କଙ୍ଗନା ରାଣାୱତଙ୍କ ପ୍ରଥମ ପ୍ରଡକ୍ସନ୍ ଫିଲ୍ମ 'ଟିକୁ ୱେଡ୍ସ ଶେରୁ' ଶେଷରେ ମୁକ୍ତିଲାଭ କରିଛି ଏବଂ ଏହା ଦର୍ଶକଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରୁଛି। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନା ଦାବି କରିଛନ୍ତି ଯେ ଫିଲ୍ମ ମାଫିଆ ତାଙ୍କ ଚଳଚ୍ଚିତ୍ରକୁ କ୍ଷତି ପହଞ୍ଚାଇବା ପାଇଁ ସବୁକିଛି...
ଆଜିକାଲି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଏକ ମାଙ୍କଡ଼ ଏକ ସାଇକେଲ୍ ଚଢି ଆସୁଛି ଆଉ ଏକ ମଣିଷ ଛୁଆକୁ ଅପହରଣ କରିବାକୁ ଚେଷ୍ଟା କରୁଛି। ଭାଗ୍ୟ ଭଲ ପିଲାଟି ରକ୍ଷା ପାଇଯାଇଛି।
ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହଜ କଥା ନୁହେଁ। ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାର ପିଲଖୁଆର ବାସିନ୍ଦା ଆଶନା ଚୌଧୂରୀ UPSC CSE 2022 ପରୀକ୍ଷାରେ ସଫଳତା ପାଇଁ ଏହା କରି ଦେଖେଇଛନ୍ତି। ତାଙ୍କ ରୂପ ଦେଖିଲେ ଆପଣ ବି ପାଗଳ ହୋଇଯିବେ।
‘ଆଦିପୁରୁଷ’କୁ ନେଇ ବିବାଦ ଭିତରେ ରାମାନନ୍ଦ ସାଗର ଏବେ ପୁଣି ମନେପଡିଛନ୍ତି। 'ରାମାୟଣ' ତିଆରି କରିଥିବା ଏହି ରାମାନନ୍ଦ ସାଗର କିଏ? ସେ କିପରି ସଂଘର୍ଷ କରି ଏହି ସ୍ଥାନକୁ ଯାଇପାରିଲେ। ତାଙ୍କର ପ୍ରକୃତ ନାଁ କ’ଣ? ଆସନ୍ତୁ ଏ ବିଷୟରେ ନଜର ପକେଇ ନେବା।
SSBO ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (PGT) ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୨୫। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୫୫୫ ପଦବୀ ପୂରଣ ହେବ।
ଆଜି ସାରା ବିଶ୍ୱ ଯୋଗ ଦିବସ ପାଳନ କରୁଛି। ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନରେ ଶାନ୍ତି ଖେଳିଯାଏ। ବଲିଉଡ ସୁନ୍ଦରୀମାନେ ମଧ୍ୟ ଏହାକୁ ଆଜିକାଲି ସେମାନଙ୍କ ଦୈନନ୍ଦିନ ଜୀବନରେ ଆପଣେଇ ନେଇଛନ୍ତି। ସେମାନଙ୍କ ସୌନ୍ଦର୍ଯ୍ୟର ଏହା ହେଉଛି ରହସ୍ୟ। ଆସନ୍ତୁ ଜାଣିବା ଏହି...
ଶରୀରର ଥାଇରଏଡ୍ ଗ୍ରନ୍ଥି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଥିରେ ସମସ୍ୟା ଦେଖାଦେଲେ ଅନେକ ଶାରିରୀକ କ୍ଷତି ହୋଉଥାଏ। ଏହାକୁ ସୁସ୍ଥ ରଖିବା ଜରୁରୀ। ଆଜି ଯୋଗ ଦିବସରେ ଆସନ୍ତୁ ଜାଣିନେବା କେଉଁ ସବୁ ଯୋଗାସନ କରି ଥାଇରଏଡ୍ ଗ୍ରନ୍ଥିକୁ ସୁସ୍ଥ ରଖିବେ।
ଆଜିକାଲି ମଧୁମେହ ଏକ ସାଧାରଣ ସମସ୍ୟା ହୋଇଯାଇଛି। ପ୍ରାୟ ଘରେ ଘରେ ଏହି ସମସ୍ୟା। ତେବେ ଏହାର ଚିକିତ୍ସା ତଥା ପ୍ରତିରୋଧ ପାଇଁ ଯୋଗାସନ ସବୁଠାରୁ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ। ଯୋଗ ଏବଂ ବ୍ୟାୟାମର ଅଭ୍ୟାସ ଉଚ୍ଚ ରକ୍ତ ଶର୍କରାକୁ ହ୍ରାସ କରିପାରେ।
ଯୋଗ କେବଳ ରୋଗରୁ ମୁକ୍ତି ଦେଇ ନଥାଏ, ଏହା ଆମର ଆତ୍ମବିଶ୍ୱାସକୁ ମଧ୍ୟ ବୃଦ୍ଧି କରିଥାଏ। ଏହା ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏ ବିଷୟରେ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୧ରେ ଯୋଗ ଦିବସ ପାଳନ କରାଯାଏ। ତେବେ ଆସନ୍ତୁ ଏହା ପଛର...
ସର୍ଟ ସର୍ଭିସ୍ କମିଶନ(SSC) ବୈଷୟିକ ପାଠ୍ୟକ୍ରମ ପାଇଁ ଭାରତୀୟ ସେନା ବିଜ୍ଞପ୍ତି ବାହାର କରିଛି। ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଉଭୟ ଅବିବାହିତ ପୁରୁଷ ଏବଂ ଅବିବାହିତ ମହିଳା ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।
'ଆଦିପୁରୁଷ'ର ପିଛା ଛାଡୁନି ବିବାଦ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅଭିନେତାମାନେ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠେଇଛନ୍ତି। ‘ରାମାୟଣ’ର ‘ରାମ’ ମଧ୍ୟ ନିଜକୁ ରୋକିପାରି ନାହାନ୍ତି। ପଢନ୍ତୁ ସେ କ’ଣ କହିଛନ୍ତି।
ଦୀପିକା ଚିଖ୍ଲିଆଙ୍କୁ ସମସ୍ତେ 'ସୀତା' ଭାବରେ ଜାଣନ୍ତି। ସେ ରାମାନନ୍ଦ ସାଗରଙ୍କ ପୌରାଣିକ ଶୋ’ 'ରାମାୟଣ'ରେ ସୀତା ମାତା ଭୂମିକାରେ ଅଭିନୟ କରିଥିଲେ। ଏବେ ସେ ପୁଣି ସୀତା ଅବତାରରେ ଲୋକଙ୍କୁ ଦେଖାଦେଇଛନ୍ତି।
ପ୍ରତି ଓଡ଼ିଆର ଜୀବନ ଜଗନ୍ନାଥରୁ ଆରମ୍ଭ ହୋଇଥାଏ ଆଉ ଜଗନ୍ନାଥରେ ଶେଷ ହୋଇଥାଏ। ସେ ଭଜନ ହେଉ ବା ଜଣାଣ ହେଉ ଜଗନ୍ନାଥଙ୍କ ବିନା ସବୁ ନିରସ। ଫିଲ୍ମ ଦୁନିଆ ଏଥିରୁ ବାଦ୍ ଯିବ ବା କେମିତି। ତେବେ ଆସନ୍ତୁ ଏମିତି ୫ଟି ଫିଲ୍ମ ଉପରେ ନଜର ପକେଇ...
ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅଥୟ କରି ପକଉଛି। ସୂର୍ଯ୍ୟତାପରେ ପୋଡି ଯାଉଛି ଦେହ। ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଏହିସବୁ ଯୋଗାସନ କଲେ ଜଣାପଡିବନି ଗରମର ପ୍ରଭାବ।
ଯେଉଁମାନେ ଜାତି, ରାଜନୈତିକ ସଂଘର୍ଷ କିମ୍ବା ଆନ୍ତର୍ଜାତୀୟ ବିବାଦ ଭଳି ସମସ୍ୟା ହେତୁ ନିଜ ଘର ଛାଡି ଅନ୍ୟ ଦେଶକୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି ସେମାନଙ୍କୁ ଶରଣାର୍ଥୀ କୁହାଯାଏ। ଏମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପାଳନ ହୁଏ ବିଶ୍ୱ ଶରଣାର୍ଥୀ ଦିବସ।
ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ସମସ୍ତେ ଚାହିଁ ବସିଛନ୍ତି ରଥ ଉପରେ କାଳିଆ ଠାକୁରକୁ ଦର୍ଶନ କରି ଚର୍ମ ଚକ୍ଷୁକୁ ପବିତ୍ର କରିବେ। କାଳିଆର ପ୍ରେମରେ ମଗ୍ନ ହେବେ ଆଉ ଚକାଆଖିରେ ନିଜକୁ ହଜେଇଦେବେ। ଏହିଅବସରରେ ଆସନ୍ତୁ ରଥଯାତ୍ରାର କେତେକ ବିଧିବିଧାନ ଜାଣିନେବା।
ଯଦି ଆପଣ ନିଜର ବର୍ତ୍ତମାନର ଚାକିରି ପ୍ରୋଫାଇଲ୍ରେ ସନ୍ତୁଷ୍ଟ ନୁହନ୍ତି, ତେବେ ଆଉ ଏକ ନୂଆ ଚାକିରି ଖୋଜିବାକୁ ଚେଷ୍ଟା କରିବା ଜରୁରୀ। ତେବେ ନୂଆ ଚାକିରି ପାଇବା ମଧ୍ୟ ସହଜ ନୁହେଁ। ଆପଣ ପାଇଁ ଟିପ୍ସ।
‘ଆଦିପୁରୁଷ’କୁ ନେଇ ଦର୍ଶକମାନେ କହିଛନ୍ତି ଯେ ଫିଲ୍ମର ୬୦୦ କୋଟି ଟଙ୍କା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ଏହା ଏକ ଆପ୍ରେ ତିଆରି ହୋଇଥିବା ଫିଲ୍ମ ପରି ଲାଗୁଛି। ଆସନ୍ତୁ ଜାଣିବା ଏହି ୬୦୦ କୋଟି ଟଙ୍କା କିପରି ଖର୍ଚ୍ଚ ହେଲା।
'ଆଦିପୁରୁଷ' ପୂର୍ବରୁ ୧୯୯୭ ମସିହାରେ ମୁକ୍ତିଲାଭ କରିଥିଲା ଏମିତି ଏକ ଫିଲ୍ମ। ଏଥିରେ ଜିତେନ୍ଦ୍ର ଓ ଜୟାପ୍ରଦାଙ୍କୁ ରାମ-ସୀତା ଭୂମିକାରେ ଦେଖିବାକୁ ମିଳିଥିଲା। ଫିଲ୍ମ ମଧ୍ୟ ଭଲ ରୋଜଗାର କରିଥିଲା। ଜାଣିଛନ୍ତି ଏହି ଫିଲ୍ମ କ’ଣ?
ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରୁହନ୍ତି। ପନ୍ଦର ଦିନ ପାଇଁ ଭକ୍ତମାନେ ତାଙ୍କର ଦର୍ଶନରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କୁହାଯାଏ।