• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Durga Puja in Laxmannath Gada
Durga Puja 2023: ଦୁର୍ଗାପୂଜା ବନ୍ଦ ହେବାରୁ ଏଠି ଅନାବୃଷ୍ଟି ହେଲା, ଚାଷ ଜମି ପଡ଼ିଆ ପଡ଼ିଲା

ଜମିଦାରୀ ଚାଲିଯିବାରୁ ରାୟ ମହାଶୟଙ୍କ ଆୟ କମିଲା। ଫଳରେ ସେ ଦୁର୍ଗାପୂଜା ବନ୍ଦ କରିଦେଲେ। ସେହି ବର୍ଷ ସ୍ଥାନୀୟ ଅଞ୍ଚଳରେ ଅନାବୃଷ୍ଟି ହେଲା। ଚାଷ ଜମି ପଡିଆ ପଡ଼ିଲା। ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଲେ। ଆଉ ତା’ ପରେ…

sol du non teaching recruitment know how to apply
DU Non Teaching Recruitment: ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଚାକିରି; ଦଶମ ପାଶ୍ ପିଲା ବି କରିପାରିବେ ଆବେଦନ

ଆପଣ ଯଦି କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। SOL DU ଆପଣଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି। ଅଣଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି।

hema malini 75th birthday celebration with husband dharmendra
‘ତୁନେ ଓ ରଙ୍ଗିଲେ କୈସେ ଯାଦୁ କିୟା’ରେ ଷ୍ଟାଇଲ୍ ମାରିଲେ ହେମା ମାଳିନୀ

ହେମା ମାଳିନୀ ଗତକାଲି ଅର୍ଥାତ୍ ୧୬ ଅକ୍ଟୋବରରେ ତାଙ୍କର ୭୫ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ପାର୍ଟୀରେ ଯେତେବେଳେ ‘ତୁନେ ଓ ରଙ୍ଗିଲେ କୈସେ ଯାଦୁ କିୟା’ ଗୀତ ବାଜୁଥିଲା ସେତେବେଳେ ହେମାଙ୍କ ଷ୍ଟାଇଲ୍ ଥିଲା ଦେଖିଲା ଭଳି।

ratna pathak spills truth on naseeruddin shah past relationships and marriage
ନାସିରୁଦ୍ଦିନ ଶାହାଙ୍କ ଅନେକ ସଂପର୍କକୁ ନେଇ ଏମିତି କହିଲେ ପତ୍ନୀ ରତ୍ନା ପାଠକ

ବିବାହର ପ୍ରାୟ ୪୧ ବର୍ଷ ପରେ ରତ୍ନା ପାଠକ ଶାହା ଏବେ ମୁହଁ ଖୋଲିଛନ୍ତି ଯେ, ତାଙ୍କ ସ୍ୱାମୀ ଅନେକ ସଂପର୍କରେ ଅଛନ୍ତି। ନାସିରୁଦ୍ଦିନ ଶାହାଙ୍କର ଅନେକଙ୍କ ସହ ସମ୍ପର୍କ ସତ୍ତ୍ୱେ ତାଙ୍କର ବିବାହ ଏବଂ ପ୍ରେମରେ କିପରି ଫରକ ପଡିନି ତାହା ରତ୍ନା ପାଠକ କହିଛନ୍ତି।

5 best foods to be healthy in changing weather
Health Tips: ଋତୁ ପରିବର୍ତ୍ତନ ଯୋଗୁ ହେଉଛି କି ଥଣ୍ଡା-କାଶ ? ଖାଆନ୍ତୁ ଏହି ୫ ସୁପର୍‌ଫୁଡ୍...

ପାଣିପାଗ ଦ୍ରୁତ ଗତିରେ ବଦଳୁଛି ଏବଂ ଏହି କାରଣରୁ ଲୋକମାନେ ଥଣ୍ଡା, କାଶ, ଜ୍ୱର ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବହୁ ସଂଖ୍ୟକ ଲୋକ ଏହିସବୁ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣ କିଛି ଖାଦ୍ୟ ଖାଇ ଏହି ସବୁ ସମସ୍ୟାକୁ...

upsc recruitment Apply for Assistant Professor and other posts
UPSC Recruitment 2023: ୨୫ ଟଙ୍କା ଶୁଳ୍କ ଦେଇ କେନ୍ଦ୍ର ସରକାରରେ କରନ୍ତୁ ଚାକିରି

UPSC ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଭଲ ସୁଯୋଗ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସହକାରୀ ପ୍ରଫେସର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ଠାରୁ UPSC ଆବେଦନ ପତ୍ର ଗ୍ରହଣ କରୁଛି।

tiger 3 trailer out salman khan Katrina kaif action sequence make you crazy
Tiger 3 Trailer Out: ଆସିଲା 'ଟାଇଗର ୩' ଟ୍ରେଲର: ମନ କିଣିବ କ୍ୟାଟ୍ରିନାଙ୍କ ଟାୱେଲ ଫାଇଟ୍

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଟାଇଗର ୩' ର ଦମଦାର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରରୁ ହିଁ ପୂରା ଫିଲ୍ମର ଆକ୍ସନ୍ ଏବଂ ସଂଳାପର ଲେବଲ୍ ଦେଖିବାକୁ ମିଳେ। କ୍ୟାଟ୍ରିନା କୈଫ୍ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଚଳଚ୍ଚିତ୍ରରେ ଅଧିକ ଆକ୍ସନ୍ ଏବଂ ଫାଇଟ୍...

South star nani revealed when he gets home after a kissing sequence for film
ସାମ୍ବାଦିକଙ୍କ ସମ୍ବେଦନଶୀଳ ପ୍ରଶ୍ନର ଶିକାର ହେଲେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର୍‌ଷ୍ଟାର୍; ଏମିତି ରଖିଲେ ଜବାବ

ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ଡିମାଣ୍ଡ ଥିବା ଅଭିନେତାମାନଙ୍କ ମଧ୍ୟରୁ ସେ ଜଣେ। ନିକଟରେ ଏକ ଇଭେଣ୍ଟରେ ସାମ୍ବାଦିକମାନେ ତାଙ୍କୁ ଏକ ବଡ ଏବଂ ସମ୍ବେଦନଶୀଳ ପ୍ରଶ୍ନ ପଚାରିଥିଲେ, ଯାହାକୁ ସେ ଅତି ଶାଳୀନତା ଭାବରେ ଉତ୍ତର ଦେଇଛନ୍ତି।

health benefits in water chestnut flour
Health Tips: ନବରାତ୍ରୀ ଉପବାସରେ କିପରି ରହିବେ ଏନର୍ଜେଟିକ୍ ? ଜାଣନ୍ତୁ ଟିପ୍ସ...

ନବରାତ୍ରୀ ଉପବାସ ସମୟରେ ଲୋକମାନେ ଅନେକ ପ୍ରକାରର ପୁଷ୍ଟିକର ଖାଦ୍ୟ ଖାଇଥା’ନ୍ତି। ଯଦି ଆପଣ ଉପବାସ ସମୟରେ ଏନର୍ଜେଟିକ୍ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଖାଦ୍ୟ ତାଲିକାରେ ଏହାକୁ ସାମିଲ କରିବାକୁ ପଡିବ। ଜାଣନ୍ତୁ ଏହା କ’ଣ…

World Food Day 2023
World Food Day 2023: ପୌଷ୍ଟିକ ଆହାର କାହାକୁ କୁହାଯାଏ, କେଉଁ ଖାଦ୍ୟରୁ କ’ଣ ମିଳେ

ପ୍ରତିବର୍ଷ ୧୬ ଅକ୍ଟୋବରରେ ‘ବିଶ୍ୱ ଖାଦ୍ୟ ଦିବସ’ ପାଳନ କରାଯାଏ। ଅନାହାର ବିରୋଧରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ଏହି ସଂଗଠନର ଉଦ୍ଦେଶ୍ୟ। ପୁଷ୍ଟିକର ଖାଦ୍ୟ ବିଷୟରେ ଅବଗତ କରାଇବା ଲକ୍ଷ୍ୟରେ ଏହି ଦିନ ପାଳନ କରାଯାଏ।

UCIL has recruited 243 trade apprentice for 10th pass
UCIL Recruitment 2023: ୧୦ମ ପାଶ୍‌ କରି ITI କରିଛନ୍ତି… ପାଇପାରିବେ ସରକାରୀ ଚାକିରି

ଆପଣ ଯଦି ୧୦ମ ପାଶ୍‌ କରିଛନ୍ତି ତେବେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ଆସିଛି। UCIL ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ବିଜ୍ଞପ୍ତି ବାହାର କରିଛି। UCIL ଟ୍ରେନିଂ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରୁଛି।

ajay devgn singham again movie lead actress deepika padukone play lady singham
ରୋହିତ୍‌ଙ୍କୁ ମିଳିଗଲା ଲେଡି ସିଂଘମ୍; ବଲିଉଡ୍‌ର ଟପ୍ ଅଭିନେତ୍ରୀ ହେବେ 'ସିଂଘମ ଏଗେନ୍'ର ମୁଖ୍ୟ ନାୟିକା

ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସିଂଘମ ଏଗେନ୍'ର ମୁଖ୍ୟ ଅଭିନେତ୍ରୀ ଚୂଡ଼ାନ୍ତ ହୋଇଯାଇଛି। ବଲିଉଡ୍‌ର ଟପ୍ ଅଭିନେତ୍ରୀ ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ରୂପେ ନଜର ଆସିବେ। ବିଶେଷ କଥା ହେଉଛି ଏଥିରେ ସେ ଜଣେ ଲେଡି ଇନ୍ସପେକ୍ଟର ଭାବେ ନଜର ଆସିବେ ଏବଂ ତାଙ୍କ ଚରିତ୍ରର...

bobby deol open up why apne 2 is being delayed
ଆସୁଛି ‘ଅପ୍‌ନେ ୨’; ଦମଦାର ଭୂମିକାରେ ନଜର ଆସିବେ ବବି ଦେଓଲ

ୱେବ୍ ସିରିଜ୍ 'ଆଶ୍ରମ'ରେ ବବି ଦେଓଲଙ୍କୁ ଜବରଦସ୍ତ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଜଣେ ଖଳନାୟକ ଭୂମିକାରେ ଅଭିନୟ କରି ଅନେକ ବିବାଦ ସୃଷ୍ଟି କରିଥିଲେ। ବର୍ତ୍ତମାନ ସେ ତାଙ୍କ ଫିଲ୍ମ ‘ଅପ୍‌ନେ ୨’ ପାଇଁ ଚର୍ଚ୍ଚାରେ ଅଛନ୍ତି।

Know why ‘World Students Day’ is celebrated
World Student Day: ଅବଦୁଲ କଲାମଙ୍କ ଏହି ୧୦ ବାଣୀ ଆଣିଦେବ ସଫଳତା

ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଅବଦୁଲ କଲାମଙ୍କ ଜନ୍ମ ବାର୍ଷିକୀକୁ ‘ବିଶ୍ୱ ଛାତ୍ର ଦିବସ’ ଭାବେ ପାଳନ କରାଯାଏ। ଆଜି ହେଉଛି ସେହି ଦିନ। ଏହି ଅବସରରେ ଆସନ୍ତୁ ସେ କହିଥିବା ୧୦ଟି କଥା ଉପରେ ନଜର ପକେଇବା ଯାହା ଜଣକୁ ସଫଳତାର ସିଡି ଚଢିବାରେ ସାହାଯ୍ୟ କରିବ।

5 important roles of rural women in the economy
International Rural Woman Day: ଅର୍ଥନୀତିରେ ଗ୍ରାମୀଣ ମହିଳାଙ୍କ ୫ ଗୁରୁତ୍ୱପୂର୍ଣ୍ଣ ଭୂମିକା

ପ୍ରତିବର୍ଷ ୧୫ ଅକ୍ଟୋବରରେ ସାରା ବିଶ୍ୱରେ ‘ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ’ ପାଳନ କରାଯାଏ। ‘ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ’ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ କୃଷିରେ ବିକାଶ, ଗ୍ରାମାଞ୍ଚଳର ବିକାଶ, ଖାଦ୍ୟ ନିରାପତ୍ତା ଏବଂ ଗ୍ରାମାଞ୍ଚଳର ଦାରିଦ୍ର ଦୂରୀକରଣରେ ମହିଳାଙ୍କ ମହତ୍ତ୍ୱ ବିଷୟରେ ଅବଗତ କରାଇବା

security assistant and mts job for 10th pass in intelligence bureau
IB Recruitment 2023: ଦଶମ ପାଶ୍ କରିଥିଲେ ସରକାରୀ ଚାକିରି; IBରେ ପୂରଣ ହେବ ୬୭୭ଟି ପୋଷ୍ଟ୍

IBରେ ଚାକିରି କରିବାକୁ କିଏ ବା ନ ଚାହେଁ। ଯେଉଁମାନେ ଏହି ଚାକିରି ପାଇଁ ଆଗ୍ରହୀ ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। MHA IB ଅଧୀନରେ ୬୭୭ଟି ପୋଷ୍ଟ୍ ପାଇଁ ବିଜ୍ଞପ୍ତି ବାହାର କରିଛି।

film leo earned huge amount before release
ଆସୁଛି ‘ଲିଓ’; ରିଲିଜ୍ ପୂର୍ବରୁ କଲାଣି ଏତେ କୋଟି ରୋଜଗାର

ଥାଲାପାତି ବିଜୟଙ୍କ ଫିଲ୍ମ ‘ଲିଓ’ର ଆଡଭାନ୍ସ ବୁକିଂ ୧୩ ଅକ୍ଟୋବରରୁ ଆରମ୍ଭ ହୋଇଛି। ଏହି ଫିଲ୍ମ ୧୯ ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମ ରିଲିଜ୍ ପୂର୍ବରୁ ୧.୨ କୋଟିର ଅଗ୍ରୀମ ବୁକିଂ ରେକର୍ଡ କରିଛି।

dhvani bhanushali sings garba penned pm narendra modi
ଗୀତିକାର ହେଇଗଲେ ପ୍ରଧାନମନ୍ତ୍ରୀ ମୋଦୀ; ଶୁଣନ୍ତୁ, ଆପଣ ବି କହିବେ ବାଃ... ବାଃ...

ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଉ ଏକ ପ୍ରତିଭା। ନବରାତ୍ରୀ ପୂର୍ବରୁ ମୋଦୀଙ୍କ ଦ୍ୱାରା ଲିଖିତ ଗରବା ଗୀତ ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଛି। ଏହାକୁ ଦେଖି ସମସ୍ତେ କରୁଛନ୍ତି ବାଃ ବାଃ।

These 3 yoga aasan are very effective for waist pain
Yogasana: ଅଣ୍ଟା ଯନ୍ତ୍ରଣାରେ ରାମବାଣ ପରି କାମ କରେ ଏହି ୩ ଯୋଗାସନ...

ଯଦି ଆପଣଙ୍କ ଅଣ୍ଟା ଯନ୍ତ୍ରଣା ହେଉଛି କିମ୍ବା ଆପଣ ବସିବା ଏବଂ ଠିଆ ହେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଆସନ୍ତୁ ଏମିତି ୩ ଟି ଆସନ ବିଷୟରେ ଜାଣିନେବା ଯାହା ଅଣ୍ଟା ଯନ୍ତ୍ରଣାରୁ ସହଜରେ ମୁକ୍ତି ଦେବ।

Madhava is a mason in profession and a snake catcher in hubby
ମାଧବ କେବେ କାହା ପାଇଁ ବିଶ୍ୱକର୍ମା, କେବେ ପୁଣି ବିପଦର ବନ୍ଧୁ

ସାପକୁ କିଏ ବା ନ ଡରେ। ଏହା ଯେତିକି ଭୟଙ୍କର ସେତିକି ବିଷଧର ମଧ୍ୟ। ସେ କିନ୍ତୁ ସାପକୁ ଡରନ୍ତି ନାହିଁ। ଯେତେ ବଡ ହୋଇଥାଉ କି ଯେତେ ବିଷଧର ହୋଇଥାଉ। ସେଥିପାଇଁ ଯାହା ଘରେ ସାପ ପଶେ ସେ ମନେ ପଡନ୍ତି। ସେ ହେଲେ ମାଧବ କୁସପାରିଆ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।