Advertisment

NALCO Recruitment 2023: ଓଡ଼ିଶାରେ ସରକାରୀ ଚାକିରି, ଦରମା ୮୦ ହଜାର

ଭୁବନେଶ୍ୱରରେ କିଏ ବା ନ ଚାହେଁ ଖଣ୍ଡେ ସରକାରୀ ଚାକିରି ପାଇବାକୁ। ଏଭଳି ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସ୍‌ନାଲ୍ ଆଲୁମିନିୟମ୍ ଲିମିଟେଡ୍ କମ୍ପାନୀ(NALCO) ଆଡଭାଇଜର୍ ପଦବୀ ପୂରଣ ବିଜ୍ଞପ୍ତି ପ୍ରକାଶ କରିଛି। ଅଫ୍‌ଲାଇନ୍ ମୋଡ୍‌ରେ ଏହି ଆବେଦନ ଚାଲିଛି।

author-image
Pramod Behera
ଅଦ୍ୟତନ ହୋଇଛି
NALCO Recruitment 2023

NALCO Recruitment Apply For Various Posts

ଭୁବନେଶ୍ୱରରେ କିଏ ବା ନ ଚାହେଁ ଖଣ୍ଡେ ସରକାରୀ ଚାକିରି ପାଇବାକୁ। ଏଭଳି ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସ୍‌ନାଲ୍ ଆଲୁମିନିୟମ୍ ଲିମିଟେଡ୍ କମ୍ପାନୀ(NALCO) ଆଡଭାଇଜର୍ ପଦବୀ ପୂରଣ ବିଜ୍ଞପ୍ତି ପ୍ରକାଶ କରିଛି। ଅଫ୍‌ଲାଇନ୍ ମୋଡ୍‌ରେ ଏହି ଆବେଦନ ଚାଲିଛି।

Advertisment

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ। ଯେଉଁମାନେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌ https://nalcoindia.com/ କୁ ଯାଇ ଯାଞ୍ଚ୍ କରିପାରିବେ। 

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ଆରମ୍ଭ – ୦୨ ନଭେମ୍ବର ୨୦୨୩
  • ଆବେଦନ ଶେଷ – ୧୫ ନଭେମ୍ବର ୨୦୨୩

ଅଧିକ ପଢ଼ନ୍ତୁ: ଦଶମ ପାଶ୍ କରିଥିଲେ OSSSCରେ ଚାକିରି; ପୂରଣ ହେବ ୨୭୧୨ ପଦବୀ

ଶିକ୍ଷାଗତ ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଡିପ୍ଲୋମା / ଗ୍ରାଜୁଏଟ୍ / ପୋଷ୍ଟ ଗ୍ରାଜୁଏଟ୍ ପାଶ୍
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୬୩ ବର୍ଷ

ବୟସ କୋହଳ:

  • OBC – ୦୩ ବର୍ଷ
  • ST / SC / PWD / Ex- Serviceman – ୦୫ ବର୍ଷ
  • PWD + SC / ST – ୧୫ ବର୍ଷ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୬୦,୦୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୮୦,୦୦୦ ଟଙ୍କା

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଯୋଗ୍ୟତା ପ୍ରମାଣପତ୍ର
  • ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
  • ଦୁଇଟି କଲର୍ ପାସ୍‌ପୋର୍ଟ ଫଟୋ
  • ଜାତି ପ୍ରମାଣପତ୍ର
  • ଅଭିଜ୍ଞତା ପ୍ରମାଣପତ୍ର(ଯଦି ଥାଏ)

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ https://nalcoindia.com/ କୁ ଯାଆନ୍ତୁ
  • ଠିକ୍ ବିବରଣୀ ଦେଇ ପଞ୍ଜିକରଣ କରନ୍ତୁ
  • ପଞ୍ଜିକରଣ ନମ୍ବର ବ୍ୟବହାର କରି ଆବେଦନ ଫର୍ମ ବାହାର କରନ୍ତୁ ଆଉ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡି ଅପ୍‌ଲୋଡ୍ କରନ୍ତୁ
  • ଏହାର ଏକ ପ୍ରିଣ୍ଟ୍ ବାହାର କରି ଡକ୍ୟୁମେଣ୍ଟ ସହିତ ନିମ୍ନ ଠିକଣାରେ ପଠାନ୍ତୁ

General Manager ( H&A ), Recruitment Cell, NALCO Bhawan, P/1, Nayapalli, Bhubaneswar, Pin – 751013.

Nalco Govt Jobs
Advertisment
Advertisment