ମହେଶ ବାବୁଙ୍କ ସୁନ୍ଦରୀ ଝିଅ ସୀତାରା ଆଜିକାଲି ଚର୍ଚ୍ଚାରେ। ସେ ସମସ୍ତ ଷ୍ଟାର୍କିଡ୍ମାନଙ୍କୁ ପଛରେ ପକେଇ ଦେଇଛନ୍ତି। ଏକ ବିଜ୍ଞାପନ ପାଇଁ ସୀତାରା ମୋଟା ରକମର ଚାର୍ଜ କରିଛନ୍ତି।
ଏକ ଛୋଟ ଝିଅର ଭିଡିଓ ଭାଇରାଲ ହେଉଛି। ପିଲାଟି ଏମିତି କିଛି ଷ୍ଟଣ୍ଟ୍ କରି ଦେଖଉଛି ଯେ ଲୋକେ ତାକୁ ସ୍ପାଇଡର ମ୍ୟାନ୍ ସହ ତୁଳନା କରୁଛନ୍ତି। ଏହି ଷ୍ଟଣ୍ଟ ଦେଖି ଆପଣ ମଧ୍ୟ ଟେରା ହୋଇ ରହିଯିବେ।
ସେ ପୁଅ ହେଉ କି ଝିଅ, ଉଭୟ ନିଜ ସାଥୀଙ୍କୁ ଖୁସି କରିବା କିମ୍ବା ଆଶ୍ଚର୍ଯ୍ୟ କରିବା ପାଇଁ ବିଭିନ୍ନ ଉପାୟ ଚେଷ୍ଟା କରନ୍ତି। ଜଣେ ତାଙ୍କ ପ୍ରେମିକାକୁ ଖୁସି କରିବା ପାଇଁ ୬,୫୦୦ କିଲୋମିଟର ଡ୍ରଇଂ କରି ଚର୍ଚ୍ଚାରେ ଅଛନ୍ତି।
ଶାହରୁଖଙ୍କ ଫିଲ୍ମ 'ଜୱାନ୍' ଏବେ ଚର୍ଚ୍ଚାରେ। ଏହି ଫିଲ୍ମରେ ଶାହରୁଖଙ୍କୁ ଡବଲ ରୋଲ୍ରେ ଦେଖିବାକୁ ମିଳିବେ ଓ ଦୀପିକା ପାଦୁକୋନ ଏକ କ୍ୟାମିଓ ଭୂମିକାରେ ନଜର ଆସିବେ। ଫିଲ୍ମର ମୋଟ୍ ବଜେଟ୍ ହେଉଛି ୨୦୦ କୋଟି ଟଙ୍କା। ତେବେ ଆସନ୍ତୁ ଜାଣିବା କିଏ କେତେ ନେଇଛନ୍ତି।
ଖାଲି ହେମାମାଳିନୀ ନୁହଁନ୍ତି, ତାଙ୍କ ପରି ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିର୍ଦ୍ଦେଶକଙ୍କ ଏଭଳି ଦାବି ଯୋଗୁଁ ସେଟ୍ରେ ଲଜ୍ଜିତ ହୋଇଛନ୍ତି। କାହାକୁ ନାଭିରେ ନଡ଼ିଆ ରଖିବାକୁ ଦାବି କରାଯାଇଛି ତ ଆଉ କାହାକୁ ରେପ୍ ସିନ୍ ଦେଖେଇବାକୁ ବାଧ୍ୟ କରାଯାଇଛି।
ମହଙ୍ଗା ଟମାଟୋର ସୁରକ୍ଷା ପାଇଁ ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ ଦ୍ୱାରା ଦୁଇ 'ବାଉନ୍ସର୍' ନିଯୁକ୍ତି ସଂପର୍କରେ ପୋଲିସ ଏକ ପରିବା ବିକାଳି ଏବଂ ତାଙ୍କ ପୁଅକୁ ଗିରଫ କରିଛି। ନିଜକୁ ଦୋକାନ ମାଲିକ ବୋଲି ଦର୍ଶାଇ ସମାଜବାଦୀ ପାର୍ଟି କର୍ମୀ ଅଜୟ ଫୌଜୀ ଫେରାର୍ ଅଛନ୍ତି।
ବର୍ତ୍ତମାନ ସମୟରେ ଚୁଟି ରଙ୍ଗ କରିବା କିଛି ଲୋକଙ୍କ ପାଇଁ ଫ୍ୟାଶନ୍ ହୋଇଥିବା ବେଳେ ଆଉ କିଛି ଲୋକ ବାଧ୍ୟ ହୋଇ କରୁଛନ୍ତି। କିଛି ଲୋକ ଚୁଟି ରଙ୍ଗ ପାଇଁ ସେଲୁନ୍କୁ ସର୍ବୋତ୍ତମ ବୋଲି ବିବେଚନା କରୁଥିବାବେଳେ ଆଉ କିଛି ଲୋକ ଘରେ କାମ ଚଳେଇ ଦିଅନ୍ତି। ସବୁଠାରୁ...
ଭାରତରେ ଜନସଂଖ୍ୟା ବୃଦ୍ଧି ସବୁଠାରୁ ଅଧିକ ବୋଲି ଦେଖାଯାଇଛି। ଆଜି ଏହା ଭାରତର ସବୁଠୁ ବଡ ସମସ୍ୟା ରୂପେ ଠିଆ ହୋଇଛି। ଭାରରରେ ଜନସଂଖ୍ୟା ବୃଦ୍ଧିର ଅନେକ କାରଣ ରହିଛି। ଆସନ୍ତୁ ଏହିସବୁ କାରଣ ଉପରେ ନଜର ପକେଇବା ଏବଂ କେଉଁ ଉପାୟ ଅନୁସରଣ କଲେ ଏଥିରେ ଲଗାମ...
‘ବିଶ୍ୱ ଜନସଂଖ୍ୟା ଦିବସ’ ପ୍ରତିବର୍ଷ ୧୧ ଜୁଲାଇରେ ପାଳନ କରାଯାଏ। ଏହାର ଲକ୍ଷ୍ୟ ହେଉଛି ବିଶ୍ୱର ଜନସଂଖ୍ୟା ଧାରା ଏବଂ ଏହାର ପ୍ରଭାବ ପ୍ରତି ଧ୍ୟାନ ଆକର୍ଷିତ କରିବା।
HCL ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୧୮୪ ପଦବୀ ପୂରଣ ହେବ।
'ଜୱାନ୍'ର ଟ୍ରେଲର ରିଲିଜ୍ ହେବା ପୂର୍ବରୁ ଏହାର ପ୍ରିଭ୍ୟୁ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଶାହରୁଖ ଖାନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଭିଡିଓରେ ଶାହରୁଖ ଖାନଙ୍କ ଦମଦାର୍ ଡାଏଲଗ୍ ସମସ୍ତଙ୍କୁ ରୋମାଞ୍ଚିତ କରିବା ଭଳି।
ବଲିଉଡ୍ ଆଇଟମ୍ ନମ୍ବରର ମାଷ୍ଟର ବା ଡ୍ୟାନ୍ସ କ୍ୱିନ୍ ମଲାଇକା ପୁଅମାନନଙ୍କୁ ପାଗଳ କରିବା ଆଜିକାଲିର କଥା ନୁହେଁ। ସେ ତାଙ୍କ କଲେଜ ଦିନରୁ ପୁଅମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲେ। ଯେତେବେଳେ ମଲାଇକା କଲେଜରେ ପଢୁଥିଲେ, ପୁଅମାନେ ତାଙ୍କ ଆଗ ପଛରେ ଚକ୍କର କାଟୁଥିଲେ।
ଶିବ ଗୃହସ୍ଥ ହୋଇଥିଲେ ମଧ୍ୟ ଶ୍ମଶାନରେ ରୁହନ୍ତି। ସେ ସଂସାରୀ ହୋଇଥିଲେ ବି ଶ୍ମଶାନରେ କାହିଁକି ରୁହନ୍ତି? ସେ ଏହା ଦ୍ୱାରା ଦୁନିଆକୁ କି ବାର୍ତ୍ତା ଦେବାକୁ ଚାହାନ୍ତି? ଏଭଳି ଅନେକ ପ୍ରଶ୍ନ ଅନେକଙ୍କ ମନରେ ଆସୁଥିବ । ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
ଭଗବାନ ଶିବଙ୍କ ଶ୍ୱଶୁର ଏବଂ ମାତା ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କୁ କେବେ ପସନ୍ଦ କରନ୍ତି ନାହିଁ। ପୌରାଣିକ କଥା ଅନୁଯାୟୀ, ରାଜା ଦକ୍ଷ ଏବଂ ଭଗବାନ ଶିବଙ୍କ ମଧ୍ୟରେ ତିକ୍ତତାର ତିନୋଟି କାରଣ ଅଛି। ଆସନ୍ତୁ ଜାଣିବା।
ଶିବ ଭକ୍ତମାନେ ବୋଲ୍ବମ୍ ଯାତ୍ରାରେ ନଦୀର ପବିତ୍ର ଜଳକୁ କାନ୍ଧରେ ନେଇ ଶିବଲିଙ୍ଗ ଉପରେ ଜଳାଭିଷେକ କରନ୍ତି। ପ୍ରତି ସୋମବାର ଏହି ଜଳାଭିଷେକ କଲେ ମହାଦେବ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି। କାଉଡିଆମାନେ ଜଳ ନେଇ ଯାତ୍ରା ସମୟରେ ‘ବୋଲ୍ବମ୍’ ନାରା ଦେଇଥାନ୍ତି। ଆସନ୍ତୁ ଜାଣିବା ଏହା...
ଆଜିକାଲି ବୋଲ୍ବମ୍ ଯାତ୍ରା ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି। ପିଲା, ବୃଦ୍ଧ, ଯୁବକ, ମହିଳା ଏହାକୁ ଆପଣେଇ ନେଲେଣି। ଶିବ କୃପା ପାଇବା ପାଇଁ ଖାଲି ପାଦରେ ଦୂରଦୂରାନ୍ତରେ ଥିବା ଶୈବପୀଠକୁ ଯାଇ ଜଳାଭିଷେକ କରୁଛନ୍ତି। ତେବେ ଏହି ବୋଲ୍ବମ୍ ଯାତ୍ରାର ଅନେକ ନିୟମ ରହିଛି। ଆପଣ ଯଦି...
କହ୍ନେଇଲାଲ ଦାସ ସ୍ମୃତି ସଂସଦ ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ସହଭାଗୀତାରେ ୭୬ତମ କହ୍ନେଇ ସ୍ମୃତି ସମାରୋହ ଅନୁଷ୍ଠିତ ହେବ। ଆସନ୍ତା ୨୩ ତାରିଖ ରବିବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୁବ ଗାଳ୍ପିକ ରାଜେନ୍ଦ୍ର ରାଉଳଙ୍କୁ କହ୍ନେଇ କଥା ପୁରସ୍କାରରେ ସମ୍ମାନୀତ କରାଯିବ।
ଅକ୍ଷୟ କୁମାର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଭଗବାନ ଶିବ ରୂପେ ଦେଖିବାକୁ ମିଳେ। ତାଙ୍କର ଲୁକ୍ ଏତେ ଜବରଦସ୍ତ ହୋଇଛି ଯେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।
ବର୍ତ୍ତମାନ 'ଡ୍ରିମ୍ ଗାର୍ଲ' ହେମା ମାଲିନୀ ତାଙ୍କର ଏକ ସାକ୍ଷାତକାରରେ ଏକ ବଡ଼ ଖୁଲାସା କରିଛନ୍ତି। ହେମା ମାଲିନୀଙ୍କ ଏହି କଥାରୁ ଏହା ସ୍ପଷ୍ଟ ହେଉଛି ଯେ ସେ ମଧ୍ୟ ତାଙ୍କ କ୍ୟାରିୟରର ପ୍ରଥମ ଦିନରେ କାଷ୍ଟିଂ କାଉଚ୍ର ଶିକାର ହୋଇଥିଲେ।
ବିଭିନ୍ନ ପଦବୀ ପାଇଁ ଇଣ୍ଡିଆନ୍ କୋଷ୍ଟ ଗାର୍ଡ (ICG) ନିଯୁକ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ କେବଳ ଅଫ୍ଲାଇନ୍ ମୋଡ୍ରେ ଆବେଦନ କରିବାକୁ ପଡିବ।