• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

World Wide Web Day 2023 know some interesting facts about www
World Wide Web Day 2023: ଆଜି ‘ୱାର୍ଲ୍ଡ ୱାଇଡ୍ ୱେବ୍ ଦିବସ’; ଆସନ୍ତୁ ଜାଣିବା WWW ପ୍ରଥମ ଫଟୋ

ଆଜି ସାରା ବିଶ୍ୱ ପାଳୁଛି ‘ୱାର୍ଲ୍ଡ ୱାଇଡ୍ ୱେବ୍ ଦିବସ’। 'ୱାର୍ଲ୍ଡ ୱାଇଡ୍ ୱେବ୍' ଆଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହିତ ଅନେକ ଉନ୍ନତ ବୈଶିଷ୍ଟ୍ୟ ସହିତ ଆସିଛି। ତିନି ଦଶନ୍ଧିର ଅଗ୍ରଗତି ପରେ, WWW ର ଏହି ଯାତ୍ରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଆସିଛି ଯାହା ବର୍ତ୍ତମାନର ରୂପ...

When salman khan career sinking prabhu deva made him again superstar
ଦିନେ ବୁଡିଯାଉଥିଲା ସଲମାନଙ୍କ କ୍ୟାରିଅର୍; ଏହି ସାଉଥ୍ ଷ୍ଟାର୍‌ ମସିହା ହୋଇ ଆସିଥିଲେ

୨୦୦୨ରୁ ୨୦୦୭ ସଲମାନଙ୍କ ପାଇଁ ବହୁତ ଅଶୁଭ ଥିଲା। ସେତେବେଳେ ଲାଗୁଥିଲା ଯେପରି ସଲମାନଙ୍କ କ୍ୟାରିୟର ବୁଡିଯିବ। ସେହି ସମୟରେ ବଲିଉଡ୍‌ର ଜଣେ ସାଉଥ୍ ଅଭିନେତା ନିର୍ଦ୍ଦେଶକ ସଲମାନଙ୍କ ପାଇଁ ଭଗବାନ ହୋଇ ଆସିଥିଲେ ଆଉ ତାଙ୍କ ଉଜୁଡା କ୍ୟାରିଅରକୁ ସଜାଡି ଦେଇଥିଲେ।

Seema haider and sachin meena got bollywood offer
ପାକିସ୍ତାନରୁ ଭାରତ ଆସିବା ପରେ ଖୋଲିଗଲା ଭାଗ୍ୟ; ବଲିଉଡ୍‌ରେ ହିରୋଇନ୍ ହେବେ ସୀମା ହାଇଦର!

ସୀମା ହାଇଦର ପାକିସ୍ତାନରୁ ଭାରତ ଆସିବା ମାତ୍ରେ ତାଙ୍କ ଭାଗ୍ୟ ବଦଳିଯାଇଛି। ସୀମା ତାଙ୍କ ସ୍ୱପ୍ନରେ ବି ଯାହା କେବେ ଭାବି ନଥିଲେ, ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। ଶୁଣାଯାଉଛି ଯେ ବର୍ତ୍ତମାନ ସୀମା ବଲିଉଡର ହିରୋଇନ୍ ହେବାର ସୁଯୋଗ ପାଇଛନ୍ତି।

Career tips how to become air hostess
Career Tips: ଏୟାର ହୋଷ୍ଟେସ୍‌ ହେବାକୁ ଚାହୁଁଛନ୍ତି କି…ଆପଣଙ୍କ ପାଇଁ ଟିପ୍ସ

ଯେଉଁମାନେ ବିମାନ ଚଳାଚଳ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବହୁତ ବଡ଼ ସୁଯୋଗ ଅଛି। ଆପଣ ଯଦି ଏଥିପାଇଁ ଇଛୁକ ତେବେ ଏହି ଟିପ୍ସଗୁଡିକ ଉପରେ ନଜର ପକେଇ ନିଅନ୍ତୁ। ଏହା ଆପଣଙ୍କ ଲକ୍ଷ ପୂରଣ କରିବାରେ ସହାୟକ ହେବ।

5 healthy foods will increase happy hormones in the body
Health Tips: ଆପଣ ସବୁବେଳେ ଚାପରେ ରହୁଛନ୍ତି କି; ଖାଆନ୍ତୁ ଏହି ୫ ଖାଦ୍ୟ; ମିଳିବ ମୁକ୍ତି

ରାଗିବା ଠାରୁ ଆରମ୍ଭ କରି ଖୁସି ହେବା ପର୍ଯ୍ୟନ୍ତ, ହରମୋନର ବହୁତ ପ୍ରଭାବ ଥାଏ। ଆପଣ ନିଶ୍ଚୟ ଦେଖିଥିବେ ଯେ ଦୁର୍ବଳ ଏବଂ ଅସୁସ୍ଥ ଲୋକମାନେ ଅଧିକ ଚିଡିଚିଡା ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ହାପି ହରମୋନ୍‌ଗୁଡ଼ିକୁ ସକ୍ରିୟ ହୋଇଥାନ୍ତି।

Job in NIT silchar registration process going on
NITରେ ପୂରଣ ହେବ ୧୦୯ ପଦବୀ; ଚାଲିଛି ଆବେଦନ, ଜାଣନ୍ତୁ ଶେଷ ତାରିଖ

ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT) ରେ କାମ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ନ୍ୟାସ୍‌ନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସିଲ୍‌ଚର ୧୦୯ ଟି ଅଣ-ଶିକ୍ଷଣ ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି।

Dharmendra kissing scene with son sunny deol rumoured girlfriend shocked everyone
ଏମିତି ହୋଇଥିଲା ପରିସ୍ଥିତି ଯେତେବେଳେ ଧର୍ମେନ୍ଦ୍ର ତାଙ୍କ ପୁଅର ଗାର୍ଲ ଫ୍ରେଣ୍ଡକୁ କିସ୍ କଲେ…

'ରକୀ ଔର୍ ରାନୀ କି ପ୍ରେମ୍‌ କାହାନି'ରେ ଧର୍ମେନ୍ଦ୍ର ଏବଂ ଶବାନା ଆଜମୀଙ୍କ କିସ୍ ସିନ୍‌କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କିନ୍ତୁ କିସ୍ ସିନ୍ ଦେଇ ଚର୍ଚ୍ଚାରେ ରହିବା ଧର୍ମେନ୍ଦ୍ରଙ୍କ ପାଇଁ ଏହା ପ୍ରଥମ ନୁହେଁ। ଯେତେବେଳେ ସନୀ ଦେଓଲଙ୍କ ଗାର୍ଲ ଫ୍ରେଣ୍ଡକୁ ଧର୍ମେନ୍ଦ୍ର କିସ୍ ଦେଇଥିଲେ...

Announced Barsha Sahitya Samman 2023
ଘୋଷଣା ହେଲା ‘ବର୍ଷା ସାହିତ୍ୟ ସମ୍ମାନ’; ଏହି ତିନି ବହିକୁ ମିଳିବ ସମ୍ମାନ

ଘୋଷଣା ହୋଇଛି ବର୍ଷା ସାହିତ୍ୟ ସମ୍ମାନ-୨୦୨୩। ତିନି ଗୁଣାତ୍ମକ ବହିକୁ ମିଳିବ ସମ୍ମାନ। ଅଗଷ୍ଟ୧୧ରେ ହେବ ବର୍ଷା ଉତ୍ସବ।

How to make kids memory sharp with long lasting learning tips
Parenting Tips: ଆପଣଙ୍କ ପିଲା ପାଠ ମନେରଖୁନି କି… ଆପଣାନ୍ତୁ ଏହି ୪ ଟିପ୍ସ୍‌

କିଛି ପିଲା ପାଠ ପଢିବାରେ ଖୁବ୍ ମେଧାବୀ ଥିବାବେଳେ ଆଉ କେତେକଙ୍କର ସ୍ମୃତିଶକ୍ତି ଖୁବ୍ ଦୁର୍ବଳ ଥାଏ। ଏପରି ପରିସ୍ଥିତିରେ, ସେମାନେ ପଢିଥିବା ବିଷୟଗୁଡ଼ିକୁ ଖୁବ ଶୀଘ୍ର ଭୁଲିଯାଆନ୍ତି। ଯଦି ଆପଣଙ୍କ ପିଲା ଏଭଳି ସମସ୍ୟାର ସମ୍ମୁଖିନ ହେଉଛନ୍ତି, ତେବେ ୪ଟି ପାଠପଢା ଟିପ୍ସ ଆପଣଙ୍କ ପାଇଁ ଅତ୍ୟନ୍ତ...

4 great benefits of mango peels rich in many nutrients
Health Tips: ଆମ୍ବ ଚୋପାରେ ରହିଛି ଅନେକ ଭିଟାମିନ୍; କର୍କଟ ଭଳି ସମସ୍ୟା ବି ହ୍ରାସ କରେ

ଆପଣ ହୁଏତ ଖାଲି ଆମ୍ବର ରସକୁ ଖାଇ ଏହାର ଚୋପାକୁ ଫୋପାଡି ଦେଉଥିବେ। କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଚୋପା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! ଏହାର ଉପକାରିତା ବିଷୟରେ ଜାଣିଲେ ଆପଣ ହୁଏତ ଅନୁତାପ କରିପାରନ୍ତି।

World's most profitable film
ବିଶ୍ୱର ସବୁଠାରୁ ଲାଭଦାୟକ ଫିଲ୍ମ; ୬ ଲକ୍ଷରେ ତିଆରି ୮୦୦କୋଟି ରୋଜଗାର

୨୦୦୭ ରେ ‘ପାରାନର୍ମାଲ୍ ଆକ୍ଟିଭିଟି’ ନାମକ ଏକ ସ୍ୱଳ୍ପ ବଜେଟ’ର ହରର୍‌ ଫିଲ୍ମ ସାମ୍ନାକୁ ଆସିଥିଲା। ଏହି ଫିଲ୍ମଟି ମାତ୍ର ଚାରି ଜଣ ବ୍ୟକ୍ତିଙ୍କୁ ନେଇ ମାତ୍ର ୬ ଲକ୍ଷ ଟଙ୍କାର ବଜେଟ୍‌ରେ ସୀମିତ ଥିଲା। ଏହା ହିଟ୍ ହୋଇଥିଲା ଏବଂ ସାରା ବିଶ୍ୱରେ ପ୍ରାୟ ୮୦୦ କୋଟି...

pawan kalian sai dharma tej bro movie box office collection
ବକ୍ସ ଅଫିସ୍‌ରେ ହଇଚଇ କରୁଛି ପୱନ କଲ୍ୟାଣଙ୍କ 'ବ୍ରୋ'; ଆଶ୍ଚର୍ଯ୍ୟ କରୁଛି ପ୍ରଥମ ଦିନର ରୋଜଗାର

ପୱନ କଲ୍ୟାଣଙ୍କ 'ବ୍ରୋ' ପ୍ରଥମ ଦିନରେ ଏକ ଜବରଦସ୍ତ ଓପେନିଙ୍ଗ୍‌ କରିଛି। ଫିଲ୍ମକୁ ପ୍ରଥମ ଦିନରେ ବକ୍ସ ଅଫିସରେ ଅନେକ ଦର୍ଶକ ମିଳିଛନ୍ତି। ସପ୍ତାହ ଶେଷରେ ଫିଲ୍ମର ଆୟ ଆହୁରି ବୃଦ୍ଧି ପାଇବ ବୋଲି ଆଶା ମଧ୍ୟ କରାଯାଉଛି। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ଏହାର ପ୍ରଥମ ଦିନର ରୋଜଗାର।

Apply for 132 Executives posts at ippb
ଗ୍ରାଜୁଏସନ୍‌ କରିଛନ୍ତି… IPPBରେ ଚାକିରି… ଦରମା ୩୦ ହଜାର

IPPB କାର୍ଯ୍ୟନିର୍ବାହୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରୀ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୩୨ ପଦବୀ ପୂରଣ ହେବ। ମନୋନୀତ ପ୍ରାର୍ଥୀ ମାସକୁ ୩୦,୦୦୦ ଟଙ୍କା ପାଇବେ।

History and significance of muharram
Muharram 2023: ଧାର୍ମିକ ମହତ୍ତ୍ୱ ରଖେ ମହରମ୍‌, ଜାଣିବା ଏହାର ଇତିହାସ...

ମହରମର ପ୍ରଥମ ଦିନରେ ବିଶ୍ୱର ମୁସଲମାନମାନେ ମସ୍‌ଜିଦକୁ ଯାଆନ୍ତି, ସେଠାରେ ପ୍ରାର୍ଥନା କରନ୍ତି ଏବଂ ସେଠାରେ ସମୟ ଅତିବାହିତ କରନ୍ତି।

International tiger day 2023
International Tiger Day 2023: ବାଘର ସଂକଟରେ ସାରା ବିଶ୍ୱ; ଜାଣନ୍ତୁ ମୋଟ କେତେ ବାଘ ଅଛନ୍ତି

ପ୍ରତିବର୍ଷ ୨୯ ଜୁଲାଇରେ ‘ଅନ୍ତର୍ଜାତୀୟ ବାଘ ଦିବସ’ ପାଳନ କରାଯାଏ। ଏହାର ଲକ୍ଷ୍ୟ ହେଉଛି ବାଘର ପ୍ରାକୃତିକ ବାସସ୍ଥାନର ସୁରକ୍ଷା ପାଇଁ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ବାଘ ସଂରକ୍ଷଣ ପ୍ରସଙ୍ଗ ପାଇଁ ଜନସଚେତନତା ତଥା ସମର୍ଥନ ବୃଦ୍ଧି କରିବା।

 international tiger day 2023
International Tiger Day 2023: ଆଜି ‘ଆନ୍ତର୍ଜାତୀୟ ବାଘ ଦିବସ’; ଆସନ୍ତୁ ଭାରତରେ ଥିବା ୬ଟି ବାଘ ଅଭୟାରଣ୍ୟ ଉପରେ ନଜର ପକେଇନେବା

ଆପଣ ଯଦି ଆଜିର ଆନ୍ତର୍ଜାତୀୟ ବାଘ ଦିବସ ପାଳନ କରିବାକୁ ଚାହୁଛନ୍ତି ତେବେ ଭାରତରେ ଥିବା ବିଭିନ୍ନ ବାଘ ଅଭୟାରଣ୍ୟକୁ ପରିଦର୍ଶନ କରିପାରିବେ। ଏପରି ପରିସ୍ଥିତିରେ ଆସନ୍ତୁ କିଛି ବାଘ ସଂରକ୍ଷଣ ବିଷୟରେ ଜାଣିନେବା ଯେଉଁଠାରେ ଆପଣ ବାଘମାନଙ୍କୁ ଅତି ନିକଟରୁ ଦେଖିପାରିବେ।

OMG -2 cbfc ask makers for 20 cuts
'OMG 2' କୁ ସେନ୍ସର ବୋର୍ଡ ଲଗାମ; କଟାହେବ ୨୦ସିନ୍!

ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ଓଏମ୍‌ଜି ୨'କୁ ଚର୍ଚ୍ଚା ଥମିବାର ନାଁ ଧରୁନି। ଏହି ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ନିକଟତର ହେବାକୁ ଯାଉଛି। ଏହାରି ଭିତରେ କିନ୍ତୁ ରିଲିଜ୍ ବାଟରେ ଅନେକ ବାଧା ମଧ୍ୟ ରହିଛି।

Ram mandir inauguration rush to block hotel room for event
ଖୁବ ଶୀଘ୍ର ଗର୍ଭଗୃହରେ ବିରାଜିବେ ଶ୍ରୀରାମ; ହୋଟେଲ୍ ବୁକ୍ କରିବାରେ ବ୍ୟସ୍ତ ଟ୍ରାଭେଲ୍ ଏଜେଣ୍ଟ୍

ଜାନୁଆରୀ ଚତୁର୍ଥ ସପ୍ତାହରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ପ୍ରାୟ ୫ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚିବେ ବୋଲି ବିଶ୍ୱାସ ରହିଛି। ତେବେ ଉଦ୍‌ଘାଟନୀ ସମାରୋହରେ କେବଳ ୧୦ ହଜାର ଭକ୍ତଙ୍କୁ ଟ୍ରଷ୍ଟ ପକ୍ଷରୁ ସେଠାରେ ରଖିବା ନେଇ କୁହାଯାଇଛି।

When Shabana Azmi unhappy with gadar sunny deol called it attempt to seek attention
ଶବାନା ଆଜ୍‌ମୀ ‘ଗଦର’କୁ କହିଲେ ‘ଉତ୍ତେଜକ’, ସନୀ ଦେଓଲ ଦେଲେ ଏମିତି ଜବାବ...

ଫିଲ୍ମ 'ଗଦର'ର ସିକ୍ୱେଲ ‘ଗଦର ୨’ ର ଟ୍ରେଲର ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର୍‌ ରିଲିଜ ହେବା ମାତ୍ରେ ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଆଲୋଚନା ପୁଣି ଥରେ ଆରମ୍ଭ ହୋଇଛି। ଏହି ସମୟରେ, ଶବାନା ଆଜ୍‌ମୀଙ୍କ ଏପରି ଏକ ସାକ୍ଷାତକାର ଭାଇରାଲ୍‌ ହେବାରେ ଲାଗିଛି ଯେଉଁଥିରେ ସେ ଫିଲ୍ମ...

World Nature Conservation Day 2023
World Nature Conservation Day 2023: କିପରି କରବା ପ୍ରକୃତିର ସଂରକ୍ଷଣ, ଜାଣନ୍ତୁ ଉପାୟ...

ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶର ଅବନତି ଦିନକୁ ଦିନ ପ୍ରମୁଖ ପ୍ରସଙ୍ଗ ପାଲଟିବାରେ ଲାଗିଛି। ସମସ୍ତେ ଏହି ସମସ୍ୟାକୁ ଗମ୍ଭୀରତାର ସହ ନେ‍ଇ ପରିବେଶର ସୁରକ୍ଷା ପାଇଁ କିଛି କରିବା ଉଚିତ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।