• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

know jamal kudu viral girl from bobby deol entry song from movie animal
Animal: 'ଜମାଲ କୁଡୁ' ଗୀତରେ ନାଚି ରାତାରାତି ହେଇଗଲେ ଭାଇରାଲ୍; କିଏ ଏହି ସୁନ୍ଦରୀ

'ଆନିମଲ୍'ର ଗୀତ 'ଜମାଲ କୁଡୁ' ଭାଇରାଲ ହେବା ପରେ ଏଥିରେ ଅଭିନୟ କରିଥିବା ଏକ ସୁନ୍ଦର ଯୁବତୀ ରାତାରାତି ନେସ୍‌ନାଲ୍ କ୍ରସ୍‌ରେ ପରିଣତ ହୋଇଛନ୍ତି। ଲୋକମାନେ ଏହି ଭାଇରାଲ୍ ଯୁବତୀଙ୍କ ବିଷୟରେ ଜାଣିବାକୁ ଖୁବ ଆଗ୍ରହୀ ହୋଇପଡିଛନ୍ତି। ଇନଷ୍ଟାଗ୍ରାମରେ ଏହି ସୁନ୍ଦରୀଙ୍କ ଫଲୋର୍ସ ଏବେ ୨୫ ଗୁଣ ବଢିଯାଇଛି।

minorities right day in india know history and work
National Minorities Right Day 2023: ଅଳ୍ପସଂଖ୍ୟକଙ୍କ ପାଇଁ ଜାତୀୟ ସଂଖ୍ୟାଲଘୁ ଆୟୋଗ; ଜାଣନ୍ତୁ କ’ଣ ଏହାର କାମ

ବିଭିନ୍ନ ରାଜ୍ୟ ନିଜ ନିଜ ରାଜ୍ୟରେ ରାଜ୍ୟ ସଂଖ୍ୟାଲଘୁ କମିଶନ ଗଠନ କରିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟର ଯେକୌଣସି ପିଡ଼ିତ ବ୍ୟକ୍ତି ନିଜ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ରାଜ୍ୟ ସଂଖ୍ୟାଲଘୁ ଆୟୋଗଙ୍କ ନିକଟକୁ ଯାଇପାରିବେ।

Railway Recruitment 2023
Railway Recruitment 2023: ଦଶମ ସହିତ ITI କରିଛନ୍ତି କି, ବିନା ପରୀକ୍ଷାରେ ରେଳବାଇରେ ଚାକିରି

ଭାରତୀୟ ରେଳ, ପଶ୍ଚିମ କେନ୍ଦ୍ରୀୟ ବିଭାଗ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ପଶ୍ଚିମ କେନ୍ଦ୍ରୀୟ ରେଳବାଇ (WCR) ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୩ ହଜାରରୁ ଅଧିକ ପଦବୀ ପୂରଣ ହେବ।

Bagheera official teaser release
Teaser Release: ପୁଣି ହଇଚଇ କରିବ କନ୍ନଡ ଫିଲ୍ମ; ଟିଜର ଦେଖିଲେ ଆପଣ ବି କହିବେ ୱା ସେ ୱା…

ପୁଣି କନ୍ନଡ ଜଲ୍‌ୱା। ନୂଆ ଫିଲ୍ମ ‘ବଘିରା’ର ଟିଜର ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ପ୍ରଶଂସକମାନେ ଏହା ଦେଖିବା ପରେ କହୁଛନ୍ତି ଯେ ସେମାନଙ୍କ ରୋମ ଟାଙ୍କୁରି ଉଠୁଛି।

Salaar tickets sold more than dunki in 24 hours in advance booking
Advance Booking: ଆରମ୍ଭ ହେଲାଣି ‘ଡଙ୍କି ’- ‘ସାଲାର’ର ଆଡଭାନ୍ସ ବୁକିଂ; ଜାଣନ୍ତୁ କିଏ ଆଗରେ…

୨୧ ଏବଂ ୨୨ ଡିସେମ୍ବରକୁ ସମସ୍ତଙ୍କ ଅପେକ୍ଷା। କାରଣ ୨୦୨୩ର ଶାହରୁଖ ଖାନଙ୍କ ତୃତୀୟ ଫିଲ୍ମ ‘ଡଙ୍କି’ ଏବଂ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ ମୁକ୍ତିଲାଭ କରିବାକୁ ଯାଉଛି। ଏନେଇ ଆରମ୍ଭ ହୋଇଯାଇଛି ଆଡଭାନ୍ସ ବୁକିଂ। ଜାଣନ୍ତୁ କିଏ ରହିଛି ଆଗରେ…

5 yogasana for height increase
Yogasana: ଆପଣ କମ ଉଚ୍ଚତାକୁ ନେଇ ଚିନ୍ତାରେ ପଡିଛନ୍ତି କି; କରନ୍ତୁ ଏହି ୫ ଆସନ… ବଢିଯିବ ଉଚ୍ଚତା

କିଶୋର ଅବସ୍ଥାରେ ଥିବା ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଭାବରେ ତାଙ୍କର ଉଚ୍ଚତା ବଢେଇବା ପାଇଁ ଚିନ୍ତା କରନ୍ତି। କାରଣ ଲମ୍ବା ଲୋକମାନେ ଅଧିକ ଆକର୍ଷଣୀୟ ଲାଗନ୍ତି। ତେବେ ଆସନ୍ତୁ ଏମିତି ୫ଟି ସହଜ ଓ ଚମତ୍କାର ଯୋଗାସନା ବିଷୟରେ ଜାଣିବାଯାହା ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରେ।

UIIC Recruitment for 300 Assistant posts
UIIC Recruitment: ଗ୍ରାଜୁଏସନ କରିଛନ୍ତି କି… UIICରେ ଚାକିରି ସୁଯୋଗ

ୟୁନାଇଟେଡ୍ ଇଣ୍ଡିଆ ଇନସୁରାନ୍ସ କମ୍ପାନୀ ଲିମିଟେଡ୍(UIIC) ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀଙ୍କ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୦୦ଟି ପଦବୀ ପୂରଣ ହେବ।

Indian police force teaser release
Teaser Release: ଆସିଲା ରୋହିତ ଶେଟ୍ଟୀଙ୍କ ପୋଲିସ୍ ସିରିଜ୍‌ର ଟିଜର୍; ଆକ୍ସନ ପ୍ୟାକ୍‌ରେ ଭରପୂର

ସିଦ୍ଧାର୍ଥ ମଲହୋତ୍ରାଙ୍କ ଆକ୍ସନ୍ ସିରିଜ୍ ‘ଇଣ୍ଡିଆନ୍ ପୋଲିସ୍ ଫୋର୍ସ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସିରିଜ୍‌ରୁ କଳାକାରମାନଙ୍କ ଲୁକ୍ ରିଲିଜ୍ ହେବା ପରଠାରୁ ପ୍ରଶଂସକମାନେ ଏହାର ଟିଜର୍‌କୁ ଅପେକ୍ଷା କରିଥିଲେ। ଏବେ ଏହାର ଅନ୍ତ ହେଇଛି।

aaradhya bachchan shows her acting skills at annual day school event
ସମସ୍ତଙ୍କୁ ପାଗଳ କଲା ଆରାଧ୍ୟା ବଚ୍ଚନଙ୍କ ଅଭିନୟ; ଲୋକେ କହିଲେ ମହାନ ଅଭିନେତ୍ରୀ

ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟାଙ୍କ ଅଭିନୟର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଆରାଧ୍ୟାଙ୍କ ଅଭିନୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଭିଡିଓ ଦେଖିବା ପରେ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ପ୍ରଶଂସକଙ୍କ ପାଖରେ କେବଳ ଗୋଟିଏ କଥା – “ଆରାଧ୍ୟା ଜଣେ ମହାନ ଅଭିନେତ୍ରୀ ହେବେ।”

Why is the holy dip in the holy water in Dhanu Sankranti
Dhanu Sankranti 2023: ଧନୁ ସଂକ୍ରାନ୍ତିରେ ପବିତ୍ର ଜଳରେ କାହିଁକି ପକାଯାଏ ପବିତ୍ର ବୁଡ଼

ହିନ୍ଦୁ ଧର୍ମରେ ଗ୍ରହମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ, ତେଣୁ ଯେତେବେଳେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରନ୍ତି, ସେତେବେଳେ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ଧନୁ ସଂକ୍ରାନ୍ତି କୁହାଯାଏ। ଏହି ଦିନ ବଡି ଭୋରୁ ପବିତ୍ର ନଦୀ ଜଳରେ ସ୍ନାନ କରି ସୂର୍ଯ୍ୟ ଭଗବାନଙ୍କୁ ପୂଜା କରାଯାଏ।...

Dhanu Sankranti 2023
Dhanu Sankranti 2023: ଧନୁ ସଂକ୍ରାନ୍ତିରେ ଠାକୁର କାହିଁକି ଖାଆନ୍ତି ମୁଆଁ ଭୋଗ

‘ମୁଆଁ’ ହେଉଛି ଧନୁ ସଂକ୍ରାନ୍ତିର ଲୋକପ୍ରିୟ ଭୋଗ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ। ଶ୍ରୀଜଗନ୍ନାଥଙ୍କ ସେବାରେ ଏହି ପରମ୍ପରା କାହିଁକି ରହିଛି ଆସନ୍ତୁ ଜାଣିବା।

how to make bajra khichdi  recipe
ଶୀତଦିନେ ଦେହକୁ ଗରମ ରଖେ ବାଜରା ଖେଚେଡି; ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି

ଶୀତଦିନେ ଦେହକୁ ଭିତରୁ ଗରମ ରଖିବା ପାଇଁ ବାଜରା ଖେଚେଡି ଖାଇବା ଜରୁରୀ। ଏହା ଖାଲି ସ୍ୱାସ୍ଥ୍ୟକର ନୁହେଁ ଏହା ମଧ୍ୟ ବହୁ ସୁସ୍ୱାଦୁ। ଏହାକୁ କିପରି ତିଆରି କରିବେ ଆସନ୍ତୁ ଜାଣିବା।

aishwarya rai leaves house of amitabh
ଐଶ୍ୱର୍ଯ୍ୟା ରାୟ ଛାଡିଲେ ଅଭିଷେକ ବଚ୍ଚନଙ୍କ ବଙ୍ଗଳା; ହେବ କି ଛାଡପତ୍ର!

ନିକଟରେ ଐଶ୍ୱର୍ଯ୍ୟା ରାୟ ଏବଂ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏବେ ଐଶ୍ୱର୍ଯ୍ୟା ରାୟ ଅଭିଷେକ ବଚ୍ଚନଙ୍କ ବଙ୍ଗଳା ଅର୍ଥାତ୍ 'ଜଲସା' ଛାଡିଛନ୍ତି। ଏହାପରେ ସେମାନଙ୍କ ଛାଡପତ୍ର ଗୁଜବ ଜୋର ଧରିଛି।

Bengaluru Techie Loses Rs 68 Lakh In OTP Scam
ଅନ୍‌ଲାଇନ୍ ଫ୍ରଡ୍; ୧୫ ହଜାର ପାଇଁ ୬୮ଲକ୍ଷ ଟଙ୍କା ହରେଇଲେ ଯୁବ ଇଞ୍ଜିନିୟର

ଅନ୍‌ଲାଇନ୍ କିଣାବିକା ପ୍ଲାଟ୍‌ଫର୍ମ OLX ରେ ବିଜ୍ଞାପନ ପୋଷ୍ଟ୍‌ କରି ଏକ ପୁରୁଣା ବେଡ୍ ବିକ୍ରୟ କରିବାକୁ ଚେଷ୍ଟା କରି ଜଣେ ଇଞ୍ଜିନିୟର ୬୮ଲକ୍ଷ ଟଙ୍କା ଠକାମିର ଶିକାର ହୋଇଛନ୍ତି। ପୋଲିସର ସୂଚନାନୁସାରେ, ବେଙ୍ଗାଲୁରୁ ସହରରେ ସାଇବର ଅପରାଧୀଙ୍କ ଦ୍ୱାରା ଚୋରି ହୋଇଥିବା ଏହା ହେଉଛି ସବୁଠାରୁ ବଡ...

Tripti Dimri animal fees for intimate scene
‘ଆନିମଲ୍’ରେ ଯାହାଙ୍କୁ ନେଇ ଏତେ ଚର୍ଚ୍ଚା, ତାଙ୍କୁ ମାତ୍ର ଏତିକି ଫି’!

ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ 'ଆନିମଲ'ରେ ରଣବୀର କପୁରଙ୍କ ସହ ତୃପ୍ତି ଡିମ୍‌ରୀଙ୍କ ଅନ୍ତରଙ୍ଗ ସିନ୍ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ଫିଲ୍ମରେ ଏତିକି ସିନ୍ ପାଇଁ ତୃପ୍ତି ଡିମ୍‌ରୀ କେତେ ଟଙ୍କା ନେଇଛନ୍ତି? ଜାଣିଲା ପରେ ଆପଣ ନିଶ୍ଚିତ କହିବେ...

Skeletons dating back 4000 years depicted a mother and her child found in china
ମା’ ଏବଂ ସନ୍ତାନର ସଂପର୍କ ଏମିତି ଯେ ମୃତ୍ୟୁ ବି କରିପାରିଲା ନାହିଁ ଅଲଗା

ପିଲାର ମୃତ୍ୟୁର କିଛି ଦିନ ପରେ ଧିରେ ଧିରେ ସମସ୍ତେ ତାକୁ ଭୁଲିଯାଆନ୍ତି। ମା’ କିନ୍ତୁ ଜୀବନ ସାରା ଭୁଲିପାରେ ନାହିଁ। ଏ ସଂପର୍କର ବନ୍ଧନ ଏମିତି ସ୍ୱୟଂ ମୃତ୍ୟୁଦେବତା ମଧ୍ୟ ଏହାକୁ ବିଚ୍ଛିନ୍ନ କରିପାରିବେ ନାହିଁ। ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଫଟୋ ଭାଇରାଲ୍ ହେଉଛି...

Tips How to Conserve National Energy
National Energy Conservation Day 2023: ଜାତୀୟ ଶକ୍ତି କ’ଣ… ଏହାକୁ କିପରି କରିବେ ସଂରକ୍ଷଣ

ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପରେ ବାର୍ତ୍ତା ପ୍ରଦାନ କରିବା ଏବଂ ଏ କ୍ଷେତ୍ରରେ ଦେଶର ସଫଳତାକୁ ପ୍ରଦର୍ଶନ କରିବା ପାଇଁ ପ୍ରତିବର୍ଷ ୧୪ ଡିସେମ୍ବରରେ ‘ଜାତୀୟ ଶକ୍ତି ସଂରକ୍ଷଣ ଦିବସ’ ପାଳନ କରାଯାଏ। ଏହାକୁ କିପରି ସଂରକ୍ଷଣ କରିବେ ଆସନ୍ତୁ ଜାଣିବା।

OSSC CTS Recruitment  for 430 vacancies
OSSC CTS Recruitment : OSSCର ନୂଆ ବିଜ୍ଞପ୍ତି; ଦଶମ ପାଶ୍ କରିଥିଲେ ବି କରିପାରିବେ ଆବେଦନ

OSSC ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ୍ ୪୩୦ ପଦବୀ ପୂରଣ ହେବ। ଜାଣନ୍ତୁ ପୂରା ଡାଟା…

whatsapp releases new pin chat feature for everyone
Whatsapp Feature: ହ୍ୱାଟ୍ସଆପ୍ ଆଣିଲା ନୂଆ ଫିଚର୍; ସାଙ୍ଗେ ସାଙ୍ଗେ ପାଇଯିବେ ଗୁରୁତ୍ୱପୂର୍ଣ୍ଣ ଚାଟ୍

ହ୍ୱାଟ୍ସଆପ୍ ଏହାର ପ୍ଲାଟ୍‌ଫର୍ମରେ ଏକ ନୂଆ ସେବା ଯୋଡିଛି। ଏହି ସେବା ମାଧ୍ୟମରେ ଚାଟରେ ଟେକ୍ସଟ୍, ପୋଲ୍, ଇମେଜ୍ ଏବଂ ଇମୋଜି ଆଦି ଯେକୌଣସି ମେସେଜ୍‌କୁ ପିନ୍ କରିବାକୁ ଅନୁମତି ମିଳିଛି। ଏଥିରେ ଗୋଟିଏ ଥରରେ କେବଳ ଗୋଟିଏ ଚାଟ୍ ପିନ୍ ହୋଇପାରିବ।

jawan and oppenheime movies most search on google in 2023
ଖାଲି ବକ୍ସ ଅଫିସ୍ ନୁହେଁ, ଗୁଗୁଲ୍‌ରେ ବି ଶାହରୁଖ ଖାନ୍‌ଙ୍କ ରାଜ୍; ୭ ନମ୍ବରରେ ରଜନୀକାନ୍ତ

ଯଦିଓ ଆଉ କିଛି ଦିନ ପରେ ୨୦୨୩ ଆମ ପାଇଁ ସ୍ମୃତି ହୋଇଯିବ, ତଥାପି ବଲିଉଡ ପାଇଁ ଏହି ବର୍ଷ ବହୁତ ଭଲ ବୋଲି କହିଲେ ଭୁଲ୍ ହେବ ନାହିଁ। ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ରିପୋର୍ଟରେ ୨୦୨୩ ସଂପୂର୍ଣ୍ଣ ଭାବେ ଶାହରୁଖ ଖାନଙ୍କର ହୋଇଯାଇଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।