• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Amazing stunt video robotic stunt viral video
Viral Video: ମଣିଷ ନା ରୋବଟ୍ ! ଯୁଆଡେ ଚାହିଁଲେ ସିଆଡେ ମୋଡି ହେଇଯାଉଛନ୍ତି...

ଏହି ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ପିଲା କିପରି ନିଜ ହାତକୁ ଆଗକୁ, ପଛକୁ ଏବଂ ପ୍ରତ୍ୟେକ ଦିଗକୁ ବଙ୍କା କରିଦେଇ ପାରୁଛନ୍ତି। ଏଭଳି ଦକ୍ଷତା ହାସଲ କରିବା ଅନ୍ୟ କାହା ପାଇଁ ଆଦୌ ସମ୍ଭବ ନୁହେଁ। ଆପଣ ପୂର୍ବରୁ ହୁଏତ ଅନ୍ୟ କୌଣସି ବ୍ୟକ୍ତିଙ୍କଠାରେ...

Pathani Samanta’s Birthday 2023
Pathani Samanta’s Birthday 2023: ବାଉଁଶ ନଳୀରେ ପୂରାତନ ଶାସ୍ତ୍ରର ସିଦ୍ଧାନ୍ତକୁ ଭୁଲ୍‌ ପ୍ରମାଣିତ କରିଥିଲେ ପଠାଣି ସାମନ୍ତ...

ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଯିଏ ସମସ୍ତଙ୍କ ପାଇଁ ପଠାଣି ସାମନ୍ତ, ଆଜି ତାଙ୍କର ଜନ୍ମଦିନ। ଓଡ଼ିଶାର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ପଠାଣି ସାମନ୍ତ ଥିଲେ ଜଣେ ଜ୍ୟୋତିର୍ବିଦ ଓ ମହାନ ପଣ୍ଡିତ।

Using headphone and earphone for a long time can cause many problems
Health Tips: ଘଣ୍ଟା ଘଣ୍ଟା ଧରି ଇୟରଫୋନ୍‌ ବ୍ୟବହାର କରୁଥିଲେ ସାବଧାନ! ହୋଇପାରେ ଅନେକ ରୋଗ

ଆଜିକାଲି ଯୁବକମାନେ ଇୟରଫୋନ୍‌ର ବ୍ୟବହାରକୁ ଏକ ଫ୍ୟାଶନ୍ ଭାବରେ ଗ୍ରହଣ କରିବାକୁ ପସନ୍ଦ କରନ୍ତି। ଆପଣ ଜାଣିଛନ୍ତି କି ଦୀର୍ଘ ସମୟ ଧରି ହେଡ୍‌ଫୋନ୍ କିମ୍ବା ଇୟରଫୋନ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କାନରେ କି ପ୍ରଭାବ ପକାଇଥାଏ? ଯଦି ଜାଣି ନାହାଁନ୍ତି, ତେବେ ଏହି ଖବରକୁ ଭଲ...

Odisha shivers in winter; Winter clothes are out of the trunk
ଶୀତରେ ଥରୁଛି ଓଡ଼ିଶା; ଟ୍ରଙ୍କ ଭିତରୁ ବାହାରିଛି ଶୀତ ପୋଷାକ

ଡିସେମ୍ବର ଅଧାରେ ଶୀତ ରାଜୁତି। ରାଜ୍ୟର ୪ ସ୍ଥାନରେ ୧୦ ଡିଗ୍ରୀ ତଳେ ରାତି ପାରଦ ୭.୨ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା। ଟ୍ୱିନ୍‌ସିଟିରେ ୧୫ ଡିଗ୍ରୀରୁ କମ୍ ରାତି ତାପମାତ୍ରା। ଆଗାମୀ ୫ଦିନ ସ୍ଥିତି ଅପରିବର୍ତ୍ତିତ ରହିବା ପୂର୍ବାନୁମାନ

Mahashweta Sahu To Receive 16th Timepass Booker Award
୧୬ତମ ଟାଇମପାସ୍‍ ବୁକର ପୁରସ୍କାର ପାଇବେ ମହାଶ୍ୱେତା ସାହୁ, ଚାରିଜଣଙ୍କୁ ବେଷ୍ଟସେଲର୍‍

ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ଯୁବ କଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୬ ବର୍ଷ ଧରି ପ୍ରଦାନ କରାଯାଇଆସୁଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଗାଳ୍ପିକା ମହାଶ୍ୱେତା ସାହୁଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଅକ୍ଟୋପସ୍‍ର ଆତ୍ମା’ ପାଇଁ ପ୍ରଦାନ କରାଯିବ।

OSSC PET Select List Out
OSSC ପ୍ରକାଶ କଲା PET ପଦବୀ ପାଇଁ ମନୋନୀତ ପ୍ରାର୍ଥୀଙ୍କ ତାଲିକା

OSSC PET ପଦବୀ ପାଇଁ ମନୋନୀତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହି ପଦ ପାଇଁ ମୋଟ ୪୫୨ ଜଣ ପ୍ରାର୍ଥୀ ବିବେଚିତ ହୋଇଛନ୍ତି। ୮୪୧ ପଦବୀ ପାଇଁ ଏହି ଆବେଦନ ଗ୍ରହଣ କରାଯାଇଥିଲା। ଏହାର ଫଳାଫଳ PDF ଫର୍ମାଟରେ ପ୍ରକାଶିତ ହୋଇଛି ଏବଂ ଏଠାରେ ଏହାର ଲିଙ୍କ...

NTPC Mining Recruitment 2023
NTPC Mining Recruitment: ଏଠି ପୂରଣ ହେବ ୧୧୪ ପଦବୀ; ତୁରନ୍ତ କରନ୍ତୁ ଆବେଦନ

NTPC ମାଇନିଂ ଲିମିଟେଡ୍ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରୁୟାରେ ମାଇନିଂ ଓଭର୍‌ମ୍ୟାନ୍, ମାଗାଜିନ୍ ଇନ୍-ଚାର୍ଜ, ମେକାନିକାଲ୍ ସୁପରଭାଇଜର ସହିତ ଅନ୍ୟାନ୍ୟ ପଦବୀ ପୂରଣ ହେବ। ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି

In 2023 most searched cricketer in the world on Google
ଗୁଗୁଲ୍ ଟ୍ରେଣ୍ଡସ୍ ୨୦୨୩: ସବୁଠାରୁ ଆଗରେ ଏହି ଯୁବ ଖେଳାଳି

ପ୍ରତିବର୍ଷ ପରି ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ ଚଳିତ ବର୍ଷର ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ କୁହାଯାଇଛି ଯେ ଚଳିତ ବର୍ଷ କେଉଁ କ୍ରିକେଟରଙ୍କୁ ସବୁଠାରୁ ଅଧିକ ଖୋଜାଯାଇଛି। ଆପଣ ହୁଏତ ଭାବୁଥିବେ ଗୁଗୁଲ ରିପୋର୍ଟର ଏହି ତାଲିକାରେ କିମ୍ବଦନ୍ତୀ କ୍ରିକେଟର୍ ବିରାଟ କୋହଲି କିମ୍ବା ରୋହିତ ଶର୍ମାଙ୍କ ସ୍ଥାନ...

producer vijay kiragandur breaks silence on clash of salaar and dunki
Salaar-Dunki: 'ସାଲାର'-'ଡଙ୍କି'ର ସଂଘର୍ଷକୁ ନେଇ ଏମିତି କହିଲେ 'ସାଲାର' ନିର୍ମାତା

ପ୍ରଭାସଙ୍କ ଫିଲ୍ମ 'ସାଲାର' ଓ ଶାହରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ଗୋଟିଏ ଦିନରେ ରିଲିଜ୍ ହେବ। ନିକଟରେ ଏକ ସାକ୍ଷାତକାରରେ 'ସାଲାର' ନିର୍ମାତା ବିଜୟ କିର୍‌ଗନ୍ଦୁର ପ୍ରଭାସ ଏବଂ ଶାହରୁଖଙ୍କ ଫିଲ୍ମର ସଂଘର୍ଷକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Rajnikanth journey from bus conductor to south superstar
Rajnikath’s Birthday 2023: ରଜନୀକାନ୍ତଙ୍କ ସଂଘର୍ଷର କାହାଣୀ; କେତେବେଳେ କୁଲି, କେତେବେଳେ କଣ୍ଡକ୍ଟର୍

ବଲିଉଡ୍ ତଥା ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆଜି ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଆଜି ସଫଳତାର ଯେଉଁ ଶିଖରରେ ପହଞ୍ଚିଛନ୍ତି ତାକୁ ପାଇବା ତାଙ୍କ ପାଇଁ ସହଜ ନଥିଲା। କେତେବେଳେ ସେ କୁଲି ହୋଇଛନ୍ତି ତ ପୁଣି କେତେବେଳେ ବସ୍‌ କଣ୍ଡକ୍ଟର୍‌। ସପୋର୍ଟିଂ ଭୂମିକାରୁ ଆସି...

Big prediction of dhirendra Krishna shastri modi will become pm again
ମୁସଲମାନ ସମାଜର ନାଗରିକମାନଙ୍କର ପୂର୍ବପୁରୁଷମାନେ ମଧ୍ୟ ହିନ୍ଦୁ ଥିଲେ: ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ

ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୪ ମସିହାରେ ନରେନ୍ଦ୍ର ମୋଦି ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହେବେ। ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଏକ ହିନ୍ଦୁରାଷ୍ଟ୍ରରେ ପରିଣତ ହେବ।

millet increases beneficial many diseases
Health Tips: ଶୀତ ଦିନେ ଗହମ ଅଟା ନୁହେଁ, ଖାଆନ୍ତୁ ଏହି ଖାଦ୍ୟ… କୋଲେଷ୍ଟ୍ରଲ ହ୍ରାସ ହେବ

ଶୀତଦିନରେ ଅନେକ ଶାରୀରିକ ସମସ୍ୟା ଦେଖାଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଜୀବନଶୈଳୀକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡେ। ଶୀତଦିନେ ବାଜରା ରୁଟି ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ।

ICAR ,NRRI, Cuttack  New Recruitment 2023
NRRI, Cuttack Recruitment: ନ୍ୟାସ୍‌ନାଲ୍‌ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ରେ ଚାକିରି, ଦରମା ୩୫ ହଜାର ଟଙ୍କା

ICAR, NRRI (ନ୍ୟାସ୍‌ନାଲ୍‌ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍), କଟକ, ରେ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି। ୱାଲ୍-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ଏହି ନିଯୁକ୍ତି କରାଯିବ। ପ୍ରକାଶଥାଉ ଯେ ଏହା ଏକ ଚୁକ୍ତିଭିତ୍ତିକ ନିଯୁକ୍ତି।

Most searched film actress in the world on Google in 2023 is Indian
୨୦୨୩ରେ ଗୁଗୁଲରେ ସବୁଠାରୁ ଅଧିକ ଖୋଜା ଯାଇଥିବା ଅଭିନେତ୍ରୀ ହେଲେ ଭାରତୀୟ

ଗୁଗୁଲ୍ ରିଲିଜ୍ କରିଛି ଏହାର ୨୦୨୩ ସର୍ଚ୍ଚ ତାଲିକା। ଏଥିରେ ଜଣେ ଭାରତୀୟ ଅଭିନେତ୍ରୀ ଅଛନ୍ତି ଯିଏ ମାର୍ଗୋଟ୍ ରୋବି, ଗାଲ୍ ଗଡୋଟ୍‌ଙ୍କ ପରି ଅନେକ ବଡ ବଡ ହସ୍ତୀଙ୍କୁ ପଛରେ ପକେଇ ଦୁନିଆର ସବୁଠାରୁ ଖୋଜା ଯାଇଥିବା ଚଳଚ୍ଚିତ୍ର ଅଭିନେତ୍ରୀ ହୋଇଛନ୍ତି।

Vidyut jamwal shared his nude photos from jungle
ନ୍ୟୁଡ୍ ଅବତାରରେ ବିଦ୍ୟୁତ ଜାମୱାଲ; ରାମ ଗୋପାଲ ବର୍ମା କହିଲେ ଗ୍ରୀକ୍ ଗଡ୍

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ବିଦ୍ୟୁତ ଜାମୱାଲଙ୍କ ନ୍ୟୁଡ୍ ଫଟୋ। ଅଭିନେତାଙ୍କ ଏହି ପୋଷ୍ଟ୍‌କୁ ଦେଖି କେତେକ ପସନ୍ଦ କରୁଥିବା ବେଳେ ଅନେକ ଟ୍ରୋଲ୍ ମଧ୍ୟ କରୁଛନ୍ତି। ରାମ ଗୋପାଲ ବର୍ମା କିନ୍ତୁ ତାଙ୍କର ଏହି ପୋଷ୍ଟ୍‌କୁ ପସନ୍ଦ କରି ଗ୍ରୀକ୍ ଗଡ୍ ବୋଲି କହିଛନ୍ତି।

censor board gives a certificate to prabhas starrer salaar
Salaar: ‘ସାଲାର୍‌’କୁ ସେନ୍ସର୍ ବୋର୍ଡ ଝଟ୍‌କା; ଦେଖିପାରିବେ ନାହିଁ ୧୮ ବର୍ଷରୁ କମ୍ ପିଲା!

‘ସାଲାର୍‌’ ଗ୍ରାଣ୍ଡ୍ ଥିଏଟ୍ରିକାଲ୍ ରିଲିଜ୍ ଠାରୁ ମାତ୍ର ଦଶ ଦିନ ଦୂରରେ ଅଛି। ଏହାରି ଭିତରେ ନିକଟରେ ସେନ୍ସର ବୋର୍ଡ (ସିବିଏଫ୍‌ସି) କୁ ପଠାଯାଇଥିଲା ଏବଂ ସେନ୍ସର ବୋର୍ଡ ଫିଲ୍ମକୁ ୨ ଘଣ୍ଟା ୫୫ ମିନିଟ୍‌ର ରନ୍‌ଟାଇମ୍ ସହିତ ‘A’ ସାର୍ଟିଫିକେଟ୍ ଦେଇଛି।

UNICEF Day 2023
UNICEF Day 2023: ଭାରତୀୟ ସମ୍ବିଧାନରେ ଶିଶୁମାନଙ୍କ ପାଇଁ ୫ ଅଧିକାର

ଶିଶୁମାନଙ୍କର ଅଧିକାରକୁ ରକ୍ଷା କରିବା ଏବଂ ସେମାନଙ୍କ ଜୀବନକୁ ସୁରକ୍ଷା ଦେବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନେଇ ପ୍ରତିବର୍ଷ ୧୧ ଡିସେମ୍ବରରେ ସାରା ବିଶ୍ୱରେ ‘ୟୁନିସେଫ୍ ଦିବସ’ ପାଳନ କରାଯାଏ। ଭାରତୀୟ ସମ୍ବିଧାନ ଏନେଇ ଶିଶୁମାନଙ୍କୁ କେତେକ ଅଧିକାର ଦେଇଛି। ଆସନ୍ତୁ ସେ ବିଷୟରେ ଜାଣିବା।

International Mountain Day 2023 Protection of mountain ecosystems
International Mountain Day 2023: ପର୍ବତକୁ ସମ୍ମାନ କରିବାର ୫ଟି ଉପାୟ

ପ୍ରତିବର୍ଷ ୧୧ ଡିସେମ୍ବରରେ ‘ଆନ୍ତର୍ଜାତୀୟ ପର୍ବତ ଦିବସ’ ପାଳନ କରାଯାଏ। ସମଗ୍ର ବିଶ୍ୱରେ ଥିବା ପର୍ବତଗୁଡିକ ପ୍ରକୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ। ତେବେ ଆସନ୍ତୁ ପର୍ବତକୁ ସମ୍ମାନ କରିବାର ୫ଟି ଉପାୟ ବିଷୟରେ ଜାଣିନେବା।

ISRO Recruitment 2023
ISRO Recruitment 2023: ISROରେ ଚାକିରି ସୁଯୋଗ; ଚୟନ ହେଲେ ମାସକୁ ୬୯ ହଜାର

ISROରେ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ନିକଟରେ ISRO ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରୀୟାରେ ଟେକ୍ନିସିଆନ-ବି ପଦବୀ ପୂରଣ ହେବ। ଫାଇଦା ନେବେ ITI ପିଲା।

Triptii dimri reveals that her parents were taken aback by her intimate scenes in animal
Animal: 'ଆନିମଲ୍'ରେ ତୃପ୍ତିଙ୍କ ବୋଲ୍ଡ ସିନ୍ ଦେଖି ଆଶ୍ଚର୍ଯ୍ୟ ହେଲେ ବାପାମାଆ; କହିଲେ…

'ଆନିମଲ୍'ରେ ରଣବୀର କପୁର, ରଶ୍ମିକା ମନ୍ଦନା, ଅନିଲ କପୁର, ବବି ଦେଓଲଙ୍କ ସହ ତୃପ୍ତି ଡିମ୍‌ରୀଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଉଛି। ରଣବୀର କପୁରଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ ପାଇଁ ତୃପ୍ତି ଡିମ୍‌ରୀଙ୍କ ଖୁବ ଚର୍ଚ୍ଚା। ହେଲେ ଏଥିରେ ତାଙ୍କ ବୋଲ୍ଡ ସିନ୍ ଦେଖି ଏମିତି କହିଲେ ବାପାମାଆ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।