• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

World Nature Conservation Day 2023
World Nature Conservation Day 2023: କିପରି କରବା ପ୍ରକୃତିର ସଂରକ୍ଷଣ, ଜାଣନ୍ତୁ ଉପାୟ...

ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶର ଅବନତି ଦିନକୁ ଦିନ ପ୍ରମୁଖ ପ୍ରସଙ୍ଗ ପାଲଟିବାରେ ଲାଗିଛି। ସମସ୍ତେ ଏହି ସମସ୍ୟାକୁ ଗମ୍ଭୀରତାର ସହ ନେ‍ଇ ପରିବେଶର ସୁରକ୍ଷା ପାଇଁ କିଛି କରିବା ଉଚିତ।

World Hepatitis Day 2023 history importance and theme
World Hepatitis Day 2023: ୨୦୩୦ ସୁଦ୍ଧା ବିଶ୍ୱ ହେବ ହେପାଟାଇଟିସ୍ ମୁକ୍ତ !

ହେପାଟାଇଟିସ୍ ଏବଂ ଯକୃତ ସମ୍ବନ୍ଧୀୟ ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୮ ଜୁଲାଇରେ ‘ବିଶ୍ୱ ହେପାଟାଇଟିସ୍ ଦିବସ’ ପାଳନ କରାଯାଏ। ଆଜି ଏହି ଦିନ ଥିନାରୁ ଆସନ୍ତୁ ବିଶ୍ୱ ହେପାଟାଇଟିସ୍ ଦିବସର ଇତିହାସ, ମହତ୍ତ୍ୱ ଏବଂ ଏହି ଚଳିତ ବର୍ଷର ଥିମ୍...

Success story of ramakant tyagi passed psc exam 3 times
Success Story: ଜନ୍ମରୁ ପକ୍ଷାଘାତରେ ଆକ୍ରାନ୍ତ; ୩ ଥର PSC ପରୀକ୍ଷା ପାଶ୍‌ କଲେଣି ରମାକାନ୍ତ

ରମାକାନ୍ତ ତ୍ୟାଗୀ ଜନ୍ମରୁ ପକ୍ଷାଘାତରେ ଆକ୍ରାନ୍ତ। ଏହା ପରେ ମଧ୍ୟ ସେ ତାଙ୍କ ଧୈର୍ଯ୍ୟ ନ ହରାଇ ପାଠ ପଢା ଜାରି ରଖିଥିଲେ। ସେ ୩ ଥର ମଧ୍ୟପ୍ରଦେଶ PSC ଲିଖିତ ପରୀକ୍ଷା ପାଶ୍‌ କରିଛନ୍ତି।

Mugdha Godse birthday special
ମୁଗ୍‌ଧା ଗୋଡ୍‌ସେ ଆଜି ଜଣେ ପ୍ରସିଦ୍ଧ ଅଭିନେତ୍ରୀ; ଦିନେ ୧୦୦ ଟଙ୍କାରେ ପେଟ୍ରୋଲ୍ ପମ୍ପରେ କରୁଥିଲେ କାମ

ଆଜି ମୁଗ୍‌ଧା ଗୋଡ୍‌ସେ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। କିନ୍ତୁ ବଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବା ନେଇ ତାଙ୍କ ଯାତ୍ରା ଆଦୌ ସହଜ ନଥିଲା। ସେ ଦିନେ ୧୦୦ ଟଙ୍କାରେ ପେଟ୍ରୋଲ୍ ପମ୍ପରେ କାମ କରୁଥିଲେ।

kalki koechlin talks about white girl phenomenon and casting couch experience
ମୋ ଗୋରାପଣ ମୋ ପାଇଁ କାଳ ହୋଇଛି; ମତେ କାଷ୍ଟିଙ୍ଗ୍ କାଉଚର ଶିକାର ହେବାକୁ ପଡିଛି; କଲ୍‌କୀ

କଲ୍‌କୀ କୋଏଚ୍‌ଲୀନ୍ ବଲିଉଡରେ ନିଜର ଅଭିନୟର ଚକ୍‌ମା ଦେଖେଇଛନ୍ତି। ଏବେ ସେ ପ୍ରକାଶ କରିଛନ୍ତି ଯେ ଅତ୍ୟଧିକ ଗୋରାପଣ ତାଙ୍କ ପାଇଁ ଏକ ସମସ୍ୟା ହୋଇଯାଇଛି। କେବଳ ଏତିକି ନୁହେଁ ତାଙ୍କୁ କାଷ୍ଟିଂ କାଉଚ୍‌ର ମଧ୍ୟ ଶିକାର ହେବାକୁ ପଡିଛି। ଅନେକ ବର୍ଷ ପରେ ଅଭିନେତ୍ରୀ ନିଜର ଏହି...

Kargil Vijay Diwas 2023 Martyr Srinibas Patra
Kargil Vijay Diwas 2023: ବିବାହର ୬ ଦିନ ପରେ ଚାଲିଗଲେ ଯୁଦ୍ଧଭୂମିକୁ; ୭ ଦିନ ପରେ ଆସିଲା ଦୁଃଖ ଖବର

ବିବାହର ୬ ଦିନ ପରେ ତାଙ୍କୁ ଆସିଥିଲା ଡାକରା। ଯୁଦ୍ଧ ଆରମ୍ଭ ହୋଇଯାଇଛି। ଆଉ ଯେମିତି ହେଲେ ପହଞ୍ଚିବାକୁ ହେବ। ବିବାହ ପାଇଁ ଆଣିଥିବା ୧୦ ଦିନ ଛୁଟି ମଧ୍ୟରୁ ମାତ୍ର ୬ ଦିନ ସରିଛି। ବୀର ପୁତ୍ର ଚାଲି ଯାଇଥିଲେ କର୍ମ କ୍ଷେତ୍ରକୁ। ଆଉ ଯିବାର ଠିକ୍‌...

Kargil Vijay Diwas 2023
Kargil Vijay Diwas 2023: ଆଗେ ଆସିଲା ପୁଅ ସହିଦ ହେବା ଖବର, ପରେ ଆସିଲା ହାତ ଲେଖା ଚିଠି; ଲେଖାଥିଲା ରଜ ଆସୁଛି, ଘରକୁ ଯିବି...

ନୀଳଗିରି ବ୍ଲକ୍‌ ବରହମପୁର ମେଡିକାଲ ନିକଟରେ ସ୍ଥାପିତ ହୋଇଥିବା ସହିଦଙ୍କ ସ୍ମୃତିପୀଠକୁ ଦେଖିଲେ କିଛି କ୍ଷଣ ଅଟକିବାକୁ ଓ ତାଙ୍କର ବଳିଦାନକୁ ମନେପକାଇବାକୁ ଏବେବି ଭୁଲୁନାହାନ୍ତି ଗ୍ରାମବାସୀ। ସେ ହେଉଛନ୍ତି ବରହମପୁର ଅଞ୍ଚଳର ସହିଦ ବୀର ଯବାନ ମହେଶ୍ୱର ବେହେରା, ଯିଏ କାର୍ଗିଲ୍‌ରେ ମାଟି ମା’ ପାଇଁ ଲଢ଼ି...

bhaag milkha bhaag will rerelease in theatre on 6 august
ଆଉ ଥରେ ରିଲିଜ୍ ହେବ 'ଭାଗ୍‌ ମିଲ୍‌ଖା ଭାଗ୍‌'; ଜାଣନ୍ତୁ କେବେ

୨୦୧୩ ମସିହାରେ ରିଲିଜ୍ ହୋଇଥିବା 'ଭାଗ୍‌ ମିଲ୍‌ଖା ଭାଗ୍‌'କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ଏକ ଦଶନ୍ଧି ସମାପ୍ତ ହୋଇଛି। ଏହି ଅବସରରେ ଫିଲ୍ମ ନିର୍ମାତା ଦର୍ଶକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ଫିଲ୍ମକୁ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ...

A man got angry after seeing urfi javed
Viral Video: ଉର୍ଫିଙ୍କୁ ଦେଖି ରାଗିଗଲେ ଅଙ୍କଲ, ମୁହେଁ ମୁହେଁ ଏମିତି କହିଦେଲେ; ଆଉ ତା’ ପରେ…

ପୋଷାକ ପାଇଁ ଉର୍ଫିଙ୍କୁ ଅନେକ ଥର ଲୋକଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିଛି। ବର୍ତ୍ତମାନ ପୁଣିଥରେ ଉର୍ଫି ଜାଭେଦଙ୍କ ସହ ସମାନ ଘଟଣା ଘଟିଛି। ଏହି ପୋଷାକ କାରଣରୁ ସେ ବିମାନବନ୍ଦରରେ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରିଛନ୍ତି।

Delhi born man device lets you order pizza with your mind
ମୁଣ୍ଡରେ ଫିଟ୍ କରନ୍ତୁ ଏହି ଡିଭାଇସ୍ ଆଉ ଖାଲି ଭାବନ୍ତୁ, ବାସ୍...ଆପଣଙ୍କ ଇଛା ମୁତାବକ କାମ ହୋଇଯିବ

ଆପଣଙ୍କୁ ଆଉ କଷ୍ଟ କରି ପିଜା, ବର୍ଗର୍ କି ଅନ୍ୟାନ୍ୟ ଜିନିଷ ଅର୍ଡର କରିବାକୁ ପଡିବନି। ଦିଲ୍ଲୀରେ ଜନ୍ମିତ ଅର୍ଣ୍ଣବ କପୁର ଏମିତି ଏକ ନୂଆ ଧରଣର ଡିଭାଇସ ବାହାର କରିଛନ୍ତି ଯାହାକୁ ପିନ୍ଧି ଆପଣ କେବଳ ଭାବିବେ। ବାସ୍! ଆପଣଙ୍କ ଇଛା ମୁତାବକ କାମ ହେଇଯିବ।

5 healthy habits every day that avoid your mentally tired
Health Tips: ଥକାପଣରୁ ମୁକ୍ତି ପାଇବା ପାଇଁ ଏହି ୫ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ

ଅନେକ ସମୟରେ ଆମେ ଅନୁଭବ କରୁ ଯେ ରାତିସାରା ଶୋଇବା ପରେ ମଧ୍ୟ ଦିନସାରା କ୍ଳାନ୍ତ ଅନୁଭବ କରୁ ଏବଂ କାମ କରିବାରେ ମନ ଲାଗେନି। ଯଦି ଆପଣ ଆପଣଙ୍କର କିଛି ଅଭ୍ୟାସରେ ପରିବର୍ତ୍ତନ କରନ୍ତି ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି , ତେବେ ଏହା...

OSSC JE civil main exam 2023 canceled due to paper leak
ପ୍ରଶ୍ନପତ୍ର ଲିକ୍ କାରଣରୁ OSSC ଜେଇ ମେନ୍ ପରୀକ୍ଷା ବାତିଲ; ଜାଣନ୍ତୁ ନୂଆ ତାରିଖ

ପ୍ରଶ୍ନପତ୍ର ଲିକ୍ କାରଣରୁ OSSC ଜେଇ ମେନ୍ ପରୀକ୍ଷା ବାତିଲ ହୋଇଛି। ଜୁନିୟର ଇଞ୍ଜିନିୟର (ସିଭିଲ୍) ମୁଖ୍ୟ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ପୋଲିସ ନିଶ୍ଚିତ କରିବା ପରେ ଓଡିଶା କର୍ମଚାରୀ ଚୟନ ଆୟୋଗ (OSSC) ଜେଇ ସିଭିଲ୍ ମେନ୍ ପରୀକ୍ଷାକୁ ବାତିଲ କରିଦେଇଛି।

Sunny deol break silence on gadar-2 and omg-2 box office clash
'ଗଦର ୨' ସହ 'ଓଏମ୍‌ଜି ୨'ର ଲଢେଇକୁ ନେଇ ସନୀ ଦେଓଲ ଅସନ୍ତୁଷ୍ଟ; କହିଲେ ଏମିତି…

ଦୁଇ ବଡ଼ ତାରକାଙ୍କ ଫିଲ୍ମ ଗୋଟିଏ ଦିନରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଯାଉଛି। 'ଗଦର ୨' ସହ 'ଓଏମ୍‌ଜି ୨'ର ଲଢେଇ ହେବ। ଆଜିକାଲି ଉଭୟ ଟପ୍ ଷ୍ଟାରଙ୍କ ଫିଲ୍ମର ଲଢେଇକୁ ନେଇ ଅନେକ ଆଲୋଚନା ହେଉଛି। ବର୍ତ୍ତମାନ ଫିଲ୍ମର ବକ୍ସ ଅଫିସରେ ସଂଘର୍ଷକୁ ନେଇ ସନୀ ଦେଓଲ...

mukesh khanna reaction on ranbir kapoor playing lord ram
‘ରଣବୀର କ’ଣ ରାମ ଭଳି ଲାଗିବେ!’; ‘ରାମାୟଣ’ରେ ଅଭିନେତାଙ୍କ କାଷ୍ଟିଂକୁ ନେଇ ମୁକେଶ ଖାନ୍ନା ଖପ୍ପା

ନିକଟରେ ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ 'ରାମାୟଣ' ଫିଲ୍ମରେ ରଣବୀର କପୁରଙ୍କୁ ରାମ ଭାବେ କାଷ୍ଟିଂକୁ ନେଇ ମୁକେଶ ଖାନ୍ନା ସମାଲୋଚନା କରିଛନ୍ତି। କାଷ୍ଟିଂକୁ ନେଇ ନିର୍ମାତା ଟିକେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

The science behind ear piercing and other traditional facts
କାନଫୋଡ଼ା ଏକ ଫ୍ୟାସନ ନୁହେଁ, ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ

ଖାଲି ମହିଳା ନୁହେଁ ପୁରୁଷମାନେ ମଧ୍ୟ କାନ ଫୋଡ଼ାନ୍ତି। କିନ୍ତୁ ଆପଣ ଜାଣନ୍ତି କି କାନ ଫୋଡ଼ିବା କେବଳ ଏକ ଫ୍ୟାଶନ ନୁହେଁ, ଏହା ପଛରେ କେତେକ ବୈଜ୍ଞାନିକ କାରଣ ମଧ୍ୟ ଅଛି। ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।

5 easy ways to get rid of workout pain
Health Tips: ଆପଣାନ୍ତୁ ଏହି ୫ଟି ଟିପ୍ସ; ବ୍ୟାୟାମ ପରେ ଶରୀର ଯନ୍ତ୍ରଣାରୁ ମିଳିବ ମୁକ୍ତି

ପ୍ରଥମ ପ୍ରଥମ ବ୍ୟାୟାମ ପରେ ଶରୀର ଯନ୍ତ୍ରଣା ହେବା ଏକ ସାଧାରଣ କଥା। ଏହି ଯନ୍ତ୍ରଣା କେବଳ ୨-୩ ଦିନ ପର୍ଯ୍ୟନ୍ତ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି ଯନ୍ତ୍ରଣା କାହିଁକି ହୁଏ? ଆସନ୍ତୁ ଜାଣିବା ଯନ୍ତ୍ରଣା ପଛର କାରଣ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କିଛି...

Indian Air Force Recruitment 2023
Indian Air Force Recruitment 2023: ଭାରତୀୟ ବାୟୁସେନାରେ ନିଯୁକ୍ତି ସୁଯୋଗ; ପୂରଣ ହେବ ୩୫୦୦ ପଦବୀ

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ଯୁବକଙ୍କ ପାଇଁ ଏକ ଖୁସି ଖବର। ଏହି ନିଯୁକ୍ତି ଭାରତୀୟ ବାୟୁସେନାରେ ଅଗ୍ନିବୀର ଏୟାର ରିକ୍ରୁମେଣ୍ଟ ଅଧୀନରେ ବାହାର କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୩୫୦୦ ପୋଷ୍ଟ୍ ପୂରଣ ହେବ।

Big boss ott-2 falaq  naaz jad hadid evicted
'ବିଗ୍ ବସ୍ OTT 2 ରୁ ବିଦା ହେବେ ଏହି ଦୁଇ ପ୍ରତିଯୋଗୀ; ଲୋକେ ଦେଲେ ଏମିତି ପ୍ରତିକ୍ରିୟା

ଏହି ସପ୍ତାହ ସଲମାନ ଖାନଙ୍କ ଶୋ’ ପ୍ରଶଂସକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ହେବାକୁ ଯାଉଛି, କାରଣ ଏହି ସପ୍ତାହରେ ଡବଲ ଏଭିକ୍ସନ(ବାହାର) ହେବାକୁ ଯାଉଛି। ଜାଣନ୍ତୁ ସେମାନେ କିଏ?

Pakistani spy Seema Haider dance video viral on madhuri dixit superhit song
Viral Video: ଭାଇରାଲ୍ ହେଉଛି ପାକିସ୍ତାନ 'ସ୍ପାଇ' ସୀମା ହାଇଦରଙ୍କ ଜବରଦସ୍ତ ଡ୍ୟାନ୍ସ; କିଏ କହୁଛି ରବୀନା ଟଣ୍ଡନ ବି ଫେଲ୍ ମାରିବେ

ପାକିସ୍ତାନୀ 'ସ୍ପାଇ' ସୀମା ହାଇଦରଙ୍କୁ ଏବେ ଏଟିଏସ ପଚରାଉଚରା କରୁଛି। ଏହି ସମୟରେ ସୀମା ହାଇଦରଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସୀମା ବଲିଉଡର ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ଗୀତରେ ନାଚୁଥିବା ଦେଖିବାକୁ ମିଳେ।

76 students of police dav schoo in jalandhar faces are similar to each other
ଅଜବ: ଗୋଟିଏ ସ୍କୁଲ୍‌ରେ ୭୬ ପିଲା ଦେଖିବାକୁ ଏକା ଭଳି; ଜାଣନ୍ତୁ ଭାରତରେ କେଉଁଠି ଅଛି ଏହି ସ୍କୁଲ୍

ଭାରତର ଏହି ସ୍କୁଲରେ ଅଛନ୍ତି ୭୬ ପିଲା। ସମସ୍ତେ ଦେଖିବାକୁ ଏକାଭଳି। ବେଳେବେଳେ ଜଣେ ଭୁଲ୍ କଲେ ଆଉ ଜଣେ ଦଣ୍ଡ ପାଏ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।