• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ICAR, NRRI (ନ୍ୟାସ୍‌ନାଲ୍‌ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍), କଟକ, ରେ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି। ୱାଲ୍-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ଏହି ନିଯୁକ୍ତି କରାଯିବ। ଏହି ନିଯୁକ୍ତି ମାଧ୍ୟମରେ ପ୍ରୋଜେକ୍ଟ ଆସୋସିଏଟ୍, ୟଙ୍ଗ୍‌ ପ୍ରଫେସନାଲ୍, ଫିଲ୍ଡ ୱାର୍କର୍ ପଦବୀ ପୂରଣ ହେବ। ପ୍ରକାଶଥାଉ ଯେ ଏହା ଏକ ଚୁକ୍ତିଭିତ୍ତିକ ନିଯୁକ୍ତି।

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବ୍‌ସାଇଟ୍ https://icar-nrri.inକୁ ଯାଇ ଏ ବିଷରେ ଜାଣିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ ICAR ,NRRI, Cuttack New Recruitment 2023 Notificationରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ୟଙ୍ଗ୍‌ ପ୍ରଫେସନାଲ୍‌ଙ୍କ ପାଇଁ ସାକ୍ଷାତକାର ତାରିଖ - ୨୨/୧୨/୨୦୨୩(ସକାଳ ୧୦ଟା)
  • ପ୍ରୋଜେକ୍ଟ ଆସୋସିଏଟ୍ ପାଇଁ ସାକ୍ଷାତକାର ତାରିଖ - ୧୯/୧୨/୨୦୨୩(ସକାଳ ୧୦ଟା)
  • ଫିଲ୍ଡ ୱାର୍କର୍ ପାଇଁ ସାକ୍ଷାତକାର ତାରିଖ - ୨୦/୧୨/୨୦୨୩(ସକାଳ ୧୦ଟା)

ଶିକ୍ଷାଗତ ଯୋଗ୍ୟତା:

  • ୟଙ୍ଗ୍‌ ପ୍ରଫେସନାଲ୍ – ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବାୟୋଟେକ୍ନୋଲୋଜୀ/ବଟାନୀ ସହିତ M.Sc
  • ପ୍ରୋଜେକ୍ଟ ଆସୋସିଏଟ୍ – ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୃଷି / ବାୟୋଟେକ୍ନୋଲୋଜି / ବଟାନୀ ସହିତ M.Sc
  • ଫିଲ୍ଡ ୱାର୍କର୍ – ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବଟାନୀ / ଜୁଲୋଜୀ / ବାୟୋଟେକ୍ନୋଲୋଜିରେ ଅନର୍ସ ସହିତ B.Sc

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୫ ଏବଂ ୪୫ ଏବଂ ୫୦ ବର୍ଷ

ବୟସ କୋହଳ:

  • OBC – ୦୩ ବର୍ଷ
  • ST / SC / PWD / ESM – ୦୫ ବର୍ଷ
  • PWD + SC / ST – ୧୫ ବର୍ଷ

ମାସିକ ଦରମା:

  • ୟଙ୍ଗ୍‌ ପ୍ରଫେସନାଲ୍ – ୩୫,୦୦୦ ଟଙ୍କା

  • ଫିଲ୍ଡ ୱାର୍କର୍ – ୧୮,୦୦୦ ଟଙ୍କା

  • ପ୍ରୋଜେକ୍ଟ ଆସୋସିଏଟ୍ – ୨୫,୦୦୦ ଟଙ୍କା


ଚୟନ ପ୍ରକ୍ରିୟା:

  • ୱାକ-ଇନ୍-ଇଣ୍ଟରଭ୍ୟୁ ପ୍ରକ୍ରିୟାରେ ପ୍ରାର୍ଥୀ ଚୟନ ହେବ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଯୋଗ୍ୟତା ପ୍ରମାଣପତ୍ର (ଦଶମ, + ୨, + ୩)
  • ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
  • ଦୁଇଟି ସାମ୍ପ୍ରତିକ କଲର୍ ପାସପୋର୍ଟ ସାଇଜ୍ ଫଟୋ
  • ଜାତି ପ୍ରମାଣପତ୍ର
  • ଅଭିଜ୍ଞତା ପ୍ରମାଣପତ୍ର(ଯଦି ଥାଏ)

    ସାକ୍ଷାତକାର ସ୍ଥାନ: ICAR-NRRI, କଟକ