ଚଳିତ ବର୍ଷ ଏମିତି କିଛି ପ୍ରତିଭାବାନ ନୂଆ ପିଢି ଆସିଛନ୍ତି ଯେଉଁମାନଙ୍କୁ କେହି ଭୁଲିପାରିବେ ନାହିଁ। ଏହି ପ୍ରତିଭାମାନେ ଦେଶ ତଥା ବିଦେଶରୁ ଭାରତ ପାଇଁ ଗୌରବ ଆଣି ଅନେକ ଚର୍ଚ୍ଚା ସାଉଁଟିଛନ୍ତି। ଏହି ପିଲାମାନଙ୍କର ପ୍ରତିଭା ସାମ୍ନାରେ ସେମାନଙ୍କର ବୟସ ଛୋଟ ପଡିଯାଇଛି ଏବଂ ଆଜି ସେମାନେ...
ଭୃସଙ୍ଗ ପତ୍ରକୁ ତରକାରୀରେ ବ୍ୟବହାର କରିବ ସମସ୍ତେ ଜାଣନ୍ତି। କିନ୍ତୁ, ଆପଣ ଜାଣନ୍ତି କି ଏହି ପତ୍ରର ସ୍ୱାଦ ସହିତ ଏହାର ଔଷଧୀୟ ଗୁଣ ମଧ୍ୟ ଅଛି? ଏହି ପତ୍ରକୁ ନଡିଆ ତେଲ ସହିତ ମିଶ୍ରଣ କରି ଏକ ସ୍ୱତନ୍ତ୍ର ତେଲ ପ୍ରସ୍ତୁତ କରାଯାଏ, ଯାହା ଚୁଟିରେ ଲଗାଇବା...
ଆଜି ଖ୍ରୀଷ୍ଟମାସ ଡେ’ ବା ବଡଦିନ। ଏହା ଖ୍ରୀଷ୍ଟ ଧର୍ମାଲମ୍ବୀମାନଙ୍କ ପାଇଁ ବଡ ପର୍ବ। ସାରା ବିଶ୍ୱରେ ଏହାକୁ ଖୁବ ଧୂମଧାମରେ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ନଜର ପକେଇନେବା ଓଡ଼ିଶାର କିଛି ଚିତ୍ର ଉପରେ
୨୦୨୩ ବର୍ଷ ବର୍ତ୍ତମାନ ଶେଷ ହେବାକୁ ଯାଉଛି। ଯଦି ଦେଖାଯାଏ ତେବେ ନିବେଶକମାନଙ୍କ ପାଇଁ ଏହି ବର୍ଷ ବହୁତ ଭଲ ଥିଲା। ଏହି ବର୍ଷ ଅନେକ ଲାଭଜନକ IPO ଆସିଛି। ମୁଦ୍ରାସ୍ଫୀତି ପ୍ରସଙ୍ଗ ସ୍ଥିର ଥିଲା ଏବଂ ଜିଡିପି ଆକଳନ ମଧ୍ୟ ବହୁତ ଭଲ ଥିଲା। ଏହି ବର୍ଷ...
ଶାହରୁଖ ଖାନଙ୍କ ‘ଡଙ୍କି’ ପ୍ରଭାସଙ୍କ ‘ସାଲାର’ ସହ ସଂଘର୍ଷ କରିବା ପରେ ମଧ୍ୟ ବକ୍ସ ଅଫିସରେ ଭଲ ରୋଜଗାର କରିବାରେ ସଫଳ ହୋଇଛି। ବିଶେଷକରି ଚତୁର୍ଥ ଦିନ ବା ରବିବାର ଦିନ ‘ଡଙ୍କି’ର ରୋଜଗାରରେ ୩୦ ପ୍ରତିଶତ ବଢିଛି। ତେବେ ଆସନ୍ତୁ ଶାହାରୁଖ ଖାନଙ୍କ ଫିଲ୍ମ ଚତୁର୍ଥ ଦିନରେ...
ମଲାଇକା ଅରୋରାଙ୍କ ଠାରୁ ଅଲଗା ହେବାର ୬ ବର୍ଷ ପରେ ଅରବାଜ ଖାନ ବର୍ତ୍ତମାନ ନିଜ ପାଇଁ ଏକ ନୂଆ ଜୀବନ ସାଥୀ ବାଛିନେଇଛନ୍ତି। ଅରବାଜ ରବିବାର ଦିନ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଛନ୍ତି। ୫୬ ବର୍ଷିୟ ଅରବାଜଙ୍କ ନୂଆ କନ୍ୟା ବୃତ୍ତିରେ ଜଣେ ମେକ୍ଅପ୍ କଳାକାର।...
ଖ୍ରୀଷ୍ଟମାସ ପର୍ବ ୨୫ ଡିସେମ୍ବରରେ ପାଳନ କରାଯାଏ, ଯାହା ଖ୍ରୀଷ୍ଟିଆନ ଧର୍ମର ସବୁଠାରୁ ବଡ ପର୍ବ। ଏହାକୁ ଖୁବ ଧୂମଧାମର ସହିତ ପାଳନ କରାଯାଏ। ଏହାକୁ ବଡଦିନ ମଧ୍ୟ କୁହାଯାଏ, ହେଲେ କାହିଁକି ଆସନ୍ତୁ ଜାଣିବା।
ଭାରତ ଇତିହାସରେ ୨୫ ଡିସେମ୍ବରକୁ କେବଳ ଖ୍ରୀଷ୍ଟମାସ ଦିବସ ନୁହେଁ ବରଂ ଏହିଦିନ ‘ସୁଶାସନ ଦିବସ’ ଭାବରେ ମଧ୍ୟ ଜଣାଶୁଣା। ଭାରତୀୟମାନେ ପ୍ରତିବର୍ଷ ୨୫ ଡିସେମ୍ବରକୁ ‘ସୁଶାସନ ଦିବସ’ ଭାବେ ପାଳନ କରନ୍ତି। ଏହା ସହ ଅଟଳ ବିହାରୀ ବାଜପେୟୀଙ୍କ ରହିଛି ବିଶେଷ ସମ୍ବନ୍ଧ। ଆସନ୍ତୁ ଜାଣିବା।
ଯେଉଁମାନେ ଓଡିଶାରେ ସରକାରୀ ଚାକିରି କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହା ନିଶ୍ଚିତ ଏକ ଖୁସି ଖବର। ଓଡ଼ିଶା ମାଇନିଙ୍ଗ କର୍ପୋରେସନ୍ (OMC) ସିନିୟର ମ୍ୟାନେଜର, ଡେପୁଟି ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ସାଲାର ରିଲିଜ୍ ହେବାର ଦୁଇ ଦିନ ଭିତରେ ରୋଜଗାର କେବଳ ୧୦୦ କୋଟି ନୁହେଁ ବରଂ ୨୫୦କୋଟି ଟଙ୍କା ଅତିକ୍ରମ କରିଛି। ଫଳରେ ଏହା ୨୦୨୩ରେ ରିଜିଜ୍ ହୋଇଥିବା ପଠାନ, ଜବାନ, ଲିଓ ଏବଂ ଜେଲର ଭଳି ଫିଲ୍ମର ରେକର୍ଡ ଭାଙ୍ଗିଛି।
ବୟକଟ୍ ଧାରା ମଧ୍ୟରେ ୨୦୨୩ ଆରମ୍ଭ ପର୍ଯ୍ୟନ୍ତ ବଲିଉଡ ଜଗତ ସଂଘର୍ଷ କରୁଥିଲା। ଏହାରି ମଧ୍ୟରେ ବର୍ଷ ଶେଷ ସୁଦ୍ଧା ରିଲିଜ୍ ହୋଇଥିବା ୫ଟି ଫିଲ୍ମ ଅଛି ଯାହା ବଲିଉଡର ରୋଜଗାରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଆସନ୍ତୁ ୨୦୨୩ର ଏହି ଟପ୍ ୫ଟି ଫିଲ୍ମ ଉପରେ ନଜର...
ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଶୋଷଣ ଯେପରିକି ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ, ସେବାରେ ଅଭାବ ଏବଂ ଅନ୍ୟାୟ ବାଣିଜ୍ୟ ପ୍ରଥା ବିରୁଦ୍ଧରେ ଗ୍ରାହକମାନଙ୍କୁ ପ୍ରଭାବଶାଳୀ ସୁରକ୍ଷା ଯୋଗାଇବା।
ଦେଶର ଅର୍ଥନୀତିକୁ ମଜବୁତ କରିବା ନେଇ କୃଷକ ଭୂମିକା ଅତୁଳନୀୟ। କୋଟି କୋଟି ଜନତାଙ୍କ ପେଟର ଚିନ୍ତା ହିଁ ଚାଷୀ ଭାଇଟିଏ କରିଥାଏ। ଚାଷୀଙ୍କ ଯୋଗୁଁ ସାରା ଦେଶର ଭୋକ ମେଣ୍ଟିଥାଏ। ସେଥିପାଇଁ ସେମାନଙ୍କୁ ସମ୍ମାନ ଦେବା ନେଇ ପ୍ରତି ବର୍ଷ ୨୩ ଡିସେମ୍ବରରେ ‘ଜାତୀୟ କୃଷଜ ଦିସବ’...
ଗଣିତ କ୍ଷେତ୍ରରେ ଶ୍ରୀନିବାସ ରାମାନୁଜନଙ୍କ ଅବଦାନ ପାଇଁ ଭାରତ ସରକାର ତାଙ୍କ ଜନ୍ମଦିନକୁ ଗଣିତ ଦିବସ ଭାବେ ଘୋଷଣା କରିଥିଲେ। ଆଜି ୨୨ ଡିସେମ୍ବର, ‘ଜାତୀୟ ଗଣିତ ଦିବସ’ରେ ଆସନ୍ତୁ ଜାଣିବା ଗଣିତଜ୍ଞ ରାମାନୁଜନ କିଏ ? ଗଣିତ କ୍ଷେତ୍ରରେ ସେ କିପରି ଏତେ ବଡ଼ ସଫଳତା ହାସଲ...
ଭାରତର ଜଣେ ଲୋକ ଏମିତି ଏକ ପ୍ରଜାତିର କୁକୁର ରଖିଛନ୍ତି ଯାହାର ଦାମ୍ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ। ଆପଣ ହୁଏତ ଭାବୁଥିବେ, ହଁ… ହେଇ ହେଇ ଆଉ କେତେ ହେବ ୧୦ ଲକ୍ଷ କି ୨୦ ଲକ୍ଷ। ଆପଣ ଯଦି ଏମିତି ଭାବୁଥାନ୍ତି ତେବେ ଏହା ଭୁଲ୍।...
ଲୋକମାନେ ସାଧାରଣତଃ ଘର ସଜାଇବା ପାଇଁ ଫୁଲ ବ୍ୟବହାର କରନ୍ତି। କିନ୍ତୁ ଏଠାରେ ଏମିତି ଅନେକ ଫୁଲ ଅଛି ଯାହା ଔଷଧୀୟ ଗୁଣରେ ଭରପୂର। କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହା ବିଷୟରେ ଜାଣନ୍ତି ନାହିଁ। ସେଥିମଧ୍ୟରୁ ଗେଣ୍ଡୁଫୁଲ ଗୋଟିଏ।
ଆଇପିଏଲ୍ ୨୦୨୪ ନିଲାମ ଉପରେ ଏବେ ସମସ୍ତଙ୍କର ନଜର। କିଏ କାହାର ହେବ ତାଙ୍କୁ ନେଇ ସମସ୍ତଙ୍କ ମନରେ ଉତ୍ସାହ। ତେବେ ଆସନ୍ତୁ ଜାଣିବ କେଉଁ ଟିମ୍ କେତେ ଖେଳାଳି ଆବଶ୍ୟକ କରନ୍ତି ଆଉ କେତେ ରହିଛି ବିଦେଶୀଙ୍କ ପାଇଁ।
IPLର ଆଗାମୀ ସିଜନ ପାଇଁ ଖେଳାଳିଙ୍କ ନିଲାମ ଡିସେମ୍ବର ୧୯ରେ ଅନୁଷ୍ଠିତ ହେଉଛି। ଏଥର ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତୁ ସେହି ପାଞ୍ଚ ଜଣ କ୍ରିକେଟରଙ୍କ ବିଷୟରେ ଜାଣିନେବା ଯେଉଁମାନେ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ନିଲାମ ପାଇଁ ସେମାନଙ୍କର...
ଆଇପିଏଲ୍ ନିଲାମକୁ ନେଇ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକ ପୂର୍ବାନୁମାନ କରିଛନ୍ତି। ଭିଡିଓରେ ଶେୟାର କରି ସେ ଏକ ନିଆରା ଢଙ୍ଗରେ ଖେଳାଳିଙ୍କ ବିଷୟରେ ପୂର୍ବାନୁମାନ କରିଛନ୍ତି। କେଉଁମାନେ କେତେ ଟଙ୍କାରେ କିଣାହେବ ସେ କହିଛନ୍ତି।
‘ଡଙ୍କି’ର ଆଡଭାନ୍ସ ବୁକିଂକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଶାହରୁଖ ଖାନଙ୍କ ‘ଡଙ୍କି’ର ଆଗୁଆ ବୁକିଂ ହେତୁ ଭାରତରେ ୭୦ ପ୍ରତିଶତ ମଲ୍ଟିପ୍ଲେକ୍ସ ହାଉସଫୁଲ୍ ହୋଇଗଲାଣି। ଏହା ସହିତ ଏହି ଫିଲ୍ମ କେତେ ରୋଜଗାର କରିବାକୁ ଯାଉଛି ତାହା ମଧ୍ୟ ପ୍ରକାଶ ପାଇଛି।