• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Omg 2 box office collection affected by a certificate and left behind form gadar 2
ଭଲ କାହାଣୀ ସତ୍ତ୍ୱେ କାହିଁକି ‘ଗଦର-୨’ ତୁଳନାରେ ରୋଜଗାରରେ ପଛରେ ପଡିଛି ‘OMG-2’

ଏକ ଭଲ କାହାଣୀ ପରେ ମଧ୍ୟ OMG-2 ଗଦର-୨ ତୁଳନାରେ ରୋଜଗାରରେ ବହୁ ପଛରେ ପଡିଛି। ଏହା ପଛରେ ଏକ ବଡ କାରଣ ମଧ୍ୟ ଅଛି ଯାହା ଫିଲ୍ମର ସାର୍ଟିଫିକେଟ୍ ବିଷୟରେ କୁହାଯାଉଛି। ଅକ୍ଷୟ କୁମାର ନିଜେ ଫିଲ୍ମର 'ଏ' ସାର୍ଟିଫିକେଟ୍ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

gadar 2 beats prabhas baahubali 2 record
Gadar 2: ‘ବାହୁବଲୀ ୨’କୁ ପଛରେ ପକେଇ ନୂଆ ରେକର୍ଡ କଲା ‘ଗଦର ୨’

‘ଗଦର ୨’ ରିଲିଜ୍‌ ହେବାର ୯ ଦିନ ବିତିଗଲାଣି, ଏହା ପରେ ବି ଫିଲ୍ମର କ୍ରେଜ୍‌ କମି ନାହିଁ। ଏହି ଫିଲ୍ମ ରିଲିଜ୍‌ ହେବା ଦିନଠାରୁ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିବାରେ ଲାଗିଛି। ଚଳଚ୍ଚିତ୍ରଟି ‘ବାହୁବଲୀ ୨’ ର ରେକର୍ଡ ଭାଙ୍ଗିଛି। ଜାଣନ୍ତୁ ସେହି ରେକର୍ଡ କ’ଣ…

Women special how to look younger after age of 30 naturally
Women Special: ଏହି ୬ଟି ଟିପ୍ସ ମାନିଲେ ମହିଳାମାନେ ସବୁବେଳେ କମ ବୟସର ଲାଗିବେ

ସୁନ୍ଦର ଆଉ ଫିଟ୍ ରହିବା ସବୁ ବୟସର ମହିଳାମାନଙ୍କର ସ୍ୱପ୍ନ। ଯଦି ଆପଣ ୩୦ ବର୍ଷ ବୟସରୁ ନିଜ ଚର୍ମକୁ ନେଇ ସାବଧାନ ରୁହନ୍ତି ତେବେ ଏଥିରେ କୁଞ୍ଚନ ଦେଖାଯିବା ଏବଂ ସୂକ୍ଷ୍ମ ରେଖା ସମସ୍ୟାକୁ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ପ୍ରାକୃତିକ ଉପାୟରେ ବାର୍ଦ୍ଧକ୍ୟର...

5 miraculous leaves will destroy uric acid
Health Tips: ଦୈନିକ ଖାଆନ୍ତୁ ଏହି ୫ଟି ପତ୍ର; ରହିବନି ୟୁରିକ୍ ଏସିଡ୍‌ ସମସ୍ୟା

ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଭୁଲ ଖାଦ୍ୟପେୟ ଶରୀରରେ ଅନେକ ରୋଗର କାରଣ ହେଉଛି। ୟୁରିକ୍ ଏସିଡ୍ ମଧ୍ୟ ସେସବୁ ମଧ୍ୟରୁ ଗୋଟିଏ। ଯେଉଁ କାରଣରୁ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯାଏ। ବିନା ଖର୍ଚ୍ଚରେ ଏହି ସମସ୍ୟାକୁ ଦୂର କରିବା ପାଇଁ ଏହି ୫ଟି ପତ୍ରକୁ ଖାଆନ୍ତୁ।

NCL Recruitment 2023
NCL Recruitment 2023: ମାଟ୍ରିକ୍ ପାଶ୍ କରିଛନ୍ତି କି; ଆପଣ ବି କରିପାରିବେ ସରକାରୀ ଚାକିରି

ଉତ୍ତର କୋଲ୍ ଫିଲ୍ଡସ୍ ଲିମିଟେଡ୍ (NCL) HEMM ଅପରେଟର୍ (ଟ୍ରେନି) ସହିତ ୩୩୮ଟି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଆପଣ ଯଦି ମାଟ୍ରିକ୍ ପାଶ୍ କରିଥିବେ ତେବେ ଏହାର ସୁଯୋଗ ନେଇପାରିବେ।

ନ୍ୟାୟରେ ବିଳମ୍ବ ଯୋଗୁଁ ଆଙ୍ଗୁଠି କାଟି ପ୍ରତିବାଦ କଲେ ଯୁବକ
ଭାଇ-ଭାଉଜଙ୍କ ଆତ୍ମହତ୍ୟା; ନ୍ୟାୟରେ ବିଳମ୍ବ ଯୋଗୁଁ ଆଙ୍ଗୁଠି କାଟି ପ୍ରତିବାଦ କଲେ ଯୁବକ

ଭାଇ ଓ ଭାଉଜଙ୍କ ଆତ୍ମହତ୍ୟା ମାମଲାରେ ନ୍ୟାୟ ମିଳିବାରେ ବିଳମ୍ବ ହେବାରୁ ଯୁବକ ନିଜ ଆଙ୍ଗୁଠି କାଟି ପ୍ରତିବାଦ କଲେ। କହିଲେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ପ୍ରତି ସପ୍ତାହରେ ଶରୀରର ଗୋଟିଏ ଗୋଟିଏ ଅଂଶ କାଟି ସରକାରଙ୍କୁ ପଠାଇବେ।

Gadar 2 actor sunny deol say about gadar 3
Gadar 2: ଖୁବ୍ ଶୀଘ୍ର ଆସିବ 'ଗଦର ୩'; ପୁଣି ବୁଲିବ ତାରା ସିଂହଙ୍କ ହାତୁଡି

ଦୀର୍ଘ ୨୨ ବର୍ଷ ପରେ, ରୂପେଲି ପରଦାରେ 'ଗଦର ୨'ରେ ତାରା ସିଂହ ଏବଂ ସକିନାଙ୍କ ଆଇକନିକ୍ ଯୋଡିକୁ ଦେଖି ଦର୍ଶକମାନଙ୍କ ଖୁସି କହିଲେ ନ ସରେ। ଏହାରି ଭିତରେ 'ଗଦର ୩'ର ସୂଚନା ପ୍ରଶଂସକଙ୍କ ହୃଦୟକୁ ଆହୁରି ଅସ୍ଥିର କରି ପକେଇଛି।

Megastar rajinikanth reached lucknow to meet yogi adityanath to-watch jailer
ଲକ୍ଷ୍ନୌରେ ରଜନୀକାନ୍ତ; ଯୋଗୀ ଆଦିତ୍ୟନାଥଙ୍କ ସହ ଦେଖିବେ ‘ଜେଲର’

ଯେତେବେଳେ ରଜନୀକାନ୍ତଙ୍କ ପ୍ରଶଂସକମାନେ ଫିଲ୍ମର ସଫଳତାକୁ ନେଇ ଉତ୍ସବ ମନଉଛନ୍ତି ସେ ଫିଲ୍ମ ରିଲିଜ୍ ହେବାର ଦିନକ ପୂର୍ବରୁ ତାଙ୍କର ଆଧ୍ୟାତ୍ମିକ ଯାତ୍ରାରେ ହିମାଳୟ ବାହାରିଯାଇଛନ୍ତି। ସେ ଶୁକ୍ରବାର ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କ ଫିଲ୍ମ 'ଜେଲର' ଦେଖିବାର ଯୋଜନା ଅଛି।

Ancient Indian philosophy and the teachings of humanity
World Humanitarian Day 2023: ମାନବିକତାର କଥା କହେ ପ୍ରାଚୀନ ଭାରତୀୟ ଦର୍ଶନ

ସାରା ଦୁନିଆରେ ମାନବୀୟ ଚେଷ୍ଟାକୁ ସମ୍ମାନିତ କରିବା ଏବଂ ମାନବ କଲ୍ୟାଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ମାନବତାବାଦୀ ଦିବସ’ ପାଳନ କରାଯାଏ।

daughter of ice-cream seller cracked IIT-JEE
Success Story: ସଫଳତା: ଆଇସ୍‌କ୍ରିମ୍‌ ବିକାଳିଙ୍କ ଝିଅ ହେବେ ‍ଇଂଜିନିୟର୍

ଆହ୍ୱାନକୁ ଦୂର କରି କୋଥାଗୁଡେମ ଜିଲ୍ଲାର ଏକ ସୁଦୂର ଗାଁର ଜଣେ ଆଦିବାସୀ ଛାତ୍ରୀ ଉଲ୍ଲେଖନୀୟ ଏକାଡେମିକ୍ ଦକ୍ଷତା ପ୍ରଦର୍ଶନ କରିଛନ୍ତି ଏବଂ ବିହାରର ଆଇଆଇଟି ପାଟନାରେ ଆଡମିଶନ ପାଇଛନ୍ତି।

World Photography Day 2023
World Photography Day: ଗୋଟିଏ ଫଟୋଗ୍ରାଫ୍ ହିଁ କହିଦିଏ ଇତିହାସର କଥା

ସମସ୍ତଙ୍କ ଜୀବନରେ ଫଟୋ କିଛି ନା କିଛି ଗୁରୁତ୍ୱ ରଖେ। ଫଟୋଗ୍ରାଫ୍ ମାଧ୍ୟମରେ ଲୋକେ ସେମାନଙ୍କର ଇତିହାସକୁ ଖୋଜନ୍ତି ଆଉ ବୁଝନ୍ତି। ଫଟୋର ଏହି ମହତ୍ତ୍ୱକୁ ବୁଝେଇବା ନେଇ ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ପାଳନ କରାଯାଏ।

Puskara motion poster release
ଆସିଲା ‘ପୁଷ୍କରା’ର ମୋସନ ପୋଷ୍ଟର; ଲୋକେ କହିଲେ ବୋବାଲ୍...

ଆସିଲା ନୂଆ ଓଡିଆ ଚଳଚ୍ଚିତ୍ର ‘ପୁଷ୍କରା’ର ମୋସନ ପୋଷ୍ଟର। ହଜିଯାଉଥିବା ଏକ କୌଳିକ ବୃତ୍ତି ଉପରେ ଆଧାରିତ ଏହି ଫିଲ୍ମରେ ସବ୍ୟସାଚୀଙ୍କ ବ୍ୟତୀତ ସୁପ୍ରୀୟା, ବିକାଶ ଚୌଧୁରୀ, ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା ମୁଖ୍ୟ ଭୂମିକାରେ ଅଛନ୍ତି।

Sikkim started govt shravan kumar award for children taking care of elderly parents
ଏହି ସରକାରଙ୍କ ଘୋଷଣା; ବାପାମାଆଙ୍କ ସେବା କରୁଥିବା ପୁଅ ଝିଅ ପାଇବେ ୧୫ ଲକ୍ଷ

ଏହି ସରକାର ଏକ ଅଭିନବ ଯୋଜନା ଆରମ୍ଭ କରିଛନ୍ତି। ବୃଦ୍ଧ ପିତାମାତାଙ୍କ ସେବା କରୁଥିବା ପୁଅ ଓ ଝିଅମାନଙ୍କ ପାଇଁ 'ଶ୍ରବଣ କୁମାର ପୁରସ୍କାର' ଆରମ୍ଭ ହୋଇଛି। ସ୍ୱାଧୀନତା ଦିବସ ଅବସରରେ ଏହି ପୁରସ୍କାରକୁ ଘୋଷଣା କରାଯାଇଛି।

ପଛରେ ପଡିଲେ ୩ ଖାନ୍; ସନିଙ୍କୁ ଛୁଇଁବାକୁ ବର୍ଷ ବର୍ଷ ଲାଗିବ
Gadar 2: ପଛରେ ପଡିଲେ ୩ ଖାନ୍; ସନିଙ୍କୁ ଛୁଇଁବାକୁ ବର୍ଷ ବର୍ଷ ଲାଗିବ

ରିଲିଜ୍ ହେବାର ୬ ଦିନରେ ସନି ଦେଓଲଙ୍କ ଫିଲ୍ମ 'ଗଦର ୨' ବକ୍ସ ଅଫିସ୍ ଆୟରେ ଏକ ବଡ ରେକର୍ଡ ସୃଷ୍ଟି କରିଛି, ଯାହା 'ସୁଲତାନ୍', 'ପଠାନ୍' ଏବଂ 'ଡଙ୍ଗଲ' ଭଳି ଫିଲ୍ମକୁ ପଛରେ ପକେଇଦେଇଛି। ଏହି ରେକର୍ଡ ଭାଙ୍ଗିବାକୁ ଶାହରୁଖ ଖାନ, ଆମୀର ଖାନ ଏବଂ ସଲମାନ...

indias first woman bulubul who was hanged
ଏ ହେଉଛନ୍ତି ଭାରତର ପ୍ରଥମ ମହିଳା ଯାହାଙ୍କୁ ଇଂରେଜ୍‌ମାନେ ଫାଶି ଦେଇଥିଲେ

ସ୍ୱାଧୀନତା ସଂଗ୍ରାମରେ ଅନେକ ଲୋକ ଶହୀଦ ହୋଇଥିଲେ। ଭାରତ ମାତାକୁ ସ୍ୱାଧୀନ କରିବା ନେଇ ଅନେକ ମହିଳା ମଧ୍ୟ ନିଜ ଜୀବନକୁ ବଳିଦାନ ଦେଇଥିଲେ। ଅନେକ ବୀର ମହିଳାଙ୍କ କାହାଣୀ ଉଦାହରଣ ସୃଷ୍ଟି କରିଛି। ଏହିପରି ଏକ କାହାଣୀ ହେଲା ବୁଲବୁଲଙ୍କର।

Never do these 5 things after having your night meal
Health Tips: ରାତ୍ରୀ ଭୋଜନ ପରେ ଆପଣ ଏହି ୫ ଭୁଲ୍ କରୁଛନ୍ତି କି; ଭୋଗିବେ ବଡ଼ ସମସ୍ୟା

ଆଜିକାଲି ଧାଁ ଧପଡ ଜୀବନରେ ଲୋକମାନେ ପ୍ରାୟ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରନ୍ତି ଏବଂ କ୍ଲାନ୍ତ ହୋଇ ଘରକୁ ଫେରନ୍ତି। ଏହାପରେ ତୁରନ୍ତ ଖାଦ୍ୟ ଖାଇ ଶୋଇବାକୁ ଯାଆନ୍ତି। ଲୋକମାନେ ରାତ୍ରି ଭୋଜନ କରିବା ପରେ ଅନେକ ଭୁଲ ମଧ୍ୟ କରନ୍ତି। ଏହିସବୁ ଭୁଲ ସେମାନଙ୍କୁ ଅଧିକ...

competitive exams full forms list
Full Forms List: ସରକାରୀ ଚାକିରି ଖୋଜିବା ପୂର୍ବରୁ ଜାଣିନିଅନ୍ତୁ ଏସବୁର ଫୁଲ୍‌ଫର୍ମ

ଅଧିକାଂଶ ପିଲା ପ୍ରତିଯୋଗିତାମୂଳକ ପରୀକ୍ଷାର ନାମକୁ କେବଳ ସର୍ଟ ଫର୍ମ ଭାବେ ଜାଣନ୍ତି। କଥାବାର୍ତ୍ତାରେ ଆମେ ପ୍ରାୟତଃ ସର୍ଟ ଫର୍ମ ବ୍ୟବହାର କରୁ। କିନ୍ତୁ ଆପଣ ଯଦି କୋଣସି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣ ସମସ୍ତ ପରୀକ୍ଷାର ଫୁଲ ଫର୍ମ ମଧ୍ୟ ଜାଣିନେବା ଉଚିତ।

Judge shoots wife dead in us
ବିଚାରପତିଙ୍କ ଚାଲିଛି ବିଚାର; ନିଶାରେ କଲେ ଏମିତି କାଣ୍ଡ...

ଜଣେ ବିଚାରପତି ମଦ୍ୟପାନ କରି ତାଙ୍କ ପତ୍ନୀଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁଳିମାରିବା ପରେ ସେ ଜଣେ ସହକର୍ମୀଙ୍କୁ ଏକ ବାର୍ତ୍ତା ପଠାଇଥିଲେ ଯେ “ମୁଁ ଆସନ୍ତାକାଲି ଏଠାରେ ରହିବି ନାହିଁ, ମୁଁ ଜେଲ୍‌ରେ ରହିବି।” ମଙ୍ଗଳବାର ଦିନ ଏହି ମାମଲାରେ ଆମେରିକାର ଏକ କୋର୍ଟରେ...

Husband Says Dying Wife's Last Wish Is To Sleep With Her Ex
ମୃତ୍ୟୁ ପୂର୍ବରୁ ପତ୍ନୀଙ୍କ ଅଜବ କାମନା, ପୂର୍ବତନ ସାଥୀଙ୍କ ସହ ଶାରୀରିକ ସମ୍ପର୍କ ରଖିବେ

ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ ମୃତ୍ୟୁର ଇଚ୍ଛା ସହିତ ଜଡିତ ଏକ ସମସ୍ୟାକୁ ନେଇ କଠିନ ପରିସ୍ଥିତିରେ ପଡିଛନ୍ତି। ସେ ତାଙ୍କ ପତ୍ନୀଙ୍କ ଇଛାରେ ସହମତ ହୋଇପାରୁ ନାହାନ୍ତି ଏବଂ ଏ ବିଷୟରେ ଆଲୋଚନା କଲେ କଷ୍ଟ ଅନୁଭବ କରୁଛନ୍ତି। ଆସନ୍ତୁ ଜାଣିବା ସେହି ଇଛା କ’ଣ।

Sunny deol film gadar 2 crosses 200 crore left rajinikanth jailer behind
ଥମୁନି 'ଗଦର ୨'ର ଜଲ୍‌ୱା; ରଜନୀକାନ୍ତଙ୍କୁ ପଛରେ ପକାଇ ସନୀ ଦେଓଲ ଆଗରେ

ସନି ଦେଓଲଙ୍କ 'ଗଦର ୨' ଏବଂ ରଜନୀକାନ୍ତଙ୍କ 'ଜେଲର' ଭାରତ ସମେତ ବିଦେଶରେ ବି ଦମଦାର ରୋଜଗାର କରୁଛି। ତେବେ ସନି ଦେଓଲଙ୍କ ‘ଗଦର ୨’ର ଆଲୋଚନା ସବୁଠାରେ ଦେଖାଯାଉଛି। ମାତ୍ର ୮୦ କୋଟି ବଜେଟରେ ତିଆରି ଏହି ଫିଲ୍ମ ଅନେକ ରେକର୍ଡ ସୃଷ୍ଟି କରୁଥିବା ଜଣାପଡିଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।