ଆମେ ଅନେକ ଭୁଲ ଖାଦ୍ୟ ଖାଇଥାଉ, ଯେଉଁଥିପାଇଁ ଅନ୍ତନଳୀ ପାଇଁ ହଜମ କରିବାରେ ବହୁତ ଅସୁବିଧା ହୋଇଥାଏ ଏବଂ ଏହା ଅନ୍ତଃ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ। ଆସନ୍ତୁ ଏମିତି ୫ ପ୍ରକାର ଖାଦ୍ୟ ବିଷୟରେ ଜାଣିବା ଓ ତୁରନ୍ତ ଛାଡିବା।
ଦ୍ରୁତଗତିରେ ବଢୁଥିବା ଖରାପ ଜୀବନଶୈଳୀ କାରଣରୁ ଲୋକମାନେ ଆଜିକାଲି ଅନେକ ସମସ୍ୟାର ଶିକାର ହେଉଛନ୍ତି। ଏହା ମଧ୍ୟରୁ ସିକଲ୍ ସେଲ୍ ଏମିତି ଏକ ରୋଗ, ଯାହା ରକ୍ତ ସହିତ ଜଡିତ ଏକ ସମସ୍ୟା। ତେବେ ଆସନ୍ତୁ ଜାଣିବା ଏହି ବ୍ୟାଧି କ’ଣ, ଏହାର କାରଣ, ଲକ୍ଷଣ ଓ କିପରି...
ଭାରତୀୟ ଡାକ ବିଭାଗ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଁ ପୁନର୍ବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଅନ୍ଲାଇନ୍ ଆବେଦନ ୧୬ ଜୁନ୍ ୨୦୨୩ରୁ ଆରମ୍ଭ ହୋଇଯାଇଛି। ସମୁଦାୟ ୪୩୮୪ଟି ପୋଷ୍ଟ୍ ପୂରଣ ହେବ।
ସନି ଦେଓଲଙ୍କ ବଡ ପୁଅ କରଣ ଦେଓଲ ଶେଷରେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ୍ ଦ୍ରିଶା ଆଚାର୍ଯ୍ୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦେଓଲ ପରିବାର ଧୂମ୍ଧାମ୍ରେ କରଣଙ୍କ ବିବାହ ଶୋଭାଯାତ୍ରାରେ ଯାଇ ଦ୍ରିଶାଙ୍କୁ କରଣଙ୍କ କନିଆଁ ସଜେଇଛନ୍ତି।
‘ଆଦିପୁରୁଷ’ ଫିଲ୍ମ ରିଲିଜ୍ ହେବା ଦିନଠାରୁ ଲୋକେ ଏହାର ସଂଳାପକାରଙ୍କୁ ଗାଳି ଦେବାରେ ଲାଗିଛନ୍ତି। ତେବେ ଆପଣ ଜାଣନ୍ତି କି କିଏ ଏହି ସଂଳାପ ଲେଖକ ଏବଂ ସେ କିପରି ବଲିଉଡ୍ରେ ଏତେ ସଫଳତା ପାଇଲେ। ଯଦି ଆପଣ ଜାଣି ନାହାଁନ୍ତି ତେବେ ଜାଣନ୍ତୁ ସେ କିଏ?
ରାଖୀ ସାୱନ୍ତଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସେ ଏକ ଇଣ୍ଟରନେଟ୍ ମେମ୍ସ ଆଇକନ୍ ହୋଇଯାଇଛନ୍ତି। ରାଖୀ ପାପାରାଜିଙ୍କ ଠାରୁ ଦୌଡୁଥିବା ଦେଖିବାକୁ ମିଳେ।
ସନ୍ତାନ ପ୍ରତି ଜଣେ ବାପାର ବଳିଦାନ ଏବଂ ଉତ୍ସର୍ଗରକୁ ମନେପକେଇବା ନେଇ ପ୍ରତି ବର୍ଷ ପାଳନ କରାଯାଏ ‘ବିଶ୍ୱ ପିତୃ ଦିବସ’। ତେବେ ଏହି ଦିନ ପାଳନ କରିବା ପଛରେ ଜଣେ ଝିଅର ହିଁ ହାତ ଅଛି। ଆସନ୍ତୁ ଜାଣିବା ସେ କିଏ…
ପରିବାରରେ ଖୁସିର ଲହରୀ। NEET ପରୀକ୍ଷାରେ ଏକାବେଳେ ୩ ଭଉଣୀ ସଫଳତା ପାଇଛନ୍ତି। ଫଳାଫଳ ଘୋଷଣା ପରେ ୩ ଭଉଣୀଙ୍କ ସଫଳତା ସାରା ଦେଶରେ ଆଲୋଚନା ହେଉଛି।
'ଆଦିପୁରୁଷ'ରେ ସଂଳାପକାର ମନୋଜ ଏଭଳି ଅନେକ ସଂଳାପ ଲେଖିଛନ୍ତି, ଯେଉଁଥିପାଇଁ ଦର୍ଶକ ତାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି। ସେ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଦର୍ଶକମାନେ ଅଭିଯୋଗ କରିଛନ୍ତି। ଦର୍ଶକଙ୍କ ଠାରୁ ସେ ଯେଉଁ ସମାଲୋଚନାର ଶିକାର ହେଉଛନ୍ତି ତାହା ଉପରେ ମନୋଜ ପ୍ରତିକ୍ରିୟା ରଖିଛନ୍ତି।
'ଆଦିପୁରୁଷ'କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର। କହିଲେ ରାବଣକୁ ଜଣେ ଖଳନାୟକ ଭାବରେ ଚିତ୍ରଣ କରାଯାଇପାରିବ ନାହିଁ।
ଶାସ୍ତ୍ରୀୟ ନୃତ୍ୟ-ସଙ୍ଗୀତରେ ଭାରତର ଝିଅମାନଙ୍କ ସହ କେହି ବି ତୁଳନୀୟ ନୁହେଁ। ଜଣେ ଝିଅ ଆଉ ଏକ ପାଦ ଆଗକୁ ଯାଇ ଏମିତି କାମ କରିଛନ୍ତି ଯାହା ଆଜି ପର୍ଯ୍ୟନ୍ତ କେହି କରିପାରି ନାହାଁନ୍ତି। ଲଗାତର ୫ ଦିନ ନାଚି ସେ ବିଶ୍ୱକୁ ଚକିତ କରି ଦେଇଛନ୍ତି।
ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ଲୋକଙ୍କ ହୋସ୍ ଉଡେଇବାରେ ଲାଗିଛି। ଏଥିରେ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିବା ଜଣେ ମହିଳା ଆଖିରେ ପଟି ବାନ୍ଧି ସ୍କୁଟି ଉପରେ ଚଢି ବ୍ୟାକ୍ ଫ୍ଲିପ୍ କରୁଥିବା ଦେଖାଯାଆନ୍ତି।
କରିଛନ୍ତି ବି-ଟେକ୍। ଚାକିରି ନାହିଁ। ଫୁଡ୍ ଡେଲିଭରୀ କରି ଦୁଃଖେ କଷ୍ଟେ ଚଳୁଛନ୍ତି। କିଛିଦିନ ହେବ ଟଙ୍କା ଅଭାବରୁ କେବଳ ଚା-ପାଣି ଖାଇ ବଞ୍ଚିଥିଲେ। ହେଲେ…
ସରକାରୀ ବ୍ୟାଙ୍କ୍ରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI) ଅବସରପ୍ରାପ୍ତ ବ୍ୟାଙ୍କ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ତାହା ମଧ୍ୟ ବିନା ପରୀକ୍ଷାରେ।
'ଆଦିପୁରୁଷ'ର ସଂଳାପ ଦର୍ଶକଙ୍କ ଦ୍ୱାରା ହଜମ ହେଉ ନାହିଁ। ଏହି ସମୟରେ ଶୁକ୍ରବାର ଦିନ କାଠମାଣ୍ଡୁର ସିନେମା ହଲ୍ରେ 'ଆଦିପୁରୁଷ'ର ସ୍କ୍ରିନିଂ ବନ୍ଦ କରାଯାଇଛି। ଭୁଲକୁ 'ସଂଶୋଧନ କରା ନ ଗଲେ କୌଣସି ଭାରତୀୟ ଚଳଚ୍ଚିତ୍ରକୁ ରାଜଧାନୀରେ ସ୍କ୍ରିନିଂ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି।
ଦୀର୍ଘ ଦିନର ଅପେକ୍ଷା ଶେଷ ହୋଇଛି। 'ଆଦିପୁରୁଷ' ଏବେ ଦର୍ଶକଙ୍କ ସାମ୍ନାରେ। ଓମ୍ ରାଓତଙ୍କ ଏହି ଚଳଚ୍ଚିତ୍ର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲା ଏବଂ ଆଜି ଏହା ଦର୍ଶକଙ୍କ ପାଖରେ ପହଞ୍ଚିଛି। ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ ବିଭିନ୍ନ ପ୍ରତିକ୍ରିୟା ଆସୁଛି।
ପ୍ରତ୍ୟେକ ମଣିଷର ମୌଳିକ ଆବଶ୍ୟକତା ରହିଛି। ହେଲେ ଆଜିର ଦୁନିଆରେ ମଧ୍ୟ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହି ମୌଳିକ ଆବଶ୍ୟକତାକୁ ପୂରଣ କରିବାରେ ଅସମର୍ଥ ହୁଅନ୍ତୁ। ଜଣେ ସାଧୁ ଅଛନ୍ତି, ଯିଏ ଏମାନଙ୍କ ସାହାରା ହୋଇଛନ୍ତି। ଆସନ୍ତୁ ଜାଣିବା…
ଚାଲିଥିଲା ବିବାହ। ବର ହଠାତ ଯୌତୁକ ମାଗିଲା। ଝଗଡା ବଢିଲା। ଯେତେ ବୁଝାସୁଝା କଲେ ମଧ୍ୟ ବର ତା’ ଜିଦିରେ ଅଟଳ ରହିଲା। କନ୍ୟାପକ୍ଷ ନେଲେ ଏମିତି ପଦକ୍ଷେପ। ଦେଲେ ଉତ୍ତମ ମଧ୍ୟମ।
କାଳିଆ ସାଆନ୍ତର ବଡଦାଣ୍ଡ ଧୂଳି ହେଉ କି ଶ୍ରୀମନ୍ଦିରର ମଳି ହେଉ। ସାଗରର ନୀଳ ଜଳ ହେଉ କି ଶ୍ରୀଅଙ୍ଗର ବାସି ମାଳ ହେଉ, ସବୁକିଛି ମହାନ ଆଉ ପବିତ୍ର। ଏହି ପବିତ୍ର ଜିନିଷ ମଧ୍ୟରେ ରଥ ଦଉଡି ବା ବାଦ ପଡିବ କାହିଁକି। ଏହି ପବିତ୍ର ଦଉଡ଼ିକୁ...
ନୀଳାଦ୍ରିବିଜେରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳେ ମହାପ୍ରଭୁଙ୍କ ମାନବୀୟ ଲୀଳା ଖେଳାର ଏକ ଅନନ୍ୟ ନିଦର୍ଶନ। ପତ୍ନୀଙ୍କୁ ସାଥିରେ ନ ନେଇ ରଥଯାତ୍ରାରେ ଯାଇଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି ମହାଲଷ୍ମୀ। କାଳିଆ ସାଆନ୍ତ ବଡ଼ ଦେଉଳ ଭିତରକୁ ପ୍ରବେଶ କଲାବେଳେ ବାଟ ଓଗାଳନ୍ତି ମହାଲଷ୍ମୀ। ଏହା ପରେ କ’ଣ...