ହିମୋଫିଲିୟା ରୋଗୀ ପାଇଁ ବରଦାନ ସାଜିଛି ହେମଜେନିକ୍ସ। ଏହି ଔଷଧ ଦ୍ୱାରା ହିମୋଫିଲିୟା-ବି ନାମକ ଭୟଙ୍କର ରୋଗରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା କରାଯାଇପାରିବ। ଏହାର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
କୋକୋନଟ୍ ଡେଭଲପମେଣ୍ଟ୍ ବୋର୍ଡ ଅନେକ ପଦବୀରେ ନିଯୁକ୍ତି ବାହାର କରିଛି। ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ।
ଆଜିକାଲି ଶାରୀରିକ ସମ୍ପର୍କ ଏକ ସାଧାରଣ କଥା ହୋଇଯାଇଛି। ଯୁବତୀମାନେ ଶାରୀରିକ ସଂପର୍କ ରଖି ଗର୍ଭବତୀ ହେଉଛନ୍ତି ଆଉ ଆବର୍ସନ କରୁଛନ୍ତି। ତେବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଠିକ୍ ନା ଭୁଲ ଏହାକୁ ନେଇ ଏମିତି କହିଛନ୍ତି କିଛି ସେଲିବ୍ରିଟି। ଆସନ୍ତୁ ଜାଣିବା…
ବଲିଉଡ୍ର କିଛି ଅଭିନେତ୍ରୀ ସେମାନଙ୍କ କ୍ୟାରିୟରର ସଫଳତାର ଶୀର୍ଷରେ ଥିଲେ। କେହି କେହି ସୁପର ଅଭିନେତ୍ରୀ ହୋଇଥିଲେ ତ ଆଉ କିଏ ‘ୱାନ୍ ଫିଲ୍ମ ୱାଣ୍ଡର’ ହୋଇଥିଲେ। ବିବାହ ପରେ କିନ୍ତୁ ଏମାନେ ରୂପେଲି ପରଦାକୁ ବାଏ ବାଏ କରିଥିଲେ। ଆସନ୍ତୁ ଜାଣିବା ସେମାନେ କିଏ।
ୟାମି ଗୌତମ ଆଜି ବଲିଉଡର ଏକ ଜଣାଶୁଣା ନାଁ। ପିଲାଦିନର ସ୍ୱପ୍ନ ଥିଲା ଆଇଏଏସ୍ ଅଧିକାରୀ ହେବାକୁ। ପରେ ନିଷ୍ପତ୍ତି ବଦଳିଗଲା, ହେଇଗଲେ ଅଭିନେତ୍ରୀ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।
ଅକସାଇ ଚୀନକୁ ଜବରଦଖଲ କରିବା ବେଳେ ଭାରତ ଦଲାଇଲାମଙ୍କୁ ଶରଣ ଦେଇ ନଥିଲା। ଏସବୁ କାରଣରୁ ଭାରତ - ଚୀନ ମଧ୍ୟରେ ସୁସମ୍ପର୍କରେ ଯେଉଁ ତିକ୍ତତା ସୃଷ୍ଟି ହୋଇଛି ତାହା ଦଲାଇଲାମାଙ୍କ କାରଣ ପାଇଁ ନୁହେଁ। ଚୀନ୍ ଏକ ବିସ୍ତାରବାଦୀ ଦେଶ ଏବଂ ଭାରତର ଉତ୍ତର ସୀମାନ୍ତ ଅଞ୍ଚଳ...
ଫିଫା ବିଶ୍ୱକପରେ ଜଣେ ଆର୍ଜେଣ୍ଟିନା ମହିଳାଙ୍କୁ ଦେଖାଯାଇଥିଲା। ତାଙ୍କ ଦେହରେ ଥିଲା ତ୍ରିରଙ୍ଗା। ଏହା ତାଙ୍କର ଭାରତ ପ୍ରତି ଭଲ ପାଇବା ନୁହେଁ କି….
ଗୋଟିଏ ମଶାର ସାମାନ୍ୟ କାମୁଡା ବି ଭାରି ପଡିଯାଏ। ଜୀବନ ମରଣ ସହ ଲଢିବାକୁ ହୁଏ। ଏବେ ଗୋଟିଏ ମଶା କାମୁଡା ଦ୍ୱାରା ଜଣଙ୍କୁ ୪ ସପ୍ତାହ କୋମାରେ ରହିବାକୁ ପଡିଛି ଆଉ ୩୦ଟି ଅପରେସନ କରିବାକୁ ପଡ଼ିଛି। ଆସନ୍ତୁ ପୂରା ଖବର ଜାଣିବା।
ଶୀତଋତୁ ଛୋଟ ପିଲା ଓ ବୃଦ୍ଧମାନଙ୍କ ପାଇଁ ଯନ୍ତ୍ରଣା ଆଣିଦିଏ। ଗଣ୍ଠି ଯନ୍ତ୍ରଣା, ମାଂସପେଶୀ କଷ୍ଟ ଏହି ଋତୁରେ ଆରମ୍ଭ ହୁଏ। ଆପଣ ଯଦି ଏମିତି କିଛି ସମସ୍ୟାକୁ ସାମ୍ନା କରୁଛନ୍ତି ତେବେ ଏହି ୬ଟି ଟିପ୍ସକୁ ମାନନ୍ତୁ, ମିଳିବ ସୁଫଳ।
ନିଜ ବୈବାହିକ ଜୀବନକୁ ନେଇ ମିସେଲ ଓବାମା ଏମିତି କହିଛନ୍ତି ଯାହା ସମସ୍ତଙ୍କୁ ଭାବପ୍ରବଣ କରିଦେବ। ସେ ତାଙ୍କ ସ୍ୱାମୀଙ୍କୁ ନିଜ ଘର ବୋଲି କହିଛନ୍ତି। ବୈବାହିକ ଜୀବନ ସୁରୁଖୁରୁରେ ଚାଲିବା ପାଇଁ ଦେଇଛନ୍ତି ଏମିତି ଉପଦେଶ।
ବଲିଉଡର ଅନେକ ତାରକାଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବାବେଳେ କେତେକଙ୍କ ମଧ୍ୟରେ ମତଭେଦ ରହିଛି। ଅଭିନେତା ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ବିବାଦ ସବୁବେଳେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ତେବେ ଆସନ୍ତୁ ବଲିଉଡର ସେହି ଅଭିନେତା ଓ ନିର୍ଦ୍ଦେଶକମାନଙ୍କ ବିଷୟରେ ଜାଣିନେବା ଯେଉଁମାନଙ୍କ ମଧ୍ୟରେ ପଡେନି।
ଫ୍ୟାଶନ୍ ଶୋ’ ବେଳେ ମଡେଲମାନେ ବିଭିନ୍ନ ପ୍ରକାର ଫ୍ୟାଶନେବଲ୍ ପୋଷାକରେ ନିଜକୁ ସଜ୍ଜେଇଥାନ୍ତି। ଏବେ ଏମିତି ଜଣେ ମଡେଲ୍ଙ୍କ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେ ନିଜ ପିଲାଙ୍କୁ ଧରି, ଅତି ସାଧାରଣ ପୋଷାକ ପିନ୍ଧି ରାମ୍ପ୍ରେ ଚାଲୁଥିବା ଦେଖାଯାଏ।
ସାଉଥ୍ର ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଏବେ ଦେଶର ଏକ ନମ୍ବର ନିର୍ଦ୍ଦେଶକ ହୋଇଯାଇଛନ୍ତି। ସେ ଲଗାତର ହିଟ୍ ଫିଲ୍ମ ଦେଇଚାଲିଛନ୍ତି। ଏନେଇ ସେ ଉତ୍ସାହିତ ଅଛନ୍ତି। ଏବେ ସେ ତାଙ୍କ ଫିଲ୍ମ RRR କୁ ଓସ୍କାର ଦେବା ନେଇ କଳ ବଳ କୌଶଳ ଲଗେଇ ଦେଇଛନ୍ତି। କୋଟି କୋଟି...
ଆଜି ବାପି ଲାହିରିଙ୍କ ଜନ୍ମଦିନ। ତାଙ୍କୁ ଭଲ ପାଉଥିବା ଲୋକେ ଆଜି ତାଙ୍କର ୭୦ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସୁନାକୁ ଖୁବ ଭଲ ପାଉଥିଲେ ଆଉ ସାରା ଶରୀରକୁ ସୁନାରେ ଛାଉଣୀ କରୁଥିଲେ। ଏହା ପଛରେ କି କାରଣ ଥିଲା ଆସନ୍ତୁ ଜାଣିନେବା।
OSSC ଗ୍ରୁପ୍ ବି ଷ୍ଟେଟ୍ କ୍ୟାଡର ଅଧୀନରେ ଜୁନିୟର ଇଞ୍ଜିନିୟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୨୨୫ଟି ପଦବୀ ପୂରଣ ହେବ।
ଅଜୟ ଦେବଗନ ଓ ଅକ୍ଷୟ କୁମାରଙ୍କ ସମସାମୟିକ ହୋଇଥିଲେ ବି ପଛରେ ପଡିଯାଇଛନ୍ତି ସୁନୀଲ ଶେଟ୍ଟୀ। ଏହାର ପଛରେ କି କାରଣ ରହିଛି? କାହିଁକି ସୁନୀଲ ତାଙ୍କ ସମୟ ଠାରୁ ଆଉ ଆଗକୁ ଯାଇପାରିଲେ ନାହିଁ? ଆସନ୍ତୁ ଜାଣିବା ସେ ଏହାକୁ ନେଇ କ’ଣ କୁହନ୍ତି…
ଆଉ ନାହାନ୍ତି ‘ହମ୍ ଦିଲ୍ ଦେ ଚୁକେ ସନମ୍’ର ଅଭିନେତା ବିକ୍ରମ ଗୋଖଲେ। ୭୭ ବର୍ଷରେ ତାଙ୍କର ମୃତ୍ୟୁ ହୋଇଛି। ଚଳଚ୍ଚିତ୍ର ପରିବାରରେ ବିକ୍ରମଙ୍କ ଜନ୍ମ ହୋଇଥିଲା। ତାଙ୍କ ଅଣ ଜେଜେମା’ଙ୍କ ଠାରୁ ପରିବାରର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ଆସନ୍ତୁ ଜାଣିବା କେଉଁ ପରିବାରର ଥିଲେ ବିକ୍ରମ...
ଆଜି ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ ତାଙ୍କର ୫୦ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜି ସେ କୌଣସି ପରିଚୟର ଆବଶ୍ୟକତା କରନ୍ତି ନାହିଁ। କିନ୍ତୁ ଦିନ ଏମିତି ଥିଲା ତାଙ୍କ ଜୀବନ ଖୁବ ଉତ୍ଥାନ-ପତନ ଦେଇ ଗତି କରୁଥିଲା। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ଭାରତରେ ରୁଟି ଡାଲି ଆଜିକା ସମୟରେ ଏକ ସାଧାରଣ ଖାଦ୍ୟ ହୋଇଯାଇଛି। ଏହା କିନ୍ତୁ ଭାରତର ମୂଳ ଖାଦ୍ୟ ନୁହେଁ। ତେବେ ଏହା କେଉଁଠୁ ଆରମ୍ଭ ହୋଇଥିଲା ଓ କେବେ ପ୍ରଥମେ ଖିଆଯାଇଥିଲା, ଆସନ୍ତୁ ସେ ବିଷୟରେ ଜାଣିବା।
କପୁର ପରିବାର କୁନି ପରୀର ନାଁ ରଖିଛନ୍ତି। ନିକଟରେ ଆଲିଆ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେମାନେ ଝିଅର ନାଁ ‘ରାହା’ ରଖିଛନ୍ତି। ଏହା ଖୁବ ଅର୍ଥପୂର୍ଣ୍ଣ ନାଁ। ତେବେ ଆସନ୍ତୁ ଜାଣିବା ସେମାନେ କାହିଁକି ଏପରି ନାଁ ରଖିଲେ।