• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Tea with a shot of old monk goes viral in goa
ଏଇଠି ମିଳୁଛି ‘ଓଲ୍ଡ ମଙ୍କ୍‌ ଟି’; କିଏ କହୁଛି ଚମତ୍କାର, କିଏ କହୁଛି ସ୍ୱାଦିଷ୍ଟ

ଆପଣ କେବେ ମଦ୍ୟ ଚା’ ବିଷୟରେ ଶୁଣିଛନ୍ତି କି? ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠି ମିଳୁଛି ଏହି ଚା’। ଏହାର ନାଁ ରହିଛି ‘ଓଲ୍ଡ ମଙ୍କ୍‌ ଟି’। ଜାଣନ୍ତୁ କେଉଁଠି ମିଳୁଛି।

Varun Dhawan reveals as he battling vestibular hypofunction
ଏହି ରୋଗ ସହ ଲଢୁଛନ୍ତି ବରୁଣ ଧାୱନ; ସନ୍ତୁଳନ ହରାଇଲେଣି

ବରୁଣ ଧାୱନଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର। ଏକ ଅଦ୍ଭୁତ ରୋଗ ସହ ଲଢୁଛନ୍ତି ସେ। ହରେଇବସିଲେଣି ନିଜର ସନ୍ତୁଳନ କ୍ଷମତା। କଠିନ ପରିଶ୍ରମ ଯୋଗୁଁ ଏପରି ହେଉଥିବା ସେ କହିଛନ୍ତି।

Rishab shetty got offers from bollywood and said not want to make films
ବଲିଉଡ୍‌କୁ ନା କଲେ 'କାନ୍ତାରା' ଷ୍ଟାର୍‌ ଋଷଭ ଶେଟ୍ଟୀ

ବଲିଉଡ୍‌ ଅଫର୍ ପାଇଁ ପ୍ରତ୍ୟାଖ୍ୟାନ କଲେ କନ୍ନଡ ଷ୍ଟାର୍ ଋଷଭ ଶେଟ୍ଟୀ। ସେ ବଲିଉଡ୍‌ରେ କାମ କରିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି। ଜାଣନ୍ତୁ ବଲିଉଡ୍ ଷ୍ଟାର୍‌ଙ୍କୁ ନେଇ ସେ କ’ଣ କହିଛନ୍ତି।

Homeless Man Feed A Thirsty Dog
ପାଖରେ ଫଟା ପାହୁଲା ନାହିଁ, ସମସ୍ତେ କହୁଛନ୍ତି ଦୁନିଆର ସବୁଠୁ ଧନୀ ମଣିଷ...ଦେଖନ୍ତୁ ଭିଡିଓ...

ଗରିବ ପାଖରେ ଦେଖାଯାଇଛି ମାନବିକତା। କିଏ କହୁଛି ଇଏ ହେଉଛି ପ୍ରକୃତ ଧନୀ ତ କିଏ କହୁଛି କେବଳ ଗରିବମାନେ ହିଁ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

How to delete gmail messages in bulk on your mobile
Gmail ଆକାଉଣ୍ଟରୁ କିପରି ଏକାଧିକ ଅଦରକାରୀ ମେସେଜ୍ ଡିଲିଟ୍ କରିବେ

Gmai ଆକାଉଣ୍ଟରେ ଅଦରକାରୀ ବାର୍ତ୍ତା ଭର୍ତ୍ତି ହୋଇଗଲେ ଗୁଗୁଲ୍ ଡ୍ରାଇଭରେ ବହୁତ ସ୍ଥାନ ନେଇପାରନ୍ତି। ଏପରି ପରିସ୍ଥିତିରେ ଏ ସବୁକୁ ଏକାବେଳେ ଡିଲିଟ୍ କରିବାକୁ ଜାଣନ୍ତୁ ପ୍ରକ୍ରିୟା।

Pakistani actress will marry zimbabwean guy they beat india amid ind vs zim t20 world cup
ଜିମ୍ବାୱେ ଟିମ୍ ଭାରତକୁ ପରାସ୍ତ କରିବା କଥା କହି ଟ୍ରୋଲ୍ ହେଲେ ଏହି ଅଭିନେତ୍ରୀ

ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାରୀ ଆଗାମୀ ଭାରତ-ଜିମ୍ବାୱେ ଟି-୨୦ ମ୍ୟାଚ୍‌କୁ ନେଇ ଟ୍ୱିଟ୍ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତକୁ ଜିମ୍ବାୱେ ହରେଇବା କଥା ସେ କହିଛନ୍ତି।

Odisha OSSC CGL Recruitment 20 22
ଓଡିଶାରେ ସରକାରୀ ଚାକିରି; ଭର୍ତ୍ତିହେବେ ୯୪୩ ଜଣ ପ୍ରାର୍ଥୀ

OSSC ଦ୍ୱାରା ସରକାରୀ ଚାକିରି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ପରୀକ୍ଷା ମାଧ୍ୟମରେ ମୋଟ ୯୪୩ ଜଣ ପ୍ରାର୍ଥୀ ନିଯୁକ୍ତ ହେବେ। ଜାଣନ୍ତୁ କିପରି କରିବେ ଆବେଦନ।

These 10 south stars follow no shave November
ଏମାନେ ପାଳନ କରନ୍ତି 'ନୋ-ସେଭ୍ ନଭେମ୍ବର'; କାଟନ୍ତି ନାହିଁ ନିଶ-ଦାଢି

ବିଜୟ ଦେବରକୋଣ୍ଡାଙ୍କ ଠାରୁ ଆରମ୍ଭ କରି କେଜିଏଫ୍ ଷ୍ଟାର୍ ୟଶ୍ ସମେତ ଅନେକ ସାଉଥ୍‌ କଳାକାରଙ୍କୁ ଆମେ ନିଶ ଦାଢିରେ ଦେଖୁ। ଏମାନେ ନଭେମ୍ବର ମାସରେ ଶେଭ୍ ହୁଅନ୍ତି ନାହିଁ। ଏହା ପଛରେ ରହିଛି ନିଆରା କାରଣ। ତେବେ ଆସନ୍ତୁ ସେହି କଳାକାରମାନଙ୍କ ବିଷୟରେ ଜାଣିବା ଯେଉଁମାନେ ‘ନୋ...

Japan people purchase land for burial and shop for funeral for won death
ଏଠି ନିଜ ମୃତ୍ୟୁ ପାଇଁ କିଣନ୍ତି କଫିନ୍ ଆଉ କବର ସ୍ଥାନ

ମୃତ୍ୟୁ ନାଁ ଶୁଣିଲେ ଲୋକେ ତ ଡରନ୍ତି। ଏହା ବିଷୟରେ ଆଲୋଚନା କରିବା ତ ଦୂରର କଥା ଏହି ଶବ୍ଦକୁ ଅଶୁଭ ବୋଲି ମଧ୍ୟ ମାନନ୍ତି। ହେଲେ ଏମିତି ଏକ ଜାଗା ଅଛି ଯେଉଁଠି ନିଜ ମୃତ୍ୟୁ ପାଇଁ ସଜବାଜ ହୁଅନ୍ତି ଲୋକେ ଆଉ ଅପେକ୍ଷା କରନ୍ତି ସେହି...

Predictions of baba vanga earth orbit to change
୨୦୨୩କୁ ନେଇ ବାବା ଭେଙ୍ଗାଙ୍କ ପୂର୍ବାନୁମାନ; ପୃଥିବୀର ହେବ ପରିବର୍ତ୍ତନ

ପୂର୍ବରୁ ମହିଳା ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଥିବା ବେଳେ ୨୦୨୩କୁ ନେଇ ସେ କରିଛନ୍ତି ଭୟଙ୍କର ପୂର୍ବାନୁମାନ। ହଜାର ହଜାର ଲୋକଙ୍କ ମୃତ୍ୟୁ ହେବ ବୋଲି ସେ କହିଛନ୍ତି। ଆଉ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

Indonesia playboy king set to marry for 88th time
କରିସାରିଲେଣି ୮୭ ବିବାହ; ଏବେ ପୁଣି ପ୍ରସ୍ତୁତି...

ଅନେକ ବିବାହିତ ବ୍ୟକ୍ତି ସେମାନଙ୍କ ବିବାହକୁ ନେଇ ଅନୁତାପ କରୁଥିବା ଶୁଣାଯାଏ। ଗୋଟିଏ ସମ୍ପର୍କକୁ ବଜାୟ ରଖିବାକୁ ନେଇ ସେମାନେ ବିବ୍ରତ ହୋଇ ପଡନ୍ତି। କିନ୍ତୁ ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଜୀବନରେ ଅନେକ ବିବାହ କରିଛନ୍ତି। ଜଣେ ବ୍ୟକ୍ତି ୮୮ତମ ବିବାହ କରିବାକୁ ଯାଉଛନ୍ତି।

Miss argentina mariana varela married miss Puerto rico fabiola valentin
୨ ବର୍ଷ ଗୁପ୍ତ ଡେଟିଂ ପରେ ବାହା ହେଲେ ଦୁଇ ସୁନ୍ଦରୀ

ବିବାହ ଏକ ପବିତ୍ର ବନ୍ଧନ ହୋଇଥିବା ବେଳେ ଏନେଇ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ହୃଦୟ ମିଶିଥାଏ। କିନ୍ତୁ ୨ ନାମକରା ସୁନ୍ଦରୀ ପରସ୍ପରଙ୍କୁ ବିବାହ କରିବା ନିଶ୍ଚିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ଆସନ୍ତୁ ଜାଣିବା କିଏ ସେମାନେ…

What is difference between ppf-epf-gpf plans
PPF, EPF, GPF ମଧ୍ୟରେ କ’ଣ ପାର୍ଥକ୍ୟ, କ’ଣ ଫାଇଦା

ବଜାରରେ ଉପଲବ୍ଧ ବିଭିନ୍ନ ଅବସର ଯୋଜନାକୁ ନେଇ ଆପଣ ଦ୍ୱନ୍ଦ୍ୱରେ ଅଛନ୍ତି କି? PPF, EPF, GPFର ମାନେ କ’ଣ, ଏଥିରେ କ’ଣ ରହିଛି ସୁବିଧା ଏସବୁ ବିଷୟରେ ଅଜଣା ଅଛନ୍ତି କି? ତେବେ ଆସନ୍ତୁ ଜାଣିବା।

Most expensive 5 things of Shah Rukh Khan
ଶାହାରୁଖଙ୍କ ଏହି ୫ ମହଙ୍ଗା ଜିନିଷର ଦାମ୍ ଆପଣଙ୍କ ହୋସ୍ ଉଡ଼େଇ ଦେବ

ଆଜି ବଲିଉଡ୍ ବାଦଶାହ ସୁପରଷ୍ଟାର ଶାହାରୁଖ ଖାନଙ୍କ ଜନ୍ମଦିନ। ତାଙ୍କ ପାଖରେ ଏମିତି ଅନେକ ଦାମୀ ଜିନିଷ ଅଛି , ଯାହାକୁ ସେ କେବଳ ଉପଭୋଗ କରୁ ନାହାନ୍ତି ଏଥିରୁ କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। ଆସନ୍ତୁ ଜାଣିବା…

How Aishwarya Rai became daughter in law of Bachchan family
ଐଶ୍ୱର୍ଯ୍ୟା କେମିତି ହେଲେ ବଚ୍ଚନ ପରିବାରର ବୋହୂ

ବଚ୍ଚନ ପରିବାରର ବୋହୂ ହେବା ପୂର୍ବରୁ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ସଲମାନ ଖାନ୍ ଓ ବିବେକ ଓବେରାୟଙ୍କ ସହ ଥିବା ଚର୍ଚ୍ଚା ହେଉଥିଲା। ସେହିପରି ଐଶ୍ୱର୍ଯ୍ୟାଙ୍କ ହାତ ଧରିବା ପୂର୍ବରୁ ଅଭିଷେକ ବଚ୍ଚନଙ୍କର ମଧ୍ୟ କରିସ୍ମା କପୁରଙ୍କ ସହ ଏନ୍‌ଗେଜ୍‌ମେଣ୍ଟ୍ ହୋଇଯାଇଥିଲା। ଆଜି ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ। ତେବେ ଚାଲନ୍ତୁ ଜାଣିବା...

Heart stopped for 17 minutes after three months back home
ଚମତ୍କାର…ଜନ୍ମରୁ ୧୭ ମିନିଟ୍ ପାଇଁ ବନ୍ଦ ହୋଇଗଲା ଶ୍ୱାସକ୍ରିୟା; ୩ ମାସ ପରେ ଘରକୁ ଫେରିଲା

ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏକ ଅପରିପକ୍ୱ ଶିଶୁର ହୃଦୟର ସ୍ପନ୍ଦନ ୧୭ ମିନିଟ୍ ପାଇଁ ବନ୍ଦ ହୋଇଗଲା। ଡାକ୍ତରମାନେ ଆଶା ଛାଡିଦେଇଥିଲେ। କିନ୍ତୁ ଏମିତି ଚମତ୍କାର ହେଲା ଯେ ୩ ମାସ ପରେ ଶିଶୁଟି ଘରକୁ ଫେରିଲା।

SBI Clerk Admit Card 2022 released
ଜାରି ହେଲା SBI କ୍ଲର୍କ ପ୍ରିଲିମିନାରୀ ପରୀକ୍ଷାର ଆଡମିଟ୍ କାର୍ଡ

SBI ରେ କ୍ଲର୍କ ପଦବୀ ପାଇଁ ପ୍ରିଲିମିନାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀଙ୍କ ପାଇଁ ବଡ ଖବର। ଏସ୍‌ବିଆଇ କ୍ଲର୍କ ପ୍ରିଲିମସ୍ ଆଡମିଟ୍ କାର୍ଡ ୨୦୨୨ ର ଡାଉନଲୋଡ୍ ପାଇଁ ୩୦ ଅକ୍ଟୋବର ରବିବାର ଦିନ ଲିଙ୍କ୍ ବ୍ୟାଙ୍କ ଦ୍ୱାରା ଜାରି ହୋଇଛି।

Adipurush postponed to summer after severe backlash
ଘୁଞ୍ଚିଲା ‘ଆଦିପୁରୁଷ’ର ରିଲିଜ୍‌ ତାରିଖ; ଜାଣନ୍ତୁ କେବେ ପରଦାକୁ ଆସିବ

‘ଆଦିପୁରୁଷ’ର ଟିଜର ରିଲିଜ୍‌ ହେବା ପରେ ଏହା ବିବାଦ ଘେରକୁ ଆସିଥିଲା। ରାବଣ ଓ ହନୁମାନଙ୍କ ଲୁକ୍‌ ଲୋକଙ୍କୁ ପସନ୍ଦ ଆସିନି। ଟ୍ରୋଲ୍ ପରେ ଡରିଗଲେ କି ନିର୍ମାତା। ଘୁଞ୍ଚିଲା ରିଲିଜ୍‌ ତାରିଖ।

EPFO new guidelines for pensioners
ପେନ୍‌ସନ୍‌ଭୋଗୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍; ଜାଣନ୍ତୁ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ପାଇଁ କେମିତି କରିବେ ଆବେଦନ

EPFO ପେନ୍‌ସନ୍‌ଭୋଗୀଙ୍କ ପାଇଁ ଆଣିଲା ନୂଆ ଗାଇଡ୍‌ଲାଇନ୍। ଏବେ ପେନ୍‌ସନ୍‌ଭୋଗୀମାନେ ଡିଜିଟାଲ୍ ମାଧ୍ୟମରେ ସେମାନଙ୍କର ଜୀବନ ପ୍ରମାଣ ପତ୍ର କିମ୍ବା ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।

Know 10 things about Sardar Vallabhbhai Patel
କାହିଁକି ହେଲେ ଲୌହ ମାନବ; କିଏ ଦେଲା ସର୍ଦ୍ଦାର ଉପାଧି

ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୭ ତମ ଜନ୍ମ ବାର୍ଷିକୀ। ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ତାଙ୍କୁ କିଏ ପ୍ରଥମେ ଲୌହ ମାନବ ଓ ସର୍ଦ୍ଦାର ଭାବେ ଡାକିଲେ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।