• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

ନିଜକୁ ଜଣେ ଖରାପ ବାପା ବୋଲି କହିଲେ ମିଥୁନ; ହେଲେ କାହିଁକି…
ନିଜକୁ ଜଣେ ଖରାପ ବାପା ବୋଲି କହିଲେ ମିଥୁନ; ହେଲେ କାହିଁକି…

ନିକଟରେ ଏକ କାର୍ଯ୍ୟକ୍ରମ ଅବସରରେ ମିଥୁନ ତାଙ୍କ ପୁଅକୁ ନେଇ ଭାବପ୍ରବଣ ହୋଇପଡିଥିଲେ। ସେ ନିଜକୁ ଜଣେ ବହୁତ ଖରାପ ବାପା ବୋଲି ମଧ୍ୟ କହିଛନ୍ତି। ହେଲେ ସେ ଏମିତି କାହିଁକି କହିଲେ, ଆସନ୍ତୁ ଜାଣିବା…

Marriage between man and dog
ଅଜବ ପରମ୍ପରା... କୁକୁର ସହ ମଣିଷର ହେଲା ବାହାଘର !

ମଣିଷ ଏବଂ କୁକୁର ମଧ୍ୟରେ ବିବାହ ଅଜବ ଲାଗୁଥାଇପାରେ। କିନ୍ତୁ ଗୋଟିଏ ନୁହେଁ, ଏହିପରି ଦୁଇଟି ବିବାହ ହୋଇଛି। ତାହା ପୁଣି ଓଡିଶାରେ। ଗୁରୁବାର ଦିନ ବାଲେଶ୍ୱର ଜିଲ୍ଲାର ଏକ ଆଦିବାସୀ ଗ୍ରାମରେ ଏହି ବିବାହ ହୋଇଛି। ଏହା ପଛରେ ରହିଛି ଏକ ଅନ୍ଧବିଶ୍ୱାସ।

Theat ai scam cloned teenage girl voice
ଝିଅ ଫୋନ୍‌ରେ କହିଲା ହ୍ୟାଲୋ; ଏହା ଶୁଣି ଡରରେ ଥରିଲେ ମା’

ଥରେ ଭାବନ୍ତୁ ତ ଆପଣଙ୍କ ଝିଅ ବାହାରକୁ ବୁଲିବାକୁ ଯାଇ ସେଠାରୁ କଲ୍ କରେ ଆଉ କୁହେ ତା’ ଜୀବନ ବିପଦରେ ଅଛି, ତେବେ ଆପଣଙ୍କ ଅବସ୍ଥା କ’ଣ ହେବ? ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ବାସ୍ତବତା ଜାଣିଲେ ଆପଣ ବି ଚିନ୍ତାରେ ପଡିଯିବେ।

In the Jhamuitra, the devotees walked on the fire
ଝାମୁଯାତ୍ରାରେ ମାନସିକଧାରୀମାନେ ରଡ ନିଆଁରେ ଚାଲିଲେ

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ଶକ୍ତିପୀଠଗୁଡିକରେ ଝାମୁଯାତ୍ରା ଦେଖିବାକି ମିଳିଥିଲା। ମାନସିକଧାରୀମାନେ ରଡ ନିଆଁରେ ଚାଲିଥିଲେ। ଆସନ୍ତୁ ଭୁବନେଶ୍ୱରର କେଦାରପଲ୍ଲୀ ବାବୁଜିନଗର ଓ ଶିଶୁଭବନର ତାରିଣୀ ମନ୍ଦିରର ସେଭଳି କିଛି ଦୃଶ୍ୟ ଉପରେ ନଜର ପକେଇ ନେବା।

Pooja hedge dating rumors with salman khan
ପୁଣି ସଲମାନଙ୍କ ଡେଟିଂକୁ ନେଇ ଚର୍ଚ୍ଚା; କିଏ ଏହି ନୂଆ ନାୟିକା

ଏବେ ସଲମାନ ଖାନଙ୍କ ଡେଟିଂ ଖବର ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆଜିକାଲି ଅଭିନେତାଙ୍କ ସହ ତେଲୁଗୁ ଫିଲ୍ମ ଦୁନିଆର ଜଣେ ଆଗଧାଡିର ଅଭିନେତ୍ରୀ ଡେଟିଂ କରୁଥିବା ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ଅଭିନେତ୍ରୀ କହିଛନ୍ତି…

Tarang TV new theme song Ama ranga odia ama dhanga odia
‘ତରଙ୍ଗ’ର ନୂଆ ଥିମ୍ ସଙ୍ଗ୍‌ “ଆମ ରଙ୍ଗ ଓଡ଼ିଆ… ଆମ ଢଙ୍ଗ ଓଡ଼ିଆ…”

ଓଡ଼ିଆ ନୂଆବର୍ଷରେ ନୂଆ ରୂପରେ ଆସିଲା, ଓଡ଼ିଶାର ନମ୍ବର-୧ ମନୋରଂଜନ ଚ୍ୟାନେଲ୍ ‘ତରଙ୍ଗ’ର ଥିମ୍ ସଂଗ୍- ଆମ ରଙ୍ଗ ଓଡ଼ିଆ.. ଆମ ଢଙ୍ଗ ଓଡ଼ିଆ। ଚ୍ୟାନେଲ୍‌ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହି ଗୀତଟି ପୋଷ୍ଟ ହୋଇଥିବା ବେଳେ ଏହାକୁ ଭରପୂର ଦର୍ଶକୀୟ ଆଦର ମିଳୁଛି।

Ranbir kapoor says he is not a great husband to alia bhatt
ମୁଁ ଆଲିଆଙ୍କ ପାଇଁ ଜଣେ ମହାନ ସ୍ୱାମୀ ନୁହେଁ; ଏମିତି କାହିଁକି କହିଲେ ରଣବୀର

ଏକ ସାକ୍ଷାତକାରରେ ରଣବୀର କପୁର ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ସେ କିପରି ନିଜକୁ ସ୍ୱାମୀ ଭାବରେ ମୂଲ୍ୟାଙ୍କନ କରନ୍ତି ସେ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି ଯେ ଆଲିଆଙ୍କ ପାଇଁ ସେ ଜଣେ ମହାନ ସ୍ୱାମୀ ହୋଇପାରି ନାହାନ୍ତି। ଏମିତି କାହିଁକି କହିଲେ…

Know five interesting facts about babasaheb ambedkar life
Ambedkar Jayanti: ଶିକ୍ଷାରେ ଅସ୍ପୃଶ୍ୟତା ଆଣିଥିଲା ବାଧା; ଜାତିଭେଦର ଶିକୁଳି ଭାଙ୍ଗି ପାଇଥିଲେ ସଫଳତା

ଦୁର୍ବଳ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ବାବା ସାହେବ ପୂରା ଜୀବନ ସାରା ସଂଗ୍ରାମ କରିଥିଲେ। ଡକ୍ଟର ଆମ୍ବେଦକର ସାମାଜିକ ନବଜାଗରଣର ଅଗ୍ରଦୂତ ଥିଲେ। ଆମ୍ବେଦକର ଶିକ୍ଷା ମାଧ୍ୟମରେ ସମାଜରେ ଥିବା ଦୁର୍ବଳ, ଶ୍ରମିକ, ମହିଳାମାନଙ୍କୁ ସଶକ୍ତ କରିବାକୁ ଚାହୁଁଥିଲେ।

Pana Sanktranti and Odia New Year
ମହାବିଷୁବ ସଂକ୍ରାନ୍ତିରେ କାହିଁକି ବଣ୍ଟାଯାଏ ପଣା...ଜାଣନ୍ତୁ କାରଣ

ଆଜି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ବେଲ ଆଦି ପଣା ତିଆରି କରି ସାହି ପଡିଶାରେ ବଣ୍ଟାଯାଏ। ତେବେ ଏଭଳି...

Salary oriented short term courses under 50 thousand rupees
Career Tips: କମ୍ ଟଙ୍କାରେ କରନ୍ତୁ ଏହି କୋର୍ସ; ପ୍ରଥମ ଦରମା ୩୦ ହଜାର ଉପରେ

ଆଜିର ମହଙ୍ଗା ପାଠ୍ୟକ୍ରମ ଭିତରେ ଅଧିକାଂଶ ପିଲା ଏମିତି କିଛି ପାଠ୍ୟକ୍ରମ ଖୋଜୁଛନ୍ତି ଯାହା ପାଇଁ ଖୁବ କମ ଟଙ୍କା ଖର୍ଚ୍ଚ ହେଉଥିବ ଏବଂ ପଢା ଶେଷ ହେଉ ହେଉ କିଛି ନା କିଛି ଚାକିରି ମିଳିଯାଉଥିବ। ଏପରି ପରିସ୍ଥିତିରେ କିଛି ସର୍ଟଟର୍ମ କୋର୍ସ କିମ୍ବା ଡିପ୍ଲୋମା ପାଠ୍ୟକ୍ରମ...

Akhay Kumar replaced in rowdy rathore sequel
‘ରାଉଡୀ ରାଠୋର' ସିକ୍ୱେଲ୍‌ରୁ ବାଦ ପଡିଲେ ଅକ୍ଷୟ, କିଏ ହେବେ ନୂଆ ରାଉଡୀ…

ଆସିବ 'ରାଉଡୀ ରାଠୋର'ର ସିକ୍ୱେଲ୍। ଏଥିରେ ଆଙ୍ଗ୍ରୀ ୟଙ୍ଗମ୍ୟାନ୍‌ ଭାବେ ଅକ୍ଷୟ କୁମାରଙ୍କ ବ୍ୟତୀତ ଆଉ କାହାକୁ ବି ଚିନ୍ତା କରାଯାଇ ନପାରେ। କିନ୍ତୁ ନିର୍ମାତା ତାଙ୍କୁ ଏଥିରୁ ବାଦ ଦେଇଛନ୍ତି। ଏଥିରେ ସେ ନୂଆ ଚେହେରାକୁ ନେଇଛନ୍ତି। ହେଲେ କାହିଁକି? ଏହି ନୂଆ ରାଉଡୀ କିଏ?

Hema Malini travel in Mumbai metro and take auto ride from dn nagar to juhu
ପାଖରେ ଅଛି ଦାମୀ କାର୍; ହେଲେ କାହିଁକି ଅଟୋରେ ଗଲେ ହେମା ମାଳିନୀ

କୌଣସି ସେଲିବ୍ରିଟିଙ୍କୁ ଅଟୋରେ ଯିବା ପ୍ରାୟ ଦେଖିବାକୁ ମିଳେନି। କିନ୍ତୁ ହେମା ମାଳିନୀଙ୍କୁ ମେଟ୍ରୋ ଓ ଅଟୋରେ ଯିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କ ପାଖରେ ତ ଦାମୀ ଓ ବିଳାସପୂର୍ଣ୍ଣ କାର୍‌ର ଅଭାବ ନାହିଁ। ହେଲେ ସେ କାହିଁକି ମେଟ୍ରୋ ଆଉ ଅଟୋର ସାହାରା ନେଲେ...

The bride came riding a hourse
Viral Video: ଘୋଡାରେ ଚଢି ଆସିଲା କନ୍ୟା; ଯାତ୍ରୀ ମଧ୍ୟ ଆସିଥିଲେ

ଆଜି ପରିସ୍ଥିତି ବଦଳିଛି। କନ୍ୟା ମୁହଁରେ ଲାଜ ଦେଖାଯାଉ ନାହିଁ। ବରଂ ସେ ନିଜ ବିବାହକୁ ଖୁବ ଖୁସିରେ ଅନୁଭବ କରୁଥିବା ଦେଖାଯାଏ।

Nuclear Power Corporation of India
NPCILରେ ପୂରଣ ହେବ ୬୫୦ଟି ପଦବୀ; ଦରମା ୫୬,୦୦୦

ଯଦି ଆପଣ ସରକାରୀ ଚାକିରି ଖୋଜୁଛନ୍ତି ଏବଂ ଆପଣଙ୍କ ପାଖରେ BE / B.Tech ଡିଗ୍ରୀ ସହିତ ବୈଧ GATE ୨୦୨୧/୨୦୨୨/୨୦୨୩ ସ୍କୋର ଅଛି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। NPCIL ଅଧୀନରେ ଏକଜିକ୍ୟୁଟିଭ୍ ଟ୍ରେନୀ ପଦବୀ ଖାଲି ଅଛି। ଆପଣ ଏହାର ସୁଯୋଗ ନେଇପାରିବେ।

Just in 6 months Anankar got 128k subscribers
ମାତ୍ର ୬ ମାସରେ ସଫଳତା; ଅଳଙ୍କାରକୁ ମିଳିଲା ୧୨୮k ସବ୍‌ସ୍କ୍ରାଇବର୍‌

ଖୁବ କମ ଦିନରେ ‘ଅଳଙ୍କାର’ର ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ୧୨୮k ସବ୍‌ସ୍କ୍ରାଇବର ମିଳିଛି। ଏହି ଖୁସିରେ ଟିମ୍ ସଦସ୍ୟମାନେ ଆଜି ଏହାକୁ ନେଇ ଏକ ସେଲିବ୍ରେସନ୍ କରିଛନ୍ତି।

Police field 30 pages chargshee against rat murder accused
ମୂଷା ମାରିବା ମହଙ୍ଗା ପଡ଼ିଲା; ମିଳିପାରେ ଜେଲ୍ ଦଣ୍ଡ !

'ମୂଷା ହତ୍ୟା' ମାମଲାରେ ଜଣେ ଅଭିଯୁକ୍ତଙ୍କ ବିରୋଧରେ ୩୦ ପୃଷ୍ଠାର ଏକ ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଛି। ପୋଲିସ୍ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଧାରା ୪୨୯ ଅଧୀନରେ ଏକ ଏଫ୍‌ଆଇଆର୍‌ ରୁଜୁ କରିଛି। ହୋଇପାରେ ଜରିମାନା ଆଉ ଜେଲ୍‌ ଦଣ୍ଡ।

Salman khan proved six pack abs real or fake
ସିକ୍ସ ପ୍ୟାକ୍ ଅସଲି ନା ନକଲି; ପ୍ରମାଣ ଦେଲେ ଭାଇଜାନ

ସଲମାନ ଖାନଙ୍କ ପ୍ରଶଂସକମାନେ ତାଙ୍କ ବଡିର ଝଲକ ଟିକେ ପାଇବାକୁ ସବୁବେଳେ ଉତ୍ସାହିତ ଥାଆନ୍ତି। ଅଭିନେତା ମଧ୍ୟ ନିଜ ପ୍ରଶଂସକଙ୍କ ଉତ୍ସାହକୁ ପୂରଣ କରିବା ପାଇଁ ଅଧିକାଂଶ ଚଳଚ୍ଚିତ୍ରରେ ସାର୍ଟଲେସ୍ ହୁଅନ୍ତି। ତେବେ ଏହାକୁ ଅନେକ VFXର କମାଲ ବୋଲି ଭାବନ୍ତି। ଏହା ଅସଲି ନା ନକଲି ପ୍ରମାଣ...

Man did 100 weddings make Guinness world records
୩୨ ବର୍ଷରେ ୧୦୦ରୁ ଅଧିକ ବିବାହ, କାହାକୁ ଦେଇ ନାହାନ୍ତି ଛାଡ଼ପତ୍ର

ଆଜିକାଲି ବିବାହ ପାଇଁ ଗୋଟିଏ ଝିଅ ମିଳୁ ନଥିବା ବେଳେ ଜଣେ ବ୍ୟକ୍ତି ୧୦୦ରୁ ଅଧିକ ବିବାହ କରି ରେକର୍ଡ କରିଛନ୍ତି। ମାତ୍ର ୩୨ ବର୍ଷ ବୟସରେ ସେ ୧୪ଟି ଦେଶରେ ଜ୍ୱାଇଁ ହୋଇଥିଲେ। ଜାଣନ୍ତୁ ତାଙ୍କ ଟ୍ରିକ୍ସ…

Imagine how world wealthiest would look if they were poor
Viral: ଯଦି ଗରିବ ହୋଇଯିବେ ଏଲନ୍ ମସ୍କ, ବିଲ୍ ଗେଟ୍ସ, ଡୋନାଲ୍ଡ ଟ୍ରମ୍ପ!

ଥରେ କଳ୍ପନା କରନ୍ତୁ ତ ଯଦି ସେମାନେ ଗରିବ ହୋଇଯିବେ ତେବେ କିପରି ଦେଖାଯିବେ? AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ସେମାନଙ୍କର କାଳ୍ପନିକ ଚିତ୍ର ସୃଷ୍ଟି ହୋଇଛି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ସେମାନଙ୍କୁ ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ।

10th pass iti certificate get assistant loco pilot job in railway
୧୦ମ ପାଶ ସହିତ ITI କରିଥିଲେ ରେଲ୍‌ୱେରେ ହେଇପାରିବେ ଲୋକୋ ପାଇଲଟ୍

NWR ଅଧୀନରେ ଗ୍ରୁପ୍ 'ସି' ବା ଗ୍ରୁପ୍ 'ଡି' କର୍ମଚାରୀଙ୍କ ପାଇଁ 'ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍' ଭାବରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି ଭାରତୀୟ ରେଳବାଇ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୩୮ଟି ପଦବୀ ପୂରଣ ହେବ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।