ସେନ୍ସର ଗାର୍ଲ ଉର୍ଫି ଜାଭେଦ ଆସିବା ଦିନଠାରୁ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଡ୍ରେସିଂ ସେନ୍ସ, ବୋଲ୍ଡନେସ୍ ଏବଂ ଖୋଲା ମନ୍ତବ୍ୟ ଯୋଗୁଁ ଉର୍ଫି ପ୍ରାୟତଃ ଆଲୋଚନାରେ ହୁହନ୍ତି। ତେବେ ଏଥର ଉର୍ଫି ତାଙ୍କ ଚେହେରା କାରଣରୁ ନୁହେଁ ବରଂ ତାଙ୍କ ସ୍ୱାସ୍ଥ୍ୟ...
ସାଉଥ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିଷୟରେ ଦୀର୍ଘ ଦିନ ଧରି ଖବର ଥିଲା ଯେ ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି। କୁହାଯାଉଛି ଯେ ସେମାନେ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।
ଓଡ଼ିଶାରେ ସ୍ଥାୟୀ ନିଯୁକ୍ତି ସୁଯୋଗ। ରାଜ୍ୟ ସରକାର ଅଧିନରେ ଥିବା ଓଡିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍(OCCL) ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ କ୍ଲର୍କ, ସିନିୟର ଆକାଉଣ୍ଟାଣ୍ଟ ଓ ଆକାଉଣ୍ଟ କ୍ଲର୍କ ପଦବୀ ପୂରଣ ହେବ।
ସର୍ଭାଇକାଲ୍ ସ୍ପଣ୍ଡିଲାଇଟିସ୍ ସମସ୍ୟାକୁ ଆୟୁର୍ବେଦର ପଞ୍ଚକର୍ମ ପ୍ରଣାଳୀ ମାଧ୍ୟମରେ ଅତି ସହଜରେ ଚିକିତ୍ସା ସମ୍ଭବ। ଆୟୁର୍ବେଦରେ ଗ୍ରୀବା ଅସ୍ଥି ଥେରାପୀ, କପିଙ୍ଗ୍ ଥେରାପି ଏବଂ ପୁଟୁଳି ଥେରାପି ଦ୍ୱାରା ସର୍ଭାଇକାଲ୍ ସମସ୍ୟାର ସମାଧାନ ହୋଇପାରିବ। ଆସନ୍ତୁ ଜାଣିବା।
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(JNU)ରେ ପିଏଚ୍ଡି କରିବାକୁ ଚାହୁଁଥିବା ଛାତ୍ରମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। PhD କରିବାକୁଥିବା ବ୍ୟକ୍ତିଙ୍କ ପାଇଁ JNU ଏକ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ କରିଛି।
ଧନୁଷଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କ୍ୟାପଟେନ୍ ମିଲର୍’ର ଟ୍ରେଲର ରିଲିଜ ହୋଇଛି, ଯାହା ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଟ୍ରେଲର ରିଲିଜ୍ ହେବାର ମାତ୍ର ୧୩ ଘଣ୍ଟା ମଧ୍ୟରେ ୧୧ ଲକ୍ଷରୁ ଅଧିକ ଲୋକ୍ ଏହାକୁ ଦେଖିସାରିଛନ୍ତି। ଏଥି ସହିତ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ବ୍ଲକ୍ବଷ୍ଟର୍...
ଜାଭେଦ ଅଖତର ନିକଟରେ ମହାରାଷ୍ଟ୍ରର ଔରଙ୍ଗାବାଦରେ ଆୟୋଜିତ ଅଜନ୍ତା-ଏଲୋରା ଫେଷ୍ଟିଭାଲକୁ ଆସିଥିଲେ ଏବଂ ଏହି ସମୟରେ ସେ ଶ୍ରୀରାମ ମନ୍ଦିର ଉପରେ ନିଜର ମତ ରଖିଛନ୍ତି। ଅଯୋଧ୍ୟା ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।
ଭାରତୀୟ ସେନାରେ କାମ କରିବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏହି ଖବର। ଯଦି ବେରୋଜଗାର ଯୁବକମାନେ ସେନାରେ ଯୋଗଦେଇ ଦେଶ ସେବା କରିବାର ପଥରେ ଆଗକୁ ବଢିବାକୁ ଚାହାଁନ୍ତି, ତେବେ ଏହା ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ।
ଆଜିକାଲି ଅଧିକାଂଶ ଲୋକ କାଜୁ ଖାଉଛନ୍ତୁ ସତ, କିନ୍ତୁ ଏହାକୁ ଖାଇବାର ସଠିକ୍ ଉପାୟ ଜାଣି ନ ଥିବାରୁ ସେମାନେ ଏହାର ଠିକ ଲାଭ ପାଇପାରୁ ନାହାନ୍ତି। କାଜୁ ଖାଇବାର ୪ଟି ଉପାୟ ଅଛି, ଯାହା ଦ୍ୱାରା ହାଡ ହୋଇଯିବ ପୂରା ମୁଜଭୁତ। ଆସନ୍ତୁ ସେ ବିଷୟରେ ଜାଣିବା।...
ଆମେରିକାରେ ବିମାନ ଦୁର୍ଘଟଣାରେ ଜର୍ମାନ ଜନ୍ମିତ ହଲିଉଡ୍ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କର ଦୁଇ ଝିଅ ମଧ୍ୟ ପ୍ରାଣ ହରାଇଛନ୍ତି। ଅଭିନେତାଙ୍କ ଛୋଟ ବିମାନଟି ଉଡ଼ାଣ ପରେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଚୀନ୍ର ଏକ ସହରରେ ଚାଲୁଛି ସ୍ମାର୍ଟ ଟ୍ରେନ୍। ଏହି ଟ୍ରେନ୍ କୌଣସି ଟ୍ରାକ୍ରେ ନୁହେଁ ବରଂ ରାସ୍ତାରେ ଚାଲୁଛି। ଦେଶର ଝୁଝୁଓ ପ୍ରଦେଶରେ ଏହି ଟ୍ରେନ୍ ଚାଲୁଛି। ଏହି ରେଳ ବ୍ୟବସ୍ଥାର ନାମ ହେଉଛି 'ସ୍ୱୟଂଶାସିତ ରେଳ ରାପିଡ୍ ଟ୍ରାଞ୍ଜିଟ୍' (ART)। ତିନୋଟି ବଗିର ଏହି ଟ୍ରେନରେ ପ୍ରାୟ...
ଆଜିର ବ୍ୟସ୍ତବହୁଳ ଜୀବନରେ ଚାପ ଏକ ସାଧାରଣ ସମସ୍ୟା ପାଲଟିଯାଇଛି। ସେ ପିଲା ହୁଅନ୍ତୁ କି ଯୁବକ କିମ୍ବା ବୃଦ୍ଧ ଯେକୌଣସି ବୟସର ବ୍ୟକ୍ତି ଚାପର କବଳକୁ ଆସିପାରନ୍ତି। ତେବେ ଆସନ୍ତୁ ଚାପର ବିଭିନ୍ନ ଲକ୍ଷଣ ଓ ଏହାର ନିରାକରଣ ବିଷୟରେ ଜାଣିନେବା।
ବର୍ତ୍ତମାନ ଦର୍ଶକଙ୍କ ଆଖି ନୂଆବର୍ଷ ଅର୍ଥାତ୍ ୨୦୨୪ ବର୍ଷ ଉପରେ ରହିଛି। ଦର୍ଶକମାନେ ଉତ୍ସାହର ସହିତ ଚାହିଁ ବସିଛନ୍ତି ଯେ ଏହି ବର୍ଷ କିପରି ଚମତ୍କାର କରିବ ଏବଂ କେଉଁ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରେକ୍ଷାଳୟକୁ ଆସିବ। ରିଲିଜ୍ ଅପେକ୍ଷାରେ ଅଛି ୧୦ଟି ମୁଭି ।
ଆଜିର ପ୍ରତିଯୋଗିତାମୂଳକ ଯୁଗରେ କିଏ ବା ନିଜ ପିଲାମାନଙ୍କୁ ସ୍ମାର୍ଟ ଓ ବୁଦ୍ଧିମାନ କରିବାକୁ ନ ଚାହେଁ। ଆପଣ ଯଦି ନିଜ ପିଲାଙ୍କୁ ବୁଦ୍ଧିମାନ କରିବାକୁ ଚାହାନ୍ତି ତେବେ ଏହି ଟିପ୍ସ ଉପରେ ନଜର ପକାନ୍ତୁ।
ଅନେକ ଲୋକ ଅଛନ୍ତି ଯେଉଁମାନେ ଖରାପ ମନ୍ତବ୍ୟ ଶୁଣି ହଠାତ୍ ପ୍ରତିକ୍ରିୟା କରନ୍ତି ଏବଂ ଆକ୍ରମଣାତ୍ମକ ହୋଇପଡନ୍ତି। ପରେ କିନ୍ତୁ ପରିସ୍ଥିତି ଅଣାୟତକୁ ଚାଲିଯାଏ। ତେବେ ଏଭଳି ପରିସ୍ଥିତିରେ କିପରି ରଖିବେ ନିଜ ଉତ୍ତର ଆସନ୍ତୁ ଜାଣିବା।
ଆଜିର ଦିନରେ ୨୦ରୁ ୩୦ ବର୍ଷର ଯୁବକମାନେ ମଧ୍ୟ ହୃଦ୍ଘାତ ଭଳି ପ୍ରମୁଖ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯୁବକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଉଥିବା ଦେଖାଯାଏ। ତେବେ କିପରି ହୃଦ୍ଘାତକୁ ରୋକାଯାଇପାରିବ ଆସନ୍ତୁ ସେ ବିଷୟରେ ଜାଣିବା।
ଆକ୍ସନ୍ ଏବଂ ଡ୍ରାମାରେ ଭରପୂର ‘ସାଲାର : ପାର୍ଟ୍ ୧’ ବକ୍ସ ଅଫିସରେ ସଫଳତାର ଏକ ଉଦାହରଣ ସୃଷ୍ଟି କରିଛି ଏବଂ ରୋଜଗାରରେ ସାରା ବିଶ୍ୱରେ ୬୫୦ କୋଟି ଟଙ୍କା ଅତିକ୍ରମ କରିଛି। ବଡ଼ ପରଦାରେ ଦର୍ଶକମାନେ ଏହି ଆକ୍ସନ୍ ମନୋରଞ୍ଜନକୁ ଖୁବ ଉପଭୋଗ କରୁଥିବାବେଳେ ସେମାନେ ‘ସାଲାର୍...
BEL ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମେକାନିକାଲ୍ ଇଂଜିନିୟରିଂ, ସିଭିଲ୍ ଇଂଜିନିୟରିଂ, କମ୍ପ୍ୟୁଟର ଇଂଜିନିୟରିଂ, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ ଅନେକ ପଦବୀ ପୂରଣ ହେବ।
ପ୍ରତିବର୍ଷ ୪ ଜାନୁଆରୀରେ ଆନ୍ତର୍ଜାତୀୟ ସ୍ତରରେ ‘ବିଶ୍ୱ ବ୍ରେଲି ଦିବସ’ ପାଳନ କରାଯାଏ। ନେତ୍ରହୀନ ଲୋକଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ, କାରଣ ଏହି ଦିନ ସେମାନଙ୍କ ଜୀବନରେ ଆଲୋକ ଆଣିଥିବା ଲୁଇସ୍ ବ୍ରେଲି ଜନ୍ମ ନେଇଥିଲେ।
OSSSC ନିକଟରେ RI, ARI, Amin, SFS, ICDS ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରାର୍ଥୀମାନେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୨୮୦୦ ରୁ ଅଧିକ ପଦବୀ ପୂରଣ ହେବ।