ଆପଣ ନିଶ୍ଚୟ ସଲମାନ ଖାନଙ୍କ ହାତରେ ଏକ ବ୍ରେସ୍ଲେଟ୍ ଦେଖିଥିବେ। ନୀଳ ରଙ୍ଗର ପଥର ଖଞ୍ଜା ହୋଇଥିବା ସେହି ବ୍ରେସଲେଟ୍ ମଧ୍ୟ ନିକଟରେ ଅମୀର ଖାନଙ୍କ ହାତରେ ଦେଖିବାକୁ ମିଳିଥିଲା। ଏଠାରେ ପ୍ରଶ୍ନ ଉଠେ ଯେ ଏହି ବ୍ରେସ୍ଲେଟ୍ କାହିଁକି ସ୍ପେଶାଲ୍?
ଠାକୁରଙ୍କ ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧରପଣା କୁହାଯାଏ। ତେବେ ଏହି ନୀତି ପଛର ରହସ୍ୟ କ’ଣ...
‘ଆଦିପୁରୁଷ’କୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ଏକା ଦିନରେ ଆହୁରି ୩ଟି ଚଳଚ୍ଚିତ୍ର ରିଲିଜ୍ ହେବାକୁ ଯାଉଛି। ଗୋଟିଏ ବଡ ବଜେଟ୍ର ଫିଲ୍ମ ମଧ୍ୟ ରହିଛି। ଏହା ଆଦିପୁରୁଷ ସହ ଟକ୍କର ଦେବ। ଜାଣନ୍ତୁ କ’ଣ ସେହି ଫିଲ୍ମ।
ଓଡିଶାର ଗଣ ପର୍ବ ରଜ। ଏହି ପର୍ବ ତିନିଦିନ ଧରି ପାଳନ କରାଯାଉଥିବା ବେଳେ ଆଜି ହେଉଛି ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି। ଗତକାଲି ଥିଲା ପହିଲି ରଜ। ସେହିପରି ଆସନ୍ତାକାଲି ଭୂମିଦହନ।
ସ୍ୱର ତାରକା ଶାରଦା ରାଜନଙ୍କର ଦେହାନ୍ତ ହୋଇଛି। ୮୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଅନେକ ସୁପରହିଟ୍ ଗୀତରେ ନିଜ କଣ୍ଠଦାନ କରିଛନ୍ତି।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ନେଇ ଶ୍ରୀକ୍ଷେତ୍ର ପାଲଟେ ଜନ ସମୁଦ୍ର।
NLC ଇଣ୍ଡିଆ ଲିମିଟେଡ୍ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ୫୦୦ଟି ପଦବୀ ପୂରଣ ହେବ। କେବେ ଅଛି ଆବେଦନର ଶେଷ ତାରିଖ, ଦରମା କେତେ ଜାଣିବା ପାଇଁ ପଢନ୍ତୁ।
ରଥଯାତ୍ରା ସମୟରେ ଠାକୁରମାନେ ଉତ୍ତରାଭିମୁଖୀ ହୋଇ ଯାତ୍ରା କରୁଥିବା ସମୟରେ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା ଯାତ୍ରାରେ ଦକ୍ଷିଣାଭିମୁଖୀ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳେ। ଏହି ଦୁର୍ଲଭ ଦର୍ଶନରେ ଭକ୍ତମାନଙ୍କ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି...
ରଥଯାତ୍ରାରେ ତିନି ରଥରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରି ଗୁଣ୍ଡିଚାଘରକୁ ଯାଇଥାନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ହେଉଛି ‘ନନ୍ଦିଘୋଷ’। ଏହି ରଥକୁ ମଧ୍ୟ ଚକ୍ରଧ୍ୱଜ ବା ଗରୁଡ ଧ୍ୱଜ ନାମରେ ଶାସ୍ତ୍ରରେ କୁହାଯାଇଛି। ତେବେ ଆସନ୍ତୁ ଏହି ନନ୍ଦିଘୋଷ ବିଷୟରେ କିଛି ରୋଚକ କଥା ଜାଣିନେବା।
ନାସିରୁଦ୍ଦିନ ଶାହା ନିକଟରେ ପାକିସ୍ତାନର ସିନ୍ଧି ଭାଷା ଉପରେ ନିଜର ମତ ଦେଇଛନ୍ତି। ଏଥିପାଇଁ ପାକିସ୍ତାନୀ ସିନ୍ଧିମାନେ ଅଭିନେତାଙ୍କୁ ଟାର୍ଗେଟ୍ କରିଥିଲେ, ଏହା ପରେ ନାସିରୁଦ୍ଦିନ ଶାହାଙ୍କୁ ସର୍ବସାଧାରଣରେ କ୍ଷମା ମାଗିବାକୁ ପଡିଛି।
ପ୍ରଭାସଙ୍କ 'ଆଦିପୁରୁଷ' ରିଲିଜ୍ ହେବାକୁ ଆଉ ମାତ୍ର ଦୁଇ ଦିନ ବାକି ଅଛି। ଫିଲ୍ମର ଟିକେଟ୍ ମୂଲ୍ୟକୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ବଢିଛି ଟିକେଟ୍ ମୂଲ୍ୟ। ଏହା ସହିତ ୧ ଲକ୍ଷରୁ ଅଧିକ ମାଗଣା ଟିକେଟ୍ର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଗରିବ...
‘ବିଶ୍ୱ ରକ୍ତଦାତା ଦିବସ’ ସାରା ବିଶ୍ୱରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା। ବିନା ରକ୍ତରେ ଏ ଶରୀର କେବଳ ମାଂସ ଏବଂ ହାଡରେ ନିର୍ମିତ ଏକ କଙ୍କାଳ। ରକ୍ତ ଅଭାବ ଜଣେ ବ୍ୟକ୍ତିର...
ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ଦିଅନ୍ତି । ଋଗ୍ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ। ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ। ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ଏହି ରଥଯାତ୍ରାର କାରଣ କ’ଣ…
ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟଙ୍କ ସମେତ ଅନେକ ପଦବୀରେ ନିଯୁକ୍ତି ପାଇଁ OSSC ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୮୯ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଅଛି ପରୀକ୍ଷା।
ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍ସାଲୀ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଫିଲ୍ମ 'ଦେବଦାସ' 3Dରେ ମୁକ୍ତିଲାଭ କରିବ। ଏହାର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଦର୍ଶକମାନେ ଶାହରୁଖ ଓ ଐଶ୍ୱର୍ଯ୍ୟାଙ୍କ ରୋମାନ୍ସକୁ ଆଉ ଥରେ ଦେଖିବାର ସୁଯୋଗ ପାଇବେ।
ସାଉଥ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର କଜାନ ଖାନଙ୍କ ଦେହାନ୍ତ ହେବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ଭିଲେନ୍ ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଜାନଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି।
ସହରୀ ପବନରେ ଆଜିକାଲି ଫିକା ପଡିଲାଣି ରଜଗୀତ। ନୂଆ ପିଢି ଆଉ ଏହି ଲୋକଗୀତକୁ ମନେ ରଖୁ ନାହାନ୍ତି। ତେବେ ଓଡିଶାର ଜନ ଜୀବନ ସହ ଜଡିତ ଏହି ଲୋକଗୀତ ଯେ କେତେ କଥା କୁହେ ତାହା ଜାଣି ନଥିବା ଲୋକ ବୁଝିବ ବା କେମିତି। ଆସନ୍ତୁ ପୂରା...
ରଜ ନେଇଆସେ ମୌସୁମୀର ଲହରୀ। ଆଦ୍ୟ ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ହୋଇଉଠେ ଋତୁମତୀ। କୃଷକ ଘରେ ଖେଳିଯାଏ ଆନନ୍ଦ ଉଲ୍ଲାସ। ଚାଷୀ ଭାଇ ହଳ ଲଙ୍ଗଳ ଧରି ସଜହୁଏ କ୍ଷେତକୁ ଯିବା ପାଇଁ। ତେବେ ଚାଷୀ ଘରେ କିପରି ପାଳନ ହୁଏ ଏହି ରଜ ମଉଜ ଆସନ୍ତୁ...
ହଜି ହଜି ଯାଉଛି ରଜ ମହକ। ଆଧୁନିକତାର ଛାପରେ ଢାଙ୍କି ହୋଇଯାଇଛି ଆମ ଅଳଙ୍କୃତ ପରମ୍ପରା। ଏବେ ପିଲାମାନେ ଆମ୍ବ ତୋଟା ଭୁଲି ପାର୍କ ଯାଉଛନ୍ତି । ବାଗୁଡିର ଶବ୍ଦ ଆଉ ଶୁଣିବାକୁ ମିଳୁନି। ପିଲା ଏବେ ମୋବାଇଲ୍ ଧରି ଫ୍ରି-ଫାୟାର ଆଉ ପବ୍ଜି ଖେଳରେ ବ୍ୟସ୍ତ ।...
UPSC ରେଜଲ୍ଟ ୨୦୨୨ରେ ବେଦିକା ବିହାଣୀ ନିଜ ପଦବୀକୁ ସୁନିଶ୍ଚିତ କରିନେଇଛନ୍ତି। ଅନେକ ବର୍ଷର କଠିନ ପରିଶ୍ରମ ଦ୍ୱାରା ସେ ଏହି ପଦବୀ ହାସଲ କରିଛନ୍ତି। ଏହି ଯାତ୍ରାରେ ତାଙ୍କୁ ଅନେକ କିଛି ବଳିଦାନ ଦେବାକୁ ପଡିଛି।