• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Indian army ordnance corps 419 material assistant vacancy
ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ ; ଦରମା ୯୨ ହଜାରରୁ ଅଧିକ

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ମି ଅର୍ଡାନ୍ସ ଡିପୋ ଏବଂ ୟୁନିଟ୍ରେ ମେଟେରିଆଲ୍ ଆସିଷ୍ଟାଣ୍ଟ୍ ଯୁକ୍ତିର ବିଜ୍ଞପ୍ତି ପ୍ରକାଶ ପାଇଛି। କେଉଁମାନେ କରିପାରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ।

Most dirty man never bathed for 67 years die after bathing
ଗାଧୋଇବା ହେଲା କାଳ; ଚାଲିଗଲା ଜୀବନ

୬୭ ବର୍ଷ ହେଲା ସେ ଗାଧୋଇ ନଥିଲେ। ପାଣିକୁ ଥିଲା ତାଙ୍କର ଡର। ଲୋକେ ଜବରଦସ୍ତ ଗାଧୋଇଦେଲେ। ଚାଲିଗଲା ଜୀବନ। ପୂରା କାହାଣୀ ଜାଣିବାକୁ ପଢନ୍ତୁ…

Kantara becomes second highest grossing kannada film
'KGF ୨'କୁ କାଟିଲା 'କାନ୍ତାରା'; ହେଲା କନ୍ନଡ଼ର ଦ୍ୱିତୀୟ ସର୍ବାଧିକ ଆୟ ଚଳଚ୍ଚିତ୍ର

କନ୍ନଡର ନୂଆ ଫିଲ୍ମ 'କାନ୍ତାରା' ଦିନକୁ ଦିନ ନୂଆ ରେକର୍ଡ କରିଚାଲିଛି। ଏହାର ରୋଜଗାରରେ ବହୁତ ବଡ ସଫଳତା ମିଳିଛି। ଫିଲ୍ମ 'କେଜିଏଫ୍' କୁ ଅତିକ୍ରମ କରି ଏହା କନ୍ନଡ଼ର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରରେ ହୋଇପାରିଛି। ।

Rishi Sunak biography
ରିଷି ସୁନକଙ୍କ ରାଜନୈତିକ ଯାତ୍ରା ଓ ରୋଚକ କଥା

ବ୍ରିଟେନର ଶାସନ ଭାର ଗ୍ରହଣ କରିଥିବା ରିଷି ସୁନକଙ୍କ ବାପା-ମା ହେଉଛନ୍ତି ମୂଳ ଭାରତୀୟ। ନୂତନ ପ୍ରଧାନମନ୍ତ୍ରୀ ପଦ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ, ରିଷି ସୁନକ ଏବଂ ପେନି ମର୍ଡାଣ୍ଟ ଦୌଡରେ ଥିଲେ। ବୋରିସ୍ ଜନସନ ପଛକୁ ହଟିଲା ପରେ ରିଷି ସୁନକଙ୍କ ରାସ୍ତା ସହଜ...

The old tradition of odisha in Diwali
ଦୀପାବଳିରେ ବଡବଡୁଆ ଡାକ ଓ ପିଣ୍ଡ ଦାନ

ଦୀପାବଳିରେ ବଡବଡୁଆ ଡାକ ଓଡିଶାର ଏକ ନିଆରା ପରମ୍ପରା। ମହଳା ଦେଇ ପୂର୍ବପୁରୁଷଙ୍କୁ ଡାକିଥିବା ଲୋକେ ଏହିଦିନ ସେମାନଙ୍କୁ ବିଦାୟ ଦେଇଥାନ୍ତି। ଏମିତି କିଛି ଦୃଶ୍ୟ ଏହିସବୁ ଫଟୋରେ ଦେଖିବାକୁ ମିଳିଛି।

Golden chance to become an officer without exam in upsc
କେବଳ ସାକ୍ଷାତକାର ଦେଇ UPSC ରେ ଅଫିସର୍ ହେବାର ସୁବର୍ଣ୍ଣ ସୁଯୋଗ

ଅଫିସର୍ ପଦବୀ ପାଇଁ UPSC ବିଜ୍ଞପ୍ତି ଜାରି କରିଛି। ଏନେଇ ଆବେଦନ ପ୍ରକ୍ରିୟା ଜାରି ରହିଛି। ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ବିନା ପରୀକ୍ଷାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ରହିଛି। ଜାଣନ୍ତୁ କିପରି କରିବେ ଆବେଦନ।

Pakistani actresses who played lead in bollywood movies
ବଲିଉଡ୍‌ରେ ଚକ୍‌ମା ଦେଖେଇଥିବା ୫ ପାକିସ୍ତାନୀ ହିରୋଇନ୍

ଅନେକ ଭାରତୀୟ ତାରକା ବିଦେଶୀ ଚଳଚ୍ଚିତ୍ରରେ ନିଜ ଭାଗ୍ୟ ପରୀକ୍ଷା କରୁଥିବାବେଳେ ଅନେକ ବିଦେଶୀ ଅଭିନେତା ମଧ୍ୟ ବଲିଉଡରେ ଭାଗ୍ୟ ପରୀକ୍ଷା କରିବାକୁ ଆସନ୍ତି। ପଡୋଶୀ ଦେଶ ପାକିସ୍ତାନର ଅନେକ ତାରକା ମଧ୍ୟ ବଲିଉଡ୍‌ ଚଳଚ୍ଚିତ୍ରରେ ଅଭିନୟ କରି ଚକ୍‌ମା ଦେଖେଇଛନ୍ତି। ସେମାନେ କିଏ ଆସନ୍ତୁ ଜାଣିବା...

Special diwali- bonus on 24th and 25th october for Drishyam 2
ଏହି ଦୁଇ ଦିନ 'ଦୃଶ୍ୟମ୍‌ ୨' ପାଇଁ ଟିକେଟ୍ କିଣିଲେ ମିଳିବ ଏହି ଅଫର୍

ବଲିଉଡ୍ ସଂକଟ ଦେଇ ଗତି କରୁଥିବା ବେଳେ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣିବା ପାଇଁ ନିର୍ମାତାମାନେ ଅନେକ ପ୍ରକାରର ଅଫର ଦେଉଛନ୍ତି। ବର୍ତ୍ତମାନ ନିର୍ମାତା ଅଜୟ ଦେବଗନଙ୍କ ଫିଲ୍ମ 'ଦୃଶ୍ୟମ୍‌ ୨'କୁ ନେଇ ଏମିତି କିଛି ଯୋଜନା କରିଛନ୍ତି। ଜାଣନ୍ତୁ ସେ କ’ଣ ଅଫର୍ ଦେଉଛନ୍ତି।

Man litting rocket by cigarette
ସିଗାରେଟ୍‌ରେ ରକେଟ୍ ବାଣ ଲଗେଇ ଧମାଧମ୍ ଛାଡିଲେ ବୃଦ୍ଧ

ଦୀପାବଳି ଅବସରରେ ଏକ ରୋଚକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି ରକେଟ୍ ଛାଡିବା ପାଇଁ ଭିନ୍ନ ଧରଣର ଉପାୟକୁ ଆପଣେଇ ନେଇଛନ୍ତି। ଏହାକୁ ଦେଖିଲେ ଆପଣ ବି ଡରିଯିବେ।

World Polio Day-2022 know everything about it
“ମା ଏବଂ ପିଲାଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ”

ଆଜି ବିଶ୍ୱ ପୋଲିଓ ଦିବସ। ଏହି ଅବସରରେ ଲୋକଙ୍କୁ ସଚେତନ କରିବା ପାଇଁ WHO ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ମାନିବା ସହିତ ପ୍ରତ୍ୟେକ ବ୍ୟକ୍ତି ପୋଲିଓ ଦୂର କରିବାରେ ସାହାଯ୍ୟ କରିବା ଉଚିତ।

Deepawali is not celebrated in these places of india, why
ଭାରତର ଏହି ଜାଗାରେ ପାଳନ ହୁଏନି ଦୀପାବଳି; କାହିଁକି

ଭାରତରେ ଆଲୋକର ପର୍ବ ଦୀପାବଳିକୁ ଖୁବ୍ ଧୁମ୍‌ଧାମରେ ପାଳନ କରାଯାଏ। କିନ୍ତୁ ଦେଶରେ ଏମିତି ଅନେକ ଜାଗା ଅଛି ଯେଉଁଠି ଏହି ପର୍ବକୁ ଲୋକେ ପାଳନ କରନ୍ତି ନାହିଁ। ଏହା ପଛରେ ରହିଛି ଅନେକ କାରଣ। ଆସନ୍ତୁ ନଜର ପକେଇବା।

Mental Illness Not Just Impacts The Mind, But Also The Heart
ମାନସିକ ଅଶାନ୍ତିରେ ରହୁଛନ୍ତି କି? କ’ଣ ଏହାର ପରିଣାମ.. ଆସିଲା ନୂଆ ତଥ୍ୟ…

ମାନସିକ ଅଶାନ୍ତି ଖାଲି ମନ ଉପରେ ପ୍ରଭାବ ପକାଏ ନାହିଁ, ଏହା ହୃଦୟ ଉପରେ ବି ପ୍ରଭାବ ପକାଏ। ଏପରିକି ହାର୍ଟ ଫେଲ୍ୱରର ବି ସମ୍ଭାବନା ଥାଏ। ଜାଣନ୍ତୁ କ’ଣ କହୁଛି ନୂଆ ଅନୁସନ୍ଧାନ।

Brahmastra part one shiva is releasing on ott platform
OTT ଦୁନିଆରେ ପ୍ରବେଶ କଲା 'ବ୍ରହ୍ମାସ୍ତ୍ର: ଶିବା'

ରଣବୀର କପୁର ଓ ଆଲିଆ ଭଟ୍ଟ ଅଭିନୀତ 'ବ୍ରହ୍ମାସ୍ତ୍ର: ଶିବା' ଓଟିଟି ଦୁନିଆରେ ପ୍ରବେଶ କରିଛି। ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରୁ ନିଜ ପସନ୍ଦର ଭାଷା ଚୟନ କରି ଦର୍ଶକମାନେ ଏହାକୁ ଦେଖିପାରିବେ। ନଭେମ୍ବର ୪, ୨୦୨୨ ରେ ଏହା ବଡ ପରଦାରେ ରିଲିଜ୍ ହୋଇଥିଲା।...

Here are 8 Safety Tips for Diwali
ଦୀପାବଳିକୁ ସୁରକ୍ଷିତ କରିବାକୁ ମାନନ୍ତୁ ଏହି ୮ ନିୟମ

ଦୀପାବଳିକୁ ଉପଭୋଗ କରିବା ପାଇଁ ସମସ୍ତେ ବାଣ ଫୁଟାନ୍ତି। ଏହି ଦିନ ଫୁଲଝରୀ, ଆକାଶ ଗୁଳି ଏବଂ ଅନ୍ୟାନ୍ୟ ବାଣ ସହିତ ଅନେକ ଆତସବାଜି ହୋଇଥାଏ। କିନ୍ତୁ କେତେକ ଅସାବଧାନତା ଦୁର୍ଘଟଣାର କାରଣ ହୋଇଥାଏ। ଏହିସବୁ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହି ୮ ନିୟମ ଉପରେ ନଜର ପକାନ୍ତୁ।

Prabhas has more than rs 1200 crore riding on his films
ଦୁଇ ଫ୍ଲପ୍ ଫିଲ୍ମ ପରେ ବି ପ୍ରଭାସଙ୍କ ହାତରେ ରହିଛି ୧୨୦୦ କୋଟିରୁ ଅଧିକ ଟଙ୍କାର ଫିଲ୍ମ

ଆଜିକାଲି ପାନ୍‌ ଇଣ୍ଡିଆ ସୁପର୍‌ଷ୍ଟାର୍ ପ୍ରଭାସ୍‌ଙ୍କ ଡିମାଣ୍ଡ କହିଲେ ନସରେ। ତାଙ୍କୁ ଏବେ ସବୁ ନିର୍ମାତା ନେବାକୁ ଇଛା କରୁଛନ୍ତି। ଏହା ଭିତରେ ସେ ୨ଟି ଫ୍ଲପ୍‌ ଫିଲ୍ମ ଦେଇଥିଲେ ବି ତାଙ୍କ ଉପରେ ଏହାର କୌଣସି ଫରକ ପଡିନି। ଏବେ ବି ତାଙ୍କ ହାତରେ ୧୨୦୦ କୋଟିରୁ...

Baahubali actor prabhas special birthday story
୬ ହଜାର ଝିଅ ଦେଇଥିଲେ ପ୍ରସ୍ତାବ; ସବୁକୁ ପ୍ରତ୍ୟାଖ୍ୟାନ କରିଥିଲେ ପ୍ରଭାସ

ଆଜି ‘ବାହୁବଲୀ’ ଫେମ୍ ପ୍ରଭାସଙ୍କ ଜନ୍ମଦିନ। ସେ ଏତେ ଝିଅଙ୍କ ହୃଦୟରେ ରାଜ୍ କରନ୍ତି ଯେ ଦିନେ ତାଙ୍କ ପାଖକୁ ଆସିଥିଲା ୬ ହଜାର ଝିଅଙ୍କ ପ୍ରସ୍ତାବ। ଏସବୁକୁ କିନ୍ତୁ ସେ ଗ୍ରହଣ କରି ନଥିଲେ। ହେଲେ କାହିଁକି ଆସନ୍ତୁ ଜାଣିବା।

Dog Sits Outside House For Weeks After Owner Abandons Him
ସେ ଜାଣିନି ମାଲିକ ତାକୁ ତଡିଦେଇଛି, ୧୫ ଦିନ ହେଲା ଘର ବାହାରେ ଜଗିଛି

ମାଲିକ ସିନା ପର କରିଦେଲା, ହେଲେ ସେ ଏତେ ବିଶ୍ୱସ୍ତ ଯେ ପାରିଲାନି ଦୂର କରି। ମାଲିକର ଏହି ଆଚରଣକୁ ସେ ବୁଝିପାରିଲାନି। ଦୁଇ ସପ୍ତାହ ଧରି ଘର ବାହାରେ ସେମିତି ଜଗି ରହିଲା। ଆସନ୍ତୁ ଜାଣିବା ପୂରା କାହାଣୀ।

Hollywood filmmaker wants remake rights of Sanak
ହଲିଉଡ୍‌ରୁ ଆସିଲା ଅଫର୍; ରିମେକ୍ ହେବ ବଲିଉଡ୍‌ର ଏହି ଫିଲ୍ମ

ହଲିଉଡ୍‌ରେ ରିମେକ୍ ହେବ ବଲିଉଡ୍‌ର ଏକ ଫିଲ୍ମ। ଏନେଇ ଆମେରିକାରୁ ଆସିଛି ଅଫର୍। ଏନେଇ ଏହି ଫିଲ୍ମର ନିର୍ମାତା ଭିପୁଲ ଅମ୍ରୁତଲାଲ୍ ଶାହାଙ୍କ ଖୁସି କହିଲେ ନ ସରେ। ଏହା କେଉଁ ଫିଲ୍ମ ଜାଣିବା ପାଇଁ ଦେଖନ୍ତୁ…

Girl from Pak undergoes bone marrow transplant in India
କୁନି ଝିଅ ପାଖରେ ହାର ମାନିଲା ଭାରତ-ପାକ୍ ଶତ୍ରୁତା

ଭାରତ ପାକିସ୍ତାନ ଶତ୍ରୁତା ବିଷୟରେ କିଏ ନ ଜାଣେ। ଉଭୟ ଦେଶର ଲୋକେ ପରସ୍ପରକୁ ଘୃଣା ଚକ୍ଷୁରେ ଦେଖିବା ସ୍ୱାଭାବିକ ହୋଇଯାଇଛି। କିନ୍ତୁ ଏକ କୁନିଝିଅ ଆଗରେ ଏସବୁ ଫିକା ପଡିଯାଇଛି । ଜାଣନ୍ତୁ ପୂରା ଖବର…

Jio chairman Akash Ambani launched jio 5g services
ଜିଓର ଦୀପାବଳି ଭେଟି; ଆରମ୍ଭ ହେଲା 5G ସେବା

ଦୀପାବଳି ଅବସରରେ ଜିଓ ଗ୍ରାହକଙ୍କୁ ଦେଇଛି ଭେଟି। ଆରମ୍ଭ କରିଛି 5G ସେବା। ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ଜିଓ 5G ସେବା ଆରମ୍ଭ କରିଛନ୍ତି। ଜାଣନ୍ତୁ କେଉଁଠି ଆରମ୍ଭ ହେଲା…

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।