• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Christmas day 2022
Christmas Day 2022: ଖ୍ରୀଷ୍ଟମାସରେ କେକ୍, ଘଣ୍ଟି, ମହମବତୀ, ମୋଜାର କ’ଣ ରହିଛି ମହତ୍ୱ

ଆଜି ଖ୍ରୀଷ୍ଟମାସ ବା ବଡଦିନ। ଏହିଦିନ କେକ୍, ଘଣ୍ଟି, ମହମବତୀ, ମୋଜା ଆଦିର ବିଶେଷ ମହତ୍ୱ ରହିଛି। ତେବେ ଆସନ୍ତୁ ଜାଣିନେବା ଏହି ଉତ୍ସବରେ ଏ ସବୁକୁ କାହିଁକି ବ୍ୟବହାର କରି ଘର ସଜ୍ଜାଯାଏ।

Santa clause gets arrested in australia
ଏକ ଷ୍ଟୋର୍‌ରୁ ସାଣ୍ଟାକୁ ଗିରଫ କଲା ପୋଲିସ୍

ଛୁଟିଦିନ ନିଆରା ହୋଇଥାଏ। ପିଇବା ଏବଂ ଗାଡି ଚଳାଇବା ଠାରୁ ଆରମ୍ଭ କରି ମଜ୍ଜାଳିଆ ଖେଳ ପର୍ଯ୍ୟନ୍ତ, ଏହି ଛୁଟିଦିନଗୁଡିକରେ ଦେଖିବାକୁ ମିଳେ। ଏମିତି ଏକ ଘଟଣା ଅଷ୍ଟ୍ରେଲିଆରେ ଘଟିଛି। ସାଣ୍ଟା ପରି ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି।

Pathaan set to be the first Indian film to get ice theatre release
ବିବାଦ ପରେ ବି ସଫଳତାର ସିଡି ଚଢିଚାଲିଛି ‘ପଠାନ୍’; ରଚିବ ଇତିହାସ

‘ପଠାନ୍’ର ଗୀତ 'ବେଶରମ୍ ରଙ୍ଗ୍' ରିଲିଜ୍ ହେବା ପର ଠାରୁ ବିବାଦ ପିଛା ଛାଡୁନି। ଏହି ଗୀତରେ ଦୀପିକା ପାଦୁକୋନଙ୍କ ବିକିନିର ରଙ୍ଗ ହିଁ ଅଡୁଆ ସୃଷ୍ଟି କରିଛି। ଶାହରୁଖକୁ ଟାର୍ଗେଟ୍ କରାଯାଉଛି। ଏହାରି ଭିତରେ କିନ୍ତୁ ଶାହରୁଖ ଫ୍ୟାନ୍‌ଙ୍କ ପାଇଁ ଆସିଛି ଖୁସି ଖବର। ଜାଣନ୍ତୁ…

These celebrities leave you shocked in these yoga spooky poses photos
ଗ୍ଲାମର୍‌ ଦୁନିଆର ୫ ଫ୍ଲେକ୍ସିବଲ୍ ଗାର୍ଲ; ଯୋଗରେ ସମସ୍ତଙ୍କୁ ପଛରେ ପକେଇଦେବେ

ସେ ଚଳଚ୍ଚିତ୍ର ହେଉ କି ଟିଭି ଇଣ୍ଡଷ୍ଟ୍ରି, ଗ୍ଲାମର୍‌ ସହ ଜଡିତ ଅଭିନେତ୍ରୀମାନେ ସେମାନଙ୍କ ଫିଟ୍‌ନେସ୍‌ ପ୍ରତି ସବୁବେଳେ ସଚେତନ ଥାଆନ୍ତି। ଅଭିନୟ ସହିତ ସେମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ କେବେ ବି ଭୁଲନ୍ତି ନାହିଁ। ତେବେ ଆସନ୍ତୁ ସେହି ଫିଟ୍‌ନେସ୍ ପ୍ରେମୀ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା,...

Why is national consumers right day
କାହିଁକି ପାଳନ ହେଉଛି “ଜାତୀୟ ଖାଉଟି ଅଧିକାର ଦିବସ”

ଭାରତରେ ପ୍ରତିବର୍ଷ ଡିସେମ୍ବର ୨୪ରେ “ଜାତୀୟ ଖାଉଟି ଅଧିକାର ଦିବସ” ପାଳନ କରାଯାଏ। କ’ଣ ଏହାର ଉଦ୍ଦେଶ୍ୟ, ଏହା ପଛରେ କ’ଣ ରହିଛି ଇତିହାସ, କ’ଣ ରହିଛି ନିୟମ ଜାଣିବା ପାଇଁ ପଢନ୍ତୁ।

Bomb cyclone alert in US, thousands of flights
ଆମେରିକାରେ 'ବମ୍ ସାଇକ୍ଲୋନ୍' ଆଲର୍ଟ; ହଜାର ହଜାର ଫ୍ଲାଇଟ୍ ବାତିଲ

ଖ୍ରୀଷ୍ଟମାସ ମଧ୍ୟରେ ଆମେରିକାରେ ବମ୍ ସାଇକ୍ଲୋନ୍ ବିପଦ ଦେଖାଦେଇଛି। ବାତ୍ୟା ବିପଦକୁ ଦୃଷ୍ଟିରେ ରଖି ପାଞ୍ଚ ହଜାରରୁ ଅଧିକ ବିମାନ ବାତିଲ କରାଯାଇଛି। ଏହା ଖୁବ ଭୟଙ୍କର ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Car Covers 1,000 Km In Single Charge
କାର୍ କଲା ବିଶ୍ୱ ରେକର୍ଡ! ଥରେ ଚାର୍ଜ ହେଲେ ଯିବ ୧୦୦୦କିମି

ଭେଇକିଲ୍ ପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର। ଖୁବ୍ ଶୀଘ୍ର ଏଭଳି ଏକ ଇଲେକ୍ଟ୍ରିକ୍ କାର୍ ବଜାରକୁ ଆସୁଛି ଯାହାର ରେଞ୍ଜ୍‌ ଖୁବ୍ ଜବରଦସ୍ତ ହେବ। ଏହା ଥରେ ଚାର୍ଜ ହେଲେ ୧୦୦୦କିମି ପର୍ଯ୍ୟନ୍ତ ଚାଲିପାରିବ। ଆସନ୍ତୁ ଜାଣିବା ଏହି କାର୍ ବିଷୟରେ।

Ranu mandal made a video on a romantic song
ଯୁବକଙ୍କ ସହ ରୋମାଣ୍ଟିକ୍ ମୁଡ୍‌ରେ ରାନୁ ମଣ୍ଡଳ; ଭିଡିଓ ହେଲା ଭାଇରାଲ୍

ପୁଣି ଭାଇରାଲ୍ ହେଲେ ରାନୁ ମଣ୍ଡଳ। ଜଣେ ଯୁବକଙ୍କ ସହ ରୋମାଣ୍ଟିକ୍ ମୁଡ୍‌ରେ ରାନୁ ମଣ୍ଡଳଙ୍କର ଭିଡିଓ ଭାଇରାଲ୍ ହେଉଛି। ଯୁବକ ଜଣଙ୍କ ବାଇକ୍ ଆଗରେ ବସିଥିବା ବେଳେ ରାନୁ ତାଙ୍କ ବାଇକ୍ ପଛରେ ବସିଛନ୍ତି। ଦେଖନ୍ତୁ ଏହି ଭିଡିଓ…

A village in india where not girls but boys go to their in laws after marriage
ଭାରତରେ ଅଛି ଏମିତି ଗାଁ, ଯେଉଁଠି ପୁଅ ଯାଏ ଶଶୁର ଘର

ବିବାହ ପରେ ଝିଅମାନେ ଶାଶୁ ଘରକୁ ଯିବା ଏକ ସାଧାରଣ କଥା। କିନ୍ତୁ କାଁ ଭାଁ ଯେଉଁଠି ବିବାହ ପରେ ପୁଅମାନେ ଆସି ଶଶୁର ଘରେ ରୁହନ୍ତି ତାଙ୍କୁ ‘ଘରଜ୍ୱାଇଁ’ ବୋଲି କୁହାଯାଏ। ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ସମସ୍ତେ ‘ଘରଜ୍ୱାଇଁ’। ଏହି ପରମ୍ପରା କାହିଁକି...

Engineer Becomes First Indian Man To Receive The Arjuna Award For Mallakhamb
ଯୁବ ଇଞ୍ଜିନିୟରଙ୍କ କମାଲ; ପୁରୁଷ 'ମଲ୍ଲଖମ୍ବ'ରେ ଜିତିଲେ ପ୍ରଥମ ଅର୍ଜୁନ ପୁରସ୍କାର

କମାଲ କଲେ ଯୁବ ଇଞ୍ଜିନିୟର। ଭାରତୀୟ ପୁରୁଷ ଭାବେ 'ମଲ୍ଲଖମ୍ବ'ରେ ପାଇଲେ ପ୍ରଥମ ଅର୍ଜୁନ ପୁରସ୍କାର। ଖୁସିରେ ପରିବାର ସହିତ ମୁଖ୍ୟ ପ୍ରଶିକ୍ଷକ ସୁନୀଲ ଗଙ୍ଗାୱଣେ।

Youth arrested  with stolen pistol in delhi
ସାଙ୍ଗମାନଙ୍କୁ ପ୍ରଭାବିତ କରିବାକୁ ବାପାଙ୍କ ବନ୍ଧୁକ ନେଇ ପାର୍ଟିକୁ ଗଲେ, ତା’ପରେ...

ଦିଲ୍ଲୀ ପୋଲିସ୍ ସୋମବାର ଜଣେ ୨୨ ବର୍ଷର ଯୁବକଙ୍କୁ ଗିରଫ କରିଛି, ଯିଏ ତାଙ୍କ ବାପାଙ୍କ ଗୁଳି ଭର୍ତ୍ତି ବନ୍ଧୁକକୁ ନେଇ ଏକ ପାର୍ଟିକୁ ଯାଇଥିଲେ। ଆଉ ତା ପରେ...

Golden chance to become an officer in indian-army-air-force-navy
ସେନା, ବାୟୁସେନା ଏବଂ ନୌସେନାରେ ଅଧିକାରୀ ହେବାର ସୁବର୍ଣ୍ଣ ସୁଯୋଗ; ଆଜିଠୁ ଆବେଦନ

ୟୁପିଏସ୍‌ସି ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ଅଧିକାରୀ ପଦବୀ ପୂରଣ କରିବାକୁ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୩୪୧ଟି ପଦବୀ ପୂରଣ ହେବ।

Shahrukh Khan got placed top 50 greatest actors of the world
‘ପଠାନ୍’ ରିଲିଜ୍ ହେବା ପୂର୍ବରୁ ସଫଳତା; ଦୁନିଆର ଟପ୍ ୫୦ କଳାକାର ତାଲିକାରେ ଶାହରୁଖ୍‌

‘ପଠାନ୍’ର ବିବାଦ ଭିତରେ ଶାହରୁଖ୍‌ ଖାନ୍‌ଙ୍କୁ ମିଳିଲା ବଡ ସଫଳତା। ଦୁନିଆର ଟପ୍ ୫୦ ବଡ କଳାକାରଙ୍କ ଭିତରେ ସ୍ଥାନ ପାଇଛନ୍ତି ଶାହରୁଖ୍‌। ବିବାଦ ପରେ ବି ଲୋକପ୍ରିୟତାରେ କୌଣସି କ୍ଷତି ଆସିନି।

Mahant paramhans acharya warning shah rukh khan to kill burn alive
ଶାହରୁଖ ଖାନଙ୍କୁ ପରମହଂସଙ୍କ ଧମକ; କହିଲେ ଜୀଅଁନ୍ତା ଜାଳିଦେବେ

ଶାହରୁଖ ଖାନଙ୍କୁ ଧମକ। 'ପଠାନ'କୁ ନେଇ 'ଅଯୋଧ୍ୟାର ସନ୍ଥ' ଶାହରୁଖ ଖାନଙ୍କ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମହନ୍ତ ପରମହଂସ ଆଚାର୍ଯ୍ୟ କହିଛନ୍ତି ଯେ ଯଦି ସେ ଶାହରୁଖ ଖାନଙ୍କୁ କେବେ ଭେଟନ୍ତି ତେବେ ସେ ତାଙ୍କୁ ଜୀବନ୍ତା ଜାଳିଦେବେ।

Bollywood becomes the fourth highest earning cinema
Year Ending: ୨୦୨୨ର ୪ ସଫଳ ଭାରତୀୟ ଫିଲ୍ମ; ଚତୁର୍ଥ ସ୍ଥାନରେ ବଲିଉଡ୍‌ର ଏହି ଫିଲ୍ମ

ଚଳିତ ବର୍ଷ ବଲିଉଡ୍‌କୁ ବିଶେଷ କିଛି ଦେଇନି ଫିଲ୍ମ ଇଣ୍ଡଷ୍ଟ୍ରି। କିନ୍ତୁ ଏହାରି ଭିତରେ କିଛି ବଲିଉଡ୍ ଚଳଚ୍ଚିତ୍ର ଚମତ୍କାର କରିବାରେ ସକ୍ଷମ ହୋଇଛି। ପ୍ରଥମ ସ୍ଥାନରେ କନ୍ନଡ ଫିଲ୍ମ ଥିବାବେଳେ ଚତୁର୍ଥ ସ୍ଥାନରେ ବଲିଉଡ୍‌ର ଏହି ଫିଲ୍ମ ରହିଛି।

Know interesting facts about Govinda
Happy Birthday: ଗୋବିନ୍ଦା ଜନ୍ମ ହେବାବେଳେ ତାଙ୍କ ବାପା ତାଙ୍କୁ କୋଳକୁ ନେଇ ନଥିଲେ; କାରଣ…

ବଲିଉଡ୍‌ର ଜଣେ ଜଣାଶୁଣା ନା’ ହେଲା ଗୋବିନ୍ଦା। ଆଜି ସେ ତାଙ୍କର ୫୯ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ପିଲାଦିନ ଖୁବ ଦାରିଦ୍ର୍ୟରେ କଟିଥିଲା। ଜନ୍ମବେଳେ ତାଙ୍କ ବାପା ତାଙ୍କୁ କୋଳକୁ ମଧ୍ୟ ନେଇ ନଥିଲେ। ଇଂଲିଶ ଜାଣି ନଥିବାରୁ ଚାକିରି ମିଳି ନଥିଲା। ଆସନ୍ତୁ ଜାଣିବା ତାଙ୍କ...

Woman can not cross the road as she could turn into human statue
ଅଜବ ରୋଗ; ଚାଲୁ ଚାଲୁ ପଥର ହୋଇଯାଉଛନ୍ତି ମହିଳା

ଏ ଦୁନିଆରେ ଏମିତି ଜଣେ ମହିଳା ଅଛନ୍ତି ଯିଏ ରାସ୍ତା ପାର ହେବାକୁ ବି ଡରୁଛନ୍ତି। ରାସ୍ତାରେ ଚାଲୁ ଚାଲୁ ସେ ପଥର ହୋଇଯାଆନ୍ତି। ତାଙ୍କୁ ‘ଷ୍ଟିଫ୍ ପର୍ସନ୍ ସିଣ୍ଡ୍ରୋମ୍’ ହୋଇଥିବା ଜଣାଯାଇଛି। କ’ଣ ଏହି ସମସ୍ୟା…

Deepika Padukones bikini designer Shalina Nathani is also hot
ଦୀପିକାଙ୍କ ଡ୍ରେସ୍ ଡିଜାଇନର୍‌ଙ୍କ ବୋଲ୍ଡସେନ୍ସ ଆଗରେ ବି ଫିକା ପଡିଯିବେ ବଲିଉଡ୍ ଅଭିନେତ୍ରୀ

‘ବେଶରମ୍‌ ରଙ୍ଗ୍‌’ ଗୀତରେ ଦୀପିକାଙ୍କ ଡ୍ରେସ୍‌ ଡିଜାଇନିଂ କରିଥିବା ଶାଲୀନା ନଥାନୀ ମଧ୍ୟ କମ ନୁହଁନ୍ତି। ତାଙ୍କ ବୋଲ୍ଡସେନ୍ସ ଆଗରେ ବଲିଉଡ୍‌ ତାରକା ମଧ୍ୟ ଫିକା ପଡିଯିବେ। ନଥାନୀ ନିଜେ ମଧ୍ୟ ବହୁତ ଷ୍ଟାଇଲିସ୍ ଡ୍ରେସ୍‌ ପିନ୍ଧନ୍ତି। ତାଙ୍କ ପୋଷାକ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Arjun kapoor tabbu and radhika madan movie kuttey trailer release
ରିଲିଜ୍ ହୋଇଛି ‘କୁତ୍ତେ’‌ର ଟ୍ରେଲର୍; ମୁହଁରେ ଗାଳି, ମନରେ ପ୍ରତିଶୋଧ

ରିଲିଜ୍ ହୋଇଛି ଆସମାନ ଭରଦ୍ୱାଜଙ୍କ ଫିଲ୍ମ 'କୁତ୍ତେ'ର ଟ୍ରେଲର। ଯଦି ଏହାର ଭିଡିଓ ଆପଣ ଦେଖିବାକୁ ଚାହୁଛନ୍ତି ତେବେ ଇୟରଫୋନ୍ ବ୍ୟବହାର କରନ୍ତୁ। ଏହି ଫିଲ୍ମରେ ଆପଣ ଆପଣଙ୍କ ପ୍ରିୟ କଳାକାରଙ୍କ ମୁହଁରୁ ଖରାପ ଗାଳି ହିଁ ଶୁଣିବେ।

Tv Actor and Bollywood celebrities death in 2022
Year Ending : ୨୦୨୨ରେ ଏହି ଅଭିନେତା ଓ କଳାକାରଙ୍କ ମୃତ୍ୟୁ ଆଖିକୁ ଛଳ ଛଳ କରିଛି

ଆଉ କେଇଟା ଦିନ ପରେ ୨୦୨୨ ଆମଠୁ ବିଦାୟ ନେବ। ଏହାର କିନ୍ତୁ କିଛି ଖଟା-ମିଠା ସ୍ମୃତି ସବୁବେଳେ ଆମ ସହିତ ରହିଯିବ। ଏହି ବର୍ଷ କିଛି ଭଲ ସ୍ମୃତି ସାଉଁଟିଥିବା ବେଳେ, କିଛି ଦୁଃଖଦ ସ୍ମୃତିରେ ଦୁନିଆକୁ କନ୍ଦେଇଛି। ଏହି ବର୍ଷ ଏମିତି କିଛି ପ୍ରସିଦ୍ଧ ଅଭିନେତା...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।