ଓଡ଼ିଶାର ଧର୍ମ ସଂସ୍କୃତିରେ ଅଁଳା ଗଛକୁ ଦେବୀ ରୂପେ ଗ୍ରହଣ କରାଯାଇଛି। ବିଶ୍ୱାସ କରାଯାଏ ଯେ ସରସ୍ୱତୀଙ୍କର ରଜୋଗୁଣରୁ ଅଁଳାର ସୃଷ୍ଟି ହୋଇଛି। ଏହି ଦିନଠାରୁ ସତ୍ୟ ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ ମଧ୍ୟ ରହିଛି।
ଆଜି ‘ବିଶ୍ୱ ଟେଲିଭିଜନ ଦିବସ’। ଟିଭି ଯୋଗୁଁ ଆଜି ସୂଚନାର ଆଦାନପ୍ରଦାନ ସରଳ ଏବଂ ସହଜ ହୋଇଯାଇଛି। କଳା-ଧଳାରୁ ଆଜି ଆମେ ଟିଭିର ସ୍ମାର୍ଟ ଦୁନିଆରେ ପହଞ୍ଚିଛେ। ଏହି ଅବସରରେ ଆସନ୍ତୁ ଟିଭି ଦୁନିଆର ୫ ଲୋକପ୍ରିୟ ସିରିଜ୍ ବିଷୟରେ ଜାଣିନେବା।
ଅଁଳା ହେଉଛି ଏମିତି ଏକ ଫଳ ଯେଉଁଥିରେ ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଖାଇବା ଉଚିତ ନୁହେଁ। ସେମାନେ କିଏ ଜାଣନ୍ତୁ …
ଓଡିଶା ବନ ବିକାଶ ନିଗମ (OFDC) ଏନେଇ ଅନେକ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଆକାଉଣ୍ଟ୍ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ୍, ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ, ଫିଲ୍ଡ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆଦେବନ କରାଯିବ।
୨୦୨୩ ବିଶ୍ୱକପ୍ରେ ପରାଜୟ ପରେ ଭାରତର ସବୁ ମହଲରେ ଏବେ ଶୋକର ବାତାବରଣ ଖେଳିଯାଇଛି। ଏହାରି ଭିତରେ ଅନେକ କ୍ରିକେଟ୍ ପ୍ରେମୀ ଏବଂ ସେଲିବ୍ରେଟି ଭାରତୀୟ ଟିମ୍କୁ ନେଇ ନିଜର ମତାମତ ଦେଉଛନ୍ତି। ସେଲିବ୍ରେଟିମାନେ ଭାରତୀୟ ଖେଳାଳୀଙ୍କ ମନୋବଳକୁ ଦୃଢ କରିବା ନେଇ ଉତ୍ସାହିତ କରୁଥିବା ଦେଖାଯାଏ।
ଭାରତ ହୁଏତ ବିଶ୍ୱକପ୍ ୨୦୨୩୩ର ଫାଇନାଲକୁ ଅଷ୍ଟ୍ରେଲିଆ ଠାରୁ ହାରିଥାଇପାରେ। କିନ୍ତୁ ଭାରତୀୟ ଟିମ୍ ପ୍ରଶଂସକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ପରାଜୟ ସତ୍ତ୍ୱେ ପ୍ରଶଂସକମାନେ ଭାରତୀୟ କ୍ରିକେଟ୍ ଟିମ୍କୁ ସମର୍ଥନ କରୁଥିବା ଦେଖାଯାଏ।
ନଭେମ୍ବର-ଡିସେମ୍ବର ମାସରେ, ଅନେକଙ୍କ ଘରେ ଶଙ୍ଖ-ଢୋଲ-ତୂରୀ ବାଜେ। ବାପାମାଆମାନେ ନିଜ ପୁଅ କିମ୍ବା ଝିଅମାନଙ୍କ ପାଇଁ ଉପଯୁକ୍ତ ଜୀବନସାଥୀ ଖୋଜିବାରେ କୌଣସି ରାସ୍ତା ଛାଡନ୍ତି ନାହିଁ। ଆସନ୍ତୁ ଜାଣିବା ଜଣେ ଉପଯୁକ୍ତ ଜୀବନସାଥୀର କେଉଁସବୁ ଗୁଣ ରହିବା ଉଚିତ।
ଆଜିକାଲି ଲୋକମାନଙ୍କଠାରେ ଦେଖାଯାଉଥିବା ରୋଗ ମଧ୍ୟରୁ ୟୁରିକ୍ ଏସିଡ୍ ମଧ୍ୟ ଅନ୍ୟତମ। ଏହି ରୋଗ ବଢିଲା ବେଳେ ଗଣ୍ଠିରେ ଯନ୍ତ୍ରଣା, କଠିନତା, ଫୁଲା, ଲାଲ ପଡିବା ଭଳି ଅନେକ ଲକ୍ଷଣ ଦେଖାଯାଏ। ଏପରି ପରିସ୍ଥିତିରେ, ସେହି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ ଯାହା ଶରୀରରେ ୟୁରିକ୍...
ଯଦିଓ ସନ୍ତାନ ଜନ୍ମ କ୍ଷେତ୍ରରେ ଡାକ୍ତରଖାନା ଯିବା ଏକ ଶୁଭ ମୁହୂର୍ତ୍ତ ତେବେ ପ୍ରସବ ସମୟରେ ହେଉଥିବା ଖର୍ଚ୍ଚ ହେତୁ ଅନେକ ପରିବାର ଏହି ଖୁସି ଖବରକୁ ନେଇ ଚିନ୍ତାରେ ପଡନ୍ତି। କିନ୍ତୁ 'ଡାକ୍ତର ଦାଦି' ଏମାନକ ପାଇଁ କୌଣସି ଦେବୀ ଠାରୁ କମ ନୁହେଁ। ସେ କରିଛନ୍ତି...
ଟିମ୍ ଇଣ୍ଡିଆ ଯେଉଁ ବୋଲିଂ ଆଧାରରେ ଏଯାଏ ପହଞ୍ଚିଥିଲା ସେହି ବୋଲିଂ ଫାଇନାଲରେ ପ୍ରଭାବହୀନ ହୋଇଗଲା। ଭାରତୀୟ ଖେଳାଳିମାନେ କେବଳ ବୋଲିଂରେ ନୁହେଁ ବ୍ୟାଟିଂରେ ମଧ୍ୟ ଫ୍ଲପ୍ ହୋଇଥିଲେ। ଭାରତୀୟ ଟିମ୍ର ଏଭଳି ସାଙ୍ଘାତିକ ପରିସ୍ଥିତି ପାଇଁ ଅନେକ କାରଣ ରହିଛି। ଆସନ୍ତୁ ଏହାର ୮ଟି କାରଣ ଉପରେ...
ସାମିଙ୍କ ଯୋଗୁଁ ଭାରତ କ୍ରିକେଟ୍ ବିଶ୍ୱକପ ୨୦୨୩ ଜିତିବ ବୋଲି ରଜନୀକାନ୍ତ କରିଛନ୍ତି ଭବିଷ୍ୟବାଣୀ। ତେବେ ଆଜିର ଫାଇନାଲ ମ୍ୟାଚ୍କୁ ନେଇ ଅନେକଙ୍କ ମଧ୍ୟରେ ସନ୍ଦେହ ରହିଛି। ଏଭଳି ପରିସ୍ଥିତିରେ ରଜନୀକାନ୍ତଙ୍କ ଏହି ଭବିଷ୍ୟବାଣୀ ସତ ହେବ କି?
OSSC ପୁଣି ବାହାରକଲା ନିଯୁକ୍ତି ବିଜ୍ଞାପନ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ସହାୟକ ପଦରେ ପ୍ରାର୍ଥୀମାନେ ନିଯୁକ୍ତି ପାଇବେ।
ସାରା ଦେଶରେ ଫାଇନାଲ୍ ମ୍ୟାଚ୍କୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ବର୍ତ୍ତମାନ ଏହାରି ଭିତରେ ବିଶ୍ୱକପ ଫାଇନାଲ୍କୁ ନେଇ ତିଆରି ହୋଇଥିବା ଏକ ଗୀତ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଗୀତରେ ସମସ୍ତ ଖେଳାଳିଙ୍କ ନାମ ନିଆଯାଇଛି ଆଉ ଉତ୍ସାହିତ ମଧ୍ୟ...
ଯେତେବେଳେ ଆମେ ଇଂରାଜୀରେ Gully ଗଲୀ ବୋଲି ଲେଖୁ ଏହା ଗଳି, ଡ୍ରେନ୍, ସଂକୀର୍ଣ୍ଣ ରାସ୍ତା ଆଦିକୁ ବୁଝାଏ। ତେବେ କ୍ରିକେଟର କଥା କହିଲେ ଗଲୀ ପୋଜିଜନ୍କୁ ସ୍ଲିପ୍ ମଝିରେ ଥିବା ସଂକୀର୍ଣ୍ଣ ଚ୍ୟାନେଲ୍ କିମ୍ବା ପଏଣ୍ଟକୁ ବୁଝାଏ। କେମିତି ଆସିଲା ଏହି ଶବ୍ଦ…
କିଛି ଦିନ ଧରି ସୁସ୍ମିତା ସେନ୍ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ଥିଲେ। ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି, କିନ୍ତୁ ଡେଟିଂ ଖବର ପାଇଁ ପ୍ରାୟତଃ ସେ ଚର୍ଚ୍ଚାରେ ରହିଥା’ନ୍ତି। ସୁସ୍ମିତା ସେନଙ୍କ ଜନ୍ମଦିନ ୧୯ ନଭେମ୍ବରରେ। ଏହି ଅବସରରେ,...
ଇନ୍ଦିରା ଗାନ୍ଧୀଙ୍କ କେତେକ ବଡ ଓ ଶକ୍ତିଶାଳୀ ନିଷ୍ପତ୍ତି ଯୋଗୁଁ ତାଙ୍କୁ ଲୌହ ମାନବୀ ବୋଲି କୁହାଯାଏ। ତେବେ ଆସନ୍ତୁ ଏହି ଅବସରରେ ସେ ନେଇଥିବା ୫ଟି ବଡ ନିଷ୍ପତ୍ତି ବିଷୟରେ ଜାଣିନେବା ଯାହା ସେତେବେଳେ ଦେଶକୁ ଆଶ୍ଚର୍ଯ୍ୟ କରିଥିଲା ଆଉ ତାଙ୍କର ଏହି ନିଷ୍ପତ୍ତି ତାଙ୍କୁ ଲୌହ...
ମହିଳା ସଶକ୍ତିକରଣ ଦିଗରେ ସାରା ବିଶ୍ୱରେ କିଛି ନା କିଛି କରାଯାଉଥିଲେ ମଧ୍ୟ ପୁରୁଷଙ୍କ କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏନେଇ ପୁରୁଷମାନଙ୍କ ମାନସିକ ବିକାଶ, ସେମାନଙ୍କର ସକରାତ୍ମକ ଗୁଣ ଏବଂ ଲିଙ୍ଗଗତ ସମାନତାକୁ ପ୍ରଶଂସା କରିବା ଉଦ୍ଦେଶ୍ୟରେ ‘ଅନ୍ତର୍ଜାତୀୟ ପୁରୁଷ ଦିବସ’ ପ୍ରତିବର୍ଷ...
ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଜିଲ୍ଲା ନିଯୁକ୍ତି ବିନିମୟ କାର୍ଯ୍ୟାଳୟ, କୋରାପୁଟ ଫାର୍ମାସିଷ୍ଟ / ଗ୍ରାହକ ସେବା ଆସୋସିଏଟ୍ / ଜୁନିଅର ଆସିଷ୍ଟାଣ୍ଟ ପଦବୀ ପାଇଁ ନୂତନ ବିଜ୍ଞପ୍ତି ପ୍ରକାଶ କରିଛି। କଟକ ଓ ଭୁବନେଶ୍ୱରରେ ମଧ୍ୟ ନିଯୁକ୍ତି ସୁଯୋଗ ଅଛି।
ଗୋଟିଏ ପଟେ କ୍ୟାଟ୍ରିନା ତାଙ୍କ କାମରେ ବ୍ୟସ୍ତ ଥିବାବେଳେ ତାଙ୍କ ସ୍ୱାମୀ ତଥା ଅଭିନେତା ଭିକି କୌଶଲ ମଧ୍ୟ ତାଙ୍କର ଆଗାମୀ ଫିଲ୍ମ୍ 'ସାମ୍ ବାହାଦୂର'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଭିକି ଏବଂ କ୍ୟାଟ୍ରିନା ପରସ୍ପର ସହ ସମୟ ବିତାଇବାକୁ ସୁଯୋଗ ପାଇ ନାହାଁନ୍ତି। କ୍ୟାଟ୍ରିନା...
'ଟାଇଗର ୩' ଆରମ୍ଭରୁ ଯେମିତି ରୋଜଗାର କରୁଥିଲା ଧିରେ ଧିରେ ଏଥିରେ ପ୍ରଭାବ ଦେଖିବାକୁ ମିଳୁଛି। ଦିନକୁ ଦିନ ଏହାର ରୋଜଗାର କମୁଛି। ଏହା ପଛରେ ରହିଛି ଏକ ଦୃଢ କାରଣ। ଏହି କାରଣ କ’ଣ ନିଜେ ସଲମାନ ଖାନ୍ କହିଛନ୍ତି। ଆସନ୍ତୁ ଜାଣିବା।