• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Know 10 weird things of in Adipurush which spoiled the fun
ବିବାଦରେ ‘ଆଦିପୁରୁଷ’; ରହିଛି ୧୦ ତ୍ରୁଟି

ଫିଲ୍ମ ଆଦିପୁରୁଷକୁ ନେଇ ଦେଖାଦେଇଛି ବିବାଦ। ରାବଣର ଚେହେରାକୁ ନେଇ ସବୁଠାରୁ ଅଧିକ ବିବାଦ ଦେଖାଦେଇଥିବା ବେଳେ ଏଥିରେ ରହିଛି ଆହୁରି ୧୦ ତ୍ରୁଟି। କ’ଣ ଏହିସବୁ ତ୍ରୁଟି ଆସନ୍ତୁ ଜାଣିବା।

Adipurush teaser controversy vhp says hindu values ridiculed
'ଆଦିପୁରୁଷ'ରେ ରାମ ରାବଣ ଚରିତ୍ରକୁ ନେଇ ତାତିଲା ବିଶ୍ୱ ହିନ୍ଦୁ ପରିଷଦ

ରିଲିଜ୍ ହୋଇଛି 'ଆଦିପୁରୁଷ'ର ଟିଜର୍। ଏହା ପରଠାରୁ ବିବାଦ ବଢିବାରେ ଲାଗିଛି। ରାମ, ଲକ୍ଷ୍ମଣ ଏବଂ ରାବଣଙ୍କ ଭଳି ଚରିତ୍ରକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଆପତ୍ତି କରିଛି। ପରିଷଦ ଚେତାବନୀ ଦେଇ ଏମିତି କହିଛି…

Baji Raut the youngest freedom fighter of India
ବାଜି ରାଉତ : ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ

ଇଂରେଜମାନଙ୍କ ଆଦେଶକୁ ନ ମାନି ଛାତିରେ ଗୁଳି ଖାଇ ଶହୀଦ ହୋଇଗଲେ ବାଜି ରାଉତ। ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଭାବେ ନିଜ ନାଁକୁ ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲେଖିଗଲେ। ତେବେ ଆସନ୍ତୁ ଏହି କୁନି ଶହୀଦଙ୍କ ବୀର କାହାଣୀ ଉପରେ ନଜର ପକେଇ ନେବା।

Why world teachers day celebrated on 5 october
ଅକ୍ଟୋବର ୫କୁ ବିଶ୍ୱ କାହିଁକି ପାଳନ କରୁଛି ଗୁରୁ ଦିବସ

ସାରା ବିଶ୍ୱ ଅକ୍ଟୋବର ୫କୁ ଗୁରୁ ଦିବସ ଭାବେ ପାଳନ କରୁଛି। ଏହା ପଛରେ କ’ଣ ରହିଛି ଗୁରୁତ୍ୱ? କେବେଠୁ ଆରମ୍ଭ ହୋଇଛି ଏହି ଦିବସ? ଚଳିତ ବର୍ଷର କ’ଣ ରହିଛି ବିଷୟ ବସ୍ତୁ, ଜାଣିବା ପାଇଁ ପଢନ୍ତୁ…

Why did Putin occupy 4 states of Ukraine?
ୟୁକ୍ରେନ୍‌ର ୪ ରାଜ୍ୟକୁ କାହିଁକି ଅକ୍ତିଆର କଲେ ପୁତିନ୍; ଜାଣନ୍ତୁ କାରଣ

ପୁତିନ୍ ୟୁକ୍ରେନର ୪ ରାଜ୍ୟକୁ ନିଜ ଭୌଗୋଳିକ ସୀମାରେ ମିଶାଇଦେଇଛନ୍ତି। ତେବେ ପୁତିନ୍ ଏସବୁ କରିବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି। କ’ଣ ସେ କାରଣ ଆସନ୍ତୁ ନଜର ପକେଇବା।

The Kapil Sharma show tribute to Raju Srivastava
'ଦି କପିଲ ଶର୍ମା ଶୋ'ର ନିଆରା ଢଙ୍ଗରେ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି

ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ପରେ ଦେଶର କମେଡି ଇଣ୍ଡଷ୍ଟ୍ରିରେ ଏକ ଶୂନ୍ୟସ୍ଥାନ ତିଆରି ହୋଇଛି। ଦେଶର ସମସ୍ତ କଳାକାର ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବର୍ତ୍ତମାନ 'ଦି କପିଲ ଶର୍ମା ଶୋ' ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ନିଆରା ଏପିଶୋଡ୍...

Vivek Agnihotri purchased new apartment with wife Pallavi Joshi
'ଦ କାଶ୍ମୀର ଫାଇଲ୍ସ'ର ସଫଳତା ଖୁସିରେ ଆପାର୍ଟମେଣ୍ଟ କିଣିଲେ ବିବେକ ଅଗ୍ନିହୋତ୍ରୀ

'ଦ କାଶ୍ମୀର ଫାଇଲ୍ସ'ର ସଫଳତାର ଖୁସିକୁ ଆଜି ବି ଉପଭୋଗ କରୁଛନ୍ତି ବିବେକ ଅଗ୍ନିହୋତ୍ରୀ। ଏହି ଖୁସିରେ ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ଏବେଇ ସେ କୋଟି କୋଟି ଟଙ୍କା ଦେଇଛନ୍ତି। ଜାଣନ୍ତୁ କେତେ ଟଙ୍କା ଦେଇ କିଣିଲେ ଆପାର୍ଟମେଣ୍ଟ।

On navratri kanya pujan in ashtami or navami
ନବରାତ୍ରରେ କନ୍ୟାପୂଜା; କ’ଣ ରହିଛି ବିଧି

ନବରାତ୍ରୀର ଅଷ୍ଟମୀ ବା ନବମୀ ଯେକୌଣସି ଦିନ କନ୍ୟାପୂଜା କରାଯାଇପାରେ। ଦୁର୍ଗାଷ୍ଟମୀ ଦିନ କେତେକ ଭକ୍ତ କନ୍ୟା ପୂଜା କରି ସେମାନଙ୍କୁ ଭୋଜନ ଦେଇଥାନ୍ତି ତ କେହି କେହି ନବମୀ ତିଥିଙ୍କୁ ଅଧିକ ଶୁଭ ବୋଲି ମନେ କରନ୍ତି। ତେବେ ଆସନ୍ତୁ ନଜର ପକେଇବା କେତେକ ସାମଗ୍ରୀ ଉପରେ...

Prasad in the puja mandap
ପୂଜା ମଣ୍ଡପରେ ଭୋଗ; କେଉଁଠି ମାଛ, କେଉଁଠି ଚୋପି

ଦଶହରା ଓଡିଶାର ଏକ ପ୍ରମୁଖ ପର୍ବ। ଏନେଇ କଟକର ସ୍ଥାନ ସ୍ୱତନ୍ତ୍ର। ମା’ଙ୍କ ପୂଜା ବିଧିରେ ଭୋଗ ଏକ ନିଆରା ପରମ୍ପରା। କେତେକ ମଣ୍ଡପରେ ସାଧାରଣ ଭୋଗ ହେଉଥିବା ବେଳେ ଆଉ କେତେକ ମଣ୍ଡପର ଭୋଗକୁ ନେଇ ରହିଛି ସ୍ୱତନ୍ତ୍ରତା। ଆସନ୍ତୁ ନଜର ପକେଇବା…

Forest Guard Recruitment 2022
ଖାଲି ପଡିଛି ୭୦୧ଟି ଫରେଷ୍ଟ୍‌ ଗାର୍ଡ ପଦବୀ; ଜାଣନ୍ତୁ କେବେ କରିବେ ଆବେଦନ

UPSSSC ଫରେଷ୍ଟ୍‌ ଗାର୍ଡ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଏହି ଦିନରୁ ଆରମ୍ଭ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୭୦୧ଟି ପଦବୀ ପୂରଣ ହେବ।

Manoj Kumar make film Upkar inspired by Lal Bahadur Shastri
ଶାସ୍ତ୍ରୀଙ୍କ କଥାରେ ଅନୁପ୍ରାଣୀତ ହୋଇ ଏହି ଫିଲ୍ମ ତିଆରି କରିଥିଲେ ମନୋଜ କୁମାର

ଆଜି ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିନ। ସେ ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ସିନେ ନିର୍ମାତା ମନୋଜ କୁମାରଙ୍କୁ ଚାଷୀମାନଙ୍କ ଉପରେ ଆଧାର କରି ଏକ ଫିଲ୍ମ ତିଆରି କରିବାକୁ ଉପଦେଶ ଦେଇଥିଲେ। ମନୋଜ କୁମାର ମାତ୍ର ୨୪ ଘଣ୍ଟାରେ ଏହି ଫିଲ୍ମର କାହାଣୀ ତିଆରି କରିଦେଲେ। ଜାଣନ୍ତୁ ସେ...

The profile of Lal Bahadur Shastri
ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରାର ବ୍ୟକ୍ତିତ୍ୱ ଲାଲ ବାହାଦୂର ଶାସ୍ତ୍ରୀ

ତାଙ୍କ ଜୀବନ ଥିଲା ସରଳ କିନ୍ତୁ ଚିନ୍ତା ଥିଲା ଉଚ୍ଚ। ଭାରତ-ପାକିସ୍ତାନ ଯୁଦ୍ଧରେ ସେ ଦେଶର ମଙ୍ଗ ଧରି ସେନାକୁ ଉପଯୁକ୍ତ ନିର୍ଦ୍ଦେଶ ଦେଇଥିଲେ। ସେ ହେଲେ ଲାଲ୍ ବାହାଦୂର ଶାସ୍ତ୍ରୀ। ତେବେ ଆସନ୍ତୁ ଜନ୍ମଦିନରେ ତାଙ୍କ ଜୀବନ ଏବଂ ଦେଶରେ ତାଙ୍କ ନେତୃତ୍ୱ ସହିତ ଜଡିତ କିଛି...

18 unknown facts about mahatma Gandhi
ମହାତ୍ମା ଗାନ୍ଧୀ କେବେ ଓ କାହିଁକି ଧୋତି ପିନ୍ଧିବା ଆରମ୍ଭ କଲେ

ଆଜି ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ। ଗାନ୍ଧୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ରାଜନୈତିକ ଏବଂ ଆଧ୍ୟାତ୍ମିକ ନେତା ଥିଲେ ଯିଏ ଅହିଂସାରେ ଯୁଦ୍ଧ ବିଜୟର ସ୍ୱପ୍ନ ଦେଖିଥିଲେ। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।

Krushna Abhishek will be playing a host in a segment of big boss 16
'ବିଗ୍ ବସ୍'ରେ ‘ବିଗ୍ ବଜ୍’ କରିବେ କୃଷ୍ଣା ଅଭିଷେକ

ଅନ୍ତ ହୋଇଛି 'ବିଗ୍ ବସ୍ ୧୬' ପାଇଁ ଅପେକ୍ଷା କରିଥିବା ଦର୍ଶକଙ୍କର। ଏଥିରେ କୃଷ୍ଣା ଅଭିଷେକଙ୍କୁ ଏକ ଭିନ୍ନ ଢଙ୍ଗରେ ଦେଖିବାକୁ ମିଳିବ। ଆସନ୍ତୁ ଜାଣିବା ଏଥିରେ ତାଙ୍କର କ’ଣ ଭୂମିକା ରହିଛି…

Vikram Vedha and Ponniyin Selvan opening collection details
'ବିକ୍ରମ ବେଧା'କୁ ପଛରେ ପକେଇଲା 'ପୋନ୍ନିୟନ ସେଲ୍‌ଭନ୍-୧'

ପ୍ରଥମ ଦିନରୁ ମନ ମୋହିଲା 'ପୋନ୍ନିୟନ ସେଲ୍ଭନ୍-୧'। ରୋଜଗାରରେ 'ବିକ୍ରମ ବେଧା'କୁ ପଛରେ ପକେଇଲା। ଓପେନିଙ୍ଗ୍ ମାମଲାରେ ହେଲା ତୃତୀୟ ସର୍ବୋଚ୍ଚ ତାମିଲ ଫିଲ୍ମ।

Faults of North East or North-East corner of the house and its remedy
ଗୃହର ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ କୋଣର ଦୋଷ ଓ ତା’ର ପ୍ରତିକାର

ଗୃହର ଐଶାନ୍ୟ କୋଣ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି କୋଣରେ ଦୋଷତୃଟି ଥିଲେ ଗୃହବାସୀଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଥାଏ। ଏଣୁ ଏହି କୋଣର ଦୋଷ ତୃଟିକୁ ଜାଣିବା ସହ ଏହି ସ୍ଥାନକୁ ଏତେ ଗୁରୁତ୍ୱ କାହିଁକି ଦିଆଯାଏ ଆସନ୍ତୁ ଜାଣିବା।

Mika Singh bought his own island
ଦ୍ୱୀପ କିଣିଲେ ମିକା ସିଂହ; ଫ୍ୟାନ୍ କହିଲେ ‘ରିଅଲ୍ କିଙ୍ଗ’

ଇତିହାସ ରଚିଲେ ମିକା ସିଂହ। ନିଜର ଏକ ଦ୍ୱୀପ କିଣି ହେଲେ ପ୍ରଥମ ଭାରତୀୟ। ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର୍ ଧରିଛି।

Top 10 Business Coaches In India
ଦେଶର ୧୦ ଜଣ ସର୍ବଶ୍ରେଷ୍ଠ ପ୍ରେରଣାଦାୟୀ ବକ୍ତା; ଜାଣନ୍ତୁ ସେମାନଙ୍କୁ

ବୃତ୍ତିଗତ ପରାମର୍ଶଦାତା ହେଉଛନ୍ତି ସେମାନେ ଯେଉଁମାନେ ଉଭୟ ନୂଆ ଏବଂ ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ପାଇଁ ଏକ ରୋଡ୍ ମାପ୍ ତିଆରି କରିବାରେ ସାହାଯ୍ୟ କରିଥାନ୍ତି। ତେବେ ଆସନ୍ତୁ ଭାରତର ସର୍ବଶ୍ରେଷ୍ଠ ୧୦ ଜଣ ବ୍ୟବସାୟୀଙ୍କ ବିଷୟରେ ଜାଣିବା ଯେଉଁମାନେ ଏକ ବ୍ୟବସାୟକୁ ସଠିକ ଦର୍ଶନ ଏବଂ ଦିଗ ଦେଇଛନ୍ତି।

How is Hrithik Roshan and Saif Ali Khan role in Vikram Vedha
ରିଲିଜ୍ ହୋଇଛି ‘ବିକ୍ରମ ବେଧା’; ସନ୍ତୁଷ୍ଟ କରିପାରୁନି ହ୍ରିତିକ୍‌ଙ୍କ ଚରିତ୍ର

ତାଲିମ୍ ରିମେକ୍ ‘ବିକ୍ରମ ବେଧା’ ରିଲିଜ୍ ହୋଇଥିବା ବେଳେ ବାସ୍ତବ ଲାଗୁନି ହ୍ରିତିକ୍‌ଙ୍କ ଚରିତ୍ର। ତାଙ୍କର ମଇଳା ଚେହେରା, ଦାଢି ଓ ଚୁଟି ତାଙ୍କୁ ଫିଟ୍ ହେଉ ନଥିବା ଦେଖାଯାଏ। ତାମିଲ୍‌ର ମୂଳ ଫିଲ୍ମରେ ବେଧା ଚରିତ୍ର ଜଣେ ବାସ୍ତବ ଖଳନାୟକ ଭଲି ଲାଗୁଥିବା ବେଳେ ଏଥିରେ ସିନେମାଟିକ୍...

Woman started pet food bank and helps 200 owners
ପୋଷା ପଶୁଙ୍କ ପାଇଁ ଯୁବତୀ କଲେ ଫୁଡ୍ ବ୍ୟାଙ୍କ୍; ୨୦୦ ମାଲିକ ହେଲେ ଉପକୃତ

୨୪ ବର୍ଷର ଯୁବତୀ ପୋଷା ପଶୁମାନଙ୍କୁ ସହଯୋଗ କରିବା ନେଇ ଏକ ଫୁଡ୍ ବ୍ୟାଙ୍କ୍ କରିଛନ୍ତି। ଯେଉଁ ମାଲିକମାନେ ସେମାନଙ୍କ ଗୃହପାଳିତ ପଶୁଙ୍କ ପାଇଁ ଖର୍ଚ୍ଚ କରି ନ ପାରୁଛନ୍ତି ସେମାନେ ଏଥିରେ ଉପକୃତ ହେବେ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।