AIIMS, ମଙ୍ଗଳଗିରି, ଆନ୍ଧ୍ରପ୍ରଦେଶ ବିଭିନ୍ନ ଅଣ-ଅଧ୍ୟାପକ ଗ୍ରୁପ୍-ବି ଏବଂ ଗ୍ରୁପ୍-ସି ପଦବୀ ପାଇଁ ଯୋଗ୍ୟ ଭାରତୀୟ ନାଗରିକଙ୍କ ଠାରୁ ଅନ୍ଲାଇନ୍ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀଙ୍କୁ ସିଧାସଳଖ ନିଯୁକ୍ତି ଦିଆଯିବ।
ପରିସ୍ଥିତି ବଦଳିଛି ଆଉ ଭାବନା ମଧ୍ୟ। ବର୍ତ୍ତମାନ OMG 2 ଆସିଛି। ନିର୍ଦ୍ଦେଶକ ଫିଲ୍ମର କାହାଣୀକୁ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ତିଆରି କରିଛନ୍ତି ଏବଂ ଆଜିର ପରିବେଶକୁ ନେଇ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରାସଙ୍ଗିକ କରିବାକୁ ଚେଷ୍ଟା କରିଛନ୍ତି। ସେ ଖୁବ ଚତୁରତାର ସହିତ ସେହି ବିଷୟରେ ହାତ...
‘ଗଦର ୨’ ରିଲିଜ୍ ହୋଇଛି। ଏହା ଅକ୍ଷୟ କୁମାରଙ୍କ ଅଭିନୀତ ‘OMG 2’ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି। ‘ଗଦର ୨’ର ନିର୍ଦ୍ଦେଶନା ଦେଇଛନ୍ତି ଅନିଲ ଶର୍ମା। ଦେଖିବାକୁ ଯିବା ପୂର୍ବରୁ ଆସନ୍ତୁ ଜାଣିନେବା କିପରି ହୋଇଛି ଗଦର ୨ ।
ସମ୍ପ୍ରତି ଜଣେ ଶିକ୍ଷୟିତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯିଏ ପିଲାମାନଙ୍କୁ ଗୁଡ୍ ଟଚ୍ ଏବଂ ବ୍ୟାଡ୍ ଟଚ୍ ବିଷୟରେ ଶିକ୍ଷା ଦେଉଛନ୍ତି। ଏହା ମଧ୍ୟ ସବୁ ପିଲା ଜାଣିବା ଦରକାର। ନହେଲେ ସେମାନଙ୍କୁ ଏ ସମାଜରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିପାରେ।
ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ନୂଆଦିଲ୍ଲୀଠାରେ ଜାତୀୟ ମାନବାଧିକାର କମିଶନ ବୈଠକରେ ଯୋଗଦେଇ ମାନବାଧିକାର ପ୍ରସଙ୍ଗରେ ଉଦ୍ବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ ସର୍ବାଧିକ କାଳ ପାଇଁ ସର୍ବାଧିକ ଲୋକଙ୍କର ସର୍ବାଧିକ ଖୁସିକୁ ଗଣତନ୍ତ୍ରର ପ୍ରକୃତ ସାର୍ଥକତା ବୋଲି କୁହାଯାଇପାରିବ।
ଜଣେ କଳିଯୁଗିଆ ମା’କୁ ଦେଖିବାକୁ ମିଳିଛି। ଏହି ମା’ ନିଜର ଦେଢ ମାସର ପିଲାକୁ ଚୁପ୍ କରିବା ପାଇଁ ଏକ କ୍ଷୀର ବୋତଲରେ ମଦ ଭର୍ତ୍ତି କରି ଦେଇଦେଇଛନ୍ତି। ଖବର ଅନୁଯାୟୀ, ଏହାକୁ ତାଙ୍କର ୭ ସପ୍ତାହର ପିଲା ପିଇଦେବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି।
ଆନୁଷ୍ଠାନିକ ଭାବରେ 'ଡନ୍' ଫ୍ରାଞ୍ଚାଇଜ୍ର୍ ‘ଡନ୍-୩’ ଘୋଷଣା ହୋଇଛି। ତେବେ ଏଥର ଶାହରୁଖ ଖାନ କି ଅମିତାଭ ବଚ୍ଚନ ଦର୍ଶକଙ୍କ ମଧ୍ୟରେ 'ଡନ୍' ହେଇ ଆସିବେ ନାହିଁ। ଏହି ଫିଲ୍ମ ପାଇଁ ନୂଆ 'ଡନ୍' ପରଦାକୁ ଆସିବେ….
ଫିଲ୍ମ 'ଜେଲର’କୁ ନେଇ ଲୋକଙ୍କ ଭିତରେ ଯେଉଁଭଳି ଉତ୍ସାହ ଦେଖିବାକୁ ମିଳୁଛି, ଲାଗୁଛି ପ୍ରଥମ ଦିନରୁ ହିଁ ଫିଲ୍ମ ଧମାଲ୍ କରିବ। ଲୋକେ ଏତେ ଉତ୍ସାହିତ ହୋଇପଡିଛନ୍ତି ଯେ ଗୋଟିଏ ଟିକେଟ୍କୁ ୫ ହଜାର ଟଙ୍କା ଦେଇ କିଣିବାକୁ ବି ପଛଘୁଞ୍ଚା ଦେଉ ନାହାନ୍ତି।
ମୃତ୍ୟୁ ପୂର୍ବରୁ ଜଣେ ଛୋଟ ଝିଅର ଏକ ଅଜବ ଇଛାକୁ ପୂରଣ କରି ବାପା ମାଆ ଏବେ ଚର୍ଚ୍ଚାରେ ଅଛନ୍ତି। ମୃତ୍ୟୁର କିଛି ଦିନ ପୂର୍ବରୁ କର୍କଟ ରୋଗରେ ପୀଡିତ ଏହି ଝିଅ ତା’ ବାପାମାଆଙ୍କୁ ନିଜ 'ବିବାହ'ର ସ୍ୱପ୍ନ ବିଷୟରେ କହିଥିଲା। ଏହା ଶୁଣି ପ୍ରଥମେ ବାପାମାଆଙ୍କ...
କୋଲେଷ୍ଟ୍ରଲ୍ ସ୍ତର ନିୟନ୍ତ୍ରଣ ନ କଲେ ଏହା ସାଂଘାତିକ ହୋଇପାରେ। ଔଷଧ ବ୍ୟତୀତ, ଘରୋଇ ଉପଚାର ମଧ୍ୟ କୋଲେଷ୍ଟ୍ରଲ୍କୁ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ। ଏହି ୨ଟି ଜିନିଷ ବ୍ୟବହାର କରି କମେଇଦିଅନ୍ତୁ କୋଲେଷ୍ଟ୍ରଲ୍ ସ୍ତର।
ଆମେରିକା ୯ ଅଗଷ୍ଟ ୧୯୪୫ରେ ଜାପାନର ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଏହାର ଆକାର ଚଉଡା ଓ ଗୋଲାକାର ଡିଜାଇନ୍ କାରଣରୁ ଏହା କୋଡ୍ ନେମ୍ "ଫ୍ୟାଟ୍ ମ୍ୟାନ୍" ରଖାଯାଇଥିଲା।
ପ୍ରାୟ ସବୁବର୍ଷ ସ୍ୱାଧୀନତା ଦିବସକୁ ନେଇ ଏକ ଦ୍ୱନ୍ଦ୍ୱ ମନକୁ ଆସେ ଯେ, ଏହା କେତେ ତମ ସ୍ୱାଧୀନତା ଦିବସ। ଚଳିତ ବର୍ଷ ମଧ୍ୟ ଏହା ୭୬ ତମ ନା ୭୭ ତମ ସ୍ୱାଧୀନତା ଦିବସ ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଅନେକଙ୍କ ମନରେ ଆସୁଥାଇ ପାରେ। ଜାଣନ୍ତୁ...
ସ୍ୱତନ୍ତ୍ରତାର ଆନ୍ଦୋଳନରେ ସମାଜର ସବୁ ବର୍ଗର ଲୋକ ସାମିଲ ହୋଇଥିଲେ। ନାରୀ-ପୁରୁଷ କାନ୍ଧକୁ କାନ୍ଧ ମିଶେଇ ମୁକ୍ତି ସଂଗ୍ରାମ ଲଢିଥିଲେ। ଓଡିଶାର ସେହି ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶତକୋଟି ପ୍ରଣାମ, ଯେଉଁମାନେ ଏଥିରେ ସାମିଲ ହୋଇଥିଲେ। ଆସନ୍ତୁ ସେମାନଙ୍କୁ ଜାଣିବା।
ଭାରତ ଦୀର୍ଘ ଦିନ ବ୍ରିଟିଶ ଶାସନରେ ରହିବା ପରେ ମୁକ୍ତ ହେଲା। ଏହା ପରେ ଦେଶ ହେଲା ଆତ୍ମନିର୍ଭରଶୀଳ। ଦେଶ ବିକାଶ ଦିଗରେ ଆଗେଇ ଚାଲିଲା। ସ୍ୱାଧୀନତା ପର ଠାରୁ ଦେଶ ଅନେକ କ୍ଷେତ୍ରରେ ସଫଳତା ପାଇଛି। ଆସନ୍ତୁ ସେ ବିଷୟରେ ଜାଣିନେବା।
ଦେଶ ମା’କୁ ଗୋରାମାନଙ୍କ କବଳରୁ ମୁକ୍ତ କରିବା ନେଇ ଅନେକ ସଂଗ୍ରାମୀ ହସି ହସି ଫାଶୀକୁ କୋଳେଇ ନେଇଥିଲେ। ସେହି ସମୟରେ ଦେଶରେ ଏପରି ଅନେକ ନାରୀ ମଧ୍ୟ ଥିଲେ, ଯେଉଁମାନେ ସ୍ୱାଧୀନତାର ନିଆଁରେ ଘିଅ ଢାଳିଥିଲେ। ତେବେ ଆସନ୍ତୁ ସେହି ମହିୟସୀମାନଙ୍କୁ ଜାଣିନେବା।
ସ୍ୱାଧୀନତା ପରେ ଭାରତ ସମଗ୍ର କ୍ଷେତ୍ରରେ ବହୁତ କିଛି ହାସଲ କରିବାରେ ଲାଗିଲା। ଏହା ଖୁବ୍ ଶୀଘ୍ର ଏକ ବିକାଶଶୀଳ ଦେଶରେ ପରିଣତ ହୋଇଗଲା। ତେବେ ଆସନ୍ତୁ ସ୍ୱାଧୀନତା ପାଇବା ଠାରୁ ଆଜିଯାଏ ଭାରତ ହାସଲ କରିଥିବା କିଛି ଉପଲବ୍ଧି ବିଷୟରେ ଜାଣିନେବା।
ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନେ ହେଉଛନ୍ତି ଭାରତର ପ୍ରକୃତ ହିରୋ ଯିଏ ନିଜ ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଭାରତର ଏହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଏବଂ ବୀରତ୍ୱ ଯୋଗୁଁ ହିଁ ଭାରତ ସ୍ୱାଧୀନତା ଲାଭ କଲା। ଏନେଇ ଶହ ଶହ ବୀର ଜୀବନ ଦେଇଛନ୍ତି।...
ସନି ଦେଓଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ହୋଇଥିବା ପରିବର୍ତ୍ତନକୁ ନେଇ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇଛନ୍ତି। ସେ ସିକ୍ସପ୍ୟାକ୍ ଆବ୍ସ ବାଲା ଅଭିନେତାଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଆଜିକାଲି ଅଭିନେତାମାନେ ନିଜ ଶରୀରର ଲୋମ ଶେଭ୍ କରିଦେଉଛନ୍ତି, ଫଳରେ ସେମାନେ ଝିଅପିଲାଙ୍କ ଭଳି ଦିଶୁଛନ୍ତି।
ଜାତୀୟ ହସ୍ତତନ୍ତ ଦିବସ ଏହା ସୁନିଶ୍ଚିତ କରେ ଯେ ହସ୍ତତନ୍ତ ପ୍ରକ୍ରିୟାରେ ଜଡିତ ସମସ୍ତ କାରିଗର ଆର୍ଥିକ ଦୃଷ୍ଟିରୁ ସ୍ଥିର ଅଟନ୍ତି ଏବଂ ସେମାନଙ୍କର କାମକୁ ସ୍ୱୀକୃତି ଦିଆଯାଉଛି। ଆଜି ଏହି ଐତିହ୍ୟ ଦିବସରେ ଆସନ୍ତୁ ଏହି ଦିନର ଇତିହାସ ଓ କିପରି ତିଆରି ହୁଏ ହସ୍ତତନ୍ତ ବସ୍ତ୍ର...
ଓଡ଼ିଶାର ବୟନ ଶିଳ୍ପ ହେଉଛି ଏହାର ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ। ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ, ଆସନ୍ତୁ ଓଡିଶାର ସାତୋଟି ଆଇକନିକ ବୟନ ଶୈଳୀ ବିଷୟରେ ଜାଣିନେବା ଯାହା ଆମର ସମୃଦ୍ଧ ସାଂସ୍କୃତିକ ବସ୍ତ୍ର ଐତିହ୍ୟର ପରିଚୟ।