• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Taking help of youtube Garima Sonkiya got 30th rank in uppcs exam
ୟୁଟ୍ୟୁବ୍‌ରୁ ପଢି UPPSC ପରୀକ୍ଷାରେ ପାଇଗଲେ ୩୦ ତମ ରାଙ୍କ୍

ପିଲାଦିନରୁ ଥିଲା IAS ହେବାର ସ୍ୱପ୍ନ। ତାଙ୍କର ଏହି ସ୍ୱପ୍ନକୁ ପୂରା କରିବା ପାଇଁ ଗରିମା କରିଥିଲେ ଅଦମ୍ୟ ପରିଶ୍ରମ। ପ୍ରସ୍ତୁତି ପାଇଁ କେବେ ବି ଯାଇ ନଥିଲେ କୌଣସି କୋଚିଂ ସେଣ୍ଟର। କେବଳ ନେଇଥିଲେ ୟୁଟ୍ୟୁବ୍‌ର ସାହାରା ଆଉ ପ୍ରଥମ ଚେଷ୍ଟାରେ ହିଁ ପାଇଗଲେ ସଫଳତା।

How to make career in IT without computer science
ଏବେ କମ୍ପ୍ୟୁଟର ସାଇନ୍ସ ବିନା ଆଇଟି କ୍ଷେତ୍ରରେ ପାଇପାରିବେ ଚାକିରି; ଜାଣନ୍ତୁ କିପରି…

ଆଜିକାଲି ଯୁଗରେ ମାନବ ଜୀବନ ଯେତିକି ସହଜ ଏବଂ ସରଳ ହୋଇପାରିଛି ତାହା କେବଳ ଟେକ୍ନୋଲୋଜୀ ଏବଂ ଆଇଟି କ୍ଷେତ୍ରର ଅବଦାନ ଯୋଗୁଁ। ଏନେଇ ଏହା ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ସର୍ବୋତ୍ତମ କ୍ୟାରିୟର ହୋଇଯାଇଛି। ଏବେ କମ୍ପ୍ୟୁଟର ସାଇନ୍ସ ବିନା ମଧ୍ୟ ଆଇଟି କ୍ଷେତ୍ରରେ ଚାକିରି କରିବାର...

Traffic police fined a police employee for wearing wrong helmet
ଟ୍ରାଫିକ୍‌ ନିୟମ ନ ମାନି ଫାଇନ୍ ଗଣିଲେ ପୋଲିସ୍‌

ଟ୍ରାଫିକ ନିୟମ ଆଗରେ ସମସ୍ତେ ସମାନ। ସେହିଭଳି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଫଟୋରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ଟ୍ରାଫିକ ପୋଲିସ ଅନ୍ୟ ଜଣେ ପୋଲିସଙ୍କର ଚାଲାଣ କାଟୁଛନ୍ତି।

Indian navy recruitment for ssc officer posts
ssc ଅଧିକାରୀ ପଦ ପାଇଁ ଭାରତୀୟ ନୌସେନାର ବିଜ୍ଞପ୍ତି ଜାରି

ଭାରତୀୟ ନୌସେନା ssc ଅଧିକାରୀ ପଦ ପାଇଁ ବିଜ୍ଞପ୍ତି ଜାରି କରିଛି। ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ ଓ କିପରି କରିବେ ଆବେଦନ?

After watching Kantara Kangana Ranaut reviews about Rishab Shetty
'କାନ୍ତାରା' ଦେଖିବା ପରେ ଋଷଭ୍ ଶେଟ୍ଟୀଙ୍କୁ ସଲାମ୍ କଲେ କଙ୍ଗନା

ସାଉଥ୍ ଫିଲ୍ମ 'କାନ୍ତାରା' ବକ୍ସ ଅଫିସରେ ହିଟ୍ ହେବା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଯିଏ ଦେଖୁଛି ସିଏ ପ୍ରଶଂସାରେ ପୋତି ପକଉଛି। କଙ୍ଗନା ଏହାକୁ ସପ୍ତାହେ ପର୍ଯ୍ୟନ୍ତ ଭୁଲିବେ ନାହିଁ ବୋଲି କହିଛନ୍ତି। ଜାଣନ୍ତୁ ଆଉ କ'ଣ କହିଲେ।

Sherlyn Chopra talked about me too accused Sajid Khan
ସାଜିଦ ଖାନଙ୍କ ଯୌନ ନିର୍ଯାତନାର ପୋଲ୍ ଖୋଲିଲେ ଶର୍ଲିନ୍ ଚୋପ୍ରା

ଯୌନ ନିର୍ଯାତନା ମାମଲାରେ ଫଶିଛନ୍ତି ଜଣାଶୁଣା ନିର୍ଦ୍ଦେଶକ ସାଜିଦ୍ ଖାନ୍। ତାଙ୍କ ବିରୁଦ୍ଧରେ ମାମଲା ଆଣିଛନ୍ତି ଶର୍ଲିନ୍ ଚୋପ୍ରା। ଯୌନ ମାମଲାକୁ ନେଇ ସେ ଯାହା ଅଭିଯୋଗ ଆଣିଛନ୍ତି ଆପଣ ଜାଣିଲେ ଲାଜରେ ମୁଣ୍ଡ ନଇଁଯିବ।

Baba vanga prediction world war 3 will start soon
ଆରମ୍ଭ ହେବ କି ତୃତୀୟ ବିଶ୍ୱଯୁଦ୍ଧ; ଦୁନିଆକୁ ଡରଉଛି ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ

ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଥିବା ବେଳେ ଏବେ ଆଉ ଏକ ଭବିଷ୍ୟବାଣୀ ସାରା ଦୁନିଆକୁ ଡରଉଛି। ତୃତୀୟ ବିଶ୍ୱଯୁଦ୍ଧ ଭବିଷ୍ୟବାଣୀକୁ ନେଇ ଏବେ ସାରା ଦୁନିଆ ସ୍ତବ୍ଧ ହୋଇଯାଇଛି।

Single mother success story gic principal
ସିଙ୍ଗଲ୍ ମଦରଙ୍କ ସଂଘର୍ଷର କାହାଣୀ; UPPCS ରେ ସଫଳତା

ସିଙ୍ଗଲ ମଦର ହୋଇ ସେ କରିଛନ୍ତି ଅନେକ ସଂଘର୍ଷ। ସ୍ୱାମୀ ଛାଡିଦେଲା ପରେ ପିଲାର ଯତ୍ନ ସାଙ୍ଗକୁ ଜାରି ରଖିଥିଲେ ପାଠପଢା। ଶେଷରେ ମିଳିଲା ସଫଳତା। ଜାଣନ୍ତୁ ପୁନମ୍‌ ଚୌଧୁରୀଙ୍କ ସେହି ସଂଘର୍ଷର କାହାଣୀ।

Why some people gets more mosquitoes bites
କିଛି ଲୋକଙ୍କୁ କାହିଁକି ଅଧିକ ମଶା କାମୁଡିଥାନ୍ତି

କିଛି ଲୋକ କମ ମଶା କାମୁଡାର ଶିକାର ହୋଇଥିବା ବେଳେ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଅଧିକ ମଶା କାମୁଡାର ଶିକାର ହୋଇଥାନ୍ତି। ଏହା ପଛରେ ଏକ ବଡ କାରଣ ରହିଛି। ଆସନ୍ତୁ ଜାଣିବା କେଉଁମାନେ ଅଧିକ ମଶା କାମୁଡାର ଶିକାର ହୋଇଥାନ୍ତି।

Golden opportunity to become an officer in Indian army
ଭାରତୀୟ ସେନାରେ ଅଧିକାରୀ ହେବାର ସୁବର୍ଣ୍ଣ ସୁଯୋଗ; ତୁରନ୍ତ ଆବେଦନ କରନ୍ତୁ

ଭାରତୀୟ ସେନା ଜୁନିଅର କମିଶନ ଅଫିସର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଅକ୍ଟୋବର ୮ ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ କେବେ ରହିଛି ଶେଷ ତାରିଖ।

Allu Arjun’s pushpa-2 becomes most awaited films of 2023
‘ପୁଷ୍ପା : ୨’ ହଜେଇଲା ସଲମାନ ଓ ଶାହରୁଖଙ୍କ ନିଦ

ପ୍ରତି ଶୁକ୍ରବାର ବକ୍ସ ଅଫିସ୍‌ରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରୁଥିବା ବେଳେ ସେଥିମଧ୍ୟରୁ କିଛି ଫିଲ୍ମ ଦର୍ଶକଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଦର୍ଶକଙ୍କ ମଧ୍ୟରେ କୌତୁହଳ ବୃଦ୍ଧି ପାଉଥିବା ବେଳେ ଓରମାକ୍ସ ମିଡିଆ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍’ର...

Top 5 richest bollywood actresses
ବଲିଉଡ୍‌ର ୫ ଧନୀ ଅଭିନେତ୍ରୀ; ଜାଣନ୍ତୁ କିଏ କେତେ ଟଙ୍କାର ମାଲିକାଣୀ

ବଲିଉଡ୍‌ରେ ଏମିତି ୫ ଜଣ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ଏମାନଙ୍କ ଆଗରେ ଅନେକ ଅଭିନେତା ମଧ୍ୟ ଫିକା ପଡିଯିବେ। ଜାଣିଛନ୍ତି ସେମାନେ କିଏ ଆଉ କେତେ ଟଙ୍କା ସମ୍ପତ୍ତିର ମାଲିକାଣୀ? ଆସନ୍ତୁ ନଜର ପକେଇବା।

Kishore kumar death anniversary he changed his religion for Madhubala
ରୋମାଣ୍ଟିକ୍ ଗୀତର ବାଦଶାହା କିଶୋର କୁମାର କାହିଁକି କରିଥିଲେ ଧର୍ମ ପରିବର୍ତ୍ତନ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କୁ ନେଇ ରହିଛି ଅନେକ ରୋଚକ କଥା। ସେ ୪ଟି ବିବାହ କରିବା ସହିତ ଧର୍ମ ପରିବର୍ତ୍ତନ ଭଳି ଅନେକ ଅଜଣା କଥା ତାଙ୍କ ସହ ଜଡିତ ରହିଛି। ଆଜି ତାଙ୍କ ପୁଣ୍ୟତିଥିରେ ଆସନ୍ତୁ ଏ ବିଷୟରେ ଜାଣିନେବା।

Happy birthday Ashok Kumar know unknown facts about his life
ଅଶୋକ କୁମାରଙ୍କୁ ଓକିଲ କରିବାକୁ ଚାହୁଁଥିଲେ ବାପା; କିନ୍ତୁ…

ଆଜି ବଲିଉଡର ପ୍ରସିଦ୍ଧ ଅଭିନେତା ଅଶୋକ କୁମାରଙ୍କ ଜନ୍ମଦିନ। ଏହି ନାଁରେ ପରିଚିତ ଥିବା ଅଶୋକଙ୍କ ପ୍ରକୃତ ନାଁ କିନ୍ତୁ ଥିଲା ଅଲଗା। ଆପଣ ଜାଣିଛନ୍ତି କି? ପଢନ୍ତୁ ଆଉ ତାଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା।

Rekha celebrating her 68th birthday know unknown facts about her
ରେଖାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ ୪ ରୋଚକ କଥା

୬୮ ବର୍ଷରେ ବି ଚିରସବୁଜ ଅଭିନେତ୍ରୀ ରେଖାଙ୍କ ସୌନ୍ଦର୍ଯ୍ୟରେ କୌଣସି ପ୍ରଭାବ ପଡିନି। ତାଙ୍କ ସୌନ୍ଦର୍ଯ୍ୟ ଆଗରେ ଅନ୍ୟ ଅଭିନେତ୍ରୀଙ୍କ ଚେହେରା ଆଜିବି ମଳିନ ପଡିଯାଏ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ ୪ ରୋଚକ କଥା।

Combodian festival opens gates of hell for 15 days to feed starving ghosts
ଏଠି ପ୍ରତି ବର୍ଷ ୧୫ ଦିନ ପାଇଁ ଖୋଲେ ‘ନର୍କର ଦ୍ୱାର’

ଶ୍ରାଦ୍ଧ ଉତ୍ସବ ଖାଲି ଭାରତରେ ନୁହେଁ ଅନ୍ୟ ଦେଶରେ ମଧ୍ୟ ପାଳନ କରାଯାଏ। ଏଠାରେ ବି ଲୋକେ ସେମାନଙ୍କ ପିତୃପୁରୁଷଙ୍କ ପାଇଁ ଭୋଜ୍ୟ ଟେକନ୍ତି। ତେବେ ଏହା କେଉଁଠି ଜାଣିବା ପାଇଁ ପଢନ୍ତୁ।

Bhartiy dak divas date and history
ମୋବାଇଲ୍ ମାଡ଼ରେ ହଜିଯାଉଛି ଡାକ ସେବାର ମାଦକତା

ଆଜି ଭାରତୀୟ ଡାକ ଦିବସ। ଦିନେ ଏହି ବ୍ୟବସ୍ଥା ଯୋଗାଯୋଗର ପ୍ରମୁଖ ଭୂମିକା ନେଇଥିଲା। ଏହି ପ୍ରକ୍ରିୟା ଦୀର୍ଘ ଦିନ ଲାଗୁଥିଲେ ବି ଏଥିରେ ଥିଲା ନିଆରା ଖୁସି। ଆଜିର ମୋବାଇଲ୍ ଦୁନିଆରେ ଦୂରଦୂରାନ୍ତରୁ ଖବର ପହଞ୍ଚିବା ନେଇ କେଇ ମୁହୂର୍ତ୍ତ ଲାଗୁଥିଲେ ବି ଅନୁଭୂତ ହେଉନି ସେହି...

National Postal Day 2022
ଆଉ ଶୁଣିବାକୁ ମିଳୁନି ଡାକବାଲାର ସାଇକେଲ୍ ଘଣ୍ଟି; ବାଜୁଛି ମୋବାଇଲ୍ ଟ୍ୟୁନ୍

ଡାକ ସେବା ଏମିତି ଏକ ମାଧ୍ୟମ ଥିଲା ଯାହା ଦ୍ୱାରା ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ମଧ୍ୟରେ ସମ୍ପର୍କ ସ୍ଥାପନ କରି ପାରୁଥିଲା। ଏହାକୁ ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟରେ ଗଣାଯାଉଥିଲା। ଦିନେ ଡାକବାଲାକୁ ଲୋକେ ଚାତକ ପରି ଚାହିଁ ବସୁଥିଲେ। ଆଜିର ମୋବାଇଲ୍ ଦୁନିଆରେ...

Why Gopabandhu called as Utkalmani
ଗୋପବନ୍ଧୁ ଦାସ କାହିଁକି ହେଲେ ଉତ୍କଳମଣି

ଆଜି ଦୀନ ଦରିଦ୍ରଙ୍କ ବନ୍ଧୁ ଗୋପବନ୍ଧୁଙ୍କ ଜନ୍ମ ଦିନ। ନିଜ ଜୀବନକୁ ଦରିଦ୍ରଙ୍କ ସେବାରେ ଉତ୍ସର୍ଗ କରି ସେ ହେଇଗଲେ ଉତ୍କଳମଣି। ତେବେ ତାଙ୍କୁ କିଏ ଏହି ଉପାଧିରେ ଭୂଷିତ କରିଥିଲେ ଜାଣିବା ପାଇଁ ପଢନ୍ତୁ।

Educationa of Rakul Preet Singh
ରକୁଲ ପ୍ରୀତ ସିଂହଙ୍କ କ୍ୟାରିଅର୍; ପକେଟ୍ ମନୀ ପାଇଁ ପ୍ରଥମେ ସାଇନ୍ କରିଥିଲେ ଫିଲ୍ମ

ଆଜି ଜଣାଶୁଣା ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ଜନ୍ମଦିନ। ସେ ତାଙ୍କ ଫିଟ୍‌ନେସ୍‌ ପାଇଁ ମଧ୍ୟ ବେଶ ଜଣାଶୁଣା। ଦିନେ ପକେଟ୍ ମନୀ ପାଇଁ ସାଇନ୍ କରିଥିଲେ ପ୍ରଥମ ଫିଲ୍ମ। ଆସନ୍ତୁ ତାଙ୍କୁ ନେଇ ଜାଣିନେବା ଆଉ କିଛି ରୋଚକ ତଥ୍ୟ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।