UPSC ଅଧ୍ୟାପକ ସହିତ ବିଭିନ୍ନ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହିସବୁ ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆପଣଙ୍କୁ ମାତ୍ର ୨୫ ଟଙ୍କା ଦେଇ ଆଦେବନ କରିବାକୁ ପଡ଼ିବ।
ଆଜି ଅଭିନେତା ହରମାନ ବାୱେଜାଙ୍କ ଜନ୍ମଦିନ। ତାଙ୍କୁ ହ୍ରିତିକ ରୋଶନଙ୍କ କାର୍ବନ କପି ବୋଲି କୁହାଯାଉଥିଲା। ସେ ଉଭୟ ବଲିଉଡ୍ ଆଉ ପ୍ରେମରେ ବିଫଳ ହେଲେ। ପ୍ରିୟଙ୍କା ଚୋପ୍ରାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ମଧ୍ୟ ଏଥିରେ ଦେଖାଦେଇଥିଲା ବିଚ୍ଛେଦ। ଆସନ୍ତୁ ଜାଣିବା ପ୍ରିୟଙ୍କା କାହିଁକି ତାଙ୍କୁ ବାହାହେବାକୁ...
ନିଜ ହସରେ ସମସ୍ତଙ୍କୁ ପାଗଳ କରୁଥିବା ଜୁହୀ ଚାୱଲାଙ୍କ ଆଜି ଜନ୍ମଦିନ। ସେ ୫୫ ବୟସରେ ପହଞ୍ଚିଥିଲେ ବି ଆଜି ବି ତାଙ୍କ ଦେହରୁ ସୌନ୍ଦର୍ଯ୍ୟର ଛାପ ଖସିନି। ସେ ତାଙ୍କ କ୍ୟାରିୟର୍ରେ ପ୍ରାୟ ସବୁ ବଡ ବଡ ଅଭିନେତାଙ୍କ ସହ କାମ କରିଛନ୍ତି। କିନ୍ତୁ ସଲମାନଙ୍କ ସହ...
ପିଲାମାନଙ୍କୁ ଉନ୍ନତ ଜୀବନଯାପନ ଓ ଉତ୍ତମ ଶିକ୍ଷା ପ୍ରଦାନ କରିବା ସମାଜ ତଥା ଦେଶର ଦାୟିତ୍ୱ। ଏନେଇ ଭବିଷ୍ୟତର ପ୍ରତିଭାମାନଙ୍କ ମୁହଁରେ ହସ ଆଣିବା ପାଇଁ ଭାରତ ପ୍ରତିବର୍ଷ ନଭେମ୍ବର ୧୪କୁ ‘ଶିଶୁ ଦିବସ’ ଭାବରେ ପାଳନ କରିଥାଏ। ଏହି ଅବସରରେ ଆସନ୍ତୁ ଜାଣିନେବା ୫ ଗୁରୁତ୍ୱପୂର୍ଣ୍ଣ କଥା।
ବିଶ୍ୱ ଆଜି ମଧୁମେହରେ ପୀଡିତ। ତଥ୍ୟ ଅନୁଯାୟୀ ପ୍ରତିବର୍ଷ ୪୩ ଲକ୍ଷ ରୋଗୀ ମଧୁମେହରେ ମୃତ୍ୟୁ ବରଣ କରୁଛନ୍ତି। ଏନେଇ ଏ ବିଷୟରେ ଜନ ସଚେତନତା ପାଇଁ ପ୍ରତିବର୍ଷ ନଭେମ୍ବର ୧୪କୁ ‘ବିଶ୍ୱ ମଧୁମେହ ଦିବସ’ ଭାବେ ପାଳନ କରାଯାଉଛି। ଆସନ୍ତୁ ଜାଣିବା କିପରି ଏଥିରୁ ମିଳିବ ମୁକ୍ତି।
ଏ ବର୍ଷ ବାଲିଯାତ୍ରାରେ ତଳ ଓ ଉପର ପଡିଆକୁ ମିଶାଇ ପ୍ରାୟ ୬ ଶହରୁ ଅଧିକ ଫୁଡ୍ ଷ୍ଟଲ୍ ଖୋଲିଥିବା ବେଳେ, ସେଠି ମିଳୁଛି ଆମିଷ ନିରାମିଷର ଭଳି କି ଭଳି ଖାଦ୍ୟ। ଆସିଛି ଏମିତି ଖାଦ୍ୟ, ଖାଇଲେ ପାଟି କାନରୁ ବାହାରୁଛି ଧୂଆଁ।
ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ। ଏହା ସହିତ କରୋନା କ୍ଷତିପୂରଣ ବାବଦକୁ ଦିଆଯାଇଥିବା ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ କେତେ ସଫଳ ହୋଇଛି, ତାହା ଜାଣିବାକୁ ହେବ ସ୍ୱତନ୍ତ୍ର ପରୀକ୍ଷା।
ଏବେ ସାନିଆ ମିର୍ଜା ଓ ଶୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିବାହ ବିଚ୍ଛେଦର କାରଣ ମଡେଲର୍ ଆୟେସା ବୋଲି କୁହାଯାଉଛି। କିନ୍ତୁ ଶୋଏବଙ୍କୁ ବିବାହ କରିବା ପୂର୍ବରୁ ଶାହିଦଙ୍କ ସହ ସାନିଆଙ୍କ ଚାଲିଥିଲା ଚକ୍କର ଆଉ ସେ ରଣବୀରଙ୍କୁ ବିବାହ କରିବାକୁ...
ଓଭରୱେଟ୍ ଯୋଗୁଁ ଆଲିଆଙ୍କୁ ହେବାକୁ ପଡିଥିଲା ଲଜ୍ଜିତ। ଓଜନ ଥିଲା ୬୮ କିଲୋଗ୍ରାମ। ଏମିତି କ’ଣ କଲେ ଯେ ମାତ୍ର ୩ ଦିନରେ କମେଇଦେଲେ ୧୬ କେଜି। ଆସନ୍ତୁ ଜାଣିବା…
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ସଂସ୍କୃତ ବାର୍ତ୍ତାଳାପର ଏକ ଭିଡିଓ। ଜଣେ କାର୍ ଡ୍ରାଇଭରଙ୍କ ମୁହଁରୁ ବାହାରୁଛି ଭୁସ୍ଭାସ୍ ସଂସ୍କୃତ। ଏହାକୁ ଦେଖି ବଡ ବଡ ପାଠୁଆ ବି ଲଜ୍ଜିତ ହେଉଛନ୍ତି।
ଜଳବାୟୁ ପରିବର୍ତ୍ତନ ଖାଲି ମାନବ ସମାଜ ନୁହେଁ, କୀଟ ପତଙ୍ଗ ଉପରେ ମଧ୍ୟ ପ୍ରଭାବ ପକଉଛି। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ପରବର୍ତ୍ତୀ ଶତାବ୍ଦୀରେ ୬୫% କୀଟପତଙ୍ଗ ବିଲୁପ୍ତ ହୋଇପାରନ୍ତି।
ଜିମ୍ ନଉଛି କଳାକାରଙ୍କ ଜୀବନ। ବ୍ୟାୟାମ ବେଳେ ଚାଲିଯାଇଛି ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ପ୍ରାଣ ବାୟୁ। ଫିଟ୍ନେସ୍ ପ୍ରତି ଥିଲା ରୁଚି। ମାତ୍ର ୪୬ ବର୍ଷରେ ଆରପାରିରୁ ଆସିଲା ଡାକରା।
ସରକାର ଆଧାର ନିୟମରେ ସଂଶୋଧନ କରିଛନ୍ତି। ଏହି ନିୟମ ଅନୁଯାୟୀ ଯଦି ଆପଣଙ୍କ ଆଧାର କାର୍ଡକୁ ୧୦ ବର୍ଷ ପୂରିଯାଇଛି ତେବେ ଏଥିରେ ସମ୍ପୃକ୍ତ ଡକ୍ୟୁମେଣ୍ଟଗୁଡ଼ିକୁ ଅନ୍ତତଃପକ୍ଷେ ଥରେ ଅପଡେଟ୍ କରିବା ଆବଶ୍ୟକ।
ରିଲିଜ୍ ହେଇଛି 'ଏକ ଆକ୍ସନ୍ ହିରୋ'ର ଟ୍ରେଲର। ଏଥିରେ ଆୟୁଷ୍ମାନ ଖୁରାନାଙ୍କୁ ଏକ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବ। ଟ୍ରେଲର୍ରେ ମଲାଇକା ଅରୋରାଙ୍କ ଏକ ଜବରଦସ୍ତ ଝଲକ ମଧ୍ୟ ଦେଖିବାକୁ ମିଳେ।
ମାଣବସା ଗୁରୁବାର ଓଷା ଓଡ଼ିଶାର ଏକ କୃଷିପ୍ରଧାନ ପର୍ବ। ଏହାକୁ ଖୁବ ନୀତି ନିୟମରେ ପାଳନ କରାଯାଏ। ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି। ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ। ତେବେ...
ପତ୍ନୀଙ୍କ ରିଲ୍ସ କରିବା ସ୍ୱାମୀଙ୍କୁ ଆସିଲା ନାହିଁ ପସନ୍ଦ। ବାରମ୍ବାର ମନାକଲେ। ନ ଶୁଣିବାରୁ ଝଗଡା ହେଲା। କ୍ରୋଧ ଚରମ ସୀମାରେ ପହଞ୍ଚିବାରୁ ଗଳା ଚିପି ପତ୍ନୀଙ୍କୁ ମାରିଦେଲେ।
ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ IWAI ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ପ୍ରାର୍ଥୀମାନେ ଅନ୍ଲାଇନ୍ ମାଧ୍ୟରେ ଆବେଦନ କରିପାରିବେ। ଅନ୍ୟାନ୍ୟ ତଥ୍ୟ ଜାଣିବା ପାଇଁ ପଢନ୍ତୁ।
ଫିଟ୍ନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବରୁଣ ଧାୱନ୍ ଏବେ ପୂରା ଅନ୍ଫିଟ୍। ସେ ତାଙ୍କ ସନ୍ତୁଳନ ହରେଇ ବସିଛନ୍ତି। ତାଙ୍କୁ ହେଇଛି ଭେଷ୍ଟିବୁଲାର ହାଇପୋଫଙ୍କସନ। ଏହାର କାରଣ କ’ଣ ଆସନ୍ତୁ ଜାଣିବା।
ଜାହ୍ନଭୀ କପୁର ଫିଲ୍ମ ଦୁନିଆରେ ଏତେ ସଫଳତା ପାଇ ନଥିଲେ ବି ୬୫ କୋଟି ଟଙ୍କା ଦେଇ ଡୁପ୍ଲେକ୍ସ ଆପାର୍ଟମେଣ୍ଟ କିଣିଛନ୍ତି। ଲୋକେ ଏହାକୁ ସହଜରେ ହଜମ କରିପାରୁ ନାହାଁନ୍ତି। 'ଫ୍ଲପ୍ ଫିଲ୍ମ ବିଳାସପୂର୍ଣ୍ଣ ଘର ଦେଉଛି’ ବୋଲି ଜଣେ ଲେଖି ଟ୍ରୋଲ୍ କରିଛନ୍ତି।
ସରକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷା ନେଇ ଆସିଲା ଆଡ୍ମିଟ୍ କାର୍ଡ। କିନ୍ତୁ ଯୁବତୀଙ୍କ ହୋସ୍ ଉଡିଗଲା ଫଟୋ ଦେଖି। ଏଥିରେ ତାଙ୍କ ଫଟୋ ନଥିଲା, ଥିଲା ବ୍ଲୁ ଫିଲ୍ମ ଷ୍ଟାର୍ ସନ୍ନୀ ଲିଓନଙ୍କ ଅଶ୍ଳୀଳ ଫଟୋ। ଏହା ପରେ ରାଜନୀତି ମହଲରେ ଖେଳିଯାଇଛି ବିସ୍ଫୋରଣ।