• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Gadar 2 is first film screened at new parliament house
Gadar 2: ‘ଗଦର ୨’ ରଚିଲା ଇତିହାସ; ଆଗରୁ କେହି କରି ନାହାନ୍ତି କି ଆଗକୁ କରିବେ ନାହିଁ!

ବର୍ତ୍ତମାନ ‘ଗଦର ୨’ ଯାହା କରିଛି ତାହା ଇତିହାସ ହୋଇଯାଇଛି। ଏହା ପୂର୍ବରୁ କୌଣସି ଫିଲ୍ମ ଏହା କରିନି କି ଆଗକୁ କରିବ ବୋଲି ଆଶା ନାହିଁ। ଏହି ଇତିହାସଟି ହେଲା ଲୋକସଭା ସଦସ୍ୟଙ୍କ ପାଇଁ ନୂଆ ସଂସଦ ଗୃହରେ ଏହାର ସ୍କ୍ରିନିଂ ହୋଇଛି।

Know about raksha bandhan from Indian mythology
Raksha Bandhan 2023: ଭାରତୀୟ ପୁରାଣରେ ରକ୍ଷାବନ୍ଧନର ଅନନ୍ୟ କାହାଣୀ

ରକ୍ଷାବନ୍ଧନର ଏହି ପରମ୍ପରା ବହୁ ପ୍ରାଚୀନ। ଯଦିଓ ପୁରାଣରେ ଏହା କେବେ ଆରମ୍ଭ ହେଲା ତାହାର କିଛି ନିର୍ଦ୍ଦିଷ୍ଟ ବର୍ଣ୍ଣନା ନାହିଁ, କିନ୍ତୁ କେତେକ ପୁରାଣରେ ଏହା ଉଲ୍ଲେଖ କରାଯାଇଛି ଯେ ଏହି ପରମ୍ପରା ସ୍ୱର୍ଗର ଦେବତାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଆସନ୍ତୁ ଏ ସମ୍ବନ୍ଧିତ କିଛି ପୌରାଣିକ...

Know how to send rakshi to Indian soldiers
Raksha Bandhan 2023: ଭାରତୀୟ ସୈନିକଙ୍କ ହାତରେ କାହିଁକି ବନ୍ଧାଯାଏ ରାକ୍ଷୀ

ଆମର ଯତ୍ନ ନେଉଥିବା କୌଣସି ବ୍ୟକ୍ତି ଯଦି କିଛି ବି ବିପଦରେ ପଡନ୍ତି ଆମେ ସେମାନଙ୍କୁ ରକ୍ଷା କରିବା ନେଇ ଆଗେଇ ଆସୁ, ସେମାନଙ୍କ ମଙ୍ଗଳମୟ ଜୀବନ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁ। ସେମିତି ଆମ ସୁରକ୍ଷାର ଦାୟିତ୍ୱ ସୈନିକମାନେ ମଧ୍ୟ ନେଇଥାନ୍ତି। ଏହି ବୀର ସୈନିକଙ୍କ ପାଖକୁ...

Why Rakshi Purnima is called Gahma Purnima
Raksha Bandhan 2023: ରାକ୍ଷୀ ପୂର୍ଣ୍ଣିମାକୁ କାହିଁକି କୁହାଯାଏ ଗହ୍ମା ପୂର୍ଣ୍ଣିମା

ଶ୍ରାବଣ ମାସର ପୂର୍ଣ୍ଣିମାକୁ ପ୍ରତି ଓଡ଼ିଆ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ୍ତି। ଏହି ପର୍ବ ମଧ୍ୟ ରଜ ସଂକ୍ରାନ୍ତୀ ଏବଂ ଅକ୍ଷୟ ତୃତୀୟା ପରି କୃଷି କାମ ସହିତ ଜଡିତ। ଗାଈଗୋରୁ ଚାଷର ଏକ ପ୍ରମୁଖ ଅଂଶ ହୋଇଥିବାରୁ ଏହି ଦିନ ଓଡ଼ିଆମାନେ ବିଶେଷ କରି ଗୋସେବକମାନେ ଗୋରୁଙ୍କୁ...

8 bollywood and ollywood movies based on brother-sister relationship
Raksha Bandhan 2023: ଚଳଚ୍ଚିତ୍ରରେ ଭାଇ-ଭଉଣୀଙ୍କ ନିଆରା କାହାଣୀ; କେଉଁଠି ହସ...କେଉଁଠି କାନ୍ଦ

ଯେଉଁଠି ରହିଛି ଝଗଡା ଆଉ ଭଲପାଇବା, ସେଇ ହେଉଛି ଭାଇ-ଭଉଣୀର ନିଆରା ସମ୍ପର୍କ। ଏ ସଂପର୍କକୁ ଛାଡି ସିନେମା ଦୁନିଆ ତିଷ୍ଠିବ ବା କେମିତି। ତେବେ ଆସନ୍ତୁ ଏମିତି ୮ଟି ଫିଲ୍ମ ଉପରେ ନଜର ପକେଇନେବା ଯେଉଁଥିରେ ଭରି ରହିଛି ଭାଇ-ଭଉଣୀଙ୍କ କାହାଣୀ।

Rakhi according to zodiac sign
Raksha Bandhan 2023: ରାଶି ଅନୁସାରେ ଭାଇ ହାତରେ ବାନ୍ଧନ୍ତୁ ରାକ୍ଷୀ; ମିଳିବ ଶୁଭ ଫଳ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାଶି ସହିତ ରଙ୍ଗର ବିଶେଷ ପ୍ରଭାବ ରହିଛି। ରକ୍ଷାବନ୍ଧନ ଦିନ ରାଶି ଅନୁସାରେ ଭାଇମାନଙ୍କ ହାତରେ ସେହି ରଙ୍ଗର ରାକ୍ଷୀ ବାନ୍ଧିଲେ ଅନେକ ଶୁଭ ଫଳ ମିଳିପାରେ। ଏହା ସମ୍ପର୍କକୁ ମଜଭୁତ କରିବା ସହିତ ଭାଇକୁ ସମସ୍ତ ଅସୁବିଧାରୁ ରକ୍ଷା କରେ। ତେବେ ଆସନ୍ତୁ...

How Raksha Bandhan is celebrated across India
Raksha Bandhan 2023: ରାକ୍ଷୀ ପୂର୍ଣ୍ଣିମା ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା; ଆଉ କେଉଁଠି କ’ଣ, ଜାଣନ୍ତୁ...

ଦକ୍ଷିଣ ଏସିଆର ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁପର୍ବ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଏହି ପର୍ବ ଭାଇ ଓ ଭଉଣୀଙ୍କ ସଂପର୍କକୁ ଦୃଢ କରିବା ସହ ସେମାନଙ୍କ ମଧ୍ୟରେ ଏକ ପବିତ୍ର ପ୍ରେମକୁ ବୁଣିଥାଏ। ରାକ୍ଷୀ ପୂର୍ଣ୍ଣିମାକୁ ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଉଥିବା ବେଳେ...

Akshay kumar and raveena tendon to be come reunite on big screen
ମିଶିଲା ମନ; ବଲିଉଡ୍‌ରେ ପୁଣି ଜମିବ ରବୀନା-ଅକ୍ଷୟ ଯୋଡ଼ି

ଦୀର୍ଘ ୧୯ ବର୍ଷ ପରେ ଅକ୍ଷୟ କୁମାର ତାଙ୍କ ପ୍ରେମିକା ରବୀନା ଟଣ୍ଡନଙ୍କ ସହ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆସୁଛି ନୂଆ ଫିଲ୍ମ। ଖୁବ୍ ଶୀଘ୍ର ସେମାନଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ।

Rakhi Sawant allegation adil sold her nude videos dubai for 47 lakhs
ଆଦିଲ୍ ଦୁବାଇରେ ମୋର ନ୍ୟୁଡ୍ ଭିଡିଓକୁ ୪୭ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି: ରାଖୀ ସାୱନ୍ତ

ନିକଟରେ ରାଖୀ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ଦୁବାଇରେ ତାଙ୍କର ନ୍ୟୁଡ୍ ଭିଡିଓକୁ ୪୭ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି ବୋଲି କହିଛନ୍ତି। ଆଉ କ’ଣ କହିଛନ୍ତି ଜାଣନ୍ତୁ।

IBPS Recruitment 2023
IBPS Recruitment 2023: ଘୁଞ୍ଚିଲା ଆବେଦନ ତାରିଖ; ଜାଣନ୍ତୁ କେବେ ଶେଷ ଦିନ

IBPS ପ୍ରୋବେସନାରୀ ଅଫିସର(PO) / ମ୍ୟାନେଜମେଣ୍ଟ ଟ୍ରେନିଂ(MT) ଏବଂ ସ୍ପେଶାଲିଷ୍ଟ ଅଫିସର(SO) ପଦବୀରେ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ବଢେଇଛି। ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଆବେଦନ କରି ନାହାଁନ୍ତି ସେମାନେ ଏହାର ସୁବର୍ଣ୍ଣ ସୁଯୋଗ ନେଇପାରିବେ।

gadar 2 screening in London and slogans raised Hindustan zindabad
Gadar 2: ଲଣ୍ଡନର ପ୍ରେକ୍ଷାଳୟରେ 'ଗଦର ୨'; ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ନାରାରେ କମ୍ପିଲା ହଲ୍

ଲଣ୍ଡନର ଭ୍ୟୁ ସିନେମା ହଲରେ ‘ଗଦର ୨’ ର ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଛି। ସିନେମା ହଲରେ ଉପସ୍ଥିତ ଦର୍ଶକମାନେ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିଲେ। ଏହି ସମୟରେ ସନ୍ନି ଦେଓଲ ତାଙ୍କ ଉଚ୍ଚ ସ୍ୱରରେ କହିଥିଲେ- 'ହିନ୍ଦୁସ୍ତାନ ଜିନ୍ଦବାଦ୍ ଥା, ଜିନ୍ଦାବାଦ ହୈ ଔର୍ ଜିନ୍ଦାବାଦ ରହେଗା'

Famous haryanavi singer raju Punjabi passes away
ମନୋରଂଜନ ଜଗତରେ ପୁଣି ଶୋକ; ଚାଲିଗଲେ ଏହି ପ୍ରସିଦ୍ଧ ସିଙ୍ଗର୍

'ଦେଶୀ ଦେଶୀ ନ ବୋଲ୍ୟା କର…' ସିଙ୍ଗର୍ ରାଜୁ ପଞ୍ଜାବୀଙ୍କ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ରାଜୁଙ୍କୁ ହିସାରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ଗାୟକ ସକାଳ ପ୍ରାୟ ୪ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

22 malicious apps removed by Google, users need to delete them
Google ର ଚେତାବନୀ; ଏହି ୨୨ଟି ଆପ୍‌କୁ ମୋବାଇଲ୍‌ରୁ ତୁରନ୍ତ ଡିଲିଟ୍ କରନ୍ତୁ...

କେତେକ ହିଂସାତ୍ମକ(ବିପଦପୂର୍ଣ୍ଣ) କାର୍ଯ୍ୟକଳାପକୁ ଲକ୍ଷ ରଖି ଗୁଗୁଲ ନିକଟରେ ଅନେକଗୁଡିଏ(୨୨ଟି) ଆପ୍‌କୁ ହଟେଇ ଦେଇଛି। କୁହାଯାଉଛି ଯେ ଡିଭାଇସ୍ ବ୍ୟବହାର ନ ହେଉଥିଲେ ବି ଏହି ଆପ୍ ବିଜ୍ଞାପନ ଚଲେଇବାକୁ ସକ୍ଷମ ହୁଅନ୍ତି। ଡିଭାଇସ୍‌ରୁ ଏସବୁକୁ ଡିଲିଟ୍ କରିବାକୁ ପଡିବ।

4 superfoods in your diet during pregnancy your child will be intelligent
Pregnancy Diet: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ଖାଦ୍ୟ; ପିଲା ହେବ ବୁଦ୍ଧିମାନ

ଗର୍ଭାବସ୍ଥାରେ ହିଁ ଶିଶୁର ମସ୍ତିଷ୍କର ବିକାଶ ଆରମ୍ଭ ହୁଏ। ତେଣୁ ଏହି ସମୟରେ ଆପଣ ଏପରି କିଛି ଖାଦ୍ୟ ବାଛିବା ଉଚିତ୍, ଯାହା ଆପଣଙ୍କ ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ। କାରଣ ମା’ର ଖାଦ୍ୟ ଏବଂ ପାନୀୟର ପ୍ରତ୍ୟକ୍ଷ ପ୍ରଭାବ ଶିଶୁର ମନ ଉପରେ ପଡିଥାଏ।

salman khan sported in bald look netizens asks tere naam2
ସଲମାନ ଖାନଙ୍କୁ ଲଣ୍ଡା ହେବା ଦେଖି ଲୋକେ ଆଶ୍ଚର୍ଯ୍ୟ; କହିଲେ ଏମିତି…

ସଲମାନ ଖାନ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ହଟ ଟପିକ୍ ହୋଇ ଠିଆ ହୋଇଛନ୍ତି। ଏହା ପଛର କାରଣ ହେଉଛି ତାଙ୍କର ଲୁକ୍। ତାଙ୍କୁ ଏମିତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କେହି ବୁଝିପାରୁ ନାହାନ୍ତି ଏହା ପଛର ରହସ୍ୟ କ’ଣ। ଏମିତି କ’ଣ ହେଲା ଯେ ତାଙ୍କୁ...

Man takes loan of rs 2-7 lakh to fill potholes in the road
ଆଖି ବୁଝିଦେଲେ ସରକାର: ରାସ୍ତା ମରାମତି କରିବାକୁ ୨.୭ ଲକ୍ଷ ଟଙ୍କା ଋଣ କଲେ ଯୁବକ

ସରକାରଙ୍କୁ ବାରମ୍ବାର ଅନୁରୋଧ ପରେ ବି ହେଲାନି ରାସ୍ତା କାମ। ରାସ୍ତାରେ ହୋଇଥିବା ଖାଲ ଅନେକ ଜୀବନକୁ ବିପଦରେ ପକେଇଲା। ଅତିଷ୍ଠ ହୋଇ ଯୁବକ ରାସ୍ତା ମରାମତି କରିବାକୁ ୨.୭ ଲକ୍ଷ ଟଙ୍କା ଋଣ କଲେ।

gadar 2 beats pathaan baahubali pk dangal
Gadar 2: ଖାଲି ‘ବାହୁବଲୀ’ ନୁହେଁ ଏହିସବୁ ଫିଲ୍ମର ରେକର୍ଡ ଭାଙ୍ଗିଲା 'ଗଦର ୨'; ୧୦ମ ଦିନର ରୋଜଗାର ଚମକେଇ ଦେବ

‘ଗଦର ୨’ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ଫିଲ୍ମ ରିଲିଜ୍‌ର ଦ୍ୱିତୀୟ ଶନିବାର ଗଦର ୨ ବକ୍ସ ଅଫିସରେ ୩୧.୦୭ କୋଟି ବ୍ୟବସାୟ କରି ‘ବାହୁବଲୀ ୨’ କୁ ପଛରେ ପକେଇଦେଇଥିଲା। ଦ୍ୱିତୀୟ ରବିବାରରେ ମଧ୍ୟ ଗଦର ୨ ର ଝଡ ଜାରି...

rare child born with genetic disorder looking like alien
Rare child born: ଜନ୍ମ ହେଲା ଅଦ୍ଭୁତ ଶିଶୁ; ଦେଖିବାକୁ ଅବିକଳ ଏଲିଅନ୍

ଏକ ନବଜାତ ଶିଶୁର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପିଲାଟି ଦେଖିବାକୁ ଅବିକଳ ଏଲିଅନ୍ ପରି। ଯାହାକୁ ଦେଖିଲେ ଆପଣଙ୍କ ଧୈର୍ଯ୍ୟ ରହିବ ନାହିଁ।

Consume 3 grams of cumin for three months avoid serious issues like obesity
Health Tips: ଜିରାର ଚମତ୍କାରିତା; ମୋଟାପା କମାଏ, କୋଲେଷ୍ଟ୍ରଲ ନିୟନ୍ତ୍ରଣ କରେ

ରୋଷେଇ ବେଳେ ଖାଦ୍ୟକୁ ସୁଆଦିଆ କରିବା ପାଇଁ ଜିରା ପ୍ରାୟ ପ୍ରତିଦିନ ବ୍ୟବହୃତ ହେଉଥିବାବେଳେ ଜିରା ମଧ୍ୟ ପେଟରେ ସୃଷ୍ଟି ହେଉଥିବା ବଦହଜମି ଏବଂ ଗ୍ୟାସ୍ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁ ବ୍ୟବହୃତ ହୁଏ। ଖାଲି ଏତିକି ନୁହେଁ, ଏହା ଅନେକ ଗମ୍ଭୀର ରୋଗକୁ...

Indian Navy Tradesman Mate Recruitment 2023 notification
Indian Navy Recruitment 2023: ଭାରତୀୟ ନୌସେନାରେ ଚାକିରି ସୁଯୋଗ; ୧୦ମ ପିଲା କରିପାରିବେ ଆବେଦନ

ଭାରତୀୟ ନୌସେନାରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ନୌସେନା ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୬୨ ଟ୍ରେଡ୍ସମ୍ୟାନ୍ ମେଟ୍ ପଦବୀରେ ନିଯୁକ୍ତି ମିଳିବ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।