ସୁପର୍ଷ୍ଟାର୍ ପ୍ରଭାସଙ୍କ ଅଭିନୀତ ଆଗାମୀ ପ୍ୟାନ ଇଣ୍ଡିଆ 'ସାଲାର: ପାର୍ଟ ୧ ସୀଜ୍ଫାୟାର୍' ଏବେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହୋଇଯାଇଛି। ଟିଜର୍ ଲଞ୍ଚ ପରଠାରୁ ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକ ଏବଂ ପ୍ରଶଂସକଙ୍କ ଉତ୍ସାହ ବହୁଗୁଣିତ ହୋଇଯାଇଛି।
ଆଜିକାଲି ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଗୋଟିଏ ପ୍ରୋଜେକ୍ଟ ପାଇଁ ୨୦୦ କୋଟିରୁ ଅଧିକ ଟଙ୍କା ଦାବି କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଗୋଟିଏ ଫିଲ୍ମରେ କେଇ ମିନିଟ୍ର ଅଭିନୟ ପାଇଁ ମଧ୍ୟ ଅନେକ ବଡ ତାରକା ବିପୁଳ ପରିମାଣର ଟଙ୍କା ଚାର୍ଜ କରନ୍ତି। ବଲିଉଡ୍ର...
ଦକ୍ଷିଣ ଆଫ୍ରିକାର ମହାତ୍ମା ଗାନ୍ଧୀ ଭାବରେ ଜଣାଶୁଣା ନେଲ୍ସନ୍ ମଣ୍ଡେଲା ଜେଲ୍ରେ ଥିବାବେଳେ ରଙ୍ଗଭେଦ ନୀତି ବିରୋଧରେ ଲଢିଥିଲେ। ସେ କେବଳ ଗୋରା ଓ କଳା ମଧ୍ୟରେ ଥିବା ବ୍ୟବଧାନକୁ ସମାପ୍ତ କରିନାହାଁନ୍ତି, ବରଂ ୧୦ ମେ ୧୯୯୪ରେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇ ଇତିହାସ...
ଆଜିକାଲି ଶାନ୍ତି ପାଇଁ ଚେଷ୍ଟା କରୁଥିବା ଲୋକଙ୍କ ତାଲିକା ବହୁତ କମ୍। ଏଥିରେ ଏକ ସ୍ୱତନ୍ତ୍ର ନାଁ ହେଉଛି ଦକ୍ଷିଣ ଆଫ୍ରିକାର ନେଲ୍ସନ୍ ମଣ୍ଡେଲା। ତାଙ୍କର ଅତୁଳନୀୟ ସଂଗ୍ରାମ ପାଇଁ ତାଙ୍କ ଜନ୍ମଦିନକୁ ‘ନେଲ୍ସନ୍ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ’ ଭାବରେ ପାଳନ କରାଯାଏ।
‘ଜୱାନ’ର ପ୍ରିଭ୍ୟୁ ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତ ପ୍ରଶଂସକ ଏବଂ ଟ୍ରେଡ୍ ଆନାଲିଷ୍ଟ୍ ଫିଲ୍ମର ବକ୍ସ ଅଫିସ୍ ରୋଜଗାରକୁ ନେଇ ନିଜ ନିଜ ପୂର୍ବାନୁମାନ ବାଣ୍ଟିବାରେ ଆରମ୍ଭ କରିଦେଇଛନ୍ତି। KRK ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି। ସେ ଯାହା କହିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବା ଥୟ।
ଇଣ୍ଡିଆନ୍ କୋଷ୍ଟଗାର୍ଡ ରିଜନ୍ ଉତ୍ତର ପୂର୍ବ ଗ୍ରୁପ୍ ସି ସିଭିଲିଆନ୍ ବର୍ଗ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏହି ନିଯୁକ୍ତି ପାଇଁ ବିଜ୍ଞାପନ ୧୫ ରୁ ୨୧ ଜୁଲାଇ ପର୍ଯ୍ୟନ୍ତ ପ୍ରକାଶିତ ହୋଇଛି। ଏହି ପୋଷ୍ଟଗୁଡିକ ଜେନେରାଲ୍ ସେଣ୍ଟ୍ରାଲ୍ ସର୍ଭିସ୍, ଗ୍ରୁପ୍ ସି, ଅଣ ଗେଜେଟେଡ୍,...
‘ପଠାନ୍’ର ବକ୍ସ ଅଫିସ୍ ରୋଜଗାରକୁ ନେଇ ବିଭିନ୍ନ ପ୍ରକାର ଗୁଜବ ଅନଲାଇନରେ ଦେଖାଯାଇଥିବା ବେଳେ ‘ପଠାନ୍’ ବକ୍ସ ଅଫିସ୍ ରୋଜଗାରକୁ ନେଇ କାଜୋଲଙ୍କ ମତ ଏହି ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି। ଏନେଇ ଶାହରୁଖଙ୍କ ପ୍ରଶଂସକମାନେ କାଜୋଲଙ୍କ ଉପରେ ରାଗିଯାଇଛନ୍ତି।
ଚିତାଲାଗି ଅମାବାସ୍ୟାର ମୁଖ୍ୟ ଆକର୍ଷଣ ହେଉଛି ଚିତଉ ପିଠା। ଓଡ଼ିଆ ଗଣପର୍ବ ଚିତାଲାଗି ଅମାବାସ୍ୟାରେ ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ଲାଗି ହେଉଥିବା ଚିତଉ ପିଠା ଛପନ ଭୋଗ ମଧ୍ୟରୁ ଅନ୍ୟତମ। ଆଜି ଆସନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି ବିଷୟରେ ଜାଣିନେବା।
ଓଡ଼ିଶାର ଗଣପର୍ବ ଚିତାଲାଗି ଅମାବାସ୍ୟା। ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା ତିଆରି କରି ଅର୍ପଣ କରାଯାଇଥାଏ। ଏହାକୁ କାହିଁକି କୁହାଯାଏ ଚିତାଲାଗି ଅମାବାସ୍ୟା ଓ ପାଣିକୁ କାହିଁକି ପିଠା ପକାଯାଏ ଜାଣିବା ପାଇଁ ପଢନ୍ତୁ।
କୋଚିନ୍ ଶିପ୍ୟାର୍ଡ ଲିମିଟେଡ୍ ଏବେ ଶ୍ରମିକ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୦୦ ପଦବୀ ପୂରଣ ହେବ। ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ।
ଡ୍ରାମା କ୍ୱିନ୍ ରାଖୀ ସାୱନ୍ତଙ୍କ ଟଙ୍କା, କାର୍, ମୋବାଇଲ୍ ଚୋରି ହୋଇଯାଇଛି। ଏହି କାରଣରୁ ସେ ଖୁବ୍ ଚିନ୍ତାରେ ଥିବା ଜଣାପଡିଛି। ଅଭିନେତ୍ରୀଙ୍କ ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଆଲୋଚନା ହଉଛି ଯେ ଅଭିଷେକ ମଧ୍ୟ ସମାଜବାଦୀ ପାର୍ଟି ଟିକେଟ୍ ରେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସେ ଉତ୍ତରପ୍ରଦେଶର ଆହ୍ଲାବାଦ ଲୋକସଭା ଆସନରୁ ନିର୍ବାଚନ ଲଢେଇବା ନେଇ ଚର୍ଚ୍ଚା ହେଉଛି।
ପିଲାମାନଙ୍କୁ ଶିକ୍ଷା ଦେବା ଏବଂ ସେମାନଙ୍କୁ ଶିକ୍ଷା ପ୍ରତି ଆକର୍ଷଣ କରିବା ପାଇଁ ଜଣେ ଶିକ୍ଷକଙ୍କ ଅଭିନବ ପ୍ରୟାସ। ସେ ନାଚ, ଗୀତ ମାଧ୍ୟରେ ପିଲାମାନଙ୍କୁ ପାଠ ପଢଉଛନ୍ତି। ସେ ଏକ ମ୍ୟୁଜିକ୍ ଭିଡିଓ ମଧ୍ୟ ଲଞ୍ଚ୍ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି...
ଚାଲିଛି ଶ୍ରାବଣ ମାସ। ଶିବ ଭକ୍ତମାନେ ମହାଦେବଙ୍କ କୃପା ପାଇବା ପାଇଁ ପାଣି ଭାର ନେଇ ସବୁ ସୋମବାରରେ ବିଭିନ୍ନ ଶୈବପୀଠକୁ ଯାଇ ଶିବ ଲିଙ୍ଗରେ ଜଳାଭିଷେକ କରୁଛନ୍ତି। ଏହି ଶିବ ଲିଙ୍ଗକୁ ସମଗ୍ର ଶକ୍ତିର ଉତ୍ସ ବୋଲି କୁହାଯାଏ। ଏହା ପଛରେ ରହିଛି ବୈଜ୍ଞାନିକ କାରଣ।
ସରକାରୀ ହଷ୍ଟେଲରେ ନାବାଳିକାମାନେ ସ୍ନାନ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ସାଧାରଣରେ ଉତ୍ତେଜନା ବ୍ୟାପୁଛି।
ISRO ବୈଜ୍ଞାନିକ / ଇଂଜିନିୟର ପଦ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଚାଲିଛି। ଅନ୍ୟାନ୍ୟ ତଥ୍ୟ ପାଇଁ ପଢନ୍ତୁ।
ମାମୁ ଗୋବିନ୍ଦାଙ୍କ ମଧ୍ୟରେ ଥିବା ସବୁ ମତଭେଦର ଅନ୍ତ କରିବାକୁ ଚାହୁଛନ୍ତି କୃଷ୍ଣା ଅଭିଷେକ। ସେ ମାମୁ-ମାଇଁଙ୍କୁ ବହୁତ ଭଲ ପାଆନ୍ତି ବୋଲି କହିବା ସହ ମାଇଁ ତାଙ୍କ ପାଇଁ ବହୁତ କିଛି କରିଛନ୍ତି ଆଉ ସେ ତାଙ୍କ ମା’ ପରି ବୋଲି କହିଛନ୍ତି।
ଟ୍ରେନର ଶେଷ କମ୍ପାର୍ଟମେଣ୍ଟ୍ ପଛରେ “X” ଚିହ୍ନ ଥିବାର ଅନେକ ଯାତ୍ରୀ ନିଶ୍ଚୟ ଦେଖିଥିବେ । ଅନେକଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିଥିବ ଏହି ଚିହ୍ନର ପ୍ରକୃତ ଅର୍ଥ କ’ଣ। ଏହାର ଅର୍ଥ ବୁଝାଇବାକୁ ଯାଇ ରେଳ ମନ୍ତ୍ରଣାଳୟ ଟ୍ୱିଟରକୁ ଯାଇଥିଲା ଏବଂ ଶେଷରେ ଏହାର ଉତ୍ତର ପାଇ...
ବେକାରୀ ସମସ୍ୟା ବିଶ୍ୱସ୍ତରରେ ଏକ ଚିନ୍ତାର କାରଣ ହୋଇଛି। ଏପରି ପରିସ୍ଥିତିରେ, ଦକ୍ଷତା ବିକାଶ ଏବଂ ସେମାନଙ୍କର ସାମର୍ଥ୍ୟର ବିକାଶ ପାଇଁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ହୋଇପଡିଛି। ସେଥିପାଇଁ ପାଳନ ହେଉଛି ‘ବିଶ୍ୱ ଯୁବ ଦକ୍ଷତା ଦିବସ’।
ଶାହରୁଖ ଖାନ ଓ ଦୀପିକା ପାଦୁକନ ଷ୍ଟାରର ‘ପଠାନ’ ଏବେ ପୁଣି ଏକ ରେକର୍ଡ ଭାଙ୍ଗିଛି। ଏହି ଫିଲ୍ମ ଏବେ ଋଷ ଏବଂ କମନ୍ୱେଲଥ୍ ଅଫ୍ ଇନ୍ଡିପେଡେଣ୍ଟ୍ ଷ୍ଟେଟ୍ (CIS) ର ୩,୦୦୦ ରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି। ପ୍ରଥମ ଦିନର ରୋଜଗାରରେ ଏହା ବାହୁବଲୀର ରେକର୍ଡ...