍ରଦାୟର ମହିଳାମାନେ ସିନ୍ଦୂର ଖେଳରେ ମାତିଛନ୍ତି। ଆସନ୍ତାକାଲି ମାଆଙ୍କୁ ମେଲାଣି ପାଇଁ...

Bumper vacancy for these posts in border roads organization
BRO ରେ ଅନେକ ପଦବୀ ଖାଲି; ଚାଲିଛି ଆବେଦନ ପ୍ରକ୍ରିୟା

ସୀମା ସଡକ ସଂଗଠନ MTS ସହିତ ଅନ୍ୟାନ୍ୟ ଅନେକ ପଦବୀ ପୂରଣ ପାଇଁ ଆବେଦନ କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସମୁଦାୟ ୩୨୭ ଟି ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ବିବରଣୀ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।